No video

Pandian left politics for good. What blunders caused his dramatic downfall? Watch Saryapatha

  Рет қаралды 45,467

Satyapatha

Satyapatha

2 ай бұрын

Pandian left politics for good. What blunders caused his dramatic downfall? Watch Saryapatha
#satyapatha #vkpandian #naveenpatnaik #bjd #achyutasamanta #odishapolitics #odishakhabar #odiaasmita #satyaprakashnayak #editorial
Satyapatha is an Odia digital news platform. Founded by noted journalist Satya Prakash Nayak. Satyapatha covers politics,policy and investigative stories.
For Latest Updates Follow us:
Web: www.satyapatha...
KZfaq: / @satyapatha
Facebook: / satyapatha.in
Instagram: / satyapatha.media
Twitter(X): / satyapathalive

Пікірлер: 251
@user-vh6ib4qe1d
@user-vh6ib4qe1d 2 ай бұрын
ସଂପୂର୍ଣ୍ଣ ଗପ କହୁଛି ପାଣ୍ଡୁ , କିଛିଦିନ ଅପେକ୍ଷା କରନ୍ତୁ ଜାଣିଯିବେ
@basantapattnaik7812
@basantapattnaik7812 2 ай бұрын
ପାଣ୍ଡିଆନ ପଲିଟିକ୍ସ ରେ ନଥାଇ ମଧ୍ୟ୍ୟ କ୍ଷମତା ଉପଭୋଗ କରୁଥିଲେ ଭଲ ହେଇଛି ବିଜେଡି ପାଇଁ
@dhaneswardas7823
@dhaneswardas7823 2 ай бұрын
ନବୀନ ପଟ୍ଟନାୟକ ସବୁବେଳେ ପର ପିଠିରେ ଚଢି ରାଜନିତୀ କରନ୍ତି, ଏକଥାକୁ ସମସ୍ତେ ବୁଝିବା କଥା। ଯେତେବେଳେ ରାଜନୀତିରେ ସବୁ କ୍ଷମତା ଲୋକଙ୍କ ହାତରେ ଅଛି, ସେତେବେଳେ ଏକା କି କାହା ବଳରେ ବଳିଆନ ହେବା ଉଚିତ ନୁହେଁ କାରଣ ଏହାହିଁ ଅହଂକାର ଓ ଛଳନାର ପରିଣାମ।
@himansupadhy9389
@himansupadhy9389 2 ай бұрын
ନବୀନ ବାବୁ ଜଣେ ଅତି ନୀଚ ସ୍ତର ର ରାଜନୀତି କରିଛନ୍ତି ଓ ନିଜର ସ୍ୱାର୍ଥ ,ସୁବିଧା ଓ ବିଭିର୍ଣ ଅନୈତିକ କାର୍ଯ୍ୟ କରି ସେ ପାଣ୍ଡିଆନ କୁ ଓଡିଶା ର ଶାସନ କଲ କୁ ଚଳାଇ ,ନବୀନ ନିବାସ ରେ ଥଣ୍ଡା ଘରେ ବେଶ ଉଚକୋଟି ର ପାନୀୟ ପିଇ ଅୟସ ଆରମ୍ଭ କରିଥିଲେ।ଜାନକୀ ଙ୍କ ଠାରୁ ଇଏ କିଛି କାମ ନୁହନ୍ତି।
@Sunsine5098
@Sunsine5098 2 ай бұрын
ନବିନ ଶଳା ମଦୁଆ ଅଳସୁଆ ଲୋକ ଟା 😂
@rajendrabehera8215
@rajendrabehera8215 2 ай бұрын
ଇଏ ଗୋଟିଏ ପୁଣି ଡ୍ରାମା ସେ କହିବା ସମୟରେ କୌଣସି ସାମ୍ବାଦିକ ନ ଥିଲେ ଇଏ ନବୀନ ପଛରେ ରହBJD ଦଳକୁ ନିୟନ୍ତ କରିବ।
@binayakrai9009
@binayakrai9009 2 ай бұрын
ପାଣ୍ଡିଆ ଯୋଗୁଁ ଅନେକ ନିର୍ଦ୍ଦେଶ ଦଣ୍ତ ପାଇଚନ୍ତି ଅପମାନିତ ହୋଇଚନ୍ତି ମହାପ୍ରଭୁ ଙ୍କ ପ୍ରତି ଛଳନା ତାଙ୍କର ଧ୍ବଂସ ର କାରଣ ହେବ ତାର ଅର୍ଦ୍ଧାଙ୍ଗିନୀ ଅଧିକ ଦାୟୀ ତେଣୁ ସେ ବି ଦଣ୍ଡ ପାଇବେ ଅପେକ୍ଷା କର
@dayasagardayasagar755
@dayasagardayasagar755 2 ай бұрын
ନବୀନ ପଟ୍ଟନାୟକ ଓଡ଼ିଶାରଲୋକଙ୍କ ସେବାରେ କେବେ ବି ନଥିଲେ .. ଓଡିଆଙ୍କୁ ଭଲପାଉ ନଥିଲେ.. ରାଜକୀୟ ଠାଣିରେ ଅଏସ କରୁଥିଲା . ସେ ଓଡିଶାରୁ ବିଦାୟ ନେବା ଦରକାର . ପାଣ୍ଡିଅନ କେବଳ ଢାଲଥିଲା ..
