No video

Once Again Deceived! Naveen Without Pandian | Nirbhay Gumara Katha

  Рет қаралды 255,715

Nirbhay

Nirbhay

Күн бұрын

Once Again Deceived! Naveen Without Pandian | Nirbhay Gumara Katha
#NirbhayGumaraKatha #OdishaPolitics #NavinDas
Odisha's Best Political KZfaq Channel.
Odisha's Fastest Growing Political KZfaq Channel.
Odisha's Fast Ever Only Political KZfaq Channel.
Odisha's Most Popular Political KZfaq Channel.
For Latest Odisha Political News Follow us:
KZfaq: www.youtube.co....
Facebook: / nirbhayodia
Twitter: / nirbhaytube
Instagram: / in
PH NO -9124469621

Пікірлер: 1 500
@jyotirmayjena1869
@jyotirmayjena1869 2 ай бұрын
ସାର ଆପଣଙ୍କୁ ଅନୁରୋଧ ୨୦୦୦ ମସିହାରୁ ବିଜେଡି ସରକାର ଏବଂ ନବୀନ ବାବୁଙ୍କ ସବୁ କଳାକାରନାମା ର ଚିଠା ଖୋଲି ଜନସାଧାରଣଙ୍କୁ ଜଣାଇବେ ।
@Manoranjansahoo34680
@Manoranjansahoo34680 2 ай бұрын
👌👌👌
@tapasswain3231
@tapasswain3231 2 ай бұрын
Hmm mu bi apananka Saha ekamata .
@manju450
@manju450 2 ай бұрын
Right
@amagiha1046
@amagiha1046 2 ай бұрын
To bouku gehuchi kire magiha
@manju450
@manju450 2 ай бұрын
Sabu chithha kholiba absyak
@dipfragnant
@dipfragnant 2 ай бұрын
ଆପଣ ମାନନ୍ତୁ କି ନ ମାନନ୍ତୁ, ସବୁ ଥିରେ ନବୀନ ଙ୍କ ଦୋଷ ଅଛି। ନବୀନ ଜାଣି ଶୁଣି ଟେକି ଦେଲେ
@kailashsingh1554
@kailashsingh1554 2 ай бұрын
Correct more than 100%
@NarayanSimha
@NarayanSimha 2 ай бұрын
Nabin luchei rakhichanti pandian ku...time asile dekhiba
@brajakishorepadhi4022
@brajakishorepadhi4022 2 ай бұрын
ନବୀନ ମୁର୍ଦାର ଗଲା କଣ ବାଳ ଛୋଡି ଗଲା। କେଉଁ ବାଂଡ ର ବାଳ କି ସେ
@NarayanSimha
@NarayanSimha 2 ай бұрын
@@brajakishorepadhi4022 vk pandian nije i.a.s officer certificate deichi ye nabin Jane odisha ku bhakua banichi,Gunda ku rakhi thila
@PravasChandraRout
@PravasChandraRout 2 ай бұрын
Right
@santoshdalai103
@santoshdalai103 2 ай бұрын
ମୋ ହୃଦୟର କଥା କହିଦେଲେ ଆପଣ. .... Thank you ନିର୍ଭୟ.
@santoshsahoo2727
@santoshsahoo2727 2 ай бұрын
Also me.
@dayasagarkalta8157
@dayasagarkalta8157 2 ай бұрын
Pandu khel khatam
@bijayapanigrahi554
@bijayapanigrahi554 2 ай бұрын
ନବୀନ ପଟ୍ଟନାୟକ ଓଡ଼ିଶାର ଶ୍ରେଷ୍ଠ ମଦ୍ୟପ ଓ ଧୃମ ପାନ କରି ଓ ଆମିଷ ଭୋଜନ କରି ବା ମହାପୁରୁଷ
@pkparhi8204
@pkparhi8204 2 ай бұрын
ବିଜେଡ଼ି ହାରି ବାର ସବୁ ଦୋଷ ନବୀନ ଙ୍କର , ବର୍ତ୍ତମାନ ଛଳନା କରୁଛନ୍ତି ସେ
@DEBASISNAYAK2121
@DEBASISNAYAK2121 2 ай бұрын
ବାପା ଙ୍କ ସାହାରା ରେ ହିରୋ ହେଲେ ନିଜ ସାହାରା ରେ ଜିରୋ ହେଲେ..
@biswajitbehuria6337
@biswajitbehuria6337 2 ай бұрын
ଆମ ଶୁଣା କଥା, ନବୀନ ବାବୁ କେବେ ନିଜ ବାପାଙ୍କ ସମ୍ମୁଖ କୁ ଆସୁନଥିଲେ। ବିଜୁ ବାବୁଙ୍କ ସ୍ବପ୍ନ ସହ ନବୀନ ବାବୁଙ୍କ କୌଣସି ସମ୍ପର୍କ ନଥିଲା। ସେତେ ବେଳେ ମଧ୍ୟ ସେ ନିଶା ରେ ବୁଡି ରହୁଥିଲେ ।
@DEBASISNAYAK2121
@DEBASISNAYAK2121 2 ай бұрын
@@biswajitbehuria6337 ଭାଇ ନବିନ ବାବୁ ଙ୍କ ପରି ସୂର୍ଥା ପର ମଣିଷ ଦୁନିଆ ରେ ନଥିବେ . Bansidhar Panda ବାବୁ ଙ୍କ ବିୟୋଗ ରେ ଉପସ୍ଥିତ ନ ରହିବା 😭 ମତ ଭେଦ ରହିବ କିନ୍ତୁ ଶେଷ ସମୟ ରେ 🙏 ଜୟ ଜଗନ୍ନାଥ ପ୍ରଭୁ ନବିନ ବାବୁ ଙ୍କୁ ସଦବୁଦ୍ଧି ପ୍ରଦାନ କରନ୍ତୁ
@purnachandrarout321
@purnachandrarout321 2 ай бұрын
Yes
@dwarikanathrath8242
@dwarikanathrath8242 2 ай бұрын
କେବଳ ନବୀନ ନୁହଁ 2024 ନିର୍ବାଚନ ରେ ବହୁ ବିଶ୍ୱାସଘାତ ଦଣ୍ଡ ପାଇଛନ୍ତି.
