No video

ପୀୟୂଷ ଙ୍କ ସଂପୂର୍ଣ୍ଣ ପରିବାର ଓ ଘର / mitunavlogs / konarkgananatya / jatra villian / house video /

  Рет қаралды 1,460,167

Mituna Vlogs

Mituna Vlogs

Күн бұрын

#mitunavlogs #konarkgananatya #odiajatra
ପୀୟୂଷ ଙ୍କ ସଂପୂର୍ଣ୍ଣ ପରିବାର ଓ ଘର
mitunavlogs
konarkgananatya
jatra villian
house video

Пікірлер: 1 200
@niranjanpatra84
@niranjanpatra84 Жыл бұрын
Peus bhai nka wife bahuta cute🥰👌🥰 Bhauja bahuta sanskari achhanti 🥰❤️🥰
@mitunavlogs1379
@mitunavlogs1379 Жыл бұрын
Thanks 🙏
@sanvicreationentertainment2423
@sanvicreationentertainment2423 Жыл бұрын
ମିଟୁନା ଦୀ ବହୁତ୍ ବହୁତ୍ ଧନ୍ୟବାଦ୍ କାହିଁକି ନା ଆମେ ଆପଣଙ୍କୁ ଛୋଟ ବେଳେ ଟିଭି ରେ ଦେଖୁଥିଲ ଯୋଉ ନlଟକ କୁ ଲୋକେ ବହୁତ୍ ଭଲ ପାଇବା ଦେଇଥିଲେ ମନେ ଟିକେ ପକେଇଦୌଚି କହଲୋ ବଉଳ କିଏ ତୋ ବର କୋଉଡି ଖେଳ ଇତ୍ୟାଦି ଅତି ଉଚ୍ଚ କୋଟି ର ନାଟକ ଆଜି କାଲି ପ୍ରାୟତ ସେମିତି କା ନାଟକ ଦେଖିବା ସ୍ବପ୍ନ ହୋଇଗଲାଣି ଯାହା ହଉ ପିଉସ ଭାଇ ବି କଛି କମ୍ କରିନାହାନ୍ତି ବାକି ରହିଲା ଯାତ୍ରା ସହ ଅମର ପ୍ରାୟତଃ ବହୁତ୍ ଭଲ ସବୁ ପାର୍ଟି ରେ କିଛି କିଛି ଚିନ୍ନl ପିଲା ମାନେ ଅଛନ୍ତି କିଏ dancer କିଏ ସିଙ୍ଗର ବା କିଏ ଆକ୍ଟର ସମସ୍ତଙ୍କ ସହ ଆମର ଭଲ ଆପଣ ବି ବହୁତ୍ ଭଲ ଅଭିନୟ କରନ୍ତି ଭଗବାନ ସମସ୍ତ ଙ୍କୁ ଭଲ ରେ ରଖନ୍ତୁ ଜଣେ ଦର୍ଶକ ଭଲ ରେ ରହିଲେ ସେ ଯାତ୍ରା ଟିକେ ଦେଖିପାରିବ ଜଣେ କଳା କାର ଭଲ ରେ ରହିଲେ ସେ ଭଲ ଯାତ୍ରା ପରିବେଷଣ କରିପାରିବ ଆଛା ଏତେ ସବୁ ଭିତରେ ମୁ ମୋ ନିଜ ପରିଚୟ ଦବାକୁ ଭୁଲି ଯାଇଛି ମୁ ଜଣେ ଭଲ ସିଙ୍ଗର ଜଣେ ଅକ୍ଟର ଜଣେ musician ଅବ୍ନ ଜଣେ ଭଲ ଲେଖକ ମଧ୍ୟ ଏସବୁ ମୁଁ ନିଜେ ନିଜେ ଭାବେ 😆😆😆 ଆପଣ ଏହାକୁ ପଢ଼ି ହସୀ ବାକୁ ଟ୍ର କରୁଥିବେ କିନ୍ତୁ ହସି ପାରୁ ନଥିବା ନାଇ ସତ କଥା ହେଲା ମୁଁ କଳା ପ୍ରେମୀ ଆଉ କଳା କୁ ସମ୍ମାନ ଦିଏ କଳା ଓ କଳାକାର କୁ ବହୁତ୍ ଭଲ ପାଏ ଆଉ ଏ ପାଗଲା ମୀ ମୋର ଛୁଆଟିବେଲୁ ବହୁତ ଇଚ୍ଛା ଥିଲା କଳା କୁ ନିଜର କରିବାକୁ ସମୟ ର ଖେଳ କିଛି ଅଲଗା ଥିଲା ଜୀବନ ର ଶେଷ ନିଃଶ୍ୱାସ ପର୍ଯାତ୍ ଏମିତି କଳା ପର୍ତି ଭଲ ପାଇବା ଥିବ ଦେଖା ଆପଣଙ୍କ ସହ ନିଶ୍ଚିତ ହେବ କାରଣ ପୃଥିବୀ ଟା ଗୋଲ କୋଉଠି ନା କୋଉଠି ବୁଲି ବାଲି କି ଆସି ଦେଖା ହେବା ଏବେ ମୋ ପ୍ରେଫୋସନ କହୁଚି କଳା ଛାଡ଼ି ମୁ କିଚ୍ଚି ଦିନ କିଛି ଡିନି ନୁହେଁ 13/14 ବର୍ଷ କାର ସୋରୁମ୍ ରେ କାମ କରୁଥିଲେ ଏବେ ନିଜେ ନିଜେ ବିଜନେସ କରୁଛି ଆପଣ ଙ୍କ ଗାଡ଼ି ଟି ପୁରୁଣା ହୋଇ ଗଲାଣି ଯଦି କେବେ କିଛି ଭଲ କଣ୍ଡେସନ ର ଗୋଟେ ଭଲ ଗାଡ଼ି ଦରକାର ତେବେ ୟେ ଅଧମ କୁ ଟିକେ ମନେ ପକାଇ ବେ ମୁ ଭୁନେଶ୍ବର ରେ ରୁହେ ଘର ମୋର ସେଠୀ ଯଦି କବେ ଗାଡ଼ି ଟେ ଦରକାର ହେବ ମୋତେ ଏଇ ଚାଟ ମଧ୍ୟମ ରେ no te ମlଗିପରିବେ ଆସ କରୁଛି ଏତେ ଲମ୍ବା କମେଟ କେହି ଦେଇ ନଥିବେ comment'ପଢ଼ି କିଛି ଲେଖିବାକୁ ଅନୁରୋଧ ଇତି ଆପନଅଙ୍କ dilonsanjeev