@Ambulrai
@Ambulrai 2 ай бұрын
Pura Life Mast enjoy karichi Ajogya CM ta. Sabu Scam investigation hele Lifetime jail 100%.
@hemantkumarsingh1387
@hemantkumarsingh1387 2 ай бұрын
Very correct.
@chittaranjanpanigrahi8666
@chittaranjanpanigrahi8666 2 ай бұрын
ଓଡ଼ିଆ ଏବଂ ଓଡ଼ିଶା ବାସି ଏଥିରେ ସଂଦେହ କରିବା ଉଚିତ୍ ନୁହଁ କି ନବୀନ ପଟ୍ଟନାୟକ ନା ଓଡ଼ିଆ ନା ଓଡ଼ିଶା ର। ଓଡ଼ିଆ ହୋଇଥିଲେ, ଅଣ ଓଡ଼ିଆ ଦ୍ବାରା ସମସ୍ତ ବିଧାୟକ କୁଂ କୁକୁର ଭଳି ବ୍ଯବହାର କରି ନ ଥାନ୍ତେ!!
@laxmidharmishra1627
@laxmidharmishra1627 2 ай бұрын
ସତ୍ୟ ବାବୁ ଇଏ ନବୀନ ପଟ୍ଟନାୟକ ଙ୍କ ର ଓଡିଶା ର ଲୋକଙ୍କୁ ଭୁଆଁ ବୁଲାଇବା ର ଏକ ନୂଆ ଚାଲ୍। ଏଇଟା ପ୍ରେସ ମିଟ ନୁହଁ ଏକ ଭିଡିଓ ମାତ୍ର।
@nisithchakrabarty4774
@nisithchakrabarty4774 2 ай бұрын
ସତ୍ୟ ବାବୁ, ଆପଣଙ୍କ ଦୀର୍ଘ ବର୍ଷର ପତ୍ରକାରିତା ଭିତରେ ବୋଧ ହୁଏ ୨୦୨୪ ଭଳି ଅଜବ ଅଜବ ଚିତ୍ର ଆଉ ଚରିତ୍ର ଆପଣ ଦେଖିନଥିବେ । ଏହା ଭିତରେ କେବଳ ବଳି ପଡିଛନ୍ତି ଆମ ନିରୀହ ରାଜ୍ୟବାସୀ । ଧନ୍ୟ ହେ ! କିଛି କହିବାକୁ ଆଉ ନାହିଁ ।
@sureshchandramallick3216
@sureshchandramallick3216 2 ай бұрын
ଅତି ଉଚ୍ଚ କୋଟିର ତାର୍ଜମା। ଖୁବ୍ ମନଛୁଆଁ ହୋଇଛି। ଧନ୍ୟବାଦ।
@babanathasahu1029
@babanathasahu1029 2 ай бұрын
ଆପଣ ଆମେ ଜାଣିଥିବା କଥା। କହୁଛନ୍ତି। ଦୁଇଜଣ ଭିତରେ କିଛି ଗୁପ୍ତ ରହସ୍ଯ ଅଛି ନିଶ୍ଚିତ, ସେଟା ଖୁଲାସା କରନ୍ତୁ ।
@debadattapattanaik2427
@debadattapattanaik2427 2 ай бұрын
ଏହା ସାଧାରଣ କର୍ମୀଙ୍କ ବିରୋଧର ପ୍ରତିଫଳନ ମାତ୍ର । ତେବେ ଧୋବଧାଉଳିଆ ଚିକ୍କଣିଆ ଖୋଳ ଭିତରେ ଏକ ଭୟଙ୍କର ରାଜନୈତିକ ଚରିତ୍ର ଯେ ରାହୁ ଭଳି ଓଡ଼ିଶାକୁ ଦୀର୍ଘଦିନ ହେଲା ଗ୍ରାସ କରିରହିଛି ଏହା ସାଧାରଣ ଓଡ଼ିଆର ବୁଝିବାର କ୍ଷମତାର ବାହାରେ । ଏ ଚରିତ୍ର ଓଡ଼ିଶା ପାଇଁ ଶୁଭଙ୍କର ନୁହେଁ । କ୍ଷମତାର ମୋହ କ'ଣ ହୋଇପାରେ ଏହାକୁ ବୁଝିବାକୁ ହେଲେ ନବୀନ ପଟ୍ଟନାୟକଙ୍କ ଚରିତ୍ରର ଅଧ୍ୟୟନ ନିହାତି ଆବଶ୍ୟକ ।
@anitamekap6584
@anitamekap6584 2 ай бұрын
ତାମିଲନାଡୁର ସେବା କରିବାକୁ ଯାଆନ୍ତୁ। ପଦବୀରେ ନଥାଇ ସବୁଠାରୁ ଉର୍ଦ୍ଧ୍ଵ ରେ ରହି ସମସ୍ତ ଙ୍କୁ ଆଦେଶ ଜାହିର କରୁଥିଲେ ମହାଶୟ।
@amjadsk.2469
@amjadsk.2469 2 ай бұрын
Nua drama odisha ra common public ku boka baneibaku 😂 Active politics ru quit karuchhi, politics ru nuhe. Backdoor re bjd chaleiba jemiti 5T secretary post re rahi karu thila. Saara drama media ra focus divert kariba laagi.
