ଫିଲ୍ମ କରିବାକୁ ମୋର ଇଚ୍ଛା ନାହିଁ...ମୁଁ ବ୍ରାହ୍ମଣ ଘର ଝିଅ.. ଭଲ ପାଇ ଅନ୍ୟ ଜାତିରେ ବାହା ହୋଇଛି

  Рет қаралды 1,888,457

Odisha Bhaskar

Odisha Bhaskar

Жыл бұрын

Odisha Bhaskar is one of the leading Daily Newspaper and Digital Platforms of the state and is coming up with various objectives and issues of human interest for the last 18 years. Odisha Bhaskar not only bought a revolution in the media sector but also set a new standard in journalism in Odia vernacular. Odisha Bhaskar delivers reliable information across all platforms.
Follow Us On
linktr.ee/OdishaBhaskar
OUR WEBSITE - odishabhaskar.com/
FACEBOOK - / odishabhaskar
TWITTER - / odishabhaskar
INSTAGRAM - / odishabhaskar
#OdishaBhaskar #odisha #actressnilu #banajapanda #sindurabindu

Пікірлер: 859
@prafullabarik7085
@prafullabarik7085 4 ай бұрын
ଉପସ୍ଥାପିକା ଭଉଣୀ ତମେ ଟିକେ ଆଗ ଭଲରେ ଖିଆ ପିଆ କରି ନିଜ ଦେହକୁ ସଜେଇ ରଖ ।
@murmustar7034
@murmustar7034 Жыл бұрын
ଏଇଟା ମିଡ଼ିଆ ଆଗରେ ବାହାନା, ଚିନ୍ତାଧାରା କିନ୍ତୁ ଅଲଗା ଏଇଟା ଦେଖାଣିଆ.
@dev4999
@dev4999 Жыл бұрын
Medam ଆପଣ ଏତେ ଭଲ ପାଉଥିବା ସେ ଭାଇଙ୍କୁ ଥରେ camera📸 ସାମ୍ନା କୁ ଆଣିବା ପାଇଁ ଆପଣଙ୍କୁ ଅନୁରୋଧ 👍
@chinmayeepatro5055
@chinmayeepatro5055 Жыл бұрын
Yes
@Sirdharapatra471
@Sirdharapatra471 Жыл бұрын
ସେଇଟା ଅଜାତି ନକହି ଅଲଗା ଜାତି କହିବା ଠିକ ହେବ
@anandjena7606
@anandjena7606 Жыл бұрын
Brahmin girls like to marry SC/ST boys,if they are well placed in society.
@haizellovesfood3767
@haizellovesfood3767 Жыл бұрын
Ame ajati eye jati
@SUNILSAHU-bh6dd
@SUNILSAHU-bh6dd Жыл бұрын
Hna
@subarnnapanda5072
@subarnnapanda5072 Жыл бұрын
Ajati ra artha janichha?nija jati ku chhadi Anya sabu jatiku ajati kuhajae. Jadi gote kumbhara dhobi ghare baha hela,seitaku b ajati kuhajae.
@Prakashpanda1
@Prakashpanda1 Жыл бұрын
​@@subarnnapanda5072Right
@bipashapanda6359
@bipashapanda6359 2 ай бұрын
ଜାତି କଣ ଖାଲି ବ୍ରାହ୍ମଣ ପାଖରେ ଅଛି. ଅଲଗା ଜାତି ପାଖରେ ନାହିଁ
@bapitripathy8882
@bapitripathy8882 Жыл бұрын
ଅନ୍ୟ ଜାତିରେ ବାହା ହେଲେ ମୁଁ ବ୍ରାହ୍ମଣ କହିବା ଆବଶ୍ୟକତା କ'ଣ??
@sibabratasenapati7546
@sibabratasenapati7546 Жыл бұрын
ତୁମେ highly thought level ra ମଣିଷ,I appreciate ur question
@Eagleeye774
@Eagleeye774 3 ай бұрын
Bibaha pare jati badali jae nahin..
@sagarpandit7029
@sagarpandit7029 Жыл бұрын
ହ ବହୁତ ବଡ଼ କାମ କରିଛନ୍ତି କାରଣ ବ୍ରାହ୍ମଣ ଘରର ପୁଅ ଗରିବ ନା କାହିଁକି ତାକୁ ଭଲ ପାଇବ କଣ ପାଇଁ ତାଙ୍କୁ ବାହା ହବ
@sandeepdehury1236
@sandeepdehury1236 Жыл бұрын
Se jahaku pasand kala taku baha hela...
@RanjanaBehera-zb8mj
@RanjanaBehera-zb8mj 3 ай бұрын
ବ୍ରାହ୍ମଣ ଘର ପୁଅ ଧନରେ ସିନା ଗରିବ କିନ୍ତୁ ଗର୍ବରେ , ଛୁଆଁ ଅଛୁଆଁ, ଭେଦଭାବ କୁ ଦେଖିବା ରେ ସେମାନେ ପୁରା କୋଟିପତି 😊😊😊
@PriyankaNaik-jz1ju
@PriyankaNaik-jz1ju 7 күн бұрын
Husband ka photo 😊😊😊😊
@Manasteacher
@Manasteacher Жыл бұрын
ଗରିବ ବ୍ରାହ୍ମଣ ଙ୍କୁ ବାହା ହେବନି କିନ୍ତୁ ଧନୀ ପଠାଣ କୁ ବି ଛାଡିବନି
@budhiramlenka4602
@budhiramlenka4602 Жыл бұрын
Right
@tarjannag5732
@tarjannag5732 Жыл бұрын
Right sir
@Deepakkumar_-4309
@Deepakkumar_-4309 Жыл бұрын
@@budhiramlenka4602Hmm.. khusire rahibara achhi kichhi jati fati dekha dekhi nahi..
