No video

ପ୍ରକୃତି ମୋ ପୁଅକୁ ଡିଭୋର୍ସେ ପାଇଁ କହୁଥିଲା, ମୋ ବୋହୂ ଆଉ କେତେଦିନ ସହିଥାନ୍ତା: ଅପରାଜିତା

  Рет қаралды 4,850,741

Prameya News7

Prameya News7

2 жыл бұрын

ପ୍ରକୃତି ମୋ ପୁଅକୁ ଡିଭୋର୍ସେ ପାଇଁ କହୁଥିଲା, ମୋ ବୋହୂ ଆଉ କେତେଦିନ ସହିଥାନ୍ତା: ଅପରାଜିତା
#PrameyaNews7 #News7 #OdishaNews
Prameya News7, is a leading Odia News Channel of Odisha,India. Prameya News7 provides Fair, Unbiased news from Odisha and beyond.
For latest Odisha News Follow us:
Website: www.prameyanews...
KZfaq: / prameyanews7odia
Twitter: / news7odia
Facebook: / news7odia
Instagram: / prameyanews7
Playlists-
Nua Jibana Nua Asha: • Nua Jibana Nua Asha | ...
ଶୁଣ...ଶୁଣ...ଶୁଣ: • Video
Explore Odisha: • Explore Odisha
Breakfast Odisha: • Breakfast Odisha News7
Maganna Oligi • Video
Biswas Abiswas Andhabiswas: • Biswas Abiswas Andhabi...
Digital Special Stories: • Digital Special Stories
Daffa | Crime Stories: • Daffa | ଅନ୍ଧବିଶ୍ୱାସ ଅନ...
Jollywood Jalwa: • ଧଉଳି ହିରୋ ଗୌର ଦାସଙ୍କ ମ...
Face To Face: • Face To Face

Пікірлер: 2 100
@Chandanmishra.Lyrical
@Chandanmishra.Lyrical 2 жыл бұрын
ଶାଶୁ ହବ ତ ଏମିତି. Heartly Salute u mam 🙏🏻😊
@anitabhoi9411
@anitabhoi9411 2 жыл бұрын
Shashu nuhen maa satare 🙏🙏
@prafullabarik1030
@prafullabarik1030 2 жыл бұрын
Good maa🙏🙏
@kabitasahu2076
@kabitasahu2076 2 жыл бұрын
@@prafullabarik1030 u
@prakasaswain1341
@prakasaswain1341 2 жыл бұрын
Bhai gote hatare Tali bajane
@Doctor_buddy7801
@Doctor_buddy7801 2 жыл бұрын
Yeah
@budhiramnahak3209
@budhiramnahak3209 2 жыл бұрын
ତୃପ୍ତିର ସାହାସିକତା ପାଇଁ ଧନ୍ୟବାଦ. ଏହିପରି ଜଣେ ନାରୀ ଆଉ ଜଣେ ନାରୀ କୁ ସାବଡ କରିବା ଉଚିତ
@sujitpanda1749
@sujitpanda1749 2 жыл бұрын
କଣ କଲୁରେ ପ୍ରକୃତି ଛଡା ମିଶ୍ର , ଦେବୀ ଭଳିଆ ମାଁ ଙ୍କ ଆଖିରେ ଆଖିରେ ଲୁହ ଦେଇଦେଲୁ , ତୁ କେବେବି ଶାନ୍ତି ରେ ରହିପାରିବୁନି , ତୋ ଜୀବନ ନର୍କ ହେଇଯିବ ।
@sangarmsamal634
@sangarmsamal634 2 жыл бұрын
Crt
@adgamer2655
@adgamer2655 2 жыл бұрын
😭😭ଏ ଯୁଗରେ ଏମିତି ଶାଶୁ ଟିଏ ଭଗବାନ ସମସ୍ତ ଙ୍କୁ ଦିଅନ୍ତୁ
@debrajsamal7701
@debrajsamal7701 2 жыл бұрын
ଯେତେ ହେଲେ ଫିଲ୍ମ୍ ରେ ଯେମିତି ସତରେ ମଧ୍ୟ ତମେ ସେମିତି ଭଗବାନ୍ ସବୁ ବେଳେ ତମକୁ ଖୁସିରେ ରଖନ୍ତୁ ଅପରାଜିତା madam 🥺🥺🥺❤️❤️❤️🙏🙏
@biswadebbehera6871
@biswadebbehera6871 2 жыл бұрын
Real..man Apana
@tanmayeemahapatro3411
@tanmayeemahapatro3411 2 жыл бұрын
Right 👍
@namitamahanta9861
@namitamahanta9861 2 жыл бұрын
Right, mam
@neyarkumar514
@neyarkumar514 2 жыл бұрын
Right 👍
@bishnuimissumaa4972
@bishnuimissumaa4972 2 жыл бұрын
ଆଜି କାଲି ଦୁନିଆଁ ରେ ବୋହୁ କୁ suport କରୁଥିବାରୁ ଖୁସି ଲାଗୁଛି 🌹ଧନ୍ୟବାଦ medam 👍👍
@mahidas863
@mahidas863 2 жыл бұрын
Thik but mo sasu hi mo ghara bhangi dele.