@learntogether8344
@learntogether8344 2 ай бұрын
Press conferees କରିବାର ଥିଲା.. Ssg ମହିଳା ମାନଙ୍କୁ ପଇସା ଦେଇ ନିଆଁ ଯାଉଥିଲା ପାଣ୍ଡୁ meeting କୁ
@Dr.BioOdia
@Dr.BioOdia 2 ай бұрын
SHG not SSG
@sangramkesharitripathy968
@sangramkesharitripathy968 2 ай бұрын
Pura Right Katha Kahuchanti Aapana Satya Sir
@user-zs6id2db2q
@user-zs6id2db2q 2 ай бұрын
ହକିର ଦୁଇଟି ବିଶ୍ଵକପ ଓଡିଶାରେ ନବୀନ ପଟ୍ଟନାୟକ ଓ ପାଣ୍ଡିଆନଙ୍କ ନେତୃତରେ ହୋଇଥିଲା l ଭାରତର ସମସ୍ତ ରାଜ୍ୟ ହକିକୁ ମନା କରୁଥିବାବେଳେ ଓଡ଼ିଶା ହକିର sponsor ହୋଇଥିଲା। Indian ଜର୍ସିରେ ଓଡିଶା ବଡ ଅକ୍ଷରରେ ଲେଖାଯାଉଥିଲା | ଏବେ ଯଦି ହକି ଜର୍ସିରେ odisha ନାଁ ଲେଖା ହେବ ନାହିଁ ଆମକୁ ବହୁତ ଖରାପ ଲାଗିବ। ଓଡିଶା ହକିରେ ଦୁଇ ଦୁଇଟି ବିଶ୍ଵକପ ଆୟୋଜନ କରିଛି ଏବଂ ରାଉରକେଲା ଠାରେ ବିର୍ସା ମୁଣ୍ଡା ହକି ଷ୍ଟାଡିଅମ ବିଶ୍ଵର ସବୁଠାରୁ ବଡ ହକି ଷ୍ଟାଡିଅମ ଭାବରେ ପରିଗଣିତ ହୋଇଛି | ସେଥିପାଇଁ ନବୀନ ପଟ୍ଟନାୟକ ଏବଂ VK ପାଣ୍ଡିଆନ ଙ୍କୁ ଅଶେଷ ଧନ୍ୟବାଦ...
@prabhatipatel6026
@prabhatipatel6026 2 ай бұрын
You are right sir .As a result of Bijubabu's son he had come to politics. Otherwise he has no ideas about Ganatantra.He has taken help of chatu pandian.
@learntogether8344
@learntogether8344 2 ай бұрын
R8 ଆପଣ ଜାଣନ୍ତି ଅନେକ job aspirant ମାନଙ୍କ ନା ରେ ମିଛ case କରାଯାଇଛି
@swarajkumarbej3768
@swarajkumarbej3768 2 ай бұрын
ନବୀନ ବାବୁ ଅତି ଚତୁର କୂଆ,କିନ୍ତ ଚତୂର କୂଆର ଶେଷ ପରିଣତି କ'ଣ ହେଲା??
@trilochanmallick4017
@trilochanmallick4017 2 ай бұрын
Satya Babu nka spasta katha kahile.unnecessarily V K Pandian nku sabu thare oppose Kariba thik ki.wait for future.