@mitunavlogs1379
@mitunavlogs1379 Жыл бұрын
Bahut bahut dhanyabad msg pura padhili au kan adhika kahibi janiparuni Han gadi kali bok haba boli chinta karichi xl 6 matamata debe nahele call karantu mo vlogs re rati babu nka sakhyatkar video achhi dekhantu mo no achhi 🙏🙏🙏 no napaile mag karibe apanaka no debe mu call karibi
@sanvicreationentertainment2423
@sanvicreationentertainment2423 Жыл бұрын
@@mitunavlogs1379 agnya xl6 bahut bhala gadi kintu millage ଟିକେ କମ୍ ଦେବ 13/14 ଭିତରେ ଯଦି ଆପଣ ev with ପେଟ୍ରୋଲ ନିଅତି ତେବେ millage tike ଅଧିକ ଆସିବ ବାକି 7ସିଟର ହିସାବରେ ଆପଣ ertiga ନେଇଥିଲେ ଭଲ ହେଇଥାନ୍ତା ଚଳୀବ ଆପଣ ଭଲ ମାରୁତି ଗ୍ରୁପ ର ଯାହା ବି ନେବେ ଆଖିଭୂଜି କି ଭଲ ହବ ଏବେ recently gote xl6 ra top ମଡେଲ ଟେ ବିକିଦେଲୁ 2019 ର pertol running 7000 only runn haethila ଛାଡନ୍ତୁ ଗାଡ଼ି କୋଉଠୁ ଭୁବନେଶ୍ଵର ରୁ ନଉଛନ୍ତି xl6 ଭଲ ହେବ ଯାହା ଦରକାର ପଡ଼ିବ ଟିକେ କହିବେ
@salabegarout1166
@salabegarout1166 Жыл бұрын
ଅତି ସୁନ୍ଦର, ପୀୟୂଷ ଭାଇ ଙ୍କ ପରିବାର କୁ ଦେଖିକି ଖୁସି ଲାଗିଲା l👌👌👌
@mitunavlogs1379
@mitunavlogs1379 Жыл бұрын
Thanks 🙏
@ajayakumarmohanty9582
@ajayakumarmohanty9582 11 ай бұрын
ବହୁତ ସୁନ୍ଦର ପରିବାର। ଆନନ୍ଦ ଉଲ୍ଲାସରେ ତାଙ୍କ ପରିବାରର ସମସ୍ତେ ମିଶି ଖୁସିରେ ଅଛନ୍ତି। ସେଠାରେ ଆଧ୍ୟାତ୍ମିକ ପରିବେଶ ରହିଛି। ବହୁତ ଧନ୍ୟବାଦ ।
@mitunavlogs1379
@mitunavlogs1379 10 ай бұрын
Thsnks 🙏
@MrKabu80
@MrKabu80 17 күн бұрын
ଭାରତୀ ମାମ୍ଦମ୍ ସହିତ ଏବେ ଲଭ ଅଫିର ଅଛି କି ନାହିଁ ବଣାଇ ରେ କେସ ହୋଇଥିଲା ବୋଧେ
@mamatabiswal8395
@mamatabiswal8395 Жыл бұрын
Awesome family....kahari najar na lagu...Rinky bahut vala swavabara jhia ..khub sundari..cute..love you .
@mitunavlogs1379
@mitunavlogs1379 Жыл бұрын
Thanks 🙏
@balarammallik8766
@balarammallik8766 Жыл бұрын
ପିଉସ ଭାଇ ଜଣେ ଖୋଲା ମଣିଷ 😮😮😮😮 ବହୁତ ସୁନ୍ଦର
@mitunavlogs1379
@mitunavlogs1379 Жыл бұрын
Thanks 🙏
@mamatabiswal8395
@mamatabiswal8395 Жыл бұрын
Rinky katha ete marjita, madhura...mu barambar dekhuchi ..Piyush is very lucky to have such a wonderful person in his life..
