No video

ରାଗିଗଲେ ସୁଭାଶିଷ, ଆଗରୁ SP ମାଡ଼ ଖାଇଥିଲେ ଏବେ ASO ବୈକୁଣ୍ଠ କମ୍ପ୍ରମାଇଜ୍ କରିଦେଲେ ଆମ ମୁହଁ ଚୁପ୍ ।

  Рет қаралды 90,010

Pratidin TV

Pratidin TV

Ай бұрын

ରାଗିଗଲେ ସୁଭାଶିଷ, ଆଗରୁ SP ମାଡ଼ ଖାଇଥିଲେ ଏବେ ASO ବୈକୁଣ୍ଠ କମ୍ପ୍ରମାଇଜ୍ କରିଦେଲେ ଆମ ମୁହଁ ଚୁପ୍ ।#PratidinTv #PratidinNews #OdishaNews #LatestNews #LatestUpdate #PratidinTvOdisha
Like our Website page:
www.pratidintv...
Like Our Facebook Page
: / pratidinodisha
Subscribe To Our KZfaq Channel:
/ @pratidintvodisha
Subscribe To Our Hashtag Channel: / @hashtag6187
Like our Website page:
www.pratidintv...

Пікірлер: 278
@srikantsahoo6563
@srikantsahoo6563 Ай бұрын
ମାଗଣା ଖାଇବାକୁ ପିଇବାକୁ ମିଳୁଛି ସେଥିପାଇଁ ବଦମାସୀ ହେଉଛି।ରାଜ୍ୟପାଳ ଙ୍କୁ କଣ ଲଜ୍ୟା ଲାଗୁନି।ଧନ୍ୟ ରାଜ୍ୟପାଳ।
@bibhuprasadmohapatra6941
@bibhuprasadmohapatra6941 Ай бұрын
ଧନ୍ୟବାଦ ସୁବାଶିଷ ବାବୁ. AFO ମହାପାତ୍ର (ଯାହାଙ୍କୁ ଜାଳି ଦିଆଯାଇଥିଲା)ଙ୍କ CASE କୁ REOPEN କରିଲେ ଭଲ ହୁଅନ୍ତା.
@LokanathBehera-ip3ll
@LokanathBehera-ip3ll Ай бұрын
ଆପଣଙ୍କୁ ଅନେକ। ଥର ବିଭିନ୍ନ। ଚାନାଲରେ ଦେଖିଛି। ରାଇଟ। କଥା। କୁହନ୍ତି। ତୁମକୁ। ଧନ୍ୟବାଦ୍
@tapasswain3231
@tapasswain3231 Ай бұрын
Toka ra Paisa nahin but rati 2re call Kara asi pahanchiba.
@AjayakumarGochhi
@AjayakumarGochhi Ай бұрын
ଠିକ କଥା 😂😂😂
@motilalmunda2816
@motilalmunda2816 Ай бұрын
ଆପଣ ବହୁତ ବଢିଆଁ କଥା କହିଛନ୍ତି
@fatefaith5147
@fatefaith5147 Ай бұрын
ଏଇ ସବୁ ଷ୍ଟେଜ ରେ କମ୍ପର ମାଇଜ୍ ହେବାରୁ ସାଧାରଣ ଅବସ୍ଥାରେ କ୍ରାଇମ୍ ବଢୁଛି।
@deepakacharya3892
@deepakacharya3892 Ай бұрын
ଯେତେବେଳେ ଅନ୍ୟାୟର ଶିକାର ହୋଇ ଆପଣ CAMERA FRONT ରେ ପୋଲିସ ଠୁ ନିସ୍ତୁକ ମାଡ଼ ଖାଇଥିଲେ। ଆପଣଙ୍କ ପାଖରେ କଣ ଶକ୍ତି ନ ଥିଲା ? ପୋଲିସ ବାଲା ଙ୍କର ମୁଣ୍ଡ ଗଡ଼େଇ ଦେଇ EX ସୃଷ୍ଟି କଲେନି କଣ ପାଇଁ ? କେବଳ କୁହଳିଆ କପିଳା 😂
@user-jl9ge4jk9g
@user-jl9ge4jk9g Ай бұрын
ଵି ଜେ ପି ପାଇଂ ଚାମଚା ଗିରି କର ଓଡିସାର ଅସ୍କିତା
@subaldas3254
@subaldas3254 Ай бұрын
No compromise. ଜୟ ଜଗନ୍ନାଥ। ରାଜ୍ୟପାଳ ନିଜେ ଲଜ୍ଜିତ ହେବା ଉଚିତ।