@thevoiceofmypensahooprajna276
@thevoiceofmypensahooprajna276 2 ай бұрын
ଆପଣ ତ ଜାଣନ୍ତି ଯେ ପାଣ୍ଡିଆନ୍ ଙ୍କ ପରାମର୍ଶ ରେ ନବୀନ୍ ସାର୍ କନିଷ୍ଠ ଶିକ୍ଷକ ମାନଙ୍କ ସହ କିପରି ପ୍ରତାରଣା ଓ ପକ୍ଷପାତ କରିଛନ୍ତି। କନିଷ୍ଠ ଶିକ୍ଷକ ମାନଙ୍କୁ ପ୍ରତିଶ୍ରୁତି ଦେଇ ଅପମାନିତ ବି କରିଛନ୍ତି। ଆଉ କନିଷ୍ଠ ଶିକ୍ଷକ ମାନେ ମହାପ୍ରଭୁ ଜଗନ୍ନାଥ ଙ୍କୁ ହାତଟେକି ଆଖିଲୁହ ପିଇ ଚୁପ ରହିଲେ। ଆମ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ୨୫ ବର୍ଷ ଶାସନ କାଳ ମଧ୍ୟରେ କନିଷ୍ଠ ଶିକ୍ଷକ ମାନଙ୍କୁ ତାଙ୍କ ନାର୍ଯ୍ୟ ଅଧିକାର ଦେବାକୁ ଅସଫଳ ହୋଇଛନ୍ତି। ଯୁବବର୍ଗଙ୍କର ଅତ୍ୟନ୍ତ ପ୍ରିୟ ନବୀନ ସାର୍ ଯୁବ ବର୍ଗଙ୍କୁ ଅଣଦେଖା କରିଛନ୍ତି। ମଧ୍ୟବିତ୍ତ ଙ୍କୁ ବି ଅଣଦେଖା କରିଛନ୍ତି।
@nirupamapradhan2380
@nirupamapradhan2380 2 ай бұрын
GIA 2008-2018 wala nk luha b padichhi
@user-jf4xd9qx9e
@user-jf4xd9qx9e 2 ай бұрын
Best Analisis.... 👍
@ruturajdash8914
@ruturajdash8914 2 ай бұрын
ଏକ ଚମତ୍କାର ବିଶ୍ଳେଷଣ... ଧନ୍ଯବାଦ ଭାଇ
@user-co8kp4tj6c
@user-co8kp4tj6c 2 ай бұрын
ଓଡ଼ିଶାବାସୀ ଙ୍କ ସେବା କରିବା ପାଇଁ ଯଦି ଆସିଥିଲ, କାମିଆ ଯାନୀ କୁ ଶ୍ରୀମନ୍ଦିରରେ କିଏ ପୁରାଇ ଥିଲା, ଜଗନ୍ନାଥ ମହାପ୍ରଭୁ ଙ୍କୁ କିଏ ଭିକ ମଗାଇ ଥିଲା, କୌଣସି ଜନ ପ୍ରତିନିଧି ଙ୍କୁ ମଞ୍ଚ ଉପରକୁ କିଏ ଛାଡୁ ନଥିଲା, ଆଜି ରାଜନୀତିରୁ ଅବସର ଏକ ଛଳନା ପ୍ରତାରଣା ନୂଆ ଡ୍ରାମା।
@Sahoo983
@Sahoo983 2 ай бұрын
Thanks 🙏🙏🎉🎉❤❤❤
@aj_mahanta
@aj_mahanta 2 ай бұрын
ଓଡ଼ିଶା ବାସୀଙ୍କୁ ଚୁଟିଆ ଭାବୁଛନ୍ତି।
@debiprasadmishra2699
@debiprasadmishra2699 2 ай бұрын
ଅଶ୍ୱିନୀ ବୈଷ୍ଣବ ଓଡିଆ ନିଶ୍ଚୟ ! ୨୦୨୪ ନିର୍ବାଚନ ଜିଣିବାର ଯେଉଁ ରଣକୈାଶଳ ବିଜେପି ନେଲେ ,ତା'ର କୁପ୍ରଭାବ ସୁଦୂର ପ୍ରସାରୀ ହେବ।
@santoshkumarpatra1870
@santoshkumarpatra1870 2 ай бұрын
The people of Odisha want change so the people of Odisha find the alternative Government
@hemantkumarsingh1387
@hemantkumarsingh1387 2 ай бұрын
Nice story on Pandian politics in odisha.
@aprameya6623
@aprameya6623 2 ай бұрын
Even UPSC aspirants should study Odisha case how to not to capture power through illegitimate means.
@prahlladpradhan
@prahlladpradhan 2 ай бұрын
thanks 👍 super excited talking voice is clearly sound thank you 🙏 sir Satya patha
@bijaychoudhury8091
@bijaychoudhury8091 2 ай бұрын
ସେ active politics ରୁ ସନ୍ନ୍ୟାସ ନେଲେ କିନ୍ତୁ ସେ ନବୀନ ପାଖରୁ ଦୂରେଇ ଯାଇ ନାହାନ୍ତି
@sarojshankarmishra8223
@sarojshankarmishra8223 2 ай бұрын
ଅତି ସୁନ୍ଦର ବର୍ଣନା କରିଛନ୍ତି।
@rajkishorsarangee3937
@rajkishorsarangee3937 2 ай бұрын
Thanks
@user-nk3rv1df8b
@user-nk3rv1df8b 2 ай бұрын
Very good commitment.I like it.
@user-fp9se7oj3p
@user-fp9se7oj3p 2 ай бұрын
Best acting of Nabin pattanaik and V.K. Pandian.😭😭😭😭
@srhota
@srhota 2 ай бұрын
Exact & valuable analysis...👌👌🙏🙏
@mcmohapatra4292
@mcmohapatra4292 2 ай бұрын
You are a legendary journalist .Mr Satya Nayak sir🚩🚩
@biswanathamohapatra5992
@biswanathamohapatra5992 2 ай бұрын
ସୁନ୍ଦର ବ୍ୟାଖ୍ୟା
@prafullakumarsamantaray2493
@prafullakumarsamantaray2493 2 ай бұрын
ନବିନ ଵାଵୁ ହେଉଛନ୍ତି ଵୁଢାଵାଘ। ପୋଖରୀ କୁଳରେ ସୁନାକକଣ ଧରିବସିରହି ଦିନରେ ଲଣଠନ ଦେଖାଈଚାଲିଛ'ତି ।
@saratchandramallick7830
@saratchandramallick7830 2 ай бұрын
ଗୋଟିଏ ଶବ୍ଦରେ କହିଲେ ପାଣ୍ଡିଆନ ବାବୁ ଙ୍କ " ବିରାଡ଼ି ବୈଷ୍ଣବ " ରୂପ।
@susanta547
@susanta547 2 ай бұрын
Good analysis Satya babu.
