ଆଫଗାନିସ୍ତାନର ଲୋକମାନେ ବହୁତ ଭଲ ||  Afganistan odia vlog

  Рет қаралды 238,930

ମୁଁ TRAVELLER

ମୁଁ TRAVELLER

8 ай бұрын

ଆଫଗାନିସ୍ତାନର ଲୋକମାନେ ବହୁତ ଭଲ || Afganistan odia vlog #mutraveller
My email labahansda97@gmail.com

Пікірлер: 949
@Janesh28
@Janesh28
ମୁଁ ପ୍ରଥମେ କଲି ❤ଜୟ ଜଗନ୍ନାଥ
@phinyalatabhuyan789
@phinyalatabhuyan789
ସତରେ ଭାଇ ଭିଡିଓ ଦେଖିବା ଆଉ କହିବା ସହଜ କିନ୍ତୁ ଆପଣ ଏତେ ପରିଶ୍ରମ କରୁଛନ୍ତି ଦିଲ୍ ସେ SALUTE ❤, ପ୍ରଭୁ ଆଶୀର୍ବାଦ କରନ୍ତୁ ,
@naikjhon4362
@naikjhon4362
ଆଜିର ଦିନଟା ତମର ଶୁଭମୟ ହଉ
@amulyaguin3925
@amulyaguin3925
ଭାଇ ତମ ଭିଡ଼ିଓ ଦେଖିକି ସତ କହୁଛି ମୋତେ ତ ଭାରି ଡର ଲାଗୁଛି କାଳେ କେତେବେଳେ କଣ ହେଇଯିବ କିଛି କହି ହେବନି ତେଣୁ ତମେ ଜଲଦି ଜଲଦି ଏବଂ ଭଲରେ ଓଡିଶା କୁ ଫେରିଆସ ଜୟ ଜଗନ୍ନାଥ
@sksidharthofficial3263
@sksidharthofficial3263
ମୁଁ ମଧ୍ୟ ଆପଣଙ୍କ ପରି ପାଠ ପଢ଼ିବା ସହିତ vloging ଆରମ୍ଭ କରିଛି, ଆପଣ ମାନଙ୍କ ସମସ୍ତ ଙ୍କ Support ଦରକାର -🙏😚
@SD_BRAND
@SD_BRAND
ଅଳ୍ପ ଦିନ ଭିତରେ ତମର ଆଫଗାନିସ୍ତାନ ମାନଙ୍କ ଭାଇ ସାଙ୍ଗରେ dosti ହୋଇ ଗଲାଣି 😊
@t.n.timepass9800
@t.n.timepass9800
ଭାରତ ର ନଂ -1 ଟ୍ରାଭେଲର 💞💞 thank you bhai. ଅଳ୍ପ ସମୟ ରେ ଅଧିକ ଦେଶ ଭ୍ରମଣ 👌
@dhembram6713
@dhembram6713
ମଣିଷ ପଣିଆ ଅଛି ଧନ୍ୟବାଦ ଆଫଗାନିସ୍ଥାନ
@ajayakumarmohanty9582
@ajayakumarmohanty9582
ବହୁତ ଭଲ ଲାଗିଲା। ଆଫଗାନ ପରିବେଶ ପରିସ୍ଥିତି ସମ୍ପର୍କରେ ଜାଣିଲୁ। ସାଙ୍ଗ ସାଥି ମାନଙ୍କ ସହ ଆଲୋଚନା, ଲୋକମାନଙ୍କ ସହ ବନ୍ଧୁତା, ଭାରତୀୟ ମାନଙ୍କ ଉପରେ ସେମାନଙ୍କର ମତାମତ ଆନନ୍ଦଦାୟକ ଅଟେ। ଧନ୍ୟବାଦ ।
@KumarLipun92
@KumarLipun92
Dil ❤ଖୁସ ହେଇଗଲା... Afghanistan ଲୋକ ମାନଙ୍କ ଭଲ ପାଇବା ଦେଖିକି
@Tikilifestyle
@Tikilifestyle
ଲବ ଭାଇ ଙ୍କ ସବୁ ଭିଡିଓ ରୁ ବହୁତ ନୂଆ ନୂଆ ଶିକ୍ଷା ମିଳୁଛି 👍👍👍କିଏ କିଏ କେଉଁଝର ରୁ ପ୍ରତ୍ୟେକ ଦିନ ଲବ ଭାଇଙ୍କ ଭିଡ଼ିଓ ଦେଖୁଛ ❤️ସେ like କରନ୍ତୁ ଆଉ ଗୋଟେ share କରନ୍ତୁ ❤️❤️❤️ସେ
@ugond484
@ugond484
ଓଡ଼ିଶାର ଟୋକା ଯୋଉଠି ବି ଯିବ ଘାଣ୍ଟି କି ଆସିବ ।
@user-nz3ln4fx9r
@user-nz3ln4fx9r
ତୁମ ର ଚଲା ପଥରେ ସୁକୁସୁମିତ ପୁଷ୍ପ ବୃଷ୍ଟି ହେଉ।ଜୟ ଜଗନ୍ନାଥ
@sambit_samal_123
@sambit_samal_123
ଲବ ଭାଇଙ୍କ ପାଇଁ ଗୋଟେ ଗୋଟେ like ହଉ ❤❤❤
@Chinkuthevloger
@Chinkuthevloger
ମୁଁ ବି ଆପଣଙ୍କ ଭଳି vlog ବନେଇବା ଆରମ୍ଭ କରିଦେଇଛି ।।।
@Genius_Quiz_Quiz
@Genius_Quiz_Quiz
ଲବ ଭାଇଙ୍କ ପାଇଁ ଗୋଟେ like ହୋଉ ଭଦ୍ରକ ରୁ❤❤❤
@mstarhemant
@mstarhemant
Lots of love 💖 from India to Afghan people.
@suvranjalinayak8196
@suvranjalinayak8196
Ama Bharat Afghanistan ku bahut help karichi seithi pain Afghanistani mane ate respect dianti Bharat ku❤.🇮🇳
@prabhakarpradhan2050
@prabhakarpradhan2050
ରାସିଦ ଖାଁ କ୍ରିକେଟରଙ୍କ ଗାଁ ଘର ଟିକେ ଦେଖେଇ ଦିଅ ଭାଇ
@prasantamallick4357
@prasantamallick4357
Love from india❤ to all people of Afghanistan.
Кадр сыртындағы қызықтар | Келінжан
00:16
ROLLING DOWN
00:20
Natan por Aí
Рет қаралды 9 МЛН
女孩妒忌小丑女? #小丑#shorts
00:34
好人小丑
Рет қаралды 17 МЛН
Пройди игру и получи 5 чупа-чупсов (2024)
00:49
Екатерина Ковалева
Рет қаралды 1,5 МЛН
ସାପ ସାଙ୍ଗରେ  people dance with snake in Tanzania #labahansda
17:07
Кадр сыртындағы қызықтар | Келінжан
00:16