No video

Odisha CM-designate Mohan Charan Majhi listens to grievances of woman, assures full support

  Рет қаралды 753,798

OTV

OTV

Күн бұрын

#ମାଆ_ତମ_ଆଖିରେ_ଲୁହ_କାହିଁକି ?
ବାଟରେ ଅଟକି ଦୁଃଖ ପଚାରି ବୁଝିଲେ ନୂଆ ମୁଖ୍ୟମନ୍ତ୍ରୀ । କହିଲେ, ମା’ ତମ ଆଖିରେ ଲୁହ କାହିଁକି ?
#MohanMajhi #ChiefMinister #OTV #OdishaTV #BJP #Odisha
OdishaTV is Odisha's no 1 News Channel. OTV being the first private satellite TV channel in Odisha carries the onus of charting a course that behoves its pioneering efforts.
Accordingly its charter objectives are FREE, FAIR and UNBIASED. OTV delivers reliable information across all platforms: TV, Internet and Mobile.
Stay tuned for all the breaking news !
Visit Our Website odishatv.in/
News In Odia: otvkhabar.in/
Android App: bit.ly/OTVAndr...
iOS App: bit.ly/OTViOSApp
Watch Live: odishatv.in/li...
KZfaq: goo.gl/Ehz6OP
Watch our latest news in English: bit.ly/3wTgKxc
Facebook: / otvkhabar
OTV English Facebook : / otvnews
Telegram @otvtelegram @otvkhabar
Twitter: / otvnews
Instagram: / otvnews
#OdishaTV #OTV

Пікірлер: 828
@ajayajena319
@ajayajena319 2 ай бұрын
ଆଜି ମୋର‌ ପଞ୍ଜାବ କେଶରୀ ରାଜା ରଣଜିତ ସିଂହଙ୍କ କଥା ମନେପଡିଗଲା।❤ (ରକତ ଗାର ନୁହେଁ ଲୋ ମାଆ ଏତ ମୋ ମଥାର ଟିକା ପ୍ରଜା ଯେବେ ମରେ ପଲ୍ଲୀ ପୁରେ କାହିଁ ଦେଲୁ ମୋତେ ମହାଶିକ୍ଷା)
@user-su2ln3dg9u
@user-su2ln3dg9u 2 ай бұрын
ଭଲ କଥା ଟି କହିଲେ sir
@ManojPradhan-pk6so
@ManojPradhan-pk6so 2 ай бұрын
Right brother
@bhusanalang3108
@bhusanalang3108 2 ай бұрын
Delu mothe mahasikya👍👍👍👍
@dhananjayaghusi6704
@dhananjayaghusi6704 Ай бұрын
Very good sir
@Shripatitapabana
@Shripatitapabana 2 ай бұрын
ଆମ ମୁଖ୍ୟମନ୍ତ୍ରୀ ଆମ ସହ ଦୁଃଖ ସୁଖରେ ରହିଲେ, ଉପରେ ଥାଇ ଭଗବାନ ମୁଖ୍ୟମନ୍ତ୍ରୀ ଙ୍କୁ କୃପା କରିବେ 😊। ଜୟ ଜଗନ୍ନାଥ 🙏🙏🛐🛐
@sumansrinix1990
@sumansrinix1990 2 ай бұрын
ଯାହାହେଉ 25 ବର୍ଷ ପରେ ଜଣେ ଓଡ଼ିଶା ର ମୁଖ୍ୟ ମନ୍ତ୍ରୀ ଓଡ଼ିଆ ରେ ଭାଷଣ ଦେଉଛନ୍ତି। ଦେଖିକି ବହୁତ୍ ଖୁସି ଲାଗିଲା। ଯେଉଁ ପରିପେଖ୍ୟା ଭାବେ ବା ଯେଉଁ ନମ୍ର ଭାବେ ସେ ଅଭିଭାଷଣ ଦେଉଛନ୍ତି । ଲାଗୁଚି ଆଗାମୀ ଦିନରେ,ସେ ଅମୋ ଓଡ଼ିଶା କୁ ଭଲ ଭାବେ ପରିଚାଳିତ କରିପାରିବେ।
@AmarKumar-db7gn
@AmarKumar-db7gn 2 ай бұрын
ପୁରା ସତ କଥା ଟେ କହେଲ 👌👌👌
@flavorofodisha2271
@flavorofodisha2271 2 ай бұрын
Tanku ta Hindi asuni, pura bhulbhal Hindi 😅
@lipanmallick1896
@lipanmallick1896 2 ай бұрын
ଆମ ଓଡିଶା ବାସୀ ଙ୍କ ପାଇଁ ଓଡ଼ିଆ କହି ପାରୁଥିବା ଆଉ ଓଡ଼ିଆ ବୁଝି ପାରୁଥିବା ଲୋକ ଟିଏ​ ....@@flavorofodisha2271
@sidhikumari9025
@sidhikumari9025 2 ай бұрын
​@flavorofodista kn hela hela ama bhaasa odiya to asuchhi na
@flavorofodisha2271
@flavorofodisha2271 2 ай бұрын
@@sidhikumari9025 Odisha re Odia chaliba, but bahara ku Jain, Khandi Hindi kahile aama C.M. nka upare loka hasile aama atma sanman ra katha!! Thik achhi madi chala....