@hurshikeshmeher2489
@hurshikeshmeher2489 2 ай бұрын
ଏହା ମଧ୍ଯ ଏକ ଆଇ ମା କାହାଣୀ କେଊ ସାମ୍ବାଦିକ ସ୍ଟେଟ ମେଣ୍ଟ ନେଊଥିଲେ
@bijayaketanmohanty2220
@bijayaketanmohanty2220 2 ай бұрын
Excellent analysis..
@strangervlogg
@strangervlogg 2 ай бұрын
ଆଜ୍ଞା ପଣ୍ଡିଆନ ବଡ ଚତୁର ଲୋକ ଏ ସନ୍ୟାସ ଗୋଟେ ଛଳନା ସେ ପୁଣି ଆସିବ
@sampadbarik8802
@sampadbarik8802 2 ай бұрын
Pandian doing great job odisha Our next energy source is green hydrogen At gopalpur 50000cr green hydrogen project under construction .it is commission by 2027-28. It's india first green hydrogen project Most of project will commission by 2026 of make in odisha Doctor will come out of 12 medical College next 2-3yrs All temple devloped specially jaganath temple Still people hate him
@swarajkumarbej3768
@swarajkumarbej3768 2 ай бұрын
ଗୋଟିଏ ଗବଗାଣ୍ଡୁ ଗୁରୁଦେବ ନିକଟରେ ଏ ସେତପାଣ୍ଡୁ ଚେଲା,ଏ ଦୁହେଁ ଓଡ଼ିଶାର ଜନସାଧାରଣଙ୍କୁ ଚୁତିଆ ବନେଇବାରେ ମାହିର୍।
@Jagannath-oc9ht
@Jagannath-oc9ht 2 ай бұрын
ଭଲ ଲାଗିଲା ।
@phalgunibhuyan3881
@phalgunibhuyan3881 2 ай бұрын
Yes, it will be reversed within 3 years if you complete 20 years of service. Ex. Shah Faesal of Jammu and Kashmir
@Jagannath-oc9ht
@Jagannath-oc9ht 2 ай бұрын
ନବିନ ଯୁବବର୍ଗଙ୍କୁ ଭୁଆଁ ବୁଲେଛନ୍ତି କେବଳ ଶିକ୍ଷକ ନାହିଁ ଅନେକ ସରକାରୀ କର୍ମଚାରୀଙ୍କ ଚାକିରୀ ଅସ୍ଥାୟୀ ରେ ଚଳେଇ ଟଙ୍କା ହରିଲୁଟ କରିଛନ୍ତି । ଜିଲ୍ଲା ସ୍ତରୀୟ ଅମଲା ଚାକରି ସମ୍ପୂର୍ଣ୍ଣ ଭାବେ ଅଣଦେଖାକରି ନିଜ କାମ ହାସଲ କରିଥିଲେ । କାରଣ ଅମଲା ଥିଲେ ଆଇନ କାନୁନ କଥା କହିବ।ମୋ ପୋଲିସକୁ ସମ୍ପୂର୍ଣ୍ଣ ନିଜ ପୋଲିସ କରି ଆଇନସ୍ରୁଂଖଳାକୁ ରସାତଳ ଗାମି କରି ଅସହ୍ୟ ଅନ୍ୟାୟ ଅତ୍ୟାଚାର କରୁଥିଲେ ।ତଥାପି କେତେ ଭୋକୂଆ ଓଡିଆ ତାଙ୍କ ର କିଛି ଯେମିତି ହଜିଯାଇଛି ସେମିତି ହେଉଛନ୍ତି । ନବିନ ଗୋଟିଏ ଯାଗାରେତ ହାରିଲେ ହିଞିଳି ମଧ୍ୟ ହାରିଥିଲେ ଭଲ ହୋଇଥାଆନ୍ତା।
@parthasarathirout118
@parthasarathirout118 2 ай бұрын
A very good example at the end
@saratmishra7100
@saratmishra7100 2 ай бұрын
ଛଳନା, ସେ କେବେ ଭି BJD ଛାଡ଼ିବେ ନାହିଁ। ପରୋକ୍ଷରେ ରାଜନିତୀ କରିବେ।
@jagannathpatnaik8409
@jagannathpatnaik8409 2 ай бұрын
ଯଦି ବିଜେଡି ଜିତିଥାନ୍ତା ତାହେଲେ ପାଣ୍ଡିଆନ କୁ ଶ୍ରେୟ ଦିଆଯାଇଥାଏ ତା କି?