@annovibes1255
@annovibes1255 Жыл бұрын
Tume dekha kete jati
@Manasteacher
@Manasteacher Жыл бұрын
@@Deepakkumar_-4309 hmm Brahman nko chhadiki anya mane dhani bodhe khali.କାହିଁ ସେ ଧନୀ ଲୋକ ଟା ଅନ୍ୟ କୌ ଜାତି ଝିଅ କୁ ନଜର ଦେଲାନି।ଏଠି ଗୋଟେ ହାତ ରେ ତାଲି ବାଜେନି
@friendscreationbhadrak3688
@friendscreationbhadrak3688 Жыл бұрын
ତମ ବିଦେଶୀ ଓଡ଼ିଆ ଉଚ୍ଚାରଣ କୁ ଧନ୍ୟ 🙏
@itsmebiswajit91roul37
@itsmebiswajit91roul37 Жыл бұрын
ତମେ ମାନେ ପଇସା କୁ ଭଲ ପାଅ ମଣିଷ କୁ ନୁହଁ 👍
@user-of9ef4ow3c
@user-of9ef4ow3c Жыл бұрын
You are right
@itsmebiswajit91roul37
@itsmebiswajit91roul37 Жыл бұрын
@@user-of9ef4ow3c Yesss i know that
@raghunarhkarjee947
@raghunarhkarjee947 Жыл бұрын
ଠିକ କଥା ଭାଇ, ପଇସା ର ଟିକେ ଅଭାବ ପଡିଲେ କୋର୍ଟ କଚେରୀ ମିଡ଼ିଆ ରେ ପ୍ରସାର
@itsmebiswajit91roul37
@itsmebiswajit91roul37 Жыл бұрын
@@raghunarhkarjee947 Yess Bro
@skjena5530
@skjena5530 3 ай бұрын
ଯୋଉମାନେ ଜାତି କଥା ଉଠାଉ ଛନ୍ତି ସେମାନେ ଜଣେ ଜଣେ ମାନସିକ ରୋଗୀ
@pravatmallick1977
@pravatmallick1977 Жыл бұрын
ଏଇଟା ଗୋଟେ ବହୁତ ବଡ କାମ କରିପକେଇଲା ଭଳି ଫୁଲେଇ ହେଇକି କହିଛି l ଅନେକ ବର୍ଷ ପୂର୍ବରୁ ବ୍ରାହ୍ମଣ ଅନ୍ୟ ଜାତିରେ ବିବାହ କରବା ଆମେ ଦେଖିସାରିଛୁ,ବ୍ରାହ୍ମଣ ଝିଅ ପଠାଣ ବାହା ହବାର ଦେଖିଛୁl ଶେଷରେ "ଣ " ଅଛି ଚଳିବ l ବ୍ରାହ୍ମଣ ହେଇକି ଅନ୍ୟ ଜାତିକୁ ଅଜାତି କହିବାର ଅଧିକାର ତୁମର ନାହିଁ l ତମେ ଅଜାତିରେ ବାହାହବା କଥା କହୁଛ ମାନେ,ତମ ଜାତି ପାଇଁ ତମେ ତାହେଲେ ଗୋଟେ କଳଙ୍କ l ତମେ ଯଦି ଗୋଟେ ନୂଆ କିଛି କରିକି ଦେଖେଇ ଥାନ୍ତ ତାହେଲେ ଆଲୋଚନାର ବିଷୟକୁ ଆସିଥାନ୍ତl ରାଣୀ ପଣ୍ଡା ଗାଣ୍ଡି ହଲେଇ ନାଚୁଛି ସେ ତା ରୋଜଗାର ପଇସା ସାମାଜିକ କାର୍ଯ୍ୟରେ ନିୟୋଜିତ କରୁଛି l ତମେ ଏମିତି କଣକି?
@rajeshkumareswar1234
@rajeshkumareswar1234 3 ай бұрын
Rani panda to muhan re ghasuchi. To katha ru Jana paduchi tu kete bhadra.
@brahmacharimalik2095
@brahmacharimalik2095 3 ай бұрын
ସମାଜ ଗୋଟେ ପରିବାର,ଜାତି, ଧର୍ମ ବର୍ଣ୍ଣ ନିର୍ବିଶେଷରେ ଆମେ ସମସ୍ତେ ସମାନ
@madhu645
@madhu645 Жыл бұрын
ଅଜାତି କାହାକୁ କୁହନ୍ତି..? ନିମ୍ନ ମାନର କଥା କହିବାର ଅଭ୍ୟାସ ଟିକେ ବଦଳାଇ ଦିଅନ୍ତୁ......
@saradadash6629
@saradadash6629 Жыл бұрын
Nombor DEA..please
@AnjaliDigal-cs5xw
@AnjaliDigal-cs5xw Жыл бұрын
Emane dana , dakhinare basi basi peta posuchhanti puni ego kete. Anya cast ku ajaati kahuchhanti.
@subarnnapanda5072
@subarnnapanda5072 Жыл бұрын
​@@AnjaliDigal-cs5xwhello dude!kete patha padhichha sune tike. Amara ahuri b bahut kama dhanda achhi.democratic country re kehi b magana khaeni. Hospital ku chalijaa, Brahmin doctor paiba, school college ku chalijaa Brahmin teacher,lecturer AAU Brahmin topper paiba. Kahila kn na Dana dakhinare Peta posuchu. Nilakshi ra profession hela j se gote actress,Dana nieni sie. Baki rahila Dana dakshina Katha. Dana loke dianti,seita magajaeni. dakshina,seita ama ku parishramaru mile.dinasara opasa Rahi tanti padiba jaae mantra karmakanda karibu,homa karibu. Tebe jai thalie chaula aau 50 ru 400 tanka bhitare miliba as long as gaon ra pujari ame. Khali bada town/city re tikie adhika mile. And please, don't create a scene here. Ajati simply means anajati. Jie nija jatira nuha,jie Anya jatire heithiba,taku ajati kuhajae. OBC ra madhya bahut caste achhi, SC ra b bahut caste achhi,St ra b bahut tribe achhi jieki Anya jatiku ajati kahanti. Gote keuta jadi gote dhobi ghare baha heichhi,semane b taku ajatire baha heichhi boli kahanti. Gote gouda jadi Brahmana ghare baha heichhi,semane b taku ajati re baha heichhi boli kahanti,tahele vice versa hele Kain badhuchhi.
