No video

Pandian Creates Renunciation Drama To Fool Odia’s | Nirbhay Gumara Katha

  Рет қаралды 123,802

Nirbhay

Nirbhay

Күн бұрын

Пікірлер: 1 100
@bishnucharnrana3282
@bishnucharnrana3282 2 ай бұрын
ନିର୍ଭୟ ଗୁମର କଥା ଓଡ଼ିଶାବାସୀଙ୍କ ମଧ୍ୟରେ ଏକ ନୂଆ ବିପ୍ଳବ ଆଣି ଦେଇଛି । ଅଶେଷ ଧନ୍ୟବାଦ ।
@runanayak4173
@runanayak4173 2 ай бұрын
ସାର ଅପଣଂକ ପ୍ରୋଗ୍ରାମ ସରକାର ପରିବର୍ତନର ଏକ ଅନ୍ୟତମ ପ୍ରେରଣା ଏମିତି ହିଁ ଓଡ଼ିଆ ଲୋକଙ୍କୁ ସଚେତନ କରୁଥାନ୍ତୁ.......ଜୟ ଜଗନ୍ନାଥ
@mantoshmohanty3712
@mantoshmohanty3712 2 ай бұрын
Really this program has changed odisha people's Mind and made cautious the people of odisha.
@amagiha1046
@amagiha1046 2 ай бұрын
To maa bia de sir gehibo
@bijayamohanty5701
@bijayamohanty5701 2 ай бұрын
S lol
@bishnupriyamohanty9252
@bishnupriyamohanty9252 2 ай бұрын
Sir apana dirgha u huantu
@runanayak4173
@runanayak4173 2 ай бұрын
@@bishnupriyamohanty9252 mane.....?
@MrPpcops
@MrPpcops 2 ай бұрын
ଶ୍ରଦ୍ଧେୟ ନବୀନ ବାବୁ, ଆପଣ ଆଜି ସମଗ୍ର ଓଡିଶା ବାସୀଙ୍କ ହୃଦୟର କୋହ କୁ ହାଲୁକା କରିଦେଲେ । ଆପଣଙ୍କୁ ଅଶେଷ ଧନ୍ୟବାଦ ସହ ପ୍ରଣାମ ।🙏
@bijayanandadas8289
@bijayanandadas8289 2 ай бұрын
ନବୀନଙ୍କ ନେତୃତ୍ୱରେ 5 ତାମିଲ ଓଡିଶାକୁ, ଓଡ଼ିଆ ଅସ୍ମିତାକୁ ପଦଦଳିତ କରିବାର ଯେଉଁ ଦୁଃସାହସ କରିଛନ୍ତି ଶ୍ରୀଜଗନ୍ନାଥ ସେମାନଙ୍କୁ କେବେବି କ୍ଷମା ଦେବେନି। ନିର୍ଭୟ ଗୁମର କଥା ରେ ଆପଣ ସେମାନଙ୍କର ଭିତିରି କଥାକୁ ଲୋକଲୋଚନ କୁ ଆଣି ଜନସାଧାରଣଙ୍କର ଆଖି ଖୋଲି ଦେଇଛନ୍ତି।
@jchoudhury274
@jchoudhury274 2 ай бұрын
ଓଡିଆ ଙ୍କ ମାଡ଼ BJD ନେତା Pandian ନବୀନ ଭୂଲି ପାରିବେ ନାହିଁ ଜୟ ଜଗନ୍ନାଥ ମାଡ଼ ରେ ଜୋର୍ ଅଛି ଶବ୍ଦ ନାହିଁ
@anilkumardakua3555
@anilkumardakua3555 2 ай бұрын
Bahut badhia comment, like your comment
@amagiha1046
@amagiha1046 2 ай бұрын
Are magiha BJP kukuro to maa bia pochigalani jaa bjp Banda khaibu
@FAKIRJENA-du2zs
@FAKIRJENA-du2zs 2 ай бұрын
ପାଣ୍ଡୁ ତା ମୋବାଇଲ୍ ରେ ସବୁ ବିଷୟରେ ଦେଖୁଛି। ତେଣୁ ସେ ପୁରା ଛାନିଆ ହୋଇଗଲାଣି। ଯାହା ହେଲେ ବି ପାଣ୍ଡୁ ଇଡି ବା ସି ବି ଆଇ ଦ୍ଵାରା ଧରା ହେବ।
@bibekanandarout4931
@bibekanandarout4931 2 ай бұрын
❤🎉
@trilochanpatnaik6321
@trilochanpatnaik6321 2 ай бұрын
ପ୍ରଶାସନ ରୁ ରାଜନୀତିକୁ ଆସିବା ଅର୍ଥ ଭଦ୍ରଲୋକ ରୁ ବିଦାୟ ନେଇ ବେହିଆ ହୋଇ ଯାତ୍ରା ଦଳ organiser ହେବା। ସୁନ୍ଦର ଆଲୋଚନା କଲେ ନବୀନ ଦାସ ବାବୁ। ବହୁତ୍ ବହୁତ୍ ଧନ୍ୟବାଦ୍।
@geetaranisamal6638
@geetaranisamal6638 2 ай бұрын
ଏ ଦୁଇ ଦିନ ଆପଣ ଆମ ପାଖରେ ରହିଥିବାରୁ ବହୁତ୍ ବହୁତ୍ ଧନ୍ୟବାଦ୍ ଆଜ୍ଞା।
@BABUBHAI86854
@BABUBHAI86854 2 ай бұрын
ସାର୍ ଆପଣଙ୍କ ଏହି ପ୍ରସାରଣ ଟି ଟେଲିଭିଜନ୍ ରେ ଦେଖିବାକୁ ମିଳିଲେ ଆମ ଓଡ଼ିଶା ରେ ଥିବା ଛୋଟ ଛୋଟ ଗାଁ ମାନଙ୍କ ର ନିରୀହ ଲୋକ ମାନେ ବି ବହୁତ୍ ସଚେତନ ହୁଅନ୍ତେ। ତାଙ୍କୁ ବୋକା ବନେଇବା ପାଇଁ ବହୁତ୍ ଲୋକ ଅଛନ୍ତି କିନ୍ତୁ ସଚେତନ କରେଇବା ପାଇଁ କେହି ନାହାନ୍ତି। 🙏 ଜୟ ଜଗ୍ନାଥ 🙏
@panigrahisbiology2204
@panigrahisbiology2204 2 ай бұрын
ଛୋଟ ଛୋଟ ଗାଁ ରେ ବି android ଅଛି
@janakkumarrout3352
@janakkumarrout3352 2 ай бұрын
Yes
@dayasagardayasagar755
@dayasagardayasagar755 2 ай бұрын
ପଣ୍ଡିଆଁନଭଳି .. ଚୂତିଆ , ଭାଣ୍ଡୁଆ , ବେଲଜ୍ୟା ଗୁଡ଼ାକ ଜେଲରେ ରହିଲେ " ପରିବର୍ତ୍ତନ " ହେଇ ସଂସ୍କାରିତ ହେବେ .