@bishnuimissumaa4972
@bishnuimissumaa4972 2 жыл бұрын
@@mahidas863 dharjya dhara didi
@rkiranaparida
@rkiranaparida 2 жыл бұрын
@@mahidas863 Kichhi dina apekhya Kara bhauni sabu thik heijiba
@preetypriya_sp
@preetypriya_sp 2 жыл бұрын
@@mahidas863 sasu ki sasu bhalia dekhile amiti heba,maa pari thare Dekha
@sumitshahoo5203
@sumitshahoo5203 2 жыл бұрын
Your great mom and mother in law i selut mem
@pramilapadhi2039
@pramilapadhi2039 2 жыл бұрын
ଆପଣଙ୍କ ହୃଦୟ ଏତେ ମହାନ୍ ଏତେ ଭଲ ଆଜି କାଦୁନିଆରେ ବୋହୁକୁ ଏତେ ଭଲ ପାଇବା ଦେଖି ମୋପାଟିରେ ଧନ୍ୟବାଦ ଦେବାକୁ ଭାସାନାହି ଭଗବାନ ଆପଣଙ୍କୁ ବହୁତ ସକ୍ତିଦିଅନ୍ତୁଏତିକିମୋରପପ୍ରାଥନା🙏🙏🙏
@firoznayak5101
@firoznayak5101 2 жыл бұрын
ସତରେ Reel ରେ ଜେମିତି real ରେ ବି ସେମିତି wowo❤️❤️ ସତରେ କ'ଣ କହି ଆପଣଙ୍କୁ ପ୍ରସଂଶା କରିବି ମୋ ପାଟିରେ ଶବ୍ଦ ନାହିଁ 🙏🙏🙏
@meenasethiexpress4774
@meenasethiexpress4774 2 жыл бұрын
ବାଡେ଼ଇଲେବି କିଛି ଭୁଲ କରିନି ତୃପ୍ତି ଏଦୁନିଆଁ କୁ ଗୋଟେ ଭଲ ମେସେଜ ଦେଲା ଧନ୍ୟବାଦ 🙏🙏🙏ମାଆ
@melisha4236
@melisha4236 2 жыл бұрын
Right
@patitakumarchoudhury9855
@patitakumarchoudhury9855 2 жыл бұрын
ପ୍ରକୃତ ଆପଣ ମହାନ ଅପରାଜିତା ମାଡାମ , ସତ କୁ ସମ୍ମାନ ଦେଇ ଏ ବୟସରେ ନିରେପେକ୍ଷ ଭାବେ ସାମ୍ବାଦିକ ଙ୍କ ପ୍ରଶ୍ନ ର ଉତ୍ତର ଦେଉଛନ୍ତି 🙏🙏🙏
@ridi5086
@ridi5086 2 жыл бұрын
Correct
@krishtv6390
@krishtv6390 2 жыл бұрын
Right
@mrbitu801
@mrbitu801 2 жыл бұрын
Correct you are right
@spongebobinhindi2586
@spongebobinhindi2586 2 жыл бұрын
Right
@sabitabiswal1405
@sabitabiswal1405 2 жыл бұрын
llllllllllllllllpll@@mrbitu801 llll
@subasinipahi3607
@subasinipahi3607 2 жыл бұрын
ସତରେ ଟିକି ଅପା ଆପଣ ବହୁତ ମହାନ,🙏 ସଚୋଟ ରେ ରହିଛନ୍ତି ବୋଲି ଓଡିଶା ଲୋକ ଆପଣଙ୍କ ପକ୍ଷରେ, ତୃପ୍ତି ଦିଦି କୁ ନ୍ୟାୟ ମିଳିବ ।🙏
@trailokyanathnayak9766
@trailokyanathnayak9766 2 жыл бұрын
ଅପରାଜିତା ଭଳି ମା' ପାଇଁ ଆମେ ଗର୍ବିତ। ସେଭଳି ମା' କୁ ମୋର🙏🙏
@Trueloveyouth
@Trueloveyouth 2 жыл бұрын
ସତରେ ଅପରାଜିତା ଅପା ଆପଣଙ୍କ ଭଳି ମା ଆଉ ଶାଶୁ ପାଇଁ ବାବୁସାନ ଆଉ ତୃପ୍ତି ଭାଉଜ ଧନ୍ୟ ବାବୁସାନ ଆପଣଙ୍କ ଭଳି ମା ଆଉ ତୃପ୍ତି ଭାଉଜ ଭଳି ପତ୍ନୀ ପାଇ କେମିତି ପ୍ରକୃତି କଥାରେ ଯାଉଛନ୍ତି
@baikunthabehera3971
@baikunthabehera3971 2 жыл бұрын
Mind it .stree and premika dal me muchhkala he
@bapnunans5367
@bapnunans5367 2 жыл бұрын
。?
@manoranjankisan8385
@manoranjankisan8385 2 жыл бұрын
ନିଜ ଘର କଥା ଭାବୁନ
@asabraaj7520
@asabraaj7520 2 жыл бұрын
ମାୟା ରେ ବାୟା 😄😄😄
@HR_motivation341
@HR_motivation341 2 жыл бұрын
ପୁଅ କୁ ସୁଧାରିବା କୁ ଯାହା ଗୋଟେ ମା ର କର୍ତ୍ତବ୍ୟ ସେ କରିଛନ୍ତି,,, ଏଠି ଜଣେ ସୁପର ଷ୍ଟାର ନୁହେଁ ଜଣେ ମାଆ ର ସ୍ୱର ସୁଭୁଛି🙏
@baikunthabehera3971
@baikunthabehera3971 2 жыл бұрын
Agaku anek dhursya baki acchi.plese wait
@biswajitpradhan6209
@biswajitpradhan6209 2 жыл бұрын
Pura thik
@sknmusicofficial8863
@sknmusicofficial8863 2 жыл бұрын
ଯେତିକି ମେଡିଆ ଭାଇ, ଓଡ଼ିଶା ପୋଲିସ ଆଉ ଯେତେ ଆମୋ ଓଡ଼ିଶା ର ସବୁ ବୁଦ୍ଧିଜୀବୀ ସମସ୍ତେ ଅପରାଜିତା ମାଡାମଙ୍କ ଠୁ ଶିଖରେ, ନ୍ୟାୟ କଣ ଆଇନ କଣ। really u r great mamm. Talented, inteligent, brilliant & sharp mind. I salute u mamm.
@akshayakumar8712
@akshayakumar8712 2 жыл бұрын
ଆଜିକାଲି ଦୁନିଆରେ ବୋହୂର ପାରିବ ,ବୋହୂକୁ Support କରୁଥିବାରୁ ବହୁତ୍ ଖୁସୀ ଲାଗିଲା mam ji 🙏🙏🙏🙏🙏 , ଆପଣଙ୍କର ପରିବାର ପୁଣି ଥରେ ଏକାଠି ହୋଇଯାଉ ମୁ ପ୍ରଭୂ ଜଗନ୍ନାଥ ଙ୍କ ପାଖରେ ପ୍ରଥାନ କରୁଚି ଜୟ ଜଗନ୍ନାଥ 🙏🙏🙏🙏🙏
@niranjannayak5969
@niranjannayak5969 2 жыл бұрын
ସମସ୍ତ ଝିଅକୁ ଏମିତି ଗୋଟିଏ ଗୋଟିଏ ଶାଶୁ ମିଳିବା ଦରକାର ।ସମାଜକୁ ଦିଗ୍‌ଦର୍ଶନ ଦେଉଥିବା ଏପରି ମହିୟସୀ ମହିଳାଙ୍କୁ ଧନ୍ୟବାଦ ।🙏
@nitishpanda4498
@nitishpanda4498 2 жыл бұрын
Sashu sala ea michha kahuchi are babushan ra recent videos dekhe kn kahichi
@commonman159
@commonman159 2 жыл бұрын
@@nitishpanda4498 Babushan return Kariba...Sabu bhul bujhiki byasta huani ...hela ...