@brajakishorepadhi4022
@brajakishorepadhi4022 2 ай бұрын
ମହା ପ୍ରଭୋ ଜଗନ୍ନାଥଙ୍କୁ କୋଟି କୋଟି ସାଷ୍ଟାଙ୍ଗ ପ୍ରଣିପାତ। ନବୀନ ପଟ୍ଟନାୟକ ଭଳି ବହୁରୂପୀ, ପ୍ରତାରକ, ଟାଉଟର, ଆନଂଠୁକୋଡା, ମଦ୍ଯପ କୁ କ୍ଷମତା ହୀନ ଭିକାରୀ କରିଦେଲେ। ଛଳନାର ମୂର୍ତ୍ତି ନବୀନ ମୁର୍ଦାର
@learntogether8344
@learntogether8344 2 ай бұрын
ନବୀନ ଜଣେ ବଡ଼ ଅହଙ୍କାରୀ ବ୍ୟକ୍ତି ଆଉ ବିରୋଧୀ ନଥିବା ଯୋଗୁ ଆୟେଶ କରୁଥିଲେ...
@unknownfacts5931
@unknownfacts5931 2 ай бұрын
ମୁଁ ବି bjp କୁ ଭୋଟ ଦେଇଛି, ଆଉ ମୁଁ ବି ଦେଖିବି ୬ ମାସ ଭିତରେ bjp କଣ କାମ କରିଛି।
@purnachandrarout321
@purnachandrarout321 2 ай бұрын
Right
@Radhashyam515
@Radhashyam515 2 ай бұрын
Ame sabhia dekhiba bjp kemiti kama karuchanti
@satyasankar1
@satyasankar1 2 ай бұрын
ସାର୍, ଆପଣଙ୍କ ବିଶ୍ଳେଷଣ ଅତ୍ୟନ୍ତ ଚମତ୍କାର। ଭ୍ରଷ୍ଟ ଶଙ୍ଖ ଦଳ ର ପତନ ନିହାତି ଜରୁରୀ ଥିଲା।
@chakradharswain9603
@chakradharswain9603 2 ай бұрын
ଆଜ୍ଞା, ମୋ ଦୃଷ୍ଟିରେ ବି, ଯେ, ଡି ଦଳର ମନ୍ତ୍ରୀ ଓ ବିଧାୟକ ମାନେ ହିଁ ଦାଇ, 👍👍👍
@pratapchandramohapatra2118
@pratapchandramohapatra2118 2 ай бұрын
ମୁଁ ଗୋଟିଏ କଥା ବୁଝିପାରୁନାହିଁ ଯେ ଭ୍ରଷ୍ଟ ଶାସନ ଉପଭୋଗ କଲାବେଳେ Pandian hero khyamata chaligala pare Pandian dosi, ଓଡ଼ିଶା ର ମୂର୍ଖ ଭୋଟର୍ ମନେରଖ ତମେ Naveen ku ଭୋଟ deithila Pandian ku nuhan
@user-dp8ou6kq6g
@user-dp8ou6kq6g 2 ай бұрын
ନବିନ୍ ଦାସ କଲମଖଡ୍ଗ ଧରି ଧ୍ବଂସ କରିଦେଲେ ବିଜେଡି କୁ
@aruppattnaik8368
@aruppattnaik8368 2 ай бұрын
ଯାହାହେଉ ସମୟ ପୂର୍ବରୁ ଲୋକେ ବୁଝିପାରିଲେ ଜଣେ ଅଣ ଓଡିଆ ବ୍ୟକ୍ତି କିପରି ଓଡିଶାର ସର୍ବେସର୍ବା ହେବାରୁ ଯାଉଥିଲେ ।
@santoshkumarsahoo8671
@santoshkumarsahoo8671 2 ай бұрын
ଯେ ଆଜି ପର୍ଯ୍ୟନ୍ତ ଓଡ଼ିଆ କହିପାରିଲେ ନାହିଁ, ବିଧାନସଭାରେ ଅଧିକାଂଶ ସମୟ ଅନୁପସ୍ଥିତି, ନିଜ ବିଧାୟକଙ୍କ ନାମ ଜାଣି ନାହାଁନ୍ତି, ଆଜି ପର୍ଯ୍ୟନ୍ତ ଟଙ୍କା ବାଣ୍ଟି ବାଣ୍ଟି ନିର୍ବାଚନ ଜିତି ଆସିଛନ୍ତି,ସେ କିପରି ଲୋକପ୍ରିୟ ଆଉ ମହାପୁରୁଷ ହୋଇଗଲେ 😅😅
@santoshsahoo2727
@santoshsahoo2727 2 ай бұрын
Right.
@ajayajena1410
@ajayajena1410 2 ай бұрын
Right👌
@jagabandhudakua9592
@jagabandhudakua9592 2 ай бұрын
ଲୋକ ଭଗବାନ ବି ବନେଇ ସାରିଲେଣି ଏବେ ଯଦି ନବୀନ ମରିଯିବେ ମନ୍ଦିର ବି ବନେଇ ଦେବେ🤣🤣🤣
@PURNA7382
@PURNA7382 2 ай бұрын
25 ବର୍ଷ ଧରି ଓଡ଼ିଶାର ଲୋକଙ୍କୁ ମାଗଣା ଖାଇବା ପାଇଁ ଦେଇ ଅଳସୁଆ କରିଦେଲେ, ଏଥି ପାଇଁ ନବୀନ ବାବୁ ଏକ ଅଯୋଗ୍ୟ ମୁଖ୍ୟମନ୍ତ୍ରୀ।
@alekhkumarswain5202
@alekhkumarswain5202 2 ай бұрын
Modi ajogya karan tume para sabu kahucha eta central dauchi, tahele kia alasua kala loka mananku, thik se bujhiki kuha
@PrafulaSwain-xe5sz
@PrafulaSwain-xe5sz 2 ай бұрын
Akdam 100% correct
@user-dp8ou6kq6g
@user-dp8ou6kq6g 2 ай бұрын
ନବିନ ମସିହା ତ୍ରାଣକର୍ତ୍ତା ଯୀଶୁଖ୍ରୀଷ୍ଟଙ୍କ ଅବତାର {ନୁଆ ପୋପ୍) ଇଟଲୀ ଯାଆନ୍ତୁ
@subhransunaik9535
@subhransunaik9535 2 ай бұрын
🙏🙏
@AlineOp
@AlineOp 2 ай бұрын
ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ୍ ପ୍ରକୃତ ଏଗୁମର କଥା ଏଭାଟ ସବୁ ନବିନା ଗୁଣକୁ ଜାଣ
@prasannapadhi6123
@prasannapadhi6123 2 ай бұрын
ସବୁ ନବୀନ ପଟ୍ଟନାୟକଙ୍କ ଯୋଗୁଁ ଏଭଳି ଅବସ୍ଥା ହୋଇଛି,
@jayantidas8179
@jayantidas8179 2 ай бұрын
Naa Sabu BJD MLA manannka payin heichhi
@shishirpradhan7870
@shishirpradhan7870 2 ай бұрын
ବୁଢା ସମୟରେ ଵିଜୁ ବାବୁ ଦିଲୀପ ରାୟ ଘରେ କଣ ପାଇଁ ରହିଲେ? ଦୁଇ ଟା ପୁଅ ତ ଥିଲେ
@santoshsahoo2727
@santoshsahoo2727 2 ай бұрын
You are right.