@info.agnostsolutions
@info.agnostsolutions 2 ай бұрын
Belajaya chutiya bana rahi ho
@geetaranisamal6638
@geetaranisamal6638 2 ай бұрын
ମୁଁ ତ କହିବି ଏ ନବୀନ ପଟ୍ଟନାୟକ pandian ଠାରୁ ଆହୁରି ମାରାତ୍ମକ।
@santoshsahoo2727
@santoshsahoo2727 2 ай бұрын
Absolutely right mam.
@shreekumar5079
@shreekumar5079 2 ай бұрын
Budha mc ta gay ta pandian thu seva nauthila aau taku sabu rulling power dauthila budha😂
@jayalaxmi5517
@jayalaxmi5517 2 ай бұрын
କାଳିଆ ସବୁ ଦେଖୁଛି ଯଥା ସମୟରେ ସଠିକ୍ ଫଳ ଦେଉଛି ଏବଂ ସେହି ସମୟକୁ କେବଳ ଅପେକ୍ଷା ବାକି, ଜୟ ଜଗନ୍ନାଥ 🙏
@ashutoshmeher7352
@ashutoshmeher7352 2 ай бұрын
ଠିକ୍ କହିଛନ୍ତି । ପାଣ୍ଡିୟାନ ମହାଶୟ ଅଭିନୟ କରୁଛନ୍ତି।ବୃଦ୍ଧ ବ୍ୟାଘ୍ର ପରି କଙ୍କଣ ହଲାଉଛନ୍ତି।
@AlineOp
@AlineOp 2 ай бұрын
ଆମ ଓଡ଼ିଆ ମାନଙ୍କ ଧନରେ ଏପାଣ୍ଡୁ ଅମାପ ଧନରେ ଅଧିକାରୀ
@kamalakantachaini2460
@kamalakantachaini2460 2 ай бұрын
ସାର୍, ଚିଟ୍ ଫଣ୍ଡର ସିବିଆଇ ଇନଭେଷ୍ଟିଗେସନ ବନ୍ଦ ହବାର କାରଣ ବାବଦରେ କିଛି କୁହନ୍ତୁ। ଏ ନବୀନ ପାଣ୍ଡିଆ କୁ ସୁରକ୍ଷା କିଏ ଦେଲା । ସେ ବଡ ଚୋର କିଏ ? ଖଜୁରି ଗଛର କି ଗୁଣ ଗାଇବେ ମୁଳରୁ ପାହାଚ ପାହାଚ ।
@ajitkumarpanda6388
@ajitkumarpanda6388 2 ай бұрын
ଆପଣଙ୍କ ବିଶ୍ଳେଷଣ ପୁରା ଠିକ୍,,,,,,,,,,ନାଟକ ଆଉ ଚଳିବନି,,,ଓଡ଼ିଆ ଠିକ୍ ବୁଝିଗଲିଲେଣି,,,,,, ନୂଆ ସରକାର CBI,ED inquiry କରି ଏ ଦୁଇଜଣଙ୍କୁ ଗିରଫ କରିବା ଉଚିତ୍,,,,
@BiswaPradhan-qy5vc
@BiswaPradhan-qy5vc 2 ай бұрын
ସାର ଇଏ ତ ସୁଜାତା କୁ ବାହା ହେଲା ୨୦୦୭ ରେ ଓଡ଼ିଶାକୁ ଆସିଲା ୨୦୦୨ ରେ ଇଏ କିପରି କହୁଛି ମୋର ପରିବାର କେନ୍ଦ୍ରାପଡ଼ା ରେ ଥିବା ଯୋଗୁଁ ଆସିଲୀ ବୋଲି
@hiteshkumarpradhan254
@hiteshkumarpradhan254 2 ай бұрын
Haha thik thik biswa bhai, and ye pandu IAS purbaru jagannath nku bi bhakti karuthila sei pain exam bi. Clear karila and before that se janithila kendrapara ra basinda heba boli
@hiteshkumarpradhan254
@hiteshkumarpradhan254 2 ай бұрын
@@truptilatadas450 na na bilkul nuha , Tama bhalia genda administration services re tame b dadan palao
@truptilatadas450
@truptilatadas450 2 ай бұрын
@@hiteshkumarpradhan254 mu kn dadan jibi mu already govt employee
@hiteshkumarpradhan254
@hiteshkumarpradhan254 2 ай бұрын
@@truptilatadas450 bhakuda dala Tama bhalia pila corruption kariki paisa deiki govt. Job kariki corrupted neta office nku butter mariki job karanti , ebe ta BJP asila jao Kerala gujrat banglore Bombay nahlee 5T bag neiki Laccmi bus r tamilnadu palao,
@neelamadhabreddy2997
@neelamadhabreddy2997 2 ай бұрын
Eita pagola ta pandian 😂😂
@unconsciouslove8423surjya
@unconsciouslove8423surjya 2 ай бұрын
ଖାଲି ସନ୍ୟାସ ନାହିଁ ଓଡିଶା ର ସମ୍ପତି ଜନସାଧାରଣ ଙ୍କ ର ପଇସା ଆଉ ଯେତେ corruption କରିଛନ୍ତି ତାହାର ହିସାବ ଏବଂ ହିଂସା ଏବଂ officer ରାଜ ଏହି ସବୁ ର ଉତ୍ତର କାହିଁ ଏ ଗପ କୁହନ୍ତୁନି ଓଡିଶା ବାସୀଙ୍କୁ କ୍ଷମା ମାଗିବାକୁ ପଡିବ ଖାଲି bjd କୁ ନୁହେଁ
@MadhabKhatua-ub2nw
@MadhabKhatua-ub2nw 2 ай бұрын
ନବୀନ ବାବୁ ଆପଣଙ୍କ ବିଶ୍ଳେଷଣ ଅତି ଚମତ୍କାର। ସବୁ ଜଗନ୍ନାଥ କରିଛନ୍ତି ଓ ଆଗକୁ ମଧ୍ୟ ଆହୁରି ଅନେକ କିଛି କରିବେ।କେବଳ ଆମର ଦେଖିବାକୁ ଅପେକ୍ଷା।
@trilochanpatnaik6321
@trilochanpatnaik6321 2 ай бұрын
Active ରାଜନୀତି ରୁ ସନ୍ନ୍ୟାସ ନେବା ପରେ ପରଦା ପଛରେ prompting କରିବ Pandian. BJD ଦଳରେ ଗୁରୁ ଶିଷ୍ୟ ଦୁହେଁ ସମାନ ଷ୍ଟାଟସ୍ ରେ ଅଛନ୍ତି। ଗୁରୁ ଶିଷ୍ୟ ଦୁହେଁ ସମାନ।
@niharsatpathy5905
@niharsatpathy5905 2 ай бұрын
The Nirbhaya channel is the conscience keeper of Odisha.
