Prasnakala Live | ବବିଙ୍କ ପାଇଁ ମିଶନ ଶକ୍ତି ଫତୁଆ | 30 May 2024 | Argus News

  Рет қаралды 264,543

Argus News

Argus News

Ай бұрын

Prasnakala Live | ବବିଙ୍କ ପାଇଁ ମିଶନ ଶକ୍ତି ଫତୁଆ | 30 May 2024 | Argus News
#ArgusNews #Prasnakala #Political #Election2024 #PranabPrakashDas #BJD #OdishaNews
Argus News is Odisha's fastest-growing news channel having its presence on satellite TV and various web platforms. Watch the latest news updates LIVE on matters related to education & employment, health & wellness, politics, sports, business, entertainment, and more. Argus News is setting new standards for journalism through its differentiated programming, philosophy, and tagline 'Satyara Sandhana'.
To stay updated on-the-go,
Visit Our Official Website: www.argusnews.in/ (Odia)
Visit Our Official Website: argusenglish.in/ (English)
iOS App: bit.ly/ArgusNewsiOSApp
Android App: bit.ly/ArgusNewsAndroidApp
Live TV: argusnews.in/live-tv/
Facebook: / argusnews.in
KZfaq : / theargusnewsodia
Twitter: / argusnews_in
Instagram: / argusnewsin
Argus News Is Available on:
TataPlay channel No - 1780
Airtel TV channel No - 609
Dish TV channel No - 1369
d2h channel No - 1757
SITI Networks HYD - 12
Hathway - 732
GTPL KCBPL - 713
SITI Networks Kolkata - 460
& other Leading Cable Networks
You Can WhatsApp Us Your News On- 8480612900

Пікірлер: 874
@gurucharansahoo9577
@gurucharansahoo9577 Ай бұрын
କେବଳ ପରିବର୍ତ୍ତନ 👍👍🙏🙏
@jeetenkuldeep1407
@jeetenkuldeep1407 Ай бұрын
ଏ ମହିଳା ଙ୍କୁ ତୁରନ୍ତ ଗିରଫ କରାଯାଉ
@vijaybehera6353
@vijaybehera6353 Ай бұрын
ଏ ମହିଳା ଙ୍କୁ କିଛି ଜଣା ନାହିଁ ୟାଙ୍କୁ ଯେଉଁ ଲୋକ ଶିକ୍ଷା ଦେଇଛି ତାଙ୍କୁ ଗିରଫ ତୁରନ୍ତ କରାଯାଉ
@RASANANDANANDI
@RASANANDANANDI Ай бұрын
@RASANANDANANDI
@RASANANDANANDI Ай бұрын
A
@RASANANDANANDI
@RASANANDANANDI Ай бұрын
❤❤
@BairiranjanMahapatra
@BairiranjanMahapatra 25 күн бұрын
😢😢😅ccc 26:49 26:49 😅​@@RASANANDANANDI
@krutibashmohanta968
@krutibashmohanta968 Ай бұрын
ଏଭଳି ଅଭଦ୍ର ମହିଲାକୁ ଯଥାଶୀଘ୍ର ଦଣ୍ଡ ଦିଆଯାଉ
@about_sanatan_
@about_sanatan_ Ай бұрын
ମିଶନ ଶକ୍ତି ର ଉପଦେଷ୍ଟା ଜେଲ ଦିଆଯାଉ❤❤
@nityanandaMohanta-xv8yc
@nityanandaMohanta-xv8yc Ай бұрын
ବିନାଶ କାଳରେ ବିପରିତ ବୁଦ୍ଧି
@user-gm3hr3eq2n
@user-gm3hr3eq2n Ай бұрын
ଗୋଟେ ଲୋକ ମୁଖ୍ୟମନ୍ତ୍ରୀ ହେଲେ BJD ବିଧାୟକ BJD ଛାଡି BJP ରେ ଯୋଗ ଦେବେ ଯିଏ ସହମତି ଅଛ like କର😢😢😢😢😢
@tusharakantabehera2587
@tusharakantabehera2587 Ай бұрын
ଭାଇ 9ଜଣ mla ଜିତିଲା ପରେ ବିଜେପି ରେ ଯୋଗ ଦେବା ପାଇଁ ପାଗ ଭିଡିଲେଣି, ଆଉ 21mla ରେଡି ହେଲାପରେ 30 mla ଦଳ ଭାଙ୍ଗିକି ଆସିବେ.
