ରାହୁଲଙ୍କୁ ଧୋଇଦେଲେ ସମ୍ୱିତ | BJP MP Sambit Patra | Rahul Gandhi | Parliament Session | Odisha Reporter

  Рет қаралды 525,334

Odisha Reporter

Odisha Reporter

24 күн бұрын

ଲୋକସଭାରେ ରାହୁଲଙ୍କ ବୟାନକୁ ନେଇ ଧୋଇଦେଲେ ପୁରୀ ସାଂସଦ ସମ୍ୱିତ ପାତ୍ର। କହିଲେ, ମୁଁ ହିନ୍ଦୁ, ହିଂସ୍ର ନୁହେଁ। ଏହା ଜଗନ୍ନାଥ ଧାମରୁ କେମିତି ଲୋକତନ୍ତ୍ରର ଆରମ୍ଭ ହୋଇଥିଲା, ବୁଝାଇଥିଲେ ସମ୍ୱିତ ପାତ୍ର।
Odisha Reporter is one of the best Odia news portal in Odisha. Get all the news updates in Odia.
ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ |
KZfaq: bit.ly/OdishaReporteronKZfaq
Web: odishareporter.in
Facebook: / odishareporter
Twitter: / odishareporter
Telegram: telegram.me/Odisha_Reporter_o...
Instagram: / odishareporter_official
#OdishaReporter #SambitPatra #RahulGandhi #parliament #odisha #news #odishareporter

