ନିୟମଗିରି ପାହାଡ ରେ ରହୁଥିବା ଆଦିବାସୀ || RAYAGADA DONGRIA TRIBE  ODISHA

  Рет қаралды 637,791

ମୁଁ TRAVELLER

ମୁଁ TRAVELLER

9 ай бұрын

ନିୟମଗିରି ପାହାଡ ରେ ରହୁଥିବା ଆଦିବାସୀ || RAYAGADA DONGRIA TRIBE ODISHA #mutraveller

Пікірлер: 2 600
@MuTraveller
@MuTraveller 9 ай бұрын
ଆଫ୍ରିକୀୟ ଆଦିବାସୀ ଭିଡ଼ିଓ ଭଲ ଲାଗୁଥିଲା ନା ଓଡିଶା ଆଦିବାସୀ ଭିଡ଼ିଓ ?
@jyotirmayeebehera7558
@jyotirmayeebehera7558 9 ай бұрын
Odhisha
@Ekambabandparty
@Ekambabandparty 9 ай бұрын
Hei video bhai
@vishmasuna950
@vishmasuna950 9 ай бұрын
Odisha
@Ekambabandparty
@Ekambabandparty 9 ай бұрын
Bhai tomar soita deka koribaku chesta koli hele hela nahi mu v niyamgiri pahada tole tili
@rangalatadehury20
@rangalatadehury20 9 ай бұрын
Odisha❤❤❤❤
@prabirakumarnaik1298
@prabirakumarnaik1298 9 ай бұрын
ଆଫ୍ରିକା ଆଦିବାସୀ ଠୁ ଓଡିଶା ଆଦିବାସୀ ବହୁତ ଭଲ କେଉଁ ଭାଇଭଉଣୀ ମାନେ କେନ୍ଦୁଝର ର ଲବଭାଇ ଙ୍କୁ like କରନ୍ତୁ
@lijabal-vv9te
@lijabal-vv9te 9 ай бұрын
I from keonjhar ❤❤❤
@akashkuldipia7889
@akashkuldipia7889 9 ай бұрын
Kedujhar ra ki bhai
@SikunMunda-ub5zg
@SikunMunda-ub5zg 9 ай бұрын
Dimbo ru
@Subrat-lt8ii
@Subrat-lt8ii 9 ай бұрын
Amo keonjhar ku bi travel karantu lobo bhai
@AnitaKisan-ul9oh
@AnitaKisan-ul9oh 4 ай бұрын
ଆମେ ଆଦିବାସୀ ବୋଲି ଆମେ ଗର୍ବିତ । ପଶ୍ଚିମ ଓଡ଼ିଶାର ଆଦିବାସୀ ସାଂସ୍କୃତିକ ପରମ୍ପରାକୁ ଭିଡିଓ ମାଧ୍ୟମରେ ଦର୍ଶାଇ ଥିବାରୁ ହୃଦୟ ଭିତରୁ ବହୁତ ଧନ୍ୟବାଦ ଲଵ ଭାଇ। ❤❤❤
@rameshsabar9744
@rameshsabar9744 9 ай бұрын
ଆମେ ଓଡ଼ିଶାର ଆଦିବାସୀ ଆଉ ଆମ ସଂସ୍କୃତି ବଡ଼ିଆ ❤❤❤❤ ରାୟଗଡ଼ାର culture ଦେଖେଇଥିବାରୁ ଧନ୍ୟଵାଦ ଲବ ଭାଇ love you so much 🥰🥰🥰❤❤❤❤
@itssangramvlogs952
@itssangramvlogs952 9 ай бұрын
Making a History | କେଉଁମାନେ ଚାହାଁନ୍ତି 2024 ପୂର୍ବରୁ ଲବ ଭାଇଙ୍କ ର 1 Million Subscriber ହେଇଯାଉ ବୋଲି.❤️
@chakundapalstudio_status_zone
@chakundapalstudio_status_zone 9 ай бұрын
Mu
@SonuBhaiVlogs1m
@SonuBhaiVlogs1m 9 ай бұрын
Love from kalahandi odisha ❤❤❤
@Bishalputel
@Bishalputel 9 ай бұрын
Traib video upload kahe hi mili
@user-yr6li1nf8k
@user-yr6li1nf8k 9 ай бұрын
Mub adibasi Narendra Modi ku jitama jya adibasi mub kandha samaj pila
@user-mh4be9qu1m
@user-mh4be9qu1m 9 ай бұрын
Too god your coments bro 😊😮
@pratimasethy2754
@pratimasethy2754 9 ай бұрын
ଆଫ୍ରିକା ଠୁ ଆମ ଓଡିଶା ର ଜନଜାତି ଙ୍କ ଜୀବନ ଶୈଳୀ ସବୁଠୁ ଭଲ 🥰
@omkarmajhi9623
@omkarmajhi9623 9 ай бұрын
Right ❤❤❤
@padminisethi7870
@padminisethi7870 9 ай бұрын