@tusharakantabehera2587
@tusharakantabehera2587 Ай бұрын
ବିଜେଡି ପାଇଁ ବହୁତ ଦୁଃଖ ର ବିଷୟ ଯେ ତାଙ୍କ ଦଳର ଅଭିଜ୍ଞ ନେତା ପ୍ରଥମେ ଦଳ ଛାଡିବାକୁ ରେଡି.
@saswatsamal9055
@saswatsamal9055 Ай бұрын
Kie bs
@tusharakantabehera2587
@tusharakantabehera2587 Ай бұрын
ସମୟ କୁ ଅପେକ୍ଷା
@maitreyaranjanpanda1384
@maitreyaranjanpanda1384 Ай бұрын
ଆରେଷ୍ଟ କର ଜଲଦି
@SibaAmsiba-id4rx
@SibaAmsiba-id4rx Ай бұрын
Bhai semana pakhare power kichhi habani😂😂😂😂😂😂
@judhisthiramohanta5862
@judhisthiramohanta5862 Ай бұрын
70 ଲକ୍ଷ SHG ମହିଳା ସଚେତନ ହେଲେ ପରିବର୍ତନ ନିଶ୍ଚିତ
@prahalladnayak5595
@prahalladnayak5595 Ай бұрын
Bhai tame thik kahicha.
@bhubancreation
@bhubancreation Ай бұрын
ବିଜେଡ଼ି ଷଡଯନ୍ତ୍ର କରି ଭୋଟ ହାସଲ କରୁଛି
@SatrughanNayak-qf1rt
@SatrughanNayak-qf1rt Ай бұрын
ମିଶନ ଶକ୍ତି ରେ ଯେଉଁ ମହିଳା ଅଛନ୍ତି ସେମାନେ ବିଜେଡ଼ି କୁ ଭୋଟ ଦେବାକୁ ବାଧ୍ୟ, ପୁରା ପୁରି ରାଜ ଖୋଲି ଦେଲେ ପାୟଲ ମାଡ଼ାମ୍, ଏବେ ଯିଏ ମିଶନ ଶକ୍ତି ର ମୁଣ୍ଡି ମାନେ ପାଣ୍ଡୁ ର ସ୍ତ୍ରୀ ଓଡ଼ିଶା ର ମହିଳାଙ୍କୁ ଡରେଇ, ଧମକେଇ ଭୋଟ ନେଉଛନ୍ତି,
@24study82
@24study82 Ай бұрын
ହାସଲ କରୁଚି ନୁହ ହାସଲ କରୁଥିଲା 25ବର୍ଷ ଯାଏ.😂😂😂😂
@bikramakishore1700
@bikramakishore1700 Ай бұрын
ସେ ମିଶନ ଶକ୍ତି କୁ ଆଗ ବନ୍ଦ କରାଯାଉ l କେବଳ ମିଶନ ଶକ୍ତି ହେଉଛି ନିଜ ସ୍ୱାର୍ଥ ପାଇଁ ମିଶନ ଶକ୍ତି ଭୋଟ ପାଇଁ କରାଯଇଛି l
@cutexxakshita4203
@cutexxakshita4203 Ай бұрын
Kahinki ledies devlop hele tmanku kharap laguchiki
@The_Story_Diary
@The_Story_Diary Ай бұрын
​@@cutexxakshita4203ladies ଙ୍କ develop ନା ଖୋଲାଖୋଲି ଧମକ୍, ଶୁଣି ପାରୁନ sayad 👎👎
@maa-bs8ng
@maa-bs8ng Ай бұрын
Misan sakti band karuchhi
@prasantapadhan8452
@prasantapadhan8452 Ай бұрын
Misan sakti band nihati Kariba darkar
@littlequeenrakhi
@littlequeenrakhi Ай бұрын
Jete ଦିନ shg ଗ୍ରୁପ୍ ରହିବ ସବୁ ଭୋଟ ଏକ ତରଫା ହେବ
@sumantakubehera5135
@sumantakubehera5135 Ай бұрын