@learntogether8344
@learntogether8344 2 ай бұрын
ଆଜ୍ଞା ଏ ପୂର୍ବରୁ ଓଡିଶା ନବୀନ ବାବୁଙ୍କ ବ୍ୟକ୍ତିତ୍ୱରେ ପ୍ରଭାବିତ ହେଇ ଓଡିଶା ଆସିଥିବା କଥା କହିଥିଲେ ଏବେ ସ୍ତ୍ରୀ ର ପରିବାର କଥା କହୁଛି
@kapilajain9692
@kapilajain9692 2 ай бұрын
But he is right in saying that. He married Sujata in 2000 then he joined Odisha cadre in 2002. He started his career in Punjab cadre in 2000
@panigrahisbiology2204
@panigrahisbiology2204 2 ай бұрын
Exactly..
@joyfularunsbk
@joyfularunsbk 2 ай бұрын
ହେ ଜଗନ୍ନାଥ.. ମୁଁ ଥରୁଟିଏ ପାଣ୍ଡିଆନ ଆଉ ନବୀନ ପଟ୍ଟନାୟକ କୁ ଜେଲ୍ ଭିତରେ ଦେଖିବାକୁ ଚାହେଁ।
@purnachandrarout321
@purnachandrarout321 2 ай бұрын
Right
@user-ov1bd7zj7f
@user-ov1bd7zj7f 2 ай бұрын
Right
@golakpatro7193
@golakpatro7193 2 ай бұрын
Absolutely.
@ommprakash2008
@ommprakash2008 2 ай бұрын
Really ହସିବା ଦାନ୍ତ ଆଉ ଦେଖେଇବା ଦାନ୍ତ ପୁରା ଅଲଗା. ଆଜି ଓଡ଼ିଆ କୁଆଡେ ଗଲା. ଖାଲି ଇଂଲିଶ.....
@Lipun-Das-DirectShot
@Lipun-Das-DirectShot 2 ай бұрын
ଆଉ କିଛି ଦିନ ବିଜେଡ଼ିର postmortem କର । ତା ପରେ ସେମାନଙ୍କ କଥା cbi କରିବ । ଶାସକ ଦଳର ବି postmortem କରିବାକୁ ପଡିବ ।
@RAJABARID
@RAJABARID 2 ай бұрын
ସାର୍ ଆଜି ଆପଣଙ୍କ ସାର୍ଟ ଟା ପୁରା ମାର୍କେଟ ଜାଳିଦେଲା 🙏🙏🙏
@deepanjalimohanty9756
@deepanjalimohanty9756 2 ай бұрын
ଅତି ଉଚ୍ଚ କୋଟିର ବିଶ୍ଳେଷଣ । ଜୟ ଜଗନ୍ନାଥ 🙏🏻🙏🏻🙏🏻 ଜୟ ଶ୍ରୀ ରାମ 🙏🏻🙏🏻🙏🏻
@FAKIRJENA-du2zs
@FAKIRJENA-du2zs 2 ай бұрын
ଓ ଟି ଭି, ଅର୍ଗସ ଟିଭ ଓ ନିର୍ଭୟ ଚାନେଲ ହେଲେ ଓରିଯିନାଲ ହିରୋ। ଏହି ଚାନେଲ ଯୋଗୁ ଲୋକେ ପ୍ରକୃତ କଥା ଜାଣିଲେ ଓ ପରେ ବିଜେଡିକୁ ପ୍ରଚଣ୍ଡ ଆକ୍ରମଣ କରି ଗାଦିଚ୍ୟୁତ କଲେ।
@odiavloggerdipti
@odiavloggerdipti 2 ай бұрын
Otv katha kuhantuni, jete bele malika BJD re thile kete sata katha dekhauthile.
@trilochanpatnaik6321
@trilochanpatnaik6321 2 ай бұрын
ଗୋଇଠା ମାରି ବିଷ୍ଣୁ ହେଲେ କିଛି ଲାଭ ନାହିଁ। ସବୁ ଓଡ଼ିଶା ବାସୀ BJD ଦଳର କ୍ରୀତଦାସ ପ୍ରକୃତି ର ନୁହଁନ୍ତି। ନବୀନ ବାବୁ ଙ୍କ ର କିଛି ଦୁର୍ବଳତା ଥିବାରୁ ସେ Pandian କୁ କୋଳରେ ବସେଇ ପାରନ୍ତି, କିନ୍ତୁ ସମସ୍ତ ଓଡ଼ିଶା ବାସୀ କେବେ Pandian ର ମୁଖ ଦର୍ଶନ କରିବା ପାଇଁ ଇଚ୍ଛା ପ୍ରକାଶ କରିବେ ନାହିଁ ସେମାନଙ୍କ ଦେହରେ ଯଦି ଓଡିଆ ରକ୍ତ ଥିବ।
@binaykumarpradhan2200
@binaykumarpradhan2200 2 ай бұрын
Actually swabhiman ଓଡ଼ିଆ ହେଇ ଥିଲେ 1seat bi ପାଇ ନ ନଥାନ୍ତା
@motivationaltalks172
@motivationaltalks172 2 ай бұрын
Nabin patnayak kaun Odia?Se ta odishara 30 to dist ra nama kahi paribani..
