No video

ରତ୍ନଭଣ୍ଡାର ଭିତରୁ ବାହାରି କହିଦେଲେ ଭିତରେ ଘଟିଥିବା ସବୁ ଆଶ୍ଚର୍ଯ୍ୟକର ଘଟଣା Ratna Bhandar

  Рет қаралды 970,745

Odisha Bhaskar

Odisha Bhaskar

Ай бұрын

Odisha Bhaskar is one of the state's leading Dailies and Digital Platforms and has been coming up with various objectives and issues of human interest for the last 17 years. Odisha Bhaskar brought a revolution in the media sector and set a new standard in journalism in Odia vernacular. Odisha Bhaskar delivers reliable information across all platforms.
Follow Us On
linktr.ee/Odis...
OUR WEBSITE - odishabhaskar....
FACEBOOK - / odishabhaskar
TWITTER - / odishabhaskar
INSTAGRAM - / odishabhaskar
#odishabhaskar #latestnews

Пікірлер: 410
@rupa1073
@rupa1073 Ай бұрын
ମହାପ୍ରଭୁ ତାଙ୍କ ଘରେ‌‌ ନଥିଲା ବେଳେ ରତ୍ନଭଣ୍ଡାର ଖୋଲା ଗଲା ଏଇଟା ଜମା ଠିକ୍ ନୁହେଁ ମୋ କଥା ରେ କୋଉ ମାନେ ଏକମତ🙏😊
@indiababyoffical
@indiababyoffical Ай бұрын
❤❤❤
@Iwantpeace-bc1vi
@Iwantpeace-bc1vi Ай бұрын
Definitely ଭାଇ 🥺🥺🥺
@JitendraJitu-mj6ey
@JitendraJitu-mj6ey Ай бұрын
Sabu tahari lila khela....
@MaaAmbika-nh3vl
@MaaAmbika-nh3vl Ай бұрын
Definitely ❤ reall katha
@GAVS104
@GAVS104 Ай бұрын
😂😂😂
@NrayanPatraStudios3073
@NrayanPatraStudios3073 Ай бұрын
ଘରର ମାଲିକ ଘରେ ନ ଥୂବା ସ୍ଥଳେ ଘରର ରତ୍ନ ଭଣ୍ଡାର ଖୋଲିବା ଚୋର ର ଲକ୍ଷଣ
@manojparida2891
@manojparida2891 Ай бұрын
Right
@sisirswain5707
@sisirswain5707 Ай бұрын
Magia sarkar khaidebe sabu bhuka achhanti
@bibhutisahu4204
@bibhutisahu4204 Ай бұрын
ସେ ଏମିତି ଜଣେ ମାଲିକ ଯେ ସବୁଠି ଅଛନ୍ତି, ତାଙ୍କ ଇଛାରେ ସବୁ ହେଉଛି
@bibhutisahu4204
@bibhutisahu4204 Ай бұрын
ଭକ୍ତ ମାନେ କେବେ ଚୋର ନୁହନ୍ତି
@CREATER-UMESH-2.0
@CREATER-UMESH-2.0 Ай бұрын
​@@bibhutisahu4204ଭକ୍ତ କେତେ ଦେଇଛନ୍ତି ସୁନା 😂😂
@user-manisha0110
@user-manisha0110 Ай бұрын
"ମହାବାହୁ ଜଗତ ଉଦ୍ଧାର ହେଉ" ଜୟ ଜଗନ୍ନାଥ 🙏🙏🙏
@monalisabarick7063
@monalisabarick7063 Ай бұрын
ଦେଉଳ ରେ ମା ଏକା ଅଛନ୍ତି ....ପ୍ରଭୁ ଯାଇଛନ୍ତି ନିଜ ଜନ୍ମ ବେଦୀ କୁ ଚୋର ଙ୍କ ଭଳି ପ୍ରବେଶ ହେଇଛି.....ଏହା ଆମ ଓଡ଼ିଆ ଙ୍କ ସଂସ୍କାର ନୁହେଁ.....ଏତେ ବ୍ୟସ୍ତତା କାହା ପାଇଁ
@bibhutisahu4204
@bibhutisahu4204 Ай бұрын
ଖୋଲା ହେଲା ଭଲ ହେଲା, ସବୁ ତାଙ୍କ ଇଛା ରେ ହେଉଛି, ସେ ସବୁ ନିଜେ କରାଉଛନ୍ତି
@bkproyal
@bkproyal Ай бұрын
Tuma mankar kahin fatuchhi
