ପୋଲ ଉପରେ ସହର ପୋଲ ଉପରେ ଘର କରି ରହୁଛନ୍ତି ଲୋକ || CITY IN THE BRIDGE IN CHINA

  Рет қаралды 262,817

ମୁଁ TRAVELLER

ମୁଁ TRAVELLER

17 күн бұрын

ପୋଲ ଉପରେ ସହର ପୋଲ ଉପରେ ଘର କରି ରହୁଛନ୍ତି ଲୋକ || CITY IN THE BRIDGE IN CHINA #mutraveller
#labahansda

Пікірлер: 997
@SLF__RAJESH
@SLF__RAJESH 16 күн бұрын
କେବଳ ଲବ ଭାଈ fans ଲାଇକ୍ କର ଜୟ ଜଗନ୍ନାଥ ❤😊
@lipuworld77
@lipuworld77 16 күн бұрын
Au kusha bhai fan 😊😊
@Rellssboy1
@Rellssboy1 16 күн бұрын
Kia kou tharu video dekhucha please comment kara ❤
@babulisahu1034
@babulisahu1034 15 күн бұрын
​@@Rellssboy1Koraput
@SLF__RAJESH
@SLF__RAJESH 15 күн бұрын
@@Rellssboy1 bhai mu jajpur ru 💗🙌🏻
@SLF__RAJESH
@SLF__RAJESH 15 күн бұрын
@@lipuworld77 ❤️‍🩹🫶🏻🤭😂
@thirdeye9492
@thirdeye9492 15 күн бұрын
ଭାରତରେ ଲୋକ ସାଲୁବାଲୁ ବଣରେ ନାହାନ୍ତି ବାଘ ଭାଲୁ 😢 ରାସ୍ତା ଘାଟ ଆବର୍ଜନା ମୟ ଶଠ ନେତା ଧର୍ମଧାରୀ ଭୟ ଭାରତର ଦେଢ଼ ଗୁଣା ଲୋକ ଚୀନ ରେ କରନ୍ତି ବସବାସ ତଥାପି ସୁନ୍ଦର ପରିବେଶ ପାହାଡ଼ ଜଙ୍ଗଲ ଓ ଆକାଶ ସବୁ ଲାଗେ କେଡେ ବ୍ୟବସ୍ଥିତ ଅଳସେ ଭାରତ ବିପର୍ଯ୍ୟସ୍ତ 😢 😢😄
@sushilchakisushil557
@sushilchakisushil557 15 күн бұрын
❤❤❤❤😊😊😊
@dharamdhartimusicstudio9088
@dharamdhartimusicstudio9088 15 күн бұрын
Super😍
@ShyamaSunderMohanta
@ShyamaSunderMohanta 15 күн бұрын
❤❤❤❤❤
@haradhanbehera9681
@haradhanbehera9681 16 күн бұрын
ଯାହା ହଉ ଚୀନ ଦେଖିବାକୁ ମିଳୁଛି
@surendrajena8419
@surendrajena8419 14 күн бұрын
😊😅
@binodkumar-px7ld
@binodkumar-px7ld 16 күн бұрын
ପୋଲ ଉପରେ ଘର ଅଛି ଏଇଟା ବହୁତ୍ ସୁନ୍ଦର ଦିଶୁଛି ଲବଭାଇ
@GANGSTAR143YT
@GANGSTAR143YT 16 күн бұрын
ଲବ ଭାଇ ଏତେ ଏଣ୍ଟରଟେନମେନ ଭିଡିଓ ବନାନ୍ତି ବହୁତ୍ ହିଁ ବଢିଆ ଲବ ଭାଇଙ୍କ ପାଇଁ ଗୋଟିଏ like ବନେ Joy Jagannath 🙏
@tinahgarajentertainment1557
@tinahgarajentertainment1557 16 күн бұрын
ଆମ ଲବ ଭାଇ ପାଇଁ ଆମେ chine ଦେଶ ବୁଲିପରୁଛୁ ସେଥି ପାଇଁ ଜବରଦସ୍ତ like ହେଇଯାଉ
@ratanlalpurty3569
@ratanlalpurty3569 15 күн бұрын
ବହୁତ ସୁନ୍ଦର ଜାଗା, ମନ କୁ ଛୁଇଁଲା, God Blesse Brother ❤️🌹❤️❤️🌹❤️🌹
@hrudanandasankhua5824
@hrudanandasankhua5824 16 күн бұрын
