ପାଣ୍ଡିଆନଙ୍କ ବାସଭବନ..... ସେତେବେଳେ ପୋଲିସ ଛାଉଣୀ, ଏବେ ଖାଁ ଖାଁ | Odisha Reporter

  Рет қаралды 1,001,807

Odisha Reporter

Odisha Reporter

Ай бұрын

ଦିନ ଥିଲା ବିଜେଡି ନେତା ଭି.କେ ପାଣ୍ଡିଆନଙ୍କ ବାସଭବନ ସାମ୍ନାରେ ଛାଉଣୀ ହେଉଥିଲା ପୋଲିସ କିନ୍ତୁ, ଆଜି ଖାଁ ଖାଁ ପୂରା ଅଞ୍ଚଳ। ନା ଏଠାରେ ଲୋକେ ବସିପାରୁଥିଲେ, ନା ଛିଡ଼ା ହୋଇପାରୁଥିଲେ। ଆଜି କିନ୍ତୁ ପୋଲିସ ସୁରକ୍ଷା ନଥିବାରୁ ଲୋକମାନେ ବସି କଥା ହୋଇ ପାରୁଥିବା କହିଛନ୍ତି।
Odisha Reporter is one of the best Odia news portal in Odisha. Get all the news updates in Odia.
ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ |
KZfaq: bit.ly/OdishaReporteronKZfaq
Web: odishareporter.in
Facebook: / odishareporter
Twitter: / odishareporter
Telegram: telegram.me/Odisha_Reporter_o...
Instagram: / odishareporter_official
#OdishaReporter #VKPandian #Bhubaneswar #House #odisha #news #police #security #odishareporter

Пікірлер: 968
@BalaramNath-fe8ws
@BalaramNath-fe8ws Ай бұрын
ଖରାଦିନେ ମୁଁ ଥରେ ଗାଡ଼ି ସ୍ଲୋ କରିଥିଲି ଗଛ ଛାଇରେ ବସିବାକୁ ହେଲେ ମୁଁ ଯେମିତି ମଡର କରି ଆସିଛି ସେମିତି ମୋତେ ପାଟି କଲେ ଏ ଚାକର ଅଇଁଠା ଚଟା କୁକୁର ଓଡ଼ିଶା ପୋଲିସ
@prasantapalai4549
@prasantapalai4549 Ай бұрын
🙏👍
@rashmiranjansethi2438
@rashmiranjansethi2438 Ай бұрын
ଅତି ଗର୍ବେ ହତ ଲଙ୍କା
@hariharnodisha
@hariharnodisha Ай бұрын
Police kan maridela tumara. Tanku jaha order asiba se taha karibe bhul tamar bhot thick jagare deunathila, kukura ta tumapari loka jakir hada khande pakeile taku bhot deucha, police ta chakar dharm bahan kariba tara kama.
@sourabhabehera
@sourabhabehera Ай бұрын
ଭାଇ ସୁଜାତା ଗାଣ୍ଡୀ ଚଟା police 6:01
@user-cb9vf1cx4i
@user-cb9vf1cx4i Ай бұрын
ଆଜି ବହୁତ ଖୁସି ଲାଗୁଚି ଯେ ଧର୍ମ ବଳ ବଲଵାନ ଜଗନ୍ନାଥ ଓଡିଶା ବାସି କଁ ଦୁଃଖ ବୁଝିଲେ, ଅତ୍ୟାଚାରୀ ଶାସନ ର ଅବସାନ ହେଲା.
@MrShreetam
@MrShreetam Ай бұрын
Pandya ku godei godei pitta
@eodia6475
@eodia6475 Ай бұрын
@@MrShreetam ଆମର ବିଶ୍ୱାସ ଅଛି ତମେ sure ପିଟିବ।ଯୋଡ଼ି ନପିଟି ପାରିବ ତମେ କିର୍ଟିଦାସ ଲୋକ
@priyambadaswain4467
@priyambadaswain4467 Ай бұрын
😢😢😢😢😢😢😢
@santoshkumarmallick6785
@santoshkumarmallick6785 Ай бұрын
Han aaghyan 🙏🙏🙏🙏
@MrShreetam
@MrShreetam Ай бұрын
@@eodia6475 aame piti deichu
@Kumarbulu91
@Kumarbulu91 Ай бұрын
ଓଡ଼ିଶା କୁ pandian କବଳ ରୁ ବଞ୍ଚେଇଥିବାରୁ ସମସ୍ତ ଲୋକ ଙ୍କୁ ମୋର ଧନ୍ୟବାଦ
@smrutiranjan685
@smrutiranjan685 Ай бұрын
BJP ku dhanyawad
@eodia6475
@eodia6475 Ай бұрын
Just wait and watch kon houchi dekhiba kie volo kie khorap
@pritampolei7087
@pritampolei7087 Ай бұрын
Tamilian bansaj mane abe b odisha re achhanti
@user-hu7vf4tt6k
@user-hu7vf4tt6k Ай бұрын
Hm bhai...