@BhabashankarPatra-d6t
@BhabashankarPatra-d6t Ай бұрын
Bhandar ra dekha Rekha jagannath nuha loka natha karanti tanka upasthiti re khola jaichi
@scbewafa353
@scbewafa353 Ай бұрын
Modi pai 😂😂😂
@user-nf3mk7yi9n
@user-nf3mk7yi9n Ай бұрын
❤ ଜୟ ଜଗନ୍ନାଥ ସ୍ୱାମୀ ❤ ସମସ୍ତଙ୍କୁ ସଦ୍-ବୁଦ୍ଧି , ସଦ୍ - ଜ୍ଞାନ ଦେଇ ସତ୍ ମାର୍ଗରେ ନିଅ ପ୍ରଭୁ ❤।
@bibhutisahu4204
@bibhutisahu4204 Ай бұрын
ଭଗବାନ ଜଗନ୍ନାଥ ହେଉଛନ୍ତି ସର୍ବବ୍ୟାପି, ଯୋଉମାନେ କହୁଛନ୍ତି ଭାଗବାନ ଙ୍କ ଅନୁପସ୍ଥିତି ରେ ଚୋର ଙ୍କ ଭଳି ଖୋଲା ହେଲା, ସେମାନେ ଜାଣି ରଖ, ଭଗବାନ ସବୁଠି ଅଛନ୍ତି, ସବୁ ଦେଖୁଛନ୍ତି, ତାଙ୍କ ଇଛାରେ ସବୁ ହେଉଛି, ଭକ୍ତ ମାନେ ଖୋଲିବାକୁ ଯାଇଛନ୍ତି, ଚୋରି କରିବାକୁ ନୁହେଁ, ଭିତର ଜିନିଷ ରକ୍ଷଣା ବେକ୍ଷଣ ପାଇଁ, ଘରର ମରାମତି ପାଇଁ
@user-fg6tv7yo1w
@user-fg6tv7yo1w Ай бұрын
ରତ୍ନ ଭଣ୍ଡାର ର ମାଲିକ, ସଂସାର ର ମାଲିକ ଜଗତର ନାଥ ଜଗନ୍ନାଥ ତଥା ସେ ନିଜେ ତାଙ୍କ ମନ୍ଦିରରେ ନ ଥିଲା ବେଳେ ରତ୍ନ ଭଣ୍ଡାର ଖୋଲିବା, ଏହା ଧର୍ମ ଆଇନ ବିରୁଦ୍ଧରେ 🙏🙏🙏
@user-go9hq3jv2k
@user-go9hq3jv2k Ай бұрын
God nku sabu halaka bhabuchha jau Mane kahuchha god nahanti Sri mandir re....are murkha se prati to mati godi Pani sabuthi se bidya man se sabuthi achhanti sabuthi nahanti .....tume kan kahuchha se mandir re nahanti
@user-wl4bs5rq3k
@user-wl4bs5rq3k Ай бұрын
​@@user-go9hq3jv2k ତୁ ପାଠୁଆ ଟା ଅଳ୍ପ ଜାଣି ବେଶି ବଖାଣି ତୁମ ଘରେ ବି ଜଗନ୍ନାଥ ଅଛନ୍ତି ପୁରୀ କାହିଁ କି ପୁରୀ ଯାଉଛ
@user-go9hq3jv2k
@user-go9hq3jv2k Ай бұрын
@@user-wl4bs5rq3k god sabu ri bhiatare achhanti mandir chali gale god khusi huantini gurujan nka sanman maa bapa nka sanman kale god khusi huanti by the mun kebe mandir jaeni but god prati muhurta re jetebele bipad re pade dakile mo mana rakhanti....to bhali mun maa bapa nku goitha Mari dekhai hueni
@bibhutisahu4204
@bibhutisahu4204 Ай бұрын
ମନକୁ ଯାହା ଆସୁଛି ଖାଲି ଲେଖୁଛ ଆଉ, ଯାହା ହେଉଛି ସବୁ ତାଙ୍କ ଇଛାରେ, ସେ ସବୁ ଦେଖୁଛନ୍ତି, ସବୁ କରାଉଛନ୍ତି
@bkproyal
@bkproyal Ай бұрын
Bjd wala hin emiti kahibe
@aditya-c1v
@aditya-c1v Ай бұрын
ଗୋଟେ ରାତିରେ ସବୁ ଉଲଟା ପାଲଟା କରିଦେବେ ରେ ଏ ବାବୁ ମାନେ 😄😄😄
@Shree_910
@Shree_910 Ай бұрын
ଇଏ ହେଇନି କିଛି ଇଏ ହେଇନି କିଛି😂ଦେଖ ଆଗକୁ କଣ ହୋଉଛି ଦେଖ ଆଗକୁ କଣ ହୋଉଛି😅😂
@chandannaik9949
@chandannaik9949 Ай бұрын
ହଁ ମ ତମେ ଯାହା କହିଲ 😂😂😂
@RanjanMunda-kp1xe
@RanjanMunda-kp1xe Ай бұрын