@rinaraniroutaray7596
@rinaraniroutaray7596 2 ай бұрын
ଏ ଛୋଟ ଲୋକ ପାଣ୍ଡୁ ମନେ ରଖ ଏବେ ତ Bjd ବିରୋଧୀ ଦଳ ଅଛି. Next election ରେ ଶତI ହିଁ ରହିବ ନାହିଁ. ଜଗନ୍ନାଥ ଙ୍କ ରୋଶ ରେ ତୁ ଜେଲ ଯିବୁ.
@priyaranjanparichha5278
@priyaranjanparichha5278 2 ай бұрын
ସାର୍ ଆଗାମୀ ମୁଖ୍ୟମନ୍ତ୍ରୀ ଉପରେ ଏକ episode କରନ୍ତୁ।
@swarupdas275
@swarupdas275 2 ай бұрын
NAVIN IS 100% RESPOSIBLE FOR THIS BJD DEFEAT. NAVIN CANT SAVE PANDU
@ladukishoresabata6005
@ladukishoresabata6005 2 ай бұрын
ଓଡ଼ିଆ- ଜାଗ୍ରତ ! ଜାଗ୍ରତ !! ଜାଗ୍ରତ !!!
@Jagannath-oc9ht
@Jagannath-oc9ht 2 ай бұрын
ଯେଉଁ ମାସ୍କ ଗୁଡିକ କିଣା ହୋଇଥିଲା କୋଭିଡ୍ ସମୟରେ ଲକ୍ଷ ଲକ୍ଷ ପରିମାଣରେ ସରକାର କୁଆଡେ ଦଶ ଟଙ୍କା ଦାମ୍ ଦେଇଛନ୍ତି । କିନ୍ତୁ ମୁଁ ଏକ ଶହ କିଣିଲି ଦୁଇ ଟଙ୍କା ହିସାବରେ।
@roshnimohapatra2797
@roshnimohapatra2797 2 ай бұрын
ଜୟ ଶ୍ରୀ ଜଗନ୍ନାଥ ସେ ଜାଣି ରଖିବା ଉଚିତ ଯେ ଓଡିଶାର କୋଟି କୋଟି ଲୋକ ଗଜପତି ପୁରୁଷୋତ୍ତମ ଦେବକଂର ଦାୟାଦ ଯାହାକଂ ପାଇଁ ଜଗା ବଳିଆ ରଣ କ୍ଷେତ୍ର କୁ ଓହ୍ଲେଇ ବିଜୟ ମୁକୁଟ ପିନ୍ଧାଇ ଦେଇଥିଲେ...... ସମସ୍ତ ଓଡିଆ ବାସୀ ଖୁବ୍ ବୁଦ୍ଧିମାନ ଓ ସାହାସୀ ଏ ସବୁ ଚକାନୟନ ର ପାଲଟା ଉପହାର..........
@subashshrambutika5030
@subashshrambutika5030 2 ай бұрын
BJP, congress ପାଇ ଟିକେ କୁହନ୍ତୁ ଟିକେ.......
@udayanathswain1569
@udayanathswain1569 2 ай бұрын
ଆଗରୁ ମାଲିକ ଓ ହଳିଆ କୁଆଡେ ସୋଇଥିଲ .....ଏବେ ଡ୍ରାମା ଦେଖାଉଛ....ଠିକ୍ ସମୟରେ ଠିକ୍ ଜାଗାରେ ଓଡ଼ିଆ ଜାତି ଠିକ୍ ଜାଗାରେ ମାଡ଼ ମାରିଛନ୍ତି ......ଜଉ ଜlଗରେ ମାଡ଼ ହୋଇଛି କିଏ ଦେଖିଛ କି..... ଜୟ ଜଗନ୍ନାଥ
@anadicharansamal7033
@anadicharansamal7033 2 ай бұрын
ନବୀନ ବାବୁଙ୍କୁ ପାଣ୍ଡିଆନ କେତେ ଶ୍ରଦ୍ଧା ଯୋଗେଇ ଦେଇଛନ୍ତି।ସେ କେବେ ହେଲେ ପାଣ୍ଡୁ କୁ ଛାଡି ପାରିବେନି।
@Ambulrai
@Ambulrai 2 ай бұрын
Gupta samparka achi.
@rameshsethi1280
@rameshsethi1280 2 ай бұрын
ସାର, ପାଣ୍ଡିଆନ ମାଧ୍ୟମ ରେ ସବୁ ଗଫଲଟି କରିଛି ନବୀନ ବାବୁ, କାଳେ କହୀ ଦବ, ସେଥିପାଇଁ
@chhabindramansingh73
@chhabindramansingh73 2 ай бұрын
ସବୁ ଲୁଟିଲୁ ଓଡିଶା କୁ ଋଣ ରେ ବୁଡେଇ, ତୁ ସଳା କି ବାଳ ନେତାଟା, ତୋତେ ଏତେ ସାହସ ଦେଲେକିଏ ଭୁଲ ତୋର ନୁହେଁ ତୋତେ ଆଣିଥିବା ଚୁତିଆ ଟା, ବଡ଼ ହାରାମି ନବୀନ,
@basantapattnaik7812
@basantapattnaik7812 2 ай бұрын
ସାର ନବୀନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ନାମକୁ ଏବଂ ଭୈରବ କାର୍ତିକେୟନ ପାଣ୍ଡିଆନ ସଚିବ କିନ୍ତୁ ପୂରା କ୍ଷମତା ମୁଖ୍ୟମନ୍ତ୍ରୀ ର ଭୋଗ କରୁଥିଲେ l ତୁତ ମୁତୁରି ମୁତ ମୁତୁରି ହେଂସ ଧୋଇବା କାଇଁ ପାଇଁ ଓଡ଼ିଆ ଙ୍କୁ ଚୁତିୟା ବନେଇ ରଖିଥିଲେ ଅଘକୁ ବନେଇ ଥାନ୍ତେ ମଧ୍ଯ l
@hemantkumarsingh1387
@hemantkumarsingh1387 2 ай бұрын
Your analysis is great and perfect.