@user-sf7ep6sh8o
@user-sf7ep6sh8o Ай бұрын
ଆ ଭାଇ ତମେ ଯେଉଁଟା କହିଲ ସତ କଥା, ହେଲେ ଓଡିଶା ରେ ବଡ ବାବୁ ମାନେ ଗୋଟେ ଗୋଟେ ଚୋର,
@gopabandhubehera453
@gopabandhubehera453 Ай бұрын
ଆରେଭାଇ ରାଜ୍ଯପାଳ ପୁଅର ପାଞ୍ଚ ସାଙ୍ଗଥିଲେ ସାଥିରେ ସେମାନେ ହୁଏତ ମଦ ପିଇଥିବେ?ସେ ଅବସ୍ଥାରେ ଜଣେ ଲୋକ କଣ କରିପାରିବ ତାଛଡା ଏ କର୍ମଚାରୀଟି ଜଦି ହାତ ଉଠେଇ ଥାଆନ୍ତା ଆଜି ତମେମାନେ ବିଜେପିର ଅନ୍ଧ ଭକ୍ତମାନେ କହିଥାନ୍ତ କର୍ମଚାରୀଟି ଆଇନିର ଆଶ୍ରୟ ନ ନେଇକି ଆଇନିକୁ କାହିଁକି ହାତକୁନେଲା। ତମ ମାନଙ୍କ ପାଟିରେ ଉଆ ତମମାନଙ୍କ ପାଟିରେ ଉସୁନା
@gulachibahaproduction8901
@gulachibahaproduction8901 25 күн бұрын
Right
@user-ir2kj6lf3z
@user-ir2kj6lf3z Ай бұрын
ଆରେ ବାବୁ ଏଟା ହେଲା ।ଆମ ସରକାର ର ଓଡ଼ିଆ ଅସ୍ମିତା ।
@GyanOoo-i1n
@GyanOoo-i1n Ай бұрын
ବାଳ କଥା କହୁଛି l ବିଜେପି ର ଚାମଚl
@user-qd6hl3le4q
@user-qd6hl3le4q 25 күн бұрын
Tu sala. Camacha
@bhabaranjanraut4929
@bhabaranjanraut4929 28 күн бұрын
ଏବାବୁ ଆଗରୁ ଭଲ କଥା କହୁଥିଲେ. ଏବେ ତାଙ୍କ ଭାଷାରୁ ଜଣାପଡୁଛି ସେ BJP ସପଟ କରୁଛି
@user-nt4vl6yp3g
@user-nt4vl6yp3g 28 күн бұрын
ସୁଭାସିସ ଭାଇ ଶଳା କୂ ଆରେଷ୍ଟ କରାଯାଉ
@nageswarnews7508
@nageswarnews7508 Ай бұрын
Subhasis babu apananka katha tike touteria vali laguchhi
@SatyaOdia-um5ii
@SatyaOdia-um5ii Ай бұрын
Right katha bhai
@aranyadiscodance
@aranyadiscodance Ай бұрын
Thank sir very good messg
@HappyBirchForest-bp8jg
@HappyBirchForest-bp8jg 21 күн бұрын
ସେ ମାଗିହା ମାନଙ୍କୁ ଓଡ଼ିଶାରୁ ବାହାର କରାଯାଉ
@anshumanchanel1042
@anshumanchanel1042 Ай бұрын
Right brother ❤❤
@ALEKHACHANDRASAHOO-kj2mx
@ALEKHACHANDRASAHOO-kj2mx 29 күн бұрын
ଠିକ୍ କଥା କହିଛନ୍ତି ଭାଇ ବହୁତ ସୁନ୍ଦର ଆଇନ ଶମସ୍ତ୍ ଙ୍କ ପାଇଁ ସମାନ 😂😂
@dillippradhan3536
@dillippradhan3536 Ай бұрын
you are right sir
@rabindrakumarmohanty9415
@rabindrakumarmohanty9415 Ай бұрын
ଆଇନ୍ ଠାରୁ ଉର୍ଦ୍ଧ୍ବ ରେ କେହି ନୁହନ୍ତି, ଠିକ୍ କଥା କହିଛନ୍ତି,ରଫା ସେ ଦଫା ନେହି।
@mohanraoladi523
@mohanraoladi523 Ай бұрын
Right statement dear,God bless you.