@jayhanuman1789
@jayhanuman1789 Жыл бұрын
କାଇଁ ବଦଳିବ.... ଅଜାତି always ଅଜାତି
@subarnnapanda5072
@subarnnapanda5072 Жыл бұрын
​@@jayhanuman1789tame ruler nuha j tama Katha samaste manibe.
@kiranraj5684
@kiranraj5684 Жыл бұрын
ସେଇଥିପାଇଁ ବ୍ରାହ୍ମଣ ପୁଅ ଝିଅ ପାଉନାହାନ୍ତି
@Palak-is_death
@Palak-is_death 6 ай бұрын
😂😂😂
@dilipkumarmaliklipu6330
@dilipkumarmaliklipu6330 Жыл бұрын
Nilu didi my favoliouce actor. Mu sabu bele tama seriel dekhe.. Aau thare nua serial ku asa 😘😘😘🌦🌦🌦🤩🥰🤩
@ajaytakriofficial3206
@ajaytakriofficial3206 Жыл бұрын
ମିଡ଼ିଆ କୁ ମୁଁ କହେ କି ଓଡିଶା ଅନେକ ଜାତି ଅଚୋନ୍ତି ହେଲେ ଆପଣ ଏଠି. Nicha dekhauchonti. ଏଇଟା ଠିକ୍ ନୁହେଁ
@Manasteacher
@Manasteacher Жыл бұрын
ଓଡ଼ିଆ ଭାଷା ରେ ଅ ପଦ ଲଗୀକି ହୁଏ ।ଅଜାତି,ଅନାମ,
@chandinimadam7156
@chandinimadam7156 Жыл бұрын
ଅନ୍ୟ କୁ ଅଜାତି କହିବା ଆଗୋରୁ ନିଜକୁ ପରଖି ଦେଖ
@jigyashameher9165
@jigyashameher9165 Жыл бұрын
Byakarana padh
@lipunnaik5164
@lipunnaik5164 Жыл бұрын
ମାଲଦାର ପାର୍ଟି କୁ ବାହାହେଲେ କୋଉ ବାପା କଣ କହିବ... ଗୋଟେ ଗରିବ ଘରେ ବାହାହେଇଥାନ୍ତ ତା ପରେ ବାପା ଖୁସି ନା ନାହିଁ ଜାଣିଥାନ୍ତ
@Subham_12332
@Subham_12332 Жыл бұрын
😂
@itsmebiswajit91roul37
@itsmebiswajit91roul37 Жыл бұрын
Absolutely 😊
@somuhara7739
@somuhara7739 Жыл бұрын
Are bhai se kan murkha. Gariba berojgar ku kan pai marr kariba.
@pratikshyadash2395
@pratikshyadash2395 Жыл бұрын
​@@somuhara7739jadi gote berojgar jhia gote income karuthiba pila ku baha heiparuchi ta gote berojgar pua knpi baha heiparibani income karuthiba jhia ku
@user-of9ef4ow3c
@user-of9ef4ow3c Жыл бұрын
😅😅😅😅😊👍
@jitunaik258
@jitunaik258 3 ай бұрын
ଏ ଭଉଣୀ ତମ ଭଳି ବର୍ଷା ବି କହୁଥିଲା, ଆମ ପ୍ରେମ ଛୋଟ ସମୟରୁ ବୋଲି😂
@i_nibeditapradhan
@i_nibeditapradhan Жыл бұрын
Mate bahut vala laganti Nilu tq for this episode ❤ . Abe auu thare serial ku aasantu
@likipersonalvlogs2096
@likipersonalvlogs2096 Жыл бұрын
😮😊😊
@devbehera9506
@devbehera9506 Жыл бұрын
ଅଧିକାଂଶ ବ୍ରାହ୍ମଣ ଝିଅ sc ପୁଅ ଙ୍କୁ ବାହାଘର ହେଉଛନ୍ତି।
@taraninayak3046
@taraninayak3046 Жыл бұрын
Right
@anilpanda5079
@anilpanda5079 Жыл бұрын
Tanka gandi galu karuchi boli jauchanti gandi mareiba ku😅
@sk_Motivation669
@sk_Motivation669 Жыл бұрын
Hn right bro 🎉🎉🎉
@arunprasaddash1399
@arunprasaddash1399 Жыл бұрын
ଅଧିକାଂଶ ନୁହେଁ ବରଂ ଅଳ୍ପ କେତେଜଣ ଛତର ଖାଇ ମାନେ ଵାପା ମାଆଙ୍କ କଥାରୁ ବାହାରି ଏପରି କରନ୍ତି।
@jyotirmayeesarangi
@jyotirmayeesarangi Жыл бұрын
Pua mane b mrg karanti only jhia nuhanti
@OdishaToka-v1x
@OdishaToka-v1x Жыл бұрын
ଭାସ୍କର ଟିଭି Mike Problems ହଉଛି Shoppy ରୁ ₹80 mike ଗୋଟେ ଆଣ 😂😂😂
@pinkysamal4947
@pinkysamal4947 Жыл бұрын
ନିଲୁ ଅପା ତମ ଅଭିନୟ ବହୁତ ସୁନ୍ଦର ଆଉ ତୁମେ ବି ଅତି ସୁନ୍ଦର ଵିୟୁଟି ଫୁଲ୍
@-Jena_jena
@-Jena_jena Жыл бұрын
Chandhi Act tankar😅
@tofansahoo7416
