No video

Puri Bala Kalia Raja - Japani bhai , Udit narayan - Odia New Jagannath Bhajan Song - Armaan music

  Рет қаралды 1,186,046

Armaan Music

Armaan Music

Күн бұрын

• Dam Dam Damru Baje- Hi...
On The Occassion Of Sacred Ratha Yatra Armaan Music New Odia Jagannath Bhajan Song " Puri Bala Kalia Raja " Sung By Udit Narayan , Penned By Odia Popular Writter Panchanan Nayak & Music By Japani Bhai & Directed By Bibek Kumar .
Song Credits -
* Song - Puri Bala Kalia Raja
* Singer - Udit Narayan
* Lyrics - Panchanan Nayak
* Music - Japani Bhai (9124953799)
* Programming - Jaga JD
* Rythem - Anil Das & Team
* Recording Studio - R T Studio ( Mumbai )
* Mixing & Mastering - Milan Das
* Dop - Sarada Krushna Sahoo
* Direction - Bibek Kumar
* Asst Director - Bikash Kumar
* Edit - Bubu Mishra
* Di - Jitu
Odia Cinema Popular Actor , Villain & Comedian Raimohan Parida ( Rai Bhai )
Is No More . We Came To Know That He Commited Suicide . We Are Saddened By His Sudden Dismis . We Pray To Lord Jagannath That His Soul May Rest In Peace .
Raimohan Parida Passes Away .
Raimohan Parida Death .
Raimohan Parida Dies By suicide .
#PuriBalaKaliaRaja
#jagannathbhajan
#JapaniBhaiJagannathBhajan
#odiabhajan
#uditnarayannewodiasong
#armaanmusic
#odiabhajansongs
#panchanannayak
#PuriBalaKaliaRajaJagannathBhajan
#RaimohanParidaDeath
#RaimohanParidaNoMore
#RaimohanParidaSuicide
Music Label : Aramaan Music
Copyrights By : Armaan Music
Like, Share, Subscribe our Channel & Comments Below.

Пікірлер: 2 600
@jagannathpatra4444
@jagannathpatra4444 2 жыл бұрын
ବାଃ ବାଃ ରେ ମୋ କାଳିଆ ରଜା ❤️ ଜୀବନ ଧନ୍ୟ ହେଇଗଲା ଏଇ ଗୀତ ସୁଣିକି 🙏🏻🙏🏻 ଜୟ ଜଗନ୍ନାଥ
@manamohanmahalik929
@manamohanmahalik929 Жыл бұрын
🙏 କାଳିଆ ରାଜା ନୂଆଁ ଭଜନ 🙏 👇🏿 kzfaq.info/get/bejne/fpN3mdt61J61YZs.html 🙏Jay Jagannath 🙏
@sachidanandabarik8310
@sachidanandabarik8310 2 жыл бұрын
Beautiful song 😍😍👌👌👌 ଜାପାନୀ ଭାଈ ପ୍ରଭୁ ଜଗନ୍ନାଥ ସବୁ ବେଳେ ତମ ସହ ଅଛନ୍ତି 🙏🙏🙏
@satyaprangyagouda7491
@satyaprangyagouda7491 2 жыл бұрын
R8
@KKMusic20
@KKMusic20 2 жыл бұрын
kzfaq.info/get/bejne/a8idZaqDp8WZd3k.html
@diwanmusicmasti