@chandobonga180
@chandobonga180 2 ай бұрын
Tome janichho ki kn pai rohithile ki logic 😂😂😂😂
@BishnucharanRay-xy5ox
@BishnucharanRay-xy5ox 2 ай бұрын
ନିର୍ଭୟ ତାର ନିଜର କର୍ତ୍ତବ୍ୟ ସବୁବେଳେ ଠୀକ ଭାବରେ କାର୍ଯ୍ୟ କରିବ ବୋଲି ଓଡିଶା ବାସି ଆଶା କରୁଛନ୍ତି
@rjsoy4432
@rjsoy4432 2 ай бұрын
June 10 ଠାରୁ ଜଣା ପଡ଼ିବ 6 ମାସ ମଧ୍ୟ କି ପ୍ରକାର reaction ଆସୁଛି ନିର୍ଭୟ ରୁ ❤
@LingarajSenapati-dk5kc
@LingarajSenapati-dk5kc 2 ай бұрын
Bijaya Mohapatra nka avisapare Naveen pangu hoijibe
@SabyasachiBaldev
@SabyasachiBaldev 2 ай бұрын
Good one. ​@@rjsoy4432
@JayadevSingh-vl7px
@JayadevSingh-vl7px 2 ай бұрын
ଆପଣଙ୍କ ପ୍ରକୃତ ତଥ୍ୟ ସାଧାରଣ ଜନତାଙ୍କ ନିକଟରେ ପହଁଞ୍ଚାଇଥିବାରୁ ଧନ୍ୟବାଦ
@manojsethi2340
@manojsethi2340 2 ай бұрын
You are rocking Sir with such great data. Journalist should learn from you
@hemantakumarmohanty849
@hemantakumarmohanty849 2 ай бұрын
ନବୀନ ପଟ୍ଟନାୟକ ଙ୍କ ସବୁ ଛଳନା
@dinabandhuprusty3568
@dinabandhuprusty3568 2 ай бұрын
ବାପ ମା ନିଜ ପିଲାଙ୍କୁ ଅନ୍ଧ ଭଳି ଭଲ ପାଇଲେ, ପିଲାର ଭାବିଷ୍ୟତ ନଷ୍ଟ ହୁଏ,
@AbinashTripathy-yv9ck
@AbinashTripathy-yv9ck 2 ай бұрын
Hau ebe America like banchi be sabu dekhba
@laxmidharnayak4191
@laxmidharnayak4191 2 ай бұрын
Excellent presentation dhanyabad ji 🙏. You are absolutely right.
@gyanbhagya555
@gyanbhagya555 2 ай бұрын
ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ବାବୁ 24 ବର୍ଷ ଭିତରେ ଓଡ଼ିଆ ଭାଷା ଶିଖି ପାରିଲେ ନାହିଁ 😢
@bhawanidash1921
@bhawanidash1921 2 ай бұрын
ପ୍ରଶାନ୍ତ ଜଗଦେବଙ୍କ ଉକ୍ତି ଅନୁସାରେ ନବୀନ ବାବୁ ଓଡ଼ିଆଙ୍କୁ " ସାଲା ଓଡ଼ିଆ " ବୋଲି କୁହନ୍ତି । ଆମେ ତ ସେମିତି କିଛି ମହା ପୁରୁଷ ର ଗୁଣ ଦେଖୁନାହୁଁ। ଓଡ଼ିଶା ଲୋକେ ଏମିତି କଣ ତାଙ୍କ ପାଖରେ ଦେଖିଲେ ...… ୨୫ ବର୍ଷ ଗୋଟିଏ ମୂର୍ଖ ହାତରେ ଟେକି ଦେଲେ।
@Rkdas1264
@Rkdas1264 2 ай бұрын
Any proof...it was just a narrative set by BJP and jagdev to defeat bjd
@nrushinghnathsahu1630
@nrushinghnathsahu1630 2 ай бұрын
ରାଜନୀତି ରେ ସବୁଠାରୁ କ୍ରୁର ଓ କୃତଘ୍ନ ବ୍ୟକ୍ତିତ୍ୱ ଅଧିକାରୀ ହେଲେ ନବୀନ୍ ପଟନାୟକ.