@nitishpanda4498
@nitishpanda4498 2 жыл бұрын
@@commonman159 jadi tume sabu bujhucha then amiti cmt kn pain kala ta maa michha khuchi ta stree kn adu sadu gapuchi tume kuha gote hata re kn tali baje
@nitishpanda4498
@nitishpanda4498 2 жыл бұрын
Then prakruti ku kn pain blame kara hauchi sala odia industry ta aeithi pian agkau badhi paruni
@jessicapradhanjessi3492
@jessicapradhanjessi3492 2 жыл бұрын
Good👍
@sahoosarbeswar1624
@sahoosarbeswar1624 2 жыл бұрын
ମା ହେବତ ଏମିତି ଧନ୍ୟବାଦ madam 🙏🙏🙏🙏🙏
@sanghamimitra3252
@sanghamimitra3252 2 жыл бұрын
Right
@jaganswainswain9879
@jaganswainswain9879 2 жыл бұрын
You are right bhai
@live.with_asima802
@live.with_asima802 2 жыл бұрын
Thik kahichhanti
@prasantpadhi6613
@prasantpadhi6613 2 жыл бұрын
@@sanghamimitra3252 🙏🙄zz,zz,🙏🙏🙏🙏🙏🙏🙏🙏🙏🙏🙏🙏🙏👍🙄
@Duryodhon2022
@Duryodhon2022 2 жыл бұрын
🙏🙏🙏🙏🙏🙏🙏🙏🙏🙏
@rakeshkumarsahoo5707
@rakeshkumarsahoo5707 2 жыл бұрын
ସେ ଏତେ real ଭଲ ବୋଲି ବୋଧ ହୁଏ ସେଦିନ ' ମା ପରି କିଏ ହବ ' ଆଉ ' ରକତ ଚିଂହିଛି ନିଜର କିଏ ' ଦେଖିଲା ପରେ ମୋ ଆଖିରୁ ଲୁହ ବାହାରିଥିଲା,
@kuchu1234
@kuchu1234 2 жыл бұрын
ମନ୍ମଥ ବାବୁ ଏବେ ଟିକେ ଝିଅ କୁ ନେଇ ଅନ୍ତାକ୍ଷରି ହେଉ ଆଉ ପତାଳି ବି .... 😜😜😜😜
@statuesyouthclub7705
@statuesyouthclub7705 2 жыл бұрын
ଅପରାଜିତା ମାଆ ଙ୍କ ପରି ଶାଶୁ ସମସ୍ତଙ୍କୁ ମିଳୁ 🙏🙏🙏
@sriaurobindoashram7473
@sriaurobindoashram7473 2 жыл бұрын
ବହୁତ ଭଲ ଆପଣ ଅପରାଜିତା ମହାନ୍ତି ।
@sahootapan2996
@sahootapan2996 2 жыл бұрын
The statement from a mother for protecting his son such precious things that they don't want's her Daughter to defame, such a great MoM for our Nation
@saitulasibandichhor4343
@saitulasibandichhor4343 2 жыл бұрын
ସତରେ ଶାଶୁ ମା ତୁମକୁ ଧନ୍ୟବାଦ୍ 🙏🏼
@user-uf3so2jf7r
@user-uf3so2jf7r 2 жыл бұрын
ପ୍ରକୃତି କୁ ଆହୁରି ମାଡ଼ ଦରକାର. ଧନ୍ୟ ମନ୍ମଥ ବାବୁ. ମଣିଷ ଭଳି ବିଚାର କରିବେ.
@mrunikeandheartkiller9399
@mrunikeandheartkiller9399 2 жыл бұрын
ପ୍ରକୃତି କୁ 👊✊🤛🤜👋🦶✋🦵 ଦରକାର।
@bikashgaming1438
@bikashgaming1438 2 жыл бұрын
Aji kalika jhia ...pura gua Ghia.
@sangarmsamal634
@sangarmsamal634 2 жыл бұрын
Prakriti ku goithha chapuda darkar
@lizaraninayak9270
@lizaraninayak9270 2 жыл бұрын
ଆପଣଙ୍କ ପରି ଶାଶୁ ସମସ୍ତଙ୍କୁ ମିଳନ୍ତୁ, ଆପଣ ନିଜ ପୁଅର ଦୋଷ ନ ଘୋଡେଇକି ବୋହୂକୁ ସାହସ ଦେଉଛନ୍ତି କି ନିଜ ପରିବାର ସଜାଡ଼ିବାକୁ, ବୋହୁତ ବୋହୁତ ଧନ୍ୟବାଦ୍ ଆପଣଙ୍କୁ ମ୍ୟାମ
@activeusers9641
@activeusers9641 2 жыл бұрын
ଯାହା ବି ହେଉ ଦୁହି ଙ୍କର ଭୁଲ ଅଛି। ଗୋଟେ ହାତରେ ତାଲି ବାଜେ ନାହିଁ। ତୁମ ପୁଅ ବି ସୁନା ମୁଣ୍ଡା ନୁହେଁ ଯେ ଖାଲି ଅନ୍ୟ ଉପରେ ଦୋଷ ଦେବ । ବାକି ଯାହା ବି ହେଉ ବୋହୂ ସପକ୍ଷରେ ଥିବାରୁ ଜଣେ ଦାୟିତ୍ୱବାନ ମା ଏବଂ ଶାଶୁ ର ପରିଚୟ ଦେଇଛନ୍ତି 👏👏 ।
@yukti75
@yukti75 2 жыл бұрын
ହେ ଭଗବାନ୍ ସବୁ ଝିଅ ଙ୍କୁ ଏମିତି ଶାଶୁ ମିଲୁ please 🙏🙏🙏🙏🙏😭😭😭😭😭
@odiamummyrojina
@odiamummyrojina 2 жыл бұрын
ଭଗବାନ୍ କି ଶାଶୁ ଆପଣ ଅପରାଜିତା madam 🙏🙏🙏❤️❤️ ସେ ଝିଅ କଛି ପୁଣ୍ୟ କରିଥିବେ ନିଶ୍ଚିନ୍ତ, ଯେ ଆପଣଙ୍କ ଭଳି ଶାଶୁ ପାଇଛନ୍ନ୍ତି 😘😘
@cuttackvlog4472
@cuttackvlog4472 2 жыл бұрын
ସେ ପ୍ରକୃତି ମିଶ୍ର ମାଳି ସାହି ପଠେଇ ଦେବ ଦରକାର ଏତେ ସୁନ୍ଦର ଘର ଟାକୁ ଭାଙ୍ଗି ଦେଲ! 😭😭😭😭😭
@nelarinayak2534
@nelarinayak2534 2 жыл бұрын
Right
@sangarmsamal634
@sangarmsamal634 2 жыл бұрын
Crt
@videodhamaka1775
@videodhamaka1775 2 жыл бұрын
Hnn bhai
@Fiftyshadesoffood
@Fiftyshadesoffood 2 ай бұрын
Pura thik.ta parika aahuri bi bahut jhia asigaleni ebe market ku
@_Dream_IAS_
@_Dream_IAS_ 2 жыл бұрын
କଳାକାର ମାନଙ୍କ କଥା କୁ ବିଶ୍ୱାସ କରିବା ବହୁତ୍ କଷ୍ଟ , କାନ୍ଦିବା ବଡ଼ କଥା ନୁହେଁ ସେ ମାନଙ୍କ ପାଇଁ