@diwanmusicmasti 2 жыл бұрын
kzfaq.info/get/bejne/d554qcacna_UpWQ.html
@rourkelasodiavloggerreema2930
@rourkelasodiavloggerreema2930 2 жыл бұрын
ବହୁତ ଦିନ ପରେ ଏତେ ସୁନ୍ଦର ଭଜନ ଦେଖି ଖୁସି ଲାଗିଲା 🙏 🙏🙏🙏 ଜୟ ଜଗନ୍ନାଥ ♥️♥️♥️
@KKMusic20
@KKMusic20 2 жыл бұрын
kzfaq.info/get/bejne/a8idZaqDp8WZd3k.html
@Mrgajpati
@Mrgajpati 2 жыл бұрын
ମନ ଅତି ଖୁସି ଲାଗିଲା ଏହି ପରୀ ଭଜନ ଶୁଣି 🙏🙏🚩🙏
@radheradhe0803
@radheradhe0803 2 жыл бұрын
ଯଦି ମ. ଅଜିଜ ସାହେବ୍ ଆଜି ବଞ୍ଚିଥାନ୍ତେ, ତାହେଲେ ଏଇ ଗୀତ ତାଙ୍କ ସ୍ବରରେ ଆହୁରି ବହୁତ୍ ବହୁତ୍ ବହୁତ୍ ଭଲ ଲାଗିଥାଆନ୍ତା l Miss you so much Legend
@harioumsharanamofficial9780
@harioumsharanamofficial9780 Ай бұрын
Mo hrudaya ra katha ta kahile 🙏🏻😔mo priya sie ❤
@jaganbehera502
@jaganbehera502 2 жыл бұрын
ଜେତେ ଶୁଣିଲେ ବି, ବାର ବାର ଶୁଣିବାକୁ ଇଛା ହେଉଛି। ଜୟ ଜଗନ୍ନାଥ 🙏🙏ଜାପାନୀ ଭାଇ 👍👍👍
@soumyaranjanmishra7636
@soumyaranjanmishra7636 2 жыл бұрын
ଏ ଗୀତ ଶୁଣିଲା ପରେ, ଲାଗୁଛି ଯେମିତି ସତରେ ମନ ପୁରୀ ଆଡେ ପଳେଇ ଗଲା... ଜୟ ଜଗନ୍ନାଥ 🙏
@KKMusic20
@KKMusic20 2 жыл бұрын
kzfaq.info/get/bejne/a8idZaqDp8WZd3k.html
@diwanmusicmasti
@diwanmusicmasti 2 жыл бұрын
kzfaq.info/get/bejne/d554qcacna_UpWQ.html
@laxmipriyarout9966
@laxmipriyarout9966 2 жыл бұрын
Hm r8
@pradeep7515
@pradeep7515 2 жыл бұрын
Sata kahila bhai
@pratapkalia9375
@pratapkalia9375 2 жыл бұрын
Puri Amara brand dist odisha puri pain odisha famous
@satyajit8479
@satyajit8479 2 жыл бұрын
ସେ ତ ନିଜେ ଉଦିତ ନାରାୟଣ, ତାଙ୍କ ନାମରେ ତ ସେଇ ପ୍ରଭୁ ଅଛନ୍ତି ତାଙ୍କ କଣ୍ଠ ରେ b🙏
@lingarajjena1449
@lingarajjena1449 2 жыл бұрын
ବିଶ୍ବ ପ୍ରସିଦ୍ଧ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା ଉପଲକ୍ଷେ କୋଟି କୋଟି ଓଡିଶାବାସୀଙ୍କୁ ଅତି ସୁନ୍ଦର ଭଜନ ଟେ ଉପହାର ଦେଇଥିବାରୁ ଜାପାନୀ ଭାଇଙ୍କୁ,ତାଙ୍କ ଟିମ୍ ଙ୍କୁ ବହୁତ ବହୁତ ଧନ୍ୟବାଦ 🙏
@likudehury6084
@likudehury6084 2 жыл бұрын
ୟାଙ୍କୁ କହନ୍ତି ଭାବ ଭକ୍ତି ଆରାଧନା ର ଗୀତ ଜଣେ ଓଡ଼ିଆ ନ ଜାଣିକି ମଧ୍ୟ ସୁନ୍ଦର ଗୀତ ଗାଇଛନ୍ତି ଏବଂ ଏହି ଗୀତ କୁ ନିର୍ଦ୍ଦେଶନା ଦେଇଥିବା ଜାପାନୀ ଭାଇ କୁ ମଧ୍ୟ ବହୁତ ବହୁତ ଧନ୍ୟବାଦ 🙏🏻🙏🏻🙏🏻🙏🏻🙏🏻
@jitendrabeura527
@jitendrabeura527 2 жыл бұрын
ବହୁତ଼ ସୁନ୍ଦର ଭଜନ, ପ୍ରତି ଏକ ଶବ୍ଦ ପ୍ରତି ଏକ ପଦ ଖୁବ୍ ଭାବମୟ ଲାଗୁଚି। ଜୟ ଜଗନ୍ନାଥ ସ୍ବାମୀ।🙏
@diwanmusicmasti
@diwanmusicmasti 2 жыл бұрын
kzfaq.info/get/bejne/d554qcacna_UpWQ.html