@mitunavlogs1379
@mitunavlogs1379 Жыл бұрын
Thanks 🙏
@rohankumarsamantaray1229
@rohankumarsamantaray1229 Жыл бұрын
ବହୁତ ବଢିଆ ମିଟୁନା ଅପା ସୁପର
@mitunavlogs1379
@mitunavlogs1379 Жыл бұрын
Thanks 🙏
@Erdebasishlucky3142
@Erdebasishlucky3142 Жыл бұрын
ବହୁତ bahut ସୁନ୍ଦର video karithibaru dynamic actors piyush bhai ଙ୍କ ଘର ଦେଖେଇଥିବାରୁ,,Thank you ଅପା nd ଭାଇ also ଶ୍ରୀଧର bhai🙏🙏🙏
@mitunavlogs1379
@mitunavlogs1379 Жыл бұрын
Thanks 🙏
@_Kishan_47
@_Kishan_47 9 ай бұрын
ବହୁତ ଭଲ ଲାଗିଲା ଚନ୍ଦନ ଭାଇ (ପୀୟୂଷ)ଭାଇଙ୍କ ପରିବାରକୁ ଦେଖି ❤❤❤❤❤❤❤❤❤
@mitunavlogs1379
@mitunavlogs1379 9 ай бұрын
Thsnks 🙏
@durgaprasadhota
@durgaprasadhota Жыл бұрын
ଦିଦି ବହୁତ ଖୁସି ଲାଗିଲା ପିୟୁସ ଭାଇ ଫାୟାମିଲ ଦେଖିକି।। ଜୟ ଜଗନ୍ନାଥ 🙏
@mitunavlogs1379
@mitunavlogs1379 Жыл бұрын
Jai jagannath 🙏🙏🙏
@babulbabul7593
@babulbabul7593 Жыл бұрын
ବହୁତ ସୁନ୍ଦର ହେଇଛି ଆଜିର ବ୍ଲଗ୍ ଜୟ ଜଗନ୍ନାଥ
@mitunavlogs1379
@mitunavlogs1379 Жыл бұрын
Jai jagannath 🙏🙏🙏
@anirudhanayak5068
@anirudhanayak5068 Жыл бұрын
ମିଟୁନା ମାଡାମ ଆପଣଙ ଦୂରା କଳାକାରଙ ଘର,ତାଙ ପରିବାର , ଏବଂ ତାଙ୍କର ପୁରା ଫେମିଲି ଆମେମାନେ ଦେଖି ପାରୁଛୁ, ସେଥିପାଇଁ ଆପଣଙ୍କୁ ଏବଂ ରତି ଭାଇଙ୍କୁ ଅଶେଷ ଅଶେଷ ଧନ୍ୟବାଦ ,ଜୟ ଜଗନ୍ନାଥ
@mitunavlogs1379
@mitunavlogs1379 Жыл бұрын
Jai jagannath 🙏🙏🙏
@prakashdas1504
@prakashdas1504 Жыл бұрын
😊😊😊😊
@sulochanapani1676
@sulochanapani1676 Жыл бұрын
@brundabansahoo8711
@brundabansahoo8711 Жыл бұрын
​@@mitunavlogs1379 ଖଖଖଖଖଖଖଖକଖଖଖ
@brundabannayak315
@brundabannayak315 Жыл бұрын
Yld4 0 w4
@jayaprakashpatel8994
@jayaprakashpatel8994 Жыл бұрын
ଜୟ ଜଗନ୍ନାଥ ପିୟୁଷ ଭାଇ ବହୁତ ସୁନ୍ଦର କଳାକାର
@mitunavlogs1379
@mitunavlogs1379 Жыл бұрын
Jai jagannath 🙏🙏🙏
@pratapkumarsahoo6614
@pratapkumarsahoo6614 Жыл бұрын
ଜୟ ଜଗନ୍ନାଥ ଅପା ବହୁତ ସୁନ୍ଦର ବ୍ୟାଡ ଵୟ ପିୟୁସ ଭାଈ ଙ୍କର ଭିଡିଓ ପୋଷ୍ଟ କଲେ ।ଏ ପ୍ରଚେଷ୍ଟା ଆପଣଙ୍କର ଜାରିରହୁ। ଏବଂ କିଛି ପୁରୁଣା ଲେଖକ /ଡାଇରେକ୍ଟର ସମ୍ପର୍କରେ ସମ୍ପୂର୍ଣ୍ଣ ପରିବାରର ସାକ୍ଷାତ କାର କଲେ ଆମେ ଚିରୋପ୍ରକୁତ ହେବୁ
@mitunavlogs1379
@mitunavlogs1379 Жыл бұрын
Thanks 🙏
@spectrumworld958
@spectrumworld958 9 ай бұрын
Sundar pariwar.... Video ta dekhiki bahut khusi lagila didi 🙏🙏
@mitunavlogs1379
@mitunavlogs1379 9 ай бұрын
Thsnks 🙏
@jayadebvolgs
@jayadebvolgs Жыл бұрын
ati sunder vlog piyush bhai ra family member ati sunder jay jagannath God bless u appa bhai thanks
@mitunavlogs1379
@mitunavlogs1379 Жыл бұрын
Thanks 🙏
@sankarentertainment1224
@sankarentertainment1224 Жыл бұрын
ଅପା ଭାଉଜ ଙ୍କର କଥା ଶୁଣିକି ସତରେ ବହୁତ ଭଲ ଲାଗିଲା ପିୟୁଷ ଭାଇ ବହୁତ ଭଲ acoter ଜଣେ 🙏🙏🙏
@mitunavlogs1379
@mitunavlogs1379 Жыл бұрын
Thanks 🙏
@biswaranjansahoo7495
@biswaranjansahoo7495 Жыл бұрын
Beautiful family piyush bhai super full enjoyment vlog Jay jaggnath mahaprabhu bhalare rakhantu
@mitunavlogs1379
@mitunavlogs1379 Жыл бұрын
Jai jagannath 🙏🙏🙏
@MechanicalGyan-l9l
@MechanicalGyan-l9l Жыл бұрын
Bhauja bahut Simple Bhai bi bindass
@mitunavlogs1379
@mitunavlogs1379 Жыл бұрын
Thanks 🙏
@niranjanpatra84
@niranjanpatra84 Жыл бұрын
Ajira blog bahuta sundar lagila apa❤️🙏❤️ Peus bhai nka patibara re samastanku dekhi bahuta khusi lagila 🥰
@mitunavlogs1379
@mitunavlogs1379 Жыл бұрын
Thanks 🙏
@jatraloversibun
@jatraloversibun Жыл бұрын
Jay Jagannath 🙏🙏🙏 Bahutu sundar video bahutu bahutu khushi piyush bhainka all familynka all family video dkhibahut khushi lagila 👌👌👌👌👌👌👌 video 👍👍👍👍👍👍🥰🥰🥰🙏🙏🙏🙏 bhai & didi 🙏🙏
@mitunavlogs1379
@mitunavlogs1379 Жыл бұрын
Thanks 🙏
@pratibhaacharya4558
@pratibhaacharya4558 Жыл бұрын
