No video

ODIA OLD FILM - SAPANA BANIKA - ଓଡ଼ିଆ ପୁରୁଣା ସିନେମା - ସପନ ବଣିକ | ODIA MOVIE | Sriram Panda,Mahaswata

  Рет қаралды 211,018

Big Odia Cinema

Big Odia Cinema

Күн бұрын

Sapan banika odia old movie | ସପନ ବଣିକ ଓଡ଼ିଆ ପୁରୁଣା
OLD ODIA FILM - SAPANA BANIKA - ସପନ ବଣିକ ଓଡ଼ିଆ ପୁରୁଣା ସିନେମା
CASTING :
Sriram Panda
Mahaswata Ray
Hemanta Das
Asit Pati
Jairam Samal

Пікірлер: 202
@mangulusahu9032
@mangulusahu9032 2 ай бұрын
ଏଇ ଉପନ୍ୟାସ ଟି ଯିଏବି ଲେଖିଛି ତାଙ୍କୁ କୋଟି କୋଟି ପ୍ରଣାମ।କ'ଣ ଥିଲା ଆମ ଓଡ଼ିଶାରେ ପୁରା ମାଟି, ପାଣି, ପବନ ରେ ଭରା ଏଇ ଫିଲ୍ମ ଟି।ମୋ ହୃଦୟରୁ ସାଲୁଟ୍ କରୁଛି ନିର୍ଦେଶକ, ସଂଳାପ କାରଙ୍କୁ 🙏🙏🙏।ମୋମନ ପୁରା ଭରିଗଲା।୨୦୨୪ ରେ କିଏ ଦେଖୁଛ ଏଇ ଫିଲ୍ମ ଲାଇକ୍ କର।
@rukmanameher1180
@rukmanameher1180 2 ай бұрын
❤ମୁଁ
@narottamdeep9202
@narottamdeep9202 2 ай бұрын
I am watching this film
@farmingflavours2858
@farmingflavours2858 2 ай бұрын
ମୁଁ ବହୁତ୍ ଖୋଜିଛି ଏହି ସିନେମା କୁ
@kishorepolleyi1186
@kishorepolleyi1186 2 ай бұрын
Mun bi aji jayen khojuthili
@bhajakanta6145
@bhajakanta6145 2 ай бұрын
ଆଜିକାଲି ଫିଲ୍ମର ଗୀତ ବିଲକୁଲ ଶୁଣିବା ଯୋଗ୍ୟ ନୁହଁ କାଟିଦେଲେ ଚଳିବ.. କିନ୍ତୁ ପୁରୁଣା ଫିଲ୍ମର ଗୀତ କାଟିଦେଲେ କେହି ଦେଖିବେ ନାହିଁ.. ତେଣୁ ଗୀତ ସହ ପୁଣିଥରେ ଅପଲୋଡ଼ କରିବାକୁ ଅନୁରୋଧ..
@bijayapattnait5746
@bijayapattnait5746 2 ай бұрын
ଶିକ୍ଷଣିୟ ଓ ମନରଞ୍ଜନ ର ଫିଲ୍ମ, ଶ୍ରୀରାମ ପଣ୍ଡା, ଦୁଖୁରାମ ସ୍ଵାଇଁ ଭଳି ଅନ୍ୟ କଳାକାରମାନଙ୍କୁ ମୋର❤🙏🏻
@BTSArmy-hr1wn
@BTSArmy-hr1wn 2 ай бұрын
ସିନେମା ଟି ବହୁତ ଭଲ, କିନ୍ତୁ ଗୀତ କଟାଯାଇ ଥିବା ହେତୁ, ସିନେମାଟି ଅଧୁରା ରହିଲା, ଆଶା କରେ ଗୀତ ସହିତ ନିଶ୍ଚୟ ଅପଲୋଡ଼ କରନ୍ତୁ l
@jayadebsahoo2914
@jayadebsahoo2914 2 ай бұрын
ବର୍ତମାନ ଏମିତି ଓଡ଼ିଆ ସିନେମା ଆସୁନାହିଁ
@user-ck3je2nw5s
@user-ck3je2nw5s Ай бұрын
2024 ରେ କିଏ କିଏ old films ଦେଖି ବାକୁ ଭଲ ପାଅ 🥰🥰👌👌👌👌
@subashmohapatra7448
@subashmohapatra7448 14 күн бұрын
Mora. Febarit film
@keshabbehera641
@keshabbehera641 2 ай бұрын
ଯାଇଫୁଲ, ମମତା ମାଗେ ମୂଲ,ପାପ ପୁଣ୍ୟ, ଦଇବ ଦଉଡି, ଇତ୍ୟାଦି ମୁଭି ଅପଲୋଡ଼ କରନ୍ତୁ