@mandimandi5098
@mandimandi5098 Ай бұрын
ସବୁଠୁ ବଡ ବଦମାସ୍ ମଦୁଆ ନବୀନ, ନବୀନ ତ ପାଇକି ଏକାନ୍ତ ବାସ କରୁଥିଲା। ତା ପାଇଁ ପାଣ୍ଡୁ ଏମିତି ପ୍ରଭାବ ପକେଇ ସବୁ ଖଣି, ଜମି ବାଲି ପଇସା ଖାଇ ଗଲା।😂😂
@manojkumarsahu8816
@manojkumarsahu8816 Ай бұрын
ପାଣ୍ଡିଆନ କୁ Arrest କରିବା ପାଇଁ ଓଡ଼ିଶା ଲୋକେ BJP କୁ ଜିତେଇ ଛନ୍ତି। Arrest ପରେ ଓଡ଼ିଶା ଲୋକେ ଖୁସି ହେବେ।
@learnwithbini6060
@learnwithbini6060 Ай бұрын
Kahin bjp govt asiba duidin heuchi Bhai....ama pate injustice arambha hoigalani aagku 5 barsa achi 😂
@jitendra33453
@jitendra33453 Ай бұрын
ସବୁ ବେଳେ ଓଡ଼ିଶା ଲୋକ ଙ୍କ ରାଜସ୍ବ ଲୁଟୁଥୀଲା
@TPNODLCorporate
@TPNODLCorporate Ай бұрын
Sobu nabin ro bhul re
@Jigyanshoo
@Jigyanshoo Ай бұрын
ଅହଙ୍କାର ର ଅନ୍ତ ଏମିତି ହୁଏ
@rashmiranjansethi2438
@rashmiranjansethi2438 Ай бұрын
100%
@user-um7qg5pp5e
@user-um7qg5pp5e Ай бұрын
Tor buat Banda hua
@omnamonarayan9176
@omnamonarayan9176 Ай бұрын
tor sala chor BJD Pandian maffira ku bade bade😂😂😂​@@user-um7qg5pp5e
@abhinashmohapatra2989
@abhinashmohapatra2989 Ай бұрын
ଭଗବାନଙ୍କ ଲାଠି ରେ ଆବାଜ୍ ନଥାଏ 😊
@ratanbiswal-wq5ok
@ratanbiswal-wq5ok Ай бұрын
Bilkul sehi
@AYgiri
@AYgiri Ай бұрын
100% sata bhai
@factsunloaded4808
@factsunloaded4808 Ай бұрын
Se ta nijaku bhagawan bhabhu thila... while looting and using people money for their own luxury kharcha 🎉
@rashmiranjansethi2438
@rashmiranjansethi2438 Ай бұрын
Perfect କଥା sir
@jayshreekrishna72
@jayshreekrishna72 Ай бұрын
Woow sata Katha kahila bhai. Samaya hi balabaan
@s.kbehera2828
@s.kbehera2828 Ай бұрын
ଶଳା ପାଣ୍ଡିଆନ କୁ ଗୋଡେଇ ଗୋଡେଇ ପିଟ ଭୁବନେଶ୍ବର ରେ ରଖେଇ ଦିଅନା
@ashokmohanty5318
@ashokmohanty5318 Ай бұрын
Thik katha Bhai
@ashokmohanty5318
@ashokmohanty5318 Ай бұрын
Maghia pandian ku beka katidia
@skrakibulazad3967
@skrakibulazad3967 Ай бұрын
Pandian kon korichi
@udaynathray4251
@udaynathray4251 Ай бұрын
ସମୟ ଆସିଛି ଏବେ ପାଣ୍ଡୁ ଭୟବିତ୍ତ ହୋଇ ଚୋର ଙ୍କ ଭଳି ଲୁଚିକି ରହିବ. ଏ ସବୁ ଜଗନ୍ନାଥ ଙ୍କ ଲୀଳା
@sanjauakumar8999
@sanjauakumar8999 Ай бұрын
70 ପୋଲିସ କୁଆଡେ ଗଲେ ବାଉନସର ମାନେ କୁଆଡ଼େ ଗଲେ
@XyzXyz-kf9jr
@XyzXyz-kf9jr Ай бұрын
Jhada jaichanti😂😂😂
@rakeshnayak4801
@rakeshnayak4801 Ай бұрын
Pura Sarathi abasta😂😂😂😂
@usert-cb3ms92
@usert-cb3ms92 Ай бұрын
Police ra kn dosa ta Katha na sunile she vigilance lagauthila
@eatingranger9929
@eatingranger9929 Ай бұрын
Pandian ଆଉ ବବି କୁ ଯିଏ ଯୋଉଠି ଦେଖିବ ଖାଲି ପବ୍ଲିକ ମାଡ଼ ଦେବା କୁ ଅନୁରୋଧ 🎉🎉🎉
@bapisadangi3373