Thik kahila 👍👍
@tarakantabehera5776
@tarakantabehera5776 Ай бұрын
ମାଲିକେ 😂 ଠିକ୍ କହିଲ
@lipubarik9205
@lipubarik9205 Ай бұрын
କ'ଣ ହବ ଭାବୁଛ ତାଳେ ଉଚାରେ ପାଣି ଆସିବ ଦେଖୀବା ଆଗକୁ କ'ଣ କ'ଣ ହ ଉଛି
@Shree_910
@Shree_910 Ай бұрын
@chandannaik9949 hmm😂
@santoshkumarpanda5860
@santoshkumarpanda5860 Ай бұрын
ପଞ୍ଚମ ଦୁଆର ଖୋଲ ମହା ପ୍ରଭୁ ଆସିବା ପରେ ଜାଣି ପାରିବ କଅଣ ହେବ ଦେଖିବ ଜୟ ଜଗନ୍ନାଥ
@user-lr4vm7xb1z
@user-lr4vm7xb1z Ай бұрын
ମନ ଶାନ୍ତି ହୋଇଗଲା କି
@user-rt7ic2xi5b
@user-rt7ic2xi5b Ай бұрын
Hn
@bkproyal
@bkproyal Ай бұрын
Yes
@user-up9lv5be4t
@user-up9lv5be4t Ай бұрын
ବହୁତ ବଡ କାମ କଲ ଏବେ ସେ ରତ୍ନ ଆଣି ତୁମ କାମରେ ଲଗାଅ ଜୟ ଜଗନ୍ନାଥ 👏🌺🌻🌹
@sumitlenka9096
@sumitlenka9096 Ай бұрын
Correct lagijay paesa nae rajiy chalaiba pae seuthiru aaniki chalaya tuma sasna😅
@user-ny1hs9zx6c
@user-ny1hs9zx6c Ай бұрын
ମହାପ୍ରଭୁ ଶ୍ରୀ ଜୟ ଜଗନ୍ନାଥ ମହାପ୍ରଭୁ ଶ୍ରୀ ଜୟ ଜଗନ୍ନାଥ
@ommpradhan2106
@ommpradhan2106 Ай бұрын
Jay Jagannath Swami ❤❤❤❤❤
@srikantarauta8200
@srikantarauta8200 Ай бұрын
ଯଦି ତମ ଘରେ କେହିନଥିଵେ କିଏ ଯଦି ତାଲା ଭାଙ୍ଗିକି ପଶିବ ତମେ ସବୁ ସମ୍ବାଳିବକି???? ଜଗନ୍ନାଥ ନଥିଲାଵେଳେ ତାଙ୍କ ଘରେ ଚୋରଭଳିଆ ପଶିଗଲ ଏକଣ ଧର୍ମ ଏକଣ ଆମର ସଂସ୍କାର ଏଇଟା ଏକା ଓଡ଼ିଆ ଅସ୍ମିତା ପରେ କଲେ ହେଇପାରିଥାନ୍ତା ଧର୍ମ ସହିବନି ଆଉ ଏଇଟା କଣ ଇଲେକ୍ସନ ଚାଲିଛିକି ଜେ ଷ୍ଟ୍ରଙ୍ଗରୁମୁଁରେ ରଖିବ
@nangamarndi1170
@nangamarndi1170 Ай бұрын
ଜଗନ୍ନାଥ ଙ୍କୁ ତୁମେ ମଣିଷ ଭାବିଲନା କଣ ସେ କଣ ଜାଣି ପାରୁନାହାନ୍ତି ରତ୍ନ ଭଣ୍ଡାର ରେ କଣ ଚାଲିଛି କି ଅନ୍ଧ ଭକ୍ତ ତୁମେ 😢
@bibhutisahu4204
@bibhutisahu4204 Ай бұрын
ସେ ଭଗବାନ, ସେ ସବୁଠି ଅଛନ୍ତି, ସେ ସର୍ବବ୍ୟାପି, ତାଙ୍କ ଇଛାରେ ସବୁ ହେଉଛି ସେ ସବୁ କରାଉଛନ୍ତି
@Iwantpeace-bc1vi
@Iwantpeace-bc1vi Ай бұрын
ଜୟ ଶ୍ରୀ ଜଗନ୍ନାଥ ଜୟ ପତିତପାବନ 🙏🏻🙏🏻🙏🏻🙏🏻🙏🏻🙏🏻🙏🏻
@LakshmipriyaBarik-sr8kl
@LakshmipriyaBarik-sr8kl Ай бұрын
ଜଗନ୍ନାଥ ମନ୍ଦିରରେ ନାହାନ୍ତି ରତ୍ନ ଭଣ୍ଡାର ଖୋଲିଲ
@SarojJena-m5c
@SarojJena-m5c Ай бұрын
Kana heigala
@user-du5ne6hh9k
@user-du5ne6hh9k Ай бұрын
ନିହାତି ଦରକାର ଥିଲା କି ରତ୍ନ ଭଣ୍ଡାର ଖଲିବା ଦେଖ ଏବେ କଣ ହେଉଛି ଓଡିଶା ରାଜ୍ୟ ଜୟ ଜଗନ୍ନାଥ⭕❗⭕🙏
@rtcreation6302
@rtcreation6302 Ай бұрын
ଚାବି ପାଇଲୋ କି ରେ ପିଲେ ପାଣ୍ଡୁ ନେଇ ଯାଇଥିଲା କୋହୁଥିଲୋ ପୋରା 😂😂😂😂
@SarojJena-m5c
@SarojJena-m5c Ай бұрын
To bou bia re purei deichi
@rtcreation6302
@rtcreation6302 Ай бұрын
@@SarojJena-m5c to bou bia re pandu pureila ki 😮
