No video

ଆଫ୍ରିକା ହିନ୍ଦୁ ମନ୍ଦିର ରେ ଶିବରାତ୍ରି ପାଳିଲୁ || Celebrate maha Shivaratri in Africa

  Рет қаралды 246,289

ମୁଁ TRAVELLER

ମୁଁ TRAVELLER

5 ай бұрын

ଆଫ୍ରିକା ହିନ୍ଦୁ ମନ୍ଦିର ରେ ଶିବରାତ୍ରି ପାଳିଲୁ || Celebrate maha Shivaratri in Africa #mutraveller
My email address- labahansda97@gmail.com

Пікірлер: 892
@alekhachandramalika8155
@alekhachandramalika8155 5 ай бұрын
ଦିଦି ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ ନମସ୍କାର , ଲବ ଭାଇଙ୍କୁ ଅକୁଣ୍ଠ ଚିତରେ ଆତିଥ୍ୟ କରିଥିବାରୁ,,🌹🌹
@Musician492
@Musician492 5 ай бұрын
kzfaq.info8RfX5_DWZRM?si=sUJl0dCjA_tEPH8k
@gobindachandranayak9576
@gobindachandranayak9576 5 ай бұрын
ଏ ଭଉଣୀ କୁ ମଧ୍ୟ ଅଶେଷ ଅଶେଷ ଧନ୍ୟବାଦ୍ ,କାରଣ ସୁଦୂର ବିଦେଶ ରେ ରହିଥିଲେ ମଧ୍ୟ ଓଡିଶାର ସଂସ୍କୃତି ରଖିଛନ୍ତି
@Ramachadra3639
@Ramachadra3639 5 ай бұрын
ଯିଏ ହୃଦୟରୁ ସଂସ୍କୃତି ମାନିଲା ଯୋଉଠି ରହୁ ସନମାନ ଜ୍ୟୋଗ୍ୟ 🙏🙏🙏
@theanimal3153
@theanimal3153 5 ай бұрын
ଜୟ ଜଗନ୍ନାଥ❤❤❤ଜୟ ଓଡ଼ିଶା❤❤❤
@rameshchandrasahoo5504
@rameshchandrasahoo5504 5 ай бұрын
My best wishes to lovely sister
@Musician492
@Musician492 5 ай бұрын
kzfaq.info8RfX5_DWZRM?si=sUJl0dCjA_tEPH8k
@user-xm6ct4vo1c
@user-xm6ct4vo1c 5 ай бұрын
Bhai a bhauni amo tharu 1 km dura heba tanka Ghar
@daityaribhuyan8123
@daityaribhuyan8123 5 ай бұрын
ଏ ଭଉଣୀ ଙ୍କୁ ହୃଦୟ ରୁ ଅଭିନନ୍ଦନ, ସୁଦୂର ଆଫ୍ରିକା ରେ ମଧ୍ୟ ଓଡ଼ିଆ ସଂସ୍କୃତିକୁ ଭୁଲି ନାହାଁନ୍ତି
@pinkymishra333
@pinkymishra333 5 ай бұрын
ଦିଦି ଭଉଣୀ ପରି ଭଉଣୀ ଟିଏ,ମାଆ ପରି ଲକ୍ଷ୍ମୀ ମାଆ ଟିଏ,ମୋ ହୃଦୟରୁ ବହୁତ ବହୁତ ଧନ୍ୟବାଦ ।
@ratanlalpurty3569
@ratanlalpurty3569 5 ай бұрын
DiDi ଙ୍କୁ ବହୁତ ବହୁତ ଧନ୍ୟବାଦ, ଆମ ଲବ ଭାଇଙ୍କୁ ଏତେ ସାରା ଭଲ ପାଇବା ଦେଲେ ଏବଂ ନିଜ ଭାଇ ଠାରୁ ଅଧିକ ଯତ୍ନ କଲ, ଏତିପାଇଁ ମୁଁ ରତନ ଯାଜପୁର ରୁ DiDi ଙ୍କୁ ବହୁତ ବହୁତ ଧନ୍ୟବାଦ 🙏❤️🌹🙏❤️🌹❤️🌹
@supriyatarafdar1904
@supriyatarafdar1904 5 ай бұрын
ମୌସୁମୀ ଦିଦି ଆପଣଙ୍କୁ ଅଶେଷ ଧନ୍ଯବାଦ ....... ଭାଇଙ୍କୁ ଏତେ ସୁନ୍ଦର ଆତିଥ୍ଯ ଦେବାରୂ ଆଉ ଲବ ଭାଇ ଆପଣ ମୌସୁମୀ ଦିଦି ଙ୍କ ଘରେ ରହି ବହୁତ ଶାନ୍ତ ଲାଗୁଛନ୍ତି ଏଇଟା ସତ କଥା କହିଲେ
@DipuNaik-zt7iq