EC ଙ୍କୁ information କରି ତୁରନ୍ତ ଗୀତାଞ୍ଜଳି ଆଉ ପାୟଲ କୁ suspend କର ନଚେତ୍ ଭୋଟ ପାଇବା କଷ୍ଟ ହେବ
@iconicindrajit3660
@iconicindrajit3660 Ай бұрын
bhai 2024 odisha election aau 2019 election bht farak achi...ethara aau kehi daeibeni,anka fake chal sabu loko bujhi sarileni
@nakusethy2856
@nakusethy2856 26 күн бұрын
000080000000 ​@@iconicindrajit3660
@soumyaranjan6709
@soumyaranjan6709 Ай бұрын
Se ମହିଳା ନୁହେଁ ପୁରା ମଇଳା ଛି
@tapankumar941
@tapankumar941 Ай бұрын
Ati sundar ☀️
@prafulapradhan7427
@prafulapradhan7427 Ай бұрын
TV😮​ @@tapankumar941
@geetaranisamal6638
@geetaranisamal6638 Ай бұрын
ପ୍ରଥମେ ସେ ମହିଳାଙ୍କୁ ଜେଲ୍ ପଠାନ୍ତୁ।
@sewanayak945
@sewanayak945 Ай бұрын
ବିଜେଡିର ବିନାଶକାଳେ ବିପରୀତ ବୁଦ୍ଧି 🙏
@pramodapradhan9257
@pramodapradhan9257 Ай бұрын
ଶଙ୍ଖର କଣ ଓଡିଶା ସରକାର ସବିଦିନିଆ ପଟା କରିନେଇଛି 😊
@rudradurga3365
@rudradurga3365 Ай бұрын
Bjd ସରକାର ସମୟର ମହିଳା କେତେ ଦୂର ଶିକ୍ଷିତ ଇଏ ତାର ନମୁନା👍
@gbnayak6121
@gbnayak6121 Ай бұрын
ଏ ମାଡାମ କୁ କଣ ପାଇ ଡିବେଟ୍ କୁ ଡାକିଛ ଇଏ ତ ନିହାତି ଅନପଢ ଗବାଲର ।
@soumyaranjan6709
@soumyaranjan6709 Ай бұрын
ଯିଏ ଏମିତି ଧମକ ଆଉ ଟଙ୍କା ଦଉଛି ତାକୁ ଅନ୍ଧାରୀ କୋଠରୀରେ ଉଚିତ୍ ଜବାବ ଦିଅ ଜନସାଧାରଣ ଆରେ ଭାଇ ୨୦୨୪ ମସିହା ହେଲାଣି ପରା
@biswajitmoharana2271
@biswajitmoharana2271 Ай бұрын
ଜୁନ 4 ରେ ବିଜେପି ସରକାର
@biswajitmoharana2271
@biswajitmoharana2271 Ай бұрын
ଡରିବାର ନାହିଂ ଏଥର ପରିବର୍ତନ
@santoshsenapati2884
@santoshsenapati2884 Ай бұрын
କେତେ ଦିନ ଆଉ ଓଡ଼ିଶାବାସୀ ମେଣ୍ଢା ଭଳି ରହିବେ ।
@santoshbehera3724
@santoshbehera3724 Ай бұрын
Aau 1400 year😂😂
@HarikrishnaGouda
@HarikrishnaGouda Ай бұрын
ଏହି ନେତ୍ରୀ କୁ ଟିକେ ଲାଜ ଲାଗିବା କଥା କିଛି ଜନିଚିକି
@jayanta6976
@jayanta6976 Ай бұрын
ପାଠ ବୋଧେ ମହିଳI ଜଣଙ୍କ ପଡ଼ି ନାହଁନ୍ତି
@bibhutibhusanpanda2301
@bibhutibhusanpanda2301 Ай бұрын
ବେଶ୍ୟାଳୟ ରେ ପଢ଼ିଛି
@sumantakubehera5135
@sumantakubehera5135 Ай бұрын