@tofansahoo7416 Жыл бұрын
But tanka marriage profile tk vul achhi
@niharikaparida2514
@niharikaparida2514 Жыл бұрын
ଆମ ଓଡିଶା ରେ ଆଜିବି ଜାତି ଜୀବିତ, ହେଲେ ଅଲଗା ରାଜ୍ୟ ମାନଙ୍କରେ ଜାତି ନାହାନ୍ତି, ଅଲଗା ରାଜ୍ୟ ମାନଙ୍କରେ ହଣା କଟା ହେଇ ସବୁ ଜାତି ମରିଛନ୍ତି ସଂଘର୍ଷ ରେ, ଦେଶ ଶାସନ ହେବା ବେଳେ କଟା କଟି ହେଇ ମରିଛନ୍ତି ରକ୍ତ ର ନଦି ବୋହି ଥେଲା ଇଂରେଜ ମାନେ ସବୁ ମରୀଛନ୍ତି ଇଣ୍ଡିଆ ରେ (ବମ୍ବେ ଦିଲ୍ଲୀ ରେ ଜାତି ଗୋତ୍ର ନାହିଁ କାହାର, ଖାଲି ଜନସଂଖ୍ୟା କରି ଚାଲିଛନ୍ତି ବମ୍ବେ ଦିଲ୍ଲୀ ରେ) ମତେ ଟିକେ ଗନ୍ଧାଇ ଛୋଟ ଜାତି ଙ୍କ ଘରେ ପାଣି ପିଇଲେ, ଗିଲାସ ବି ତାଙ୍କର ଗନ୍ଧାଇ ଆଇଁଶିଣିଆଁ ଆଇଁଶିଣିଆଁ, (ଇଣ୍ଡିଆ ରେ ହଣା କଟା ହଉଥେଲେ ଆଗରୁ, ସେଇ ହଣା କଟା ରେ ସବୁ ଜାତି ସଫା ଇଣ୍ଡିଆ ରେ, ଖାଲି ଓଡିଶା ରେ ଜାତି ଅଛି, ଅଲଗା ରାଜ୍ୟ ରେ ପାଇବନି ଜାତି)
@Julijena-qv4yn
@Julijena-qv4yn 10 ай бұрын
Right didi
@JustWellWisher
@JustWellWisher 6 ай бұрын
You are wrong ma'am...I have two roommates from Madhya Pradesh and Bihar...semane kuhanti sepate aama odisha thu B aahuri bht jatipratha chaluchi...semane tanka family story ru mte kahithile...
@Supremesou
@Supremesou 5 ай бұрын
​@@JustWellWisherthik kahile Bihar Rajasthan aau MP re bohut jati jati achi odisha thu b
@rishikesh4340
@rishikesh4340 Жыл бұрын
My favourite actress Nilu ନିଲୁ (ସିନ୍ଦୂର ବିନ୍ଦୁ) ଭାରୀ ସୁନ୍ଦରୀ
@BinapaniPatra-oy6gn
@BinapaniPatra-oy6gn 3 ай бұрын
ମୁଭି କଲେ କାଳେ କୋଉ ଡାଇରେକ୍ଟର ସହିତ ସେଟିଂ ହେଇଯିବ ସେଥିପାଇଁ ସ୍ବାମୀଙ୍କର ଇଚ୍ଛା ନ ଥିବ
@biswnathpadhiary1329
@biswnathpadhiary1329 11 ай бұрын
ଜାତି କିଛି ନାହିଁ , ନିଜକୁ ବ୍ରାହ୍ମଣ କହୁ ଥିବା ବ୍ୟକ୍ତି ଅନ୍ୟ ଉପରକୁ ଆଙ୍ଗୁଠି ଉଠେଇବା ପୂର୍ବରୁ ପ୍ରଥମେ ବୁଝ ଏଇଟା କଳି ଯୁଗ, ବ୍ରାହ୍ମଣ ର ସଂଜ୍ଞା କହି ପାରିବ, ଆଜି କାଲି ର ବ୍ରାହ୍ମଣ ତୋ ମଦ ମାଂସ ରେ ଉଡ଼ିଲେ , ବ୍ରହ୍ମ ଙ୍କୁ ଜାଣିଲେ ନାହି ତେବେ କଣ ବଡ ବଡ କଥା କହି । ଜାତି ଏ ମଣିଷ କରିଛି, ଜନ୍ମ ରୁ ଜାତି ନୁହେ, କର୍ମ ରୁ😢
@sushreemonikakhuntia6470
@sushreemonikakhuntia6470 Жыл бұрын
Love u nilu didi....miss sindura Bindu serial
@mangala973
@mangala973 Жыл бұрын
Lvu didi and miss you.. Serial re tama acting bahut badhia lage.. Au ai katha jani khusi lagila je tama baba tama mrd ku support kale jaha heu ai jati pain kichi chintadhara rakhinahanti bahut bhala katha... Jati pain bahut bhala paiba adhare rahijaye 4 ti jiban nasta heijaye... Emti chintadhara ku badaleile kichi jiban banchijiba.. Karan ai jati pain bahut pila suside bi karidianti... Bahut badhia lagila tama katha sabu 🥰❤❤
@commonmanprasanna
@commonmanprasanna Жыл бұрын
Nilu didi my favourite ❤
@Manasteacher
@Manasteacher Жыл бұрын
ସମସ୍ତଙ୍କୁ ବାହା ହୁଅ ଭୀମ ଅର୍ତ୍ମୁ ଛୁଆ ଆଉ ପଠାଣ ଙ୍କୁ ଛଡିକି
@whitedevil-yl2fb
@whitedevil-yl2fb 8 ай бұрын
କିଛି ସୁଭିଲାନି କିଛି ସୁଭିଲାନି ଓଡିଶା ଭାସ୍କର ଗୋଟେ ବାନଝ ଚ୍ୟାନେଲ ପ୍ରମାଣିତ ହୋଇଗଲା
@Subratodiaquiz107
@Subratodiaquiz107 Жыл бұрын
God bless you sister..