@DipuNaik-zt7iq 5 ай бұрын
ମୁଁ ଲବ ଭାଇଙ୍କର 206 ଟି ଯାକ video ଦେଖିଛି । ଗୋଟେ ବି ଛାଡ଼ିନି । ସେଥିପାଇଁ ଲବ ଭାଇ ଙ୍କ ପାଇଁ ଗୋଟେ like ହେଇଯାଉ ❤ । ଜୟ ଶ୍ରୀ ରାମ । 🚩🚩 I love you laba Bhai for ever ,
@DipuNaik-zt7iq
@DipuNaik-zt7iq 5 ай бұрын
Thank so much Laba Bhai , Mora comment ku like କରିଥିବାରୁ ।
@rabinarayanbhoi8295
@rabinarayanbhoi8295 5 ай бұрын
ବହୁତ ବହୁତ ଧନ୍ୟବାଦ ଭଉଣୀ ଲବକୁ ସାହାଯ୍ୟ କରିଥିବାରୁ
@gobindachandranayak9576
@gobindachandranayak9576 5 ай бұрын
ଜଗନ୍ନାଥ ନିଶ୍ଚୟ ସେ ପୁଅକୁ ଭଲ ମଣିଷଟିଏ କରିବେ , ସଦାସର୍ବଦା ତା'ର ପାଖେ ପାଖେ ରହିବେ
@Musician492
@Musician492 5 ай бұрын
kzfaq.info8RfX5_DWZRM?si=sUJl0dCjA_tEPH8k🎉
@vloggerbulunayak
@vloggerbulunayak 5 ай бұрын
ସେ ଦିଦିଙ୍କୁ ଦେଖିକି ଖୁସି ଲାଗୁଚି ଆମର ସଂସ୍କୃତି ଆଉ ପରମ୍ପରା କୁ ଭୁଲି ନାହାନ୍ତି ❤❤❤❤
@hrudanandasankhua5824
@hrudanandasankhua5824 5 ай бұрын
ମହାଶିବରାତ୍ରୀ ରେ ଅନେକ ଅନେକ ଶୁଭେଚ୍ଛା ଶୁଭକାମନା ଲବ ଭାଇ ଲବ ଭାଇ ଭିଡ଼ିଓ ବହୁତୁ ଭଲ ଲାଗିଲା ଲବ ଭାଇ ସବୁବେଳେ ଖୁସିରେ ରୁହ Love you Laba Bhai ❤️❤️❤️❤️❤❤️️️️️️️ଜୟ ଜଗନ୍ନାଥ 🙏 ଜୟ ଶ୍ରୀ ରାମ 🙏 Good bless you 👍
@pahadsuperior5650
@pahadsuperior5650 5 ай бұрын
ଦିଦି ଓ ଭାଇ ଙ୍କୁ ବହୁତ ବହୁତ ଧନ୍ୟବାଦ, ଲବ କୁ host କରି ଆପଣ ମାନେ ଅତିଥି ଚର୍ଚ୍ଚା କରିଥିବାରୁ, ଭାଇ ଯଦି ଅଫିସ କାମରୁ time କାଢି, ଲବଙ୍କୁ time ଦେଇଥିଲେ ଆହୁରି ଖୁସି ଲାଗିଥାନ୍ତା
@Musician492
@Musician492 5 ай бұрын
kzfaq.info8RfX5_DWZRM?si=sUJl0dCjA_tEPH8k
@barishabayarproduction4042
@barishabayarproduction4042 5 ай бұрын
❤❤❤❤
@barishabayarproduction4042
@barishabayarproduction4042 5 ай бұрын
❤❤❤❤
@ramakanta4485
@ramakanta4485 5 ай бұрын
Mausumi celebrity heigala ree . She is nice & sweet woman .looking like an honest and beautiful owmen with simplicity life.u should be open a youtube channel ,then we all are enjoying every moment at keniya.carry on,God bless u helping owmen
@sudammarndi123
@sudammarndi123 5 ай бұрын
ଦିଦି ତୁମକୁ ବହୁତ ବହୁତ ଧନ୍ୟବାଦ ଭାଇଙ୍କୁ ସାହାଯ୍ୟ କରିଥିବାରୁ🌹🌹👍🙏
@Tikilifestyle
@Tikilifestyle 5 ай бұрын