Right 👍👌
@AmeshBhumbuli
@AmeshBhumbuli 8 ай бұрын
Tik kahuchu
@sudhirmpm7488
@sudhirmpm7488 9 ай бұрын
ଗାଁ ଟା ହୃଦୟ କୁ ଛୁଇଁ ଗଲା bhai so thankyou
@Localtonybai-Yt
@Localtonybai-Yt 9 ай бұрын
ଆମ ଡଙ୍ଗରିଆ କନ୍ଧମାନଙ୍କ dance ଦେଖି ବହୁତ୍ ସୁନ୍ଦର୍ ଲାଗିଲା❤ ମୋ foverite ମାଣ୍ଡିଆ ଯାଉ 😋❤ ଆମ ଆଦିବାସୀ culture ବିଷୟରେ କହିଥିବାରୁ ଧନ୍ୟବାଦ୍ ❤ଲବ ଭାଇଙ୍କୁ ବହୁତ୍ ବହତ୍ ଧନ୍ୟବାଦ୍ 🙏 ଜୟ ମା ଠାକୁରାନୀ 🙏from gunpur
@subhz_vlog12
@subhz_vlog12 9 ай бұрын
ବହୁତ ବଢିଆ... ବହୁତ ଖୁସୀ ଲାଗୁଛି.... ଓଡ଼ିଶା ଠାରୁ ଦୂରରେ ଥାଇ ଓଡ଼ିଶାର ପୁଣୀ ନିୟମଗିରିର ପ୍ରାକୃତିକ ଦୃଶ୍ୟ ବେଶ୍ ସୁନ୍ଦର.... ଯଦି ପାରିବେ ଇଂରାଜୀ ଶବ୍ଦକୁ ତଳେ ଦେଲେ ବହୁତ ବାହାର ଦେଶର ଲୋକ ଦେଖିବାର ସୁଯୋଗ ପାଇବେ। ମତେ ବହୁତ୍ ଭଲ ଲାଗିଲା ... ଯେବେ ମହାରାଷ୍ଟ୍ର ଆଦିବାସୀ ଅଞ୍ଚଳ ବୁଲିବେ ସେତେବେଳେ ମୁଁ ଆପଣଙ୍କୁ ବୁଲେଇବି।
@sanatanpatra7587
@sanatanpatra7587 9 ай бұрын
ପଶ୍ଚିମ ଓଡିଶାର ଡଙ୍ଗରିଆ କନ୍ଧମାନଙ୍କ ସଂସ୍କୃତି ଓ ପରମ୍ପରାର ଭିଡିଓ ମାଧ୍ଯମରେ ଅଭଗତ କରାଇ ଥିବାରୁ ଅଶେଷ ଅଶେଷ ଧନ୍ୟବାଦ ...
@S-B-Official5824
@S-B-Official5824 9 ай бұрын
ଆଫ୍ରିକା ଠୁ ଓଡ଼ିଶା ର ଆଦିବାସୀ ମାନଙ୍କର ବହୁତ ଭଲ ଲାଗିଲା ଭାଇ ବହୁତ ଧନ୍ୟବାଦ ଭାଇ
@sbyoutuber599
@sbyoutuber599 9 ай бұрын
Aadibashi re ବହୁତ୍ ପର୍ବ ପାଳନ କରାଯାଏ Thanks loba sir 🎉🎉 aamo ଆଦିବାସୀ କ୍ଲଚର କୁ ଆଗକୁ ବଢ଼ାଇବା ରୁ 🎉🎉🎉🎉
@user-lh9cd8nq4j
@user-lh9cd8nq4j 9 ай бұрын
ବିଦେଶୀ ଧର୍ମରେ Convert ହେଇଗଲେ ସବୁ ସରିଗଲା...,
@maasitalammacreations9764
@maasitalammacreations9764 9 ай бұрын
ଯୋଉ ଭଉଣୀ explain କରୁଛନ୍ତି ତାଙ୍କୁ ଦିଲ୍ ସେ salam
@pradeepsabar-dn7hb
@pradeepsabar-dn7hb 9 ай бұрын
ଆଦିବାସୀ ଙ୍କର ଶେଷ ଅକ୍ଷୟର କ... ଭାଇ ଧନ୍ୟବାଦ 🙏🙏🙏🙏🙏 ଆମେ ରାୟଗଡିଆ ଭାରି ଭଡ଼ିଆ...
@mamabarik9707
@mamabarik9707 9 ай бұрын
ଆମ ଓଡ଼ିଶା ଆଦିବାସି ଙ୍କ ଜୀବନ କିପରି ଅତିବାହିତ କରନ୍ତି ଓ ତାଙ୍କ ଜୀବନ ଯାପନ ଶୈଳୀ ବିଷୟରେ ଜାଣିବାକୁ ପାଇଲୁ ଏହି ଭିଡ଼ିଓ ଦ୍ଵାରା। ଆମ ଓଡ଼ିଆ ଭାରୀ ବଢ଼ିଆ। ଭାଇ ତୁମକୁ ହୃଦୟରୁ ଧନ୍ୟବାଦ୍ ଓ ବହୁତ୍ ଗୁଡ଼ିଏ ସ୍ନେହ ଆମ ତରଫ ରୁ 😇। 🙏🌺 ଜୟ ଜଗନ୍ନାଥ 🌺🙏
@siddhantfm
@siddhantfm 9 ай бұрын
ଧନ୍ୟବାଦ ଭାଇ ଆମ ରାୟଗଡ଼ାକୁ ଆସିଛ, ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ୍ ଆପଣଙ୍କୁ ସଦାସର୍ବଦା ମଙ୍ଗଳ ହୋଉ ଯେଇ ଜଗନ୍ନାଥ
@stmproduction7634
@stmproduction7634 9 ай бұрын
ବହୁତ ଆଗରୁ ଦେଖେଇବାର ଥିଲା ଲଭ ଭାଇ ❤❤❤ ବହୁତ ବଢିଆ
@krglbskeyjbkz1004
@krglbskeyjbkz1004 9 ай бұрын
✋✋✋✋✋✋ ହାତ ଟେକନ୍ତୁ ଯଦି ଆପଣ ଲବ ଭାଇଙ୍କୁ ସପର୍ଟ କରନ୍ତି ✋✋✋
@rangalatadehury20
@rangalatadehury20 9 ай бұрын
✋✋✋
@SusantaPalei-we2zz
@SusantaPalei-we2zz 9 ай бұрын
🎉
@bvanlalhruaia2108
@bvanlalhruaia2108 4 ай бұрын
✋✋✋
@Sashi_Dev_Nayak.