@mraja3119
@mraja3119 Жыл бұрын
ସେ ଭଲ ବୋଲି ତୁ ତାକୁ gm ମାରି ଚାଲିଛୁ , ତମେ ସବୁ ଯାହା କହିଲେ କରିଲେ ଫେସନ ଓ ମାଡ଼ର୍ନ , ଆଉ ଯିଏ କଲେ କିଳା ଓ କଳଙ୍କ
@sanischarnaik
@sanischarnaik Жыл бұрын
Good
@mraja3119
@mraja3119 Жыл бұрын
🙏 all
@arjunbhue9290
@arjunbhue9290 Ай бұрын
😅
@madanmohansial3485
@madanmohansial3485 Жыл бұрын
Good human
@Omtsahu
@Omtsahu Жыл бұрын
Love କରି କଣ ଥୀର ମାରି ଦେଇଛି ଇଏ nice News tama ku au Kam band nahi
@bhagabanpradhan7500
@bhagabanpradhan7500 Жыл бұрын
ଅତି ଫୁଲେଇ
@madhusmitanayak6089
@madhusmitanayak6089 9 ай бұрын
Nilu is a good girl 0℅ ego ❤❤❤voice bhut sundar ❤❤❤good personality
@Slgopp
@Slgopp 7 ай бұрын
ଏ ମାନଙ୍କୁ ଭଲ ଝିଅ କହୁଛ 😂😂😂
@ksheerodmishra8544
@ksheerodmishra8544 11 ай бұрын
True love never expects ornaments or dowry Love means you love him or her as ahuman being loves all his or her qualities and his orher parents and relatives
@satyanarayanacharya1810
@satyanarayanacharya1810 3 ай бұрын
ତୋ ଭଳିଆ କେତେ ଟା ବାଜ୍ୟେ ଚରିତ୍ର ର ଝିଅ ଅନ୍ୟ ବ୍ରାହ୍ମଣ ଝିଅ ମାନଂକୁ ବି ନଷ୍ଟ କରୁଛନ୍ତି... ତୋ ଭଳିଆ ବେଧ ନାରୀ ମାନେ ହିଁ ଏ ସମାଜ କୁ ଧ୍ବଂସ କଲେଣି...
@jagannathmahananda3303
@jagannathmahananda3303 Жыл бұрын
ଅଜାତି କହୁଛ ଜେ ମେମ୍ ଚାରିହାତ ଗୋଡ ଅଛି କି
@ranjankumarmohanty3151
@ranjankumarmohanty3151 Күн бұрын
My favourite heroine.karan ajati nuhne.karan nahni baran
@deepakdas4824
@deepakdas4824 Жыл бұрын
ଭାସ୍କର ବି ଗୋଟେ ସୁନ୍ଦରୀ, ସୁକୁଟି ସାହୁ , ରିପୋର୍ଟର କୁ ପାଇଚି
@bgxpro8989
@bgxpro8989 Жыл бұрын
ବାବା ଭାସ୍କର!!!!! କୋଉଠୁ ଆଣୁଚ ଏମିତି ରିପୋଟର। 😂😂😂
@pratimajena9513
@pratimajena9513 Жыл бұрын
Not Ajati but anyajati
@pravashkumarkhanadai
@pravashkumarkhanadai Жыл бұрын
Jati ajati kichhi 😊❤nahni ok i am class in 9th but i always love all society 😊
@chinmayaroul5207
@chinmayaroul5207 Жыл бұрын
ଫିଲ୍ମ ଆକ୍ଟର ହରିଜନ
@user-if4cz5cc4e
@user-if4cz5cc4e Жыл бұрын
Jhillik and banija has some similar character
@user-if4cz5cc4e
@user-if4cz5cc4e Жыл бұрын
Thank you
@gyanaranjanadas3583
@gyanaranjanadas3583 Жыл бұрын
ଆମ ଭସ୍କର ନିଉଜ ର ଏଙ୍କର myadam jau asuchhanti interview naita ata alaguka topics kauthi pauchnti
@user-xb2ct4vb8o
@user-xb2ct4vb8o 5 ай бұрын
ବ୍ରାହ୍ମଣ ପୁଅ କଣ ମିଳିଲେନି ନା ତୁମେ ବ୍ରାହ୍ମଣବାପର ଝିଅ ନୁହେଁ ସେଥିପାଇଁତ ସୃଷ୍ଟି ବିନାଶଆଡକୁ ଯାଉଛି
@factrockethindi
@factrockethindi 3 ай бұрын
ଭାଇ ଶୁଣ, ତୁମରି ମାନଙ୍କ ଭଳିଆ ଚିନ୍ତାଧାରା ଥିବା ଲୋକ ମାନେ କେବେ ଆଗକୁ ଯାଇ ପାରିବେ ନାହିଁ, ତୁମ ମାନଙ୍କ ପାଇଁ ଏଇ ଦୁନିଆ ରେ ଜାତି, ଅଜାତି, ଛୁଆଁ ଅଛୁଆଁ ମନୋଭାବ ଲୋକ ମନଙ୍କର ରହୁଛି, ଆରେ ଭାଇ ମଣିଷ ତ ଗୋଟିଏ, ପୁଣି ଉଚ୍ଚ ନିଚ୍ଚ ଜାତି ଦେଖିବା କଣ ଦରକାର , ତୁମେ ମାନେ ଯେତେଦିନ ପର୍ଯ୍ୟନ୍ତ ଏମିତି Mindset ନେଇକି ବଞ୍ଚିବ, କେବେ ବି ଦୁନିଆ ଆଗକୁ ଯିବ ନାହିଁ, ଆରେ ସ୍ଵୟଂ ଜଗନ୍ନାଥ ମହାପ୍ରଭୁ ଗୋଟେ ମୁସଲିମ ପାଇଁ ତାଙ୍କ ରଥ ଠିଆ କରିଥିଲେ, ଆଉ ତମେ - ବାଦଳିଯାଅ, ସୁଧୁରିଯାଅ
@hdrkmusic
@hdrkmusic 3 ай бұрын
Sabu caste ra kichhi different kama thae au gote caste gote caste Bina exist karibani. Gote Brahmin ra sudhi kama re dekhiba barik ki dhoba na asile ta kama kemiti heijiba
@Jay_Shri-Ram091
@Jay_Shri-Ram091 3 ай бұрын
ଇନ୍ଦିରା ଗାନ୍ଧୀ Firoz Khan ku Kan Pani bahagar ହେଲା? ଫିର ୟୁନିସ ଖାଁ କୁ,???