@rabindradas9202
@rabindradas9202 Ай бұрын
Okokokokokokokokokok
@pintukalet9803
@pintukalet9803 3 күн бұрын
@@rabindradas9202
@ChefBhanjaKishore
@ChefBhanjaKishore 2 ай бұрын
ମନକୁ ଛୁଇଁଲା ପରି ଫିଲ୍ମ ଟା, ପୁରୁଣା ହେଲେବି ଆଜି ର ଏ 2024 ରେ ନୂଆ ପରି ଲାଗୁଚି ❤ଏ ଫିଲ୍ମ ର ପାର୍ଟ 2 ହେବା କଥା ସିନେମା ଟା ସୁପର ହିଟ୍ ହୁଅନ୍ତା
@lakhmankumarrath8372
@lakhmankumarrath8372 2 ай бұрын
ପୁରୁଣା ସିନେମା ର ଗୀତ ଗୁଡିକ ଭୂଷଣ, ଆପଣ ଗୀତ କାହିଁକି କାଟି ଦେଉଛନ୍ତି, ଗୀତ ସହ ଆଉଥରେ ଅପଲୋଡ଼ କରନ୍ତୁ
@Rajeshpanda108Cdc
@Rajeshpanda108Cdc 2 ай бұрын
Copy right ପାଇଁ
@arunamohanty2986
@arunamohanty2986 2 ай бұрын
Right bahut sundar git achhi ei filmre
@thewireodisha
@thewireodisha 2 ай бұрын
Copyright asiba tenu Kati dele
@susantakumarsahu7675
@susantakumarsahu7675 2 ай бұрын
ଗୀତ ଗୁଡ଼ିକ କାହିଁକି କାଟିଦେଲା ? Charm କମିଗଲା ।
@krushnasahu5394
@krushnasahu5394 2 ай бұрын
Right bhai song gote cinema ra soul
@bhaskarbabu4502
@bhaskarbabu4502 2 ай бұрын
Thanks...ei film ku yutube re download kari thibaru.. Old is gold..❤❤❤❤❤
@KanhuBaarik
@KanhuBaarik 2 ай бұрын
ଆପଣଙ୍କୁ କୋଟି ଧନ୍ୟବାଦ . ମୋର ସ୍ୱପ୍ନର MOVIE ଆପଣ ମୋତେ ଦେଇଛନ୍ତି . ଭଗବାନ ଆପଣଙ୍କୁ ବହୁତ ଖୁସି ଦିଅନ୍ତୁ ମୋର ଆପଣଙ୍କୁ Bahut Request ମମତା ମାଗେ ମୂଳ ଏହି MOVIE ଦୟାକରି UPLOAD କରନ୍ତୁ
@kalandipradhan5747
@kalandipradhan5747 2 ай бұрын
Manine,move
@chitrasen122
@chitrasen122 21 күн бұрын
Mor bi
@PratimaGochayata
@PratimaGochayata 2 ай бұрын
ଏଇ ସପ୍ତାହ ସୁଦ୍ଧା ଗୀତ ସହିତ ମୋଭି ଉପଲୋଡ କରନ୍ତୁ
@ManmathaBihari98
@ManmathaBihari98 2 ай бұрын
ସବୁ ଗୀତ କାଟିଦେଇଛନ୍ତି ଦୟାକରି ଏବିସୟରେ ଆଗକୁ ଧ୍ଯାନଦେବେ ଫିଲ୍ମ ଗୁଡିକ ସମ୍ପୂର୍ଣ୍ଣ ରୁପେ ଦେଖାଯାଏ ତେବେ ଆମେ ଖୁସିହେବୁ ❤❤❤
@bikashmahanta7579
@bikashmahanta7579 2 ай бұрын
Old ସୁପର୍ ଷ୍ଟାର ଶ୍ରୀରାମ ପଣ୍ଡା
@bkdas7544
@bkdas7544 2 ай бұрын
Bahuta dinaru apeksha karthili a film dekhibaku.....hele ati sundar au smrutibhija Gita gudika omit kari kichhi thik kalanahin.....fika fika lagila..... Jay Jagannath 🙏🌺