@boombs7575
@boombs7575 27 күн бұрын
​@@SarojJena-m5cତୋ ବୋଉ କୁ ପାଣ୍ଡୁ daily ଗେହୁ ଥିଲା ରେ ଜାରଜ
@prafulladash748
@prafulladash748 Ай бұрын
ଜୟ ଜଗନ୍ନାଥ
@user-jg8qf8vz4h
@user-jg8qf8vz4h Ай бұрын
ସବୁ ଭକ୍ତମାନେମେଣ୍ଟାଲ ସାରାଭଣ୍ଡାର ମିଡିଆ କୁ ଦେଖେଇଦେଲେ କେତେବେଳେ ଚୋରି ହେବ ଜଣାପଡିବନାହିଁ ,ପଛରେ ଖୋଜିବେ ଜିନିଷ ,ଏକଥା ମିଛ ନୁହେଁ ,ଜାଣିପାରିବେ କି ସାଧାରଣ ମଣିଷ, ମୂରୁଖ ସଳା ମଣିଷ, ସଳା ସର
@umasankarsahu7974
@umasankarsahu7974 Ай бұрын
ସାପ ଅଛି ବୋଲି ଗୁଜବ ହେଉଥିଲା, ସାପ ନାହିଁକି
@arunakumarparida6407
@arunakumarparida6407 Ай бұрын
Nahi
@tirthansusahoo1330
@tirthansusahoo1330 Ай бұрын
ଅସମ୍ଭବ ବି ନୁହେଁ
@auromita777
@auromita777 Ай бұрын
Aeita micha nuhan sata katha.. Saptapheni sapa achi prabhu lokanath nije saptapheni sapa hei sethi jagichanti bt ete loka jaithile ta bhitaraku ta bhagawan nije kn tanku dekha debe ki..ubhei jaichanti...bt chori kariba pain jadi alga time re kiye 1/2 ta loka jaithante tahele bhagawan tanku dekha deithante asu se seithi marithante...bt jaga nije mandira re nathila bele aei sarkar jou ratnadwara kholeichi ta parinam kharap haba agaku...kiye janichi jadi kedarnath bhali ethi b gold ku pitala karidebe jadi 😢
@Sudhir2288
@Sudhir2288 Ай бұрын
Jay Jagannath
@KusumjyotiBehera
@KusumjyotiBehera Ай бұрын
Ajira Bada khabar Mahaaprabhu tanka mausimaa ghare thiba abastare . Mahaprabhunka ratna bhandaara bhitare kichi choromane pasiijaichaanti
@GAVS104
@GAVS104 Ай бұрын
@@KusumjyotiBehera ବୋଲି କିଛି ଦେଶଦ୍ରୋହୀ ଗୋଷ୍ଠୀ ଦାବୀ କରୁଛନ୍ତି...☺️☺️☺️
@udayalima9094
@udayalima9094 Ай бұрын
ଜୟ ଜଗନ୍ନାଥ🙏
@SaberaKhatun-pb1zg
@SaberaKhatun-pb1zg Ай бұрын
Kia .comment.dekhibaku.asicha.like.kara.😂😂😂😅😅.ratna.bhandar🎉😂😂😂😂😂😂😂😂😂😂😂😂😂
@manishasethi9284
@manishasethi9284 Ай бұрын
Jay Shree Jagannath 🌼🙏🌸🙏🌺🙏🌼🚩🚩🚩🌼🌸🌺🌼🌸🌺🌼🌸🌺🌼🌸🌺
@AbhijitpatnaikSabitri
@AbhijitpatnaikSabitri Ай бұрын
Mate kichhi bi vala lagu nai ratna bhandar kholi ki kia kia khusi naha like kara ratna bhandar maha prabhu kna seta kholi ki kn ta upadi pakeila
@gayatrichakrabarty317
@gayatrichakrabarty317 Ай бұрын
JAy shree jagannath
@sbcreations5048
@sbcreations5048 Ай бұрын