ଲବ ଭାଇ ଭିଡ଼ିଓ ବହୁତୁ ଭଲ ଲାଗିଲା ଲବ ଭାଇ ସବୁବେଳେ ଖୁସିରେ ରୁହ Love you Laba Bhai ❤️❤️❤️❤️❤❤️️️️️️️ଜୟ ଜଗନ୍ନାଥ 🙏 ଜୟ ଶ୍ରୀ ରାମ 🙏 Good bless you 👍
@user-co4es3jl7n
@user-co4es3jl7n 15 күн бұрын
ଭଲ ଜାଗା, ସୁନ୍ଦର ଲାଗୁଚି, ଲବ ଭାଇ ଆପଣଙ୍କ ପାଇଁ ଦେଖି ପାରିଲୁ, ଥାଙ୍କ ୟୁ, କଟକ ଜିଲ୍ଲା ନରସିଂହପୁର ରୁ ସପୋର୍ଟ ହୃଦୟ ରୁ
@dasarathimohapatra618
@dasarathimohapatra618 15 күн бұрын
ଚୀନ ଦେଶରେ ପଲ ଉପରେ ଘର ବହୁତ ସୁନ୍ଦର ଲାଗିଲା ଓ ସେଠାରେ ପାର୍କ ଟି ଅତି ସୁନ୍ଦର ଭାବରେ ତିଆରି କରାଯାଇଅଛି, ବହୁତ ସୁନ୍ଦର ଲାଗିଲା ଭିଡିଓ ଟି,ଜୟ ଜଗନ୍ନାଥ,
@NandakiswarMallick
@NandakiswarMallick 16 күн бұрын
ଜୟ ଶ୍ରୀ ରାମ ବହୁତ ବହୁତ ସୁନ୍ଦର ଧନ୍ଯବାଦ କନ୍ଧମାଳ ରୁ ❤❤❤❤❤
@kilogram382
@kilogram382 15 күн бұрын
ଲବ ଭାଇ ଆପଣ ଇଣ୍ଡିଆ ର No.1 ବ୍ଲଗର। oh I ni ଲବ ଭାଇ 😂ପୋଲ ଉପରେ ଘର ଦେଖି ମୋତେ ବହୁତ ଖୁସି ଲାଗିଲା।
@sarbeswarasisa1810
@sarbeswarasisa1810 16 күн бұрын
ଜୟ ଜଗନ୍ନାଥ ଲବ ଭାଈ ରଥ ଯାତ୍ରା ପୂର୍ବରୁ 1 million subscriber ହେଇ ଯାଉ ତମ channel ର 🎉
@bajuramsamad9009
@bajuramsamad9009 16 күн бұрын
ବହୁତ ବହୁତ ଭଲ ପାଇବା ଭାରତ ରୁ 🇮🇳 ଜୟ ହିନ୍ଦ
@hemantabahera8047
@hemantabahera8047 15 күн бұрын
ଗଜବ ଦେଶରେ ଅଜବ ଦିନିଶ ଦେଖିବକୁ ମିଳୁଚି ଭାଇ ବହୁତ୍ ବହୁତ୍ ଧନ୍ୟବାଦ୍ ଜୟ ଜଗନ୍ନାଥ ଜୟ ପଞ୍ଚସଖା ❤❤❤❤❤❤❤❤❤❤❤❤❤❤❤
@subham1954
@subham1954 16 күн бұрын
ଲବ ଭାଇ ବହୁତ୍ ସୁନ୍ଦର୍ ଭିଡିଓ ❤❤❤ ଗୋଟେ like ହଉ ❤❤❤❤
@pramodbhoi7563
@pramodbhoi7563 16 күн бұрын
ଲଭ ଭାଇ ମୋତେ ତମୋ ଡ୍ରୋନ ସର୍ଟ ଟା ବହୁତ ଭଲ ଲାଗେ..ଆଉ କାହା କାହାକୁ ଲଭ ଭାଇର ଡ୍ରୋନ ସର୍ଟ ଟା ଭଲଲାଗେ ଗୁଟେ ଲାଇକ👍🏻 କର❤❤
@janakakanhar
@janakakanhar 15 күн бұрын
ଯାହା ହଉ ଭାଇ ଥମ ପାଇଁ ଆଜି ଆମେ ଚୀନ୍ ସିଟି ସୋଇକି ଦେଖୁଛୁ ଲୋଭ ୟୁ ଲୋଭ ଭାଇ ଏମିତି ଆଗକୁ ବଢିଛାଲ ଜୟ ଜଗନ୍ନାଥ 🙏🙏👍👍👍
@manojentertainment6658
@manojentertainment6658 15 күн бұрын
Chinaa ସ୍ବର୍ଗ ତିଆରି କରିଦେଇଛି,କିନ୍ତୁ ସେଠାରେ ଦେବତା ହିଁ ନାହାଁନ୍ତି।ମାନେ ଜନଶୂନ୍ୟ। ବହୁତ୍ ଭଲ ଲାଗିଲା realy ଲବବ।ବୁ ଯେତେ ଭିଡିଓ କରିଛ,ସବୁଠୁ ଏଟା ସୁନ୍ଦର। 600mb data ସରିଗଲା । ମୁଁ download କରିକୀ ଦେଖିଥିଲେ କମ୍ data ହେଇଥାନ୍ତା ବୋଧେ। ହୃଦୟରୁ ଧନ୍ୟବାଦ୍ 💞🙏♦️🙏💞
@theanimal3153
@theanimal3153 15 күн бұрын