@BTSArmy-hr1wn
@BTSArmy-hr1wn 2 ай бұрын
ଏହି ଭଲି ସିନେମା, ହିଁ ଦରକାର ରାଇଟରଙ୍କୁ ବହୁତ ବହୁତ ଧନ୍ୟବାଦ,
@ashokkumarsahoo7041
@ashokkumarsahoo7041 Ай бұрын
ମୁଁ ଏ ଫିଲ୍ମ ଟି ଆଗରୁ ଦେଖିଥିଲି . ହେଲେ ଆଉ ଥରେ ଦେଖିବା ପାଇଁ ବହୁତ ଇଛା ଥିଲା. ହେଲେ ଗୀତ ନାହିଁ. ବହୁତ ସୁନ୍ଦର ଏବଂ ମନ ଛୁଆଁ ଗୀତ
@manasranjandas3499
@manasranjandas3499 2 ай бұрын
ମା ଯାହାର ଶାହା ଫୁଲ ଫ୍ଲିମ ଛାଡନ୍ତୁ ❤❤❤❤
@gajanannaik6096
@gajanannaik6096 2 ай бұрын
Bahut bahut bhala lagail.purana hele b se time re besh lokapriya thile e film ta.e film ra samasta kalakar mananku mor koti koti naman.
@ChinkyPradhan993
@ChinkyPradhan993 24 күн бұрын
ସୁନ୍ଦର ତୃପ୍ତିର ଅବସାଦ ନାଇ ଯେତେ ଦେଖୁଥିଲେ ନୂଆ ଦିଶୁଥାଏ।
@pintukalet9803
@pintukalet9803 2 ай бұрын
Thanks for upload and next odia movie panchu pandava, laal pan bibi, kandhei plz kindly upload 🙏🙏🙏🙏
@Jayashreepatra5765
@Jayashreepatra5765 2 ай бұрын
ଗୀତ ନାହିଁ ଭଲ ଲାଗୁନି ଦେଖିବାକୁ
@prabhatpradhan7300
@prabhatpradhan7300 6 күн бұрын
ଏଭଳି ହୃଦୟସ୍ପର୍ଶୀ ସିନେମା ଆଉ ଦେଖିବାକୁ ମିଳୁନାହିଁ
@kabirdas9348
@kabirdas9348 2 ай бұрын
ସୁପର୍ ହିଟ୍ ❤❤❤
@ashokkumarsahoo7041
@ashokkumarsahoo7041 Ай бұрын
ବହୁତ ସୁନ୍ଦର ଓଡ଼ିଆ ସିନେମା. ଏଭଳି ସିନେମା ଆଜିକାଲି ବିରଳ. ଗୀତ ସହିତ ସିନେମା ଅତ୍ୟନ୍ତ ମନ ଛୁଆଁ
@swastikapradhan7086
@swastikapradhan7086 2 ай бұрын
'KAA' , Adina megha, amadabata , upload karantu plz
@SmrutiMediaHoSantaliSongs
@SmrutiMediaHoSantaliSongs 2 ай бұрын
Super movie jhakas
@Ranjana965
@Ranjana965 2 ай бұрын
ବହୁତ ବହୁତ ଧନ୍ୟବାଦ 🙏😊 ଦୟାକରି ଆହୁରି ପୁରୁଣା ଫିଲ୍ମ୍ ଅପଲୋଡ଼ କରନ୍ତୁ 😊
@GayatrisethiSethiGayatri
@GayatrisethiSethiGayatri 2 ай бұрын
ଆ ମେ ମାନେ ଗର୍ବ ଅନୁଭବ କରିବା ସହିତ ଧନ୍ୟବାଦ ଜଣାଇ ବା ଦରକାର।❤❤କାରଣ ଏହା ଆ ମ odish ର ମାଟିରସିନେମା🌹🌹🌹🌹🌹🌹🌹
@debendrabehera3
@debendrabehera3 2 ай бұрын
ଗିତ ନାର୍ହିତ ଲାଇକ୍ ନାହିଁ✋🙏🖐️
@prangyasamantaray9385
@prangyasamantaray9385 5 күн бұрын
Very beautiful romantic couple sriram panda &, mahasweta.