Mituna nka video programa ati sundar ,ଘରେ ବସି ସମସ୍ତେ ଯାତ୍ରା କଳାକାରଙ୍କ family Biodata ହସ ଖୁସିରେ ଜାଣିପାରୁଛନ୍ତି ମୋ ତଥା ସାରା ଓଡ଼ିଶା ତରଫରୁ ମିଟୁନା ଟିମ୍ ଙ୍କୁ ଅଶେଷ ଧନ୍ୟବାଦ ପିୟୁସ ଙ୍କ ଛୋଟ ପରିବାର ଖୁସି ପରିବାର ** ତାଙ୍କ ସ୍ତ୍ରୀ ବି ଅତି ସୁନ୍ଦର ଶ୍ରୀଜଗନ୍ନାଥ ଙ୍କ ଆଶୀର୍ବାଦ ତାଙ୍କ ପ୍ରତି ସଦା ରହିଥାଉ
@mitunavlogs1379
@mitunavlogs1379 Жыл бұрын
Thanks 🙏
@kiranchoudhury8801
@kiranchoudhury8801 Жыл бұрын
Thank you so much didi piyush bhaii nka sahita vta karaithibaru 😘😘🥰🥰👌🙏🙏❤❤
@mitunavlogs1379
@mitunavlogs1379 Жыл бұрын
Thanks 🙏
@malayakumarbiswal5445
@malayakumarbiswal5445 11 ай бұрын
ବହୁତ ଭଲ ପ୍ପିୟୁସ୍ ଭାଇଙ୍କ ପରିବାର . ଧନ୍ୟବାଦ୍ ମିଟୁନା ଅପା
@mitunavlogs1379
@mitunavlogs1379 11 ай бұрын
Agyan 🙏
@abhayakumardash8565
@abhayakumardash8565 7 ай бұрын
ବହୁତ ସୁନ୍ଦର ଲାଗିଲା ଜୟ ଜଗନ୍ନାଥ ଭରଷା ହୁଅନ୍ତୁ ପ୍ରଣାମ
@mitunavlogs1379
@mitunavlogs1379 7 ай бұрын
Dhanyabad agyan 🙏
@manojmohapatra4832
@manojmohapatra4832 Жыл бұрын
Bahut bhala paribar God bless you
@mitunavlogs1379
@mitunavlogs1379 Жыл бұрын
Thanks 🙏
@lalitsha8889
@lalitsha8889 Жыл бұрын
Piuse bhai nka púra family ra vlógs dakhi bahut khusi lagilà🙏🙏🙏🙏jay jagrannath
@mitunavlogs1379
@mitunavlogs1379 Жыл бұрын
Jai jagannath 🙏🙏🙏
@khusimallik6724
@khusimallik6724 Жыл бұрын
ଚନ୍ଦନ ର ଫ୍ୟାମିଲି ଅତି ସୁନ୍ଦର ଆଉ ସଂସ୍କାରି ମଧ୍ୟ ILOVE U PIYUSH
@mitunavlogs1379
@mitunavlogs1379 Жыл бұрын
Thanks 🙏
@Babumamalivlogs
@Babumamalivlogs 5 ай бұрын
Apa🙏🏻🙏🏻​mate apanankara aie Guna ta bahut bhala Lage je apana samastanka comment ra replay dianti ignore karantini @@mitunavlogs1379
@rashmiranjanbehera2078
@rashmiranjanbehera2078 Жыл бұрын
ଅତି ସୁନ୍ଦର ଲାଗିଲା ଭିଡ଼ିଓ ଦେଖିକି.. ଏମିତି ଆଗକୁ ଭଲ ଭଲ ଭିଡ଼ିଓ ଆଣନ୍ତୁ.. ଜୟ ଜଗନ୍ନାଥ ମିଟୁନା ଅପା ଆଉ ରତି ଭାଇ 🙏🙏
@mitunavlogs1379
@mitunavlogs1379 Жыл бұрын
Jai jagannath 🙏🙏🙏
@dibakarmishra2147
@dibakarmishra2147 Жыл бұрын
Mitunanku baba akhandalamani bhalarerakhantu
@ashokbag5461
@ashokbag5461 8 ай бұрын
Piyush bhai bahut bahut bahut bahut Val pilaa taa❤❤❤❤❤ God bless you forever piyush bhai
@mitunavlogs1379
@mitunavlogs1379 8 ай бұрын
Thanks 🙏
@pinakipanda211
@pinakipanda211 Жыл бұрын
ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ
@mitunavlogs1379
@mitunavlogs1379 Жыл бұрын
Thanks 🙏
@sahoogkandmotivation6534
@sahoogkandmotivation6534 Жыл бұрын
Bahut bhhalo laguchhi video ti
@mitunavlogs1379
@mitunavlogs1379 Жыл бұрын
Thanks 🙏
@sambalpuricuttybabygirlAngel19
@sambalpuricuttybabygirlAngel19 Жыл бұрын
ମିତୁନା ଭାଉଜ ତୁମ ଡ୍ରେସ ଭଲ ଲାଗୁଛି। Piyush bhai nka nija ghara na ଭଡ଼ା ଘର
@mitunavlogs1379
@mitunavlogs1379 Жыл бұрын
Nija ghara
@chhayakantamahananda7220
@chhayakantamahananda7220 8 ай бұрын
Bala anubhav..arimbam....one only hero piyush tripathy
@mitunavlogs1379
@mitunavlogs1379 8 ай бұрын
Kahila thik achhi kintu fisrt word mote bhala lagilani 🙏
@respect4623
@respect4623 11 ай бұрын
ବହୁତ ସୁନ୍ଦର ପରିବାର ❤
@mitunavlogs1379
@mitunavlogs1379 11 ай бұрын
Thsnks 🙏
@akashkumarbehera44
@akashkumarbehera44 3 ай бұрын
ବହୁତ ବଢ଼ିଆ ଲାଗିଲା 😊😊❤
@mitunavlogs1379
@mitunavlogs1379 2 ай бұрын
Dhanyabad 🙏
@bibhuranjanpatrabibhu6321
@bibhuranjanpatrabibhu6321 Жыл бұрын
Very beautiful ❤️❤️ family.God bless you mithuna didi.. Thanks 🙏🙏🙏
@mitunavlogs1379
@mitunavlogs1379 Жыл бұрын
Agyan 🙏
@dhirendrakulhari8586
@dhirendrakulhari8586 Жыл бұрын
Appa Bahutu Bahutu Sunder Lagila Piyush Bhai nka Family ❤❤❤❤ Very Very Nice Volgs Appa ❤❤❤
@mitunavlogs1379
@mitunavlogs1379 Жыл бұрын
Thanks 🙏
@dhirendrakulhari8586
@dhirendrakulhari8586 Жыл бұрын
@@mitunavlogs1379 Appa Aji Kan Apana Of Re Achanti Ki
