No video

Pentha , Patakura, Kendrapara | Suna Sujane Season3 | EP 7 | Part - 1 | Prarthana

  Рет қаралды 37,825

Prarthana TV

Prarthana TV

Күн бұрын

''ଶୁଣ ସୁଜନେ ସିଜିନ ୩" ''ପେଣ୍ଠ, ପାଟକୁରା ,କେନ୍ଦ୍ରାପଡା ''ରେ ଶରଣ ନନା ଓ ଚରଣ ନନା ।
" ଶୁଣ ସୁଜନେ ସିଜିନ ୩ " ଏକ ଲୋକ ସମ୍ପର୍କଧର୍ମୀ କାର୍ଯ୍ୟକ୍ରମ, ଗାଁ ଗହଳିରେ ଲୁଚିରହିଥିବା ବିଭିନ୍ନ ପ୍ରତିଭାଙ୍କୁ ଅନୁସନ୍ଧାନ କରି ସେମାନଙ୍କୁ ଲୋକଲୋଚନକୁ ଆଣିବା, ଏହି କାର୍ଯ୍ୟକ୍ରମର ମୂଳ ଲକ୍ଷ୍ୟ । ସାଧାରଣ ଗ୍ରାମୀଣ ଲୋକଙ୍କ ସହିତ ମିଶିବା ଏବଂ ସେମାନଙ୍କ ସହ ସମୟ କଟାଇବା ଏହି କାର୍ଯ୍ୟକ୍ରମର ଏକ ମହତ ଉଦେଶ୍ୟ , ଓଡ଼ିଆ ଭାଷା, ସଂସ୍କୃତି ଓ ପରମ୍ପରା ବିଷୟରେ ଅଧିକ ଜାଣିବା ଓ ଜଣାଇବା କାର୍ଯ୍ୟକ୍ରମର ଆଉ ଏକ ଲକ୍ଷ୍ୟ, ଏକ ଭିନ୍ନ ଶୈଳୀରେ ଚକୁଳିଆ ପଣ୍ଡା ବେଶ ଧାରଣ ପୂର୍ବକ ଏହି କାର୍ଯ୍ୟକ୍ରମକୁ ଉପସ୍ଥାପନା କରିଛନ୍ତି ଓଡିଶାର ସୁନାମଧନ୍ୟ ଭାଷ୍ୟକାର ଶରଣାରବିନ୍ଦ ଓଝା ଏବଂ କଣ୍ଠ ଶିଳ୍ପୀ ଶ୍ରୀ ଚରଣ ମହାନ୍ତି ।
#Pentha#Patakura#Kendrapara#SunaSujaneSeason3#EP7#Part1#Prarthana
Prarthana TV is the number one Devotional TV channel in Odisha.
SUBSCRIBE to Prarthana channel for more Odia Devotional content and Song
/ prarthanatv
Like us on Facebook
/ prarthanatv
Circle on G+
plus.google.co...
Visit our website for further details: www.prarthanatv.in

Пікірлер: 15
@kanhupanda-ol6mf
@kanhupanda-ol6mf Жыл бұрын
A good deed always comes around. Bharat mata ki jai 🇳🇪🙏. Jai shree Ram 🙏🙏🙏💐💐💐🕊️🕊️🕊️
@srikantkumarmajhi6883
@srikantkumarmajhi6883 Жыл бұрын
Best of the best prarthana channel. My all time favorite sri charana sir and saranarabinda sir
@sachidanandasahoo8349
@sachidanandasahoo8349 Жыл бұрын
ଜୟ ଜଗନ୍ନାଥ
@bhagirathisahoo1313
@bhagirathisahoo1313 Жыл бұрын
Jay jagannath
@pinkurana5674
@pinkurana5674 Жыл бұрын
ବହୁତ ଦିନ ପରେ ଶୁଣ ସୁଜନେ ଜୟ ଜଗନ୍ନାଥ ଚରଣ ନନା ଶରଣ ନନା
@alekhkumarpanda7999
@alekhkumarpanda7999 Жыл бұрын
ଶରଣ। ❤sir ଆପଣଙ୍କୁ ଅନେକ ଅନେକ ପ୍ରଣାମ ଆପଣ କଥା କଥା ରେ ବହୁତ କିଛି ଶିକ୍ଷଣିୟ ଜିନିଷ କେହଛନ୍ତି ।ଜାହା ଦ୍ୱାରା ଆମେ ବହୁତ କିଛି ଶିଖିବା ପାଇଁ ପାଉଛୁ ଜୟ ଜଗନ୍ନାଥ
@sagarpandit7029
@sagarpandit7029 Жыл бұрын
Jay Sanatan jay jagannath
@parsuramvlogs4369
@parsuramvlogs4369 9 ай бұрын
2 nananku prnam
@kunaprasad5058
@kunaprasad5058 Жыл бұрын
ଛୋଟ ଝିଅ ଟି ର ଗୀତ ର ଗୀତା ଗାୟନ ଶୁଣି ବହୁତ୍ ଖୁସି ଲାଗିଲା। ଯାହା ହେଉ ଯୁବ ପିଢ଼ି ଆଜି ଆଧ୍ୟାତ୍ମିକତା କୁ ଧରିଛନ୍ତି। ଏମିତି ଆଗକୁ ଆଧ୍ୟାତ୍ମିକତା କୁ ସାଥିରେ ନେଇ ଆଗକୁ ବଢନ୍ତୁ। ଜୀବନ ସୁଖମୟ ହେଉ। ନମସ୍କାର।
@jagabandhubehera296
@jagabandhubehera296 Жыл бұрын
Nana tume Khali purba odisha buluchha amar kandhamal jilaku Asuna dakhinna pashcima jilaku tike pada pakantu ae jilagudika tike pachhare rahijauchhi.
@ayushpanda8896
@ayushpanda8896 Жыл бұрын
Kandhamal bahut sundar jaga ,from purba odisha
@subhacreation7634
@subhacreation7634 Жыл бұрын
ନନା dhanmandal ଆସୁନ
@lingarajpati3004
@lingarajpati3004 Жыл бұрын
ଆମ ଗାଁ କୁ ଗୁଆ ଦେଇ ବନ୍ଧୁ ବାନ୍ଧିଲନି ତ
@JayantakumarBiswal-po9rz
@JayantakumarBiswal-po9rz Жыл бұрын
Qq
@rabisingh9715
@rabisingh9715 Жыл бұрын
Lplkl
Zombie Boy Saved My Life 💚
00:29
Alan Chikin Chow
Рет қаралды 29 МЛН
What will he say ? 😱 #smarthome #cleaning #homecleaning #gadgets
01:00
А ВЫ УМЕЕТЕ ПЛАВАТЬ?? #shorts
00:21
Паша Осадчий
Рет қаралды 2,2 МЛН
ROLLING DOWN
00:20
Natan por Aí
Рет қаралды 11 МЛН
Natia Comedy Part 478 || Parallel Universe Part 3
25:10
utkal cartoonworld
Рет қаралды 623 М.
Zombie Boy Saved My Life 💚
00:29
Alan Chikin Chow
Рет қаралды 29 МЛН