@top2toe
@top2toe Ай бұрын
ମୋ ମାଆ ଙ୍କ ଠାରୁ ଏ ଚଳଚ୍ଚିତ୍ର ର ନାମ ଶୁଣିଥିଲି। ଆଜି ଦେଖିଲି କିନ୍ତୁ ଶୁଣିଥିଲି ଗୀତ ଗୁଡ଼ିକ ବହୁତ ସୁନ୍ଦର କିନ୍ତୁ ଶୁଣିବାକୁ ପାଇଲିନି
@harizKhan506
@harizKhan506 2 ай бұрын
Sriram bhai phuni hero roll kara
@nukulchandrasahoo9318
@nukulchandrasahoo9318 25 күн бұрын
ପୁରୁଣା ଚଳଚ୍ଚିତ୍ରଗୁଡିକ ସେଗୁଡିକର ଗୀତ ସହିତ ଅପଲୋଡ କରନ୍ତୁ
@khirodkumarjena2139
@khirodkumarjena2139 2 ай бұрын
Thank you very much for uploading such iconic movie
@nakulkumar1385
@nakulkumar1385 2 ай бұрын
Nice ❤❤❤❤❤
@Kaushikjeet
@Kaushikjeet 2 ай бұрын
ଗୀତ ଗୁଡିକୁ କଟିଦେଲେ ସିନେମା ଗୁଡିକ ଅସମ୍ପୂର୍ଣ୍ଣ ମନେହେଉଛି, ଦୟା କରି ପୁରୁଣା କଥାଚିତ୍ର ଗୁଡିକର ସମସ୍ତ ଗୀତକୁ କାଟନ୍ତୁ ନାହିଁ ।❤
@nukulchandrasahoo9318
@nukulchandrasahoo9318 25 күн бұрын
ଗୀତ ନ ଥିବାରୁ ଚଳଚ୍ଚିତ୍ରଟି ଭଲ ଲାଗୁନି
@niharkantabehera9776
@niharkantabehera9776 Ай бұрын
Bahut sundar movie
@prabhatsamal5318
@prabhatsamal5318 2 ай бұрын
ମମତା ମାଗେ ମୂଲ ଅପଲୋଡ଼ କରନ୍ତୁ
@MAYURIDANCEACADEMY
@MAYURIDANCEACADEMY Ай бұрын
Ati sunder old is gold
@kishorepolleyi1186
@kishorepolleyi1186 2 ай бұрын
Aare aa mora sapana banika gitata superb thila katuchha kahinki sabu gita upload kara
@abhayrialhindu5336
@abhayrialhindu5336 2 ай бұрын
Badhia movie
@harekrushnaraul066
@harekrushnaraul066 Ай бұрын
ଆରେ ହଁ ଗୀତ ସବୁ କାହିଁକି କାଟି ଦେଉଛ ... ଗୋଟେ ଫିଲ୍ମର ଗୀତବି ତାର ବହୁତ ବଡ଼ ଭାଗ ...
@chittaranjansubudhi792
@chittaranjansubudhi792 2 ай бұрын
Thanks for uploading
@payalbehura7753
@payalbehura7753 2 ай бұрын
Old is gold.. really best movie
@MinatiBarik-tf8wu
@MinatiBarik-tf8wu 2 ай бұрын
ମମତା, ଉତ୍ତମ ମହାନ୍ତି ଙ୍କ ନିଝୁମ୍ ରାତିର ସାଥି , ମନ ଆକାଶ moovi ଗୀତ ସହିତ u TV ରେ ଛାଡ଼ିବାକୁ ଅନୁରୋଧ।
@PMKumar_classes
@PMKumar_classes Ай бұрын
ସତରେ ବହୁ ରୋମାଞ୍ଚକର film
@SmrutiMediaHoSantaliSongs
@SmrutiMediaHoSantaliSongs 2 ай бұрын
Emiti puruna movie chadantu
@Sinusahoowd2dm
@Sinusahoowd2dm 2 ай бұрын
ବହୁତ୍ ବହୁତ୍ ଧନ୍ୟବାଦ୍ ଆଜ୍ଞା 👏👏🙏🙏🙏🙏👍👍🇮🇳
@user-lu5dg9pg5e
@user-lu5dg9pg5e Ай бұрын
Supar stAr sriram panda
@sangramjitphysics
@sangramjitphysics 2 ай бұрын
Excellent movie
@ashokkumarsahoo7041
@ashokkumarsahoo7041 Ай бұрын
Lajabab film
@arunamohanty2986
@arunamohanty2986 2 ай бұрын
Aadivasi jhiatira nama kan bahut badhia acting katithila
@kishorepolleyi1186
@kishorepolleyi1186 2 ай бұрын
Diptinath
@kishorepolleyi1186
@kishorepolleyi1186 2 ай бұрын
Diptinath tara naa bhai
@manaskumarmaharana8651
@manaskumarmaharana8651 2 ай бұрын
Good movie, Mamata mage mula muvie upload karantu
@roshnijena3899
@roshnijena3899 2 ай бұрын
Ametika movies achhi ki?