@Sashi_Dev_Nayak. 9 ай бұрын
ମାଣ୍ଡିଆ ପେଜ ଆମର ଜୀବନ ଭାଇ ଆମ undivde କୋରାପୁଟରେ ଭାତ ନ ଖାଇ ରହିବେ କିନ୍ତୁ ମାଣ୍ଡିଆ ନିଶ୍ଚିତ ପିଇବେ ଆମ ଆଦିବାସୀ ଭାଇ ଭଉଣୀ ମାନେ । ❤
@tapanpurty2234
@tapanpurty2234 9 ай бұрын
Bhai sethi mandia kg kete achhi
@devilgirl...3400
@devilgirl...3400 Ай бұрын
Mandia deha pain bahut bhal Mandia mote bahut bhal lage👍
@JISHAYAMALLICK-zk3xl
@JISHAYAMALLICK-zk3xl 9 ай бұрын
ଭାଇ ବହୁତ ବହୁତ ଧନ୍ୟବାଦ ଆମ ଓଡିଶା ର ଆଦିବାସୀ ଡ଼ଙ୍ଗରିଆ କନ୍ଧ ମାନଙ୍କର ପରମ୍ପରା ଓ କିସ ର ମୋର ଭାଇ , ଭଉଣୀ ଙ୍କୁ ଦେଖେଇ ଥିବାରୁ again very very thank u for showing tribal traditional culture every way god bless u bhai ମୁଁ ଗଜପତି ରୁ କହୁଛି ❤❤❤
@TGFunny-tapan
@TGFunny-tapan 9 ай бұрын
କେଉଁ ମାନେ ଲବ ଭାଇ ଙ୍କୁ ହୃଦୟ ରୁ ଭଲ ପାଅ ❤️❤️❤️ ମୁଁ ଭଲ ପାଏ 100% ଆପଣ ମାନେ କେତେ ଭଲ ପାଆନ୍ତି 1 million subscribers ହେଇ ଯାଉ ଭଗବାନ ଙ୍କୁ ପ୍ରାର୍ଥନା
@kapuratudu9605
@kapuratudu9605 9 ай бұрын
ପୁରୁଣା coment😂😂😂😂
@TGFunny-tapan
@TGFunny-tapan 9 ай бұрын
Tume ta party jani daucha
@kapuratudu9605
@kapuratudu9605 9 ай бұрын
@@TGFunny-tapan hoy party
@PRAKASHMOHAPATRA143
@PRAKASHMOHAPATRA143 9 ай бұрын
କଳା ଓ ସଂସ୍କୃତି ର ରାଜ୍ୟ ଅଟେ ଆମ ଓଡ଼ିଶା...... ଆମେ ଓଡ଼ିଆ ଭାରି ବଢ଼ିଆ ❤❤❤❤❤❤
@PRAKASHMOHAPATRA143
@PRAKASHMOHAPATRA143 9 ай бұрын
ଧନ୍ୟବାଦ୍ ଆପଣଙ୍କୁ 🙏
@PATITAPABANAKIRTAN
@PATITAPABANAKIRTAN 9 ай бұрын
@HariharMallik
@HariharMallik 9 ай бұрын
ବହୁତ୍ ବଢିଆ ଆମ ଓଡ଼ିଶାର ଏମିତି ବି culture ଅଛି... ଦେଖେଇ ଥିବାରୁ ଧନ୍ୟବାଦ ମାଡ଼ି ଚାଲ ଭାଇ
@PabitraMajhi-yn9lf
@PabitraMajhi-yn9lf 9 ай бұрын
ମୋର ହୃଦୟରୁ salam ଲବ ଭାଇ ଆମ ଆଦିବାସୀ ଙ୍କ ପରମ୍ପରା କୁ ଭଲ ପାଉଥିବାରୁ ମୁଁ ଆଜି ଗର୍ବିତ ଆଦିବାସୀ ଘରେ ଜନ୍ମ ହୋଇ ଥିବାରୁ ଜୟ ଆଦିବାସୀ.