Happy Mahashibaratri 🙏🙏🙏ଭଉଣୀ ତୁମକୁ ବହୁତ ବହୁତ ଧନ୍ୟବାଦ ସତରେ ବିଦେଶ ରେ ରହିମଧ୍ୟ ସବୁ ସଂସ୍କୃତି କୁ ମାନୁଛ ଲବଭାଇ ଙ୍କୁ ମଧ୍ୟ ସାମିଲ କରିଲ 🙏🙏🙏🙏
@Sipun2002
@Sipun2002 5 ай бұрын
ଲବ ଭାଇ ମୁଁ ଦିଦିଙ୍କ ପଡୋଶୀ ଗାଁ ଅନ୍ତରା ରୁ । Best wishes for ur Africa journey 🎉
@munahembram9610
@munahembram9610 5 ай бұрын
Aamo LABA BHAI Ku Othiti Chorcha Korithibaru...🙏🙏🙏 Otithi Seba Debo Bhobo🙏 DIDI Pai Like Please...👍👍👍
@Musician492
@Musician492 5 ай бұрын
🎉kzfaq.info8RfX5_DWZRM?si=sUJl0dCjA_tEPH8k
@user-xm6ct4vo1c
@user-xm6ct4vo1c 5 ай бұрын
Amo Ada iswarpur bhauni ku bahuta bahuta thank you lab Bhai ku nija Bhai bhabi tanka Katha bujhuchanti khaiba tharu neai rahiba jaea sabu care karuchanti ❤
@judhisthiranaik2503
@judhisthiranaik2503 5 ай бұрын
ଶୁଭ ଶିବରାତ୍ରୀର ଶୁଭ ହାର୍ଦ୍ଧିକ ଅଭିନନ୍ଦନ ଓ ଶୁଭେଚ୍ଛା 🌺ଭିଡ଼ିଓ ଦେଖି ବହୁତ ମଜା ଲାଗିଲା l
@nahasonlofi8728
@nahasonlofi8728 5 ай бұрын
2:17 କେବଳ ଯେ ଗୀତା ସମ୍ବନ୍ଧରେ ଜ୍ଞାନ ଦେବା ତାହା ନୁହେଁ,କିନ୍ତୁ ପ୍ରତ୍ୟେକ ଧର୍ମ ଶାସ୍ତ୍ର ସମ୍ବନ୍ଧରେ ମଧ୍ୟ ଜ୍ଞାନ ଦେବା ଆବଶ୍ୟକ ଯାହା ଦ୍ବାରା ସେ ଭଲ ମନ୍ଦର ପ୍ରଭେଦ ମଧ୍ୟ ବୁଝି ପାରିବ।❤❤❤
@gkdgaming9219
@gkdgaming9219 5 ай бұрын
Tu kie be chal sala baibel au koran re kichhi nahi sabu managadha lekha heichi😂
@Musician492
@Musician492 5 ай бұрын
kzfaq.info8RfX5_DWZRM?si=sUJl0dCjA_tEPH8k
@Dk_deogarh
@Dk_deogarh 5 ай бұрын
Thik kahichonti
@dxbapikumar2563
@dxbapikumar2563 5 ай бұрын
Right 👍
@SharatChandraDas-cm8ey
@SharatChandraDas-cm8ey 5 ай бұрын
ଭଗବତ୍ ଗୀତା ଠାରୁ ବଡ଼ ଶାସ୍ତ୍ର କିଛି ନାହିଁ।
@BuluToday
@BuluToday 5 ай бұрын
ଧନ୍ୟବାଦ ଦିଦି ବିଦେଶରେ ରହିଲେ ମଧ୍ୟ ଆମର ସଂସ୍କୃତି କୁ ରଖିଛନ୍ତି
@pintusubudhi244
@pintusubudhi244 5 ай бұрын
ହର ହର ମହାଦେବ ଜୟ ଶ୍ରୀ ରାମ ଲବ ଭାଇ ଙ୍କୁ ମହାଦେବ ଭଲରେ ରଖନ୍ତୁ ଜୟ ଜଗନ୍ନାଥ
@Ramachadra3639
@Ramachadra3639 5 ай бұрын
ମନ୍ଦିର ଖୁବ ସୁନ୍ଦର ଲାଗିଲା, ଆଉ କେନିଆ ରେ ତ ପ୍ରାୟ ସବୁ ମିଳୁଛି ଆଉ ଏତେ ଦିନ ପରେ ଗୋଟେ ଘର ମାହଲ ଭାତ ଡାଲି ତରକାରୀ ଖାଇବା ଦେଖିକି ଖୁସି ଲାଗିଲା ନହେଲେ ତ ଖାଲି ଇଞ୍ଜରା ଖାଇଖାଇ ଦେହ ଖରାପ କରୁଥିଲ!!