@rnlenka9875
@rnlenka9875 2 ай бұрын
ଯା ହେଉ ଜଗନ୍ନାଥ ଙ୍କ କୃପାରୁ ଓଡ଼ିଶା ରକ୍ଷା ପାଇ ଗଲା 4 ତାରିଖରେ। v k ଶଶିକଳା ଯଦି ପ୍ରକୃତ ରେ bjd ରୁ ଦୁରେଇ ଗଲା ତେବେ ଦଳ ବର୍ତ୍ତୀ ଯିବ।କିନ୍ତୁ ମୋର ସନ୍ଦେହ କାରଣ ଧୃତରାଷ୍ଟ୍ର ତ ସାଢେ 4 କୋଟି ଲୋକ ମତ ବିରୋଧରେ ତାଙ୍କୁ clean chit ଦେଲେ। ଭବିଷ୍ୟତ ରେ ଏମିତି ହେବନି ତ Mr ଅରୁଣ ଙ୍କୁ ଆଗରେ ରଖି ପାଣ୍ଡୁ ଦ୍ଵାରା ପଛରୁ ଦଳ ଓ ପାଣ୍ଠିକୁ କବ୍ଜା କରିବା ମତଲବ। ପ୍ରଭୁ ଜଗନ୍ନାଥ ବିଜୁ ବାବୁଙ୍କ ଦଳ କୁ ରକ୍ଷା କରନ୍ତୁ
@rabindrapradhan7646
@rabindrapradhan7646 2 ай бұрын
ଯୁଆଡେ ଯିବେ ଖାଲି ପାଣ୍ଡୁର , ପ୍ରୋଜେକ୍ଟ, ଫାଇଭ୍ ଷ୍ଟାର ହୋଟେଲ ବି ଭୁବନେଶ୍ବରରେ ଅଛି ସାର୍ , ମୁଁ ଶୁଣିଛି ପାଣ୍ଡିଆନ୍ କୁଆଡେ ତୃତୀୟ ଧନୀ ତାମିଲ ନାଡୁ ର। ଜଣେ ସରକାରୀ କରମଚାରୀ ତୃତୀୟ ଧନୀ ହେଲା କେମିତି?। ସବୁ ଓଡ଼ିଶାର ଲୁଟୁଛି।
@soumyakantapradhan4212
@soumyakantapradhan4212 2 ай бұрын
Telengana na tamilnadu?
@rabindrapradhan7646
@rabindrapradhan7646 2 ай бұрын
@@soumyakantapradhan4212 sorry Tamilnadu
@rabindrapatra8223
@rabindrapatra8223 2 ай бұрын
Thanks sir good night. Beautiful analysis of new Sanyashi. Jay Jagannath . Jay Nirvaya Gumar Katha.👍
@akpanda833
@akpanda833 2 ай бұрын
Efficient Odiya IAS officer like M S Padhi was thrown in to garbage by Pandian only
@rajeswarimanik4139
@rajeswarimanik4139 2 ай бұрын
ଇଏ ଓଡିଶା ଲୋକଙ୍କୁ ବୋକା ବନାଉଛନ୍ତି, ଆଉ ନବୀନ ମଧ୍ୟ ମହା ହରମଜାଡା
@BapunSahu-mf8cj
@BapunSahu-mf8cj 2 ай бұрын
Hnn lok bhabu chanti ea sanysa nela kintu odisha ru jete lutichi kebe khaile saribani odisha lok bhakua cbi kale dhariba sethi pai ae palne 😅
@shreekumar5079
@shreekumar5079 2 ай бұрын
​@@BapunSahu-mf8cjOdia loka sabu mendha mg gudaka especially coastal area loka paschim Odisha loka adhika BJP ku deiki jitechanti ethara....
@AlineOp
@AlineOp 2 ай бұрын
ଓଡିଶା କୁ ଲୁଟିଲା ସେ ଧନ ସମ୍ପଦ କୁ ନୂଆ ସରକାର ବାହାର କରିବେକି
@birakishoresahoo3080
@birakishoresahoo3080 2 ай бұрын
Sir apanku bahut bahut dhanyavad.Bahut tathya odisha basinku janaile eahi episode madhyamare.jay jagannath.
@ranjannayak8948
@ranjannayak8948 2 ай бұрын
Thank you sir for educating the Odisha public.
@bhupeshkarmi513
@bhupeshkarmi513 2 ай бұрын
ବହୁତ୍ ସୁନ୍ଦର୍ ବ୍ୟାଖ୍ୟା,,,,
@ashokkumarnayak499
@ashokkumarnayak499 2 ай бұрын
ୟାକୁ ଓଡିଶା ରୁ ବାହାର କରିବା ପାଇଁ କାହାର ସାହାସ ଅଛି ଏବଂ ଏ କାର୍ଯ୍ୟ କଲେ ଧନ୍ଯବାଦ ର ପାତ୍ର ହେବେ🎉
@user-yd7dq7ij6w
@user-yd7dq7ij6w 2 ай бұрын
ଇଡି ସିବିଆଇ 😊
@mamatamohanty9774
@mamatamohanty9774 2 ай бұрын
Nice analysis.apana jaha kahichanti absolutely right.