@khirodhchhatria2259
@khirodhchhatria2259 2 жыл бұрын
I watched your many movies where you have given justice to everyone and also in real life. I like your decision and proud as a fan.love you mam🙏
@sambalpurigana507
@sambalpurigana507 2 жыл бұрын
ଧନ୍ୟବାଦ ମାଁ ❤️❤️❤️❤️❤️😥😥😥❤️❤️❤️
@hariharmohanty8551
@hariharmohanty8551 2 жыл бұрын
ଆପଣ ମାମ ଠିକ କହିଛନ୍ତି ।ମନ୍ମଥ ବାବୁ ଆପଣ ଭଲ ଭଜନ ଗାଉଛନ୍ତି ଝିଅକୁ ସୁଧାରିବାକୁ ଚେଷ୍ଟା କରନ୍ତୁ ଭଲ ହେବ
@MSJVLOGS22
@MSJVLOGS22 2 жыл бұрын
ଆପଣଙ୍କୁ ଭଗୋବାନ ଭଲରେ ରୋଖନ୍ତୁ,ଆପୋଣ ଗୋଟେ ଭଲ ମା ଆଉ ଭଲ ଶାଶୁ
@shrushtisetu8148
@shrushtisetu8148 2 жыл бұрын
ଓଡ଼ିଶା ର ସବୁ ମା ଅପରା ଜିତା madam ଙ୍କ ପରୀ ହେବା ଉଚିତ୍ u r a great mother ନମସ୍କାର 🙏🏾ଯାଉ ସ୍ବାମୀ ମାନେ କି ଯୋଉ ବାପ ପର ନାରୀ ସାଙ୍ଗେ ବାହାରେ ବୁଲିବ ଏମିତି ମାଡ ଖାଇବ ଆଉ ଅନ୍ୟ କିଛି ବିକଳ୍ପ ନାଇଁ ❤️
@iam_baisakhi
@iam_baisakhi 2 жыл бұрын
Every mother in law should be like this.. Her heart is of gold.
@payalpriyadarshinidalai1127
@payalpriyadarshinidalai1127 2 жыл бұрын
Hann
@sarojkandulna2223
@sarojkandulna2223 2 жыл бұрын
Pagal
@kairabehera
@kairabehera 2 жыл бұрын
Tamaku bi milu
@statuesyouthclub7705
@statuesyouthclub7705 2 жыл бұрын
ମୋତେ ଲାଗୁଛି ଅପରାଜିତା ମାଆ 🙏 ଠିକ୍ କହିଛନ୍ତି👍 ଭଗବାନ୍ ତାଙ୍କ ପରିବାର କୁ ସଜାଡି ଦିଅନ୍ତୁ 🙏🙏🙏
@mkpradhan2750
@mkpradhan2750 2 жыл бұрын
ଆରେ ଭାଇ ମାନେ 😭 ସାଧାରଣ ତ୍ ଜାଣିବା କଥା ଝିଅ ଚାହିଁଲେ ପୁଅକୁ କ୍ଷଣ କ ରେ ବର୍ବାଦ କରିଦେବ ମୋ ମତ ରେ ୧୦୦% ରୁ ୯୫% ଭୁଲ୍ ପ୍ରକୃତି ର ପ୍ରକୃତି ର ତାଣ୍ଡବ 😂😂
@swatimalick9895
@swatimalick9895 Жыл бұрын
Mam apana boutu vhala ❤love you mam 😘😍💝😻😍
@Erik-zl1hh
@Erik-zl1hh 2 жыл бұрын
ଆପଣଙ୍କ ବାବୁସାନ ଅପଣଙ୍କ କୋଳ କୁ ଫେରି ଆସୁ 🙏🙏
@chandansukla9500
@chandansukla9500 2 жыл бұрын
No
@medicalknowledge8755
@medicalknowledge8755 2 жыл бұрын
@@chandansukla9500 u mean to say Garva bhitarku pasijau May I right
@suchismitasahoo431
@suchismitasahoo431 2 жыл бұрын
Right
@umakantapradhan9739
@umakantapradhan9739 2 жыл бұрын
Babusan ku prathame mada darakar
@mognaamonaaa1491
@mognaamonaaa1491 2 жыл бұрын
ମନ୍ମଥ ବାବୁ କୁଆଡେ ଗଲେ ଏତେବେଳକୁ ଲୁଚିଲେ ହେବକି ଆସ ଆସ ଝିଅ ବିଷୟ ରେ ସଫେଇଦିଅ
@srutiranimohanty4270
@srutiranimohanty4270 2 жыл бұрын
Hn right nija re bhul achi but kahuni se manath Mishra but eathi se babusan re bi bhul achi se nije nija maa manuchanti but au gote chance diajiba
@pabi94
@pabi94 2 жыл бұрын
Manmath babu doing kirtan in Parthan TV, his daughter doing kirtan in others house.
@rajashreedas707
@rajashreedas707 2 жыл бұрын
Se esabu Katha ku ignore kare kahila na.safei kana daba.jhia Ra muhan badhe deichanti, kahichanti ja sabu toka nku emiti ---- kariki national artist hebu aau paisa kaneibu...
@viraltube8728
@viraltube8728 2 жыл бұрын
hau jauchi tame b asa bichara kariba
@Supriya002
@Supriya002 2 жыл бұрын
@@pabi94 Tanku Bahar Kari Deichi Channel Bala...
@madhupujhari8571
@madhupujhari8571 2 жыл бұрын
You r great mother in low..👍👍Apanaka Pari sasu samastanku Milu🙏🙏
@s.jchanel8198
@s.jchanel8198 2 жыл бұрын
ଏଠି ବହୁତ ଦୋଷ ବାବୁ ସାନକଂର ରହୁଛି ।ମା, ବାପା ଓଡିଶାର ଏତେ ବଡ଼ କଳାର ତାଙ୍କର ସମ୍ମାନ ଅଛି ।ଖୁନ କଲା ବାବୁ ସାନ ।ଏକା ହାତରେ ତାଳି ବାଜିବନି ।ମା ଆଗରେ ପୁଅ ଯେତେ ଦୋଷ କଲେ ମା ଚାପି ଦେଉଛନ୍ତି ।ଏ ସିନ୍ ଦେଖିଲେ ମନେ ହେଉଛି ଫିଲ୍ମ ମା ମମତା
@charulatamalik4773
@charulatamalik4773 2 жыл бұрын
Right
@gggg-su1lm
@gggg-su1lm 2 жыл бұрын
You are a really a good person.....Every mother in law should be like u.....Proud of u...