@chandrakantsingh4858
@chandrakantsingh4858 Жыл бұрын
ଧନ୍ୟବାଦ ମାଡାମ ଯାତ୍ରା ର ସମସ୍ତ କଳାକାରମାନଙ୍କ ପରିବାର ସହିତ ସାକ୍ଷାତ କରିଥିବାରୁ
@mitunavlogs1379
@mitunavlogs1379 Жыл бұрын
Agyan 🙏
@narendradhrua8562
@narendradhrua8562 10 ай бұрын
Bahut sundar paribara
@mitunavlogs1379
@mitunavlogs1379 10 ай бұрын
Thsnks 🙏
@rajendrakumarguru01
@rajendrakumarguru01 Жыл бұрын
Junior piyush so cute
@mitunavlogs1379
@mitunavlogs1379 Жыл бұрын
Thanks 🙏
@manojmohapatra4832
@manojmohapatra4832 Жыл бұрын
Bapa jamiti pua samiti apa apanku abhinandan aji video bahut bhala lagila
@mitunavlogs1379
@mitunavlogs1379 Жыл бұрын
Thanks 🙏
@SunnySportsHub
@SunnySportsHub Жыл бұрын
My fev piyush Bhai and his family is too good god always blessed him and you also
@mitunavlogs1379
@mitunavlogs1379 Жыл бұрын
Thanks 🙏
@basudebapradhan3828
@basudebapradhan3828 5 ай бұрын
Piyush kana odisa chip minister kou Bala loka ta tharu Ahuri badhia badhia roliara achhantj
@munapatra9876
@munapatra9876 Жыл бұрын
Bahuta bhala lagila Pius bhainka ghara au family dekhiki bahuta bahuta dhanya bad mituna opa opa
@mitunavlogs1379
@mitunavlogs1379 Жыл бұрын
Thanks 🙏
@keonjhar1234
@keonjhar1234 Жыл бұрын
ଯେତେ କଳା କାର ଆସିଲେ ବି ନଳିନୀ ମିଟୁନା ଦିଦି ଙ୍କ ଭଳିଆ heroin ଆଉ ଆସିବେନି ପିୟୁଷ ଭାଇ ବି ଭଲ ରତି ଭାଇ ବି ଭଲ ଶ୍ରୀଧର ଭାଇ ମ ପାଇଁ ସବୁଠୁ ଭଲ,,,
@mitunavlogs1379
@mitunavlogs1379 Жыл бұрын
Thanks 🙏
@nagendrapradhan8123
@nagendrapradhan8123 5 ай бұрын
ବହୁତ ଭଲ ଲାଗିଲା ସେଥିପାଇଁ ବହୁତ ବହୁତ ଧନ୍ୟବାଦ ଆପଣଙ୍କୁ ଏମିତି ଜାରି ରହୁ
@mitunavlogs1379
@mitunavlogs1379 5 ай бұрын
Agyan 🙏
@kiranchoudhury8801
@kiranchoudhury8801 Жыл бұрын
Piyush bhaii Mora "Dil Wale" ❤❤bhaii🙏😘😘♥️♥️♥️🤗 bohut bhala ❤❤❤🤗😘
@mitunavlogs1379
@mitunavlogs1379 Жыл бұрын
Thanks 🙏
@nigamanandamalik6774
@nigamanandamalik6774 5 ай бұрын
I am very happy piyush bhainka family dekhi thanks mituna apa
@mitunavlogs1379
@mitunavlogs1379 5 ай бұрын
Dhanyabad 🙏
@santoshgill4534
@santoshgill4534 Жыл бұрын
ବହୁତ ସୁନ୍ଦର ଭିଡିଓ
@mitunavlogs1379
@mitunavlogs1379 Жыл бұрын
Thanks 🙏
@parsuramdas6474
@parsuramdas6474 10 күн бұрын
Very very nice family.God bless you ❤❤❤
@mitunavlogs1379
@mitunavlogs1379 3 күн бұрын
Dhanyabad 🙏
@rajendrakumarguru01
@rajendrakumarguru01 Жыл бұрын
Piyush bhai jollywood king
@mitunavlogs1379
@mitunavlogs1379 Жыл бұрын
Thanks 🙏
@prasantray5483
@prasantray5483 2 сағат бұрын
Piyush ta bahut bhala pilata
@kamlaprusty7053
@kamlaprusty7053 Жыл бұрын
Rinki bahut sundar❤
@mitunavlogs1379
@mitunavlogs1379 Жыл бұрын
Thanks 🙏
@pratimasethi5864
@pratimasethi5864 Жыл бұрын
Piyush NK whife bahut Sundar......
@mitunavlogs1379
@mitunavlogs1379 Жыл бұрын
Thanks 🙏
@arabindarath1696
@arabindarath1696 Жыл бұрын
Beautiful family ❤️ piyush bhai super 👌👌👌
@mitunavlogs1379
@mitunavlogs1379 Жыл бұрын
Thanks 🙏
@ajaymalik8668
@ajaymalik8668 Жыл бұрын
Mam bahut khusi lagila
@mitunavlogs1379
@mitunavlogs1379 Жыл бұрын
Thsnks 🙏
@rameshchandraswain9092
@rameshchandraswain9092 Жыл бұрын
Thank you madam Plyus babunka family is Lovely family
@mitunavlogs1379
@mitunavlogs1379 Жыл бұрын
Thanks 🙏
@jayakrushnabehera1295
@jayakrushnabehera1295 Жыл бұрын
ବହୁତ ଭଲ ଲାଗିଲା
@mitunavlogs1379
@mitunavlogs1379 Жыл бұрын
Thanks 🙏
@ramakantasethi6590
@ramakantasethi6590 Жыл бұрын
One only super star ପିୟୁଷ ଭାଇ ମୁଁ ବହୁତ ଗର୍ବିତ ଯେ ପିୟୁଷ ଭାଇ ଙ୍କ ଭଳି କଳାକାର ଆମ ଓଡିଶା ରେ ଅଛନ୍ତି. ଆଉ ଆପଣକୁ ଧନ୍ୟବାଦ ଯେ ତାଙ୍କ ଭିଡିଓ ଆମକୁ ଦେଖାଉଛନ୍ତି 🙏.