@chitraguptadas2921
@chitraguptadas2921 2 ай бұрын
ଠକିବା, ମିଛ କହିବା, ଜାଲିଆତି କରିବା, ଧମକାଇ କାମ ଆଦାୟ କରିବା, ଅର୍ଥ ଆତ୍ମସାତ କରିବା ଇତ୍ୟାଦି କଳା (ଓ ବିଜ୍ଞାନ) ବିଷୟରେ ଓଡିଶାବାସୀ, ଓଡିଆ ନେତା ଓ ସରକାରୀ ଚାକିରିଆଙ୍କୁ ପ୍ରଶିକ୍ଷଣ ଦେବା ନିମନ୍ତେ ଏକ ବିଶ୍ୱସ୍ତରୀୟ କେନ୍ଦ୍ର ନବୀନ ବାବୁଙ୍କ ନାମରେ ଭୁବନେଶ୍ୱରରେ ହେଉ ଓ ଏହାର ପ୍ରଥମ ମହାନିର୍ଦ୍ଦେଶକ ପାଣ୍ଡିଆନ ହୁଅନ୍ତୁ
@raghumaninayak9593
@raghumaninayak9593 2 ай бұрын
ପାଣ୍ଡୁ ଜଣେ naatuaa,ଏହା ଏକ ଡ୍ରାମା ବାଜି,କିନ୍ତୁ ଓଡ଼ିଆ ଲୋକ ବୁଝିଲେନି ଏବେ ନୁହେଁ ତ କେବେ ନୁହେଁ
@subhabratamishra4465
@subhabratamishra4465 2 ай бұрын
ଆପଣଙ୍କ ବିଶ୍ଳେଷଣ ଅତି ଚମତ୍କାର୍‌ । ଆପଣ ନ ଥିଲେ ଆମେ ଭକୁଆ ହୋଇଯାଇ ଥାଆନ୍ତୁ । କିନ୍ତୁ ଆମେ ସେହି ଦିନକୁ ଅପେକ୍ଷା କରିଛୁ କେଉଁ ଦିନ‌ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ୍‌ ବାବୁ ଓ ପାଣ୍ଡିଆନ୍‌ ହାଜତ୍‌ରେ ଚକି ପେଶିବେ । ଜୟ୍‌ ଜଗନ୍ନାଥ୍ 🙏
@deepanjalimohanty9756
@deepanjalimohanty9756 2 ай бұрын
ସତରେ ଏ ହି ଏପିସୋଡ ଟି ଟିଭି ରେ ପ୍ରଚାର ପ୍ରସାର କଲେ ଓଡ଼ିଆ ମାନଙ୍କ ପାଇଁ ମଂଗଳ ହୁଅନ୍ତି। ଜୟ ଜଗନ୍ନାଥ 🙏🏻🙏🏻🙏🏻 ଜୟ ଶ୍ରୀ ରାମ 🙏🏻🙏🏻🙏🏻
@saratsahoo268
@saratsahoo268 2 ай бұрын
ଆଉ ସତ୍ୟ ପ୍ରକାଶ ଙ୍କ ବିଷୟରେ କହିଲେ ନାହିଁ। ତାଙ୍କୁ ମଧ୍ଯ ଛାଡ଼ି ନାହାଁନ୍ତି।
@mihirdwivedi8843
@mihirdwivedi8843 2 ай бұрын
Absolutely right Sir, this is another New drama of Pandian to fool us.
@ranjitpanda7146
@ranjitpanda7146 2 ай бұрын
❤️Sir, ଜୟ ଜଗନ୍ନାଥ. ଆପଣ ଙ୍କର ଉପସ୍ଥାପନା ବହୁତ ଭଲ, ମାତ୍ର ଦୟାକରି ଟିକିଏ ନିରାପକ୍ଷତା ଅବଲମ୍ବନ କଲେ ଆହୁରି ଭଲ ହେବ
@binodinibehera6345
@binodinibehera6345 2 ай бұрын
ଅଶେଷ ଧନ୍ୟବାଦ sir ଏ ସୁନ୍ଦର ଉପସ୍ଥାପନା ପାଇଁ 🙏
@BhimasenDhal
@BhimasenDhal 2 ай бұрын
ସାରା ଓଡ଼ିଶା ଦେଖିବାକୁ ଚାହିଁ ବସିଛି ପାଣ୍ଡୁବାବୁ କେବେ jail ଯିବେ।
@trilochanpatnaik6321
@trilochanpatnaik6321 2 ай бұрын
COVID ସମୟରେ ତିରିଶ ଜିଲ୍ଲା ବୁଲି COVID ପାଇଁ ଯାହା କିଣା ଯାଉଥିଲା ତାହାର PC ସଂଗ୍ରହ ପାଇଁ ବୋଧେ ଚାରିଆଡ଼େ ବୁଲୁଥିଲେ Pandian sir.
@princerajesh475
@princerajesh475 2 ай бұрын
Gote Sima thaa michha kahibare😡
@subhankarpanda7571
@subhankarpanda7571 2 ай бұрын
​@@princerajesh475oh to te badhuchhi now pandian in Naveen niwas Ask him he will apply for CBI enquiry Then everything will be clear
@princerajesh475
@princerajesh475 2 ай бұрын
@@subhankarpanda7571 1st adani upare Ed au CBI lagajau dekhiba😂😅
@janakkumarrout3352
@janakkumarrout3352 2 ай бұрын
Ati chamatkaar sir 🙏🙏🙏
@prakashchandraacharya119
@prakashchandraacharya119 2 ай бұрын
Nirdyanda ରେ କହୁଥିବାରୁ ଅଶେଷ ଅଶେଷ ଧନ୍ୟବାଦ ସାର
@biswanathpanda7004
@biswanathpanda7004 2 ай бұрын
ଆପଣଙ୍କ କଥା ଓ ଯୁକ୍ତି ଗୁଡିକ ଶତ ପ୍ରତିଶତ ଠିକ୍,କିନ୍ତୁ ଡର ଲାଗୁଛି ମୋତେ ସେମାନେ ଆପଣଙ୍କ ଉପରେ ପ୍ରତିଶୋଧ ନେଇ ପାରନ୍ତି,
@muodia2047
@muodia2047 2 ай бұрын
Sala haramjada ku jail re na pureiba jae jane bi sachha odia bisrama nebe nahin.