ଚାଇନାରେ କୋଉଠି ଘର ଭିତରେ ଟ୍ରେନ ଯାଉଚି ତ କୋଉଠି ପୋଲ ଉପରେ ଘର 😂😂ଅଜବ ଦେଶ 👌👌👌👌👌👌
@hoponmajhi3424
@hoponmajhi3424 15 күн бұрын
sethe pei dheako india kete goribo occhi china devloment kori sarilani jau goribo sei goribo hei kina occhi india bhai bhujilu 😊😊😊
@hembramdj7371
@hembramdj7371 12 күн бұрын
Different thinking mind from other countries people😂😂😂😂😂😂
@gauravbhoi444
@gauravbhoi444 15 күн бұрын
ଭାଇ ତୁମ ଭାଗ୍ୟରେ ଅଛି ଦେଶ ବିଦେଶରେ ବୁଲି ପାରୁଛ ଏବଂ ଆମକୁ ବହୁତ ସୁନ୍ଦର ଭୀଡିଓ ଦେଖେଇ ପାରୁଛ I love you bro
@durjyakumarsabar5032
@durjyakumarsabar5032 16 күн бұрын
ଧନ୍ୟବାଦ ଲବ ଭାଇ ଏତେ ସୁନ୍ଦର ବିଡ଼ିଓ ହାନି ଥିବାରୁ। ମୋନ ଖୁସି 😊 ହୋଇ ଗଲା Please One like 👍ଲବ ଭାଇଙ୍କ hard work
@kartik070
@kartik070 16 күн бұрын
ଲବ ଭାଇଙ୍କୁ ଯିଏ ହୃଦୟରୁ ଭଲପାଉଛନ୍ତି ଲାଇକ କରନ୍ତୁ 👉❤️ ଲଭ ୟୁ ଲବ ଭାଇ ❤
@BabugoudaBabu
@BabugoudaBabu 14 күн бұрын
@un.status3624
@un.status3624 16 күн бұрын
Bahut sundar china
@user-el1qv1sh7y
@user-el1qv1sh7y 16 күн бұрын
Wonder full vlog very nice 😊
@devanandofficial6342
@devanandofficial6342 16 күн бұрын
ଚାଇନିଜ୍ ଲୋକ ସାଙ୍ଗରେ ଆଉ ଟିକେ ବେଶି ସମୟ ଇଂଲିଶ ରେ କଥା ହେବେ ଲବ ଭାଇ ଭଲ ଲାଗୁଛି
@complex-ew6pp
@complex-ew6pp 16 күн бұрын
I admire LABA Bhai bcoz ❤ 1.He never did any promotion for money 2.He always try to educate odias through vlogs. 3.He didn't upload regular videos in HINDI which can benefited him with millions of views 😀 Hats off broo ❤❤
@binaykumarpradhan7414
@binaykumarpradhan7414 16 күн бұрын
ବହୁତ୍ ସୁନ୍ଦର ଲାଗୁଛି
@user-bg5my8tn1o
@user-bg5my8tn1o 15 күн бұрын
ଯେତେ ଲୋକ ଦେଖୁଛ ସମସ୍ତେ ଗୋଟିଏ ଗୋଟିଏ ଜଣାଙ୍କୁ ଭିଡ଼ିଓ ସେୟାର୍ କଲେ 1 million ହୋଇଯିବ ତେଣୁ ଭାଇମାନେ Please share କରନ୍ତୁ❤
@GotiMuktiAndolan_Odisha
@GotiMuktiAndolan_Odisha 15 күн бұрын
ସ୍ନେହର ଲବ। ଭଲ ଲାବୁଛି ତୁମ ଭିଡିଓ ଦେଖି ନୂଆ ଜିନିଷ ଜାଣିବାକୁ ବି ମିଳୁଛି। ଧନ୍ଯବାଦ। ତୁମକୁ ଅନୁରୋଧ କରୁଛି ଯଦି ପାରୁଛ ଚୀନର ଗ୍ରାମାଞ୍ଚଳ ଓ ଦାରିଦ୍ର୍ଯ କିପରି ଅଛି ଦେଖାଇଲେ ଭଲ ଲାଗିବ
@sasmitanayak3130
@sasmitanayak3130 16 күн бұрын