@Parthasutar
@Parthasutar 2 жыл бұрын
ସେ ଭଳି ଝିଅ ବିଷ କନ୍ୟା ଏମିତି ବି ଯେତେ ଖରାପ ଶବ୍ଦ ନାହିଁ ତାକୁ କହିବାକୁ
@chuchutvpiyush.9570
@chuchutvpiyush.9570 2 жыл бұрын
Chee chee kukuri muhi taku dekhile janpade Bollywood re bi se semiti Paso thiba thuuuu...
@mrunikeandheartkiller9399
@mrunikeandheartkiller9399 2 жыл бұрын
ଘୁଷୁରି ନହେଲେ କାଉ ସେ ପ୍ରକୃତି ମିଶ୍ର
@sumitramalik1226
@sumitramalik1226 Жыл бұрын
Au gote Katha sashu heba ta amiti 🙏🙏🙏🙏👍👍👍👍👍👍👍🙏🙏🙏 se prakruti ku au tike mada darkar thila Kam heigala 🙏🙏🙏
@gumancharanjena
@gumancharanjena 2 жыл бұрын
ଅପରାଜିତା ମାଡାମ...... Its very crucial time..... ଏବେ କାହାର ଭୁଲ, କାହାର ଠିକ, ଦେଖିବା ସମୟ ନୁହେଁ...... ପ୍ଲିଜ଼ understand the situation....... ସବୁ ଭୂଲ ବାବୁସାନଙ୍କ ଉପରେ ଲଦି ଦିଅନ୍ତୁନି ..... Please don't destroy him.....l've watched all the videos in social media about ur family..... Only u can do something.......ବୋହୁ ମା ଙ୍କୁ ବି ବୁଝାନ୍ତୁ..... ଏ ପରିସ୍ଥିତିରେ ମନକୁ ନ ପଚାରି ବିବେକ କୁ ପଚାରନ୍ତୁ...... କଣ କରିବା ଉଚିତ.... କାଲିର ବାବୁସାନ ସୁନାମୁଣ୍ଡା ଥିଲା, ଆଜି କେମିତି ଏତେ ଖରାପ ହେଇଗଲା.......କାହାକୁ pressure ଦେଇ ନିଜର କରି ହୁଏନି..... ମଣିଷ ମାତ୍ରେ ଭୁଲ ଅଛି....ସେଇ ଭୁଲ କୁ ଧରି ବସି କଣ ସବୁକିଛି ନଷ୍ଟ କରିଦେବା ? Please ଏମିତି କରନ୍ତୁନି.... ଆପଣ ପରା ଆମମାନଙ୍କର ଆଦର୍ଶ !!! Please, ସବୁ ଅତୀତକୁ ଭୁଲି ଯାଆନ୍ତୁ, ନହେଲେ ସମାଧାନ ହେଇ ପାରିବନି...... କେହି କାହା ଉପରେ ସନ୍ଦେହ ରଖନ୍ତୁନି...... ନହେଲେ ଏ "ସନ୍ଦେହ "ଶବ୍ଦଟି ସବୁ ବର୍ବାଦ କରିଦେବ !!! Madam..... ମୁଁ ଏଇଥି ପାଇଁ କହୁଛି, ମୁଁ ଜୀବନକୁ ବହୁତ ନିକଟରୁ ଦେଖିଛି..... ବେଳେବେଳେ ଜୀବନରେ ଏମିତି ଝଡ ଆସେ, ଆଉ ମଣିଷକୁ ଏମିତି ଜାଗାକୁ ନେଇଯାଏ, ସେ କେବେ ବି ଭାବି ନ ଥାଏ..... ତେଣୁ, ଏଠି ଦୋଷ କାହାର ନାହିଁ, ସବୁ ପରିସ୍ଥିତି ର ! ଥରେ ଖାଲି ଭାବନ୍ତୁ, କାଲି ଏମିତି ନ ହେଉ, ରାଇମୋହନ sir ଙ୍କ ପରି ବାବୁସାନ ଙ୍କୁ ଆମେ ହରେଇ ନ ଦେଉ !!! 😭😭😭 ବୋହୁ ମା ଙ୍କୁ ବୁଝାନ୍ତୁ, ଏଯାଏ କିଛି ହେଇନି, ଜୀବନରେ ଏମିତି ଝଡ ଅନେକ ବାର ଆସିଥାଏ ! ସବୁ ଘାତ ପ୍ରତିଘାତ ସହି, ଆଗକୁ ବଢ଼ିଯିବାର ମାନେ ତ ହେଉଛି "ଜୀବନ" !!!👌
@jyotirmayeebarik837
@jyotirmayeebarik837 2 жыл бұрын
Right. Sandeha sabu nasta karideba
@Sonalispeaks
@Sonalispeaks 2 жыл бұрын
ଅପରାଜିତା ମାଡାମ ଙ୍କୁ 🙏🙏 . ମା ଆଖିର ଲୁହ ସବୁ କିଛି କହିଦେଉଛି । ଏମିତି ଶାଶୁ ସବୁ ଝିଅଙ୍କୁ ମିଳନ୍ତା କି 😢 , । ସେ ଯୋଉ ଲୋକଗୁଡ଼ା ସେ ବଦମାସ ଅପ୍ରାକୃତିକ ମିଶ୍ର ର ସପୋର୍ଟ ନେଉଥିଲେ ଏଟା ଟିକେ ଦେଖନ୍ତୁ। ସେ ସମସ୍ତେ ମିଛ କହିପାରନ୍ତି କିନ୍ତୁ ମା' ଟି ମିଛ କହେନି। ତା' ବ୍ୟତୀତ ,ସେ ହିରୋଶାନ କ'ଣ କୁନି ଛୁଆ , ଜାଣିପାରୁନଥିଲେ କିଛି !! କୋଉ ବିବାହିତା ସ୍ତ୍ରୀ ଟା ନିଜ ସ୍ୱାମୀର ଗାର୍ଲଫ୍ରେଣ୍ଡକୁ ନିଜ ଘରେ ଦେଖି ସହିବ ????