@mitunavlogs1379
@mitunavlogs1379 Жыл бұрын
Thsnks 🙏
@bhuban8486
@bhuban8486 Жыл бұрын
Mituna deii tama.....re ae kama ta am manku bhaut pasand asichi........amtiki video kari chala.....Piyush bhi ra Family bhaut badhia lagila......❤❤❤❤
@mitunavlogs1379
@mitunavlogs1379 Жыл бұрын
Thanks 🙏
@anekkatha3438
@anekkatha3438 Жыл бұрын
Didi real hero / villian in jatra industry....
@mitunavlogs1379
@mitunavlogs1379 Жыл бұрын
Thanks 🙏
@anekkatha3438
@anekkatha3438 Жыл бұрын
Welcome didi ......... KZfaq ru Silverplaybottom asile vedio sayer kariba.....
@sarojsamal9395
@sarojsamal9395 Жыл бұрын
Didi punish bhai pura jalidauchnti
@sarojsamal9395
@sarojsamal9395 Жыл бұрын
Wow
@nilamadhabbehera9617
@nilamadhabbehera9617 4 ай бұрын
Piyush Bhainka ghare jaha b dekhibaku milila,Sikhibaku Au E bahu dinara Smruti rakhichanti E b gote Nataka hei pariba,No dout .❤❤❤❤
@mitunavlogs1379
@mitunavlogs1379 4 ай бұрын
Dhanyabad 🙏
@chaitanyabariki810
@chaitanyabariki810 Жыл бұрын
ମାଡାମ ଶୁଭେଚ୍ଛା 🙏 ସବୁ ଠିକ ହେଲା ଯେ 🙏 ଯାତ୍ରା ରେ ମାଆ ଅଭିନୟ କରିଥିବା କାଳି ମାଡାମ ଙ୍କ ସହିତ ତାଙ୍କର ପରିବାର ର ଗୋଟିଏ ସାଖତକାର ନିଅନ୍ତୁ 🙏 ଜୟ ଜଗନ୍ନାଥ ସ୍ବାମୀ 🙏 ବନ୍ଦେ ଉତ୍କଳଜନନୀ 🙏🙏🙏
@kebaljatra
@kebaljatra Жыл бұрын
18.19.20 konark sova Jagatsinghpur jiba , sei taime re apaa silu bhai au kali apa nka gharaku jai sakhyat nei video karantu
@mitunavlogs1379
@mitunavlogs1379 Жыл бұрын
Ok
@mitunavlogs1379
@mitunavlogs1379 Жыл бұрын
Se time re semane ghare thile ta
@kebaljatra
@kebaljatra Жыл бұрын
Hn thik katha apaa
@diptimayeeraj1616
@diptimayeeraj1616 Жыл бұрын
ଏକ୍ଦମ୍ ରାଇଟ୍ କଥା
@stylishmanas1991
@stylishmanas1991 10 ай бұрын
ମିଟୁନା ଅପା ମୁଁ ଆପଣଙ୍କର ବହୁତ ବଡ଼ ଫ୍ୟାନ ଆପଣଙ୍କ ଆକ୍ଟିଂ ବହୁତ ଭଲ ଲାଗେ .... କହଲୋ ବଉଳ କିଏ ତୋ ବର ରେ ଆପଣଙ୍କ ଜବରଦସ୍ତ ଆକ୍ଟିଂ କରିଛନ୍ତି 👌👌👌👌
@mitunavlogs1379
@mitunavlogs1379 9 ай бұрын
Bahut bahut dhanyabad agyan 🙏
@aswinikumarswain9829
@aswinikumarswain9829 Жыл бұрын
Bhainka family member samaste bhala lagile. Bahut bhala family. 100 percent true lagila.