@saratmishra7100
@saratmishra7100 2 ай бұрын
ଛି ଛି କୁଳାଙ୍ଗାର ଟା, ଓଡ଼ିଆ ଙ୍କୁ ଚୁଟିଆ ବନେଇ ବା ପାଇଁ ଚେଷ୍ଟା କରୁଛି। ଆପଣ ସତ କଥା କହିଲେ। ED, CBI ଶିଘ୍ର ତଦନ୍ତ ହେବା ଦରକାର।
@MahendraSunani-dj3bi
@MahendraSunani-dj3bi 2 ай бұрын
ଚମତ୍କାର ଆଜ୍ଞା।ନିରାଟ ସତ୍ୟ ଉବାଚ।
@SudhansuSwain-cm4gi
@SudhansuSwain-cm4gi 2 ай бұрын
ନିର୍ଭୟ ହେଉଛି ସମ୍ବାଦ ଜଗତ ର ବାଦଶାହା, ଯାହାକି ଏକଦମ ନିରପେକ୍ଷ୍ଆଉ ସତ୍ୟ ଉପରେ ଆଧାରିତ ସଂସ୍ଥା, ସେଥିପାଇଁ ହୃଦୟ ରୁ ଧନ୍ୟବାଦ
@premanandajena6209
@premanandajena6209 2 ай бұрын
Jay shree Jagannath 🙏🏾
@kanhucharanprusty1487
@kanhucharanprusty1487 2 ай бұрын
ଚୁତିଆ ର ଅର୍ଥ ପଂଜାବ, ବିହାର ଆଦି ରେ ବହୁତ ଖରାପ, ଅଭଦ୍ର ଗାଳି, ଭକୁଆ କହି ପାରନ୍ତି 🙏🏼
@jiteshsubudhi5165
@jiteshsubudhi5165 2 ай бұрын
Kichi nahi
@jiteshsubudhi5165
@jiteshsubudhi5165 2 ай бұрын
This is not bad word
@jiteshsubudhi5165
@jiteshsubudhi5165 2 ай бұрын
This is not bad word
@mitrabhanusahu9507
@mitrabhanusahu9507 2 ай бұрын
ପାଣ୍ଡୁ କଣ ଗୋଟେ ମହାପୁରୁଷ କି ? ଖରାପ ଲୋକ କୁ ଖରାପ ଭାଷା ରେ ଗାଳି ଦେଲେ ଭଲ ଲାଗୁଚି ।ବାକି ଆମ ସମାଜ କଥା ଭାବିଲେ ଟିକେ ଖରାପ ଲାଗୁଚି । ଫିର୍ ଭି ଚଳିବ no pblm
@rkp3563
@rkp3563 2 ай бұрын
Chamatkaar Analysis. Worth sharing
@debanandsha5336
@debanandsha5336 2 ай бұрын
ବହୁତ୍ ସୁନ୍ଦର୍ ଭାବେ ବୁଝାଇ ଦେଇଛନ୍ତି ଧନ୍ୟବାଦ
@chakradharmishra5274
@chakradharmishra5274 2 ай бұрын
ଏ ତାମିଲ ବାବୁ ଓ ତାଙ୍କ ଗୁରୁ ନବୀନ ବାବୁ ଗଳ୍ପ ଶୁଣାଇ ଓଡିଶା ଲୋକଙ୍କୁ ବୋକା ବନାଉଛନ୍ତି l ଦୁଇଜଣ ଯାକ କେହି କାହାକୁ କମ ନୁହନ୍ତି l
@user-fs5si9ek7l
@user-fs5si9ek7l 2 ай бұрын
Right
@drpanda9462
@drpanda9462 2 ай бұрын
It is a very good drama to divert the attention of the people
@user-dp8ou6kq6g
@user-dp8ou6kq6g 2 ай бұрын
ନବିନ୍ ଦାସଂକ ନୁଆ ଡ୍ରେସ୍ କେଉଁ ଖୁସିରେ🎉🎉🎉🎉
@rameshmishra3251
@rameshmishra3251 2 ай бұрын
You are engaged in activating the awareness of Innocent Odias.. thanks for that.. I bless you..
@muralijhankar1661
@muralijhankar1661 2 ай бұрын
Jay shree Jagannath
@bidyadharbargejoykrishna4902
@bidyadharbargejoykrishna4902 2 ай бұрын
ପାଣ୍ଡିଆନ ସନ୍ୟାସ ନେ ଵା କଥା ଗୁଟେ ନାଟକ
@sarojkumarbehera6697
@sarojkumarbehera6697 2 ай бұрын
ଗଣତନ୍ତ୍ର ରେ ବିରୋଧୀ ଦଳର ପ୍ରମୁଖ ଭୁମିକା ରହିଛି । ନବୀନ ପଟ୍ଟନାୟକ ମୁଖ୍ଯମନ୍ତ୍ରୀ ତଥା ଭଲ ରାଜନେତା ହିସାବରେ ସାରା ଭାରତରେ ସୁନାମ ରହିଛି । ଓଡ଼ିଶାବାସୀ ଆଶା କଂ ରହିଛି ନବୀନ ପଟ୍ଟନାୟକ ଭଲ ବିରୋଧୀ ଦଳ ନେତା ହିସାବରେ ଭାରତ ବର୍ଷ ରେ ସୁନାମ ଅର୍ଜନ କରିବା ସହ ଗଣତନ୍ତ୍ର ର ରକ୍ଷାକର୍ତ୍ତା ହେବେ.....