@srinibashpradhan6683
@srinibashpradhan6683 Ай бұрын
Why OTV Argus Channel r silent and not reporting
@amitpradhan5052
@amitpradhan5052 Ай бұрын
ଏଇଟା ଆମ ଓଡ଼ିଆ ଅସ୍ମିତା ।
@subratmadgul5375
@subratmadgul5375 Ай бұрын
ତ ବପା ନବୀନ ଶାସନ କାଳରେ ବହୁତ ଅସ୍ମିତା ଥିଲା ନାରେ ବେଧ ଛୁଆ....
@amitpradhan5052
@amitpradhan5052 Ай бұрын
@@subratmadgul5375 ତମ ଭଳି ଲୋକ ମାନଙ୍କୁ ବିହାରୀ ଠୁ ମାଡ଼ ଖାଇବାକୁ ଭଲ ଲାଗୁଥିବ ।ସମସ୍ତଙ୍କୁ ନୁହେଁ। ଏଠି ନବୀନ ହେଉ କି ମୋହନ ହେଉ
@amitpradhan5052
@amitpradhan5052 Ай бұрын
ତମ ଭଳି ମାଡୁଆ ଲୋକଙ୍କୁ ବିହାରୀ ଠୁ ମାଡ଼ ଖାଇବାକୁ ଭଲ ଭଲାଗୁଥିବ ।ସମସ୍ତଙ୍କୁ ନୁହେଁ। ନବୀନ ହେଉ କି ମୋହନ ହେଉ।
@subratmadgul5375
@subratmadgul5375 Ай бұрын
@@amitpradhan5052 ତୁ କିଏ କିରେ
@ramakantasahoo5597
@ramakantasahoo5597 Ай бұрын
ଏ ଭଳି ଯୁକ୍ତି ଦୋଷୀ ସପକ୍ଷରେ ଯିବା ଭଳି ଲାଗୁଛି।
@prasantakumarbisoyi4231
@prasantakumarbisoyi4231 Ай бұрын
ଆପଣ କଣକହିବାକୁ ଚାହୁଁଛନ୍ତି ଆମେ ବୁଝିଗଲୁ । ଆଗରୁ ବିଜେଡି ସରକାରରେ କାହାକୁ ନ୍ୟାୟ ମିଳିନି ଏବେବି କାହାକୁ ନ୍ୟାୟ ନମିଳୁ (ମାରିବ ରେ ସବୁ ମାରିବ ଛଟ ପଟ ହେଇ ମାରିବ) ଏମିତି ଅନ୍ୟାୟ କଥାକୁହନି। ଭଗବାନ୍ ସବୁ ହିସାବ ରଖିଛନ୍ତି ସେଦିନକୁ ଅପେକ୍ଷା କର।
@subratanayak-tc4kx
@subratanayak-tc4kx Ай бұрын
Right bro
@jhunumandal6864
@jhunumandal6864 Ай бұрын
Right
@SinuDasOdiaVlogs
@SinuDasOdiaVlogs 25 күн бұрын
ସାଧାରଣ ଲୋକଙ୍କୁ ନ୍ୟାୟ ମିଳିବ ନାହିଁ
@satyasankar1
@satyasankar1 Ай бұрын
ଆପଣ ଯେତେ କହିଲେ କିଛି ହେବନାହିଁ, ସବୁ ଶଳା ଏକ। କାହିଁ Governor ପୁଅକୁ Arrest କରି ଦେଖାଅ , ସେ Captain ଦିବ୍ୟଶଙ୍କର , ପ୍ରତାପ ଜେନା, ବବି ଦାସ କୁ Arrest କରି ଦେଖାଅ । ସେଥିରେ ଜଣାପଡିବ ସରକାର ଙ୍କର କେତେ .... ରେ ପାଣି ଅଛି। କିଛି ହେବନାହିଁ ଏଠି।
