I am proud of my son for choosing politics over marriage: Mining Minister Bibhuti Jena's mother

  Рет қаралды 193,578

OTV

OTV

Ай бұрын

#୧୭_ବର୍ଷରୁ_ସନ୍ନ୍ୟାସୀ_ଆଜି_ଖଣି_ମନ୍ତ୍ରୀ
ପୁଅର ସଫଳତା ଦେଖି ମା ହୋଇଯାଇଛି ଭାବବିହ୍ବଳ। ୧୭ବର୍ଷ ହୋଇଥିଲା ବିବାହ ନ କରି ଜନସେବା ପାଇଁ ବ୍ରତ କରିଥିଲା ମୋ ସୁନା ପୁଅ। ତାକୁ ଜୀବନରୁ ମାରିଦେବାକୁ ଚେଷ୍ଟା କରାଯାଇଥିଲା, ଭାବିଥିଲୁ ବଞ୍ଚିବନି। ହେଲେ ସେ ଫେରିଲା। ଗୋପାଳପୁର ବିଧାୟକ ତଥା ଇସ୍ପାତ, ଖଣି, ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ବିଭୂତି ଜେନା ଗାଁକୁ ଫେରିବା ବେଳର ଏ ଦୃଶ୍ୟ ।
#BibhutiBhusanJena #BJP #SpecialStory #Odisha #OTV
OdishaTV is Odisha's no 1 News Channel. OTV being the first private satellite TV channel in Odisha carries the onus of charting a course that behoves its pioneering efforts.
Accordingly its charter objectives are FREE, FAIR and UNBIASED. OTV delivers reliable information across all platforms: TV, Internet and Mobile.
Stay tuned for all the breaking news !
Visit Our Website odishatv.in/
News In Odia: otvkhabar.in/
Android App: bit.ly/OTVAndroidApp
iOS App: bit.ly/OTViOSApp
Watch Live: odishatv.in/live-tv
KZfaq: goo.gl/Ehz6OP
Watch our latest news in English: bit.ly/3wTgKxc
Facebook: / otvkhabar
OTV English Facebook : / otvnews
Telegram @otvtelegram @otvkhabar
Twitter: / otvnews
Instagram: / otvnews
#OdishaTV #OTV

Пікірлер: 258
@saradasahoo2409
@saradasahoo2409 Ай бұрын
କେଡେ କେଡେ ମହାନ୍ ମଣିଷ ଅଛନ୍ତି ଏ ଓଡିଶାର ମାଟିରେ ଯାହାହଉ ବିଜେପି ସରକାର ଏମିତି ମହାନ ମଣିଷ ମାନଙ୍କୁ ଖୋଜି ଖୋଜି ପରିଚୟ ଦେଇଛି ବିଜେପି ସରକାର କୁ ମୋର ଧନ୍ୟବାଦ
@niharkantabehera9776
@niharkantabehera9776 Ай бұрын
Right
@ppatnaik4680
@ppatnaik4680 Ай бұрын
right bhai
@amlendupanda8812
@amlendupanda8812 Ай бұрын
ଓଡ଼ିଶା ର ପ୍ରକୃତ ବରପୁତ୍ର । ଭଗବାନ ଆପଣଙ୍କର ମଙ୍ଗଳ କରନ୍ତୁ🙏
@umabharatijena1619
@umabharatijena1619 Ай бұрын
Aji golanthara gna garva karuchi apona Kan pain sir
@itsbikram24
@itsbikram24 Ай бұрын
ଏହା ବିଜେପି ରେ ହିଁ ସମ୍ଭବ। ସାଧାରଣ ପରିବାର ଲୋକଙ୍କ ଜଣେ ବହୁ ଆଗକୁ ନିଅନ୍ତି ବଡ ପଦ ଦାୟିତ୍ଵ ଦିଅନ୍ତି।
@rajkishorebehera3086
@rajkishorebehera3086 Ай бұрын
ଧନ୍ୟ ତୁମେ ମା ତୁମ ଗର୍ଭରୁ ଏହିଭଳି ପୁଅ ଜନ୍ମ ହୋଇଛନ୍ତି
@---yadav4874
@---yadav4874 Ай бұрын
ପ୍ରକୁତରେ ଜଣେ ସନ୍ନ୍ୟାଶୀ ହିଁ ରାଷ୍ଟ୍ରବାଦ ରେ ❤
@user-yd7dq7ij6w
@user-yd7dq7ij6w Ай бұрын
ମାଉସୀ ତୁମକୁ ଧନ୍ୟବାଦ ଉପଯୁକ୍ତ ପୁତ୍ର କୁ ଓଡିଶା ମା ସେବା ରେ ନିୟୋଜିତ କରି ଥିବାରୁ
@tareswarsagria3726
@tareswarsagria3726 Ай бұрын
Emiti loka odisha ra garva🙏🙏🙏🇮🇳👍🙏🙏
@chittaranjandas5018
@chittaranjandas5018 Ай бұрын
ମା ତୁମେ ବହୁତ ଭାଗ୍ୟବାନ ଏଭଳି ପୁଅ ଓଡିଶା ବାସି ସେବା ରେ
@manojkumarpradhan516
@manojkumarpradhan516 Ай бұрын
ମାନବ ସେବାରେ ଇଶ୍ଵର ସେବା ମିଳିଥାଏ, ଜୟଜଗନ୍ନାଥ
@bimalendubehera5798
@bimalendubehera5798 Ай бұрын
Great sir. We hope you will definitely end corruption in mining sector.