@kulamanipatra
@kulamanipatra 5 ай бұрын
🙏ଶୁଭ ଶିବରାତ୍ରି 🙏ଭାଇ ମୁଁ ବାଲେଶ୍ବର ରୁ ଆପଣଙ୍କ ଭିଡିଓ ଦେଖୁଛି 💐 ଭଉଣୀ ଙ୍କୁ ବହୁତ ବହୁତ ଧନ୍ୟବାଦ୍ 💐
@kumarajayofficial
@kumarajayofficial 5 ай бұрын
ଦିଦିଙ୍କୁ ମୋ ତରଫରୁ ଧନ୍ୟବାଦ, ଲବ ଭାଇଙ୍କୁ , ଓଡ଼ିଶାର ସୁଆଦିଆ Sweet ଖାଦ୍ୟ ରୋଷେଇ କରି ଦେଉଥିବାରୁ ଆପଣଙ୍କୁ ବହୁତ ଅଭିନନ୍ଦନ ❤❤❤❤❤
@LabaJani-fl9ec
@LabaJani-fl9ec 5 ай бұрын
Love from Nabarangapur district happy Shiva ratri
@LNDancer786
@LNDancer786 5 ай бұрын
ଲବ ଭାଇ ଆଉ ମୌସୁମୀ କୁ ଶିବ ରାତ୍ରି ଉପଲକ୍ଷେ ଅଭିନନ୍ଦନ .
@asisdash4466
@asisdash4466 5 ай бұрын
ସତରେ ଏ ଭଉଣୀ ଙ୍କୁ ହୃଦୟ ରୁ ଧନ୍ୟବାଦ ଓଡ଼ିଆ ସଂସ୍କୃତି ପରମ୍ପରା ଭାଷା କୁ ବଞ୍ଚେଇ ରଖିଥିବାରୁ … ଜୟ ଜଗନ୍ନାଥ !!
@gobindachandranayak9576
@gobindachandranayak9576 5 ай бұрын
ଏ ଭାଇଙ୍କୁ ଅଶେଷ ଅଶେଷ ଧନ୍ୟବାଦ୍
@user-tw6pu9xs1x
@user-tw6pu9xs1x 5 ай бұрын
Rayagada Dist ru full fans
@jayhindvlogs5512
@jayhindvlogs5512 5 ай бұрын
ମନ୍ଦିର ଗୁଡାକ ବହୁତ beautyful bhai
@jagannathdwibedi909
@jagannathdwibedi909 5 ай бұрын
ଦି ଆମର ଯେମିତି ସୁନ୍ଦର ତାଙ୍କ କର୍ତ୍ତବ୍ୟ ବି ସେତିକି ସୁନ୍ଦର😂
@prasantarout3863
@prasantarout3863 5 ай бұрын
Bahut badhia mandira bhai Jay jagannath Jay sambhu Jay Sita Ram
@dhyansoren
@dhyansoren 5 ай бұрын
Didi ku chali chalan sanskar salute.
@akshaya602
@akshaya602 5 ай бұрын
ଦିଦି ଏବଂ ଭିଣେଇ ଙ୍କୁ ପ୍ରଥମେ ନମସ୍କାର। ଵହୁତ ଭଲ ଲାଗିଲା ଦିଦି ଭିଣେଇକଂର ବ୍ୟଵହାର।
@surendranathmishra5433
@surendranathmishra5433 5 ай бұрын
ଶିଵରାତ୍ରିର ଅଭିନନ୍ଦନ ଓ ଶୁଭେଚ୍ଛା।ଖୁସିଲାଗିଲା,ହିନ୍ଦୁମାନଙ୍କର ଆରାଧ୍ୟଦେଵତା,ମହାପ୍ରଭୁଜଗନ୍ନାଥ ଙ୍କ ପ୍ରତି ଗଭୀର ଭକ୍ତି ଓ ଶ୍ରଦ୍ଧା ଦେଖି।TheBhagbatGeeta❤ z one of the most reveredHinduScripture containing LordKrushna's "vanee",the doctrine,ie the precept of living a life on earth of all ages.🎉🙏🙏🙏🧤🧤ଅନେକ,ଅନେକ ଧନ୍ୟଵାଦ ଭାଇ।
@dasarathimohapatra618
@dasarathimohapatra618 5 ай бұрын
ଆଫ୍ରିକାର ମନ୍ଦିର ନିର୍ମାଣ ଶୈଳୀ ବହୁତ ଭଲ ଲାଗିଲା, ଭିଡିଓ ଟି ବହୁତ ସୁନ୍ଦର ଲାଗିଲା, ଜୟ ଜଗନ୍ନାଥ,
@chumbakpadhan3311
@chumbakpadhan3311 5 ай бұрын
👍ଧନ୍ୟବାଦ ଆଫ୍ରିକା ବିଷୟରେ ଅନେକ କିଛି ଜାଣି ବାକୁ ପାଇଲି
@user-kc5yr3wf5q
@user-kc5yr3wf5q 5 ай бұрын