@user-lh9cd8nq4j
@user-lh9cd8nq4j 8 ай бұрын
😂 ତୁ ମୁସଲିମ ହେଇ ଗଲୁଣି କି ? ଜୁହାର କହି ପାରୁନୁ... ଆଦିବାସୀ ହେଇକି... ଲଜ୍ଯା ରେ ତତେ
@kamalakantabeshra1780
@kamalakantabeshra1780 9 ай бұрын
ଆଫ୍ରିକା ଠାରୁ ବି ସୁନ୍ଦର ଆମ ଓଡିଶା ଦୃଶ୍ୟ
@hemantabahera8047
@hemantabahera8047 9 ай бұрын
ପଶ୍ଚିମ ଓଡ଼ିଶାର ନିୟମ ଗିରି ଡଙ୍ଗରିଆ କନ୍ଧମାନଙ୍କ ସଂସ୍କୃତି ଓ ପରମ୍ପରାର ଭିଡିଓ ମାଧ୍ୟମ ରେ ଅବଗତ କରାଇଥିଦାରୁ ବହୁତ୍ ବହୁତ୍ ଧନ୍ୟବାଦ୍,,,,,,BBSR ❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤
@nilamanimaharana984
@nilamanimaharana984 9 ай бұрын
Phulaki wadeka was of my students, I proud of you my dear child. And all the best laba hansda.
@tapantapu3588
@tapantapu3588 Ай бұрын
U are great sir 🙏🙏🙏
@bapunnayak8966
@bapunnayak8966 9 ай бұрын
ଆମ ଓଡ଼ିଶାରେ ରହୁଥିବା ଆଦିବାସୀମାନେ ବହୁତ ସୁନ୍ଦର ତାଙ୍କର ଚାଲି ଚଳନ ବେଶଭୂଷା ବହୁତ ନିଆରା ଲବ ଭାଇ ତୁମର ସମସ୍ତ ମନସ୍କାମନା ପୂର୍ଣ୍ଣ ହେଉ ଏତିକି ଇଶ୍ଵରଙ୍କ ନିକଟରେ ପ୍ରାର୍ଥନା ❤❤❤❤❤
@farnahopontelivision
@farnahopontelivision 9 ай бұрын
ଓଡ଼ିଶା ସବୁଠାରୁ ସୁନ୍ଦର ଜାଗା LOVE YOU BROTHER ❤ #Mayurbhanj🙏
@prabeenasanta4961
@prabeenasanta4961 9 ай бұрын
ଯାହା ହେଉ ଆମ ସଂସ୍କୃତି ପାପମ୍ପରା ବଞ୍ଚାଇ ରକିଛନ୍ତି ରାୟଗଡା ଲୋକ ମୁ ବିଜଣେ କନ୍ଦ ଅଟେ ନବରଙ୍ଗପୁର ଜିଲ୍ଲାରୁ ❤❤❤
@Villageshoot314
@Villageshoot314 9 ай бұрын
Really we are touch soon bro
@CHANDRAKULISHIKA
@CHANDRAKULISHIKA 9 ай бұрын
Tq bro
@gurudharsantagurudharsanta8117
@gurudharsantagurudharsanta8117 9 ай бұрын
Mu misa Santa laka bhai Nabarangpur Dist Jay jaganth Laba Bhai 🙏🏾🙏🏾🙏🏾🙏🏾🙏🏾🙏🏾🙏🏾
@gansamurmuvlog20
@gansamurmuvlog20 9 ай бұрын
ଏହି ଭଳି ଭିଡ଼ିଓ ଗୁଡ଼ିକ ଆମ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦେଖିବା ଦରକାର କି ? ତେବେ ହୃଦୟରେ ସହିତ ଗୋଟିଏ like 👍 ହେଉ।।
@dhabaleswarpatel7326
@dhabaleswarpatel7326 Ай бұрын
So much very beautiful video 👌👌💯💯
@Itismita_Life_Style
@Itismita_Life_Style 9 ай бұрын
ଘର କାନ୍ଥ ରେ ଭଲ ପେଣ୍ଟିଂ ହେଇଛି। ସବୁ ଘର ମାନଙ୍କରେ ସମାନ ରଙ୍ଗ ଦିଆ ହେଇଛି।❤
@gopalsahu6657
@gopalsahu6657 9 ай бұрын
Hmm😊
@bhagabanmirdha3286
@bhagabanmirdha3286 9 ай бұрын
Nice ❤
@Vloggingtimeyoutubechannel
@Vloggingtimeyoutubechannel 9 ай бұрын
ସେହି ପେଣ୍ଟିଙ୍ଗ ଆମେ ଆଙ୍କିଛି ...🎉🎉🎉❤
@rajeshnisikaofficial
@rajeshnisikaofficial 9 ай бұрын
ବହୁତ ଧନ୍ୟବାଦ ଭାଇ ଆମ ରାୟଗଡ଼ା ଆସିଛନ୍ତି 😮
@user-iu9ub1jz6h
@user-iu9ub1jz6h 9 ай бұрын
Most.... Lagila.... 👍👍👍👍👍👍👍👍👍👍👍ଲବ... ଭାଇ ଙ୍କ 1Million.. Jaldi ହବା ଦରକାର.......ଜୟ ଜଗନ୍ନାଥ 🙏
@SB_KORAPUTIA_214
@SB_KORAPUTIA_214 21 сағат бұрын
ବହୁତ ଭଲ ଲାଗିଲା ଆମର ଆଦିବାସୀ ମାନଙ୍କର ପରମ୍ପରା ଭିଡ଼ିଓ ଦେଖି..!! really i love you lava Bhai ❤❤❤ ବହୁତ୍ ବହୁତ୍ ଧନ୍ୟବାଦ୍ 🙏👍👍
@MantuKulesikaMantuKulesi-oe2hk
@MantuKulesikaMantuKulesi-oe2hk 9 ай бұрын