@Dillip5331
@Dillip5331 2 ай бұрын
Ekdam 100% right bro Naveen beiman
@Manoranjansahoo34680
@Manoranjansahoo34680 2 ай бұрын
ମନକଥା କହିଦେଲେ ଭାଈ, ବହୁତ ବହୁତ ଧନ୍ୟବାଦ 👌👌👌
@sysam5648
@sysam5648 2 ай бұрын
Tu maghia sabuthu bada nimak haram beiman bedha chhua
@GuruCharanRout-lu7ch
@GuruCharanRout-lu7ch 2 ай бұрын
Beiman Nabin😂😂😂😂😂😂😂😂😂
@kishorchsrichandan307
@kishorchsrichandan307 2 ай бұрын
Time comes for the jail
@banitamishra957
@banitamishra957 2 ай бұрын
Very good
@chandradhwajasahu
@chandradhwajasahu 2 ай бұрын
ଗଭୀର ଅନୁଧ୍ୟାନ ସମ୍ବଳିତ,ତାତ୍ପର୍ଯ୍ୟପୂର୍ଣ ଉପସ୍ଥାପନା।🎉
@geetaranisamal6638
@geetaranisamal6638 2 ай бұрын
ସୁନ୍ଦର୍ ବିଶ୍ଳେଷଣ ସାର୍। ଅଜସ୍ର ଧନ୍ୟବାଦ ଆଜ୍ଞା।
@suryakantamohanty8276
@suryakantamohanty8276 2 ай бұрын
ସ୍ଵୟଂ ଜଗନ୍ନାଥଙ୍କ ଦଣ୍ଡାଦେଶ, ଜଗା ଯାହାକୁ ଦଣ୍ଡ ଦିଏ ସେ ତିନି ପାଞ୍ଜି ରୁ ଯାଏ.... ନବୀନ ପଟ୍ଟନାୟକ ଜଣେ ଶୁଦ୍ଧ ଖ୍ରୀଷ୍ଟିଆନ।
@ramkrishnapadhi1550
@ramkrishnapadhi1550 2 ай бұрын
😊
@souravparida-ld4by
@souravparida-ld4by 2 ай бұрын
ଅପୋନୋ ନିଜ ଆଖି ଏବଂ,TRP ବଢେଇବା ପାଇଁ ଯେଉଁ ବଦନାମ କରୁଛନ୍ତି ଏଇଟା କଣ ତୁମ ଭୋଳି ସାମ୍ବାଦିକ
@anupamamishra9496
@anupamamishra9496 2 ай бұрын
ନବୀନ ପଟ୍ଟନାୟକଙ୍କ ‌ସହିତ ଆପଣଙ୍କ ର କିଛି ଶତ୍ରୁତା ଭାବ ଅଛି କି
@nirmaldas8945
@nirmaldas8945 2 ай бұрын
I also feel the same because the way he always portrays Naveen Pattnaik indicates some kind of enmity with him. But doesn't utter a single word for bjp persons. Ohhh sorry..!! bjp is not a party rather it's a washing machine; so no matter how untidy a person morally or politically is, he gets cleaned just by joining that party. Height of stereotype..!!
@gourangasa6027
@gourangasa6027 2 ай бұрын
ନବୀନ ପଟ୍ଟନାୟକ ଜଣେ ଧୃତ ବ୍ୟକ୍ତି। ଠିକ ନୀଳ ବର୍ଣ୍ଣ ଶୃଗାଳ ପରି। ନିଜକୁ ଓଡ଼ିଶା ର ରାଜା ବୋଲି ଭାବୁଥିଲେ ଓ ଓଡ଼ିଶା ର ରାଜ କୋଷ କୁ ଲୁଟ କରୁଥିଲେ।
@Rkdas1264
@Rkdas1264 2 ай бұрын
Baseless allegations...if you do possess such proof give us
@lipun1531
@lipun1531 2 ай бұрын
Yogi, kejriwal, modi naa re case dekh aau nabin naa re dekh kie bhala
@upendrakumarswain2211
@upendrakumarswain2211 2 ай бұрын
ନବୀନ ବାବୁ ଜଣେ ସ୍ବେଚ୍ଛାଚାରୀ।ସବୁ ଦୋଷ ତାଙ୍କର। ପଣ୍ଡିଆନଙ୍କୁ ଦୋଷ ଦେଇ ଖସି ଯିବାକୁ ଚେଷ୍ଟା କରିବା ବୃଥା ପ୍ରୟାସ। ବିଜୟ ମହାପାତ୍ର, ରାମକୃଷ୍ଣ ପଟ ନାୟକ , ନଳିନୀ ମହାନ୍ତି, ବୈଜୟନ୍ତ ପଣ୍ଡା, ଦାମ ରାଉତ, ଏପରି ଅନେକ ଙ୍କୁ କାଢ଼ିବା ନିଜର ଛଳନା ର ନମୁନା। ସେ ନିଜେ ହିଁ ଓଡିଶା ବାସୀଙ୍କୁ ଠକିଛନ୍ତି
@tapasswain3231
@tapasswain3231 2 ай бұрын
Exactly sabu Nabin Babu nka janat re hela.
@user-zs2tc8kf3v
@user-zs2tc8kf3v 2 ай бұрын
@bibekstorm5120
@bibekstorm5120 2 ай бұрын
Jay jagannath Atisundar advice 🙏
@sumantapradhan9491
@sumantapradhan9491 2 ай бұрын
🙏🙏ସାର୍ ଆପଣଙ୍କ ଠାରୁ ଆମେ ବହୁତ କିଛି ଅଜଣା କଥା ଜାଣିବାକୁ ପାଉଥିବାରୁ ବହୁତ ବହୁତ ଧନ୍ୟବାଦ🙏🙏🙏🙏🙏
@prafullakumarsahoo2639
@prafullakumarsahoo2639 2 ай бұрын
ଏ ମହାପୁରୁଷ ନିଜେ ସଦାନିଶାଗ୍ରସ୍ତ। ରାଜ୍ୟକୁ ମଦୁଆରାଜ୍ୟରେ ପରିଣତ କରୁଥିବା ଜଣେ ଶାସନକର୍ତା।
@sushantadevta9225
@sushantadevta9225 2 ай бұрын
ବରଗଡ଼ ଜିଲ୍ଲାର ୫ଟି କୃଷି ଭିତ୍ତିକ ଶିଳ୍ପକୁ ବନ୍ଦ କରି ଜିଲ୍ଲା କୁ ଶିଳ୍ପ ବିହିନ କରିଛନ୍ତି ।
@odishatoday24x76
@odishatoday24x76 2 ай бұрын
@ranjitkumarbehera4669
@ranjitkumarbehera4669 2 ай бұрын
Aau modi ra kala karna ame dekhiba ku icchuka
@sushantadevta9225
@sushantadevta9225 2 ай бұрын
@@ranjitkumarbehera4669 you are right .
