Рет қаралды 34,668
‘#ପୂରଣ_କରିବୁ_ସବୁ_ପ୍ରତିଶ୍ରୁତି’
ଦଳ ଓ ସରକାର ଭିତରେ ସମନ୍ୱୟ ରଖି ରାଜ୍ୟରେ କେମିତି ସୁଶାସନ ଦେବ ବିଜେପି ସରକାର, ସେ ନେଇ ବିଜେପିର ସମ୍ବର୍ଦ୍ଧନା ସଭାରେ ନିର୍ବାଚିତ ଲୋକ ପ୍ରତିନିଧିମାନଙ୍କୁ ଦିଆଯାଇଛି ଟିପସ । ଭୁବନେଶ୍ବରରେ ଆୟୋଜିତ ଏହି ସମ୍ବର୍ଦ୍ଧନା ସଭାରେ ଆଗାମୀ ଦିନରେ ମୋହନ ସରକାରର ଆଭିମୁଖ୍ୟ, ନିର୍ବାଚନରେ ଦିଆଯାଇଥିବା ସମସ୍ତ ପ୍ରତିଶ୍ରୁତି କିପରି ପୂରଣ ହେବ, ତା ଉପରେ ରହିଥିଲା ଫୋକସ୍ ।
#BJP #Odisha #OdishaCM #MohanMajhi #PrabhatiParida #KVsinghdeo #OTV
OdishaTV is Odisha's no 1 News Channel. OTV being the first private satellite TV channel in Odisha carries the onus of charting a course that behoves its pioneering efforts.
Accordingly its charter objectives are FREE, FAIR and UNBIASED. OTV delivers reliable information across all platforms: TV, Internet and Mobile.
Stay tuned for all the breaking news !
Visit Our Website odishatv.in/
News In Odia: otvkhabar.in/
Android App: bit.ly/OTVAndr...
iOS App: bit.ly/OTViOSApp
Watch Live: odishatv.in/li...
KZfaq: goo.gl/Ehz6OP
Watch our latest news in English: bit.ly/3wTgKxc
Facebook: / otvkhabar
OTV English Facebook : / otvnews
Telegram @otvtelegram @otvkhabar
Twitter: / otvnews
Instagram: / otvnews
#OdishaTV #OTV