@bapisadangi3373 Ай бұрын
Right 👍
@RanjanMohanta-jd2vg
@RanjanMohanta-jd2vg Ай бұрын
Auu navina se pakka maichia ku madhya
@DPriya-sr2if
@DPriya-sr2if Ай бұрын
Gandhi re dom ochita
@mrutyunjaydash9457
@mrutyunjaydash9457 Ай бұрын
Right
@nilamadhabmohanty6047
@nilamadhabmohanty6047 Ай бұрын
@@DPriya-sr2if Pandu dum katha utheithila gandu heigala
@sukantaranjanswain8619
@sukantaranjanswain8619 Ай бұрын
ଜଗନ୍ନାଥ ବଳଭଦ୍ର ଆଉଥରେ କାଞ୍ଚି ବିଜୟ କରିଛନ୍ତି
@satyarasmi
@satyarasmi Ай бұрын
ଯେଉଁ ମାଘିଆ ମାନେ ଯଗିଥିଲେ ସେ ଘୋଗାଘେଈ ପୁଅ କୁଆଡେଗଲେ
@BJPodishaa
@BJPodishaa Ай бұрын
Tanka stree mana nku BJP wala neigale😅
@hariharnodisha
@hariharnodisha Ай бұрын
Jiye jagithile BJP balabi tanku nei ghare rakhibe. Tuma manasikata change kara
@ChittaranjanDalabehera
@ChittaranjanDalabehera Ай бұрын
Sahi bat sir....🙏 Bjp
@gudunaughtyboy4254
@gudunaughtyboy4254 Ай бұрын
Semane sabu maghia ainthha khia chakara, ebe maghia bjp ra kukura hebe😅😅
@Chinmayap1994
@Chinmayap1994 Ай бұрын
ଦେଖ ରେ ମୋର ଓଡ଼ିଆ ଭାଇ ଭଉଣୀ ମାନେ ଦେଖ....... ନବୀନ ଶାସନ ରେ କଣ ସବୁ ହେଉଥିଲା ଆଉ ଏବେ ବି କିଛି ଲୋକ କହୁଛନ୍ତି ନବୀନ ଏକ ନମ୍ବର ମୁଖ୍ୟମନ୍ତ୍ରୀ। ଭଲ ହେଲା ନବୀନ ଗଲା ତାମିଲ ହଟିଲା
@user-oi5uz5ne1l
@user-oi5uz5ne1l Ай бұрын
ଓଡ଼ିଶାର BJD MLA ସବୁ ପଣ୍ଡିଆର ଚାକର ଥିଲେ, ଆଉ ଓଡ଼ିଶା ର ଜନତା ବି ସବୁଠାରୁ ମୂର୍ଖ ଥିଲେ, ଅଛନ୍ତି,ଥିବେ so Tamil ଶାସନ ଚାଲିଥିଲା
@sanjaybiswal9242
@sanjaybiswal9242 Ай бұрын
ବାଳ ଥିଵ ଜେ ସୁନୂପାଙୀ ଖାଇବ❤❤❤
@thirdeye9492
@thirdeye9492 Ай бұрын
ବହୁତ ନୀଚ୍ଚ ଲୋକ ଉଚ୍ଚ ଆସନରେ ଅବସ୍ଥାପିତ.... ତେଣୁ ଆଜି ସମାଜର ଚିତ୍ର ଅବ୍ୟବସ୍ଥିତ 😢😢
@narayanamishra2084
@narayanamishra2084 Ай бұрын
ଠିକ୍ କହିଛନ୍ତି
@susantasahoo2289
@susantasahoo2289 Ай бұрын
ଭଗବାନ ଜଗନ୍ନାଥ କରନ୍ତୁ ଆଉ ବିଜେଡି ସରକାର ଓଡ଼ିଶା ରେ ନଆସୁ ଜୟ ଶ୍ରୀ ଜଗନ୍ନାଥ 🙏
@bibekanandabarikbitu5124
@bibekanandabarikbitu5124 Ай бұрын
ଯେତେ ଦିନ ଯାଏଁ ତୁମ ଭଳି ସାମ୍ପ୍ରଦୟିକ ଶକ୍ତି ଅଛି ସେତେ ଦିନ ଯାଏଁ ବିଜୁ ଜନତା ଦଳ ଭଳି ଗଣତାନ୍ତ୍ରିକ ଶକ୍ତି ମଧ୍ୟ ରହିବ, କାରଣ ବିଜୁ ଜନତା ଦଳ ହେଲା ଲୋକ ନାୟକ ଜୟ ପ୍ରକାଶ ନାରାୟଣ ଙ୍କ ଆନ୍ଦୋଳନ ଦ୍ଵାରା ସୃଷ୍ଠି ହେଇ ଥିବା ଏକ ଦଳ, କେହି ଆକୁ ଦବେଇ ପାରି ବେନି
@sushantakumarbarik
@sushantakumarbarik Ай бұрын
Jai bjp, Jai shree Ram
@learnwithbini6060
@learnwithbini6060 Ай бұрын
​@@bibekanandabarikbitu5124right kahila Bhai.....Biju janta dal kahar against re kaheni...emne communal politics karibe 😂
@ashokkumarchhotaray
@ashokkumarchhotaray Ай бұрын