@kishorepolleyi1186
@kishorepolleyi1186 2 ай бұрын
Mamata mage mula upload karantu.... plz... Vijay mohanty nka
@kishorepolleyi1186
@kishorepolleyi1186 2 ай бұрын
Sata kabe lichi rahena
@YubrajNaik-bz3eb
@YubrajNaik-bz3eb Ай бұрын
Maha sati sabitri film Gita saha up load karantu bahut khusi lagiba
@prabhatsamal5318
@prabhatsamal5318 2 ай бұрын
ବହୁତ ଦିନ ପରେ ଖୁସି ଲାଗିଲା
@preetihembramofficial
@preetihembramofficial 2 ай бұрын
ମୁଁ ଦେଖି ଥିବା ପ୍ରଥମ ଓଡିଆ ଫିଲ୍ମ। ପଞ୍ଚମ ରେ ପଢିଲା ବେଳେ ସାଙ୍ଗ ସହିତ ଯାଇ ଦେଖି ଥିଲି
@saratkumarnayak9559
@saratkumarnayak9559 2 ай бұрын
ଗୀତ ଦୟାକରି ଛାଡନ୍ତୁ
@saradaswain7600
@saradaswain7600 Ай бұрын
The real heroine is that tribal girl (Mangala) ....my heart says that ❤❤❤❤❤
@tilottamakaran1971
@tilottamakaran1971 2 ай бұрын
Nice movie acting of dipti Math is super
@user-lw3mu1kw5f
@user-lw3mu1kw5f 2 ай бұрын
Dhanyawad u tube
@smrutiranjanmishra7711
@smrutiranjanmishra7711 2 ай бұрын
Parbata parbata parbara ra...... most beautifull song add karantu
@ChandrashekharGolari
@ChandrashekharGolari Ай бұрын
Old is gold
@purviarts8784
@purviarts8784 2 ай бұрын
ଛିଣ୍ଡା ସୁତା ନଟେଇ ମୁଁ 👌🏼👌🏼👌🏼👌🏼
@ashokachakravarti4449
@ashokachakravarti4449 2 ай бұрын
Thank you so much 💓
@LovelyLiju
@LovelyLiju 2 ай бұрын
ବହୁତ୍ ବହତ୍ ଧନୟବାଦ୍ ଏହି movie upload କରିଥିବାରୁ ଗୀତ ଥିଲେ ବହୁତ୍ ବଢିଆ ହୋଥାନ୍ତା ମୋର ଅନୁରୋଧ 🙏 ଧରିତ୍ରୀ movie upload କରନ୍ତୁ ଦୟାକରି❤
@gopalkrushnasahoo5324
@gopalkrushnasahoo5324 2 ай бұрын
Dharitri movie link kzfaq.info/get/bejne/r7CFd9l61L-1koE.htmlfeature=shared
@bhagabatrout4610
@bhagabatrout4610 2 ай бұрын
Film ta Gita sahita prasaran bahut suñdar lagiba❤❤❤
@RanjitaSahoo-pu5lm
@RanjitaSahoo-pu5lm Ай бұрын