ବହୁତ୍ ବହୁତ୍ ଧନ୍ୟବାଦ୍ ଭାଇ ଅମୋ ସଂସ୍କୃତ ଏବଂ ପରମ୍ପରା କୁ ଦେଖେଇ ଦେଇ ଛନ୍ତି ❤
@Majhiofficial1431
@Majhiofficial1431 9 ай бұрын
ଜୟ ଡଙ୍ଗରିଆ କନ୍ଦ ଆମର୍ ଓଡିଶା ର୍ ଆଦିବାସୀ କେତେ ସୁନ୍ଦର୍ ତାକର୍ ବେସବୁସା। ❤
@_eating_boy
@_eating_boy 9 ай бұрын
ଅତି ସୁନ୍ଦର ଭାଈ 🇮🇳🥺🖤💗✨✨🔥🔥
@manguluwadaka
@manguluwadaka 9 ай бұрын
ବହୁତ ସୁନ୍ଦର ହେଇଛି ଆମ ଖମ୍ବେଶି ଗ୍ରାମ ❤️👍👍👍
@PankajKumar-17
@PankajKumar-17 9 ай бұрын
ଲଵ ଭାଇ ଶେଷରେ ଆମର "ରାୟଗଡ଼ା" ରେ ଏତେ Descovery କରୁଥିବାରୁ ମୁ ଗର୍ବ ଅନୁଭବ କରୁଛି ଏବଂ ଆପଣ ଏମିତି ହିଁ ଆଗେଇଥାନ୍ତୁ। "Jai johar jai Odisha "
@Sagarikalifevlogs
@Sagarikalifevlogs 9 ай бұрын
ଆମେ ଆଦିବାସୀ ବୋଲି ଆମେ ଗର୍ବିତ 😊😊😊
@singhisking1521
@singhisking1521 9 ай бұрын
❤❤❤
@akashamalik2963
@akashamalik2963 9 ай бұрын
Mu bi ..
@kapilashsunaniofficial2078
@kapilashsunaniofficial2078 9 ай бұрын
Sate ki 🎉❤
@esdyssg2760
@esdyssg2760 9 ай бұрын
Hello
@Villageshoot314
@Villageshoot314 9 ай бұрын
We proud as kandha tribe, special thanks to each and Everyone who kept our culture &tradition alive.....i feel very blessed love u family
@kingjamesraitakjr7536
@kingjamesraitakjr7536 9 ай бұрын
Love you Bidika bro, being a Kissian.. Happy to see your village on this video🎥🎥.
@arabindabehera95
@arabindabehera95 9 ай бұрын
ପାଣି ତାର ସମ୍ପୂର୍ଣ ଜୀବନ ଦେଇ ଗୋଟେ ଗଛ କୁ ବଡ଼ କରିଥାଏ.ଏଥିପାଇଁ ବୋଧେ ପାଣି କାଠ କୁ କେବେ ବୁଡିବାକୁ ଦେଇ ନଥାଏ. Kunal❤❤❤❤❤
@ODIAMANMRBAPI
@ODIAMANMRBAPI 9 ай бұрын
ଅତି ସୁନ୍ଦର ଆପଣଙ୍କ ପ୍ରୟାସ to explore the odisha and also congratulations for your drone ❤❤❤❤❤❤❤❤❤❤❤
@sunitakerketta8420
@sunitakerketta8420 9 ай бұрын
Very nice
@niranjanpattanira321patta5
@niranjanpattanira321patta5 9 ай бұрын
ଲବ ଭାଇ ହିପ ହିପ ଫର୍ ରେ.... ଜୟ ଜଗନ୍ନାଥ ପ୍ରଭୁ 🙏🙏🎂
@jajatichandan4268
@jajatichandan4268 9 ай бұрын
ମୁଁ ଏ ଯାଗା କୁ ଯାଇଛି.. ଏଠାକାର ଲୋକମାନେ ବହୁତ ଭଲ.... ପରିବେଶ ମଧ୍ଯ ଏ ଯାଗା ର ଭଳ ଲାଗେ... ❤❤
@smjmurmu96
@smjmurmu96 9 ай бұрын
ODISHA ra Tribal ,Culture,custom, bahut bhala lage...❤❤🎉🎉 LABA BHAI,,Jay jagannath. .⭕‼️⭕🙏🏼
@ronerisi7686
@ronerisi7686 9 ай бұрын
ସରକାର କିନ୍ତୁ ଅନ୍ଧ କିଛି ସୁବିଧା ନାହିଁ ଆଦିବାସୀ ଜନଜାତି ପାଇଁ
@debashishmahanta4948
@debashishmahanta4948 9 ай бұрын
ସରକାର ଆଦିବାସୀ ଜନଜାତି ପାଇଁ ବହୁତ୍ ଯୋଜନା ମାନ ରହିଛି। କିନ୍ତୁ କିଛି ତଳ କର୍ମଚାରୀ ମାନଙ୍କ ପାଇଁ ସେହି ସୁବିଧା ଗୁଡ଼ିକ ଲୋକ ମାନଙ୍କ ପାଖକୁ ପହଞ୍ଚିପରୁନି
@murmuthakurofficial2778
@murmuthakurofficial2778 9 ай бұрын
Right
@ronerisi7686
@ronerisi7686 9 ай бұрын
@@this_is_venket ଆଉ ଦାଦନ ଖଟିବାକୁ ବାହାର କୁ ଯାଉଛନ୍ତି କଣ ପାଇଁ
@user-xs9kg3kn4k
@user-xs9kg3kn4k 9 ай бұрын
କୁର୍ଲି, କାଡ୍ରାଗୁମା,ଖଜୁରୀ ଓ ଖମ୍ବେସୀ ଗାଁ ଲୋକ ମାନଙ୍କୁ ଅନେକ ଅନେକ ଧନ୍ୟବାଦ। 2002 ମସିହା ରେ ମୋତେ ବହୁତ ସାହାଯ୍ୟ କରିଥିବାରୁ।
@puspanjalinaik164
@puspanjalinaik164 9 ай бұрын