ସେ ଅଖଣ୍ଡ କ୍ଷମତାର ଅଧିକାରୀ ନବୀନ ପାଇଁ । ନବୀନର ସେ ଧର୍ମ ପୁଅ । ସବୁ ଭୁଲ୍ ନବୀନର । ଯାହା ହେଉ ନବୀନ ତାମିଲ ଶାସନର ଅନ୍ତ ହେଲା । ଧର୍ମର ଜୟ ହେଇଛି ।
@prasantkudas3438
@prasantkudas3438 Ай бұрын
ଧର୍ମର ହେଲା ଜୟ ମାଇଚିଆ ନବୀନା ଯୋଗୁଁ ପାଣ୍ଡିଆ ରାଜକରୁଥୂଲାଓଡ଼ିଶା ପୋଲିସ ବି ପାଣ୍ଡିଆର କିତ୍ରଦାସ ରହିଥିଲେ
@RanjanMohanta-jd2vg
@RanjanMohanta-jd2vg Ай бұрын
Right Bhai, navina maicha painn
@learnwithbini6060
@learnwithbini6060 Ай бұрын
Wait Kara....maichia kahi jeun bhul krcha seta b pravuu jagannath dkhuchnti....ktha ku lagam dia
@pragatisahu9479
@pragatisahu9479 Ай бұрын
Tu hinjida se maichia hele
@prasantkudas3438
@prasantkudas3438 Ай бұрын
@@pragatisahu9479 ତୁ ପାଣ୍ଡିଆ ର କିତ୍ରଦାସ ଟା
@user-xc8ek1wj1f
@user-xc8ek1wj1f Ай бұрын
VIR 7 quaterକୁ ସରକାର ନିଜ ଅଧିନକୁ ନିଅନ୍ତୁ।
@lasya937
@lasya937 Ай бұрын
Yes ❤❤
@RanjanMohanta-jd2vg
@RanjanMohanta-jd2vg Ай бұрын
This a govt property
@sureshnaik9238
@sureshnaik9238 Ай бұрын
ଶଳା ସତେ ଯେମିତି ପାଣ୍ଡୁ ଗୋଟେ pm bhali z+ sicurity ରଖୁଥିଲା ଶଳା ଚର
@suryadas_17
@suryadas_17 Ай бұрын
ଓଡିଶା ର ସବୁଠୁ ବଡ଼ ଡକାୟତ ହେଉଛି ଓଡିଶା ପୁଲିସ
@swarajkumarbej3768
@swarajkumarbej3768 Ай бұрын
ସବୁଦିନ ନାହିଁ ଚାନ୍ଦିନୀ ରାତି
@bibhutibhusannaik1245
@bibhutibhusannaik1245 Ай бұрын
ଧର୍ମର ଜୟ ଜୟ ଜଗନ୍ନାଥ
@judhisthiramohanta5862
@judhisthiramohanta5862 Ай бұрын
ଲୋକ ଙ୍କର ରାସ୍ତା, ଲୋକ ମାନଙ୍କ ପାଇଁ ରାସ୍ତା, ଲୋକଙ୍କର ଟିକସ ପଇସା ରେ ରାସ୍ତା, ପାଣ୍ଡିଆନ ପାଇଁ କାହିଁକି, ଜନସାଧାରଣ ତାଙ୍କର ସ୍ୱାଧୀନତା ହରେଇବେ, ଯାହା ବି ହଉ ଉଚିତ ଜବାବ ମିଳିଲା ନିର୍ବାଚନ ରେ, ଏବେ ନବୀନ ନିବାସ ଖାଁ ଖାଁ ହବ, happy for that
@chittaranjansahu8113
@chittaranjansahu8113 Ай бұрын
ଉଦ୍ଧେଶ୍ୟ ମନ୍ଦ ଥିବା ବ୍ୟକ୍ତି ଏମିତି ଭୟଭୀତ ହୋଇ ଥାଏ....
@debadattamohanty8902
@debadattamohanty8902 Ай бұрын
ଧର୍ମ ର ଜୟ ପାପ ର କ୍ଷୟ କଳି ଯୁଗ ରେ ପାପର ଜୟ ହୋଇଥାଏ ପ୍ରାଣୀ ର ଭଲ ମନ୍ଦ ବାଣିଜ୍ଯ ମରଣ କାଳେ ତାହା ଜାଣି ।
@Odiaclasic
@Odiaclasic Ай бұрын
ଆପଣ ମାନେ ଯେଉଁଭଳି ଭାବେ news ଦେଖାଉଛନ୍ତି ଲାଗୁଛି ପାଣ୍ଡିଆନ ମରିଗଲା
@ashishmohanty4940
@ashishmohanty4940 Ай бұрын
Odisha state boli banchiki achhi, aau kau state heithile pandian ku marideithante
@learnwithbini6060
@learnwithbini6060 Ай бұрын
​@@ashishmohanty4940ei katha kebala bujhi jie parantini sei Mane kahuchnti...bhala loke nae
@niranjanmishra5927
@niranjanmishra5927 Ай бұрын
ମହାପ୍ରଭୁଙ୍କ ଲୀଳା ଜୟ ଜଗନ୍ନାଥ ଙ୍କୁ କୋଟି କୋଟି ପ୍ରଣାମ ଧର୍ମ ଯୁଗେ ଯୁଗେ ଅଛି ସେ ହେଉଛନ୍ତି ଉତ୍କଳ ର ମଉଡ଼ମଣି l
@Arunabh_M
@Arunabh_M Ай бұрын
ଆଜି ଜାଗିଲା ସାମ୍ବାଦିକତା ? ଏତେ ଦିନ କୁଆଡେ଼ ଥିଲେ ସବୁ
@user-qr5fd4cq7r
@user-qr5fd4cq7r Ай бұрын