@sudarsansahoo3331
@sudarsansahoo3331 2 жыл бұрын
O
@sudarsansahoo3331
@sudarsansahoo3331 2 жыл бұрын
🔊 moo 🔛
@rajendradalei8483
@rajendradalei8483 2 жыл бұрын
Aparajita nka asali name ta kan janichhanti jadi tike kahibe ta ethi. Babushan ra asali name padaku asila 1/2 years hela. Khokabhai nka gote 25 barsa tala program re e toka geeta gaithila aau video ta 2 barsa hela YT re asichhi
@29studios35
@29studios35 2 жыл бұрын
ଏ ମା ର ଲୁହ, ପ୍ରକୃତି ମିଶ୍ର କୁ ବାରବାଦ୍ କରିଦେବ …
@swatibhole4161
@swatibhole4161 2 жыл бұрын
Se already barbad heigalani
@manojsahoo1105
@manojsahoo1105 2 жыл бұрын
ପ୍ରକୃତି କାହିଁକି ଖରାପ ? ବାବୁଶାନ କାହିଁକି ନୁହଁ ? ବାବୁଶାନ ତ ଭଲପାଇ ବାହା ହୋଇଥିଲେ ପୁଣି କାହିଁକି ପ୍ରକୃତି କୁ ଭଲ ପାଇଲେ ,? ଏଣୁ ଏଇଥି ପାଇଁ କେବଳ ବାବୁଶାନ ହିଁ ଦାୟୀ
@swetaacharyaom8330
@swetaacharyaom8330 2 жыл бұрын
Apa we all r there with you.please don't worry. Pray God everything will be fine.
@madhusmitamohapatra1768
@madhusmitamohapatra1768 2 жыл бұрын
As a mother I can understand how much painful it is when your child is trapped. Babusan has a great career and entire Orissa is standing with him.
@moksh121
@moksh121 2 жыл бұрын
Jetiki bhul prakriti ra setiki bhul babu ra bhi, se jadi nije thik thanta, tahele taku kahi ki kiye blackmail kariibaku jiba, se kichi na kichi karithiba boli hi daruthila na
@madhusmitamohapatra1768
@madhusmitamohapatra1768 2 жыл бұрын
@@moksh121 manisa matre bhul aachi. Nobody is perfect in this world, but to blackmail someone for his mistake is a crime. I think Prakruti now must stay away from Babusan if she’s not characterless. Nijara personality thile emiti para ghara bhangi na thanta se.
@baikunthabehera3971
@baikunthabehera3971 2 жыл бұрын
CHADAPATRA OR PREMIKA
@moksh121
@moksh121 2 жыл бұрын
@@madhusmitamohapatra1768 jaha bhi hau tali di hatharu hi baje, khali prakriti ku blame karile habani, babusan nije bi responsible nuha, tara kn nija family prati kichi responsibilities nathila ki, se setiki nathila boli aaji emti jhia sahita fasigala. Mu kahuni ki prakruti bhala jhia ta boli tara bhi bhul, gote jhia heiki au gote jhia ra ghara barbaad karila jouta bahut hi bada bhul
@chinmayee4181
@chinmayee4181 7 ай бұрын
Babusan cheater
@rasmitapanda4222
@rasmitapanda4222 2 жыл бұрын
Every mother in law should be like u. I am great fan of u
@hemantakumarnayakhemantaku8142
@hemantakumarnayakhemantaku8142 2 жыл бұрын
ମୁଁ ଖୋଲା କଥା କହୁଛି ଯିଏ ବିବାହିତା ପୁରୁଷକୁ କହେ ବିବାହ😁 କରିବାକୁ ସେ ଆମ ଓଡ଼ିଆରେ କୁହନ୍ତି ସେ ଗୋଟେ ବେଧେଇ ଯେ ପର ପୁରୁଷ ପାଖରେ ଶୋଇ ବାକୁ ଚାହ୍ନେ ବାବୁସାନ ତୁମ ମା କଥା ମାନ 🙏🙏🙏🙏
@hrushikeshnag3267
@hrushikeshnag3267 2 жыл бұрын
Very good,Aparajita Madam.You talk nicely.Take step to make free your child from drink.
@akashbehera3908
@akashbehera3908 2 жыл бұрын
ଓଡ଼ିଆ ସିନେମା ର legend ଏବଂ ବୁଝାସୁଝା ମଣିଷ lv u mam 💟
@luckythegamer1968
@luckythegamer1968 2 жыл бұрын
ତୁମେ ଶାଶୁ ନୁହେଁ, ତୁମେ ମା ।ତୁମ ଭଳି ଶାଶୁ ସମସ୍ତଙ୍କୁ ମିଳୁ ।👍👍👍
@akhilsongs9421
@akhilsongs9421 2 жыл бұрын
U r great..mam..really what we had seen u in odia movie ..and we praise u..today we feel great about ur role in this situation..as a mom andin law..
@ChhabilaMunda
@ChhabilaMunda 2 жыл бұрын
Such Main Aap Mahan, Medam 🙏
@itsme-sm5vu
@itsme-sm5vu 2 жыл бұрын
ହଇରେ ବେହିଆ ପୁଅ Maa କୁ e ପରିଣତ ବୟସରେ କଷ୍ଟ ଦଉଛୁ ତୋ ମୁହଁକୁ ku ଟିକେ laja ନାହିଁ
@sakbehura
@sakbehura 2 жыл бұрын
Mam ଆପଣ ସାଧାରଣ ନାରୀ ନୁହନ୍ତି... ଦେବୀ ଆପଣ
@rakeshpradhan7654
@rakeshpradhan7654 2 жыл бұрын
Paduka nei mundare mara
@tezz7385
@tezz7385 2 жыл бұрын
@@rakeshpradhan7654 🤣🤣🤣
@Seungbini_927
@Seungbini_927 2 жыл бұрын
@@rakeshpradhan7654 har maa apne bachho k liye devi hoti h... Aur maa ka aasirvaad as paduka lene ka mauka mile toh koi kyuu chhodega ..... So don't spread hate here.... Jaake uss Prakruti ka gaaooo.. idhar nhii
@rakeshpradhan7654
@rakeshpradhan7654 2 жыл бұрын
@@Seungbini_927 Agyan apana nara na nari mu janini Kintu mu kaha ku support bi karuni eithi Kintu Jaya sahu Atyanta bhaba biholo hei jou lekhichanti taha Kan thik emiti Hele sabu deba Debi heijibe
@Seungbini_927
@Seungbini_927 2 жыл бұрын
@@rakeshpradhan7654 first of all..... I m also a mother of my 1 year baby boy.... N i can understand wht she is going through..... Nd second thing is loko maane jadi taanku setiki maanuchonty as devi... Then she has also given her entire career to this ollywood industry to entertain us... Tavi toh log utna ijjat de rahai... Sbki apni apni baat hoti h bro ... Anyway... Have a gud lyf
@rashmitabal903
@rashmitabal903 2 жыл бұрын
Best mother in law Aparajita Ma'am
@papubeherabeherapapu2445
@papubeherabeherapapu2445 2 жыл бұрын
ସବୁ କଥା ତ ଠିକ୍ ଅଛି କିନ୍ତୁ ପ୍ରକୃତି ତାଙ୍କର ଏମିତି କଣ ଭିଡିଓ ଅଛି ଯେ ବାବୁଶାନ୍ ତାଙ୍କୁ ଡରୁଛନ୍ତି
@pabi94
@pabi94 2 жыл бұрын
Example of a good mother to the whole world. We all stand behind you madam.