ବହୁତ୍ ସୁନ୍ଦର୍ l ସର୍ଗିଫୁଲ୍ festival କଥା ମନେ ପଡ଼ିଲା 😢 l ବହୁତ୍ ବହୁତ୍ ଧନ୍ୟବାଦ୍ ଭାଇ l ଜଗନ୍ନାଥ ଆପଣଙ୍କୁ ଭଲରେ ରଖନ୍ତୁ l keonjhar କୁ ବି ଆସନ୍ତୁ l🙏🙏🙏🙏🙏
@lovelycreation8796
@lovelycreation8796 9 ай бұрын
Love from Swampatna, Keonjhar 💓
@travelwithpurna
@travelwithpurna 9 ай бұрын
ଆମେ ରାୟଗଡିଆ....ଜୟ ଆଦିବାସୀ ଧନ୍ୟବାଦ ଲବ ଭାଇ
@Dhanushbhai689
@Dhanushbhai689 9 ай бұрын
Ama odisha re emiti loka achanti mu Janina thili thanks bhai ❤
@rajasheerising9141
@rajasheerising9141 9 ай бұрын
Africa adibasi video bahut sunder Bhai ❤️❤️❤️
@anuanuanuanu2190
@anuanuanuanu2190 9 ай бұрын
Khub sundar aama odisha au adiwasi tribal culture ati sundar video jai jagannath
@akashsanta3999
@akashsanta3999 9 ай бұрын
ଏମିତି ଭିଡିଓ କର ଭାଇ ସବୁବେଳେ ଭୋଲ ଲାଗିବ👍👍👍❤️❤️❤️
@dhanirambeg7820
@dhanirambeg7820 9 ай бұрын
🎉ଲବ ଭାଇ ଯୁହାର ବହୁତ ସୁନ୍ଦର ଦେଖା ଯାଉଛି ଡ୍ରୋନ ସଟ୍ ଆଉ ବହୁତ ସୁନ୍ଦର ଲାଗୁ ଛେ ଗାଁ ତା'ର ସଙ୍ଗରେ ଗାଁ ର ଲୋକ ଆଉ ମନରୁ ଧନ୍ୟବାଦ ଫୁଲକି ନନି କେ ଗାଇଡ୍ କରି ଥିବାର ଲାଗି I LOVE MY INDIA ❤❤❤
@bhabanishankarpati466
@bhabanishankarpati466 9 ай бұрын
Most welcome to ours Tribal people.. Wonderful theirs living style & culture..
@laxmidhrabisi371
@laxmidhrabisi371 9 ай бұрын
This place house very nice very beautiful place
@TechnicalGSBAPULU
@TechnicalGSBAPULU 9 ай бұрын
ଆଜି ମୋର ଜନ୍ମ ଦିନ 🎉🎉 ମୁଁ ମଧ୍ୟ ଆଦିବାସୀ ମୁଣ୍ଡାରୀ ସମ୍ପ୍ରଦାୟର ମୋ ନାମ Goutam ସିଂ ମୁଁ KZfaqr
@kariahembram3216
@kariahembram3216 9 ай бұрын
ଲବ ଭାଇଙ୍କ ପ୍ରଚେଷ୍ଟା ପ୍ରଶଂସନୀୟ ❤❤❤
@swarnabhaworld61
@swarnabhaworld61 9 ай бұрын
Owsome contend🎉🎉🎉🎉. Niyamgiri is a famous education contend .tys for representing this concept
@RabindraKanhar-iy6jm
@RabindraKanhar-iy6jm 24 күн бұрын
ଅନେକ ଅନେକ ଶୁଭେଚ୍ଛା ଓ ଅଭିନନ୍ଦନ ଆପଣଙ୍କୁ ଭାଇ
@kumarranjan8596
@kumarranjan8596 9 ай бұрын
ଓଡ଼ିଶାର ଆଦିବାସୀ ନୃତ୍ୟ ସବୁଠାରୁ ଆଗରେ
@user-pe9gh4el3c
@user-pe9gh4el3c 9 ай бұрын
ଯାହା ଆମେ ବହି ରେ ପଢ଼ୁ ଥିଲୁ ଆଜି ଆମେ ଭିଡ଼ିଓ ରେ ଦେଖିଲୁ ବହୁତ ଖୁସି ଲାଗିଲା Lots of love Laba bhai god bless you ❤❤❤❤
@babusorenofficial2974
@babusorenofficial2974 9 ай бұрын
ହଁ ରେ ସାଙ୍ଗ
@chandrasekharsanta-bj2ux
@chandrasekharsanta-bj2ux 9 ай бұрын
ଲବ ଭାଇ ଜିନ୍ଦାବାଦ ସେମାନେ ସବୁ ଆମ ଜାତିର ଲୋକ 🙏ମାଣ୍ଡିଆ ମୋର fevorit ❤️❤️❤️
@thabira4160
@thabira4160 9 ай бұрын
ଲଭ, ଭାଇ ହୃଦୟ ସହ ଆପଣକୁ, ଭଗଵାନ, ଭଲରେ, ରଖନ୍ତୁ ❤❤❤ ବହୁତ୍,ଭିଡିୟ,ହେଈଛି
@Sam-hx2ic
@Sam-hx2ic 9 ай бұрын
ଘର ବହୁତ ସୁନ୍ଦର ହୋଇଛି❤
@marndi_brother
@marndi_brother 9 ай бұрын
ବହୁତ୍ ବଢିଆ ଅମୋ ଓଡ଼ିଶା adiwasi।❤❤🎉🎉🎉🎉
@Shr682
@Shr682 4 ай бұрын
Rayagada ku asithibaru bahut bahut dhanyavad Wish you happy journey Bhai
@tirthapalkia
@tirthapalkia 9 ай бұрын
Africa tribe tharu Bahut badhiya ama odisha tribe culture. au people