@ashokbehera4968
@ashokbehera4968 Ай бұрын
ଭାରତ ମାତାର ସୁଯୋଗ୍ୟ ସନ୍ତାନ 🙏 jai sriram
@sanjayapadhy8843
@sanjayapadhy8843 Ай бұрын
ଧନ୍ୟବାଦ ସାର୍ ଆପଣଙ୍କ ମାଆ ଓ ଜନତାର ସେବା ସବୁ ସମୟରେ ଥାଉ
@Keshab726
@Keshab726 Ай бұрын
Bibhuti jena ଭଲ ମଣିଷ
@sanjayakumar8110
@sanjayakumar8110 Ай бұрын
Bjp re samste amiti loka thanti❤️❤️❤️🙏
@SurendrarautSurendraraut-uf1th
@SurendrarautSurendraraut-uf1th Ай бұрын
ବିଜେଡି ନେତା ମନ୍ତ୍ରୀ ଶଳା ମାନେ ବହୁ ନିର୍ଯ୍ୟାତନା ଦେଇଥିଲେ
@kshyamanidhirout6199
@kshyamanidhirout6199 Ай бұрын
Such as a great leader ❤
@lovingbird988
@lovingbird988 Ай бұрын
Well done great leader 💯💯
@anilkumarbehera8151
@anilkumarbehera8151 Ай бұрын
ବହୁତ ଭଲ ଲାଗିଲା । ଅତି ସୁନ୍ଦର
@Dillip5331
@Dillip5331 Ай бұрын
Iam proud of you Bibhuti Bhai ♥️🙏💐 Mu aji khushi je apanank sahit 3 years kama karibar sujog paichi, au mu apanku bahut val se janichi🙏
@ramapanda4685
@ramapanda4685 Ай бұрын
Bibhuti babu salute ur struggle
@sudhanshusekharapadhy9436
@sudhanshusekharapadhy9436 Ай бұрын
Ta lekha chideithila panighrahi
@Dalai143
@Dalai143 Ай бұрын
ଏ ବୁଢ଼ୀ ମା ର ଆଖିର ଲୁହ ଏହା ପ୍ରମାଣିତ କରିବାରେ ଯଥେଷ୍ଟ କି ନେତା ଟା କେମିତି 🙏.
@pradyumna_maths
@pradyumna_maths Ай бұрын
କୋହିନୂର ରେ ଭାଇ......❤❤❤❤, Look at her mother, How simple to keep his saree on head i. e 🙏🙏🙏🙏🙏I wrt in English because our ultra modern odia generation can understand English easily than odia.😢
@pranatimohapatra136
@pranatimohapatra136 Ай бұрын
ପ୍ରଭୁ ଜଗନ୍ନାଥ ରକ୍ଷା କରନ୍ତୁ🙏
@pbaladebapatro1527
@pbaladebapatro1527 Ай бұрын
ଜୟ ଜଗନ୍ନାଥ ବହୁତ ସୁନ୍ଦର ଖବର ସମାଜ ମଙ୍ଗଳ ଏବଂ ଜନସାଧାରଣଙ୍କ ସେବା ପ୍ରଦାନ କରିବାର ସୁଯୋଗ ଲାଭ ହେବ ଜୟ ଶ୍ରୀରାମ
@user-jw6bh6ug6h
@user-jw6bh6ug6h Ай бұрын
HON'BLE MINISTER BIBHUTI SIR ! HEARTY CONGRATULATIONS FROM D.K.BHAKTI CHANNEL ! I WISH YOUR GOOD LUCK ! LORD JAGANNATH MAY BLESS YOU TO SERVE THE PEOPLE OF ODISHA !