Anil Babu ତୁରନ୍ତ ECI ଙ୍କୁ ଜାଣନ୍ତୁ
@sitasahoo1303
@sitasahoo1303 Ай бұрын
କେବଳ କୋରେଇ ନୁହେଁ , ଯାଜପୁର ରେ ମଧ୍ୟ ଏମିତି ହିଁ ହେଉଛି । ଏହା ବି ଜେ ଡି ର ପ୍ରକୃତ ଚେହେରା ।ଏହି ଅଡିଓଟିକୁ ତୁରନ୍ତ ନି:କମିଶନରଙ୍କୁ ପଠାଯାଉ ।
@rajkishorebehera2194
@rajkishorebehera2194 Ай бұрын
ଏ ମୂଖ କୁ କିଏ ଡାକିଛି ଜଗନ୍ନାଥ ରାଣ ଯଦି ଦେଖା ହୁଅନ୍ତା ଦୁଇ ଚାପୁଡ଼ା ମାରିକି ମୁହଁ ବଙ୍କା କରି ଦିଅନ୍ତି
@jitendradasjd2019
@jitendradasjd2019 Ай бұрын
ଭାଇ ମୋ ମନ କଥା କହିଦେଲ
@sarojkumarkaran3995
@sarojkumarkaran3995 Ай бұрын
Beimaan BJD
@subashdas5642
@subashdas5642 Ай бұрын
ଜନ୍ମ ଆଉ ମୃତ୍ୟୁ ମଧ୍ୟରେ ଯେଉଁ ଜୀବନ ଜୀବିକା ଅଛି ତାହାର ବ୍ୟବସ୍ଥା ପାଇଁ କଣ କରିଛନ୍ତି. ଦାଦନ ଖଟିବାକୁ ଯିବା ନା ଚାକିରୀ ବିକିବା ନା ଦୁର୍ନତି କରିବା.
@sewanayak945
@sewanayak945 Ай бұрын
ୟାକୁ ବହିଷ୍କାର କରାଯାଉ 🙏
@madanmohandisari1617
@madanmohandisari1617 Ай бұрын
ପାୟଲ ମେଡ଼ାମ କୁ ଜ୍ଞାନ କମ, ନିଜର ଭୋଟ କୁ ହ୍ରାସ କରୁଛନ୍ତି, ଧନ୍ୟବାଦ ମେଡ଼ାମ ତମରି ଗର୍ବ ଗାରିମା
@sumantakubehera5135
@sumantakubehera5135 Ай бұрын
ତୁରନ୍ତ EC ଙ୍କୁ information କରନ୍ତୁ
@bijayalaxmimallick5836
@bijayalaxmimallick5836 Ай бұрын
ଏ ଖବର ECI କୁ ତୁରନ୍ତ ପଠାଯାଇ କାର୍ଯ୍ୟାନୁଷ୍ଠାନ ନିଆଯାଉ
@user-dc5oj3nw3b
@user-dc5oj3nw3b 29 күн бұрын
Hi
@mindmap6107
@mindmap6107 Ай бұрын
କାହାକୁ ସବୁ ଆଣି pannel ରେ ବସାଉଛନ୍ତି.. ବିଜେଡି ନେତ୍ରୀ ଙ୍କର actually ମୁଣ୍ଡ ରେ ପଶା ହେଇଚି।
@hemantakumarmohanta8458
@hemantakumarmohanta8458 Ай бұрын
ଆଉ କିଛି ଦିନ ପରେ କହିବେ ଯେଉଁ ନିର୍ବାଚନ ମଣ୍ଡଳୀ ରେ ବିଜେଡି ପାର୍ଥୀ ବିଜୟ ହେଇନାହାନ୍ତି ସେଇଠି ଆଉ ସରକାରୀ ଉନ୍ନୟନ କାର୍ଯ୍ୟକ୍ରମ କିମ୍ବା ଲୋକସେବା ହେବ ନାହିଁ l
@vidyatechnologies
@vidyatechnologies Ай бұрын
ବିଜେଡ଼ି ୨୫ ବର୍ଷ ଶାସନ ରେ ଓଡ଼ିଶା ରେ କରିଛି କଣ ???? ଭୋଟ ଦେବା ପୂର୍ବରୁ ପ୍ରତ୍ୟେକ ଓଡିଆ ନିଜକୁ ନିଜେ ପ୍ରଶ୍ନ କରିବାକୁ ହେବ।
@devdatta5512
@devdatta5512 Ай бұрын
ଏ ଗଧ କୁ କାହିକି ଡାକିଚ ଭାଇ ? ରାଜନିତୀ ର ର ଜଣାନାହି , 😅😅😅😅😅
@BijayaKumarKhatai
@BijayaKumarKhatai Ай бұрын