ଯୋଉମାନେ କହୁଚ ଜଗନ୍ନାଥ ନାହାଁନ୍ତି ଖୋଲିଲ କେମିତି ? ଜଗନ୍ନାଥ ସବୁଠି ଅଛନ୍ତି ତାଙ୍କ ଇଚ୍ଛା ବିନା କିଛି ହୁଏନି। ଜୟ ଜଗନ୍ନାଥ🙏
@balmikdalasinghray8927
@balmikdalasinghray8927 27 күн бұрын
Sabuade achhantita purva govt ku blame kanhiki karagala
@user-up6lt3ok2g
@user-up6lt3ok2g Ай бұрын
ଜୟ ଜଗନ୍ନାଥ 🙏🙏💪😎💪😎💐💯💐💐🇮🇳🇮🇳🇮🇳🇮🇳🇮🇳🇮🇳😱😱😱😱😱😱😱😱😱
@noonesd5
@noonesd5 28 күн бұрын
ଗହଣା ସ୍ଥାନାନ୍ତର କରାଗଲା, ବୋଧେ ଭିତରେ ଗହଣା ସୁରକ୍ଷିତ ଥିଲା, ଏବେ ଜାଗା ହିଁ ଜାଣେ କଣ ହବ ।
@Mrmajnnu4991
@Mrmajnnu4991 Ай бұрын
ରତ୍ନ ଭଣ୍ଡାର ଭିତରକୁ ପଶିଲା ବେଳେ live video କରିବାର ଥିଲା ଏମିତି ହେଇଥିଲେ କାହା ମନରେ ସନ୍ଧେହ ରହିନଥନ୍ଥା
@amagiha1046
@amagiha1046 Ай бұрын
Chora gudako kichhi jainahanti sukhila roll
@mickysamanta9094
@mickysamanta9094 Ай бұрын
Right
@PlanATrade
@PlanATrade Ай бұрын
ଘରର ମୁଖିଆ (ବଳଭଦ୍ର) ଓ ଜଗନ୍ନାଥ, ସୁଭଦ୍ରା ଙ୍କ ଅନୁପସ୍ଥିତି ରେ ମନ୍ଦିର ଭିତରେ ଜବରଦସ୍ତି ପଶି ତାଲା ନ ଖୋଲିବାରୁ କଟର ରେ ତାଲା କାଟି ତାଙ୍କ ରତ୍ନ ଭଣ୍ଡାର ଖୋଲିବା ଏକ ଡକାୟତି ସହିତ ସମାନ। ମଣିଷ ଯେତେବେଳେ ପାୱାର ଓ ଟଙ୍କା ର ବଳ ରେ ଅନ୍ଧ ହେଇ ଯାଏ ତା ପାଇଁ ମହା ବିପତି ମାଡ଼ିଆସେ। ଏ ଡକାୟତି ର ପରିଣାମ ବିଶ୍ବ ପାଇଁ କିଛି ଭଲ ସଂକେତ ନୁହେଁ।
@auromita777
@auromita777 Ай бұрын
Right
@bibhutisahu4204
@bibhutisahu4204 Ай бұрын
ସବୁ ତାଙ୍କ ଇଛାରେ ହେଉଛି, ସେ ସବୁଠି ଅଛନ୍ତି, ସବୁ ଦେଖୁଛନ୍ତି, ସବୁ କରାଉଛନ୍ତି
@user-bt5hv9ii6r
@user-bt5hv9ii6r Ай бұрын
Jay jaganath swami 🙏♥️🙏♥️🙏
@Spacemisson830
@Spacemisson830 Ай бұрын
ଯୋଉ ଚାବି ଥିଲା ସେ ନାମକୁ ମାତ୍ର ଅସଲି ଚାବିତ ତାମିଲ୍ନାଡୁରେ ଅଛି ଭାଇ କିଛି ଅନିତି ହେଇନି ହେଇଚି ତ bjd ର ପୋଲ ଖୋଲିଛି, ମୋର ଅନୁରୋଧ ଏହା ଉପରେ ତଦନ୍ତ ହେଉ
@NrayanPatraStudios3073
@NrayanPatraStudios3073 Ай бұрын
ତୋ ଜେଜ କି ତୋ ପୁର୍ବ ପୂରୁଷ ଜାଣିଛନ୍ତି ଯେ ରତ୍ନଭଣ୍ଡାରରେ କଣ ଥୂଲା ବୋଲି
@SunitaBehera-yi3nb
@SunitaBehera-yi3nb Ай бұрын
ଜଗା ନ ଥିଲା ବେଳେ ଏମିତି ସବୁ କଲେ ସିଏ ହୁଏତ ସେଠି ନାଇଁ ହେଲେ ସେ ସବୁ ଦେଖୁଛି
@SukantaPradhan-jc1yd
@SukantaPradhan-jc1yd Ай бұрын
Jay jaganath Jay jaganath Jay jaganath Jay jaganath Jay jaganath Jay jaganath Jay jaganath Jay jaganath Jay jaganath 🙏🙏❤️🥰
@pintucreationpintu
@pintucreationpintu Ай бұрын
ତୁମେ ଭାସ୍କର ନ୍ୟୁଜ୍ ବାଲା ପ୍ରତ୍ୟେକ ନ୍ୟୁଜ୍ କୁ ବେଶି ଅତିରଞ୍ଜିତ କରି ଦେଖୋଉଛ।
@prabhakarbarik6000
@prabhakarbarik6000 Ай бұрын
ଜୟଜଗନ୍ନାଥ.ହେ ଲୀଳାମୟ ସବୁତୁମରି ଇଚ୍ଛା, ମହାପ୍ରଭୁ ଏଓଡ଼ିଆଜାତିକୁ ରକ୍ଷାକର ।🙏🙏🙏🙏❤❤❤🎉🎉🎉..........