@chittaranjansahoo4546
@chittaranjansahoo4546 2 ай бұрын
Chamatkar Example , Namaskar
@Blackcat-bo2uq
@Blackcat-bo2uq 2 ай бұрын
କିଛି ଦିନ ଅପେକ୍ଷା କର ବିଜେଡି ଦଳ ଭାଗ ଭାଗ ହୋଇଯିବ
@jagannathpatnaik8409
@jagannathpatnaik8409 2 ай бұрын
ସତ୍ୟ ବାବୁ କଂଗ୍ରେସ ବିଷୟରେ କିଛି କହୁନାହାନ୍ତି କାହିଁକି?
@bipracharanjena2736
@bipracharanjena2736 2 ай бұрын
Pandian is neither good burauucrat nor poltician He is a unsuccessful parson
@kuladeepbehera361
@kuladeepbehera361 2 ай бұрын
ଅତ୍ୟନ୍ତ ସୁନ୍ଦର ଶେଷ ଗପ ଟି
@naraharibehera1393
@naraharibehera1393 2 ай бұрын
ସିଏ ହେଉଛି ନିଲବର୍ଣ୍ଣ ଶୃଗାଳ।
@prasantaroutraya4952
@prasantaroutraya4952 2 ай бұрын
Nice assessment.
@gajendranathjena356
@gajendranathjena356 2 ай бұрын
ସେ ଆଗରୁ କହିଛନ୍ତି ମୁଖ୍ୟମନ୍ତ୍ରୀର ବେଶଦେଶ😮😅🎉😂🎉😢😢😮😅😅😅
@pkpati3805
@pkpati3805 2 ай бұрын
Yes you are right
@sushildash1265
@sushildash1265 2 ай бұрын
ସତରେ ସତ୍ୟ ବାବୁ ସତ୍ୟ କୁ ଯେଉଁ ପ୍ରଭାବୀ ଢଙ୍ଗରେ ଆପଣ ଉପସ୍ଥାପନା କରୁଛନ୍ତି ତାହା ଅତ୍ୟନ୍ତ ଉଚ୍ଚକୋଟୀର।ସତ୍ୟପାଠ ଜରିଆରେ ଆପଣ ଆଜି ପର୍ଯ୍ୟନ୍ତ ଯାହା ଯାହା ପ୍ରସଙ୍ଗ ନେଇ ସରକାରଙ୍କୁ ଗଠନ ମୂଳକ ସମାଲୋଚନା କରିଛନ୍ତି ତାକୁ କେହିବି ଖଣ୍ଡନ କରିପାରିବେନି।ଆଜିର ଏପିଶୋଡ ଉପରେ କେବଳ ଏତିକି କହିବି ଯେ ନବୀନ ବାବୁଙ୍କ ଓଡ଼ିଶାରେ ଆବିର୍ଭାବ ହୋଇ ମୁଖ୍ୟମନ୍ତ୍ରୀ ହେବା ଠାରୁ ସେ କେବଳ ଓଡ଼ିଶାବାସୀଙ୍କ ସହିତ ଛଳନା ଏବଂ ପ୍ରତାରଣା ହିଁ କରିଛନ୍ତି ଆଉ ଏବେବି ସେଇ ଛଳନାରେ ସେ ନିଜେ ଶିକାର ହୋଇ ମୁଖ୍ୟମନ୍ତ୍ରୀ ପଦ ହରାଇଛନ୍ତି।
@dinabandhubehera6051
@dinabandhubehera6051 2 ай бұрын
Many many thanks
@pradyumnakumarsahoo524
@pradyumnakumarsahoo524 2 ай бұрын
Lessons: Don't expect more (position) what you don't have...or what you can
@kshirodmoharana2702
@kshirodmoharana2702 2 ай бұрын
Well said
@jagannathmishra5300
@jagannathmishra5300 2 ай бұрын
ସତ୍ୟ ବାବୁ, ଗପ ବହି ଲେଖୁଛି ପାଣ୍ଡିଆନ। ମହାପ୍ରଭୂ ଙ୍କୁ ନିଜର ଅଧୀନ ରେ ଥିବା କର୍ମଚାରୀ ଭାବିଥିଲୁ । ଅପେକ୍ଷା କରେ ବିଜେପି ଦଳ କୁ ସଦବୁଦ୍ଧି ଆସିଲେ ତୋ କଥା ବୁଝିବେ । ବିରାଡ଼ି ବୈଷ୍ଣବ।
@prasantakumarswain3419
@prasantakumarswain3419 2 ай бұрын
ନବୀନ ପଟ୍ଟନାୟକ ସବୁ ନାଟର ଗୋବର୍ଦ୍ଧନ ।
@aj_mahanta
@aj_mahanta 2 ай бұрын
5 ତାମିଲ ଚୋର ଭିତରେ ପାଣ୍ଡିଆ ଏକ ନମ୍ବର
@vikaaskpradhan9355
@vikaaskpradhan9355 2 ай бұрын
Last re kanani ti bhala lagila
@pinakmohanty5831
@pinakmohanty5831 2 ай бұрын
Om Namo Bhagwate Vasudebaya God BLESS HELP U allways sir, u r right
@prasantapradhan7527
@prasantapradhan7527 2 ай бұрын
Can Odisha people now expect the price of Petrol & Diesel come down. As past days blame game was going on - State government was sole responsible for high price. Odisha people requires good governance
@geetaranisamal6638
@geetaranisamal6638 2 ай бұрын
ୟେ କୁଆଡେ jibenanhi.ପ୍ରଚ୍ଛଦପଟ ରେ ରହି bjd କୁ control କରିବେ
@nabakishoresamal7085
@nabakishoresamal7085 2 ай бұрын
Very very unique Journalist is Satya nayak
@i.jagannathrao8050
@i.jagannathrao8050 2 ай бұрын
Dear Pandian you made a serious mistake by preventing people of Odissa from witnessing Lord Jagannath.Even I couldnot witnessed the Lord Jagannath.I wen infront of Garudastamba and prayed Lord without going into the temple
@spradhan_00
@spradhan_00 2 ай бұрын
sata katha Pandian ra body language pura Hardik pandeya bhalia thila before election result. ମାରି ନେଲେ ପାଣ୍ଡୁ , ଚାହିଁଥାରେ ରେ ଜଳକା ..