@krushnaprasadmohanty3831
@krushnaprasadmohanty3831 2 ай бұрын
ଧନ୍ୟବାଦ - ନବୀନ ଦାସ
@supriyasutar8173
@supriyasutar8173 2 ай бұрын
You are great 👍 sir Bohut sunder au chamatkar bishllesana❤ God bless you sir ❤
@munatv4313
@munatv4313 2 ай бұрын
ବିରୋଧୀ ଠିକସେ ନ ଥିବାରୁ ନବୀନ କ୍ଷମତା ଉପଭୋଗ କରୁଥିଲେ
@purnachandrarout321
@purnachandrarout321 2 ай бұрын
Right
@hariomm2301
@hariomm2301 2 ай бұрын
ପିତାମ୍ବର ଆଚାର୍ଯ୍ଯ ହିଞିଳିରେ ଲଢିଥିଲେ ଓ ପ୍ରଦୀପ ପାଣିଗ୍ରାହୀ ଛାତି ହାଡ ଭାଂଗି ନଥିଲେ ମାତାଲି , ଓଡିଆ ମାନଂକୁ ଘୃଣା କରୁଥିବା😂ମୁଖ୍ୟମନ୍ତ୍ରୀ ପରାଜୟ ହୋଇ ଥାନ୍ତେ😂😂😂
@Manoranjansahoo34680
@Manoranjansahoo34680 2 ай бұрын
100% ✅👌👌👌
@beautyofnaturebk2210
@beautyofnaturebk2210 2 ай бұрын
Sure
@Ambulrai
@Ambulrai 2 ай бұрын
Pura thik katha
@santoshsahoo2727
@santoshsahoo2727 2 ай бұрын
Right sir.
@dayasagarkalta8157
@dayasagarkalta8157 2 ай бұрын
200% thik katha
@pradipkumardasdas7184
@pradipkumardasdas7184 2 ай бұрын
Nobody making Naveen babu a God... But he is no doubt a legend... A mass leader
@RituPriya-nd5op
@RituPriya-nd5op 2 ай бұрын
Jai Naveen forever always in our heart❤😢😢
@geetaranisamal6638
@geetaranisamal6638 2 ай бұрын
Pandian ଜେଲ୍ ଯିବା ପରେ ଏମାନଙ୍କ hang over ସରିବ ଓ sir ଡାକିବା ଭୁଲିବେ।
@DR.B.NAYAK1980
@DR.B.NAYAK1980 2 ай бұрын
ଯିଏ ମହାପୁରୁଷ ତାଙ୍କ ପାଇଁ କୌଣସି ପ୍ରଚାର କରିବାକୁ ପଡେନାହିଁ l କୀର୍ତ୍ତି ଆପେ ଆପେ ଖେଳିଯାଏ l ଚାଣକ୍ୟଙ୍କ ସମୟର ଆତ୍ମଗର୍ବୀ ଧନନନ୍ଦ ଯେପରି ଅରଣ୍ୟ ଉଲ୍ଲାସ କରୁଥିଲା l
@JaydebSahu-ry6pz
@JaydebSahu-ry6pz 2 ай бұрын
Thanks again.Navin Dash
@kalpanasahoo5267
@kalpanasahoo5267 2 ай бұрын
Sir you are the best journalist in odisha.. Jai jagannath...
@learntogether8344
@learntogether8344 2 ай бұрын
ଆପଣ ଗୋଟେ କଥା ଲକ୍ଷ କରିଛନ୍ତି.. ନବୀନ ସଭା ରେ ବସିବା ବେଳେ ତାଙ୍କ ପାଇଁ ଏକ ସୋତନ୍ତ୍ର chair ପଡେ ଅନ୍ୟ ମାନେ ଦୂରେଇକି ବସନ୍ତି.. ଏତେ ଅହଂକାର
@bijaykhuntia868
@bijaykhuntia868 2 ай бұрын
Pretty junior...
@jyotirmayjena1869
@jyotirmayjena1869 2 ай бұрын
ଯଦି ବିଜେଡି ଦଳ ଭିତରେ ଖୋଲାେଖାଲି ଗଣମାଧ୍ୟମରେ ପାଣ୍ଡିଆନ୍ ବିରୋଧରେ ବିଷୋଦଗାର ଏବଂ ବିରୋଧ ନହୁଏ ତେବେ ଜାଣିବାକୁ ପଡିବ ଯେ ପାଣ୍ଡିଆନ୍ ର ଦଳ ଉପରେ ପ୍ରଭାବ ରହିଛି । ଭିତରେ ଭିତରେ ସବୁ ନେତା ପାଣ୍ଡିଆନ୍ ସହିତ୍ ଟଚ୍ ରେ ଅଛନ୍ତି ।
@tapasswain3231
@tapasswain3231 2 ай бұрын
Hmm thik analysis kaarichanti
@parsuramsahoo7509
@parsuramsahoo7509 2 ай бұрын
ଆଗାମୀ ଦିନରେ ଆପଣଙ୍କ ସାମ୍ବାଦିକ ତା ଓଡ଼ିଶା ଦେଖିବ ଅପେକ୍ଷା ରହିଲା ।ଧନ୍ୟବାଦ୍ ।🎉🎉🎉🎉🎉
@sharatsambhara3732
@sharatsambhara3732 2 ай бұрын
ଆପଣ ଭାବୁଛନ୍ତି ଯିଏ ଯାହା କହୁଛନ୍ତି ସବୁ ଖରାପ ଆପଣ ବହୁତ୍ ଭଲ ଲୋକ। ଅନାବଶ୍ୟକ କଥା କାହିକି କହି ଭାଲେଇ ହେଉଛନ୍ତି। ସମସ୍ତେ ସବୁ କଥା ଜାଣନ୍ତି ବେଶି ପାଜେଇ ହୁଅନି।
@prafullachandrabeura8672
@prafullachandrabeura8672 2 ай бұрын
ସତ୍ୟ କହିଲେ ବହୁତ୍ ବାଧିବ
@santoshnarayanbhagat2437
@santoshnarayanbhagat2437 2 ай бұрын
Jay jagannath
@bbiswal9812
@bbiswal9812 2 ай бұрын
ମଡର୍ଣ୍ଣ ଆଉରଙ୍ଗଜେବ ଉପାଧି ଟି ଖୁବ୍ ଭଲଲାଗିଲା
@jayantakumarmohanty9050
@jayantakumarmohanty9050 2 ай бұрын
Yes ...."Modern Aurangzeb"...perfect comparison.