@lovingbird988
@lovingbird988 Ай бұрын
Jaha hau bjp jogya lokanku minster karicgi dekhi khusi laguchi bahut😊
@Dillip5331
@Dillip5331 Ай бұрын
Thanks dear ❤
@chandanpradhan3005
@chandanpradhan3005 Ай бұрын
Good person all time.
@SRIJAYAKUMARSAHU
@SRIJAYAKUMARSAHU Ай бұрын
ଧନ୍ୟ ମା। ଧନ୍ୟ ପୁତ୍ର। ଭଗବାନ ମଙ୍ଗଳ କରନ୍ତୁ।
@Mr.Jayantkumar96
@Mr.Jayantkumar96 Ай бұрын
What a leader ❤❤❤ Great personality 🎉🎉🎉
@debananbharasagar3360
@debananbharasagar3360 Ай бұрын
ଏମିତି ମନ୍ତ୍ରୀ ମଣ୍ଡଳି କଉ ରାଜ୍ୟ ରେ ଦେଖିଛ କି 😊 ଜୟ ଜଗନ୍ନାଥ ଜୟ ଶ୍ରୀ ଜୟ ବିଜେପି 🙏🙏
@user-zi7uy7ff1h
@user-zi7uy7ff1h Ай бұрын
Great great ganjam great odisha
@HemantKumar-jk2hs
@HemantKumar-jk2hs Ай бұрын
ଯେଉଁ ଯୁବକ ମାନେ ରାଜନୀତି ରେ ସମାଜ ସେବୀ ଜୀବନ ଆରମ୍ଭ କରିବାକୁ ଯାଉଛ କିଛି ଶିଖିବା କଥା ଏହି ଜୀବନୀ...
@Satyanarayan897
@Satyanarayan897 Ай бұрын
ମୁଁ ଭଗଵାନ ଙ୍କ ପାଖର ଅନୁରୋଧ କରିଛି ମୋ ଓଡ଼ିଶା ବାସୀ ସବୁ ବେଳେ ଭଲା ରେ ରୁହନ୍ତି. ଭୋକିଲା ପେଟ କୁ ଦାନ ମିଳି . ହର ହର ମହାଦେବ
@bknayak2053
@bknayak2053 Ай бұрын
Jai jagannath....maa tumaku jagannath saha
@saubhagyadas8980
@saubhagyadas8980 Ай бұрын
ସଚ୍ଚା ହିନ୍ଦୁ ବୀର ଓଡ଼ିଶାର
@rabindrasahu2083
@rabindrasahu2083 Ай бұрын
Yes, He is a fine gentle man. He is always helping people either form his constituency or others. I saw him personally on the time of Funny cyclone,how he had shifted people to other place from cyclone area with whole night working without rest and h had done alone. Truly an inspired leader.
@dillipkumarsahoo1133
@dillipkumarsahoo1133 Ай бұрын
ଖଣି ମନ୍ତ୍ରୀ 🙏 ଓଡ଼ିଶା ର ସବୁ ଠାରୁ ମହା ଦୁର୍ନୀତି ବିଭାଗ ଦେଖିକି, ତଦନ୍ତ ଅପେକ୍ଷା 😭
@tikerambag9866
@tikerambag9866 Ай бұрын
ଜୟ ଜଗନ୍ନାଥ 🙏
@nareshpatro7986
@nareshpatro7986 Ай бұрын
He is fighting for the People who attached somany times Great 👍👍👍
@SaiBasaba-yj9rg
@SaiBasaba-yj9rg Ай бұрын
A man of dedication to the society and humanity.
@saswatkumarbarick
@saswatkumarbarick Ай бұрын
ମାଆ ସବୁବେଳେ ମାଆ
@ajayabehera155
@ajayabehera155 Ай бұрын
Great
@samirpattanaik7789
@samirpattanaik7789 Ай бұрын
WELCOME SIR
@bibhunayak9709
@bibhunayak9709 Ай бұрын
Such a dedicated person.Rarest among rares.