ଏ ମହିଳା ଜଣଙ୍କୁ ଗଣତନ୍ତ୍ରର ଅର୍ଥ ଜଣାନାହିଁ ତାଙ୍କର ରାଜନିତୀରେ ଜ୍ଞାନ ନାହିଁ
@sukantjena1984
@sukantjena1984 Ай бұрын
ଏମାନଙ୍କୁ ତୁରନ୍ତ ଗିରଫ କରିବା କଥା. ବିଜେଡି ର ଖାଉଛନ୍ତି ମାନେ କଣ ? ବିଜେଡି ସଂଚୟ କରି ରଖି ଥିଲା ଆଗରୁ ?
@judhisthiramohanta5862
@judhisthiramohanta5862 Ай бұрын
ୟେ 3rd grade lady କୁ ECI notice କରି ଜଲଦି suspend କରାଯାଉ
@user-ly7nq6yc1z
@user-ly7nq6yc1z Ай бұрын
ବିଜେଡିର ମୁଖପାତ୍ର ବହୁତ ଜ୍ଞାନି, ଯେକି କଣ କହୁଛନ୍ତି ନିଜେ ଜାଣୁନାହାନ୍ତି
@TunuBarik-fp3hf
@TunuBarik-fp3hf Ай бұрын
ନିଜର ସ୍ୱତନ୍ତ୍ରତା ଓ ନିଜର ମତଦନାକୁ ଏମାନେ ଛିର୍ଣ୍ଣ କରୁଛନ୍ତି ଏହା ଗଣତନ୍ତ୍ରପାଇଁ ଶୋଭାନିଅନୁହେଁ
@RajuSharma-gt2jq
@RajuSharma-gt2jq Ай бұрын
Only BJP can change ❤❤❤ love you Modi ji 🌹🥰❤❤❤
@sakti6493
@sakti6493 Ай бұрын
ଏହାକୁ BJD ର ପ୍ରବକ୍ତା କିଏ କଲା?
@subashkanhar7079
@subashkanhar7079 Ай бұрын
Dhanya Dhanya mission Shakti ladies
@prabhasray675
@prabhasray675 Ай бұрын
Jay Shriram
@biswajitmoharana2271
@biswajitmoharana2271 Ай бұрын
କୋରେଇ ର ନେତା ଆକାଶ ଦାସ ଏଠି କାହାର ପ୍ରଲୋଭନ ଚାଲିବନି
@chaitanjani6848
@chaitanjani6848 Ай бұрын
Only for BJP
@sarojrout9173
@sarojrout9173 Ай бұрын
ଏଇ ଭଳି ଲୋକକୁ କ୍ରୀତଦାସ ର ପାଦ ଚଟା ଗୀତା ଞ୍ଜଳୀ ବସ୍ତିଆ କୁ ଖାଲି ଗରମ ପାଣି ଛିଞ୍ଚି ବିଛୁଆତି ଗଛ ରେ ମାଡ ଦରକାର
@swatisahoo8081
@swatisahoo8081 Ай бұрын
ଏ ପାୟଲ madam ଙ୍କୁ କାହିଁକି ଡାକି ଛନ୍ତି। ସେ କଣ କହୁଛନ୍ତି ସେ ନିଜେ ବି ଜାଣି ପାରିନାହାନ୍ତି
@subhrakanta88
@subhrakanta88 Ай бұрын
Thhik kahichhanti
@user-dc5oj3nw3b
@user-dc5oj3nw3b 29 күн бұрын
Hi
@papun8454
@papun8454 Ай бұрын
ପାୟଲ ମାଡାମ ଙ୍କୁ ତୁରନ୍ତ ସସପେଣ୍ଡ କରନ୍ତୁ ଏହା ଉପରେ ECI ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଅନୁରୋଧ
@ALLINONE-wm3dr
@ALLINONE-wm3dr Ай бұрын
ପାୟଲ ମାଡାମ ନୁହେଁ ପାୟଲ ଭାଣ୍ଡାମି
@ksbm2682
@ksbm2682 Ай бұрын
Bjd hariba,
@akshayasahoo1896
@akshayasahoo1896 Ай бұрын
ଏ ମୂର୍ଖ ମଇଳା କୁ କାହିଁକି ଦିବେଟ କୁ ଡାକିଛନ୍ତି....