@ratanbhue8232
@ratanbhue8232 2 ай бұрын
ହୃଦୟରୁ ପ୍ରଣାମ ମୁଖ୍ୟମନ୍ତ୍ରୀ sir❤❤❤❤❤ ମୁଖ୍ୟମନ୍ତ୍ରୀ ହେବତ ଏମିତି ଲୋକମାନଙ୍କୁ ବୁଝିବ ଶୁଣିବ ଆଉ ତାଙ୍କ ଅସୁବିଧା ବୁଝି ସମାଧାନ କରିବ ଏଇଟା କେବଳ ଜଣେ ମହିଳା ଆମ ଓଡ଼ିଶାରେ କିଏଯାନେ ଆଉ କେତେ ଏମିତି ଲୋକ କାମ ପାଇଁ ଯାଯାବର ହେଇବୁଲୁଛନ୍ତି ତାଙ୍କ ପାଇଁ କିଛି ଗୋଟେ କରାଯାଉ
@laxmidhardas6096
@laxmidhardas6096 2 ай бұрын
ବହୁତ ଭଲ ଲାଗିଲା ଲୋକଙ୍କ ପାଖରେ ଅଛନ୍ତି
@user-lm6hj4yj7k
@user-lm6hj4yj7k 2 ай бұрын
ନୁଆ ରେ ସବୁ ଆସିବେ ତା ପରେ ଦିଲ୍ଲୀ ରେ ଥିବେ
@ajitkumarsamal7202
@ajitkumarsamal7202 2 ай бұрын
​@@user-lm6hj4yj7kseita ta dekhiba . Bhala kama karibe lokanka saha attach rahibe laguchhi
@The_social_hero
@The_social_hero 2 ай бұрын
natak party ra drama start.....otv carrier
@ajitkumarsamal7202
@ajitkumarsamal7202 2 ай бұрын
@@The_social_hero setebele nandighosh bahut kameichhi aau carrier baneichhi ebe OTV aau
@ranjitdas5250
@ranjitdas5250 2 ай бұрын
ଗେଣ୍ଡାଳିଆ ଙ୍କୁ ଭଲ ଲାଗୁଚି ନା ନାହିଁ
@sachhidanandamallick6433
@sachhidanandamallick6433 2 ай бұрын
ରାଜା ତାକୁ କୁହାଯାଇ ଯିଏ ଲୋକଙ୍କ ସେବା ବିନା ସ୍ୱାର୍ଥ ରେ କରେ 🙏🙏🙏👍👍👍 ଜୟ ଜଗନ୍ନାଥ, ଜୟ ଶ୍ରୀରାମ, ଯାହା ହଉ ଆମ ଓଡିଶା ବାସୀଙ୍କୁ ଭଲ ମୁଖ୍ୟମନ୍ତ୍ରୀ ମିଳିଛି 🙏
@Iamsonofshivbhagwan
@Iamsonofshivbhagwan 2 ай бұрын
ଏ ହେଉଛି ଓଡ଼ିଶାର ମନ୍ତ୍ରୀ
@SunitaKanhar-41
@SunitaKanhar-41 2 ай бұрын
5 yr pai puni aau thare aasiba BJD sarakara
@Odishatoka_07
@Odishatoka_07 2 ай бұрын
ଅନେଇଥ😂​@@SunitaKanhar-41
@sanjubablicreation7654
@sanjubablicreation7654 2 ай бұрын
Khanti odia loka darakar emt ok
@JitrayMarndi-ob1vx
@JitrayMarndi-ob1vx 2 ай бұрын
​@@SunitaKanhar-41Budha setebelaku thiba na.....