କୋଉ ମାନେ ଲବ ଭାଈ ଙ୍କୁ ହୃଦୟ ରୁ ଭଲ ପାଉଛ ଗୋଟେ like ହଉ 😊😊
@manojbag8823
@manojbag8823 14 күн бұрын
ବହୁତ ନୁଆଁ ଜିନିଷ ଦେଖିବାକୁ ମିଳୁଛି... Love you ଲବ ଭାଇ ❤❤❤❤️❤️❤️💞💞💞🥰🥰🥰🥰🥰❤️❤️💞💞🥳🥳
@chittaranjansahoo4482
@chittaranjansahoo4482 16 күн бұрын
Jou mane laba bhai ku bhala paucha like kara ❤️👍
@JssardarLife
@JssardarLife 16 күн бұрын
ଆପଣ ମାନେ ଖୁସି ତୋ ❤❤❤❤❤❤
@mtutyunjaya3186
@mtutyunjaya3186 14 күн бұрын
ଜୟ ଜଗନ୍ନାଥ ଧନ୍ଯବାଦ ଭାଇ ବହୂତ ବହୂତ ବଢ଼ିଆ ❤❤❤❤
@user-ev2wj5ud2y
@user-ev2wj5ud2y 16 күн бұрын
ଲବ ଭାଇ china ର glass bridge ଆଉ ସ୍ବର୍ଗ ରାସ୍ତା ଦେଖାଅ😮😮😮 ଜୟ ଜଗନ୍ନାଥ 😮😮😮
@sabitacreations
@sabitacreations 16 күн бұрын
(Picha dhoibaku pani nahi ) line was very funny 😂😂😂😂😂😂😂😂😂hasi hasi gadi gali laba bhai 😂😂😂
@pabitrafun1344
@pabitrafun1344 15 күн бұрын
😂😂😂😂😂
@chaitanyacharanmadhei8167
@chaitanyacharanmadhei8167 16 күн бұрын
Bhai ଆପଣ china Jai tk besi Handsome ଦେଖା ଯାଉଛନ୍ତି 👌👌👌👌👍🙏
@dhanirambeg7820
@dhanirambeg7820 15 күн бұрын
ଲବ ଭାଇ ଯୁହାର ❤❤❤❤ ବହୁତ ସୁନ୍ଦର ଭିଡିଓ ଗୁଡ ଲୁକିଙ୍ଗ ସବୁ କିଛି ସୁନ୍ଦର ପ୍ରାକୃତିକ ପରିବେଶରେ ଭରା ସିନ୍ ବହୁତ ସୁନ୍ଦର 🎉
@lbmusic2929
@lbmusic2929 16 күн бұрын
ଆମ ନବରଙ୍ଗପୁର କିଏ କିଏ ଦେଖୁଛ like କର୍ laba ଭାଇକୁ❤
@JssardarLife
@JssardarLife 16 күн бұрын
ମୁଁ ଜାଣିଚି ମୋ କମେଣ୍ଟ୍ କୁ ଲାଇକ କରିବା ପାଇଁ ଆସିଚ😂😂😂😂😂
@Reeta683
@Reeta683 16 күн бұрын
Apankar smile bahut sundar 😊
@user-vr9ro7bn9f
@user-vr9ro7bn9f 15 күн бұрын
ଲବ ଭାଇଙ୍କୁ ବହୁତ ବହୁତ ବହୁତ ଧନ୍ୟବାଦ
@Anonymous_4
@Anonymous_4 12 күн бұрын
ଭାଈ ମୋରୋ ଏମିତି ଜାଗା ଯାକ ବହୁତ୍ ପ୍ରିୟ, ❤, ଧନ୍ୟବାଦ୍ ଲବ ଭାଈ।
@Sujeet_babu
@Sujeet_babu 16 күн бұрын
ଲବ ଭାଇ ଚାଇନା ର ସ୍ବର୍ଗ କୁ ଯିବା ରାସ୍ତା କୁ ଦେଖାଅ ନା ପ୍ଲିଜ 🙏
@aadilifestyle7378
@aadilifestyle7378 16 күн бұрын
Lov😊e from କେନ୍ଦ୍ରାପଡ଼ା ❤️❤️❤️
@chandramanimahanta8332
@chandramanimahanta8332 15 күн бұрын
ଭଲ ଲାଗିଲା ପୁଲିଆ ଉପରେ ଘର ଆଉ ପାର୍କ ଦେଖି ଜୟ ଜଗନ୍ନାଥ
@user-zu1uw7sk2v
@user-zu1uw7sk2v 13 күн бұрын
Super Bhai
@manaskumar9259
@manaskumar9259 16 күн бұрын