@ganeswarbehera-fj6yu
@ganeswarbehera-fj6yu 25 күн бұрын
ଆପଣ ଠିକ୍ କଥା କହିଛନ୍ତି ଭାଇ । ନିଜ ଫାଇଦା ପାଇଁ ରାଜନୀତି । ଏମିତି ଅନେକ ଘଟଣା ଘଟିଲାଣି ପିଡିତା ସବୁ ହରେଇ, ନ୍ୟାୟ ପାଇଁ ଲଢ଼ି ଲଢ଼ି ଆଣ୍ଠେଇ ଗଲାଣି ।କେବଳ ପ୍ରଭୁ ଜଗନ୍ନାଥ ବିଚାରକ । ଜୟ ଜଗନ୍ନାଥ ।
@susantpaikray439
@susantpaikray439 Ай бұрын
Salute sir
@debasishmeher7942
@debasishmeher7942 29 күн бұрын
ସାର ଆପଣ ରାଇଟ୍ କଥା କହୁଛନ୍ତି
@CreationOdia1234
@CreationOdia1234 Ай бұрын
ରାଜ୍ୟ ପାଳ ପୁଅ ଅଭଦ୍ର ହେଇ ହାତ ଉଠେଲା ବୋଲି। କଣ ASO ହାତ ଉଠେଇ ଆଇନି କୁ ହାତକୁ ନେଇ ଥାନ୍ତା ସବୁ ତ ସେମିତି ହାତ ଉଠା ଉଠି ହେଇ ମର୍ଡର ହେଇଯିବେ ଆଉ ଆଇନ୍ କାନୁନ୍ କଣ ପାଇଁ ଅଛି ତୁମେ ହଉ ବୁଦ୍ଧି ଦଉଛ Criminal ବୁଦ୍ଧି ର କଥା କହୁଛ ତୁମ କଥା ଗ୍ରହଣ ଯୋଗ୍ୟ ନୁହଁ
@ratikantanaik7183
@ratikantanaik7183 Ай бұрын
Self defense.
@kishorbehera3267
@kishorbehera3267 20 күн бұрын
ଆରେ ସୁବାସ ସେତିକିରେ ତ ନ୍ୟାୟ ନାହିଁ ମାରି ଥିଲେ କଣ ତୁ ନ୍ୟାୟ ତେଇ ଥାଆନ୍ତୁ
@dambrudharnayak7809
@dambrudharnayak7809 Ай бұрын
ଆମ ଓଡିଆ ଲୋକ ମାନଙ୍କର ଏକତା ନାହିଁ ଆମ ଓଡିଆ ଲୋକଙ୍କୁ ଗଧ ଭାବୁଛନ୍ତି ଅନ୍ୟ ରାଜ୍ୟର ଲୋକ ନିଦରୁ ଉଠ ନହେଲେ ଏମିତି ମାଡ଼ ଖାଉଥିବା ଆମେ
@prashantmalik1823
@prashantmalik1823 23 күн бұрын
Right sir
@tusarkantasahu1064
@tusarkantasahu1064 Ай бұрын
ଆମ ଦେଶରେ 2 ଟି କାନୁନ୍ ଅଛି ବୋଲି ଆପଣ ମାନେ ଜାଣି ନାହିଁ କି!? ସାଧାରଣ ଲୋକଙ୍କ ପାଇଁ ଭାରତୀୟ ନ୍ୟାୟ ସଂହିତା, କିନ୍ତୁ ଧନୀ, ପ୍ରଭାବ ଶାଳୀ ଙ୍କ ପାଇଁ ଅଲଗା ଆଇନ୍... ଏହା କୌଣସି ନୁଆ କଥା ନୂହେଁ...