@JayShreeRam-ib7qo
@JayShreeRam-ib7qo Ай бұрын
This is the real developement of odisha so called "women empowerment"😂😂
@trinathsinghmahapatra5032
@trinathsinghmahapatra5032 Ай бұрын
ଜଣକୁ 500 ଦେଇ ଭୋଟ ନେଉଛି ମିଶନ ଶକ୍ତି
@manojdalbhehra6020
@manojdalbhehra6020 Ай бұрын
ଏଇତାଵୋପାରଧନବିଜେଡିତାମିଲୀଶରକାର ଆମର ଓଡ଼ିଆ ମାନିବୁନାଈ
@RakeshSahoo-up2ml
@RakeshSahoo-up2ml Ай бұрын
Joldi arest kor
@chinmayeesahu1194
@chinmayeesahu1194 Ай бұрын
Yes
@youtubeallinone9793
@youtubeallinone9793 Ай бұрын
ପାୟଲ କୁ ପାଣ୍ଡୁ ସାଙ୍ଗରେ ବାହକରାଯାଉ... ଦୁହେଁ ଜେଲରେ ହନିମୁନ ମନେଇବେ
@user-vf2rn6mw7p
@user-vf2rn6mw7p Ай бұрын
ଓଡିଶା ରେ ଏଥର ମୋଦି ସରକାର
@user-eb9fk8jd4j
@user-eb9fk8jd4j Ай бұрын
ଏଇ ଘୋଡାଗେହି କୁ ଆରେଷ୍ଟ କରାଯାଉ 😮😮
@laduliparida
@laduliparida Ай бұрын
ଦୟାକରି ଆଗ ମିଶନ ଶକ୍ତି କୁ ବନ୍ଦ କରାଯାଉ
@AsaJaniba8
@AsaJaniba8 Ай бұрын
Kemiti ei bhalia lokanku BJD nijara Spokesperson banei debate re chaduchanti.
@allgodsXI
@allgodsXI Ай бұрын
@Argus news ei jau Payal Madam jaha kahichanti, election commission ku patha jau. BJD ku expose karideichanti nije hi.. Au kn darkar
@dibakarnayak4530
@dibakarnayak4530 Ай бұрын
ଆରେ ପାୟଲ ,ଯାହା ଭଲକରି ମିଶନ ଶକ୍ତି ବିଷୟରେ ଟିଉସନ ହେଇକି ଆସି ଡିବେଟରେ ଭାଗନିଅ।ଏପରି ଫାଲତୁ ବକବାସ କରନାହିଁ।
@subhrakanta88
@subhrakanta88 Ай бұрын
Koun he ye lok, kahaan se aate hein..