@manamohanmahalik929
@manamohanmahalik929 Жыл бұрын
🙏 କାଳିଆ ରାଜା ନୂଆଁ ଭଜନ 🙏 👇🏿 kzfaq.info/get/bejne/fpN3mdt61J61YZs.html 🙏Jay Jagannath 🙏
@sushantabehera954
@sushantabehera954 2 жыл бұрын
Jay Jagannath 🙏🥰🥰💕 ଲଗେଇଦେ ଡୋରି ଜିବିମୁ ପୁରୀ ଜୟ ଜଗନ୍ନାଥ 💕💕💕💕💕💕💕💕💕💕💕🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏
@uniquedev5266
@uniquedev5266 2 жыл бұрын
ଜୟ ଜଗନ୍ନାଥ ସ୍ୱାମୀ ନୟନ ପଥଗାମୀ ଭବତୁ ମେ 🙏🏻💞ବହୁତ ଭଲ ଗୀତ ହେଇଚି ପ୍ରଭୁ ଜଗନ୍ନାଥଙ୍କ ଆଶୀର୍ବାଦ ସବୁବେଳେ ଆମ ଓଡ଼ିଶା ବାସୀଙ୍କୁ ମିଳୁ ଜୟ ଜଗନ୍ନାଥ 💞🙏🏻👍
@manamohanmahalik929
@manamohanmahalik929 Жыл бұрын
🙏 କାଳିଆ ରାଜା ନୂଆଁ ଭଜନ 🙏 👇🏿 kzfaq.info/get/bejne/fpN3mdt61J61YZs.html 🙏Jay Jagannath 🙏
@himeshaudiovisual5218
@himeshaudiovisual5218 2 жыл бұрын
ବହୁତ ସୁନ୍ଦର... ଭଜନ... ହୃଦୟଛୁଆଁ ସଂଗୀତ... ଭାବପୂର୍ଣ୍ଣ ଲେଖା... ମନଛୁଆଁ କଣ୍ଠସ୍ୱର... ସୁପରହିଟ
@kanhubagarty1563
@kanhubagarty1563 2 жыл бұрын
ବହୁତ ସୁନ୍ଦର ଭଜନ ଟିଏ... ବହୁତ ଦିନ ପରେ ଗୋଟିଏ ଅତି ସୁନ୍ଦର ଭଜନ ..ଜାପାନୀ ଭାଇ
@EditGk699
@EditGk699 2 жыл бұрын
ସତରେ ଏଇ ଭଜନ ଶୁଣିବାକୁ ବହୁତ୍ ଭଲ ଲାଗୁଛି ଏବଂ ଜାପାନୀ ଭାଇ ଙ୍କ ଅଦ୍ଭିନୟ ବହୁତ୍ ଭଲ ହେଉଛି ଜୟ ଜଗନ୍ନାଥ 🙏🙏🙏
@diwanmusicmasti
@diwanmusicmasti 2 жыл бұрын
Please support kzfaq.info/get/bejne/d554qcacna_UpWQ.html
@R.K_VIDEOVICE
@R.K_VIDEOVICE 2 жыл бұрын
ବହୁତ ଦିନ ପରେ ଗୋଟେ ସୁନ୍ଦର ଭଜନ ଶୁଣିବାକୁ ମିଳିଲା, ଧନ୍ୟବାଦ ପଞ୍ଚାନନ sir , ଉଦିତ sir , ଆଉ ଜାପାନୀ ଭାଇ ।।।❤️❤️❤️❤️
@diwanmusicmasti
@diwanmusicmasti 2 жыл бұрын
kzfaq.info/get/bejne/d554qcacna_UpWQ.html
@laxmipriyarout9966
@laxmipriyarout9966 2 жыл бұрын
A japani bhai nka name kn
@manamohanmahalik929
@manamohanmahalik929 Жыл бұрын
🙏 କାଳିଆ ରାଜା ନୂଆଁ ଭଜନ 🙏 👇🏿 kzfaq.info/get/bejne/fpN3mdt61J61YZs.html 🙏Jay Jagannath 🙏
@rajeshpradhan9192
@rajeshpradhan9192 2 жыл бұрын
ଜୟ ଜଗନ୍ନାଥ, ଓଡ଼ିଆ ଚଳଚ୍ଚିତ୍ର ଜଗତର ବରିଷ୍ଠ କଳାକାର ରାଇମୋହନ ପରିଡା ଆତ୍ମା କୁ ସାନ୍ତି ମିଳୁ , ଓଃ ଶାନ୍ତି , ଜୟ ଜଗନ୍ନାଥ ,so beautiful ❤️❤️❤️ song
@spiritualboy6332
@spiritualboy6332 2 жыл бұрын
ବଢିଆ ହୋଇଛି ଜାପାନୀ ଭାଇ ଏବଂ ଉଦିତ ନାରାୟଣ ସାର୍ କଣ୍ଠରେ ଆଉରି ରୁଚିକର ହେଇଛି।
@Aminkumarodiasanskruti
@Aminkumarodiasanskruti 2 жыл бұрын
ଭାରି ସୁନ୍ଦର ଭଜନ ଟିଏ ଶୁଣିଲେ ମନ ମୁଗ୍ଧ ହେଇଯାଉଛି ,ଧନ୍ୟବାଦ ଜପାନି ଭାଇ ।
@crushmusical
@crushmusical 2 жыл бұрын
Jay Jagannath Swami Nayana patha Gami Bhaba tume 🙏