ଏହି ଦିଦି ଙ୍କୁ ବହୁତ ବହୁତ୍ ଧନ୍ୟବାଦ୍ ଲବ ଭାଇଙ୍କୁ ଆପ୍ରିକାର ଶିବ ମନ୍ଦିର ଦର୍ଶନ କରାଇ ଥିବାରୁ...🚩🚩🚩🙏
@Matimorasathi
@Matimorasathi 5 ай бұрын
ଲବ ଭାଇ ଯେତେ ସରଳ ସେ ଭାଇ ଭଉଣୀ ବି ସେମିତି ବହୁତ୍ ସରଳ.... ଏଥିରୁ ଆମେ ଶିଖିବା କଥା ଯେ ଭଦ୍ର ଆଉ ନମ୍ର ଲବ ଭାଇ ବୋଲି ତାଙ୍କୁ ବି ସେମିତି ଭାଇ ଭଉଣୀ ଟିଏ ମିଳିଲେ ଆଉ ସୁନ୍ଦର୍ ଅଥିଥି ଚରଚା କଲେ।। ତେବେ ସମସ୍ତେ ଏମିତି ସରଳ ରୁହନ୍ତୁ ଆଉ ଦେଶ ବିଦେଶରେ ଥିବା ଆମ ଓଡ଼ିଆ ଭାଇଙ୍କ ନିକଟକୁ ଯିବାକୁ ଚେଷ୍ଟା କରନ୍ତୁ ।।
@sumantachandrakantahembram2654
@sumantachandrakantahembram2654 5 ай бұрын
Right
@SRIKANT_91
@SRIKANT_91 5 ай бұрын
Didi nku bahut bahut dhanyawad bahare rahile b odisha culture jama ru bhuli nahanti a vdo dekhila pare odia boli proud fill hauchi jaha hau mahaprabhu Jagannath samasta nku bhala re rakhantu 🙏🙏
@upendrabeja7145
@upendrabeja7145 5 ай бұрын
ବହୁତ ବହୁତ ଧନ୍ୟବାଦ ଆମ ଭାରତୀୟ ସଂସ୍କୃତି ଆମେ ଦେଖି ପାରୁଚୁ ଭାଇ ତୁମ ପାଇଁ
@Singdharani113.Youtuber
@Singdharani113.Youtuber 5 ай бұрын
ଦିଦି ଓ ଭାଇ ଙ୍କୁ ମୋର ବହୁତ ବହୁତ ଧନ୍ୟବାଦ. ଲବ ଭାଇ
@bikashbasantadas6767
@bikashbasantadas6767 5 ай бұрын
ସୁନ୍ଦର ଲାଗିବା ସହିତ ଶାନ୍ତି ବି ଲାଗୁଚି ଯେ ସବୁଦିନ ଭିଡିଓ ଆସୁଛି । ଟ୍ରାଭେଲ ବ୍ଲଗ ର ମଜା ହିଁ ଅଲଗା । ଲାଗୁଛି ଯେମିତି ଆମ ସହିତ ହିଁ ଘଟୁଛି ।
@hemantabahera8047
@hemantabahera8047 5 ай бұрын
ଆଫ୍ରିକା କେନିୟା ର ଓଡ଼ିଆ ଫେମିଲି Happy Fameli Life ମହାଶିବରାତ୍ରି ର ଅଭିନନ୍ଦନ,, ଜୟ ଜଗନ୍ନାଥ ଜୟ ପଞ୍ଚସଖା ଧନ୍ୟବାଦ୍ ❤❤❤❤❤❤❤❤❤❤❤❤❤❤❤❤❤
@hemantabahera8047
@hemantabahera8047 5 ай бұрын
Thanks 👍❤️
@kalandipradhan1169
@kalandipradhan1169 5 ай бұрын
Didi nku ases ases dhanyavaad o namaskar bhagaban sabu bele bhalare Rakhithantu, jay jagarnnath🙏🙏
@oty6413
@oty6413 5 ай бұрын
କିଏ କିଏ ଚାହୁଁଛ ଲବ ଭାଇ Tenge Tenge କୁ ବି ମିଶିକି ଆସୁ ଭଳି 😂
@devilsworld744
@devilsworld744 5 ай бұрын
Next level comment 😂😂😂
@oty6413
@oty6413 5 ай бұрын
@@devilsworld744 tq😂
@David_darshan
@David_darshan 5 ай бұрын
@charlesdavidvlogs
@stylistboy7630
@stylistboy7630 5 ай бұрын
Bhai mu bi chahunchi
@Adivlogger2.0
@Adivlogger2.0 5 ай бұрын
Bahut ଚାହୁଁଛୁ ଯେ ମିସିବେ କି ନାହି
@odishasounds7662
@odishasounds7662 5 ай бұрын
ସେ ଭଉଣୀ କି ମୋ ତରଫରୁ ଜୟ ଜଗନ୍ନାଥ❤❤
