ବାପା ଥିଲେ ସାହିତ୍ୟାନୁରାଗୀ ପୁଅ ସେହି ବିଭାଗ ମନ୍ତ୍ରୀ | Odisha Reporter

  Рет қаралды 52,646

Odisha Reporter

Odisha Reporter

Ай бұрын

ବିଧାନସଭା ଲନ୍ ହେଉ କି ସାଂସ୍କୃତିକ କାର୍ଯ୍ୟକ୍ରମର ମଞ୍ଚ। ସବୁଠି ଆଶୁ କବିର ପରିଚୟ ଦେଇ ନିଜ ରଚିତ ଗୀତ ଗାଉଥିବା ବିଷ୍ଣୁ ସେଠୀ ସବୁବେଳେ ନିଜର ଭିନ୍ନ ଅନ୍ଦାଜ ପାଇଁ ଚର୍ଚ୍ଚାରେ ରହୁଥିଲେ। କେତେବେଳେ ବିଧାୟକଙ୍କୁ କ୍ବାର୍ଟର ନ ମିଳିବାକୁ ନେଇ ଗୀତରେ ଗୀତରେ ମୁଖ୍ୟମନ୍ତ୍ରୀଙ୍କୁ ଗୁହାରି କରୁଥିଲେ ତ କେତେବେଳେ ହୋଲି ଆସରରେ ଗୀତ ଗାଉଥିଲେ। ଆଜି ବିଷ୍ଣୁଙ୍କ ସେହି ପ୍ରତିଭାବାନ ପୁଅ ସୂର୍ଯ୍ୟବଂଶୀ ସୂରଜ ଓଡ଼ିଶାର ସର୍ବକନିଷ୍ଠ ମନ୍ତ୍ରୀ ହୋଇଛନ୍ତି। ଆଉ ତାଙ୍କୁ ମିଳିଛି ଉଚ୍ଚଶିକ୍ଷା, କ୍ରୀଡ଼ା ଓ ଯୁବ ବ୍ୟାପାର ସହ ଓଡ଼ିଆ ଭାଷା ସାହିତ୍ୟ ଏବଂ ସଂସ୍କୃତି ବିଭାଗର ଦାୟିତ୍ବ।
Odisha Reporter is one of the best Odia news portal in Odisha. Get all the news updates in Odia.
ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ |
KZfaq: bit.ly/OdishaReporteronKZfaq
Web: odishareporter.in
Facebook: / odishareporter
Twitter: / odishareporter
Telegram: telegram.me/Odisha_Reporter_o...
Instagram: / odishareporter_official
#OdishaReporter #Odisha #SpecialStory #SuryabanshiSuraj #Bhadraknews #fathersday #EducationMinister #BishnuSethi