@susantrait6176
@susantrait6176 Ай бұрын
Jaya Jaya Modi Jaya BJP Jaya Bharat Jaya odisha Jaya BJP Jaya Bharat Jaya
@Dillip-dm1hh
@Dillip-dm1hh Ай бұрын
ମାଝିଵାଵୁ କଣ ହେଲା ସୁଣିନାହାନ୍ତି ରାଯ୍ୟପାଳଙ୍କ ପୁଅ କଣକଲେ ଏକ ଓଡ଼ିଆ କବିତା ଉଡିବା ଚଢେଇର ପେଟ ଚିହ୍ନନ୍ତି/ଡେଣା କାଟନ୍ତି😂😂😂😂😂😂😢
@kabitamohapatra5530
@kabitamohapatra5530 Ай бұрын
Correct
@user-dg6pj4wf8u
@user-dg6pj4wf8u Ай бұрын
Right👍
@ShukruDalabehera
@ShukruDalabehera Ай бұрын
Good right 🎉🎉🎉
@sudarsansethy7309
@sudarsansethy7309 Ай бұрын
ଜୟ ବଜେପି.
@GyanedraBaraj-pw4dq
@GyanedraBaraj-pw4dq Ай бұрын
Right Bhai
@Kalandicharansahoo-pz6gj
@Kalandicharansahoo-pz6gj Ай бұрын
Right 👍👍👍
@sauravkumarpuhan
@sauravkumarpuhan Ай бұрын
Right Bhai ❤❤❤❤❤❤❤
@saroj1296
@saroj1296 21 күн бұрын
ଆମ ଦେଶରେ ସଲାସୁତୁରା ବିନା investigation ରେ ଅପରାଧ ବଢ଼ାଉଛି
@kaminisuna4521
@kaminisuna4521 28 күн бұрын
U r a good answer sir 🙏🙌
@subodhabarik7707
@subodhabarik7707 Ай бұрын
Ak dam right
@shusantakumarsahu6448
@shusantakumarsahu6448 Ай бұрын
ସୁଭାଶିଷ ବାବୁ, ଆପଣ ଭଲ କ୍କୁହଲିଆ କଥା କହୁଛନ୍ତି
@SatyamebaJayate-ml8qx
@SatyamebaJayate-ml8qx Ай бұрын
ମାଡ ଖାଇଲେ ଲୋକେ ତାଙ୍କ ସପକ୍ଷରେ ଠିଆ ହେଲାବେଳକୁ ମହାଶୟ ମୁହଁ ଲୁଚେଇ ଦେଲେ.....
@bhubanmohanta743
@bhubanmohanta743 23 күн бұрын
ସିଏ କହୁଛନ୍ତି ରାଜ୍ୟ ପାଳ ର ପୁଅକୁ ସିଏ ମାରିଲା ନାହିଁ।ଯଦି aso ତାଙ୍କ ପୁଅକୁ ମରିଥାନ୍ତା ଏଇ ଦେବାଶିଷ ବାବୁ ମିଡିଆରେ କହି ଥାନ୍ତେ କାହିଁକି ମରିଲ ଆଇନ ର ଆଶ୍ରୟ ନେଲ ନି।ଭଲ ରାଜନୀତି କରୁଛୋ ଭାଇ
@user-ph5hv9zb3y
@user-ph5hv9zb3y Ай бұрын
Really, it is a befitting analysis. Thank🌹 you.