@sarojkar1469
@sarojkar1469 2 ай бұрын
ଯେଉଁ ଭାଟ ଗୋଷ୍ଠୀ ନବୀନ ପଟ୍ଟନାୟକଙ୍କୁ ଦେବତୁଲ୍ୟ ରୁପାୟନ କରୁଛନ୍ତି ସେମାନଙ୍କର ଏବେ ମଧ୍ୟ ଯୋଗ୍ୟତା ନାହଁ ନିଜ ଆଦର୍ଶରେ ନିର୍ବାଚନ ଜିତିବା ପାଇଁ। ତେଣୁ ନବୀନ ଛତା ବ୍ୟତୀତ ସେମାନଙ୍କର ସ୍ଥିତି ନାହଁ। ଉଦ୍ଦେଶ୍ୟ ହେଉଛି ୨୦୨୯ ନିର୍ବାଚନ ବେଳକୁ ନବୀନ ଫଟୋଚିତ୍ର ଦେଖାଇ ନିର୍ବାଚନ ବୈତରଣୀ ପାର ହେବା।
@santoshsahoo2727
@santoshsahoo2727 2 ай бұрын
Right.
@gobindachandranayak9576
@gobindachandranayak9576 2 ай бұрын
ନବିନ ବାବୁ ଆପଣଙ୍କର ଷ୍ଟାଇଲ ଟିକେ ଅଧିକା ହେଉଛି
@natabarbehera1063
@natabarbehera1063 2 ай бұрын
Absolutely right
@saratsenapati7145
@saratsenapati7145 2 ай бұрын
ଅଭିମନ୍ୟୁ ହାରିକି କି ବି ଅଜେୟ ହୋଇଯାଇଥିଲେ ! #ମନମୋହନ ସାମଲ
@purnachandrarout321
@purnachandrarout321 2 ай бұрын
Yes
@rameshsahoo6442
@rameshsahoo6442 2 ай бұрын
କୁମ୍ଭୀର ନେଇ ନଦୀ ମଝିରେ ପହଁଚିଲାଣି କିନ୍ତୁ ବିଜୁ ଜନତା ଦଳର ନେତା ମାନେ କହୁଛନ୍ତି ପିଲା ପଂହଁରୁଛି ଗାଲୁଆରେ ଚରମ ସୀମାରେ
@shivarampradhan8049
@shivarampradhan8049 2 ай бұрын
5 year re dekhibani tama sarkar kn chideipakeiba
@shubhammohanty6199
@shubhammohanty6199 2 ай бұрын
​@@shivarampradhan8049ଗେଣ୍ଡା ତୋ' କଥା ଆଗେ ବୁଝାହେବ ଏବଂ ତୋ' କଷ୍ଟ ଦୂର କରାଯିବ 😂
@shivarampradhan8049
@shivarampradhan8049 2 ай бұрын
@@shubhammohanty6199 tu sabu chodi pakeibu bujhilu oukat vita re rahiki katha he
@shivarampradhan8049
@shivarampradhan8049 2 ай бұрын
@@shubhammohanty6199 andha vakta jete bele to maa aau bhauni langala heiki bulibe setebele janibu nabin pattnaik kn bujhilu
@shubhammohanty6199
@shubhammohanty6199 2 ай бұрын
@@shivarampradhan8049 ମାଗେଣାଖିଆ ତୁ ମଦ, ମାଂସ ପାଇଁ ପାଣ୍ଡୁ ପାଖରେ ନିଜ ପରିବାରର ସବୁ ମାଇକିନିଆଙ୍କୁ ଶୁଆଇଛୁ ‌। ତୁମମାନଙ୍କର ହିସାବ ହେବ ବେ ଗେଣ୍ଡାଗୋଷ୍ଠୀ ‌ ଅପେକ୍ଷା କର । ସେ କୁହାଳିଆ ପାଣ୍ଡୁ ତ କୁଆଡ଼େ ଲୁଚିଲାଣି ‌ । ମନେରଖ ସେ ବିଜେଡ଼ି ଠାଣି ଛାଡ଼। ଏବେ ବିଜେପି ସରକାର । ତୋ' ଠିକଣା ହଜେଇ ଦିଆଯିବ ଦାରୀ ପିଲା ପଚା ଗେଣ୍ଡା 😂
@KanhuCharan-zn3ey
@KanhuCharan-zn3ey 2 ай бұрын
Absolutely right sir.
@binodkumardas
@binodkumardas 2 ай бұрын
I request you one episode for Modi. Diving, luxury life etc..
@umakantapriyadarshi1372
@umakantapriyadarshi1372 2 ай бұрын
ନବୀନ ପଟନାୟକ ସବୁଠୁ ବଡ ଧୋକାବାଜ..
@santoshsahoo2727
@santoshsahoo2727 2 ай бұрын
Right.
@jharanapradhan7836
@jharanapradhan7836 2 ай бұрын
କ୍ରୀତଦାସ ମାନେ ଏପର୍ଯ୍ୟନ୍ତ ଦାସତ୍ୱରୁ ମୁକ୍ତି ପାଇ ନାହାଁନ୍ତି। ସେଥିପାଇଁ ପାଣ୍ଡିଆନ୍ କୁ ସାର୍ କହିବାକୁ ଏମାନେ ପାଛେଇବେ କେମିତି ଯେ??