Very nice 👍👍👍
@xyzvlogs001
@xyzvlogs001 16 күн бұрын
I think 1 million Subscriber is not far away. If daily videos come like this then it will be completed before the Rath Yatra.❤
@user-hg5wj8zn3t
@user-hg5wj8zn3t 16 күн бұрын
Bahut bhala lagila ae sundar place ku dekhiba paine
@DBGSV426
@DBGSV426 13 күн бұрын
ମୋ ମନକୁ ଟାଣି ନେଲା ସେହି Chaina City❤❤❤ବହୁତ ସୁନ୍ଦର ଜାଗାଟିଏ ଭଲ ଲାଗିଲା❤👍Thank you Bhai, 🤝
@deepakbhutia1955
@deepakbhutia1955 16 күн бұрын
ଭାଇ ଆମ ଦେଶରେ ପୋଲ ଉପରେ ଗାଡି ଚାଲିବା ପୂର୍ବରୁ ପୋଲ ଭାଙ୍ଗି ଯାଉଛି ଏବଂ ଚୀନ ରେ ପୋଲ ଉପରେ ଘର ବନେଇ ଲୋକ ରହୁଛନ୍ତି 😅
@user-ib1kf7oo1h
@user-ib1kf7oo1h 13 күн бұрын
😂😂😂
@xyzvlogs001
@xyzvlogs001 16 күн бұрын
ଓ ଆଇ ଟି ଲବ ଭାଇ❤
@samirabhatta792
@samirabhatta792 15 күн бұрын
ସୁପର ହିଟ୍ ଭିଡିଓ ଥିଲା । ମାଡ଼ି ଚାଲ ଲବ ବାବୁ,ଜୟ ଜଗନ୍ନାଥ ।
@dipulifestyle6425
@dipulifestyle6425 15 күн бұрын
Very good 😊
@umakanthans6316
@umakanthans6316 16 күн бұрын
ଲବ ଭାଇ ମୁଁ ଅନେକ ଥର କମେଣ୍ଟ କରିସାରିଲିଣି ମୋ କମେଣ୍ଟ ର ରିପ୍ଳେ ଯମାରୁ ଦୋଉନ କି ସେ ଯାଗା କୁ ଯମାରୁ ଯାଉନ ଦୟାକରି beipanjiang bridge କୁ ଟିକେ ଦେଖାନ୍ତୁ। ବହୁତ ବହୁତ ଅନୁରୋଧ ନମସ୍କାର 🙏🙏🙏🙏🙏🙏🙏 ମୁଁ ଗୋଟେ ତମର ବହୁତ୍ ବଡ଼ ଫ୍ୟାନ
@MunaKishan-ok6lz
@MunaKishan-ok6lz 16 күн бұрын
Nic bhai
@kariahembram3216
@kariahembram3216 15 күн бұрын
ବହୁତ ବହୁତ ସୁନ୍ଦର ହେଇଛି 🎉🎉🎉
@hemantakumarsingh51
@hemantakumarsingh51 15 күн бұрын
Thank you LABO BHAI
@RajuBankira-u5l
@RajuBankira-u5l 16 күн бұрын
Chaina ଝିଅ❤ ରୁ ଘଟେ ଆଣିବ ଆସିଲା ବେଳକୁ ଆଣୀଵ ଲବ ଭାହି❤❤❤❤❤🎉😮😮
@NilanchalSethy-mo3ut
@NilanchalSethy-mo3ut 16 күн бұрын
ଭାଇଙ୍କ ପାଇଁ ଭଗବାନ ଙ୍କ ପାଖରେ ପ୍ରାଥନା🙏🙏🙏
@sandhyabehera908
@sandhyabehera908 10 күн бұрын
Bahuta vhala haichhe 👌👍 Thanks
@mr--ag-alok--620
@mr--ag-alok--620 15 күн бұрын
ଜୟ ମା ସମଲେଇ... ବହୁତ ବହୁତ ଶୁଭେଚ୍ଛା ଦାଦା.... Good bless you 😍❤️
@sksidharthofficial3263
@sksidharthofficial3263 16 күн бұрын
ମୁଁ ମଧ୍ୟ ଆପଣଙ୍କ ପରି vloging ଆରମ୍ଭ କରିଛି, ଆପଣ ମାନଙ୍କ ସମସ୍ତ ଙ୍କ Support ଦରକାର -🙏❤️
@JitenShiva-ld4df