@shyama4185
@shyama4185 Ай бұрын
ASO କଣ ଚୁଡ଼ି ପିନ୍ଧି ଥିଲାକି ସେ ଜଣକୁ ବାଡେଇ ପାରିଥାନ୍ତl ଯେହେତୁ ରାଜ୍ୟ ପାଳ ପୁଅ .... ସେ comprosemise କରିସାରିଲେଣି
@kshirodripradhan1031
@kshirodripradhan1031 Ай бұрын
Aso ଆମର ଇଜ୍ଜତ ଗଲା ପଧାନ ପାଟି ତୁ ଦୁରବଲ ମନେ ଭାବିଲୁ
@DhanapatiNayak-gv3xl
@DhanapatiNayak-gv3xl Ай бұрын
Yes sir very very right speech sir go ahead and odisha support sir
@manishapattanayak2152
@manishapattanayak2152 27 күн бұрын
ଆଜି ବିଜେପି ର ଓଡ଼ିଶାର ଅସ୍ମିତା କଣ ଚୂଲିକି ଗଲା ଆରେ ମାତାଲି
@raghunathrout6349
@raghunathrout6349 Ай бұрын
Jay jagannath.
@geetasrijena6566
@geetasrijena6566 Ай бұрын
Subhasish babu headsup
@debendrakumar5560
@debendrakumar5560 Ай бұрын
Really right dear brother 🙏🙏🙏👍
@prahalladtripathy4287
@prahalladtripathy4287 Ай бұрын
I have seen many of your bytes earlier but found this one to be quite justified and refined
@sabirpadhi1234
@sabirpadhi1234 Ай бұрын
Yes
@user-kf8xq2zx6f
@user-kf8xq2zx6f Ай бұрын
Excellent message
@gayadhar05
@gayadhar05 Ай бұрын
You are saying right things
@kapurchandramajhi963
@kapurchandramajhi963 25 күн бұрын
ଆପଣ ଠିକ୍ କହିଛନ୍ତି ବଡ଼ ଭାଇ ।
@haladharpanda1175
@haladharpanda1175 26 күн бұрын
ଦୋଷ ସ୍ଵୀକାର କରି ପାରିଲେ ଓଡିଆ କ୍ଷମା କରିଦେଇ ପାରେ
@PadanHarijan-t5s
@PadanHarijan-t5s 28 күн бұрын
ଭାଇ ଆପଣ ଭାବୁଛନ୍ତି କି ବହୁତ ଭଲ କଥା କହୁଛି ବୋଲି ? ହଁ ବୈକୁଣ୍ଠ ମାରି ପାରିଥାଆନ୍ତା ରାଜ୍ୟପାଳ ପୁଅକୁ ଯଦି ସେ ମାରିଥାନ୍ତା ଓଏସମାରିଥି🎉ଲେ ଆପଣଙ୍କ ଭଳିଆ ନେତା ମାନେ କହିଥାଆନ୍ତେ କାହିଁକି ମାରିଲ ଆଇନ୍ ଅଛି ଆଇନ୍ ତା ବାଟରେଯାଇଥାଆନ୍ତା ବୋଲି ❤ ସେ ଚାହୁଁଥିଲେ ଗୁଳି କରିଥାଆନ୍ତି
@RanjanPrusty-lp7hg
@RanjanPrusty-lp7hg Ай бұрын
Every one should accept your theory. Thank U
@hareshkumarpatel7452
@hareshkumarpatel7452 Ай бұрын
ସବୁକ୍ଷେତ୍ରରେ ପରିବାର ବାଦ ଦେଶ କୁ ଖତମ କରିଦେବ
@subham7782
@subham7782 Ай бұрын
Odishar asmita
@abhinandansutar197