@MadMaXCOD-pi4dy
@MadMaXCOD-pi4dy 2 ай бұрын
Bedha chua ta kire. BJD sarkar to bou ku gehithila kire​@@SunitaKanhar-41
@sukramardi4583
@sukramardi4583 2 ай бұрын
ଆଦିବାସୀ ର ହୃଦୟ ବହୁତ ବଡ଼ ତାର ପ୍ରମାଣ ଆଜି ନିଜେ ଜଣେ ଆଦିବାସୀ ଘରୁ ଆସୁ ଆସୁ ଶ୍ରୀଯୁକ୍ତ ମହନ ଚରଣ ମାଝୀ ଦେଖେଇ ଦେଇଛନ୍ତି ସେ ନିଜେ ବି ଜଣେ ଆଦିବାସୀ ହେଇ କି ଆଜି ମୁଖ୍ୟ ମନ୍ତ୍ରୀ ହେଉ ହେଉ ସମସ୍ତଙ୍କ ପାଖରେ ଛିଡା ହେଇ ଦୁଃଖ ବଝୁଛନ୍ତି ଇଏ ହେଉଛନ୍ତି ପ୍ରକୃତ ରେ ମୁଖ୍ୟ ମନ୍ତ୍ରୀ ❤️❤️❤️❤️❤️❤️
@sibaramswain8456
@sibaramswain8456 2 ай бұрын
ଏଠାରେ ଆଦିବାସୀ ଦଳିତ ସବର୍ଣ୍ଣ ଉଚ୍ଚ ନୀଚ କେଉଁଠୁ ଆସିଲା ଭାଇ।।। ପୁଣି ବାଣ୍ଟିବାକୁ ଚାହୁଛ ନା କ'ଣ।।।
@sukramardi4583
@sukramardi4583 2 ай бұрын
@@sibaramswain8456 ଆରେ ନାଇଁ ରେ ଭାଇ ମୋର କହିବାର ମାନେ ଉଚ୍ଚ ନୀଚ ବାଣ୍ଟିବାର ମାନେ ନ ଥିଲା ଏଠି ଯଉ ନବୀନ ଙ୍କ ସରକାର ଯେତେବେଳେ ବେଳେ ଚାଲିଥିଲା ଆଉ ତାପରେ ଏବେବି ନବୀନ ନବୀନ ହଉଛନ୍ତି ତାଙ୍କୁ କେବେ ଲୋକଙ୍କ ଗହଳି ଭିତରକୁ ଯାଇ ଲୋକଙ୍କ ଦୁଃଖ ପଚାରିଛନ୍ତିକି କିନ୍ତୁ ମହନ ବାବୁ ମୁଖ୍ୟମନ୍ତ୍ରୀ ହେଉହେଉ ତାହା କରିକି ଦେଖେଇଲେ ମୁଁ ତ କେବଳ ତାର ତଫାତ ବୁଝେଇବାକୁ ଚେଷ୍ଟା କରିଛି ଆଉ କିଛି ନାଇଁ
@sukramardi4583
@sukramardi4583 7 күн бұрын
@@sibaramswain8456 କାଇଁ !ଆଦିବାସୀ ମାନଙ୍କୁ ଯେତେବେଳେ ନୀଚ ବୋଲି ଭାବି ଛି ଛି କରୁଥିଲେ ସବୁ ବଡ଼ ବଡ଼ ଲୋକ ମାନେ ସେତେବେଳେ କଉଠି ଥିଲା ଏ ବାଣ୍ଟିବା ପ୍ରଶ୍ନ
@ranjitsingh2175
@ranjitsingh2175 2 ай бұрын
ଏମିତିକା ସରକାରର ଆବଶ୍ୟକତା ଦରକାର👌👌
@AmarKumar-db7gn
@AmarKumar-db7gn 2 ай бұрын
👌👌👌
@madhusmitaparida2003
@madhusmitaparida2003 2 ай бұрын
ବହୁତ୍ ଖୁସି ଲାଗିଲା ଦରଦି ଟେ ଦରଦୀ ର ଦୁଃଖ ଆଜି ବୁଝିଛି ମୁ ଗର୍ବିତ ମୋ ମୁଖ୍ୟମନ୍ତ୍ରୀ ପାଇଁ ଆଖି ରେ 2 ଠୋପା ଲୁହ ଆସିଗଲା ବହୁତ୍ ଦିନ ପରେ ଏମିତି ଦରଦୀ ଲୋକ ଦୁଃଖ ବୁଝିଥିବା ମୁଖ୍ୟମନ୍ତ୍ରୀ କୁ ଦେଖି
@bankabiharipatra3055
@bankabiharipatra3055 2 ай бұрын
Mo akhire b asigala Jay sitaram
@Iamsonofshivbhagwan
@Iamsonofshivbhagwan 2 ай бұрын
ଦେଖିଲ ତ ଓଡ଼ିଆ ମନ୍ତ୍ରୀ ଆଉ ନବୀନ ପଟ୍ଟନାୟକ ମଧ୍ୟରେ ପାର୍ଥକ୍ୟ
@coolmuna143
@coolmuna143 2 ай бұрын
100% right
@BISHWANATHA65
@BISHWANATHA65 2 ай бұрын
Thiki katha 🙏😊
@naturalphotoeditor5992
@naturalphotoeditor5992 2 ай бұрын
ଆଗକୁ କଣ ହଉଛି ଦେଖିବା ...!!!