@PravasChandraRout
@PravasChandraRout 2 ай бұрын
Ekdum ସତକଥା Thanks a lot Jai jagannath 🙏❤
@user-fw8fq5yr7s
@user-fw8fq5yr7s 2 ай бұрын
My dear sir you are absolutely right 👍.After ruining Odisha he apologizes, Pandian should be ashamed.And according to us the Chief Minister should Sanyas first.Both are shameless.Being in such a high position, they make mistakes and then apologize.This politics is not a child's play. People's homes are ruined in it.Then what is the use of apologizing after destroying someone's house?These people should get appropriate punishment.A good deed always comes around. Bharat mata ki jai 🇮🇳🙏. Jai Shri Krishna 🙏🙏🙏🌺🌺🌺
@situn4377
@situn4377 2 ай бұрын
You still calling Neveen Patnaik "Chief Minister" in present tense says it all😂
@SidharthMishra99
@SidharthMishra99 2 ай бұрын
​@@situn4377till now he is care taker CM till new cabinet is not formed
@user-fw8fq5yr7s
@user-fw8fq5yr7s 2 ай бұрын
@@situn4377 Hey fool keep your knowledge to yourself.No need to share too much knowledge.Because I am the head master of the school where you study.Stupid person!Stay within your limits.Today you laugh at others, tomorrow people will laugh at you.Because as you sow, so shall you reap.Stupid person!Stay within your limits.A good deed always comes around. Jai Shri Krishna 🙏
@user-fw8fq5yr7s
@user-fw8fq5yr7s 2 ай бұрын
@@situn4377 Hey fool keep your knowledge to yourself.No need to share too much knowledge.Because I am the head master of the school where you study.Stupid person!Stay within your limits.Today you laugh at others, tomorrow people will laugh at you.Because as you sow, so shall you reap.Stupid person!Stay within your limits.A good deed always comes around. Jai Shri Krishna 🙏
@akpanda833
@akpanda833 2 ай бұрын
He should have been in jail
@umeshchandradash2881
@umeshchandradash2881 2 ай бұрын
ସାର୍ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ।ମୋ ମତରେ ନବୀନ ପଟ୍ଟନାୟକ ସମ୍ପୁର୍ଣ୍ଣ ଦାୟୀ। ସେ ଭାବୁଥିଲା ଓଡ଼ିଆ ଲୋକ ମାନେ ବୋକା ମୁଁ ଯାହା କଲେ ବି ଏମାନେ ମତେ ଭୋଟ ଦେବେ ଓ ମୁଁ ଏମିତି ରାଜଭୋଗ କରିବି। ବର୍ତ୍ତମାନ ସୁଦ୍ଧା ସେ ଚେତି ନାହିଁ ସେ ଓଡ଼ିଆ ଲୋକ ମାନଙ୍କ ପାଇଁ ଚିନ୍ତିତ ନୁହେଁ ତା ପାଣ୍ଡିଆ ପାଇଁ ଚିନ୍ତିତ।
@duryodhanmahanta7766
@duryodhanmahanta7766 2 ай бұрын
ନିର୍ଭୟ ଗୁମର କଥାକୁ ଟିଭି ଚ୍ୟାନେଲ ରେ ପ୍ରସାରଣ ହେଉ।
@manojsenapati6970
@manojsenapati6970 2 ай бұрын
ଆପଣ ନିଉଜ ଦେଖି ଦେଖି ମୁ କଂଫିର୍ମ ହୋଇଗଲି ଆପଣ ଜଣେ ବିଜେପି ପାଟି ଲୋକ .
@littoncool
@littoncool 2 ай бұрын
Sata katha guda kahile bodhe deha re lagigala ?😂😂 jie sata kahiba bjd ra se bjp loka by default?😂😂😂😅
@bibhuprasadpati3507
@bibhuprasadpati3507 2 ай бұрын
Jay Shree Jagannath
@rakeshpradhan2079
@rakeshpradhan2079 2 ай бұрын
Always accurate analysis.. We are Proud of you Excellent..
@mrudukumari9186
@mrudukumari9186 2 ай бұрын
Lots of thanks for your beautiful wordings...GOD bless you..
@nirmalbaral8257
@nirmalbaral8257 2 ай бұрын
Is it the right decision.......?
@shivom9286
@shivom9286 2 ай бұрын
Hatred at peak🙏
@littoncool
@littoncool 2 ай бұрын
Thik katha naveen babu analysis kari kahuchanti
@indiradutta5837
@indiradutta5837 2 ай бұрын
ଆଜିର ବିଶ୍ଳେଷଣ ସମସ୍ତେ ଶୁଣିବା ଦରକାର । ଓଡ଼ିଆ ମାନେ କେବେ ଜାଗ୍ରତ ହେବେ
@somanathjenaofficial
@somanathjenaofficial 2 ай бұрын
Awesome analysis. Proud of you ❤
@amrit7570
@amrit7570 2 ай бұрын
pura thik katha , BJD 4th ru gote drama chaleichi
@subhalaxmiparida8538
@subhalaxmiparida8538 2 ай бұрын
Sir apnaku dhanayabad Aue pranam
@antarjyamikar8877
@antarjyamikar8877 2 ай бұрын
ଆଉ ଗୋଟେ ବଡ କଥା ଶ୍ରୀ ଜଗନ୍ନାଥ ଙ୍କ ନାଭି ପରିବର୍ତ୍ତନ ପର୍ଯ୍ୟନ୍ତ କଥା ହେଲା....ଆଉ ନବକଳେବର ପରେ ପ୍ରଭୁ ଙ୍କ ବିଗ୍ରହ କୁ ଛୋଟ କରିଦେଇଛନ୍ତି
@padmacharanpatnaik7959
@padmacharanpatnaik7959 2 ай бұрын
No words to congratulate you and your acumen in the larger interest of Odisha 's Democracy.This deep analysis of your channel has given a new strength to the people at large to start a fresh life in a revengeful mood to fight against corrupt officials those in the seats of power.
@ranjitbhuyan5160
@ranjitbhuyan5160 2 ай бұрын
ନବୀନବାବୁ ଆପଣଂକ ଏ ନବକଳେବର ମାନେ ନୂଆ ଜାମା ଭଲ ମାନୁଛି। ସେ ଯାହା ବି ହଉ ଛାମୁ ହିଁ ଦୋଷୀ
@anjananayak3971
@anjananayak3971 2 ай бұрын
Sir sara Odisha basi nku sachetana karithibaru apana nku bahut bahut dhanyavad 🙏
@prabodhamohanty4999
@prabodhamohanty4999 2 ай бұрын
ଏଇ ମିତି ଶୋଧନ ଦରକାର ଥିଲା ଆଗରୁ,,,,,, ଧନ୍ୟବାଦ୍ ନବୀନ ବାବୁ
@gunanidhinaik3699
@gunanidhinaik3699 2 ай бұрын
ଶ୍ୱଶୁର ଘରେ ଜ୍ୱାଇଁ ରହିଲେ କୁକୁର ସଙ୍ଗେ ସମାନ ବୋଲି କୁହାଯାଏ।
@user-qv4hd2bq9f
@user-qv4hd2bq9f 2 ай бұрын
Sujata ku Tamilnadu potha jau, tamil chora ta dangare seithi rahiba😂
Naveen Nka Charcha With BJD Leader, Ex MLA Amar Satpathy
41:28
SCHOOLBOY. Последняя часть🤓
00:15
⚡️КАН АНДРЕЙ⚡️
Рет қаралды 11 МЛН
لااا! هذه البرتقالة مزعجة جدًا #قصير
00:15
One More Arabic
Рет қаралды 51 МЛН
🔵 Unveiling The Truth With Advocate Piku Patnaik || Kanak News
21:44
PANDU ର କାରନାମା 😜 || Odia bhaina
22:57
Odia bhaina
Рет қаралды 350 М.