Пікірлер: 26
@azubizu2534
@azubizu2534 Ай бұрын
ଗୋଟିଏ ଅକ୍ଷରରେ ଗୋଟିଏ ଉପନ୍ୟାସ ଲେଖିଛି,,,(ସେରାଏ ସୁଖ) କେବେ ଦିନେ ସୁଯ୍ୟବଂଶୀ ସୁରଜ ଙ୍କୁ ଦେବି 🙏🙏🙏ଜୟ ଜଗନ୍ନାଥ 🙏🙏🙏
@pitambersethi7403
@pitambersethi7403 Ай бұрын
Jay bishnu bishnu sir❤ jay suraj bhai
@prustynaresh3875
@prustynaresh3875 Ай бұрын
Jay shree Ram 🙏🙏🇮🇳🇮🇳
@randomshots8326
@randomshots8326 28 күн бұрын
ବିଷ୍ଣୁ ସେଠୀ ପରି ନେତାଙ୍କ ସଦୈବ ସାଧନା ପାଇଁ ଭାଜପା ଆଜି ବିଜୟୀ
@AshokPanda-qt4qn
@AshokPanda-qt4qn Ай бұрын
Ati Sundar Swargata Surjya Bansi Bapanka Pdank Anusarana Kari Utkala Janani nkar Sebare Nijaku Uscharga kara Jai Maa Samleiswari 🙏
@AshokPanda-qt4qn
@AshokPanda-qt4qn Ай бұрын
Manyabara Sanskruti Mantri nku Mor Maa Samleiswari nku Nimantra karuchhi🙏
@AshokPanda-qt4qn
@AshokPanda-qt4qn Ай бұрын
Happy Father's DAy 🙏
@saisankarsahoo8365
@saisankarsahoo8365 28 күн бұрын
Good advice
@bhabanemallick1801
@bhabanemallick1801 Ай бұрын
Thanks. Bhai
@manojdikshit1308
@manojdikshit1308 Ай бұрын
ଦଲାଲ ମାନଙ୍କୁ ଛାଡ଼ ନାହିଁ l
@Rameshkaka90
@Rameshkaka90 Ай бұрын
ସବୁ ଦଲାଲ ଗେଣ୍ଡା ଦଳ ର ଭାଇ😂
@santas4334
@santas4334 28 күн бұрын
Right 👍 ​@@Rameshkaka90
@laxminarayanbehera2467
@laxminarayanbehera2467 26 күн бұрын
Iswara Surajnku sarbad sahaya huantu.
@user-jf7nn6bq8l
@user-jf7nn6bq8l Ай бұрын
Surya bansi suraja ku gana sikhya bibhaga dei thele bhala hoitanta
@user-mj4ev6jn9g
@user-mj4ev6jn9g Ай бұрын
Special odia teacher posting heba darakar
@sujitdash4281
@sujitdash4281 Ай бұрын
Hele bapo sangya pua rakhilana
@nareshsagaria9749
@nareshsagaria9749 Ай бұрын
Tgt odia post bahar karajau
@user-du3xv1kl9s
@user-du3xv1kl9s 14 күн бұрын
ଓଡ଼ିଶା ରେ ମଦ ବନ୍ଦ୍ ନ ହେଲେ 2029 ରେ BJP ହାରିବ.... ଧର୍ମେନ୍ଦ୍ର ପ୍ରଧାନଙ୍କ ମଦ ବନ୍ଦ୍ କଥା କୁ ବିଶ୍ୱାସ କରି ସବୁ ଓଡ଼ିଆ ପରିବାର ନିଜ ପରିବାର କୁ ବଞ୍ଚାଇବା ପାଇଁ BJP କୁ ଭୋଟ କରିଛନ୍ତି .... ନ ହେଲେ 2029 ରେ BJP ଓଡ଼ିଶା ରେ ଗୋଟେ ବି mla 🪑 ଆଣି ପାରିବନି। (ଜଣେ ତୃଣମୂଳ ବିଜେପି କର୍ମୀ ର ଭବିଷ୍ୟବାଣୀ)
@user-mj4ev6jn9g
@user-mj4ev6jn9g Ай бұрын
Bap se beta jada.
@gcc428
@gcc428 Ай бұрын
ବାପାଥିଲେ ପରମ ଗାଲୁଆ ଓ ଡହରା। ପୁଅ ମିଛ ଅଭିନୟରେ ମାଷ୍ଟର।
@dhananjayabehera6488
@dhananjayabehera6488 Ай бұрын
Au to Bapa kan karuthila re magya 😅
@gcc428
@gcc428 Ай бұрын
@@dhananjayabehera6488 to maa ku karuthila re.... bedha chhua....
@user-pf8it2gg1p
@user-pf8it2gg1p Ай бұрын
​ଭାଇ ତୋ କମେଣ୍ଟ ରେ ଜଣା ପଡ଼ୁଛି ତୁ କେତେ ଭଦ୍ର ଲୋକ@@gcc428
@santas4334
@santas4334 28 күн бұрын
​@@gcc428BJD chora ta chi
@stutikerketta2168
@stutikerketta2168 28 күн бұрын
Bapa madua ku pua madua😂😂😂
@dayahans207
@dayahans207 Ай бұрын
Sar.kalahandai.ru.apananku.samthanjanauchi.jayesriram
A clash of kindness and indifference #shorts
00:17
Fabiosa Best Lifehacks
Рет қаралды 117 МЛН
Mama vs Son vs Daddy 😭🤣
00:13
DADDYSON SHOW
Рет қаралды 22 МЛН
Playing hide and seek with my dog 🐶
00:25
Zach King
Рет қаралды 32 МЛН
Alex hid in the closet #shorts
00:14
Mihdens
Рет қаралды 11 МЛН
CM-KISAN replaces KALIA Yojana // Odisha's ₹2.65 Lakh Cr Budget
21:47
OdiaTechBulletin
Рет қаралды 118 М.
A clash of kindness and indifference #shorts
00:17
Fabiosa Best Lifehacks
Рет қаралды 117 МЛН