@nitindev.official
@nitindev.official Ай бұрын
ସବୁ ଉଲ୍ଟା ପୂଲ୍ଟା କରିଦେବେ ଜଣା ପଡ଼ିଗଲା
@aksar1608
@aksar1608 Ай бұрын
Jay Jagannath 🙏
@RojalinBehera-np2un
@RojalinBehera-np2un Ай бұрын
Kia janila chabi nakali ki se tala change karideichanti jay shree jagannath
@mithunabhoi8732
@mithunabhoi8732 Ай бұрын
ରାଜା ନାହାଁନ୍ତି ଘରେ ତମେ ନିସ୍ପତ୍ତି କରି ପଶିଗଲ ଜଗନ୍ନାଥଙ୍କୁ ତମେ ମାନୁଚ କି ରାଜନିତୀ କି ତମ ଲିଲା ଜୟ ଜଗନ୍ନାଥ ଜୟ ଜଗନ୍ନାଥ🙏🙏🙏
@sudarshandash6409
@sudarshandash6409 Ай бұрын
ବିଜୁ ପଟ୍ଟନାୟକ ବିମାନ ବନ୍ଦର ପରେ ବେଲଜ୍ଜ୍ୟା ଯାତ୍ରା ପାର୍ଟିର ଜଗନ୍ନାଥଙ୍କ ରତ୍ନ ଭଣ୍ଡାର ଉପରେ ଆଖି ପକେଇଲେଣି ମରିବ ସବୁ ଯାହାକି congres କିମ୍ବା BJD ଅମଳରେ ହେଇନଥିଲା 😅ନେତା ଖଣ୍ଡେ ବାଛି ଛ ତ ଆଉ କଣ ମ!!!🤭 ବେଳ ଥାଉ ସୁଧୁରି ଯାଅରେ ସବୁ ବଳଭଦ୍ର ଠାକୁର ପଡିଲେ କଣ ପାଞ୍ଚ ବର୍ଷ ଭିତରେ ଏମିତି ଲୋକଙ୍କୁ ମାରିବ ସେ ପଙ୍କ ଦଳ ପୋଦୁଅଁ 😎😎😎
@bdreddy2105
@bdreddy2105 Ай бұрын
Kaliyug re kapati manisha jate bhala hua e jo kama karicha bohut bada papa abe duniyasara ei ratna bhandar upare akhi rahiba mariba ame samaste mariba 😢😢😢😢 jay Jagannath
@akshyarikadas108
@akshyarikadas108 Ай бұрын
Great Aravinda Sir
@subhransumaharana3691
@subhransumaharana3691 Ай бұрын
U ar Great Arbinda SIR 🙏 ଦକ୍ଷ ଓଡ଼ିଆ ଆଇଏଏସ ଅଫିସର । ସଠିକ୍ ବେକ୍ତିଙ୍କୁ ମହାପ୍ରଭୁ ଆଣିଛନ୍ତି 🙏କିଛି ଅସୁବିଧା ନାହିଁ କି ହେବନି
@trilochanjena9614
@trilochanjena9614 Ай бұрын
ପ୍ରଭୁ ଜଗନ୍ନାଥ ମୋହନ ସରକାରଙ୍କୁ 50 ବର୍ଷ ପରମାୟୁ ଦିଅନ୍ତୁ। ଜୟ ଜଗନ୍ନାଥ, ଜୟ ମୋହନ ସରକାର
@niladribiharipanda4545
@niladribiharipanda4545 Ай бұрын
ଟାଉଟର କଥା ବନ୍ଦ କର
@Nandinibehera-eb2oc
@Nandinibehera-eb2oc Ай бұрын
Ghare gharara mlika nahanti kana pai khulila ratana vandara aita kariba jamabi thik helani kau mane aka mata ma kament ra riplay daba au like kariba dekhiba pravu nkara kete jana vakta achanti🙏🙏🙏🙏🙏🙏🙏
@JanakiJena-my5cr
@JanakiJena-my5cr Ай бұрын
Jai jagannath 🙏🙏 puri odisha
@sonali...as...7599
@sonali...as...7599 Ай бұрын
Aeita kintu sata pravhu nahanti Mane tanka vhandara khokiba katha nuhmm,sadharana lonkanka ghara khokagauni,see puni gagatannatha gagannathe nka ratna vhanda kholagauchi,bahuta anyaya hauchi,boli balavhadra ratharu galipadile,eithiru ganiparuna,
@SanjayaBehera-to8hl
@SanjayaBehera-to8hl Ай бұрын
Aji rati re bada thakura ghare nahanti ei time re rajya sarkar prasasan ku hata Kari ratna vandar ru kichhi mulyaban Ratna nei jibe karana kumbhira khoje golia Pani sathik samay asichhi
@madhusmitasahu8142
@madhusmitasahu8142 Ай бұрын
Jai jagannath 🙏🙏
@sibanarayanasenapati4783
@sibanarayanasenapati4783 Ай бұрын
Jay jagannatth jiki
@bhagabanpradhanbhagabanpra5497
@bhagabanpradhanbhagabanpra5497 Ай бұрын
Justice Biswanath Rath was a very prominent Justice of Orissa High Court.
@priyaranjansamal4517
@priyaranjansamal4517 Ай бұрын
JAYAAAA VINAYAK JAYAAAA SHREE SHREE SHREE JAGANNATH MAHAPRABHU MAHABAHU SWAMY MAA NARAYANI MAA LAXMI MAA ANNAPURNA JAYAAAA SIARAM 🙏🙏🙏🙏🙏🙏 PRABHU PURUSHOTTAM MAAA JANAKI 🙏🙏🙏🙏
@harizKhan506
@harizKhan506 Ай бұрын
ଏଇଟା thiq କଥା ନାହିଁ
@davidpahad3
@davidpahad3 Ай бұрын
ରତ୍ନ ଭଣ୍ଡାର ଖୋଲିବା ଦ୍ବାରା କଣ ଓଡ଼ିଶା ୧ ନମ୍ୱର୍ ହୋଇଯିବ?
@pramodkumarnayak2720
@pramodkumarnayak2720 Ай бұрын
ମରିବ ସବୁ
@labanyasahu4456
@labanyasahu4456 Ай бұрын
Jay shree jagannath
@biratparida2289
@biratparida2289 Ай бұрын
ଚାବି ନଥିଲା ଯଦି ଖୋଲୁଥିଲ କୋଉ ଥିରେ, ପୁଣି ନଖୋଲିବାରୁ ଭାଙ୍ଗିଲ.. କହୁଥିଲ ପରା ପାଣ୍ଡୁ ନେଇ ଯାଇଛି.. ଶୁଣ ରେ ଚୋର ଦଳ ମାଲିକ ଘରେ ନଥିଲା ବେଳେ ତାଙ୍କ ଘରେ ପଶି ଟ୍ରେଜେରୀ ଭାଙ୍ଗିଛ କଣ ଠିକ୍ କରିଛ ତ?