@sanupandasanupanda745
@sanupandasanupanda745 2 ай бұрын
Best cm
@NiranjanDas-qd5vs
@NiranjanDas-qd5vs 2 ай бұрын
Sala new heichhi sethi pai agaku dekhi bure pua gandi mareilebi dina sariba ni😊😊😊😊
@satyanarayanakirtanmandali3307
@satyanarayanakirtanmandali3307 2 ай бұрын
ଧନ୍ୟବାଦ ମୁଖ୍ୟମନ୍ତ୍ରୀ ମୋହନ ମାଝି ବହୁତ ଖୁସି ଲାଗିଲା ଗରିବଙ୍କ ପାଖରେ ପହଞ୍ଚୁ ଛନ୍ତି
@sunilkumarpradhan6183
@sunilkumarpradhan6183 2 ай бұрын
ଅଧିକାରୀ ହେଉଥିବା ମଣିଷ ମାନେ ଯେ ଖାଲି English ବା hindi knowledge ରଖିବେ, ଦରକାର ନାହିଁ, ଦୁଃଖ ବୁଝିବା ପାଇଁ ଦରଦୀ ହୃଦୟ ଥିବା ମୁଖ୍ୟମନ୍ତ୍ରୀ ଦରକାର୍, ଖୁସି ଲାଗିଲା
@anandaprasaddas5855
@anandaprasaddas5855 2 ай бұрын
Ei Bhalia haba darkar aama CM
@dildardinesh585
@dildardinesh585 2 ай бұрын
ଏମିତି ଗୋଟେ ମୁଖ୍ୟ ମନ୍ତ୍ରୀ ଦରକାର ଥିଲା ଓଡ଼ିଶା ପାଇଁ।।।।। ସାର ଏମିତି ଦୁଃଖୀ ମାନଙ୍କ କଥା ସବୁ ବେଳେ ବୁଝୁ ଥାନ୍ତୁ ❤❤
@sudhirbehera344
@sudhirbehera344 2 ай бұрын
ଈଏ ଆମ ନେତା❤❤❤❤ଜୟଶ୍ରୀରାମ
@binodabadia1509
@binodabadia1509 2 ай бұрын
ଯଦି ଏଇଟା ଲୋକ ଦେଖାନିଆ ତାହେଲେ ପାଣ୍ଡୁ ଜଉ ଷ୍ଟେଜ ଉପରୁ ସବୁ ପେପର ନେଇ ଯାଉ ଥିଲା ସେଟା କଣ ଥିଲା କେତେଟା କାମ ହେଇଚି କୁହ ଯାହା କୁହ ଭାଇ ପାଣ୍ଡୁ ର ଲୋଭ ଅଲଗା ପ୍ରକାର ଥିଲା ନା କଣ
@anitarauta2658
@anitarauta2658 2 ай бұрын
Seita v loko dekhaniyaaa😂😂😂
@PujaDas-jw2lr
@PujaDas-jw2lr 2 ай бұрын
​@@anitarauta2658jodi loko dekha niya thila eita tebe kotha deithiba puri Mandiro ro 4 duaro khola hobo seita hei nothanta wait koro bhai ei to bas 1 day ro kamo ahuri 4 years 364 din baki ochi 😂
@basicknowledge2488
@basicknowledge2488 2 ай бұрын
Bes bes
@ashwinisahu6584
@ashwinisahu6584 2 ай бұрын
PANDU ODISHAKU KHOLA KARI GALA NI
@yogaforhumanity1483
@yogaforhumanity1483 2 ай бұрын
CM କୁ ସାଧାରଣ ଲୋକଙ୍କ ପାଖରେ ଦେଖି ଆଖିରୁ ଖୁସିରେ ଲୁହ ଆସିଯାଏ। ସତରେ ବହୁତ ଭଲ ଲାଗିଲା
@chandanpradhan20043
@chandanpradhan20043 2 ай бұрын
Bahut khushi laguchhi ehi drusya dekhiki😊😊😊😊😊😊😊
@banambarsahu806
@banambarsahu806 2 ай бұрын
Aita bjp dala ra chal
@hemantasahoo4867
@hemantasahoo4867 2 ай бұрын
The great ama odisha cm
@jtvodiaentertainment5879
@jtvodiaentertainment5879 2 ай бұрын
ଏମିତି ଯଦି ସାଧାରଣ ଲୋକଙ୍କ କଥା ମୁକ୍ଷ୍ୟମନ୍ତ୍ରୀ ବୁଝିବେ ତାହେଲେ ଏ ଓଡ଼ିଶା ର ଚୟନ କରିଥିବା ମତଦାନ ସାର୍ଥକ ହେଲା ବୋଲି ବୁଝିବା
@bhagabatabehera332
@bhagabatabehera332 2 ай бұрын
BJP Jindabad. Salute Sir.
@abhimanyusethi8188
@abhimanyusethi8188 2 ай бұрын
Great Sir,Our Chief Minister
@villagecookwithpriyanka5409
@villagecookwithpriyanka5409 2 ай бұрын
ଓଡ଼ିଆ ବୁଝିପାରିବ ଓଡ଼ିଆର ଦୁଃଖ best cm
@Ranjankumar-fz8xj
@Ranjankumar-fz8xj 2 ай бұрын