Supar ❤❤❤❤❤❤❤❤❤
@chandanpattanaik7188
@chandanpattanaik7188 2 ай бұрын
କିଛି ଶବ୍ଦ ନାହିଁ ଏପ୍ରିସିଆଟେ କରିବା ପାଇଁ। ଆଜି କାଲି ଏଭଳି ଓଡ଼ିଆ ପିକ୍ଚର କାଇଁ ?? ଏବେ ବି ଫିଲ୍ମ କୁ ଯଦି remake କରାଯିବ ଟା ହେଲେ ଓଡ଼ିଆ ଇଣ୍ଡଷ୍ଟ୍ରି ରେ ବୋଧେ ସେଭଳି roll କରିବା ପାଇଁ କଳାକାର କମ ପଡ଼ିବେ। ବହୁତ୍ ବଢିଆ ଲାଗିଲା
@anandanayak489
@anandanayak489 Ай бұрын
ଶ୍ରୀରାମ ପଣ୍ଡା ଙ୍କ ଅନ୍ୟାୟ ସହିବି ନାହିଁ ଫିଲ୍ମ ଅପଲୋଡ଼ କରନ୍ତୁ
@ommnamahshivay2084
@ommnamahshivay2084 Ай бұрын
👌👌
@subhasmitasutar4004
@subhasmitasutar4004 2 ай бұрын
Thank you so much mo favourite flim upload kari tibaru
@Siba-ig2fe
@Siba-ig2fe 2 ай бұрын
Sapana.banika.pura.film.chhadontu.plz.plz
@RANJEET-8249
@RANJEET-8249 2 ай бұрын
ପୁରୁଣା movie ର ଯେଉଁ ସ୍ମୃତି ସବୁ ଯୋଡି ରହିଚି ସେସବୁ ଅତୁଳନୀୟ. ସେଇ ସମୟ କଥା ମନେ ପଡିଗଲେ ଆଖିରୁ ଅଜଣାରେ ଲୁହ ଝରି ପଡେ
@kishorepolleyi1186
@kishorepolleyi1186 2 ай бұрын
Sriram panda,diptinath,aau mahasweta bahut bhala acting karichhanti
@oldisgold9015
@oldisgold9015 2 ай бұрын
ମୁଁ ଜଣେ copyright ପାଇଁ ଗୀତ ଗୁଡ଼ିକ କଟା ହୋଇଛି କିନ୍ତୁ mute କରି ତ upload ହୋଇପାରି ଥାଆନ୍ତା ଆ ରେ ଆ ମୋର ସପନ ବଣିକ- ଅନୁରାଧା ପଡୱାଲ | ଏ କେମିତି ପ୍ରେମ ମୋର ଅନୁରାଧା ପଡୱାଲ | କୋଉଠୁ ଆଇଲୁ ରେ ବାବୁ ସୁରେଶ ୱାଡେକର ଏବଂ ଅନୁରାଧା ପଡୱାଲ ପର୍ବତ ଝରଣା ସୁରେଶ ୱାଡେକର | ସୁଖା ଫେରେ ଦୁଖା ଫେରେ ଘନଶ୍ୟାମ ପଣ୍ଡା | ତୁ ମୋର ହଁ ତୁ ମୋର ମାନି ଯା ତୁ ମୋର ସୁରେଶ ୱାଡେକର ଏବଂ ଅନୁରାଧା ପୁଡୱାଲ |
@ganeshbehera8522
@ganeshbehera8522 2 ай бұрын
Sir gita chadantu 🙏🙏🙏
@rajendranayak7239
@rajendranayak7239 Ай бұрын
ସିନେମା ଟି ବହୁତ ଭଲ କିନ୍ତୁ ଗୀତ ନଥିବାରୁ ଜମା ଭଲ ଲାଗୁନାହିଁ l ଦୟାକରି ଗୀତ ଓପୋଲୋଡ଼ କରି ପୁଣି ଛାଡ଼ନ୍ତୁ l
@subashmohapatra7448
@subashmohapatra7448 14 күн бұрын
Jai fulla film uplode karantu
@neerajtripathy6526
@neerajtripathy6526 Ай бұрын
Plz upload the every movie without any cut.