@arunswain8095
@arunswain8095 Ай бұрын
Great salute Bhai
@pupunstar2807
@pupunstar2807 Ай бұрын
Maa lo tu dhanya hei galu a pari pua ku janma dei ❤❤ jay jagannath 🙏🙏
@umabharatijena1619
@umabharatijena1619 Ай бұрын
Maa kna icha pura hela sabu bele kuhanti mo pua mantri haba aji tanko asribado pain Sato hela dada aji minister hele
@shaitansingh9698
@shaitansingh9698 Ай бұрын
❤🙏🏻
@harprasadsenapati3945
@harprasadsenapati3945 Ай бұрын
Manyabara Mantri Bibhuti Jena Jindabad Jindabad
@pintukhuntiakattarhindurss3697
@pintukhuntiakattarhindurss3697 Ай бұрын
Congratulations 🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉 bhai ,,,,bjp party re sabu sabu samvab ,,,gote adivasi president hei paruchi ,,,gote muslim president hei paruchi ,,,gote dalit president hei paruchi ,,,gote gote worker gote gote minister & cm pai jogya
@shaitansingh9698
@shaitansingh9698 Ай бұрын
Seithi pain BJP ku dhanyabaad, jieki sadharan janta ku v tara jogyata aadhar re kama dauchi. Aji au raja pua raja habani, jogyata thiba kou loka v raja kebala BJP re hi heipariba
@Subham_saswat
@Subham_saswat Ай бұрын
Sundar manisha
@bikrammohanty2453
@bikrammohanty2453 Ай бұрын
ପ୍ରଭୁ ଙ୍କ ଆଶୀର୍ବାଦ ଥାଉ ଏଇ ବିଭୁତି ଙ୍କୁ 🙌🏻
@spsproduction8514
@spsproduction8514 Ай бұрын
🙏🏿🙏🏿🙏🏿🙏🏿 ଜୟ ଶ୍ରୀ ରାମ
@pravatsethy5371
@pravatsethy5371 Ай бұрын
ଧନ୍ୟ ମା ତୁମେ ଏମିତି ପୁଅ ପାଇଛ ଦେଖିଲେ ଲାଗୁଛି ସଫଳତା ଦିନେ ନା ଦିନେ ନିଶ୍ଚୟ ମିଳିବ କିନ୍ତୁ କର୍ମ କେବେ ଭୁଲିବା ନାହିଁ.... 🙏🙏🙏🙏
@charulatapanigrahi4435
@charulatapanigrahi4435 Ай бұрын
Congragulations 💐🌹👏So great
@gayadharsethy4817
@gayadharsethy4817 Ай бұрын
ଧନ୍ୟ ଧନ୍ୟ ଆପଣଙ୍କ ଭଳି ଚିନ୍ତାଧାରା ସମଗ୍ର ବିଶ୍ୱରେ ସମସ୍ତଙ୍କ ଠାରେ ବିଦ୍ୟମାନ ହେଉ ଇଶ୍ୱର ଆପଣଙ୍କ ସବୁ କାର୍ଯ୍ୟରେ ସାହା ହୁଅନ୍ତୁ 💐💐ଜୟ ଜଗନ୍ନାଥ 🙏ଜୟ ମା ବିରଜା 🙏
@prakash8631
@prakash8631 Ай бұрын
Proud of odisha
@srikantpatnaik2849
@srikantpatnaik2849 Ай бұрын