@manoranjandas4399
@manoranjandas4399 2 жыл бұрын
ଓଡ଼ିଆ ସଙ୍ଗୀତ ଜଗତ କ୍ଷତିରେ ଚାଲିଥିବା ସମୟରେ ଉଦିତ ନାରାୟଣଙ୍କ ପରି ବ୍ୟୟ ବହୁଳ କଣ୍ଠଶିଳ୍ପୀଙ୍କୁ ନେଇ ଭଜନ ତିଆରି କରିଥିବାରୁ ଓ ଆପଣଙ୍କର ଏପରି ଅଦ୍ୟମ ସାହସକୁ ବଧେଇ ନ ଜଣେଇ ରହିପାରୁନି ସାଙ୍ଗ। ସତରେ ଭଜନଟି ଭାରି ମନଛୁଆଁ ହେଇଛି, ଜୟ ଜଗନ୍ନାଥ ଜୟ ଜଗତସିଂହପୁର 🙏
@debasispanigrahi4712
@debasispanigrahi4712 2 жыл бұрын
Mu bi Jane Udit Premi Mast Voice 👌❤🙏
@madhab6267
@madhab6267 2 жыл бұрын
Udit Narayan nice voice with nice lyrics & acting... Japani bhai.... Wonderful vajan..... Jai jagannath 🙏🏻🙏🏻🙏🏻🙏🏻
@diwanmusicmasti
@diwanmusicmasti 2 жыл бұрын
Please support kzfaq.info/get/bejne/d554qcacna_UpWQ.html
@radhucharan9253
@radhucharan9253 2 жыл бұрын
ଅତି ସୁନ୍ଦର ଭାବରେ ଲେଖିଛନ୍ତି ଜାପାନୀ ଭାଇ ଏହି ଭଜନ ଆଉ ଶୁଣିବାକୁ ମଧ୍ୟ ଭଲ ଲାଗୁଛି
@bibekanandabuda5525
@bibekanandabuda5525 2 жыл бұрын
ଏ ହେଉଛି ଚାରି କୋଟି ଓଡିଶା ବାସି ଙ୍କ ଭଜନ। ସତରେ ଭାଇନା ବହୁତ ଦିନ ପରେ ଏମିତି ଭଜନ ଟେ ଶୁଣିବା କୁ ମିଳିଲା । ଶୁଣିଲେ ମନ କାଳିଆ ଆଡ଼କୁ ଆଗେଇ ଯାଉଛି । Keep it up Bhai ..... Tumer sabu song super Hou 🙏🙏🙏 ଜୟ ଜଗନ୍ନାଥ
@Sarbasaktimusic
@Sarbasaktimusic 2 жыл бұрын
ଜୟ ଜଗନ୍ନାଥ 🙏🏻🙏🏻🙏🏻 Music level is Outstanding 🙏🏻🙏🏻🙏🏻 ଜପାନି ଭାଇ ତୁମକୁ ବହୁତ ବହୁତ୍ ଧନ୍ୟବାଦ ତୁମ ଠାରୁ ଆମେ ଏଇ ଆଶା କରିଥିଲୁ 🙏🏻🙏🏻🙏🏻 ଜୟ ଜଗନ୍ନାଥ 🙏🏻🙏🏻🙏🏻 Regards & Thanks Sudarshan Sahoo (Mr Sahoo) Team S S MUSIC
@MixtureVolgs
@MixtureVolgs 2 жыл бұрын
ରାଇ ମୋହନ Sir ଙ୍କ ଆତ୍ମ ଙ୍କ ଶାନ୍ତି ପାଇଁ ଗୋଟେ ହୃଦୟ ଛୁଆଁ ଗୀତ ଟିଏ ହେଲେ ଓଡିଶା ବାସି ଖୁସି ହୁଅନ୍ତେ. ଜାପାନୀ Sir 🙏🏿😢
@babuladas4046
@babuladas4046 2 жыл бұрын
ବହୁତ ସୁନ୍ଦର ଭଜନ, ଏହି ଭଜନ କୁ ଅପେକ୍ଷା ଓଡିଶା ବାସି କରିଥିଲୁ କେହି ଦିନରୁ, ଆଜି ଭଜନ ଶୁଣି ଆମେ ବହୁତ ଖୁସି.......... ଖୁସି ଲାଗୁଛି, ଆମ ରଙ୍ଗ ଓଡ଼ିଆ, ଆମ ଡ଼ଙ୍ଗ ଓଡ଼ିଆ,"🙏🙏...... Jai Jagannath 🙏🙏.
@babuladas4046
@babuladas4046 2 жыл бұрын
@Shiba datta Pattanayak ok
@balarammahakud7973
@balarammahakud7973 2 жыл бұрын
ଓଃ କି ଶାନ୍ତି ରେ କାଳିଆ, ସୁନ୍ଦର ଗୀତ ଆଉ ଏ କାଳିଆ ବହୁତ୍ ଦୁଃଖ ଦଉଛି
@unluckyperson9814
@unluckyperson9814 2 жыл бұрын
ବହୁତ୍ ସୁନ୍ଦର ଭଜନ 👌👌👌👌👌👌👌👌ଜୟ ଜଗନ୍ନାଥ 🙏ଜୟ ଜଗନ୍ନାଥ 🙏ଜୟ ଜଗନ୍ନାଥ 🙏ଜୟ ଜଗନ୍ନାଥ 🙏ଜୟ ଜଗନ୍ନାଥ 🙏ଜୟ ଜଗନ୍ନାଥ 🙏 ଜୟ ଜଗନ୍ନାଥ
@jayjagannath5354
@jayjagannath5354 2 жыл бұрын
ଅତି ସୁନ୍ଦର ଗୀତ ମନକୁ ଛୁଇଲା ପରି ହେଇଚି ଜୟ ଜଗନ୍ନାଥ 🙏🙏🌼🌼..