@SPD1206
@SPD1206 Ай бұрын
କିଛି ଆଶ୍ଚର୍ଯ୍ୟକଥା ହେବା ତ କହିଲେନି 😄 ତମେ ଲୋକଙ୍କୁ ଭୁଆଁ ବୁଲଉଛ କାହିଁକି 🙄 ତମ channel ଲୋକ ଭୁଲି ଯିବେ! ବେଳହୁଁ ସାବଧାନ 😢
@supersamada1status864
@supersamada1status864 Ай бұрын
ଏଇଟା ଛୋରର ଲକ୍ଷଣ, ଘରର ମୁରବୀ ନାହାନ୍ତି ପଶିଲ କେମିତି? ଏଇଟା ତାହା ହେଲେ ଆପଣ ମାନଙ୍କ ମାନଙ୍କର ଓଡିଆ ଅସ୍ମିତା ନାହିଁ? ଓଡ଼ିଆ ଅସ୍ମିତା ପାଇଁ ଲଢିଲ ହେଲେ ତୁମ ହୃଦୟରେ ଓଡିଆ ଅସ୍ମିତା ବୋଲି ଭାବନା ହିଁ ନାହିଁ l ରତ୍ନ ଭଣ୍ଡାର ଛାବି କୋଉଠୁ ପାଇଲ ଓଡ଼ିଶାବାସୀଙ୍କୁ କୁହନ୍ତୁ ଓଡ଼ିଶାବାସୀ ଜାଣନ୍ତୁ
@mihirkumarbera4799
@mihirkumarbera4799 27 күн бұрын
Jay jagannath
@user-et8cw8oi5q
@user-et8cw8oi5q Ай бұрын
ଭଙ୍ଗା ଚାଵି କୁ ଦେଖାଯାଉ
@minaketan5562
@minaketan5562 Ай бұрын
Sir ଏଇ ମାନେ ସେଇ ଛାବି କୁ ଟିକ୍ ରେ ସମସ୍ତ ଙ୍କୁ ଦେଖେଇବେ ନାହିଁ ଲୁଟ୍ ଯୋଜନା ଚାଲିଛି ଜଗନ୍ନାଥ ପ୍ରଭୁ ସମ୍ପତ୍ତି କୁ ।ସରକାର ଙ୍କ ନୂଆ ଯୋଜନା
@deepankardeepak7520
@deepankardeepak7520 Ай бұрын
ଏହି ଶଳା ମାସାରମ୍ଭରେ ମରି ନାହିଁ
@RK89049
@RK89049 Ай бұрын
A sabu suni mate dara laguchi kn pain 😢 kejani 🥺🙏⭕‼️⭕ he bhagwan rakhya kara
@dimple_boy_dev3295
@dimple_boy_dev3295 Ай бұрын
Jay shree jagannath 🙏
@andriyagamango9937
@andriyagamango9937 Ай бұрын
ଜଗନ୍ନାଥଙ୍କୁ ବାହାରକୁ ଆଣି ରତ୍ନବନ୍ଦାର ଖୋଲିବା ଭୂଲ କରିଛି ସରକାର
@SarojJena-m5c
@SarojJena-m5c Ай бұрын
To ghare gehichi sarkar
@rabirajcreatar
@rabirajcreatar Ай бұрын
ସବୁ ମିଛ କିଛି ନାହିଁ ସାପ ନାଁରେ ମିଛ କୋହୁଛନ୍ତି ଯୌମନେ ତମେ ନିଜେ ସାପ ଦେଖିଚ ନା, KZfaq re video thumbnail ରେ ସାପ ଫଟୋ ଦେଖି କୋହୁଚା
@user-th5th5gj9n
@user-th5th5gj9n Ай бұрын
Jouthi achi seithi rahiba
@debakikarihaly1283
@debakikarihaly1283 Ай бұрын
Kain kholucha vgban ka Hira eita tnku nebe hle sarkar duniya end heijiba papiyo sabu💯🙌
@BikaramBehera-vw7tf
@BikaramBehera-vw7tf Ай бұрын
ଏବେ ଓଡ଼ିଶାକୁ ବିପଦ ମାଡ଼ି ଆସିଲା ଛି ଛି ରେ pjp ସରକାର ଏବେ ସବୁ ଖୋଳ କରିବ
@aswinmandal2748
@aswinmandal2748 Ай бұрын
Bjp asila bhalo korila i like
@UBtechodia
@UBtechodia Ай бұрын
ଆଉ ସେ ରତ୍ନ ସବୁ ଆଜି ଠିକ ଠାକ୍ ଅଛିତ
@soumyaranjansahu9680
@soumyaranjansahu9680 Ай бұрын
Jay Shree Jagannath 🙏❤️🙏🌺🙏
@kamallochannayak9660
@kamallochannayak9660 Ай бұрын
Ratna Bhandar Khala BJD Govt 24yrs Re Asamba Kintu BJP Govt Sambaba Heiparila Thanks
@SureshkumarSingh-fo5rn
@SureshkumarSingh-fo5rn Ай бұрын
Khahiki khula jauchhi ratan vandara jemiti achhi semiti rahu khali khali tare bipadaku daku chhanti
@BinaNayak-in8hm
@BinaNayak-in8hm Ай бұрын
Nahi to Saja milega
@sarojpanda8334
@sarojpanda8334 Ай бұрын
ବେଶୀ ସାହିତ୍ୟ ଭାଷାରେ ଆଉ ତୁମ ଭାସ୍କର ଚ୍ୟାନେଲ ବାଲା ବଖାଣ ନାହିଁ ଗୋଟିଏ କଥାକୁ ବାରମ୍ବାର repeat କରି
@user-gv7gg5us1y
@user-gv7gg5us1y Ай бұрын