@JitenShiva-ld4df 16 күн бұрын
🎉🎉
@ranjita813
@ranjita813 16 күн бұрын
Agaku jaa vai❤❤❤
@Siddhixyzcreations
@Siddhixyzcreations 16 күн бұрын
Ok
@Odiatechteachers
@Odiatechteachers 16 күн бұрын
Hn kariba
@user-de1nd5me6l
@user-de1nd5me6l 16 күн бұрын
Jay Jagannath Rd kendrapara talchua odisha
@yakublamga1252
@yakublamga1252 14 күн бұрын
Bahut bhala lagila
@jadumanihembram6195
@jadumanihembram6195 14 күн бұрын
Very good video Laba Babu. It's Praiseworthy.
@tirilbilicreation7803
@tirilbilicreation7803 15 күн бұрын
Literally So nice 👍
@prakashchandrabehera8658
@prakashchandrabehera8658 15 күн бұрын
The Traveller 🎉🎉 great
@sharmitakitchen
@sharmitakitchen 14 күн бұрын
Ai music ta darun lage..❤❤❤❤❤
@BiranchiDehury-mz7yc
@BiranchiDehury-mz7yc 15 күн бұрын
Intresting Video ❤❤❤❤ Thank you Brother
@prafullakumarmallik7515
@prafullakumarmallik7515 15 күн бұрын
Kya scenery hai yar.Lovely Lovely feel ho raha hai
@sundarmohanmarndi7979
@sundarmohanmarndi7979 15 күн бұрын
ବହୁତ ସୁନ୍ଦର ଘର କରିଛନ 🎉🎉🎉🎉
@asishkumarmaharana7229
@asishkumarmaharana7229 15 күн бұрын
Bohut sundar video ..dhanyabad
@ChandramaniMurmu
@ChandramaniMurmu 15 күн бұрын
Brother really that very underfull 🎉🎉🎉🎉🎉🎉
@RabiGond-n4r
@RabiGond-n4r 14 күн бұрын
Bahut sunder video labo bhai
@Aadivasiodia
@Aadivasiodia 13 күн бұрын
Cinematic drone shoot ❤👌👌👌
@anupamadas6512
@anupamadas6512 16 күн бұрын
ଅନେକ ଅନେକ ଶୁଭେଚ୍ଛା ଓ ଧନ୍ଯବାଦ ଲବ ବେଟା । ସୁଦର ଭିଡିଓ ଖୁବ୍ ଭଲ ଲାଗୁଛି । ଆମେ ମାନେ ଚାତକ ଭଳି ଅପେକ୍ଷା କରି ଥାଉ ତୋର ଭିଡିଓ କେତେ ବେଳେ ଆସିବ।
@samirrout5488
@samirrout5488 15 күн бұрын
Very interestig video So biutyful
@MirzaMurmu-it7wf
@MirzaMurmu-it7wf 13 күн бұрын
Bahut bhala video bhai 😮😮😮
@user-wf8hm4gl3l
@user-wf8hm4gl3l 8 күн бұрын
Beautiful talent ❤❤
@dhanmanimajhi8766
@dhanmanimajhi8766 14 күн бұрын
Very unic video✨✨✨ I proud of you lobo👍👍👍 💪💪💪💪❤❤🎉🎉