ନବିନୀ ବାବୁ ଆପଣ ୨୪ ବରଶ ଧରି ଶାସନ କଲ ଆମ ଓଡିଶାକୁ ହେଲେ ଏଭଳି କୌଣସି ଗରିବଙ୍କ ଦୁଖଃ ବୁଝିଲନି ତାଙ୍କ କଥା ଶୁଣିଲନୀ ବରଂ ବହୁତ ନାରୀ ମାନେ ବଳକ୍ତାର ସିକାର ହେଇ ଜୀବନ ଯାଇଛି ଏଭଳି ତୁମ ଶାସନ ଥିଲା ହେଲେ ଆଜିଦେଖଃ ନୁଆକରି ସରକାର ହେଇଥିବା ତାଙ୍କର ଗରିବ ଲୋକଙ୍କ ପାଇଁ ଭଲପାଇବା ଆଜି ସାରା ଓଡିଶା ବାସୀଙ୍କ ପାଇଁ ଅତି ଖୁସିର କଥା ଯେ ଆମେ ଆମ ଓଡିଆ CMଙ୍କୁ ପାଇଲୁ ଯାହାକି ସବୁଦିନ ପାଇଁ ଆମ ସୁଖରେ ଦଜୁଖଃରେ ରହିଛନ୍ତି ରହିବେ।
@prasantkudas3438
@prasantkudas3438 2 ай бұрын
ନୂତନ ମୁଖ୍ୟମନ୍ତ୍ରୀଙ୍କ ଏଭଳି କାମ ଦେଖି ବହୁତ ବହୁତ ଖୁସି ଲାଗୁଚି, ୟାକୁ କହନ୍ତି ବିକାଶ,ମୁଁ ମୋ ଭୋଟ ଠିକ୍ ଲୋକକୁ ଦେଇଛି
@Art_by_Priyanka421
@Art_by_Priyanka421 2 ай бұрын
ଉତ୍କଳ ଜନନୀର ଯୋଗ୍ୟ ସନ୍ତାନ
@prakashbehera3580
@prakashbehera3580 2 ай бұрын
ଆମ ପ୍ରିୟ ମୁଖ୍ୟମନ୍ତ୍ରୀ ଙ୍କୁ ମୋର ହୃଦୟ ରୁ କୋଟି କୋଟି ପ୍ରଣାମ ଜଣାଉଛି ଭାଇ ଏ ଯେଉଁ କଥା ପଠେଇଛ ଏ ହେଉଛି ଚତୁର୍ଥ ‌ଶ୍ରେଣିର ପାଠ ବିଷୟ ହେଲା ଦେଲୁ ମୋତେ ମହାଶିୟା ସହଷା ଫିଙ୍ଗିଲା ଢେଲାଟିଏ କିଏ ସତେ ଅବା ଲକ୍ଷ୍ୟ କରି ବିର ମୁଖ୍ୟ ମନ୍ତ୍ରୀ ମଥାରେ ବାଜିଲା ରୁଧିର ପଡ଼ିଲା ଝରି ଭାଇ ଏପରା ଓଡ଼ିଆ ଭାଷା ଜାଣିଛନ୍ତି ଓଡ଼ିଆ କଥା କହୁଛନ୍ତି ଗରିବ ଲୋକଙ୍କ କଥା କେମିତି ବୁଝି ପାରିବେନି ଏ ହେଉଛି ଆମ ପ୍ରତି ଓଡ଼ିଆ ମାନଙ୍କ ର ଗର୍ବ ଜୟ ଜଗନ୍ନାଥ ଜୟ ହରେକୃଷ୍ଣ
@susantakumarbhoi8151
@susantakumarbhoi8151 2 ай бұрын
ଏମିତି ମୁକ୍ଷମନ୍ତ୍ରୀ ଦରକାର ଥିଳା 🙏🙏🙏🙏🙏
@user-hj9zk7su4e
@user-hj9zk7su4e 2 ай бұрын
Bahut hin bhala lagila video te dekhi, dil ru❤ CM sir, apana emiti hin amo odia bashi nko dukha sukha re thiaa hei thantu aame 25 years kan full life time apananku support karu thibu. jay jagannath❤
@hitumishra7965
@hitumishra7965 2 ай бұрын
ପ୍ରକୃତ ମୁଖ୍ୟମନ୍ତ୍ରୀ🎉❤
@LuckyGuru-uq9fc
@LuckyGuru-uq9fc 2 ай бұрын
Emiti gariba lokanka kathasunantu CM sir loka bahut bhalapaibe Jagannath tumaku Aasirbad debe...Jay SriRaam
@jinudalai6822
@jinudalai6822 2 ай бұрын
ସତରେ ଆମ ମୁଖ୍ୟ ମନ୍ତ୍ରୀ ବହୁତ ବଢ଼ିଆ ଆଉ ମୋ ଦୁଃଖଟିକେ ଶୁଣିବା ପାଇଁ ଅନୁରୋଧ କରୁଛି😢ମୋର ଗୋଟିଏ ରାସନ କାର୍ଡ଼ କରି ଦିଅନ୍ତୁ
@chandramohanmahakud8691
@chandramohanmahakud8691 2 ай бұрын
ହାହାହା 😂😂😂
@bibhendrabehera1205
@bibhendrabehera1205 2 ай бұрын
Namaskar sir 2013 agaru thiba contractual mananku regular karantu sir
@manashnayak2794
@manashnayak2794 2 ай бұрын
କିଛି ଦିନ ଗଲେ ଜମାରୁ ଦେଖି ପାରିବନି ସିକୁରିଟି ଛାଡ଼ିବେନି ନୂଆ ନୂଆ ତ ଦେଖିବାକୁ ମିଳୁଛି
@Saudamima
@Saudamima 2 ай бұрын
Nabeen patanayak bhabilu ki😅
@ramchandradas2127
@ramchandradas2127 2 ай бұрын
Tiger hai action start
@chinmaypanigrahi546
@chinmaypanigrahi546 2 ай бұрын
Tu jaa nabin ro pelo Ku dhariki rojo re Doli khelibu
@Saudamima
@Saudamima 2 ай бұрын
@@chinmaypanigrahi546 kahaku mate kahuchu
@chinmaypanigrahi546
@chinmaypanigrahi546 2 ай бұрын