@abhinandansutar197 Ай бұрын
ପଣ୍ଡିତ ପୁଅ ମାଙ୍କଡ ମାରିଲେ ଦୋଷ ନାହିଁ
@bijayswain4460
@bijayswain4460 Ай бұрын
ଧନ୍ୟ ବାଦ ସୁଭାସିସ ଭାଇ।ସୁନ୍ଦର କଥା କହିଲେ।ଲୋକମାନେ କିଛି ଶିଖନ୍ତୁ।
@parsuramsahoo7509
@parsuramsahoo7509 Ай бұрын
କୌ ବାଲ କଥା କହିଲେ, ଲୋକ କଣ ଶିଖିବେ ସେଥିରୁ ,
@pramodpanda8976
@pramodpanda8976 Ай бұрын
Pratapdev sunantu. Right
@bhagbanbehera5601
@bhagbanbehera5601 Ай бұрын
ଭାଇ ଆପଣ ଏକଦମ right କଥା କହିଛନ୍ତି
@dibyaranjanbehera7927
@dibyaranjanbehera7927 Ай бұрын
👍👍👍👍👍
@jyotirmayasamal3207
@jyotirmayasamal3207 21 күн бұрын
ଭାଇ ମୁ ଆପଣଙ୍କ କଥାରେ ଏକମତ ଆଇନ ଅଛିନା ଆଇନକୁ ତା ବାଟରେ ଯିବାକୁଦିଆ ଯିଏ ଚିଲାଉଛନ ସେମାନେ କଣ ନାୟମୂରତି
@khirodchandrarauta2095
@khirodchandrarauta2095 Ай бұрын
Thank you 😮😮
@GaneshJena-mr1hf
@GaneshJena-mr1hf Ай бұрын
Alright .It is a true fact.Thanks.
@user-sd4bk9ty3f
@user-sd4bk9ty3f Ай бұрын
ତୁ ପକା ସିଆଣିଆ!A S O ପ୍ରତି ଆକ୍ରମଣ କରିଥାଆନ୍ତା,ତା ଚାକିରି ଯାଇଥାନ୍ତା,ସେ ମୁହଁ ଫଟାଇଥାନ୍ତା,ତୁ ତା ପରିବାର କୁ ପୋଷିଥାନ୍ତୁ,ତୋ ଭଳି ମୁର୍ଖ ଆଉ ଚାମଚା ମୁଁ ଆଜିପର୍ଯେନ୍ତ ଦେଖିନାହିଁ!
@user-tm1kk4sd3q
@user-tm1kk4sd3q Ай бұрын
କ'ଣ କହିଲ ଭାଇ । ଆପଣଙ୍କୁ ଧନ୍ୟବାଦ। ସତ କଥା । ଜୟ ଜଗନ୍ନାଥ।
@chaskamisantalbhasate4149
@chaskamisantalbhasate4149 Ай бұрын
କହିବା ସହଜ କିନ୍ତୁ କରିବା ଟିକେ ଚିନ୍ତା କୋରିକି କରାଯାଏ କୁକୁର କାମୁଡ଼ିଲେ କଣ ମଣିଷ କୁକୁର କୁ କାମୁଡି ବ ଏହା ଉଚିତ୍ ନୁହେଁ ? ସାଧାରଣ ଲୋକ ଏହି ସବୁ କେବେ ଭାବି ନୋ ଥାଆନ୍ତି । ନ୍ୟାୟ ଏଇଠି ସାତ ସୋପୋନୋ..... ଗରିବ ମୋଳି ମୁଣ୍ଡିଆ ମାନଙ୍କ ପାଇଁ ରୁଲ୍ ଅନ୍ୟ ଧୋନି ଲୋକ ପାଇଁ ଖେଳ
@user-wk5pc6qr7r
@user-wk5pc6qr7r Ай бұрын
Are agaru gote prakar abe kn change .besha poshaka bi.kichhi milila nahi ki Padma dala ru
@niranjanpanda1360
@niranjanpanda1360 Ай бұрын
ASO jedi marithanta ete beleku se jail re thanta
@JogeshwarMahanta-ut3fe
@JogeshwarMahanta-ut3fe Ай бұрын
Jay Jaban
@abhinnakumarsahoo3384
@abhinnakumarsahoo3384 Ай бұрын
NANA-Thik OK Savas-Thank U.