କଣ ବେ ଭସ୍କର ଏମିତି କଣ ଥମ୍ଲିନ୍ ରେ ଲେଖିଛୁ, ତୁ କେବେ ସୁଧୁରି ବୁନି
@sukantabehera4007
@sukantabehera4007 Ай бұрын
Jay jagannath ❤❤❤❤❤🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🏽🙏🙏♥️♥️♥️♥️♥️♥️♥️♥️♥️♥️♥️♥️♥️♥️♥️♥️♥️♥️♥️♥️♥️♥️♥️♥️♥️♥️♥️♥️♥️
@manoramarout2778
@manoramarout2778 Ай бұрын
Ratna vandar khuliba kn jaruri thila. Mote thik laguni.. Odisha ra luka manak upare varasa nahi.. Ghara ra murabi nathila bele ta ghare pasiki ratna vandara dekhiba.. Kie jae pare b semit kariki chori karinebe.. Tala bhangiki pasichhanti.. Jadi prabhu nk adesh thanta ta chabi nihati milithanta
@Snejjeke
@Snejjeke Ай бұрын
ଲକ୍ଷ୍ମୀ ମା ଏକ ଅଛନ୍ତି ମହା ମହିମା ନାହାନ୍ତି ତମେ a ରତ୍ନ ଭଣ୍ଡାର ରେ ହାତ ମାରିଲେ
@jyotirmayeebehera39
@jyotirmayeebehera39 29 күн бұрын
Esabu thik nuhe ratna bhandara maha pravu nkara ,,, etteekholiba bhala nuhe ....ta ra parinam samagar jagata ku bhoi ba pain padi pare karana se sabu ta mahaparavu nkara kahara personal ....nuhe,, jay jagaranathh
@saradapatro6820
@saradapatro6820 Ай бұрын
Ha Jagannath Amnku Sadbudi Dea BJP Sarkar Sabu Luti Khaelane 🔥🔥🔥
@kamallochannayak9660
@kamallochannayak9660 Ай бұрын
Jey Jagannath Swami
@bikram264
@bikram264 Ай бұрын
Aaau Nuha re Eethara PAka Pralaya Haba 10000%🙏🏻🚩 JAY Jagannath
@dibyaranjannayak1056
@dibyaranjannayak1056 Ай бұрын
ବାଳ ଭାସ୍କର ବାଲା ଲୋକଙ୍କ ପାଇଁ ତମେ କଣ କଣ ନ କରୁଚ ରେ
@PradeepKumarSamal-oe4yy
@PradeepKumarSamal-oe4yy Ай бұрын
Ai bhali sabu ratna bahar kari sabu gm kari debe
@mamatamohantymamata4756
@mamatamohantymamata4756 Ай бұрын
Jay Jagannath swami Narayan pathagami Baba tumhen
@felixnayak6317
@felixnayak6317 Ай бұрын
କାହିଁକି live video telecast କରା ଯାଉନି?
@Kulamani-nr5oq
@Kulamani-nr5oq Ай бұрын
Jay Sri jagannath namaste 🙏
@AbhiAbhinayak-zl5hu
@AbhiAbhinayak-zl5hu Ай бұрын
Jay Jagannath ⭕‼️⭕🙏
@sureshsarangi8860
@sureshsarangi8860 Ай бұрын
Congratulations to all authorities and all Jagannath devotees and the government of Odisha.
@sarojpati4636
@sarojpati4636 Ай бұрын
ଜୟ ଜଗନ୍ନାଥ🌹🙏🙏🙏🙏🙏🙏🙏🙏🙏
@funwithkuchu3445
@funwithkuchu3445 Ай бұрын
Jay jagannath mahapravu 🙏🙏🙏🙏🙏🙏🙏🙏.....
@jayarammadkami116
@jayarammadkami116 Ай бұрын
ଓଗ୍ୟନି ମଣିଷ ସର ସଲା
Sunglasses Didn't Cover For Me! 🫢
00:12
Polar Reacts
Рет қаралды 6 МЛН
Challenge matching picture with Alfredo Larin family! 😁
00:21
BigSchool
Рет қаралды 22 МЛН
IQ Level: 10000
00:10
Younes Zarou
Рет қаралды 13 МЛН
Rath Yatra 2024 | Shree Jagannath Anubhuti | Pragyan | Alankar TV
16:20
News Fuse 12 AUG 2024
21:43
OTV
Рет қаралды 69 М.