@@Saudamima naa naa bro tomo Ku nuhain ,se jou andhbhakta manas taku hi
@radheshyamkechhu5134
@radheshyamkechhu5134 2 ай бұрын
Amara odia mukhyamantri ❤❤❤
@tukunsabar1994
@tukunsabar1994 2 ай бұрын
Bjd bala ku bhala lagiba nahi 100% right na
@SameerPatra-qt4rj
@SameerPatra-qt4rj 2 ай бұрын
Bhul kahucha Gandimara Joni pua manak pari lokanku bhala lagibani
@bhabanisankarbeherabhabani5687
@bhabanisankarbeherabhabani5687 2 ай бұрын
Proud of our CM sir
@lizaraninayak9791
@lizaraninayak9791 2 ай бұрын
Mohon majhi Good job
@pintupangi9291
@pintupangi9291 2 ай бұрын
Respect button for our Loveable new PJP Cm 🎉🎉🎉🎉
@MoJagannath365
@MoJagannath365 2 ай бұрын
ବହୁତ ସୁନ୍ଦର ଜୟ ଜଗନ୍ନାଥ 🙏
@bighnarajmirdha3778
@bighnarajmirdha3778 2 ай бұрын
ଯାହା ହେଉ ପଛେ ନବୀନ ଠାରୁ ଭଲ ମୁଖ୍ୟମନ୍ତ୍ରୀ ଟିଏ 👌👌
@K.t_deep_attitude
@K.t_deep_attitude 2 ай бұрын
ମନ୍ତ୍ରୀ ପଣିଆ ଦେଖେଇ ଦେଲେ ଅଶେଷ ଅଶେଷ ଧନୟବାଦ୍ ସାର୍ ଏମିତି ହେବା ଦରକାର ନିହାତି ଭାବରେ ଗ୍ରହଣ କରି ଛନ୍ତି🎉🎉🎉
@user-jg1zd2ri1g
@user-jg1zd2ri1g 2 ай бұрын
Very good mukya mantri
@bidyadharsahu-vf3kh
@bidyadharsahu-vf3kh 2 ай бұрын
Right sir🎉🎉🎉
@dambrudharnayak7809
@dambrudharnayak7809 2 ай бұрын
🙏🙏ଆମ ସରକାର ଓଡ଼ିଆ ସରକାର ଓଡ଼ିଶା ସରକାର ଜୟ ଜଗନ୍ନାଥ🙏🙏
@SrikanthSrikanth-on6ld
@SrikanthSrikanth-on6ld 2 ай бұрын
Jay jaganatha Good job sare hebata amiti Mukhya mantri odisha re Jay BJP Jay Narendra Modi Jay Mohan majhi
@sridhar85536
@sridhar85536 2 ай бұрын
ଖୁସି ଲାଗିଲା ମୁଖ୍ୟମନ୍ତ୍ରୀ ସହ କଥା ହେଉଥିଲେ Thank you Odisha new CM
@sujitcreation1719
@sujitcreation1719 2 ай бұрын
ଆମ ପ୍ରିୟ ନବୀନ ପଟ୍ଟନାୟକ ସାର୍ ତୋ ଦି ପଦ ଓଡ଼ିଆ କହି ପାରୁ ନାହାଁନ୍ତି ।ଓଡ଼ିଶା ବାସୀଙ୍କର ଦୁଃଖ ସମସ୍ୟା କଣ ବୁଝି ପାରିବେ । ପ୍ରଭୁ ଶ୍ରୀ ଜଗନ୍ନାଥ ତୁମକୁ ଆଶୀର୍ବାଦ କରନ୍ତୁ ସବୁବେଳେ ଓଡ଼ିଶା ବାସୀଙ୍କ ସେବା କରିବା ପାଇଁ। ଜୟ ଜଗନ୍ନାଥ 🙏🙏
@firozkhan-kf5rr
@firozkhan-kf5rr 2 ай бұрын
Good work sir
@bijaylaxmipanda6402
@bijaylaxmipanda6402 2 ай бұрын
Aji bahut khusi laguchhi 😊apari cm ku pain ......joy sriram joy bjp ❤❤❤
@sebatigiri3369
@sebatigiri3369 2 ай бұрын
God bless you dear sir🙏🇳🇪
@kanhucharanpadhi8561
@kanhucharanpadhi8561 2 ай бұрын
Odisha heba sunara odisha ❤❤
@veerucreations7846
@veerucreations7846 2 ай бұрын
Odisha ra CM sange loke Direct face to face dekhibaku first time mili la ...He will Rock ....Good behaviour ..CM is No one
@atithembram9768
@atithembram9768 2 ай бұрын
now this is called A Minister in action.....plz do continue like this sir....your this kind of leadership style will definitely inspire many youngsters as well as people of odisha..