ବହୁତ ଶୀଘ୍ର ତାର ସୁରକ୍ଷ୍ୟା ଝାରପଡ଼ା ଜେଲ୍ କତୃପକ୍ଷ କରିବେ
@ashokbadajena8568
@ashokbadajena8568 Ай бұрын
ଶ୍ରୀ ଜଗନ୍ନାଥଙ୍କ କୋପଦୃଷ୍ଟି ରେ ଆଚ୍ଛାଦିତ ଯେଉଁ ସ୍ଥାନରେ ପଡେ,,,,,,,,,,ଏମିତି ହୋଇଯାଏ ସେହି ସ୍ଥାନ,,,,
@manasranjanpatnaik6747
@manasranjanpatnaik6747 Ай бұрын
ଶଳା ହାରାମି mr ପାଣ୍ଡିଆନସରକାରୀ ପୋଲିସର ଦୁରୁପଯୋଗ
@sambitmohanta2038
@sambitmohanta2038 Ай бұрын
ଏବେ ଆସିଲେ ଗୋଇଠା ଖାଇବ MG
@SmashEnough
@SmashEnough Ай бұрын
ପ୍ରାଣୀର କଳା କର୍ମ ମାନ 😢 ବେଳହୁଁ ହୁଅ ସାବଧାନ 😢 ପାଣ୍ଡିଆ ର ଯେତେକ ଦୁଷ୍କର୍ମ 😢 ଶିକ୍ଷା ଓଡ଼ିଶା ଜନ ଗଣ 😮😮😮
@learnwithbini6060
@learnwithbini6060 Ай бұрын
Pandian idea ru ate development hoithila.....Abe dkha kte khasucha
@TapanroseBTR
@TapanroseBTR Ай бұрын
କଣ ଥିଲା କଣ ହେଲାରେ ନାରଣ...... ସମୟ ବଡ଼ ବଳବାନ
@Chinmayap1994
@Chinmayap1994 Ай бұрын
ଏବେ ଯିଏ ବ ଖାଇବ ମୋ ଓଡ଼ିଆ ଭାଇ ଖାଇବ........ ବାହାର କେହି ନାହିଁ
@chandrasekharsethi464
@chandrasekharsethi464 Ай бұрын
ଧର୍ମ ର ଜୟ ହୋଇଛି।ବାକି ରହିଲା ଝାରପଡ଼ା ଜେଲ।ଜୟ ଜଗନ୍ନାଥ।
@successfullife6722
@successfullife6722 Ай бұрын
ସମୟ ବଡ଼ ବଳବାନ l
@sarbanipanda6962
@sarbanipanda6962 Ай бұрын
ଅତି ଦାନେ ବଳିର ବଧ , ଅତି ସର୍ବତମ ଗହୀରତମ
@gobindakishan2922
@gobindakishan2922 Ай бұрын
ସେ ପାଣ୍ଡୁ ର ପେଳ ଚଟା ପୋଲିସ ମାନେ ଏବେ କୁଆଡେ ଗଲେ
@pintusahu195
@pintusahu195 Ай бұрын
ଜ୍ଵର ରେ ପଡି ଛନ୍ତି
@user-we5qf6rx9x
@user-we5qf6rx9x Ай бұрын
👍
@Golokavani
@Golokavani Ай бұрын
ଭଲ ହୋଇଛି 😀
@bibhutiparida7565
@bibhutiparida7565 Ай бұрын
❤️ଗଣତନ୍ତ୍ର ର ଏତେ ଶକ୍ତି !! 🙏
@geetaranisamal6638
@geetaranisamal6638 Ай бұрын
ଭଲ ହୋଇଛି
@pritamkumarpadhy6364
@pritamkumarpadhy6364 Ай бұрын
ଚାକିରି ଛାଡ଼ିବା ପରେ ମଧ୍ୟ ସରକାରୀ ଘର କେମିତି ତାକୁ ମିଳିଥିଲା ?
@factsunloaded4808
@factsunloaded4808 Ай бұрын
Nabeena ra utara adhikari thila... Seithi pai mili thila
@JyotihembramJyoti
@JyotihembramJyoti Ай бұрын
Patho podhile janibu job chadinire velitin retard neichi au thorebi koriparibo and hobo. I A S
@lalit98193
@lalit98193 Ай бұрын
ରାଜସ୍ୱ କସ ର ପୁରା fayda uhtauthila
@surendranathrath4711
@surendranathrath4711 Ай бұрын
ପାଣ୍ଡିଆନ ଥିବା ବେଳେ ମିଡ଼ିଆ ନୀରବତା ର ସୁବର୍ଣ୍ଣ ସୁଯୋଗ ସ୍ୱୟଂ ପାଣ୍ଡିଆନ ନେଉଥିଲା. ଆଉ ସାଧାରଣ ଅଞ୍ଚଳବାସୀ ଆତଙ୍କୀବବାଦୀ ନା କଣ? ମିଡ଼ିଆଙ୍କୁ ପ୍ରଶ୍ନ ରହିଲା. ଉତ୍ତର ପାଣ୍ଡିଆନ ଠାରୁ ଆଣି ସର୍ବସାଧାରଣ ଙ୍କୁ ଜଣାନ୍ତୁ
@geetaranisamal6638
@geetaranisamal6638 Ай бұрын
ସେ pandian କୁ ପ୍ରଥମେ ଜେଲ୍ ପଠା।
@suryadas1087
@suryadas1087 Ай бұрын
Great relief for Police as well as public. It is devine Justice.