ମଦ ବିରୋଧୀ ଅଭିଯାନ ଓ ଗାଁ ରେ ଶିକ୍ଷା ର ବିକାଶ ପାଇଁ ବିଦ୍ୟାଳୟ ସ୍ଥାପନ କାର୍ଯ୍ୟ ରୁ ତାଙ୍କ ସାମାଜିକ ଜୀବନ ଆରମ୍ଭ 1990 ମସିହା ରେ l ସେ ସମୟ ରେ ମୁଁ ତାଙ୍କ ସହ ସମ୍ପର୍କ ରେ ତଥା ଜଡିତ ଥିଲି l ପରେ ପାନ ଚାଷୀ ସମାବେଶ କରି ତାଙ୍କ ରାଜନୀତି ଜୀବନ ଆରମ୍ଭ କରିଥିଲେ ସରପଞ୍ଚ ହୋଇଥିଲେ ଓ ଜିଲ୍ଲା ପରିଷଦ ସଦସ୍ୟ ହେଲେ ll ତିନି ଥର ବିଜେପି ଦଳର ପ୍ରାଥୀ ହୋଇ ପରାଜୟ ହୋଇଥିଲେ ଏବେ ଭଗବାନ ଙ୍କ ଆଶୀର୍ବାଦ ରୁ ମନ୍ତ୍ରୀ ହୋଇ ସୁଯୋଗ ମିଳିଛି ନିଜ ଅଂଚଳ ରେ ସେବା ଓ ବିକାଶ କରିବା ପାଇଁ l ନିଜ ଅଂଚଳ ର ପାନ ପୂର୍ବରୁ ବିଦେଶ ଯାଉ ଥିଲା ଏବେ ଅବହେଳା ପଡିଛି,ଗୋପାଳପୁର ବନ୍ଦର ଓ ଶିଳ୍ପ ଅବହେଳିତ ଓ ଅତର ଚାଷ ଅବହେଳିତ l ଗୋପାଳପୁର ସମୁଦ୍ର ରେ ମାଛ ଧରା ବନ୍ଦର ସ୍ଥାପନ ଇତ୍ୟାଦି ସମସ୍ୟା ରହିଛି l ଏହା ତାଙ୍କ ପାଇଁ ଏକ ଆହ୍ୱାନ ରହିଛି l ଶ୍ରୀ ଜଗନ୍ନାଥ ଆଶୀର୍ବାଦ କରନ୍ତୁ ସେ ଏହି ଅଂଚଳ ର ଓ ବ୍ରହ୍ମପୁର ସହର ର ବିକାଶ ପାଇଁ କାର୍ଯ୍ୟ କରନ୍ତୁ l ଲୋକ ଙ୍କ ଦ୍ୱାରା ପ୍ରଶଂସା ପାଆନ୍ତୁ l
@bishnucharansahoo1561
@bishnucharansahoo1561 Ай бұрын
Hearty congratulations sir 👏🏻
@ratanbiswal1297
@ratanbiswal1297 5 күн бұрын
great men 👏👌👍
@sadashivpradhan6686
@sadashivpradhan6686 Ай бұрын
ହେ ମା ତୁମର ଆଶ୍ରିବାଦ ରୁ ଆଜି ତୁମ ପୁଅ ଆଜି ଜନତା ଙ୍କ ସେବାରେ 🙏
@satyasahu2074
@satyasahu2074 Ай бұрын
ଜୟ ଜଗନ୍ନାଥ
@gangadhararaita4436
@gangadhararaita4436 Ай бұрын
ଗୌରବ ର ବିଷୟ ଚାକିରିଆ ମାନେ ଟିକେ ଦେଖିବା କଥା
@k.surinarayanreddy8370
@k.surinarayanreddy8370 Ай бұрын
Otv no 1 channel thank you
@atalbhatta8605
@atalbhatta8605 Ай бұрын
Really bibuthi Jena aau Manu samantrya eai 2 jan now time re ganjam ra top leader
@user-kt9dn6pe9d
@user-kt9dn6pe9d Ай бұрын
Jay jagannath
@manasnayak9528
@manasnayak9528 Ай бұрын
Radhe Radhe
@narottamprusty8710
@narottamprusty8710 Ай бұрын
Proud of you maa 😢❤❤❤vagwan karantu se aagaku aagaku emiti badhichalantu aau a khani bivaga re rahiki sabu chora mafia Gunda mananka kathha tike vala se bujhantu ❤
@hemantkumarsingh1387
@hemantkumarsingh1387 Ай бұрын
All the best and be a successful minister in BJP government in odisha.
@bikashkar5618
@bikashkar5618 Ай бұрын
Jaysriram
@SwayamSantosh4u
@SwayamSantosh4u Ай бұрын
Heart Touching.... Its not easy to live a life and ideology of RSS. You have to sacrifice a lot..