@user-pi7pf7nr1j
@user-pi7pf7nr1j 2 ай бұрын
ବଜେପି କୁ କୁଟିକୁଟି ପ୍ରଣାମ ଭ,ଲସର୍,କାର ହୁଅନ୍ତୁ ଭ,ଲକାମକରନ୍ତୁ
@Ayesnatvodia
@Ayesnatvodia 2 ай бұрын
ମୁଖ୍ୟମନ୍ତ୍ରୀ ଏମିତି ହେବା ଦରକାର,ପିଲା ଦିନରୁ ନବୀନ ର ଅଧା ଓଡ଼ିଆ ଭାଷଣ ଶୁଣି ଶୁଣି କାନ ଟା ଭଲ ଲାଗୁ ନ ଥିଲା ଯା ହଉ 25year ପରେ ପୁରା ସୁଧ ଓଡ଼ିଆ ରେ ଆମ ମୁଖ୍ୟମନ୍ତ୍ରୀ କହୁ ଛନ୍ତି। ଜୟ ଜଗନ୍ନାଥ
@bibekanandadas5833
@bibekanandadas5833 2 ай бұрын
CM ସାର୍ ଆପଣ ମହାନ୍। ଏମିତି ଲୋକଙ୍କ ସହିତ ରୁହନ୍ତୁ ଆପଣେ କିଛି ଓଡ଼ିଶାରେ ଥିବା ପୁରୁଣା କମ୍ପାନୀ କୁ ଚାଲୁ କରିଦିଅନ୍ତୁ । ଆମ ଓଡ଼ିଶାର ବହୁତ ବେକାରୀ ଦୂର ହୋଇଯିବ
@deepti5856
@deepti5856 2 ай бұрын
ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ମୋର ଅନୁରୋଧ ଥରେ ଆମ ତାଳଚେରକୁ ଆସନ୍ତୁ ଏଠିକାର ଖଣି ମାଫିଆ, ଦଳିତ ଜାତି ପ୍ରତି ହେଉଥିବା ଅନ୍ୟାୟ ଉପରେ ଥରେ ଦୃଷ୍ଟି ପକାନ୍ତୁ, ଏଠି ବିଧାୟକ ମହୋଦୟ ମଧ୍ୟ ଜାତି ଅଜାତି ଦେଖି ମୁହଁ ଚିହ୍ନି କାରବାର କରୁଛନ୍ତି, ଦୟାପୂର୍ବକ ଏଥିପ୍ରତି ଧ୍ୟାନ ଦିଅନ୍ତୁ🙏
@rasmitakumaritripathy7201
@rasmitakumaritripathy7201 2 ай бұрын
Aou kete dina jau se jaga jakaku bhi biki bhangiki khaibe
@localyoutube8377
@localyoutube8377 2 ай бұрын
ଜୟ ଜଗନ୍ନାଥ ସ୍ୱାମୀ, ଯାହା ହେଉ ଏମିତି ମୁଖ୍ୟ ମନ୍ତ୍ରୀ ହେବା ଦରକାର ଯେ ନିଜେ ଲୋକଙ୍କ ପାଖକୁ ଆସି ତାଙ୍କ ସମସ୍ୟା ବୁଝୁଛନ୍ତି,
@mihirendrabarik4335
@mihirendrabarik4335 2 ай бұрын
Ea ranga rahila hala❤🎉
@prashantamohapatra631
@prashantamohapatra631 2 ай бұрын
Jahau amku khusi lagila thank you sir🎉🎉🎉lok pakhare pahanchile pachari asubidha katha
@sambitsha3125
@sambitsha3125 2 ай бұрын
I love you Mohan dada❤️
@jayashreesingh-vd6tx
@jayashreesingh-vd6tx 2 ай бұрын
Namaskar sir, ଆପଣଙ୍କ ର ଏଭଳି ଲୋକ ଦୟନୀୟତା ଦେଖି ଆଗକୁ ଏମିତି ଅନେକ ଗରିବୀ ଦୂର କରନ୍ତୁ ବିନମ୍ର ଅନୁରୋଧ sir. 🙏🏻🙏🏻🙏🏻🙏🏻🙏🏻🙏🏻❤️❤️❤️❤
@sanusing2134
@sanusing2134 2 ай бұрын
ଏମିତି ମନ୍ତ୍ରୀ ହେବା ଦରକାର୍
@Latest...
@Latest... 2 ай бұрын
Thanks Sir for your Great Work
@santoshnayak8498
@santoshnayak8498 2 ай бұрын
Keep it up cm sir 💯💪❤❤🙏🙏🙏
@chocolate4670
@chocolate4670 2 ай бұрын
Till date i v never seen that type of cm...god bless u
@Ajitvlog-ed1je
@Ajitvlog-ed1je 2 ай бұрын
Excellent sir
@bhuvneshwari8778
@bhuvneshwari8778 2 ай бұрын
👏👏 bohut Khushi laguchi sir asbudekhi
@karunakardalei1689
@karunakardalei1689 2 ай бұрын
ଅତ୍ୟନ୍ତ ହୃଦୟସ୍ପର୍ଶୀ କାର୍ଯ୍ୟ
@NarayanaJena-oc5lt
@NarayanaJena-oc5lt 2 ай бұрын
TQ new cm Majhi sir 🙏❣️🙏
@GeetajiBehera
@GeetajiBehera 2 ай бұрын
Nayak❤❤❤❤❤film
@sachhidanandamallick6433
@sachhidanandamallick6433 2 ай бұрын
Good CM of Odisha 🙏🙏🙏
@ashishdas33
@ashishdas33 2 ай бұрын
Good. Appreciated. Nayak film manepadigala.