@mitunavlogs1379
@mitunavlogs1379 Жыл бұрын
Thanks 🙏
@mynameisnew3783
@mynameisnew3783 Жыл бұрын
Thank u naice video
@mitunavlogs1379
@mitunavlogs1379 Жыл бұрын
Agyan 🙏
@pradeepkumarprusty6001
@pradeepkumarprusty6001 Жыл бұрын
Piush bhainka wife Jane prakruta gharani tanka ra chali chalana kathha barta auu hasa hasa muha kahi dauchi Rinky Bhauja Jane bohut Bhala Manisha
@mitunavlogs1379
@mitunavlogs1379 Жыл бұрын
Thanks 🙏
@BiranchiNaik-yp8hz
@BiranchiNaik-yp8hz Жыл бұрын
Mituna apa apa very talented
@mitunavlogs1379
@mitunavlogs1379 Жыл бұрын
Thsnks🙏
@rudradas4552
@rudradas4552 Жыл бұрын
Bahuta bhala❤❤❤
@mitunavlogs1379
@mitunavlogs1379 Жыл бұрын
Thanks 🙏
@bindasskaju
@bindasskaju Жыл бұрын
Satare didi apana ete vala ...sabu actors mankara interview dekhauchnty....❤❤❤❤
@mitunavlogs1379
@mitunavlogs1379 Жыл бұрын
Agyan 🙏
@rajeeb841
@rajeeb841 5 ай бұрын
ମିଟୁନା ମାଡାମ ଆପଣଙ୍କୁ ଏବଂ ରତି ବାବୁ ଙ୍କୁ ବହୁତ ଧନ୍ୟବାଦ କାହିଁକିନା ଆପଣ ମାନେ ନିଜର ବ୍ୟସ୍ତତା ଭିତରେ ଥାଇ ବି ମାନବିକତା କୁ ଭୁଲି ନାହାନ୍ତି l ନିହାତି ମଣିଷପଣିଆ l ସମାଜ କୁ ବାର୍ତ୍ତା ଦେଲା ଭଳି ନାଟକ ଟି ୨୦୨୪ ରେ ମୁଁ ଦେଖିଥିଲି ସେଇ ଗୋଟିଏ ଭୁଲ ପାଇଁ, ବହୁତ ବାସ୍ତବିକତା ଅଛି ଲେଖା ରେ, ଯାହା ହୋଉ ନିଜର ଯତ୍ନ ନିଅନ୍ତୁ ଖୁସିରେ ରୁହନ୍ତୁ, ଓଡ଼ିଆ ଜାତି ର ଟେକ ରଖନ୍ତୁ 🙏
@mitunavlogs1379
@mitunavlogs1379 5 ай бұрын
Bahut bahut dhanyabad agyan 🙏
@tapansahoo3734
@tapansahoo3734 Жыл бұрын
Mituna apa no1
@mitunavlogs1379
@mitunavlogs1379 Жыл бұрын
Thanks 🙏
@bikramnayak6484
@bikramnayak6484 Жыл бұрын
Bahut khushi lagila piyush bhai ghara dekhi au tanka family bisayare janiki. many many thanks mituna apa
@mitunavlogs1379
@mitunavlogs1379 Жыл бұрын
Agyan 🙏
@raghunathsahoo179
@raghunathsahoo179 Жыл бұрын
ଜୟ ଜଗନ୍ନାଥ ଅପା ଏତେ ଦିନ ପରେ ଗୋଟିଏ ଭଲ video
@mitunavlogs1379
@mitunavlogs1379 Жыл бұрын
Thanks 🙏
@ajaysahoo1618
@ajaysahoo1618 8 ай бұрын
ଯାହା ହଉ ମିଟୁନା ଦି ବହୁତ ଭଲ ସୁନ୍ଦର ଅଭିନୟ ଆପଣକଂ ର ଭଗବାନ କରନ୍ତୁ ଆପଣ ଏମିତି ଆହୁରି ଭଲ ଅଭିନୟ ରେ ଦର୍ଶକ ଙ୍କ ମନୋରଞ୍ଜନ କରି ଆହୁରି ଆଗକୁ ଯାଆନ୍ତୁ... ଜୟ ଜଗନ୍ନାଥ
@mitunavlogs1379
@mitunavlogs1379 8 ай бұрын
Jai Jagannath 🙏🙏🙏
@ganeshmohanty6980
@ganeshmohanty6980 Жыл бұрын
Happy family piyush tripathi and also good artist of jali wood
@mitunavlogs1379
@mitunavlogs1379 Жыл бұрын
Thanks 🙏
@MonalishaMohapatra-ey2bl
@MonalishaMohapatra-ey2bl Жыл бұрын
Bahut badhia super
@mitunavlogs1379
@mitunavlogs1379 Жыл бұрын
Thanks 🙏
@narayanswain5259
@narayanswain5259 Жыл бұрын
ବହୁତ ଦିନ ରୁ ଗୋଟେ କଥା ମନରେ ଆସୁଛି କିନ୍ତୁ କହି ପାରୁନଥିଲି ଆପଣ ଯାହା ପାଇଁ ଯାତ୍ରା କରୁଛନ୍ତି ମାନେ ଲେବର ପିଲା ପାଇଁ ଯଦି ତାଙ୍କ ପରିବାର ସହ ମିଶନ୍ତେ ସେମାନେ ବହୁତ ଖୁସି ହୁଅନ୍ତେ
@mitunavlogs1379
@mitunavlogs1379 Жыл бұрын
Misuchu kali electri staff gharaku jaithili video achhi adit hele padiba
@narayanswain5259
@narayanswain5259 Жыл бұрын
@@mitunavlogs1379 ଧନ୍ୟବାଦ
@suranjanatripathy3413
@suranjanatripathy3413 11 ай бұрын
Ryt
@Sanjayanusayaaryanvlog143
@Sanjayanusayaaryanvlog143 8 ай бұрын
Sabu micha kouthi video padini
@subhasony3533
@subhasony3533 6 ай бұрын
ଅତି ସୁନ୍ଦର ପରିବାର ସମସ୍ତେ ଭଲ ବାପା ମା ସ୍ତ୍ରୀ ସମସ୍ତେ ଭଲ ପିୟୁଷ ଅତି ସୁନ୍ଦର ମଣିଷ badboy ଭିତରେ good ଚରିତ୍ର ବହୁତ ଭଲ ଲାଗିଲା.❤
@mitunavlogs1379
@mitunavlogs1379 5 ай бұрын
Dhanyabad 🙏
@nabeenmn602
@nabeenmn602 Жыл бұрын
Thank you mituna Apa n Rati Bhai for a beautiful video of piyush Bhai n Family ❤
@mitunavlogs1379
@mitunavlogs1379 Жыл бұрын
Most welcome 🙏
@adhira.12M
@adhira.12M 11 ай бұрын
ସତରେ piyush bhai hart touch person ତାଙ୍କୁ ଦେଖିକି କେହି କହିବେନି je ସେ ଜଣେ villean
@mitunavlogs1379
@mitunavlogs1379 11 ай бұрын
Thsnks 🙏
@chaitanyabariki810
@chaitanyabariki810 Жыл бұрын