@enoshbhuyan5607
@enoshbhuyan5607 Жыл бұрын
Well done mam
@saratkumarpanda7007
@saratkumarpanda7007 3 ай бұрын
ତୁମେ ଏବେ ଆଉ ବ୍ରାହ୍ମଣ ନୁହଁ। ନିଜ ସ୍ବାମୀଙ୍କ ଜାତିର ପରିଚୟରେ ରୁହ
@arunprasaddash1399
@arunprasaddash1399 5 ай бұрын
ତତେ ଜାତୀ ଗେ......... ବାନ୍ତି ଲାଗେ। ଅଜାତି ରେ ଶାନ୍ତି ଲାଗେ। ଛି ଛି ଛି.........
@pratappradhan8316
@pratappradhan8316 3 ай бұрын
Haha😊😊
@skjena5530
@skjena5530 3 ай бұрын
ଯେତେବେଳେ ଆପଣ ମାନେ ପଇସା income କରୁଛନ୍ତି କହୁଛନ୍ତି କି ଅନ୍ୟ ଜାତି ଲୋକ ଫିଲ୍ମ ଦେଖିଲେ ଆମେ ଫିଲ୍ମ କରିବୁ ନାହୁଁ,
@JayBabaAkhandalamani
@JayBabaAkhandalamani Жыл бұрын
Brahmin କଣ, ବ୍ରାହ୍ମଣ କହି ହଉନି କି
@kumarbpanda1960
@kumarbpanda1960 Жыл бұрын
Apnan Nobel prize 🏆🥇🥇🥇🏆 paibe apananka କାର୍ଯ୍ୟ ପାଇଁ 🎉🎉🎉
@preetammohanty28
@preetammohanty28 Жыл бұрын
ସେଇଟା ବ୍ରାହ୍ମଣ english ...
@BinapaniPatra-oy6gn
@BinapaniPatra-oy6gn 3 ай бұрын
ଭାସ୍କର ଦିଦି ତମର ବୁମ୍ ଟା ଖରାପ ହେଇଯାଇଛି କି ଠିକ୍ ସେ ଶୁଣା ଯାଉନି
@SipraParija
@SipraParija Жыл бұрын
Ajati kan kahucha.karan ajati.jati kichhi nuhne.aame helu manisa jati.etiki janina.
@susantadash7796
@susantadash7796 3 ай бұрын
Please correct the statement....the Barmhin manaka tike "problem"
@steminarani5803
@steminarani5803 Жыл бұрын
Thank yous dear sister ❤️❤️🙏🏻
@padmacharanratha647
@padmacharanratha647 2 ай бұрын
ବେଧଛୁଆ ମାନେ ଅଲଗାଜାତିରେ ବିବାହ ହୁଅନ୍ତି ଏବଂ ମିଡିଆ ସାମ୍ନାରେ ଏମିତି ଷ୍ଟାଇଲ ମାରି କଥାବାର୍ତ୍ତା କରନ୍ତି
@Radhekrishna-e9k
@Radhekrishna-e9k Жыл бұрын
Beautiful ❤
@pkdas7353
@pkdas7353 5 ай бұрын
Kebal Brahman gote Jati,any sabu ajati.stop this mindsets or ready to face upcoming events
@bkgjjhigh9633
@bkgjjhigh9633 Жыл бұрын
I miss you I love you nilu didi
@aashiqkumar882
@aashiqkumar882 Жыл бұрын
Banija panda meim, Odia serial sindura bindu re jou police officer hoithile bahut bhala laguthila puni emiti aau gote serial kale bhala huanta
@laxmidharbehera4011
@laxmidharbehera4011 Жыл бұрын
Prema kare jiare tathu khusi kiare
@tapaswani5017
@tapaswani5017 Жыл бұрын
Hmm society ku bahut bhala lesson miluchhi ..kali juga bahut jaldi sesa hebaku jauchhi
@user-to9vw9sl4r
@user-to9vw9sl4r Жыл бұрын
Right ❤
@seshadevbaliarsingh5085
@seshadevbaliarsingh5085 8 ай бұрын
Bramhana adhika lobhi jati Jeunthi labha seyethi bhaba. Bhakta salabega ra maa bramhani. Gariba loka Anya jatira tanku chhuin beni, dhani helay Chhadi beni.