@sukantkumardas9023
@sukantkumardas9023 Ай бұрын
Sabu inquiry heba darkar.kari parile hela
@user-fq5gb9ep9e
@user-fq5gb9ep9e Ай бұрын
ଆହରି ଶାନ୍ତି ରେ ବସିବ ଚାଲିବ ଭାଈ ଏ ଫୁଲ ହେଉଚି ମା ମହାଲକ୍ଷ୍ମୀଙ୍କ ଆୟୁଦ୍ଧ୍ ,ଏ ଫୁଲ ର ମହଜ କେବଳ ଶାନ୍ତି ଓ ଦିର୍ଘାଉ ଓ ଆଦର୍ଶ ର ପ୍ରତିକ ।
@Sambh-bm1qi
@Sambh-bm1qi Ай бұрын
ଯେଉଁ ଦଳ ଗରିବ ଦଳିତ ଙ୍କୁ ବେ ଖାତିରି କରିବେ , ଏମିତି ରେ ତାଙ୍କ ଗର୍ବ ଅହଂକାର ସବୁ ଏଇ ଗରିବ ଦଳିତ ଙ୍କ ନିଶ୍ୱାସରେ ଟଳି ପଡିବେ , ଆଉ ଓଡିଶାବାସି ମେଣ୍ଢା ନୁହନ୍ତି ଏବେ ସୁପର୍ ଚାଲାକ୍ , ଏଇ ବିଜେପି ଯଦି ସେମିତି କିଛି କରିବ ଗରିବ ଗୁରୁବାଙ୍କୁ ଉଚିତ୍ ନ୍ୟାୟ ନ ଦବ ପୁଣି ଏ ସରକାର ଙ୍କୁ ଓଡିଶା ବାସୀ ଚେତେଇ ଦେବେ , ଜୟ ଜଗନ୍ନାଥ ଜୟ ଶ୍ରୀ ରାମ 🙏
@hridaye69
@hridaye69 Ай бұрын
Arrest V K Pandiyan ASAP.....!!!!
@mrutyunjayparichha7859
@mrutyunjayparichha7859 Ай бұрын
ଅତି ଗର୍ବ ର ପରିଣାମ ଭୋଗିଲେ
@learnwithbini6060
@learnwithbini6060 Ай бұрын
Ati garba ra parinam tume bhogiba aagku
@chittaranjansahu8113
@chittaranjansahu8113 Ай бұрын
ଯଦି ସେ ଓଡିଶା ବାସୀଙ୍କ ପାଇଁ ଭଲ କାମ କରୁ ଥିଲା...ଓଡିଶାର ମଂଗଳ କରୁ ଥିଲା.....ତେବେ ଏତେ ଭୟ କାହିଁକି???
@gangadharmandangi7757
@gangadharmandangi7757 Ай бұрын
ଜୟ ଜଗନ୍ନାଥ 🙏ଧର୍ମ ର ହେଲା ଜୟ
@skwaris7496
@skwaris7496 Ай бұрын
ପାଣ୍ଡିଆନଠୁ ଭଲ କାମ ଯିଏ କରିବ ତାକୁ ବି ଏହି ଓଡିଶାବାଶୀ ଦେଖିବେ.
@learnwithbini6060
@learnwithbini6060 Ай бұрын
Vk pandian nkr pain ate development hoithila sabu field re....Abe ta gujrati sasan re kana heba kjne pravu.....Jay shree jagannath 🙏🥺 Naveen pattnaik samastnku saman dekhuthile hele......e modi j kahin hindu musalman Kari ki na bhagantu
@akhilchandrabarik6440
@akhilchandrabarik6440 Ай бұрын
Why such vague news?. Please stop.
@Pinky59015
@Pinky59015 Ай бұрын
ମୋର ରାମାୟଣର କଥା ମନେ ପଡୁଛି ଯେତେବେଳେ ରାବଣ ର ବିନାଶ ହୋଇଥିଲା ତା ପୂର୍ବ ରୁ ସେ ବହୁତ ଉଦ୍ଧତ ହୋଇଥିଲା 😂😂
@karnakandki868
@karnakandki868 Ай бұрын
ଦୁର୍ନୀତି ଅଭିଯୋଗରେ କେବେ ମୁହଁ ଖଲିବେ ଜେଲ୍ କେବେ ଯିବ pandian
@user-wt9xe2mw6j
@user-wt9xe2mw6j Ай бұрын
Dharam ra jay hela
@somnathmohanty3557
@somnathmohanty3557 Ай бұрын
Bhala hela sarkar change hela....
@laxmidharsatapathy1167
@laxmidharsatapathy1167 Ай бұрын
ନବୀନ ପଟ୍ଟନାୟକଙ୍କ ଶାସନ ଚାଲିଗଲା ବୋଲି ଦୁଃଖରେ ଛାତି ବାଡ଼େଇ ଯେଉଁ ମାନେ କାନ୍ଦି ପକ‌ଉଛନ୍ତି ସେମାନେ ଏହି ଭି.ଡି.ଓ ଟି ଦେଖିଲେ ଯାଣିପାରିବେ ସେମାନେ କେଡ଼େ ମୁର୍ଖ...... ଏବଂ ଅଜ୍ଞ 😅
@arunkumarmishra9212
@arunkumarmishra9212 Ай бұрын
ଇଛନ୍ତି ଦାମ୍ଭିକେ ହସ୍ତେ ଧରିବାକୁ, ସମସ୍ତଙ୍କ ଭାଗ୍ୟ ଡୋରି,,,, ତାଙ୍କ ଭାଗ୍ୟ ଡୋରି କାଳ ହସ୍ତେ ଏହା ଦିଅନ୍ତି ହେଳେ ପାଶୋରି,,,,,
@satyamishra6576
@satyamishra6576 Ай бұрын
ଆଉ ? ଅଛି ଯେ ସୁନ ପାମ୍ପୁଡ଼ି khaiba
@narayanhotelandfastfood7840
@narayanhotelandfastfood7840 Ай бұрын
ସମୟ ବଡ଼ ବଳବାନ। ଅହଙ୍କାର ର ଫଳ। ପ୍ରଭୁଙ୍କ ଅଭିଶାପ।
@MadhabKhatua-ub2nw