@pikunnaik4338
@pikunnaik4338 2 жыл бұрын
Dil se love you❤ japani bhai my favorite Udit narayan Jay jagannath 🙏🙏🙏
@papukumarpurnachandra7181
@papukumarpurnachandra7181 2 жыл бұрын
Udit Sir beutyful voice 👌👌 Japani Bhai great acting ❤❤
@smitabehera8447
@smitabehera8447 2 жыл бұрын
🙏ଜୟ ଜଗନ୍ନାଥ 🙏 ବହୁତ୍ ସୁନ୍ଦର୍ ଭଜନ👍 ଧନ୍ୟବାଦ୍ ଜପାନିଭାଇ🎉
@SusmitaExpress
@SusmitaExpress 2 жыл бұрын
ଗୀତ ଟି ବହୁତ ସୁନ୍ଦର ହୋଇଛି, voice ଅତି ସୁନ୍ଦର act ମଧ୍ୟ ବହୁତ ସୁନ୍ଦର ହୋଇଛି ଭାଇ କିନ୍ତୁ ଆପଣ ବାମ ହାତରେ ଯେଉଁ ଜଗନ୍ନାଥ ଙ୍କୁ ଧରିଛନ୍ତି ଟିକେ ଭଲ ଲାଗିଲାନି l
@debasisnayak3692
@debasisnayak3692 2 жыл бұрын
ହୃଦୟସ୍ପର୍ଶୀ ଭଜନ❤️ ମହାପ୍ରଭୁ ସବୁବେଳେ ଆପଣଙ୍କୁ ଭଲରେ ରଖନ୍ତୁ ଜୟ ମହାବାହୁ🙏🙏🙏🙏
@mrkamal7787
@mrkamal7787 2 жыл бұрын
🙏ଜୟ ଜଗନ୍ନାଥ🙏 ଜାପାନୀ ଭାଇ ଅତି ସୁନ୍ଦର ଭଜନ ହେଇଛି । Plz come back sonu nigam your upcoming bhajan
@sambitkumar4807
@sambitkumar4807 2 жыл бұрын
ପ୍ରକୁତ ଭକ୍ତି ପୃତଃ ଭକ୍ତ ଓ ଭଗବାନ ଙ୍କ ଗୀତ 😍🥰😍
@debakarmajhi6839
@debakarmajhi6839 2 жыл бұрын
ଜଉଭଜନପାଇ ଝଗଡା ହୋଇଥିଳା ଆଜିମୁଶେଭଜନଦେଖିକି ବହୂତ୍ ଖୁସି jai jagannath 🙏🙏🙏🙏
@allreport965
@allreport965 2 жыл бұрын
ଗୀତରେ ଅସଲି ଭାବ ଅଛି ଶୁଣିଲେ ଲାଗିଛି କାଳିଆ ପାଖରେ ଅଛିକି super song
@adibaba3744
@adibaba3744 2 жыл бұрын
ବହୁତ ସୁନ୍ଦର ଗୀତ.. ବହୁତ ସୁନ୍ଦର.. ବହୁତ ସୁନ୍ଦର... my favourite singer.
@sandeepudaysingh2986
@sandeepudaysingh2986 2 жыл бұрын
Nice song bhai jay jaganath 🙏🙏🙏
@lokanathbiswal5208
@lokanathbiswal5208 2 жыл бұрын
Jay shree Jagannath swami
@sisirrana5577
@sisirrana5577 2 жыл бұрын
Again a super hit bhajan like dhuli ganga ...42 years completed in music industry padmasri Udit sir 🙏
@jagannathpatra4444
@jagannathpatra4444 2 жыл бұрын
ଖାସ୍ କରି ଉଦିତ ନାରାୟଣ ଙ୍କ କଣ୍ଠ ରୁ ବହୁତ୍ ଭଲ ଲାଗିଲା ❤️❤️❤️🙏🏻🙏🏻🙏🏻
@bapibarik4143
@bapibarik4143 2 жыл бұрын
ବହୁତ ସୁନ୍ଦର ଭଜନ। ବହୁତ ବହୁତ ଧନ୍ୟବାଦ ଜାପାନୀ ଭାଇ ଆପଣଙ୍କୁ।
@OdishaPride
@OdishaPride 2 жыл бұрын
#Heart_Touching🔥😍❤️🙏
@SuryaPrakashOfficial
@SuryaPrakashOfficial 2 жыл бұрын
Jay Jagannath 🙏🙏
@memorinetic2885
@memorinetic2885 2 жыл бұрын
Uffff😍😍😍 Udit Narayan sir nka voice ❤️ Jay jagannath mahaprabhu 🙏❤️
@badaltarai
@badaltarai 2 жыл бұрын
Super duper japani bhai, thank you so much uditnarayan sir🙏🙏🙏👌👌👌👌👌❤❤❤❤❤❤
@OD19YT
@OD19YT 2 жыл бұрын
ରଥ ଯାତ୍ରା ଅବସରରେ ଏହିପରି ସୁନ୍ଦର ଭଜନ ଟିଏ ଭେଟି ଦେଇଥିବାରୁ,ଜାପାନୀ ଭାଇଙ୍କୁ ଅଶେଷ ଅଶେଷ ଧନ୍ୟବାଦ।🥰🥰🥰
@soumyaranjanjena6864
@soumyaranjanjena6864 2 жыл бұрын
ଅତି ସୁନ୍ଦର ଭଜନ, Beautiful ... Japani Bhaee
@thedevinetales4920
@thedevinetales4920 2 жыл бұрын
I feel the old jagannath bhajan mere ankho me ashru aa gaya 🥺🥺 jai jagannath ❤❤❤💕🙏
@subratbarik8459
@subratbarik8459 2 жыл бұрын
Thank you #UditNarayan ji for a fabulous #Rathyatra song ❤ jay jagannath 🙏
@diwanmusicmasti
@diwanmusicmasti 2 жыл бұрын
Please support kzfaq.info/get/bejne/d554qcacna_UpWQ.html
@dhirendravlogs
@dhirendravlogs 2 жыл бұрын