@basantisuru2123
@basantisuru2123 9 ай бұрын
Adivasi loka nka culture bahut unique ❤❤ Love From Mayurbhanj ❤❤
@Kkhikaka-eb5ru
@Kkhikaka-eb5ru 9 ай бұрын
Love u bro ଆମ ରାୟଗଡା ନିୟମ ଗିରି ଡ଼ଙ୍ଗାରିଆ ଏରିଆ ଆସିତିବାରୁ
@user-sc4zu2ci6k
@user-sc4zu2ci6k 9 ай бұрын
Rayagadia sabutu badiaa aamo Rayagada pila sabu like comment share hau bhai
@rajrockstar2045
@rajrockstar2045 9 ай бұрын
bohut bodia heichi bro ❤❤❤❤I Love my Rayagada ❤❤❤Thanks for represent my Rayagada ❤❤❤❤Love you so much bro👌👌👌👌👌👌
@user-dk4pu4fd2b
@user-dk4pu4fd2b 9 ай бұрын
ଭହୁତ ଭଲ ଭାଇ କାନ୍ତର ପେଣ୍ଟ I am very excited ଦେଖି 👌👌👌
@theanimal3153
@theanimal3153 9 ай бұрын
ଯାହା ହେଉ ଭାଇ ଆପଣ ଙ୍କ ଯୋଗୁ ଆମେ ଓଡ଼ିଶା ର ବିଭିନ୍ନ ଜାଗା ଓ ଲୋକଙ୍କ ବିଷୟରେ ଜାଣିପାରୁଛୁ❤❤❤❤ thank you so much ❤❤❤
@Gumanmj123INDIA
@Gumanmj123INDIA 9 күн бұрын
ବହୁତ ଭଲ ଭଉଣୀ ଆମର ଜନଜାତିର କଥା ସମସ୍ତଙ୍କ ଆଗରେ ଥୋଇ ଥିଵାରୁ ଜୁହାର ଲଭ ଭାଇ ❤❤
@bharatvlogs9077
@bharatvlogs9077 9 ай бұрын
ଓଡିଶାର ନଂ1 KZfaq channel ଲବଭାଇ❤❤❤ ଏଇମାନକୁ ହିଁ କୁହାଯାଏ youtuber❤
@Tikilifestyle
@Tikilifestyle 9 ай бұрын
Odisha the Best ❤❤❤❤love from keunjher 👍👍👍👍👍
@lovelycreation8796
@lovelycreation8796 9 ай бұрын
Love from Swampatna, Keonjhar 💓
@villagestarsrikanta
@villagestarsrikanta 9 ай бұрын
ଭାଇ ଆଫ୍ରିକା ଟ୍ରାଇଵଲ୍ ଆଉ ଓଡ଼ିଶା ତ୍ରାଇବଲ୍ ଭିତରେ ବହୁତ୍ ଫରକ୍ ଲାଗୁଛି ଓଡ଼ିଶା ର ଟ୍ରାଇବାଲ୍ ଲୋକ ମାନେ ଆଉ ତାଙ୍କ ଗାଁ ବହୁତ୍ development ଲାଗୁଛି। ଜୟ ଜଗନ୍ନାଥ 🙏🙏🙏🙏
@Abhinash3
@Abhinash3 9 ай бұрын
Thank you so much ଲଭ bhai Rayagada district ଆସି ଥିବାରୁ and ଆମ tribel culture କୁ reepresent କରିଥିବାରୁ ❤❤❤❤❤ I love you laba Bhai ❤❤❤❤❤❤
@cksportsnews1748
@cksportsnews1748 9 ай бұрын
ୟାଙ୍କ ଘର ଗୁଡିକ ବହୁତ ସୁନ୍ଦର
@NiranjanPradhan-fp2vu
@NiranjanPradhan-fp2vu 9 ай бұрын
Ready Bhai, all the best bro 👍, odisha vlog Pani gote like heijau, Jay jagnnatha 🙏🙏🙏
@haldharhdm
@haldharhdm 9 ай бұрын
ମୁ ବହୁତ ଖୁସି ଲବ ଭାଇ ଆମ ଗାଁ ମାନଙ୍କୁ ଯାଇ ଭିଡ଼ିଓ ବନାଉ ଥିବାରୁ 👌👌👌👌👌👌
@arupbishoi5065
@arupbishoi5065 9 ай бұрын
Thank you Bhai for exploring the unexplored Odisha....Keep it Up....👌👌👍🙏
@krutibas-vlogs
@krutibas-vlogs 9 ай бұрын
I love odisha tradicnal culture
@dineshbhoi6480
@dineshbhoi6480 9 ай бұрын
Very nice video.. Odisha no-1 international travelar vlogger laba bhai.. god bless every time in your life.. mu Rayagada Ambadola police station re achi.. Dekha kari parili ni sry bro.. jai hind jai bharat 🇮🇳🇮🇳
@DeepakPradhan-lb9ve
@DeepakPradhan-lb9ve 9 ай бұрын
ଘର ଗୁଡ଼ିକ ବହୁତ ସୁନ୍ଦର ଲାଗୁଛି ❤❤
@thakurmajhi94
@thakurmajhi94 9 ай бұрын
One of best vdo.ever seen..thanx bro for showcasing the beautiful culture n traditions of kandha tribe..