@krushnakuna1341
@krushnakuna1341 Ай бұрын
ପାୟଲ ଓ ଗୀତାଞ୍ଜଳୀ ଏହି ଦୁଇଜଣ ମହିଳାଙ୍କ ବିରୁଦ୍ଧରେ କଠୋରତମ କାର୍ଯ୍ୟାନୁଷ୍ଠାନ ନିଆଯିବା ଦରକାର
@about_sanatan_
@about_sanatan_ Ай бұрын
ସବୁ ସତ ଧାରା ପଡ଼ିବ payela madam
@gugunduniya3194
@gugunduniya3194 Ай бұрын
Thank you orgus news
@AshokPanda-qt4qn
@AshokPanda-qt4qn Ай бұрын
Siba Babu Dhanyabad JaiMaa Samleswari ✌️
@chinmayeesahu1194
@chinmayeesahu1194 Ай бұрын
Misansakti gute kharap bhai
@madanmohandisari1617
@madanmohandisari1617 Ай бұрын
ଶୀଘ୍ର ସେଇ ମ୍ୟାଡ଼ାମ କୁ ସସ୍ପେଣ୍ଟ କରାଯାଉ, କୁଟେ କୁ ଯେମିତି କରାଗଲା ସେମିତି
@chandrakantsethi789
@chandrakantsethi789 Ай бұрын
Bedhare gayana nahi
@swapneswarsahoo6170
@swapneswarsahoo6170 Ай бұрын
25 barshare 25 barsha pachhaku odisha gala
@User-yhjjgzz
@User-yhjjgzz Ай бұрын
Paribartan abasyaka 🙏
@biswajitmoharana2271
@biswajitmoharana2271 Ай бұрын
ମାଇପେ କଣ ହେଉଛନ୍ତି 😂😂😂😂😂😂
@chandramanikharsel1892
@chandramanikharsel1892 Ай бұрын
Immediate action will be taken against them by the CEO.
@SRIKANT_91
@SRIKANT_91 Ай бұрын
Now odisha ku only Jagannath bharasa he Prabhu 🙏🙏🙏🙏🙏
@kshitishpanda5288
@kshitishpanda5288 Ай бұрын
ମିଶନ ଶକ୍ତି ପାୟଲ ମେଡମ ଙ୍କର ପିତୃ ସମ୍ପତ୍ତି,
@AmilyaPradhan
@AmilyaPradhan Ай бұрын
ଆମ ଘରକୁ ରାତିରେ ଆସିଲେ 2000ଦେଲେ, ମୁ ରଖିଲି but vote ଦେଲିନି,,, ମୁ ଭଲ କରିଛି ନା ବେଈମାନ କାମ କରିଛି.??
@PinkuPatra-dt8xx
@PinkuPatra-dt8xx Ай бұрын
Thinks urgus news
@soshilamahalik1306
@soshilamahalik1306 Ай бұрын
Thanks argus news
@gunanidhinaik3699
@gunanidhinaik3699 Ай бұрын
ପରିବର୍ତ୍ତନ ଦରକାର
@soumyaranjanmohanty249
@soumyaranjanmohanty249 Ай бұрын
Perfect
@odateachtech
@odateachtech Ай бұрын
Thx to suprava madam
@user-wo9ke1ko5n
@user-wo9ke1ko5n Ай бұрын
ପାୟଲ madam, ରାଜନୀତି ଲୋକଙ୍କୁ ଶିଖାଇବାକୁ ଚାହୁଁଛନ୍ତି କି,ଭବିଷ୍ୟତ ଚିନ୍ତା ଜଣାନାହିଁ ।
@rabindrakumarsahoo2682
@rabindrakumarsahoo2682 Ай бұрын
Prayo mission Shakti cafe dekhibe electric bill due kete achhi ,100000tanka
@nityanandaMohanta-xv8yc
@nityanandaMohanta-xv8yc Ай бұрын
Good news
@sagarnayak1601
@sagarnayak1601 Ай бұрын
ବିଜେଡି ର ଚାଟୁଥିବା ଲୋକ ଟିକେ ସୁଣ ରେ .....ତମ ମଇଳା କଣ କହୁଛନ୍ତି🤣🤣🤣🤣😭
@hemantakumarmohanta8458
@hemantakumarmohanta8458 Ай бұрын
ସରକାରୀ କଳ କୁ ରାଜନୀତି ରେ ବାନ୍ଧିବାକୁ ଦୁଃସାହସ କରିବା ଭୁଲ!!