ଶୁଭ ସକାଳ ମାଡାମ 🙏🙏 ଯାତ୍ରା କଳାକାରମାନଙ୍କ ପରିବାର ଙ୍କ ସାକ୍ଷାତକାର ଭଲ ଲାଗିଲା 🙏 ଠାକୁରେ ସମସ୍ତ କଳାକାର ଙ୍କ ପରିବାର କୁ ଆଶିର୍ବାଦ କରନ୍ତୁ 🙏 ଜୟ ଶ୍ରୀ ଜଗନ୍ନାଥ ପ୍ରଭୁ 🙏 ଅନୁରୋଧ କରୁଛି ବିଗତ ଦିନରେ କୋଣାର୍କ ଗଣନାଟ୍ୟ ରେ ମାଆ ଅଭିନୟ କରିଥିବା ମାଡାମ ଙ୍କ ସାକ୍ଷାତକାର ନିଅନ୍ତୁ 🙏🙏🙏🙏🙏🙏🙏🙏🙏
@mitunavlogs1379
@mitunavlogs1379 Жыл бұрын
Jai jagannath 🙏🙏🙏
@jibanjyotijena588
@jibanjyotijena588 Жыл бұрын
Bini madam nka saha gote episode karantu
@birendraparida2556
@birendraparida2556 Жыл бұрын
Mituna apaa Prabhu jagannath nka pakhare mnu ethiki prarthana karuchiki piyush Bhai nka family nku emiti ghanta ghodei rakhithantu.Nha mituna apaa piyush vaainka sahita mnu gote selfie neichi Hi-tech Hospital re kanhiki nanu nije Sethi Fire Safety Officer achhi.vaai bahut badhia loka His very.......... nice man Very nice family
@mitunavlogs1379
@mitunavlogs1379 Жыл бұрын
Thanks 🙏
@BikashKumar-ic6rz
@BikashKumar-ic6rz Жыл бұрын
Adyashree so cute..🥰🥰🥰
@mitunavlogs1379
@mitunavlogs1379 Жыл бұрын
Thanks 🙏
@rameshsir7783
@rameshsir7783 Жыл бұрын
Bahut bhal lagila
@mitunavlogs1379
@mitunavlogs1379 Жыл бұрын
Thanks 🙏
@LOVING-PUPPY
@LOVING-PUPPY Жыл бұрын
ପୀୟୂଷୁ bhai ଙ୍କ ହସ 👌👌👌 ଲକ୍ଷେ ଟଙ୍କା 👌👌💋💋❤️❤️
@mitunavlogs1379
@mitunavlogs1379 Жыл бұрын
Right 🙏
@prasantabal7603
@prasantabal7603 Жыл бұрын
Bahuta bhala lagila blog dakhiki
@mitunavlogs1379
@mitunavlogs1379 Жыл бұрын
Thanks 🙏
@sipunsikun1029
@sipunsikun1029 Жыл бұрын
The real hero piyush bhai always King 👑
@prakashpa8718
@prakashpa8718 Жыл бұрын
ଧନ୍ୟବାଦ ଅପା
@mitunavlogs1379
@mitunavlogs1379 Жыл бұрын
Thanks 🙏
@mitunavlogs1379
@mitunavlogs1379 Жыл бұрын
Thanks 🙏
@debabratanayak3526
@debabratanayak3526 Жыл бұрын
Nice video appa king of jatra
@mitunavlogs1379
@mitunavlogs1379 Жыл бұрын
Thanks 🙏
@chandrakantasahoo8591
@chandrakantasahoo8591 Жыл бұрын
Happy fimeli 🎉 God bless you Jay jaganntha
@mitunavlogs1379
@mitunavlogs1379 Жыл бұрын
Jai jagannath 🙏🙏🙏
@prabinrout9497
@prabinrout9497 Жыл бұрын
Love u bro.........Odia jatra king piyush
@mitunavlogs1379
@mitunavlogs1379 Жыл бұрын
Thanks 🙏
@nayakabhimanyu5034
@nayakabhimanyu5034 Жыл бұрын
Super jodi 🎉🎉❤❤
@mitunavlogs1379
@mitunavlogs1379 Жыл бұрын
Thanks 🙏
@ranjanpattayat3756
@ranjanpattayat3756 Жыл бұрын
Very very nice piush bhai Cute baby
@mitunavlogs1379
@mitunavlogs1379 Жыл бұрын
Thanks 🙏
@Soumya.840
@Soumya.840 Жыл бұрын
Such a beautiful family ❤❤
@mitunavlogs1379
@mitunavlogs1379 Жыл бұрын
Thsnks 🙏
@jagadishsarangi6214
@jagadishsarangi6214 Жыл бұрын
Super lagila dhanyabad....
@mitunavlogs1379
@mitunavlogs1379 Жыл бұрын
Thanks 🙏
@muodia2002
@muodia2002 Жыл бұрын
ଘୋଡା ହାତୀ ଗଣ୍ଡା କୁ ଗଣ୍ଡା ଯାତ୍ରା ଟାଇଗର ଦ଼ଇତାରି ପଣ୍ଡା ଜୟ କଳା
@mitunavlogs1379
@mitunavlogs1379 Жыл бұрын
Jai jagannath 🙏🙏🙏
@kachrya6533
@kachrya6533 Жыл бұрын
Bahuta bhala lagila
@mitunavlogs1379
@mitunavlogs1379 Жыл бұрын
Thanks 🙏
@srikartsahu
@srikartsahu Жыл бұрын
So sweet family 💕💕❤❤ Jay Jagannath ❤❤
@mitunavlogs1379
@mitunavlogs1379 Жыл бұрын
Jai jagannath 🙏🙏🙏
@user-ib5py7zq1k
@user-ib5py7zq1k 6 ай бұрын
ବହୁତ୍ ସୁନ୍ଦର ପରିବାର ଟିଏ ସତରେ 🙏🥰
@mitunavlogs1379
@mitunavlogs1379 6 ай бұрын
Agyan 🙏
Underwater Challenge 😱
00:37
Topper Guild
Рет қаралды 41 МЛН
How I Did The SELF BENDING Spoon 😱🥄 #shorts
00:19
Wian
Рет қаралды 37 МЛН
Люблю детей 💕💕💕🥰 #aminkavitaminka #aminokka #miminka #дети
00:24
Аминка Витаминка
Рет қаралды 581 М.
طردت النملة من المنزل😡 ماذا فعل؟🥲
00:25
Cool Tool SHORTS Arabic
Рет қаралды 24 МЛН
Underwater Challenge 😱
00:37
Topper Guild
Рет қаралды 41 МЛН