@BhikaNayak35
@BhikaNayak35 15 күн бұрын
ଭାଇ ମଜା ଆସିଗଲା
@sharmitakitchen
@sharmitakitchen 14 күн бұрын
Khub sundar lage drone shoot ta❤❤❤❤
@sushantamohanty5821
@sushantamohanty5821 15 күн бұрын
Very nice information you are sharing brother
@prasannasahoo6605
@prasannasahoo6605 15 күн бұрын
Laba video always beautiful
@Sauna_Tudu_Official
@Sauna_Tudu_Official 16 күн бұрын
ବହୁତ ସୁନ୍ଦର ଲାଗୁଛି ❤❤❤
@Tapan-Dipa
@Tapan-Dipa 15 күн бұрын
I love you laba bhai
@ShankarMaharana-fk9yo
@ShankarMaharana-fk9yo 15 күн бұрын
Bahut bhala bhai tame jaiparucha good bless you 🙏
@Facts_Anil671
@Facts_Anil671 7 күн бұрын
Odisha no1 vloger laba handsa❤
@girikharsel1817
@girikharsel1817 10 күн бұрын
Bahaut bhala laguchi bhai🎉🎉🎉🎉🎉❤❤
@RasmiPradhan-mx3qf
@RasmiPradhan-mx3qf 3 күн бұрын
ଭାଇ ରଥଯାତ୍ରା କୁ ଆସିବେ ପୁରୀ କୁ ❤ ଜୟ ଜଗନ୍ନାଥ
@nirmalmallick5314
@nirmalmallick5314 15 күн бұрын
ବହୁତ ଭଲ ଲାଗିଲା... ଜଗନ୍ନାଥ ଆପଣଙ୍କୁ ସୁସ୍ଥ ରଖନ୍ତୁ ।
@shivaprasadgouda07
@shivaprasadgouda07 14 күн бұрын
Bhai o bhauni mane plz laba Bhai ra Chanel ku jadi 1M kari daba ❤
@deneshdk6293
@deneshdk6293 16 күн бұрын
Laba da love u ❤
@Sasmita47
@Sasmita47 16 күн бұрын
So wonderful video bhai 😮😊😊😊🎉🎉🎉
@padmabatikandagari1694
@padmabatikandagari1694 14 күн бұрын
ଲଭ ଭାଇ ଦ୍ବାରା ସବୁ ଦେଶ ଆମେ ଦେଖି ପାରୁ‌ଛୁ‌‌ Thank you
@mohansahu6941
@mohansahu6941 16 күн бұрын
Thanks loba bhai
@prasantibehera830
@prasantibehera830 15 күн бұрын
Bahut sundar🎉🎉😅😅
@pranatisahoo9191
@pranatisahoo9191 15 күн бұрын
Very entertaining video
WHO DO I LOVE MOST?
00:22
dednahype
Рет қаралды 82 МЛН
когда повзрослела // EVA mash
00:40
EVA mash
Рет қаралды 3,9 МЛН
ଝାଟିଆ STAR // Funny Chandan Comedy // Short Flim
6:20
Funny Chandan
Рет қаралды 1 М.
Raja ra raja season 2 ll Chandan biswal ll Odia comedy ll
22:25
Chandan Biswal
Рет қаралды 6 МЛН
WHO DO I LOVE MOST?
00:22
dednahype
Рет қаралды 82 МЛН