@MadhabKhatua-ub2nw Ай бұрын
ହାତରେ ବିଧାତା ତୁ ଏ କ'ଣ କଲୁ। ଶେଷରେ ବିଜେଡି ର ଏ ଅବସ୍ଥା ଦେଖିବାକୁ ଥିଲା।
@soubhagyasahoo3218
@soubhagyasahoo3218 Ай бұрын
Nabin hyla param maghia
@bapisadangi3373
@bapisadangi3373 Ай бұрын
Right 🎉
@RanjanMohanta-jd2vg
@RanjanMohanta-jd2vg Ай бұрын
Right
@rukunibehera4211
@rukunibehera4211 Ай бұрын
Jai jagannath 🙏🏻🙏🏻ye karmara fala yeita🙏🏻🙏🏻🙏🏻
@DollyBehera-uy9ki
@DollyBehera-uy9ki Ай бұрын
Right ମୁଁ duty ରୁ ସେଇପଟ ଦେଇ ଫେରେ ଦିନେ ସ୍କୁଟି ରଖି call rcv କଲାବେଳକୁ ପଛରୁ ଆସି ପୋଲିସ ଅଧିକାରୀ ନିଲମ୍ବିତ କରାଇଲେ moate
@user-fq5gb9ep9e
@user-fq5gb9ep9e 10 күн бұрын
ଏଟା ନୁଆ କଥା କଣ ଏ ଦେଶ ଗଣତନ୍ତ୍ର,ସେତେ ବେଳେ B j D ସରକାର ଥିଲା ଏ ବେ B j P ଏଟା ନୁଆ କଥା କଣ ।
@bijayakumarmohanty8180
@bijayakumarmohanty8180 Ай бұрын
ସେଥିଲା ଆତ୍ମଘୋସିତ ନେତା
@learnwithbini6060
@learnwithbini6060 Ай бұрын
E katha tume kahucha...bhala loke nahi
@harprasadsenapati3945
@harprasadsenapati3945 Ай бұрын
ED , CBI sighra tadanta karajao
@MahendraSunani-dj3bi
@MahendraSunani-dj3bi Ай бұрын
ଉପସ୍ଥାପନା ପାଇଁ ବହୁତ ବହୁତ ଧନ୍ୟବାଦ।
@mr.sanjayinformationdiscov3282
@mr.sanjayinformationdiscov3282 Ай бұрын
ଯାହା ଯାହା ସୁବିଧା ବିଜେଡି ନେତା ଙ୍କୁ ମିଳିଥିଲା ଏବେ ତାହା ସବୁ ବିଜେପି ନେତା ଙ୍କୁ ମିଳିବ,,, ସମୟ ଚକରେ ସବୁ ଓଲଟପାଲଟ ହୁଏ।।।।।।
@swarajkumarbej3768
@swarajkumarbej3768 Ай бұрын
ଏ ଓଡ଼ିଶା ମାତ୍ର ବିହାର ହୋଇଥିଲେ ଖେଳ ସରନ୍ତାଣି
@kailashchandra4365
@kailashchandra4365 Ай бұрын
Pandian ଜଣେ ଜାତି ରେ ଛୋଟ ଲୋକ aou ହାଡ଼ି ଜାତି ଥିଲା
@BAD_HERO14
@BAD_HERO14 Ай бұрын
Hadi hela boli se kn manisha nuhna
@Bhuvan_sir
@Bhuvan_sir Ай бұрын
Pandian means scholar
@maheswarpatra7950
@maheswarpatra7950 Ай бұрын
ତୋ ପରିବାର ରୁ ଯଦି କେହି ଜରୁରୀକାଳୀନ ଅବସ୍ଥାରେ ରକ୍ତର ଆବଶ୍ୟକତା କରେ ତେବେ ରକ୍ତ ନେବା ପୂର୍ବରୁ ଜାତି ଟା ପଚାରିବୁ। ନଚେତ ତୁ ବି ହାଡ଼ି ହେଇଯିବୁ। ୨୦୨୪ରେ ଜାତିବାଦ, ଧନ୍ୟରେ ମଣିଷ।
@learnwithbini6060
@learnwithbini6060 Ай бұрын
​@@maheswarpatra7950bohut bhala point kahila Bhai.....sata kahibi tahele cm Naveen pattnaik samastnku saman dekhuthile emane Kan karibe....kahin ama peace ku bhangi na diantu seta dara rahilani
@user-bi6ot1kw5c
@user-bi6ot1kw5c Ай бұрын
ଶଳା ତାମିଲ ଧରା କୁ ସ ରା ଭାବୁଥିଲା ଏଇଥି ପାଇଁ ଦାୟୀ ନବୀନ ପଟ୍ଟନାୟକ
@user-eh5pl4bg1j
@user-eh5pl4bg1j Ай бұрын
ସବୁ ମିଛ କଥା
@skgoud7356
@skgoud7356 Ай бұрын
Tume pandian bhakta
@pravakarmishra8813
@pravakarmishra8813 Ай бұрын
Sabu sei Kalia ra ichha.
@pruthvirajbalabanta6268
@pruthvirajbalabanta6268 Ай бұрын
Odisha people punished him for his mentality
@nalinimohapatra4033
@nalinimohapatra4033 Ай бұрын
ପାଣ୍ଡିଆନ କୁ ଜଗିବା ପାଇଁ ମେଞ୍ଚା ଏ ପୁଲିସି ଓଡିଶା ବାସୀ ଦେଉଥିବା ରାଜସ୍ବ ରୁ ଦରମା ନେଉଥିଲେ !