@20NEW-MUSIC
@20NEW-MUSIC 3 ай бұрын
ୟେ ଭଳି ଝିଅ ମାନଙ୍କ ପାଇଁ ଓଡ଼ିଆ ବ୍ରାହ୍ମଣ ପୁଅ ଅବିଵାହିତ ହେଇ ରହି ଯାଉଛନ୍ତି| ଗୀତା ରେ କୃଷ୍ଣ କହିଛନ୍ତି ବଂଶ ବୁଡ଼ିଲା ବେଳେ ବର୍ଣ୍ଣସଙ୍କର ଛୁଆ ଜନ୍ମ ହେବେ ୟେ ଝିଅ ସେଇ ଭଳି ଛୁଆ ଜନ୍ମ କରିବା
@RanjanPradhan-qg9pb
@RanjanPradhan-qg9pb Жыл бұрын
କିଏ କହିଲା ବାପା ମା ପ୍ରେମ ବିବାହରେ ଖୁସିଥାନ୍ତି ? ଯଦି ବା ଥାନ୍ତି ସେମାନେ ବି ଯୌବନ ରେ ସେମିତ କିଛି ଭୁଲ କରିଥିବେ ଅଥବା ଜ୍ୱାଇଁ ର ଉଚ୍ଚ ରୋଜଗାର ଦେଖି କିମ୍ବା ଅଲିଅଳି ଝିଅର ଭୁଲ କୁ ଘୋଡାଇବାକୁ ଯାଇ କିମ୍ବା କୋଣସି ନା କୋଣସି ପରିସ୍ତିର ପାତ୍ର ହୋଇ ନିଜର ଦୁଃଖ କୁ ହୃଦୟ ରେ ଚାପି ରଖି ଖୁସିହେବାର ଅଭିନୟ ନିଶ୍ଚୟ କରୁଥିବେ । ଏମିତି ଚରିତ୍ର କୁ ପରଦାରେ ଦେଖାଇଲେ ସମାଜ କଣ ଶିଖିବ ? ଏହା କଣ ବ୍ରାହ୍ମଣ ଜାତି କୁ ବଦନାମ କରୁନି ?
@anandamohakuda4943
@anandamohakuda4943 Жыл бұрын
Right 👍
@basantamurmu4586
@basantamurmu4586 Жыл бұрын
Nilu didi miss you
@sanjeevdash1287
@sanjeevdash1287 Жыл бұрын
ବ୍ରାହ୍ମଣ ଘରେ ଜନ୍ମ ହୋଇ କରଣକୁ ବାହା ହେଲ ଏହାଏକ ଗର୍ବ ର ବିଷୟ ଯାହାହେଉ ତୁମ ବାପାମାଆ ନିଶ୍ଚିତ ଗର୍ବ ରେ ଛାତି କୁଣ୍ଢେମୋଟ ହେଇ ଜାଇଥିବ । ସରକାର ଏବାହାଘରରେ ଖୁସି ହୋଇ ଭାରତ ରତ୍ନ ପୁରସ୍କାର ଦେବା କଥା କାହିକିଁ ନା ଗୋଟିଏ ସୁଂଦର ବାର୍ତ୍ତା ପ୍ରଚାର କରିପାରିଲ ନହେଲେ ଆମ ବ୍ରାହ୍ମଣ ମାନେ ତ ସବୁ ବୋକା ଅଛନ୍ତି ନା।
@TapaswiniPradhan-mk7dx
@TapaswiniPradhan-mk7dx Жыл бұрын
Jati ojati kn sabu saman eita hnii problem
@Gugu7601
@Gugu7601 Жыл бұрын
Bhaskar anchor ku Bhari Maja laguchi, Nije Baha heijaa Bhasiaku
@chinmayaroul5207
@chinmayaroul5207 Жыл бұрын
ହରିଜନ
@acharyasanu3729
@acharyasanu3729 Жыл бұрын
A sukuti Ku neiki nandan kanan re chadidaba katha😮😮
@mathsexpertshib002
@mathsexpertshib002 5 ай бұрын
😅😅😅
@sanalsahoo7460
@sanalsahoo7460 Жыл бұрын
Nilu didi I miss you kebe asibo sasial re💗❤️
@minatiaryan-jk3ed
@minatiaryan-jk3ed 9 ай бұрын
Miss you Didi 🙏 😍😍😍
@jayajagannath7606
@jayajagannath7606 Жыл бұрын
ଲୋଭି .....ବୁଝିଲ
@stockmarket-cl2cr
@stockmarket-cl2cr Жыл бұрын
ଅଜାତି ନ କହି ଅନ୍ୟ ଜାତି କହିଥିଲେ ଭଲ ହେଇଥାନ୍ତା ...