@amitrana5619
@amitrana5619 2 жыл бұрын
ମାଁ ର ମମତା ସବୁଠାରୁ ବଡ଼। ବାବୁ ଭାଇ ଦୟାକର। ଆମକୁ ସେହି ପୁରୁଣା ବାବୁ ଭାଇ ଦରକାର
@harikrushnapatra2537
@harikrushnapatra2537 2 жыл бұрын
Bala Bhai
@snigdha8924
@snigdha8924 2 жыл бұрын
Real woman 🙏huge respect for aparajita mam ❤️she is a very good human being 💕nd her eyes says how pure her heart is ❤️ love the core from my heart ❤️ god gives you more good health for your life time mam 🙏you are a legend 🙏💕💖
@diptiranjan7091
@diptiranjan7091 2 жыл бұрын
I respect Aparajita madam.. She has alwys been truth to the fact..
@sontoshsahoo277
@sontoshsahoo277 2 жыл бұрын
ପ୍ରଥମ କଥା ଆପଣ ଦୁଇଜଣ ଜଣେ ଭଲ ମାତାପିତା ଆଉ ଜଣେ ଭଲ ମଣିଷ ।ସାରା ଓଡିଶା ବାସୀ ଆପଣଙ୍କ ର।ଧର୍ଯ୍ଯ ରଖନ୍ତୁ ।ଭଗବାନ ଆପଣଙ୍କ ର ସବୁ ଦୁଃଖ ଦୂର କରିବେ।ଅଭିନୟ ମାଧ୍ୟମରେ ଆପଣ ଆମ ମାନଙ୍କୁ କେତେ ବାଟ ଦେଖେଇଛନ୍ତି ।ଭଗବାନ ଆପଣଙ୍କୁ ନିଶ୍ଚିତ ଭାବେ ବାଟ ଦେଖେଇବେ।
@dosomegoodwork5286
@dosomegoodwork5286 2 жыл бұрын
ପ୍ରକୃତି ମିଶ୍ର ଗୋଟେ ନାଗୁଣୀ । ଯିଏ ବାହା ହେବ ଟା ଜୀବନ ବରବାଦ କରିଦେବ। ମନ୍ମଥ ମିଶ୍ର ତମେ ଏଇ ସଂସ୍କାର ଦେଇ ଛୁଆ କୁ ବଢ଼େଇଚ ।
@sujitmajhi5545
@sujitmajhi5545 2 жыл бұрын
Prakruti Mumbai re deha byabasaya kare
@suryakantaswain8251
@suryakantaswain8251 2 жыл бұрын
ସେଈଟା ବାରରେ ମଦ ପିଏ ତାକୁ ମୋ ସା
@melisha4236
@melisha4236 2 жыл бұрын
Right
@AmitKumar-yn7kg
@AmitKumar-yn7kg 2 жыл бұрын
Right
@saumyabiswal7330
@saumyabiswal7330 2 жыл бұрын
ଆପଣଙ୍କ ପରି ମାର କୋଳରେ ଏପରି ପୁଅ କେମତି ଜନ୍ମ ନେଲା ଭାବିଲା ବେଳକୁ ବହୁତ୍ ଦୁଖ ଲାଗୁଚି
@shriyajyotipanigrahi150
@shriyajyotipanigrahi150 2 жыл бұрын
Aparajita mama...god bless always with you🙏
@sashantilatasahoo7191
@sashantilatasahoo7191 2 жыл бұрын
Mother is always 🙏🏻,,,maa kola puni Puri uthu,,Godnku dakuchhi 🙏🏻, aapananka family puni hasi uthu 😘
@ankitamohanta5499
@ankitamohanta5499 2 жыл бұрын
Every woman should be like aparajita madam🙏🙏🙏
@enalimishra1567
@enalimishra1567 2 жыл бұрын
Aparajita mam is a super mom as well as a super mother in law too... Keep it up mam..
@basantkumarpradhan3412
@basantkumarpradhan3412 2 жыл бұрын
Aparajita madam you are great..... Tripti madam and Lalit Satpathy sir also great....
@anantabarik8769
@anantabarik8769 2 жыл бұрын
You are absolutely right, mam.
@ranjitbhuyan8180
@ranjitbhuyan8180 2 жыл бұрын
ଅପରାଜିତା madam, ଉତ୍ତମ ମହାନ୍ତି,,love u both,, ଛୁଆବେଳେ ଆପଣକଂ ନା ଶୁଣିଲେ ଆମେ ଖାଇବା ପିଇବା ଭୁଲି TV ସାମ୍ନାରେ ବସି ଯାଉଥିଲୁ,, ସତରେ ଦୁନିଆ କେତେ change ହେଇଗଲା madam,,, ତଥାପି ଭଗବାନ ଙ୍କୁ ଡାକୁଛି ଆପଣକଂ family ରେ ପୁଣି ହସ ଖୁସି ଫେରିଆସୁ, ବାବୁଶାନ୍ ଭାଈ, ମୁଁ ଆପଣଙ୍କୁ personally request କରୁଛି, ଆପଣ ନିଜ ବାପା, ମା ର ଇଜ୍ଜତ କୁ ରକ୍ଷା କରନ୍ତୁ,,,, ସତରେ ଦୁନିଆ କେତେ ପରିବର୍ତ୍ତନ ହେଇଗଲା,,, ଅପରାଜିତା ମା, ଆପଣ ସତରେ ଗୋଟିଏ ସୁନ୍ଦର ମଣିଷ, ଦୟାକରି ବାବୁ ଭାଇ ଆପଣ ଏ ପରିଣତ ବୟସରେ ମା କୁ କଷ୍ଟ ଦିଅନି, ଜୟ ଜଗନ୍ନାଥ
@meenasethiexpress4774
@meenasethiexpress4774 2 жыл бұрын
ସତରେ
@gktoday296
@gktoday296 2 жыл бұрын
Ekdam satakatha
@mixcreation7929
@mixcreation7929 2 жыл бұрын
U R right
@preranashrota8166
@preranashrota8166 2 жыл бұрын
ଅପରାଜିତା madam ଆପଣ ପ୍ରମାଣ କରି ଦେଇଛନ୍ତି ଆଜି ଜଣେ ଭଲ ଅଭିନେତ୍ରୀ କେବଳ ନୁହେଁ ଆଜି ପ୍ରମାଣ କରି ଦେଲେ ଜଣେ ଭଲ maa ଆଉ ତା ଠାରୁ ଅଧିକ ଜଣେ ଭଲ ଶାଶୁ ମା
@diptimayeerout5742
@diptimayeerout5742 2 жыл бұрын
Always u r great tiki mam. U r a great maa and mother in low.we r proud of you.