My favorite singar Udit Narayan ❤️❤️❤️🙏🙏🙏🙏 ଜୟ ଜଗନ୍ନାଥ ଜୟ 🙏🙏🙏🙏🙏 salute ଜାପାନୀ ଭାଈ
@dhirendravlogs
@dhirendravlogs 2 жыл бұрын
Thanks you too ❤️❤️
@pintumahanty3471
@pintumahanty3471 2 жыл бұрын
Mora kumar sanu sanu da better
@pintumahanty3471
@pintumahanty3471 2 жыл бұрын
@UDIT ALKA SANU THROWBACK lekinsanu da better h
@pintumahanty3471
@pintumahanty3471 2 жыл бұрын
@UDIT ALKA SANU THROWBACK ok
@chandu735
@chandu735 2 жыл бұрын
ବହୁତ ଦିନ ପରେ ଏମିତି ଗୀତ ଦେଖିବାକୁ ମିଳିଛି 🙏🙏🙏 Jay jagannath 🙏🙏 dhaniya bad japani bhi ,👍👍 love you 💕💕jagannath 💕💕
@mukeshspiritual8888
@mukeshspiritual8888 2 жыл бұрын
ଅତି ସୁନ୍ଦର ଭାବପୂର୍ଣ୍ଣ ଭଜନ.... ଜୟ ଜଗନ୍ନାଥ ⭕️‼️⭕️
@Cartoon-official69
@Cartoon-official69 Жыл бұрын
Very nice song Hart touching Very sweet song Jay jagannath🙇‍♂️🙏
@PrakashKumarE10
@PrakashKumarE10 2 жыл бұрын
Japani Bhai + Udit Narayan = 🔥❤️🔥 Jay Jagannath 🙏🥰
@kishoreswain8188
@kishoreswain8188 2 жыл бұрын
The lyrics of panchanan nayak mindblowing. Jay jaganath
@krushnachandrabehera314
@krushnachandrabehera314 Жыл бұрын
🙏🙏🙏ମୋ ପ୍ରିୟ ବନ୍ଧୁ କାଳିଆ ରଜା ,ଅତି ସୁନ୍ଦର ମଧୁର ଗୀତ🙏🙏🇮🇳💓🌹🌹🌹🌹🌹
@ramproduction143
@ramproduction143 2 жыл бұрын
ବହୁତ୍ ବହୁତ୍ ସୁନ୍ଦର୍ ଭଜନ୍ ଜୟ ଜଗନ୍ନାଥ ❤️❤️❤️❤️❤️🙏🙏🙏🙏
@OdiaSongs172
@OdiaSongs172 2 жыл бұрын
Udti Narayan Sir... 👌Super Voice🎤
@sahil0z.
@sahil0z. 2 жыл бұрын
Udit Ji Ka Voice..🔥🔥Jai Jagannath.🧡🙌
@rajalaxmimohapatra7088
@rajalaxmimohapatra7088 2 жыл бұрын
Jay Jagannath 🙏🙏 superb👌👌👌
@smrutiranjandash6626
@smrutiranjandash6626 2 жыл бұрын
ଅତି ସୁନ୍ଦର ଭାବପୂର୍ଣ୍ଣ ହୃଦୟଛୁଆଁ ଭଜନ
@chinmayapanda4816
@chinmayapanda4816 2 жыл бұрын
ସବୁ ଶେଇ କାଳିଆ ର ଇଛା ଜୟ ଜଗନ୍ନାଥ ମହାପ୍ରଭୁ
@ashokpradhan3657
@ashokpradhan3657 2 жыл бұрын
Jai Jagannath mahaprabhu 🙏🙏🙏🙏🙏
@somenbose1989
@somenbose1989 2 жыл бұрын
After long time Mr. Udit narayan is back for odia bhajan. Nice 👍
@stupidkabi4413
@stupidkabi4413 2 жыл бұрын
Thank you very much japani bhai for gifting this bhanjan song for odisha peoples...... Jay jagannath🙏🙏🙏🙏🙏🙏
@puspanjalimohanty-9870
@puspanjalimohanty-9870 Жыл бұрын
Thank you very much japani bhai Jay jagannatha
@Village_Boy_Sanjay
@Village_Boy_Sanjay 2 жыл бұрын
🙏ଜୟ ଜଗନ୍ନାଥ ମହାପ୍ରଭୁ କି ଜୟେ❤️ ବହୁତ୍ ସୁନ୍ଦର୍ ହେଇଛି 🙏।
@ayushmugri5308
@ayushmugri5308 2 жыл бұрын
ବହୁତ ସୁନ୍ଦର ଜାପାନୀ ଭାଇ
@gajendrabarik6269
@gajendrabarik6269 2 жыл бұрын
Japani bhai 🙏🙏🙏 beautiful songs Jay Jagannath 💐💐💐
@chandanbehera4016
@chandanbehera4016 2 жыл бұрын
Odisha industry best song Thank you Japani bhai for this beautiful song present
@diwanmusicmasti
@diwanmusicmasti 2 жыл бұрын
Please support kzfaq.info/get/bejne/d554qcacna_UpWQ.html
@indrajitswain7902
@indrajitswain7902 2 жыл бұрын
Nyc Lyrics 👌👌👌 Good Music 🎹🎻 Amazing Voice 🎤🎤 JAY JAGANNATH 🙏🙏🙏....