@JanakiJena-my5cr
@JanakiJena-my5cr 24 күн бұрын
Jai jagannath 🙏🙏 puri odisha
@chakradharmishra5274
@chakradharmishra5274 Ай бұрын
ଲୁଟେରାର ଅନ୍ତ ଘଟିଛି l
@rsagarkumar5503
@rsagarkumar5503 Ай бұрын
ନବୀନ ଅନ୍ଧ , ଓଡ଼ିଶା ଲୋକ ବି ଅନ୍ଧ ଥିଲେ ସେଥିପାଇଁ ସେମାନେ ରଜ କଲେ ।।।ଏଇବେ ଆଉ ନାହି।।
@HrusikeshGhadai-lv3bz
@HrusikeshGhadai-lv3bz Ай бұрын
ଭଲ ହେଇଛି.. ପରିବର୍ତନ ହେଇଛି
@SantoshkumarPatra-qx4nj
@SantoshkumarPatra-qx4nj Ай бұрын
Pandianku odisharu bahiskruta karajau
@PradipDas-vv4qt
@PradipDas-vv4qt Ай бұрын
It became a lesson for Odisha people.
@dr.rangadharkar5314
@dr.rangadharkar5314 Ай бұрын
So long as someone is in power ,he is respected out of fear but once power is gone ,he is deserted even by insects !
@ratnamanisahu3726
@ratnamanisahu3726 29 күн бұрын
ସମୟ ବଡ଼ ବଳବାନ🙏
@hembramhembram1921
@hembramhembram1921 Ай бұрын
Jay Odisha....aji jona podila Odisha ra shakti.....
@learnwithbini6060
@learnwithbini6060 Ай бұрын
Bhae aji Jana padila odisha ra barbadi heba boli 😢😭😭😢😢
@babujadab4947
@babujadab4947 Ай бұрын
ସେଥିପାଇଁ, ଆଜି ଓଡିଶା ରେ ସରକାର କରିପାରିଲାନି 😂😂
@learnwithbini6060
@learnwithbini6060 Ай бұрын
Hn para modi ji jepari bohut dukha kasta re centre re sarkar karichnti...puni kteble b bhangijiba dara rahilani 😅
@runadinesh7780
@runadinesh7780 Ай бұрын
ବେଧ ଛୁଆ ଗାଣ୍ଡି ମରେଇଛି ଭଲ ହେଇଚି ମାଗ୍ୟା ତାମିଲ ଶଳା
@user-du3xv1kl9s
@user-du3xv1kl9s 13 күн бұрын
ଅତି ଗର୍ଭେ ହତ ଲଙ୍କା
@ShreeBishnu-zv3xc
@ShreeBishnu-zv3xc Ай бұрын
ଓଡ଼ିଶାବାସୀ ଏକ୍ ହୁଅ କୌଣସି ମୁହୂର୍ତ୍ତ ରେ ବି ଅଣଓଡିଆ କି ଅର୍ଧଓଡିଆ ଙ୍କୁ ଓଡ଼ିଶାରେ ପାଦୁର୍ଭାବ କରିବାକୁ ଦିଆ ନଯାଉ
@user-fq5gb9ep9e
@user-fq5gb9ep9e Ай бұрын
ଏକ ଛତ୍ର ବାଦ୍ ସାସନ କୁଆଦେଗଲା ?ମବେରଖ ନେତା ମହାଶୟ ମାନେ ଏ ହେଉଚି ଗଣତନ୍ତ୍ର ।
@BijayKumarAcharya
@BijayKumarAcharya Ай бұрын
ଓଡିଆମାନେ ଟିକିଏ ଉତ୍ତମ ମଧ୍ଯମ ବିଚାର କରିଦେଲେ କେମିତି ହୁଅନ୍ତା?
@bhagatrampatel5255
@bhagatrampatel5255 Ай бұрын
ଅଧର୍ମ ବିତ୍ତ ବଢ଼େ ବହୁତ, ଗଲାବେଳେ ଯାଏ ମୂଲ ସହିତ।
@sukramardi4583
@sukramardi4583 Ай бұрын
ଏ ଭିଡ଼ିଓ ଦେଖିକି ପାଣ୍ଡିଆନ ଭକ୍ତଙ୍କୁ ବହୁତ ବଧୁଥିବ ତାଙ୍କ ମାଲିକ ଥିଲାନା
@Nkr0509
@Nkr0509 Ай бұрын
ଚକା ଆଖି ସବୁ ଦେଖୁଚି 😂 ଧନ, ଯୌବନ, ଆସନ ଆଉ କ୍ରିମ ବୋଳା ଶରୀର କ୍ଷଣସ୍ଥାୟୀ 😢 ଆଗ ପଛ ଭାବି ବନ୍ଧ ବାନ୍ଧୁ ଥା 😅 କେହି ନୁହେଁ କାହାର👌
Дарю Самокат Скейтеру !
00:42
Vlad Samokatchik
Рет қаралды 8 МЛН
Happy 4th of July 😂
00:12
Alyssa's Ways
Рет қаралды 69 МЛН
Spot The Fake Animal For $10,000
00:40
MrBeast
Рет қаралды 159 МЛН
Wholesale Fish Market Balugaon Chilika|Odisha|Biggest Fish Market
15:20
SEEMANCHAL VLOGS
Рет қаралды 88 М.
Дарю Самокат Скейтеру !
00:42
Vlad Samokatchik
Рет қаралды 8 МЛН