@sunitapattanayak1428
@sunitapattanayak1428 Жыл бұрын
In-law's nku ajati kahi deucha puni love mrg re....wah wah
@Manasteacher
@Manasteacher Жыл бұрын
ଓଡ଼ିଆ ଭାଷା ରେ ଅ ପଦ ଲଗୀକି ହୁଏ ।ଅଜାତି,ଅନାମ,
@uddhevhm919
@uddhevhm919 Жыл бұрын
କରଣ ଅଜାତିରେ ଯାଆନ୍ତି । ସେମାନେ ବ୍ରାହ୍ମଣ ବୈଷ୍ଣବ, କ୍ଷତ୍ରିୟ , ବୈଶ୍ୟ ରେ ଆସନ୍ତନି ।
@mahesh-mohanty
@mahesh-mohanty Жыл бұрын
@@uddhevhm919 tame chopa janicha 😂 karana Kshatriya varna re asanti au vratya kshyatriya kuhanjae
@uddhevhm919
@uddhevhm919 Жыл бұрын
@@mahesh-mohanty ମୋ ନନା ଯଜମାନି କରନ୍ତି ମୋତେ ଶିଖାଅନି । କରଣ ବାହାଘର ସମୟରେ ଭଲସେ ଶୁଣିବ ପୁରୋହିତ ବର୍ଣ୍ଣ କଣ ପଢେ ? ବର୍ଣ୍ଣ ଶୁଦ୍ର ପଢାଯାଏ । କରଣ ମାନଙ୍କ ସବୁ କର୍ମ ଶୁଦ୍ର ରୀତିନୀତି ରେ ହିଁ ହୁଏ । କାରଣ ଏହା ଏକ ମିଶ୍ର ଯାତି । କ୍ଷତ୍ରିୟ ପୁରୁଷ ସହିତ ଶୁଦ୍ର କନ୍ୟା (ମହାଭାରତ) ଓ ବୈଶ୍ୟ ପୁରୁଷ ସହ ଶୁଦ୍ର କନ୍ୟା (ଧର୍ମଶାସ୍ତ୍ର) ର ସନ୍ତାନ ଙ୍କୁ କରଣ କୁହାଗଲା । ତେଣୁ ମିଶ୍ର ଜାତି କ୍ଷତ୍ରିୟ ହବା ସମ୍ଭବ ନୁହେଁ । ସେମାନେ ମିଶ୍ର ଶୁଦ୍ର ।
@ritunaik3057
@ritunaik3057 Жыл бұрын
He jagannath e pruthibi dhansa heu
@Manasteacher
@Manasteacher Жыл бұрын
ହେବ ସମୟ ଆସୁଛି
@user-pz5ez7ri5i
@user-pz5ez7ri5i Жыл бұрын
Super didi❤❤❤❤❤❤❤❤❤❤
@nrusinghabehera5394
@nrusinghabehera5394 Жыл бұрын
ଭାସ୍କର ଆଉ ଗୋଟେ ଖଭର ମିଳିଲା
@YourEntertainer123z5c
@YourEntertainer123z5c Жыл бұрын
Bhaskar plese tama reporter madam ku tike horlicks au bornvitta pebaku diaa ate sukuti kan dekha jauchii 🙄
@ambalikaburgi2348
@ambalikaburgi2348 Жыл бұрын
❤❤❤
@PintuGouda-wt7pe
@PintuGouda-wt7pe Жыл бұрын
Satre nilu dedi bahut Sundar laguchi apan serial karantu
@banojmansingh6076
@banojmansingh6076 Жыл бұрын
Karana ta Kan ajati?
@Mbjmongcartoonsbaby
@Mbjmongcartoonsbaby Жыл бұрын
ଭାସ୍କର କେନାଲ କୁ ମୋର ଆଉ ଲଭ ୟୁ ମୋର କିଛି କହିବାର ochi Mo monara katha Mo voice Mo taelnt please mam help me Mu gita ଗାଇବାକୁ ଚାହୁଁଚି please help me
@bhubaneswarchhatria2494
@bhubaneswarchhatria2494 Жыл бұрын
ଭାସ୍କର chenal 🎉 ❤ you ମୋର ଜୀବନର କିଛି ଅଭୁଲା ଶ୍ରୁତି କହିବାର ଅଛି plz help
@dehurydillip
@dehurydillip Жыл бұрын
A seketi reporter ku daka
@dipsikhamohanty1747
@dipsikhamohanty1747 Жыл бұрын
😂😊😅
@Barsha319
@Barsha319 Жыл бұрын
🤣🤣
@Techba704
@Techba704 Жыл бұрын
😂😂
@sontoshsonalipradhan2469
@sontoshsonalipradhan2469 Жыл бұрын
​@@dehurydillip😂😂😂😂
@manojnaik5563
@manojnaik5563 Жыл бұрын
I am a Indian,and a human being,search my cast.Never humiliate other cast by saying your cast as upper limit.
@thessworld
@thessworld Жыл бұрын
Don't divide humans by nationality 😑
@Manasteacher
@Manasteacher Жыл бұрын
ଅ ପ୍ରାତାୟ
@dologobindakhilar2479
@dologobindakhilar2479 Жыл бұрын
My febaraight actress nilu.small sister
@dipakgamingcarrompoolyt3697
@dipakgamingcarrompoolyt3697 Жыл бұрын
Thumbnail ta bhala banaucha audio kain clear karuna 😂
@tofanchikiduniya3964
@tofanchikiduniya3964 Жыл бұрын
Sound problem
@Venkatramanofficial123
@Venkatramanofficial123 Жыл бұрын
Tamaku kasta laguni kahikina tame pakhare sabu kichhi achhi tame jaha chahiba kinipariba,khaipariba,bulipariba samaste se sabu kariparantini
@dilipkindo5354
@dilipkindo5354 Жыл бұрын
bhai kahara interview naucha atleast tankara name lekho tagline re, people who dont watch odia serials and odia movies how would they understand whats going on, or its simply for few people who know her.. such an poor editor...@Odisha bhaskar news channel..
@anupamavlogs1499
@anupamavlogs1499 Жыл бұрын
Miss you nili
@payalpayal9510
@payalpayal9510 Жыл бұрын
ଅଜାତି ପୁଣି କଣ? ଭାରି ସିଆଣିଆ ତମେ ସବୁ ନା
Зачем он туда залез?
00:25
Vlad Samokatchik
Рет қаралды 3 МЛН
Became invisible for one day!  #funny #wednesday #memes
00:25
Watch Me
Рет қаралды 59 МЛН
gulu nani nka marriage blog 🥰 //itzjyoti//
5:47
itzJyoti
Рет қаралды 1,6 М.
Babushan Mohanty's Wish: To Star In A Film With Rachna Banerjee
8:12
Зачем он туда залез?
00:25
Vlad Samokatchik
Рет қаралды 3 МЛН