@susenmallick7269
@susenmallick7269 2 ай бұрын
ମୁଦିର ନୁହେଁ ସାର ତାହା କେନ୍ଦ୍ରର ଯଜନା 2013ରେ ତାହା ମନମହନ ପ୍ରଧାନ ମନ୍ତ୍ରୀ ଥିଲାବେଳେ
@samalsb9
@samalsb9 2 ай бұрын
Thank you Sir❤
@bijayanandasatpathy9488
@bijayanandasatpathy9488 2 ай бұрын
ଯଦି ଅନ୍ଧାରୀ ବିଜେ ନା କରିଥାନ୍ତେ ତେବେ 15 ଭିତରେ ସୀମିତ ରହି ଯାଇଥାନ୍ତେ ।
@arunakumardash2850
@arunakumardash2850 2 ай бұрын
ନିରୁତା ସତ୍ୟ କଥା
@ArunDas-hc5zz
@ArunDas-hc5zz 2 ай бұрын
ଓଡ଼ିଶା ରେ ଯଦି ୧୦% ଗରିବ ୭୦%ବୋଲି ପ୍ରଚାର/ରୋଦନ କରୁଥିଲେ ଆଗରୁ ।
@manmathtulo8661
@manmathtulo8661 2 ай бұрын
ନମସ୍ତେ । ମହାପୁରୁଷଙ୍କ ପରିଭାଷାକୁ ବୁଝାଇବାକୁ ଯାଇ ବହୁତ ବଢ଼ିଆ ଉଦାହରଣ ଦେଇଛନ୍ତି । ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ ।
@priyaranjanmohanty1422
@priyaranjanmohanty1422 2 ай бұрын
Many thanks to you Sir ❤
@bulusethy9220
@bulusethy9220 2 ай бұрын
❤❤❤ ଜୟ ଜଗନ୍ନାଥ ସ୍ଵାମୀ ନୟନ ପଥଗାମୀ ଭବତୁ ମେ ୧
@prakashpanigrahi6393
@prakashpanigrahi6393 2 ай бұрын
ସମସ୍ତେ କହୁଛନ୍ତି ନବୀନ ବାବୁ ଭଲ ଲୋକ, ଭଲ କାମ କରିଛନ୍ତି, ଏବେ ମଧ୍ୟ ସେ ଓଡିଶା ଲୋକଙ୍କ ହୃଦୟରେ ଅଛନ୍ତି। ଲୋକଙ୍କ ମନର କଥାକୁ ବୁଝି ପାରୁଛନ୍ତି। ଏସବୁ ସତ୍ବେ ସେ ପାଣ୍ଡିଆଙ୍କ ମନର କଥା ବୁଝିପାରିଲେନାହିଁ କେମିତି? ଏହାର ଉତ୍ତର କିଏ ଦେବ ?
@RanjanMohanta-jd2vg
@RanjanMohanta-jd2vg 2 ай бұрын
Navin ta hin harami
@AbhaCreations.
@AbhaCreations. 2 ай бұрын
Nice Analysis Sir
@lokeswarpadhan4307
@lokeswarpadhan4307 2 ай бұрын
Adject analysis. Thanks for your presentation.
@SWATAHSIDDHADAS
@SWATAHSIDDHADAS 2 ай бұрын
True Analysis
@saratsenapati7145
@saratsenapati7145 2 ай бұрын
Sir ମନମୋହନ ଭାଇଙ୍କ ବିଷୟ ରେ କୁହନ୍ତୁ sir ଆଜି ଓଡ଼ିଶାର ଅସ୍ମିତାର ବିଜୟ ହୋଇଛି, ଓଡ଼ିଶା ତାମିଲ୍ ଶାସନ ରୁ ମୁକ୍ତ ପାଇଛି ସବୁ ଶ୍ରେୟ ମନମୋହନ ସାମଲ ଭାଇଙ୍କୁ ଯିବା ଦରକାର ତାଙ୍କ ବିଷୟ ରେ କୁହନ୍ତୁ 🙏
@Dillip5331
@Dillip5331 2 ай бұрын
Right bro ❤
@YajnaseneeRout
@YajnaseneeRout 2 ай бұрын
Great Analysis Sir
@bhubanbehera2379
@bhubanbehera2379 2 ай бұрын
Victory has many father.Vanquished has none.Rise and fall of political carrier of Nabin Patnaik is no exception.
@joyfullifeenjoyeverymoment4602
@joyfullifeenjoyeverymoment4602 2 ай бұрын
ସବୁ ଭୁଲ ବିଜେଡି ସୁପ୍ରିମଙ୍କ
@ashokkumarpanda5127
@ashokkumarpanda5127 2 ай бұрын
Jay Shree Jagannath/Shree Ram 🙏🏼
@tapannayak8126
@tapannayak8126 2 ай бұрын
ଅଯଥା ରେ ସମାଲୋଚନା କରନ୍ତୁ ନାହିଁ । ଏଇଟା ଆପଣଙ୍କର ନିଜ ମାନସିକତା ।
@basantamanjarisahoo6673
@basantamanjarisahoo6673 2 ай бұрын
Jai Shreeram Sampurna Nichhak katha kahichhanti apana 🎉🎉🎉🎉🎉🎉🎉
@YadavDash
@YadavDash 2 ай бұрын
Mu apananka kathare 100%agree
@dipakkar1764
@dipakkar1764 2 ай бұрын
Jay jaganath 1st comment sir
@harekrishnasahoo3207
@harekrishnasahoo3207 2 ай бұрын
100% correct.
@prafullakumarsahoo1353
@prafullakumarsahoo1353 2 ай бұрын
ଆପଣ ନିରପେକ୍ଷ ଭାବରେ ଏଭଳି ସତ୍ୟ ଉପସ୍ଥାପନ କରିଚାଲନ୍ତୁ। ସାଧାରଣ ଲୋକେ କିଛି ଭିତିରି କଥା ଜାଣିପାରିବେ। ଧନ୍ୟବାଦ।
@sarojnaik3521
@sarojnaik3521 2 ай бұрын
ଦେବତା କଣ ମଦ ପିଅନ୍ତି?
@santoshsahoo2727
@santoshsahoo2727 2 ай бұрын
Right.
@lipun1531
@lipun1531 2 ай бұрын
Nabin debata ki😂 thare daitari kahothila
@priyaranjannayak2844
@priyaranjannayak2844 2 ай бұрын
Debata mane madira pana karanti. Jatha Deba Raj Indra
@debashishacharya3814
@debashishacharya3814 2 ай бұрын
ଦଳର ପ୍ରମୁଖ ତଥା ବରିଷ୍ଠ ନେତାମାନେ ମଧ୍ୟ ବର୍ତ୍ତମାନ ପର୍ଯ୍ୟନ୍ତ ନିଜର ଦୋଷ ଦୁର୍ବଳତାକୁ ସ୍ୱୀକାର କରି ବାକୁ ନାରାଜ ଏହାର ମାନେ ବୁଝିବାକୁ ଅସମ୍ଭବ ମନେ ହେଉଛି ।
@futurevisioninfratechpriva4498
@futurevisioninfratechpriva4498 2 ай бұрын
Absolutely truth sir
@BenudharDash-mc4hh
@BenudharDash-mc4hh 2 ай бұрын
Too Important point you Express
@Bigsauction2234
@Bigsauction2234 2 ай бұрын
ବିଜେପୁର ବାସୀଙ୍କୁ ଯେମିତି ନବୀନ ବାବୁ କନ୍ଦେଇ,ନିଜ ଗାଦିକୁ ସମ୍ଭାଳି ରଖିଥିଲେ।ସେହିପରି ସ୍ଥିତି କଣ୍ଟାବାଞ୍ଜି ଲୋକ ତାନ୍ତୁ କନ୍ଦେଇ ଗାଦିରୁ କଢ଼ିଦେଲେ । ଏ ହିଁ ସତ୍ୟଯୁଗ ର ଆରମ୍ୱ?