@debashishdas8635
@debashishdas8635 2 ай бұрын
Mote laguchi unnecessarily sabu ku conspiracy prove Kariba ku chesta karucha.. 1. Nabin patnayak sabu bele nija seat pain bahut sajag... Bijay Mohapatra, dillip ray, pyarimohan knu sei pain khedei dele. ... Nabin nihati vk pandian pakhare cm seat pain asa nahin dekhi thibe.. Naa hele ebe madhya support Kari Naa thante.. 2. Pandian janichanti.... Nabin Mari gale kebe bi se nabin nka uttara adhikari hei paribeni... Se Biju patnayak DNA nahin... Odisha loka, BJD karmi kehi support karibeni .. emiti ki nabin nije bi kahichanti. ... Nabin jadi kahi diante v k Pandian next cm haba... Taara kana result semane jaani Naa thile... V k Pandian strategy maker. .... Prasant kishor bhalia .... 3. Nabin asustha dekhau thile jaani suni... Yaathu faltu logic mu kebe sunini .... Nabin patnayak age anusare ete Matra re really e sabu Kari pari Naa thante... Sethi pain pandian ku kamare lageile .. kintu nabin patnayak kimba panduan kebe odissa lokanka sahita connected nuhanti ... Semaane Jani parileni .. nabin ei pain jitanti karana se kebe kichi pain kaifada diantini. ... E thara BJP ra sabu attack ra jabab dabaku jaai pandian BJD aau nabin babunka aparaga image create Kari dele.. 4. Pandian enjoy Karu thile.... Yaathu bada joke bi nahin.... Tuma pain helicopter re basiba selfy naba ... Girlfriend ku pic patheiba enjoyment hei pare.... Je election rally kare se jaane kana taa kasta..
@dambarudharghana2030
@dambarudharghana2030 2 ай бұрын
Very nice
@lopamudra3949
@lopamudra3949 2 ай бұрын
Chhadile bhul, na chhadile bhul.... Hay re dunia 🙄🙄
@sandipbharati372
@sandipbharati372 2 ай бұрын
Perfect
@himansupadhy9389
@himansupadhy9389 2 ай бұрын
ଆପଣ ଠିକ କଥା ଟି ଧରିଛନ୍ତି,ଏ ମା ନନଙ୍କର ଅସଲ ଡ୍ରାମା ଟି ପୁରା ବୁଝେଇ କହୁଛନ୍ତି।
@sidd5547
@sidd5547 2 ай бұрын
ଏ ଶଳା ପାଣ୍ଡ ଆଜି ରାଜନୀତି ଛାଡିଛି ସିନା, ପରିସ୍ଥିତି ଟିକିଏ ଅନୁକୁଳ ହେଲେ ପୁଣି ଚାଲିଆସିବ ଆଉ କହିବ " ନବୀନ ବାବୁଙ୍କ ଆଦେଶ ମାନି ପ୍ରତ୍ୟାବର୍ତ୍ତନ କରିବାକୁ ବାଧ୍ୟ ହେଲି "... ୟେ ଗୋଟିଏ ଘୁଷୁରୀ ମୁହାଁ ପିଶାଚ... ଯାହାର ନୈତିକତା ବୋଲି କିଛି ନାହିଁ। ସମସ୍ତେ ସାବଧାନ ରହି ଆଗାମୀ ଦଶବର୍ଷ ପର୍ଯ୍ୟନ୍ତ ବିଜେଡି କୁ ପ୍ରତ୍ୟାଖ୍ୟାନ କରନ୍ତୁ। ତାହେଲେ ଏ ଘୁଷୁରୀ ମୁହାଁ ପିଶାଚ ନବୀନ ଘଟ ଛାଡି ପଳେଇବ
@satyabhamapatra7944
@satyabhamapatra7944 2 ай бұрын
He is Amit Shah's agent
@animamishra6959
@animamishra6959 2 ай бұрын
Odisha politics and VK Pandiyan a great case study .