@saicutuodisha2062
@saicutuodisha2062 Ай бұрын
Good 👍
@mathmet5701
@mathmet5701 Ай бұрын
Argus ଆପଣଙ୍କୁ ଅନୁରୋଧ ଏ ଭଳି ମୁର୍ଖ ମହିଳାଙ୍କୁ କାଇଁ ପ୍ୟାନେଲ କୁ ଆଣୁଛନ୍ତି
@SunilMishra-rw1wi
@SunilMishra-rw1wi Ай бұрын
ଏଇ ଓଡ଼ିଆ କଥା ଯଦି ମୁଖ୍ୟମନ୍ତ୍ରୀ ବୁଝି ପାରୁଥାନ୍ତେ ତାହେଲେ ମୁଖ୍ୟମନ୍ତ୍ରୀ ବି ଲାଜରେ ମୁହଁ ତଳକୁ କରି ଦିଅନ୍ତେ ସେ ତ ବୁଝିବେନି ଭୋଟ ତ ଲୋକ ଦେଉଛନ୍ତି କଣ କରିବା ଚୁପଚାପ ରହିବା କଥା ଶିକ୍ଷିତ ଲୋକର ଓଡିଶା ଆରୁ ନୁହେଁ ବେଶି ମୂର୍ଖ ହେଲେ ଏପରି ଅବସ୍ଥା
@mathmet5701
@mathmet5701 Ай бұрын
ମୁର୍ଖ ମହିଳା
@krishnachandramuduly9778
@krishnachandramuduly9778 Ай бұрын
ମିଶନ ଶକ୍ତି ଏକ ସରକାରୀ କାର୍ଯ୍ୟକ୍ରମ , ଏହା କୌଣସି ରାଜନୈତିକ BJD ଦଳୀୟ ଅନୁଷ୍ଠାନ ନୁହେଁ...... Rules & Regulations ଗାଇଡ ଲାଇନ୍ ଭଲକି ପଢନ୍ତୁ......Mission Sakti ର Ethics ଟା କୁ BDO ମାନଂକ ଠାରୁ ବୁଝି ନିଅନ୍ତୁ......
@k.jagannathreddy3515
@k.jagannathreddy3515 Ай бұрын
Total ଏହି network ଓଡ଼ିଶାରେ ବନ୍ଦ ହେବା ଦରକାର।ଏହି ମାନଙ୍କ ପାଇଁ ଆଜି ଓଡ଼ିଶା ପଛରେ 😢😢😢
@sambitbehera2837
@sambitbehera2837 Ай бұрын
Waaa Chamatkar khush heigala manata
@narayanchandrabehera6466
@narayanchandrabehera6466 Ай бұрын
Right
@littlequeenrakhi
@littlequeenrakhi Ай бұрын
ହେ ଭଗବାନ ମୁଁ ଭାବୁଛି ଗ୍ରୁପ୍ ଛାଡ଼ି ଖୁବ୍ ଭଲ ହେଇଛି
@rajeshrosanswain
@rajeshrosanswain Ай бұрын
Payal😂madamnku tike sambidhan padhaya
@AsaJaniba8
@AsaJaniba8 Ай бұрын
Ei jau Payal Madam nijaku BJD NETA kahuchanti. Ama ghare rent re rahithile. Ame ghare nathila bele mo budha bapa maanku blackmail kariki paisa maguthila. Nijaku Mahila Sangathan re secretary au Bjp neta kahi bahut dareichi. Bhaut criminal mind jhia..
@AMIYA19997
@AMIYA19997 Ай бұрын
Are e bhadra mahila jananka homework bhala se kariki asinahanti🤣
@purnachandranaak720
@purnachandranaak720 Ай бұрын
Mr Shantinhusan,I hope the recrdings should be send to CEO,and CEC india or else I shall be constrained to send this screenshot to CEO andECI,india for thie information and action.
Cool Items! New Gadgets, Smart Appliances 🌟 By 123 GO! House
00:18
123 GO! HOUSE
Рет қаралды 17 МЛН
Heartwarming Unity at School Event #shorts
00:19
Fabiosa Stories
Рет қаралды 18 МЛН
This is not my neighbor  Terrible neighbor! #funny #zoonomaly #memes
00:26
Cool Items! New Gadgets, Smart Appliances 🌟 By 123 GO! House
00:18
123 GO! HOUSE
Рет қаралды 17 МЛН