@spmom2602
@spmom2602 5 ай бұрын
Jay Jagannath
@user-sb9yj9im4b
@user-sb9yj9im4b 5 ай бұрын
ଦିଦି ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ୍ ଲବ ଭାଇଙ୍କୁ ସାହାଯ୍ୟ କରିଥିବାରୁ
@durjannundruka9257
@durjannundruka9257 5 ай бұрын
ଦିଦି ଙ୍କୁ ବହୁତ୍ ବହୁତ୍ ଧନ୍ୟବାଦ୍ ଏତେ ଭଲ ସୁଫର୍ଟ,
@rajadakua446
@rajadakua446 5 ай бұрын
ଲବ ଭାଇ ଙ୍କ ଭିଡିଓ କିଏ କିଏ ଦେଖୁଛ like କର
@dillipkumarmurmu
@dillipkumarmurmu 5 ай бұрын
Laba Bhai jaharge jeman apirkare napayrege tahenme
@Ekambabandparty
@Ekambabandparty 5 ай бұрын
Nahi Bhai ame kia dekhunu 😂
@4.0_Gaming
@4.0_Gaming 5 ай бұрын
Like karna jaruri hai kya 😂😂😂😅😅😂😅❤😂❤❤😅
@sidhantnayak78777
@sidhantnayak78777 5 ай бұрын
Ame Video ku Like karibu😂😂
@4.0_Gaming
@4.0_Gaming 5 ай бұрын
@@sidhantnayak78777 Nehi Boh toh Nehi Kya
@nirmalchandramalik1161
@nirmalchandramalik1161 5 ай бұрын
ଭାଇ, ବହୁତ ଭଲ ଲାଗିଲା..... ଭଗବାନ ତୁମର ମଙ୍ଗଳ କରନ୍ତୁ।
@sunshinemeryrashmi3738
@sunshinemeryrashmi3738 5 ай бұрын
Aji ra vdo t bohut bhala lagila.Specialy Mousumynku dekhi se bohut sanskari jhia tie very simple👌👌👌
@bikashmohapatra8135
@bikashmohapatra8135 5 ай бұрын
Thanks Mr Laba Hasda for your long traveling experience. Thanks to your Odisa sister.
@anupamadas6512
@anupamadas6512 5 ай бұрын
ଅନେକ ଅନେକ ଶୁଭେଚ୍ଛା ଲବ । ଝିଅ କୁ ମଧ୍ୟ ଅନେକ ଅନେକ ଶୁଭେଚ୍ଛା ଓ ଧନ୍ଯବାଦ । ବାହାରେ ରହି ମଧ୍ୟ ଓଡିଶା ର ସଂସ୍କୃତି ବଜାଇ ରଖିଛନ୍ତି ।
@Duryodhon2022
@Duryodhon2022 5 ай бұрын
ଦିଦି ଙ୍କୁ ଆପଣ ଙ୍କୁ ବହୁତ ବହୁତ ଧନ୍ୟବାଦ 🙏🙏🙏ଜୟ ଜଗନ୍ନାଥ ଦିଦି
@bhagirathimohapatra3604
@bhagirathimohapatra3604 5 ай бұрын
ଆମ ଓଡ଼ିଆ ଭଉଣୀଙ୍କୁ ଅନେକ ଅନେକ ଧନ୍ୟବାଦ 🙏 ଓଡ଼ିଆ ପରମ୍ପରା କୁ ମାନୁଥିବାରୁ👍
@amarendragiri9833
@amarendragiri9833 5 ай бұрын
Bahut sunder bahut bhala lagila bhauninku bahut dhanyavad Jay jagannath 🙏🙏
@alpanasatapathy9639
@alpanasatapathy9639 5 ай бұрын
Jaha heu bhauni nku bi salute...kenya re rahiki bi siva ratri palana karuchanti....wahh...bhauni wahh
@sandipzeevlog
@sandipzeevlog 5 ай бұрын
ଭାଇ ମୁଁ ଆପଣଙ୍କ ସବୁ vlog ଦେଖି... ଆପଣଙ୍କ କଥା ବହୁତ ସୁନ୍ଦର...