@user-bo7dt7uv2m
@user-bo7dt7uv2m 2 ай бұрын
ଆମ ନୁଆ ମୁଖିଅ ମତିରିକୁଂ କୋଟି ନମସକାର ଗରିବକଂ ଦୁଃଖଶୁଣୁଥିବାରୁ ଏମିତି ମୁଖିଅମତିରି ଓଡିଶାକୁ ଦରକାରଥିଲା ଯଇଅ ଜଗନାଥ❤i love you c m
@trueindianman9336
@trueindianman9336 2 ай бұрын
Ati Uttam. Bahut bhala lagila.
@mr_biku_
@mr_biku_ 2 ай бұрын
ଏମିତି ଭଲ କାମ କର‌ ଜୟ ଜଗନ୍ନାଥ ⭕‼️⭕🙏
@manonayak1452
@manonayak1452 2 ай бұрын
ଜଗାରେ ରାମ ରାଜ୍ୟ ରାମ ରାଜ୍ୟ ବାସୁଛି
@hariharmohanty8551
@hariharmohanty8551 2 ай бұрын
ମୋ ଆଖିରେ ଲୁହ ଆସିଗଲା
@dearbarik6594
@dearbarik6594 2 ай бұрын
Sir salute ଆପଣଙ୍କୁ a miti dukhi nka katha bujhiba darkar
@DhirendraBhola
@DhirendraBhola 2 ай бұрын
Exllent sir
@Ramesh-zd9yn
@Ramesh-zd9yn 2 ай бұрын
Salute sir agoku emiti bholo kamo karantu
@ManmathaBihari98
@ManmathaBihari98 2 ай бұрын
Congratulations Sir ❤❤❤
@Cheecy_chic
@Cheecy_chic 2 ай бұрын
ଏମିତିଆ ground level ନେତା ଦରକାର thila odisha ku❤
@DurgaMajhi-wf8iy
@DurgaMajhi-wf8iy 2 ай бұрын
This is called real CM❤
@MANASKUMARSAHOO-ml2nm
@MANASKUMARSAHOO-ml2nm 2 ай бұрын
Pranam sir.. The great man of odisha today
@priyambadasharma3929
@priyambadasharma3929 2 ай бұрын
Bht sundar dursya, salute cm sir
@AnantaBhoi-ty6zh
@AnantaBhoi-ty6zh 2 ай бұрын
Original hero heuchanti mohan sir amar garba aame odisha Jay shree Ram Asli hira Jay hind jay odisha
@user-md4wx9se8z
@user-md4wx9se8z 2 ай бұрын
Sir.apannku.mora.bumista.pranama
@ShibaprasadDas-sv4yp
@ShibaprasadDas-sv4yp 2 ай бұрын
ଧନ୍ୟବାଦ ମାନ୍ୟବର ମୁଖ୍ୟମନ୍ତ୍ରୀ
@SriRam-Saranam
@SriRam-Saranam 2 ай бұрын
ମୁଖ୍ୟମନ୍ତ୍ରୀ ହେବ ତ ଏମିତି ଯିଏ ଓଡ଼ିଶା ବାସୀଙ୍କ ଆଖିର ଲୁହ ଦେଖିକି ତାଙ୍କ ମନର ଭାଷା କୁ ପଢି ପାରୁଥିବ Proud of our CM Sir 🙏🙏🙏
@user-vf6uz7co7q
@user-vf6uz7co7q 2 ай бұрын
Sir ai bhali lakonku help karuthantu, Jane teacher nka hruday 👌
@Farmerboynameshmajhi3133
@Farmerboynameshmajhi3133 2 ай бұрын
ପ୍ରଥମ ଥର ପାଇଁ ମୁଁହ ଆଉ ଆଖି ଥିବା CM ସଲମ୍ sir
@rajasoumyajitnath8440
@rajasoumyajitnath8440 2 ай бұрын
Salute sir
@sitdesiavlogs5579
@sitdesiavlogs5579 2 ай бұрын
ବହୁତ ସୁନ୍ଦର ସାର୍
@KishoreJena-dl5fe
@KishoreJena-dl5fe 2 ай бұрын
Great dicition sir🙏🙏🙏hrudyaru pranam cm sir 🎉🎉🎉
@himanshugopal9749
@himanshugopal9749 2 ай бұрын
❤❤❤❤❤❤❤❤❤❤❤❤from nabarangapur
@jagannathdurga2313
@jagannathdurga2313 2 ай бұрын
Ek no haba cm sir
@odmblogger
@odmblogger 2 ай бұрын
ପ୍ରକୃତ ମୁଖ୍ୟମନ୍ତ୍ରୀ ଜୟ ଜଗନ୍ନାଥ
Little brothers couldn't stay calm when they noticed a bin lorry #shorts
00:32
Fabiosa Best Lifehacks
Рет қаралды 19 МЛН
Before VS during the CONCERT 🔥 "Aliby" | Andra Gogan
00:13
Andra Gogan
Рет қаралды 8 МЛН
Schoolboy Runaway в реальной жизни🤣@onLI_gAmeS
00:31
МишАня
Рет қаралды 3,5 МЛН
Prisoner escaped from jail in Mayurbhanj's Karanjia
2:08
'ଟଚ୍ କଣ କରୁଛୁ ବେ'
14:34
OTV
Рет қаралды 2,4 МЛН
Little brothers couldn't stay calm when they noticed a bin lorry #shorts
00:32
Fabiosa Best Lifehacks
Рет қаралды 19 МЛН