@santoshpradhan1571
@santoshpradhan1571 Жыл бұрын
Best meaningful Jagannath bhajan video song.Jay Jagannath Swami Nayana Path Gamine Bhaba.Tume Satyam Shivam Sundaram.
@Khamania02
@Khamania02 2 жыл бұрын
ବହୁତ ସୁନ୍ଦର ହେଇଛି ସେଥି ମଧ୍ୟରୁ ଅନ୍ୟତମ 👍
@MadMaXCOD-pi4dy
@MadMaXCOD-pi4dy 2 жыл бұрын
He Is Udit Narayan. Give him Romantic track or Love Track or Sad Track or Devotional Track or Classical Track or Western Track , He will Deliver it to the core and definitely bring the excitement.JAY JAGANNATH 🙏🙏🙏🙏🙏
@krishna028o
@krishna028o 2 жыл бұрын
Right bhai
@MadMaXCOD-pi4dy
@MadMaXCOD-pi4dy 2 жыл бұрын
@@krishna028o Udit jii has been a victim of Age else these songs now a days would have sounded much better.But He is so passionate about Music that Even age is unable to stop him.
@KKMusic20
@KKMusic20 2 жыл бұрын
kzfaq.info/get/bejne/a8idZaqDp8WZd3k.html
@diwanmusicmasti
@diwanmusicmasti 2 жыл бұрын
kzfaq.info/get/bejne/d554qcacna_UpWQ.html
@zx__pravat007
@zx__pravat007 2 жыл бұрын
U are right bro
@shreecreations4264
@shreecreations4264 2 жыл бұрын
Superb.....jay jagannath....🙏🙏
@chinmayapanda4816
@chinmayapanda4816 2 жыл бұрын
Jay Shree jaganatha swami baba 🙏🙏🙏🙏❤️🇮🇳🇮🇳🇮🇳
@rajeshbhutia9301
@rajeshbhutia9301 Жыл бұрын
କେବେ ପ୍ରଭୁ ଡୋରି ଲାଗିବ ତୁମର ଜୟ ଜଗନ୍ନାଥ ସ୍ଵାମୀ ନୟନ ପଥଗାମୀ ଭବତୁ ମେ 🙏🙏🙏🙏🙏🙏🙏🙏🙏😭😭😭🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏
@anukhusi9418
@anukhusi9418 2 жыл бұрын
Bahut Sundar bhajan heichhi.manaku chhuila bhalia. Jay jagannath swami 🙏🙏🙏🙏🙏🙏
@DsritamFilms
@DsritamFilms 2 жыл бұрын
wonderful song ❤ jay Jagannath 🙏
@rajeshbhanja5046
@rajeshbhanja5046 2 жыл бұрын
Jay Jagannath 👍🙏🙏🙏🎉🎉🎉
@SatyaSpiritual
@SatyaSpiritual 2 жыл бұрын
No words, exellent script composition & singing❤❤❤👏👏👏🙏🙏🙏
@barihapilaofficel1192
@barihapilaofficel1192 2 жыл бұрын
i❤Japani Bhai......ଜୟ ଜଗନ୍ନାଥ......🙏🙏🙏🙏
@anilkumarbiswal4541
@anilkumarbiswal4541 2 жыл бұрын
ଅତି ସୁନ୍ଦର ଭାବରେ ଲେଖିଛନ୍ତି, ଗାଇଛନ୍ତି ଏବଂ ଜାପାନୀ
@Modikaparivar123
@Modikaparivar123 2 жыл бұрын
All time japani bhai and udit narayan sir my favourite. କାଳିଆର ନାମ ଧରି ମାଡି ଚାଲ ଜାପାନୀ ଭାଇ । 🙏🙏🙏🙏🙏🙏
@swopnaranibehera2263
@swopnaranibehera2263 2 жыл бұрын
Beautiful video bhai god bless you and jay Jagannath 🙏🏻🙏🏻🙏🏻🙏🏻
@sanjaynayak9081
@sanjaynayak9081 2 жыл бұрын
Panchanan Nayak always gives a masterpiece bhajan ..... amazing lyrics..