@manishapattanayak2152
@manishapattanayak2152 27 күн бұрын
ବିଜେପି ମାତାଲି ର ବହୁତ୍ ଜୋର୍ ରେ ଭାଷଣ ବାଜି ଚାଲିଚି ତୁ କେତେ ମାଡ଼ ଖଇଛୁ ହେଲେ କେତେ ଜଣକୁ ପିଟି କି ଆସିଚୁ ମାତାଲି
@AchyutSamantaray
@AchyutSamantaray Ай бұрын
Absolutely right
@lipa9370
@lipa9370 29 күн бұрын
ବିଜେପି ପାଖରୁ କିଛି ଖା ଇଛି
@chanduramhembram2025
@chanduramhembram2025 Ай бұрын
ଆହୁରି ମାଡ଼ ଖାଇବେ
@hareshchandranaik8065
@hareshchandranaik8065 27 күн бұрын
We should give respect to law
@SureshChandraSahoo-qs4bp
@SureshChandraSahoo-qs4bp 24 күн бұрын
Kantaku kantare kadhiba athi nuhe subasish babu
@ଅଭୟ
@ଅଭୟ Ай бұрын
କଣ ପାଇଁ ମାଡ଼ ହେଲା ସେ ବିଷୟରେ ଜଣା ପଡୁ ନାହିଁ
@parsuramsahoo7509
@parsuramsahoo7509 Ай бұрын
ବିଳାସ ପୂର୍ଣ୍ଣ ଦମି କାର ତାଙ୍କୁ ଯୋଗାଇ ପାରିଲେ ନାହିଁ ,ତେଣୁ ମାଡ ଖାଇଲେ ,
@user-fi6zk1hy3h
@user-fi6zk1hy3h 24 күн бұрын
Super bro
@user-wk5pc6qr7r
@user-wk5pc6qr7r Ай бұрын
Odia ashmita katha kuade gala.bahut kahu thila agaru.dress change katha change
@user-ps4iq1ys3w
@user-ps4iq1ys3w Ай бұрын
ଧନ୍ୟବାଦ
@smbhupatra
@smbhupatra Ай бұрын
🙏🙏🙏🙏
@SarojDalasingh
@SarojDalasingh 27 күн бұрын
Ariticle -157 governor is an agent of central government and he shall hold office on pleasure of president. ଆରେ ସମ୍ଭିଧାନ କହୁଛି ରାଜ୍ୟପାଳ ହେଉଛି କେନ୍ଦ୍ର ସରକାର ର ଗୋଟେ ଉପସ୍ଥାପନା କାରୀ ( ପ୍ରତିନିଧି ) ଓ ସେ ରାଷ୍ଟ୍ରପତି ର ଖୁସିରେ କାର୍ଯ୍ୟରେ ରହିପାରିବ ବା ରାଷ୍ଟ୍ରପତି ଖୁସି ପାଇଁ ଗୋଟେ ରାଜ୍ୟପାଳ ତେଣୁ ରାଜ୍ୟପାଳ କହି ଆଉ ଟେକନି କି ଏତେ ଆଶ୍ଚର୍ଯ୍ୟ ହୁଅନି ଆମକୁ କିଛି ଆଶ୍ଚର୍ଯ୍ୟ ଲାଗୁନି ସେ ଗୋଟେ ଏଜେଣ୍ଟ
@Suresh-kj7ky
@Suresh-kj7ky Ай бұрын
ଏ ଗୋଟେ ଭାଷଣ ବାଜି ଟା
@Aaddddgggg
@Aaddddgggg Ай бұрын
ସେତିକି ବି ତମେ କରିପାରିବ ନାହିଁ
@TrilochanRaiChetty
@TrilochanRaiChetty Ай бұрын
Excellent
Parenting hacks and gadgets against mosquitoes 🦟👶
00:21
Let's GLOW!
Рет қаралды 12 МЛН
The Joker saves Harley Quinn from drowning!#joker  #shorts
00:34
Untitled Joker
Рет қаралды 56 МЛН
Parenting hacks and gadgets against mosquitoes 🦟👶
00:21
Let's GLOW!
Рет қаралды 12 МЛН