@angelnainaandsusy6031
@angelnainaandsusy6031 5 ай бұрын
Bahut sundar lagila ki Odia jhia kenya re b odia culture ku saiti chanti... feeling happy...lava bro u r really hero 🥰🥰👍👍👍🥳🥳🥳🥳💐
@sureshpuhansurya845
@sureshpuhansurya845 5 ай бұрын
Love you Laba bhai ❤❤ bahut badhia Video quality
@binodkumar-px7ld
@binodkumar-px7ld 5 ай бұрын
ଲବ ଭାଇ,ଆଉ ଭୋଉଣୀକୁ ମୁଁ ପ୍ରଥମେ ଅସେସ୍ ଅସେସ୍ ଧନ୍ୟବାଦ
@user-tw6pu9xs1x
@user-tw6pu9xs1x 5 ай бұрын
Thank you for supporting madam
@pradeepkumardas7987
@pradeepkumardas7987 5 ай бұрын
ଭଉଣୀଙ୍କୁ ଅନେକ ଅନେକ ଧନ୍ୟବାଦ୍
@sumatijena3638
@sumatijena3638 5 ай бұрын
ଝିଅ ଟି କୁ ଧନ୍ୟବାଦ।ଶାଢ଼ୀ ଆଜି ବି ପିନ୍ଧୁଛି
@anukampadash3328
@anukampadash3328 5 ай бұрын
Awesome vlogs & jai jagannath & awesome temple & beautiful murti & enjoy trip
@mihirparida6474
@mihirparida6474 5 ай бұрын
ସବୁଠୁ ବଡ କଥା ସେ ଝିଅ ତା ପୁଅ ସହିତ ଆଫ୍ରିକାରେ ଓଡ଼ିଆରେ କଥା ହେଉଛି।
@kariahembram3216
@kariahembram3216 5 ай бұрын
ଜୟ ଜଗନ୍ନାଥ ସ୍ଵାମୀ ନୟନ ପଥଗାମୀ ଭବତୁମେ🎉🎉🎉
@H.bhai_Reshma_Miku_creations
@H.bhai_Reshma_Miku_creations 5 ай бұрын
ଯାହା ବି କୁହ ,, ଦିଦିକୁ ମାନିବାକୁ ପଡ଼ିବ .. ହୃଦୟରୁ ବହୁତ ଧନ୍ୟବାଦ ❤
@GopalMunda-ln6hi
@GopalMunda-ln6hi 5 ай бұрын
ବହୁତ ଭଲ ଲାଗିଲା ଏହି video ଦେଖି
@ashokmohanty684
@ashokmohanty684 5 ай бұрын
Jay Jagannath
@pabitramohandandia274
@pabitramohandandia274 5 ай бұрын
ବହୁତ ଭଲ ହେଇଚି ଭିଡ଼ିଓ ❤
@karunakarasing
@karunakarasing 5 ай бұрын
Hay. Loba bhai. Happy siva ratri Nice. Video
@LakhpatiSabar
@LakhpatiSabar 5 ай бұрын
ଲବ ଭାଇ ଙ୍କ ଭିଡିଓ କୁ ବହୁତ୍ ଜୋର୍ ରେ ଲାଇକ କର share କର subscribe କର କମେଣ୍ଟ କର jai ଜଗନ୍ନାଥ ଜ୍ଜୟ ଶ୍ରୀ ରାମ love you bhai
@ajaykumarmajhi1358
@ajaykumarmajhi1358 5 ай бұрын
Bohut sundar ❤❤❤
@pradeshbaral6976
@pradeshbaral6976 5 ай бұрын
ଆବୁ ଧାବି ଆସିଲେ କହିବ ଭାଇ ମୁଁ ଏବେ ଆବୁ ଧାବି ରେ କହିବେ ମୁଁ ମନ୍ଦିର ପାଖରେ ରହେ ❤❤❤ ଅଟି ସୁନ୍ଧର ଭିଡିଓ ହୋଇଛି ❤❤ ଜୟ ଜଗନ୍ନାଥ
@Manoj_ku_express
@Manoj_ku_express 5 ай бұрын
Didi bahut sundar sobubele khushi 😁😁😁
@SamirMaharana-pd1ol
@SamirMaharana-pd1ol 5 ай бұрын
ଭଉଣୀ କୁ ଓଡ଼ିଆ ହୋଇ । ଆଫ୍ରିକାରେ ଅଛନ୍ତି। ବହୁତ ଖୁସୀ ଲାଗିଲା ❤❤❤❤।
@samyaranjanmurmu5102
@samyaranjanmurmu5102 5 ай бұрын
Nice video
@ratnakarbhatra12
@ratnakarbhatra12 5 ай бұрын
Very nice video
@gajendraprasadsahu703
@gajendraprasadsahu703 5 ай бұрын
Bahut sundar video..hindu mandira ra saundajya dekhi mana santusta hela... thank you ♥️♥️
@snggobindadns63
@snggobindadns63 5 ай бұрын
Very nice ❤
@rabirajkumarhansdah
@rabirajkumarhansdah 5 ай бұрын
Har Har Mahadev
@GaneshtuduOfficial