@rabindradas9202
@rabindradas9202 Ай бұрын
ଗିତଦିଅ
@basantarout2084
@basantarout2084 2 ай бұрын
Thank you so much❤❤❤❤❤
@sumantadigital
@sumantadigital 2 ай бұрын
Evergreen song but song sabu ku cut Kariba ta thik nuhe
@user-ls1vs7sb8e
@user-ls1vs7sb8e 2 ай бұрын
ଗୀତ କାହିଁକି କାଟି ଦେଇଛନ୍ତି....ଗୀତ ସବୁ ଫିଲ୍ମ 😊ରେ ରଖନ୍ତୁ bohut ଭଲ ଲାଗିବ
@musicmastiodia4235
@musicmastiodia4235 2 ай бұрын
❤❤❤❤❤❤❤ my favorite Movies
@diptimayeesahoo7669
@diptimayeesahoo7669 Ай бұрын
Jhiati sita Pari abhimam ao Abhilasha film chadantu
@prangyasamantaray9385
@prangyasamantaray9385 2 ай бұрын
Old movie gruhalaxmi upload karantu.
@pkonthespotlive5597
@pkonthespotlive5597 2 ай бұрын
Mahua odia movie upload please sir
@nabinchandrabehera4191
@nabinchandrabehera4191 2 ай бұрын
Odia old cinema sindurabindu upload karontu
@rajdigitalpointandcommunic1892
@rajdigitalpointandcommunic1892 2 ай бұрын
ALREADY UPLOADED
@pabitrakumardeo4016
@pabitrakumardeo4016 2 ай бұрын
Kou channel re upload hoichhi sindura bindu movie
@ssssmissofficial3598
@ssssmissofficial3598 2 ай бұрын
Odia chalachitra badhu nirupama pua bhangidela suna sansara upload karantu🙏🙏
@ssssmissofficial3598
@ssssmissofficial3598 2 ай бұрын
@sureshmishra2248 link nai
@gopalkrushnasahoo5324
@gopalkrushnasahoo5324 2 ай бұрын
​@sureshmishra2248 kzfaq.info/get/bejne/sN56fsWomauUg4E.htmlsi=d525KIVOf2Sh7kca[ Badhu nirupama]
@goutamdhal6175
@goutamdhal6175 Ай бұрын
Siide heroeen amagaonra bohut dinapare film dekhili hele gita kuade gala jai ma bura ja biri pata
@deepumicrobe
@deepumicrobe Ай бұрын
If possible please share the full movie with gdrive. It will be kind of you.
@user-qr4nk3ng4m
@user-qr4nk3ng4m 2 ай бұрын
Chilika tire chhadantu
@gopalkrushnasahoo5324
@gopalkrushnasahoo5324 2 ай бұрын
Chilika tire link kzfaq.info/get/bejne/it6Sh5mesZ7FoIU.htmlsi=AcIhwsdV4-8wmcml
@pkonthespotlive5597
@pkonthespotlive5597 2 ай бұрын
Daiba daudi movie uploaded please
@KulamaniSethi-js2oy
@KulamaniSethi-js2oy 2 ай бұрын
Please upload with all songs. Without songs the film is value less
@omprakashswain4943
@omprakashswain4943 2 ай бұрын
Badhu Nirupama upload
@gopalkrushnasahoo5324
@gopalkrushnasahoo5324 2 ай бұрын
kzfaq.info/get/bejne/r7CFd9l61L-1koE.htmlfeature=shared
@gopalkrushnasahoo5324
@gopalkrushnasahoo5324 2 ай бұрын
kzfaq.info/get/bejne/sN56fsWomauUg4E.htmlsi=d525KIVOf2Sh7kca
@gopalkrushnasahoo5324
@gopalkrushnasahoo5324 2 ай бұрын
kzfaq.info/get/bejne/r7CFd9l61L-1koE.htmlfeature=shared
@sureshsahu4195
@sureshsahu4195 2 ай бұрын
Please upload Oriya film sindurabindu
@bikrammallick5175
@bikrammallick5175 2 ай бұрын
❤❤❤❤ thanks
小丑把天使丢游泳池里#short #angel #clown
00:15
Super Beauty team
Рет қаралды 46 МЛН
English or Spanish 🤣
00:16
GL Show
Рет қаралды 6 МЛН
Parenting hacks and gadgets against mosquitoes 🦟👶
00:21
Let's GLOW!
Рет қаралды 13 МЛН
Joker can't swim!#joker #shorts
00:46
Untitled Joker
Рет қаралды 40 МЛН
SUBHADRA Guidelines Out // Mohan Govt Eyes Job Boom
19:52
OdiaTechBulletin
Рет қаралды 75 М.
小丑把天使丢游泳池里#short #angel #clown
00:15
Super Beauty team
Рет қаралды 46 МЛН