@jaydevsamal9169
@jaydevsamal9169 2 жыл бұрын
I am big fan of Udit Narayan ji. So specially thanks to Japani Bhai selecting my favorite singer. 🙏JAY JAGANNATH 🙏❤️❤️❤️💐💐💐.
@TruptiRanjanPanda379
@TruptiRanjanPanda379 2 жыл бұрын
Wow.... ସତରେ ହୃଦୟ ସ୍ପର୍ଷୀ🙏🙏🙏
@prahaladjena5138
@prahaladjena5138 Жыл бұрын
କାଳିଆ ତୋ ପ୍ରେମରେ ସାରା ଦୁନିଆ ଅନ୍ଧ ମତେ ତୋ ଦର୍ଶନ କରିବାର ସୁଯୋଗ ଦେ ।। ଜୟ ଜଗନ୍ନାଥ ❤
@omsainetworkmotivationalst4590
@omsainetworkmotivationalst4590 2 жыл бұрын
ଜୟ ଜଗନ୍ନାଥ🙏ବହୁତ ସୁନ୍ଦର ଗୀତ
@basicenglishgrammarwithpra128
@basicenglishgrammarwithpra128 2 жыл бұрын
Wonderful composition,jay jagannath 🙏🙏🙏
@samirsamir-oe4bp
@samirsamir-oe4bp 2 жыл бұрын
Udit narayan and jagannath love ❤story is the best
@lulusahu4local
@lulusahu4local 2 жыл бұрын
ଗୋଟେ ଶକ୍ତ ଚାପୁଡ଼ା ମାରିଲ ଭାଇ ଜଗନ୍ନାଥ ଙ୍କ ଦୟା ସବୁବେଳେ ଥାଉ ଆପଣଙ୍କ ଉପରେ।
@m.padmanav3914
@m.padmanav3914 Жыл бұрын
ଉଦିତ୍ ନାରାୟଣ ♥️♥️♥️♥️♥️ ଜୟ ଜଗନ୍ନାଥ ♥️♥️🙏🙏🙏
@maheswarbarik1061
@maheswarbarik1061 2 жыл бұрын
JAPANI BHAI IS A GREAT MAN OF KIND 🙏🙏🙏 JAY JAGANNATH
@KKMusic20
@KKMusic20 2 жыл бұрын
kzfaq.info/get/bejne/a8idZaqDp8WZd3k.html
@siddhikrishnabehera1246
@siddhikrishnabehera1246 2 жыл бұрын
Beautiful lyrics Lord jaganatha is infinite ♾️ ✨️
@srmusicofficial214
@srmusicofficial214 2 жыл бұрын
My favourite jabani sir 🙏🎶❣️🙏🙏❤️❣️❣️
@dasbabubeautiful8915
@dasbabubeautiful8915 2 жыл бұрын
ଜୟ ଜଗନ୍ନାଥ ଏତେ ଦିନ ପରେ ଗୋଟେ ଗୀତ ଆସିଲା ମନ କିଣି ନେଲା ମୋ ଜଗା ସବୁ ଦେଖୁଚି 🙏🙏🙏
@allinonestatusduniya2673
@allinonestatusduniya2673 2 жыл бұрын
ଓଡ଼ିଶାରେ ରହି ମୋ କାଳିଆ ର ଭଜନ ଗାଇବାକୁ କୁଣ୍ଠାବୋଧ କରୁଥିବା ହ୍ୟୁମାନ ସାଗର ଗାଲରେ ଏ ଗୀତ ଟି ଶକ୍ତ ଚାପୁଡ଼ା ପରି ଲାଗିଛି। ଧନ୍ୟବାଦ୍ ଜାପାନୀ ଭାଇ ଓଡ଼ିଶା ବାସୀଙ୍କୁ ଏ ସୁନ୍ଦର ଭଜନ ଟି ଭେଟି ଦେଇ ଥିବାରୁ। ପ୍ରଭୁ ଜଗନ୍ନାଥ ଆପଣଙ୍କ ସାଥିରେ ଅଛନ୍ତି ଆହୁରି ଆଗକୁ ବଢ଼। 🙏🙏ଜୟ ଜଗନ୍ନାଥ 🙏🙏
مسبح السرير #قصير
00:19
سكتشات وحركات
Рет қаралды 2,1 МЛН
女孩妒忌小丑女? #小丑#shorts
00:34
好人小丑
Рет қаралды 87 МЛН
艾莎撒娇得到王子的原谅#艾莎
00:24
在逃的公主
Рет қаралды 54 МЛН
Мы сделали гигантские сухарики!  #большаяеда
00:44
RAM SIYA RAM I Adipurush
16:55
Camshaft
Рет қаралды 43 МЛН
مسبح السرير #قصير
00:19
سكتشات وحركات
Рет қаралды 2,1 МЛН