@GaneshtuduOfficial 5 ай бұрын
ଲବ ଭାଇ ଭଲ ଲାଗିଲା ❤❤❤ଧନ୍ୟବାଦ୍ ଭାଇ
@user-xe1zt
@user-xe1zt 5 ай бұрын
Bhai bahuta khusi laguchhi odi a jhia sethare achhi ❤ Jay Jagannath🙏
@DharniDharJaypuria-tq8gp
@DharniDharJaypuria-tq8gp 5 ай бұрын
Very good dada
@naraharisahoo4893
@naraharisahoo4893 5 ай бұрын
Good bhauni amara bahut bhala laba ku bhala treat kale..ama ghara chhatrapur (kalasuni,duguria) mu labara bada fan.. thank you so much mu janibaku paili bhauni amara ama Goan pakhara au kenya re rahuchanti bhala lagila 🙏🙏
@Suryakanta0123
@Suryakanta0123 5 ай бұрын
ଗଂଜାମ ଜିଲ୍ଲାରୁ ଦିଦି ଙ୍କୁ ବହୁତ୍ ବହୁତ୍ ଧନ୍ୟବାଦ୍ ଲବ ଭାଇ ଙ୍କୁ ବି ବହୁତ୍ ସାରା ଭଲ ପାଇବା ❤❤
@cutebabyaradhyavlogs7730
@cutebabyaradhyavlogs7730 5 ай бұрын
ଭାଇ ବହୁତ୍ ଭଲ ଲାଗିଲା ❤❤ ଆଜି ଦିଦିଙ୍କ ପାଇଁ Africa ରେ ମନ୍ଦିର ଯାଇପାରିଲ ବହୁତ୍ ଭଲ ଲାଗିଲା ❤❤❤❤❤
@debabratadas4918
@debabratadas4918 5 ай бұрын
Good continue amiti vala vala video
@NandakiswarMallick
@NandakiswarMallick 5 ай бұрын
ଜୟ ଶ୍ରୀ ଜଗନ୍ନାଥ ଜୟ ଶ୍ରୀ ରାମ ବୁହୁତ ସୁନ୍ଦର ଭିଡିଓ ା ଲବ ବେଟା ଧନ୍ୟବାଦ ଏମିତି ଆମକୁ ସୁନ୍ଦର ସୁନ୍ଦର ଭିଡିଓ ଦେଖାଉଥାଅ
@SantanuDehury-gg9ko
@SantanuDehury-gg9ko 5 ай бұрын
Har..har.. Mahadev Bhai very very nice 🌹🌹🌹🌹🌹
@ratikantajena1986
@ratikantajena1986 5 ай бұрын
ମୁ ଗର୍ବିତ ଆପଣ ମାନଙ୍କ ପାଇଁ ବନ୍ଦେ ଉତ୍କଳ ଜନନୀ 🙏
@daktarnaik3883
@daktarnaik3883 5 ай бұрын
Har har mahadev🙏🙏
@RAJA__PODH
@RAJA__PODH 5 ай бұрын
🙏ଜୟ ଜଗନ୍ନାଥ 🙏
@LNDancer786
@LNDancer786 5 ай бұрын
ମୌସୁମୀ ଆମ ପାଖ ପିଲା ଲବ ଭାଇ . ତାଙ୍କୁ ଭଲକି tried କରିବୁ . ଆଉ ଘରକୁ ଆସିଲେ ଦେଖା କରିବୁ . ❤
@susantkumarbhuyan320
@susantkumarbhuyan320 5 ай бұрын
Thanks to our didi for maintaining our culture ❤❤🎉🎉in out......
@user-xe1zt
@user-xe1zt 5 ай бұрын
Excellent place Very Nice ❤
@MamataPradhan-fg1uq
@MamataPradhan-fg1uq 5 ай бұрын
Om namah shivay loba bhai always God bless you bhai❤❤❤❤❤❤
@madhusmitapradhan2235
@madhusmitapradhan2235 5 ай бұрын
Mausumi bahut vala au helping nature ra
@spmom2602
@spmom2602 5 ай бұрын
Didi mote contact kara
@madhusmitapradhan2235
@madhusmitapradhan2235 5 ай бұрын
No de
@madhusmitapradhan2235
@madhusmitapradhan2235 5 ай бұрын
To no, nahin
@madhusmitapradhan2235
@madhusmitapradhan2235 5 ай бұрын
Tu India bahare Jai rahuchhu
@madhusmitapradhan2235
@madhusmitapradhan2235 5 ай бұрын
Tote dekhi bahut khusi lagila
Can This Bubble Save My Life? 😱
00:55
Topper Guild
Рет қаралды 50 МЛН
小蚂蚁被感动了!火影忍者 #佐助 #家庭
00:54
火影忍者一家
Рет қаралды 54 МЛН
ISSEI & yellow girl 💛
00:33
ISSEI / いっせい
Рет қаралды 18 МЛН