@anathswain5141
@anathswain5141 Ай бұрын
Best of luck to Sri Bibhuti Jena for his new assignment in ministry. He can prove his worth
@theworldscience1170
@theworldscience1170 Ай бұрын
❤❤❤
@mihirdwivedi8843
@mihirdwivedi8843 Ай бұрын
My hearty regards to you mother . God 's blessings are there for your family
@dolagobindasahoo9267
@dolagobindasahoo9267 Ай бұрын
ସେବା ପାଇଁ ଯିଏ ଗୃହ ତ୍ୟାଗୀ,ସେ ହିଁ ପ୍ରକୃତ ସେବକ ।ଠାକୁରଙ୍କୁ ଡାକୁଛି ଜଣେ କର୍ତବ୍ୟନିଷ୍ଟ ମନ୍ତ୍ରୀ ହିସାବରେ ନିଜକୁ ପ୍ରତିପାଦନ କଲେ ଅନ୍ତତଃ ଓଡ଼ିଶା ବାସୀ ଖୁସି ହେବେ ।
@bhabanisankarnath8888
@bhabanisankarnath8888 Ай бұрын
ମୁଁ ଭାବୁଥିଲି କେକ କୁ ବିରୋଧ କରୁଥିବା ମୁଁ ଗୋଟେ ଅବାଗିଆ ମଣିଷ ,ମନ୍ତ୍ରୀଙ୍କ ବିଷୟରେ ଜାଣି ଗର୍ବିତ ।
@kanishkanish4061
@kanishkanish4061 Ай бұрын
Bhai mu b
@AryaanAstrology
@AryaanAstrology Ай бұрын
Same
@Sbbaboo6679
@Sbbaboo6679 Ай бұрын
Congratulations 🎊 great..
@Kulamani-nr5oq
@Kulamani-nr5oq Ай бұрын
I'm very happy for your reply. Namaste
@tapukumarjena9522
@tapukumarjena9522 Ай бұрын
Very good sir Jay shree Ram Jay Jagannath Swami 🙏🙏🙏💐💐💐💐🌹🚩🇮🇳💐
@anilkumarbehera8151
@anilkumarbehera8151 Ай бұрын
ବନ୍ଦେ ଉତ୍କଳ ଜନନୀ ।
@user-vh6qz5it4b
@user-vh6qz5it4b Ай бұрын
Jai Jagannath jai ganjam pua
@jagannath-creation
@jagannath-creation Ай бұрын
ଧନ୍ୟବାଦ sir
@anjanasahoo9816
@anjanasahoo9816 Ай бұрын
God bless you.Jay Jagannath
@adityasathua
@adityasathua Ай бұрын
V good m❤
@pramejapani8333
@pramejapani8333 Ай бұрын
Congratulations Sir ❤🎉
@SunilMishra-hv8ib
@SunilMishra-hv8ib Ай бұрын
God bless u
@prasant512
@prasant512 Ай бұрын
Your greatest person sir..
@bansidharpanda9054
@bansidharpanda9054 Ай бұрын
ମାଆଙ୍କ ଆଶୀର୍ବାଦ ପାଇ ତୁମେ ସତରେ କେତେ ଭାଗ୍ୟବାନ । ଆପଣଙ୍କର ମଙ୍ଗଳ କରନ୍ତୁ ପ୍ରଭୁ କାଳିଆ,ଆପଣ ଓଡ଼ିଶାର ସେବାକରନ୍ତୁ ।
@hemaraj108
@hemaraj108 Ай бұрын
Jai Hind Jai Bharat
@parshuramnayak7650
@parshuramnayak7650 Ай бұрын
🙏🙏
@simrannahak2956
@simrannahak2956 Ай бұрын
Very Good human being 😊
@Rkd6122
@Rkd6122 Ай бұрын
Best of Luck 🎉🎉🎉
@premkumarmohanty2444
@premkumarmohanty2444 Ай бұрын
God bless you.
@nareshpatro7986
@nareshpatro7986 Ай бұрын
Yes ur absolutely right 👍👍👍
@manoranjsahoo9197
@manoranjsahoo9197 Ай бұрын
Congratulations 👏 🎊 💐 sir 🙏
@asitrout7659
@asitrout7659 Ай бұрын
🙏🙏🌹ଜୟଜଗନ୍ନାଥ
@uddhabadibaka7476
@uddhabadibaka7476 Ай бұрын
Really such a great leader
@user-gw6jn6dv6p
@user-gw6jn6dv6p Ай бұрын
Butfull🎉
@santoshk5841
@santoshk5841 Ай бұрын
Jay jagannath 🙏🙏🙏🙏🙏
@purnajena3425
@purnajena3425 Ай бұрын
Jai Jagannath.
@mangalbaghwar9391
@mangalbaghwar9391 Ай бұрын
Very nice sir 🙏🙏🙏❤❤❤❤❤
Pleased the disabled person! #shorts
00:43
Dimon Markov
Рет қаралды 29 МЛН
EVOLUTION OF ICE CREAM 😱 #shorts
00:11
Savage Vlogs
Рет қаралды 9 МЛН
BJD Supremo Naveen Patnaik Seems More Fit Than Before
3:38
Pleased the disabled person! #shorts
00:43
Dimon Markov
Рет қаралды 29 МЛН