@swabhimaniodia2478
@swabhimaniodia2478 2 жыл бұрын
Apana Heuchhanti Aparajita🙏 You highly justified the significance of your name by standing strong on this matter🙏 You are not only a Loving mother, All families of Odisha needs a guardian Like You🙏 Hats Offs to you Mam🙏 God will listen your and ours prayers for Sure🙏
@babu9040
@babu9040 2 жыл бұрын
ବାବୁସାନ ଭାଇ ତମେ ତମ ଘରକୁ ଫେରି ଆସ ପ୍ଲିଜ଼ ଭାଇ
@user-bikram_panda__143
@user-bikram_panda__143 2 жыл бұрын
Mu Babusaan nka big fan ହିସାବରେ kahibi je Babusaan Sir aw Trupti Mam ଏକାଠି ହୁଅନ୍ତୁ
@purnapraska9350
@purnapraska9350 Жыл бұрын
Thanks for your
@dhruvmusic2813
@dhruvmusic2813 2 жыл бұрын
ମା ପ୍ରକୃତି ସେକେଣ୍ଡ ସ୍ତ୍ରୀ ହବାକୁ କାଇଁ ଏତେ ଇଛା, ଦୁନିଆଁରେ ଏବେବି କୁଆଁରା ଅଛନ୍ତି କିଛି
@adrikayangayaseni6841
@adrikayangayaseni6841 2 жыл бұрын
Hm je bhai but. Kintu ebesya ku kia gharaku naba.... Besya malisahire bhala lage ghare nuhain
@cuttack1235
@cuttack1235 2 жыл бұрын
ନୂଆ ପିଢ଼ିଁଙ୍କ ପାଖରେ ସଂସ୍କାର ଅଭାବ କୁହାଯାଇପାରେ, ଫିଲ୍ମ ଇଣ୍ଡଷ୍ଟ୍ରି ରେ trend ଚାଲିଛି divorce and second ,third marriage ର ତ ବୋଲି କଣ short cut to success ର ଏହା ଗୋଟେ ବାଟ ନୁହେଁ ।
@niammajhi1727
@niammajhi1727 2 жыл бұрын
ଗୋଟିଏ ଜାଗୃତି ଶୁକ୍ଲା ଆଉ ଗୋଟେ ପ୍ରକୃତି ମିଶ୍ର ଓଡ଼ିଆ ସିନେମା କୁ ହଲେଇ ଦେଲେ....
@rajendrakumarbariksilu4454
@rajendrakumarbariksilu4454 2 жыл бұрын
Really Great Mother Aparajita Mohanty...🙏❤🙏
@sabyasachimohapatra3250
@sabyasachimohapatra3250 2 жыл бұрын
Mem is too strong and she is absolutely right and openly supporting Babushan and Trupti . Se bhaut hin humble ..
@cdubey1499
@cdubey1499 2 жыл бұрын
Aprajita,very good
@radharanisahoo2810
@radharanisahoo2810 2 жыл бұрын
Mam u are great ❤️
@rashmimayeepanigrahi9734
@rashmimayeepanigrahi9734 2 жыл бұрын
Thanks to aparajita mem lv u sooo much
@kalpitamarandi1178
@kalpitamarandi1178 2 жыл бұрын
You are a strong mother 🙏🙏
@binapaninaik5932
@binapaninaik5932 2 жыл бұрын
Sabu thik heijiba madam.
@kshanadamishra3990
@kshanadamishra3990 2 жыл бұрын
Madam you have proved you are really a Heroine. Every mother in law should learn from you madam. Your language your facial expression say how noble you are. 🙏🏻
@swatireddy6045
@swatireddy6045 2 жыл бұрын
Very good woman she is very lucky that ur her mother in law
@jiga1848
@jiga1848 2 жыл бұрын
You are great madam..n ur decision...you are proud to be a mother in law........ ସତରେ madam ନାରୀ କେତେଦିନ ନିର୍ଯାତନା ସହିବ..... ଆପଣ କଥା ମଧ୍ୟ ବାପା ପଣିଆ କୁ ନେଇ ବୁଝେଇବା ର ଯୋଉ ସମ୍ୟକ୍ ଜ୍ଞାନ.. ବହୁତ୍ ଗ୍ରହଣୀୟ... 🙏🏻
@jinurvf8373
@jinurvf8373 2 жыл бұрын
We will forgive babushan if he will return to right track ... We will support u.... Every person make mistakes in their life as a human being.. we have to accept our mistakes and move forward..
@prativamandal7864
@prativamandal7864 2 жыл бұрын
Yes.correct
@pabitradas7107
@pabitradas7107 2 жыл бұрын
Huge respect to aparajita madam .. She is great ....every woman should get mother-in-law like aparajita maam❤️🙏🙏
@crazykids2018
@crazykids2018 2 жыл бұрын
She told the truth as per her natural justice as a mother. She is cent percent right. Prakruthi Mishra and her family are the centre of attention of this case including Mr Babusan.
@soumyaranjanmohapatra8374
@soumyaranjanmohapatra8374 2 жыл бұрын
Aparajita mam perfect saying
Son ❤️ #shorts by Leisi Show
00:41
Leisi Show
Рет қаралды 10 МЛН
艾莎撒娇得到王子的原谅#艾莎
00:24
在逃的公主
Рет қаралды 43 МЛН
LIVE | 9 PM Prime Time | August 16, 2024 | News7 Odia
Prameya News7
Рет қаралды 55
7PM Bulletin || 16th August 2024 || Kanak News
26:49
Kanak News
Рет қаралды 16 М.
Rath Yatra 2024 | Shree Jagannath Anubhuti | Pragyan | Alankar TV
16:20
Son ❤️ #shorts by Leisi Show
00:41
Leisi Show
Рет қаралды 10 МЛН