@pritam_rout
@pritam_rout 2 ай бұрын
Hinjili ra future barbad
@laxmiprasadmohanty3690
@laxmiprasadmohanty3690 2 ай бұрын
​Why future of Hinjili is Barbad ?​@@pritam_rout
@lipun1531
@lipun1531 2 ай бұрын
Kalijuga sarini satyajuga asichi kahuchi😂 Ayodhya re kan hela yogi upare bulldozer chadhigala
@gunasagarpatra5642
@gunasagarpatra5642 2 ай бұрын
ଓଡ଼ିଶା ର ନାରଦ ନବୀନ ଦାସ୍
@BikashkuSahoo-ed9cc
@BikashkuSahoo-ed9cc 2 ай бұрын
Panidian
@user-ig4ok9bh4x
@user-ig4ok9bh4x 2 ай бұрын
100 percent right
@user-ov3vx8lv6t
@user-ov3vx8lv6t 2 ай бұрын
ଓଡିଶା ବାସି ଙ୍କ ହୃଦୟ ରୁ ନବୀନ ବାବୁଙ୍କୁ କେହି ବାହାର କରିପାରିବେନି
@nirmaldas8945
@nirmaldas8945 2 ай бұрын
Very True ❤
@L.kstatus694
@L.kstatus694 2 ай бұрын
ଓଡ଼ିଶାରେ 10% ଗରିବ ଅଛନ୍ତି ନା,ହାରିଲା ପରେ ବି ମିଛ ,ଭଲ ହେଇଚି bjd ହରିଚି ମିଛର ଜୁଗ ଅନ୍ତ ହେଇଚି ,ନବୀନ ମିଚରେ No-1
@brknowledge2139
@brknowledge2139 2 ай бұрын
Kindly check the unemployment rate in odisha compare to other states
@meghdoot8608
@meghdoot8608 2 ай бұрын
​@@brknowledge2139Odisha re loka 5000 re kama karichanti tah unemployment Kam anya state re loka ete Kam re job Karibeni
@Bandanaslifestyle
@Bandanaslifestyle 2 ай бұрын
​@@brknowledge2139jadi 10‰ gariba achanti tebe bpl kete loka pauchanti tike kahibeki.
@trinathpradhan532
@trinathpradhan532 2 ай бұрын
ନବୀନ ଓଡ଼ିଆ ନୁହନ୍ତି ଅଣଓଡ଼ିଆ ଲୋକ...
@debendrakumaracharya4581
@debendrakumaracharya4581 2 ай бұрын
ଯଦି ଓଡ଼ିଶାରେ ୧୦% ଗରିବ ତାହେଲେ ଓଡ଼ିଶାକୁ special status ଦେବାକୁ କାହିଁକି ସବୁବେଳେ କେନ୍ଦ୍ର ପାଖରେ ଦାବି କରୁଥିଲେ।
@Lipun-Das-DirectShot
@Lipun-Das-DirectShot 2 ай бұрын
ଅବତାରୀ ନରେନ୍ଦ୍ର ମୋଦିଙ୍କ ବିଷୟରେ କିଛି କୁହନ୍ତୁ । ସେ ବି ଝୁଲିକି ଅଛନ୍ତି ।
@arabindamishra4045
@arabindamishra4045 2 ай бұрын
କିନ୍ତୁ, ନବୀନ ଙ୍କ ଭଳି ଶାସନରୁ ତଡା ଖାଇ ନାହାନ୍ତି କି ପାଣ୍ଡିଆନ ଭଳି ଗୋଟାଏ ଭସ୍ମାସୁର ସୃଷ୍ଟି କରିନାହାନ୍ତି। ମୋଦିଙ୍କ ନେତୃତ୍ୱ ରେ ବିଜେପି ଓ ଏନଡିଏ ଦେଶର ରେ ସଂଖ୍ୟାଗରିଷ୍ଠତା ହାସଲ କରିଛନ୍ତି ଏବଂ ତୃତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ହେବାକୁ ଯାଉଛନ୍ତି। ସୁତରାଂ, ମୋଦି ଙ୍କ ସହିତ ନବୀନ ତୁଳନୀୟ ନୁହନ୍ତି।
@lipun1531
@lipun1531 2 ай бұрын
​@@arabindamishra4045modi ebe remote control nitish au naidu pakhare chabi
@ajayajena1410
@ajayajena1410 2 ай бұрын
👌👌👌​@@arabindamishra4045
@Lipun-Das-DirectShot
@Lipun-Das-DirectShot 2 ай бұрын
ଭସ୍ମସୁର ସୃଷ୍ଟି କରିନାହାନ୍ତି ସତ କିନ୍ତୁ ମଣିଷ ମଣିଷ ମଧ୍ୟରେ ଧର୍ମକୁ ନେଇ ପାଚେରୀ ସୃଷ୍ଟି କରିଛନ୍ତି । କ୍ଷମତା ଲୋଭରେ ଏତେ ତଳକୁ ଲୋକ ଖସିଯାନ୍ତି ।
@dhaneswardash8114
@dhaneswardash8114 2 ай бұрын
ବହୁତ ବହୁତ ଧନ୍ୟବାଦ
@PravasChandraRout
@PravasChandraRout 2 ай бұрын
I request u not to stop analysing Odisha scenario Thank u sir 🙏❤️
Schoolboy Runaway в реальной жизни🤣@onLI_gAmeS
00:31
МишАня
Рет қаралды 4 МЛН
Before VS during the CONCERT 🔥 "Aliby" | Andra Gogan
00:13
Andra Gogan
Рет қаралды 10 МЛН
Секрет фокусника! #shorts
00:15
Роман Magic
Рет қаралды 43 МЛН
🔵 Unveiling The Truth With Advocate Piku Patnaik || Kanak News
21:44
₹12500 Aid for Landless // New Ration Cards After e-KYC
20:39
OdiaTechBulletin
Рет қаралды 88 М.
Schoolboy Runaway в реальной жизни🤣@onLI_gAmeS
00:31
МишАня
Рет қаралды 4 МЛН