@bamadevjena3571
@bamadevjena3571 2 ай бұрын
Good
@AlokranjanP91
@AlokranjanP91 2 ай бұрын
Se backdoor politics kariba
@sudhirdash9841
@sudhirdash9841 2 ай бұрын
Bhala kahuchha.
@chandrabhanukar15
@chandrabhanukar15 2 ай бұрын
ଟେକା ମାରିଲା କିଏ କିନ୍ତୁ ଲୋକ ରାଗରେ ଟେକାକୁ ଛେଚିଲେ,ଛଳନା କରି ସ୍ବଚ୍ଛତା ଦେଖାଇବାରେ ନବୀନ ବାବୁ ପାରଙ୍ଗମ।
@RabindraKumarSahoo-jn7tw
@RabindraKumarSahoo-jn7tw 2 ай бұрын
ପାଣ୍ଡୁ ସେଇ ଗଧ ଉପରେ ବସି ମାନ୍ନା ଗୋଟିଏ ଚପଲ ମାଳଟିଏ
@dhirendrapanigrahi7303
@dhirendrapanigrahi7303 2 ай бұрын
If bjp will not work properly and not fulfill his commitment again congress will come.
@alekhakumarsahu7529
@alekhakumarsahu7529 2 ай бұрын
There will not be EB, CBI intervention in Odisha in future. Even though they shall rule after 12th June 2024 but they will will will show lenient views on NP & Co.
@manjulatabehera1128
@manjulatabehera1128 2 ай бұрын
ସୁନ୍ଦର ବିଶ୍ଳେଷଣ ସତ୍ୟବାବୁ
@user-dx8ul9hx5q
@user-dx8ul9hx5q 2 ай бұрын
Rajaniti kebe samajseva saha saman nuhne....😂😂
@ranajitjena4668
@ranajitjena4668 2 ай бұрын
ଅସ୍ମିତା କୁ ନେଇ ଯେଉଁଭଳି ଗୁଜୁରାଟି ଟାଉଟରଙ୍କ ଗୋଲାମ ମାନେ ମିଛ ଏବଂ ଗୁଜବ ପ୍ରସାର କରୁଥିବା ଟାଉଟର ଗଣମାଧ୍ୟମ ସଂସ୍ଥା ଦ୍ୱାରା ପ୍ରଚାର ଏବଂ ପ୍ରସାର କରାଗଲା ଓଡିଶାର ସାଧାରଣ ଜନତା ଠିକସେ ବୁଝି ପାରିଲେ ନାହି କିନ୍ତୁ ଆଜି ସେ ଦିନ ନାହି ନିର୍ବାଚନର ଫଳ ଘୋଷଣାର ମାତ୍ର ପାଞ୍ଚ ଦିନ ମଧ୍ୟରେ ଓଡିଶା ବାସି ତାଙ୍କ ଭୁଲ ବୁଝି ସାରିଲେଣି ଏବଂ ଅଳ୍ପ ଦିନ ମଧ୍ୟରେ ଗୋଲାମ ମାନେ ଜାଣିପାରିବେ
@DocTapan
@DocTapan 2 ай бұрын
Odisha ra Sabu loko nku boka bhabbiba apananka bokami..
@user-cw2rp3qs2r
@user-cw2rp3qs2r 2 ай бұрын
Facts -BJP ra cm face re kehi vi nahanti, But bjd sarkar ra 25th year's heba odisa ra cm face Nabina Babu thaiki Odisha basi BJP ku 60% vote deiki win kale kemti? Without Booth captureing re BJP ku vote 75% ! BJD gunda MLA MP Booth captureing kariki voting kale pare vi jete bjd MLA win karicha 1k to 3k vote bhitare! Apna mane khusi ta! Jai jagannath 🙏❤️🚩
@pramilabarik3626
@pramilabarik3626 2 ай бұрын
Right,,, NBA das Katha kuhantu
@jitendrakuamrsamantaray5465
@jitendrakuamrsamantaray5465 2 ай бұрын
Love the fearless speech
@hemantkumarsingh1387
@hemantkumarsingh1387 2 ай бұрын
Pandian is again trying to fool people of odisha.What does mean by active politics.It means, he will come back through passive or backdoor politics in odisha from Naveen Niwas.People should know this and always teach him lesson.He is telling,he is from Kendrapara,but he is from Tamil Nadu.Tamil hatao Odisha bachao again.
@HarishChandr-tb6rb
@HarishChandr-tb6rb 2 ай бұрын
Se nije kohichanti je moro nijoro property chadi dele, all world re moro property nahi, to ed, CBI janch kn pai karau nahanti,
CHOCKY MILK.. 🤣 #shorts
00:20
Savage Vlogs
Рет қаралды 27 МЛН
Running With Bigger And Bigger Feastables
00:17
MrBeast
Рет қаралды 74 МЛН
Вы чего бл….🤣🤣🙏🏽🙏🏽🙏🏽
00:18
Visa Conspiracy: Visa fraud at the US Embassy in Nairobi
34:15
KTN News Kenya
Рет қаралды 337 М.