@manojmallick5194
@manojmallick5194 4 ай бұрын
Bahut sundar sanskruti abang bahut sundar Loko Mane🙏🙏🙏❤️❤️❤️
@itschandu2537
@itschandu2537 9 ай бұрын
ଏମିତି ରେ ବି ଓଡିଶା ରେ ବହୁତ ସୁନ୍ଦର ସୁନ୍ଦର ଜାଗା ଅଛି ଯାହାକି ଆମେମାନେ ଜାଣିନାହାନ୍ତି ସେ ବିଷୟରେ ତ ମୁଁ ଚାହୁଁଛି କି ସେ ସବୁ ଜିନିଷ କୁ ଲୋକମାନଙ୍କୁ ଦେଖାନ୍ତୁ ତ ଓଡିଶା ର ଲୋକ ଜାଣିବା କଥା କି ଏମିତି ଜାଗା ଆମ ଓଡ଼ିଶାରେ ରେ ଅଛି...ବହୁତ ବହୁତ ଧନ୍ୟବାଦ ଲବ ଭାଇ କି ଏ ସବୁ ଜିନଷ ଆମ ମାନଙ୍କୁ ଦେଖାଉଛ ଏବଂ ୟା ଠାରୁ ଆହୁରି ଭଲ vdo ନେଇକି ଆସ ଆମ ଓଡ଼ିଶାର ଲୋକ ଜାଣିପାରିବେ ସମସ୍ତେ
@tusharkantimajhi3159
@tusharkantimajhi3159 9 ай бұрын
ଆମ ନବରଙ୍ଗପୁର ଥରେ ବୁଲି ଆସା ଲବ ଭାଇ। ଆମର ଦେଶିଆ ସଂସ୍କୃତି ଦେଖାୟ ଦେବୁ ❤
@gopinathmuduya9441
@gopinathmuduya9441 9 ай бұрын
KISS-Kalinga Institute of Social sciences, is the single place to know about all tribals of Odisha. Thanks KISS for giving opportunity to exchange our Language and culture.
@ODIA.VOICE84
@ODIA.VOICE84 9 ай бұрын
Natural beauty of village and culture.jay jaganath 🙏🙏🙏
@krushnaguia7912
@krushnaguia7912 9 ай бұрын
I Proud To Be "HO" Tribel 🏹
@sorenofficial3547
@sorenofficial3547 9 ай бұрын
I proud to be Santali tribe❤
@HodishumExplore
@HodishumExplore 9 ай бұрын
❤❤❤
@MrkunaSawaiyan
@MrkunaSawaiyan 9 ай бұрын
So lovely
@mnkerai6103
@mnkerai6103 9 ай бұрын
HO
@SoyBS
@SoyBS 9 ай бұрын
yes bro
@romeoboy9089
@romeoboy9089 9 ай бұрын
Welcome our rayagada and thanks for vloging to our distct kuwi people to your channel to upload... ..🙏🙏❤️❤️i❤️rayagada....
@sachinekka-kw9oo
@sachinekka-kw9oo 9 ай бұрын
♥️♥️I love Handiya♥️♥️
@Bhagaan.....
@Bhagaan..... 9 ай бұрын
Superrr most lagilla video laba bhaii love u👌👌👌👏👏👏👍👍👍👍👍👍👍👍👍👍👍👍
Fast and Furious: New Zealand 🚗
00:29
How Ridiculous
Рет қаралды 46 МЛН
Double Stacked Pizza @Lionfield @ChefRush
00:33
albert_cancook
Рет қаралды 123 МЛН
小蚂蚁被感动了!火影忍者 #佐助 #家庭
00:54
火影忍者一家
Рет қаралды 44 МЛН
Mama vs Son vs Daddy 😭🤣
00:13
DADDYSON SHOW
Рет қаралды 52 МЛН
Fast and Furious: New Zealand 🚗
00:29
How Ridiculous
Рет қаралды 46 МЛН