Пікірлер: 1 600
@brundabanmandika5298
@brundabanmandika5298 22 күн бұрын
ଧନ୍ୟବାଦ୍ ସାର୍ ଆପଣ ଆମ ଜଗନ୍ନାଥଙ୍କ ବିଷୟ ରେ ଲୋକସଭା ରେ ଏହି କଥା ଉଠାଇ ଥିବାରୁ ବହୁତ ବହୁତ ଧନ୍ୟବାଦ୍।
@Monojdas541
@Monojdas541 22 күн бұрын
Jagannath katha world janilani ea eathi kau bada kama karuni
@ytbikash3074
@ytbikash3074 22 күн бұрын
​@@Monojdas541Thik kotha pura.... Jagannath ku neiki Rajoniti karuchi sola Bjp
@Msd588
@Msd588 22 күн бұрын
Rahul ku bujhau thila loktantra kahaku kuha jaye​@@ytbikash3074
@PravatSahoo-ch3pc
@PravatSahoo-ch3pc 22 күн бұрын
@@ytbikash3074 are bhinoi sunu se para Puri ra MP jagannath ka katha kahibani ka BJD ra sarthi baba Katha kahi ba 🧟👈😂😜
@BankiaBachhar
@BankiaBachhar 22 күн бұрын
Mo bhalo loka se
@VIVEKODIA9938
@VIVEKODIA9938 22 күн бұрын
ଧନ୍ୟବାଦ ସମ୍ବିତ ବାବୁ, ଆମ ଉତ୍କଳ (ଓଡିଶା )ରୁ ନିର୍ବାଚିତ ହୁଇ ଲୋକସଭା ରେ ଏମିତି ପାଠ ପଢ଼େଇ ଥିବାରୁ ଜୟ ଜଗନ୍ନାଥ
@TECHNO_TOOLS537
@TECHNO_TOOLS537 20 күн бұрын
perfect logo ku patha jaichi agaku dekha kan heba
@swayamprava11
@swayamprava11 22 күн бұрын
ପୁରୀ ର ଭାଇ ଭଉଣୀ ମାନଙ୍କୁ ବହୁତ ବହୁତ ଧନ୍ୟବାଦ ..ସେମାନେ ସମ୍ବିତ୍ ପାତ୍ର ଙ୍କୁ ଭୋଟ ଦେଇ ଥିବାରୁ ସେ ଆମ ଓଡ଼ିଶା ର ପ୍ରତିନିଧି କରି ପାରୁଛନ୍ତି ସାଂସଦ ରେ🙏🏽🙌
@yt_activity_07
@yt_activity_07 18 күн бұрын
Bhai hua kahuchi jagarnath modi nka bhakta tanku vote dee tame bahut punya Kari deecha ayodhya ke log toh ase badnam hai dogle toh hamare Puri ke log hai
@NilamaniMahapatra-ue8dm
@NilamaniMahapatra-ue8dm 3 күн бұрын
,
@jyotsnamahapatra6349
@jyotsnamahapatra6349 22 күн бұрын
ଏମିତି ନେତା ଆମ ଓଡ଼ିଶାରେ ଥିବାରୁ ଆମେ ଗର୍ବରେ ମଥା ଟେକି କହିବା ଜୟଉତ୍କଳ ଜୟ ଜଗନ୍ନାଥ ।
@r.naik.haribol
@r.naik.haribol 22 күн бұрын
ଗର୍ବ ରେ କହୁଛି ମୁଁ ହିନ୍ଦୁ 🙏ଜୟ ଜଗନ୍ନାଥ 🙏🚩ଜୟ ସନାତନ
@sukantasahoo3973
@sukantasahoo3973 22 күн бұрын
@@r.naik.haribolmu b hindu boli garba anubhab kare
@ManchanBarin
@ManchanBarin 19 күн бұрын
Shame on you
@PYTHON663
@PYTHON663 18 күн бұрын
Jay Shree Ram ❤
@Rajmbbs17
@Rajmbbs17 18 күн бұрын
Aare bhai rahul gandhi kichhi bhul kahini.. Ae bjp wala au godi media tama ku mislead karuchi
@PramodSingh-bk2gj
@PramodSingh-bk2gj 17 күн бұрын
​Ame sunichu ... Rahul ra Katha upare control nahi . Aita sata katha . Au jou congress Ramachandra nka upare question kari thila seman nku upare bharasa kn Kariba . Sabu bele hindu birodhi congress ​@@Rajmbbs17
@newstarsvision7754
@newstarsvision7754 22 күн бұрын
Wow super speech sambit ji 🙏.ଆଜି ଗର୍ବ ଲାଗୁଛି ଆମେ ଓଡଶା ର ବୋଲି । ଜୟ ହିନ୍ଦ।। ଜୟ ଭାରତ।। ଜୟ ଜଗନ୍ନାଥ🙏
@santoshkumarsahu6586
@santoshkumarsahu6586 22 күн бұрын
❤️🙏❤️ Jay Sri Jagannath ❤️🙏🌺🙏❤️ Nice Coment ❤️🙏🌺🙏❤️
@shaswatrath1594
@shaswatrath1594 22 күн бұрын
Bala speech... Sala odisha ra reputed vadra chora
@rudrapratap830
@rudrapratap830 22 күн бұрын
​@@shaswatrath1594 କଣ ଚୋରି କରିଛନ୍ତି କୁହ ତ ଟିକେ ??
@bmusic9646
@bmusic9646 22 күн бұрын
ବେକାର କୋଥା
@shaswatrath1594
@shaswatrath1594 22 күн бұрын
@@rudrapratap830 aama area ra kichi govt au private land pakha pakhi thila . Sabu ku collector officer nku lagei hadap karichi. Sadharana loka ku ta prapya b delani
@BhagirathaPrusty-yd4tj
@BhagirathaPrusty-yd4tj 22 күн бұрын
ଓଡ଼ିଶାର ନିର୍ବାଚିତ ହୋଇଥିବା ସାଂସଦ ମାନଙ୍କ ମଧ୍ୟରେ ପୂରୀ ସାଂସଦ ସମ୍ବିତ ପାତ୍ର ଅନ୍ୟତମ।ସେ ଜଗନ୍ନାଥଙ୍କ ଦୂତ ହିସାବରେ ସାଂସଦ କୁ ଯାଇଛନ୍ତି, ରାହୁଲ ଗାନ୍ଧୀ ଭଳି ପଠାଣ କୁ ଉଚିତ ଜବାବ ଦେବା ପାଇଁ ❤❤❤
@Ysnnewsrupendrodia
@Ysnnewsrupendrodia 20 күн бұрын
gread sir 🙏🙏👍
@dipunsinghsamanta5544
@dipunsinghsamanta5544 21 күн бұрын
ବହୁତ ବହୁତ ଧନ୍ୟବାଦ ପୁରୀ ବାସୀ... ଏଭଳି ସାଂସଦକୁ ଚୟନ କରିଥିବାରୁ... 🙏❤️ ଜୟ ଜଗନ୍ନାଥ 🙏🙏🙏🔥
@susantasahoo9544
@susantasahoo9544 22 күн бұрын
ଧନ୍ୟବାଦ ସମ୍ବିତ୍ ବାବୁ ମୋ ଲୋକସଭା ପୁରୀ ନିର୍ବାଚନ ମଣ୍ଡଳୀରୁ ନିର୍ବାଚିତ ହୋଇଥିବାରୁ ମୁଁ ନିଜକୁ ଭାଗ୍ୟବାନ ଅନୁଭବ କରୁଛି ।
@deepakdilla6392
@deepakdilla6392 22 күн бұрын
Sambit Patra Jia ki kuhanti PM Modi ra bhakta Mahaprabhu Jagannath
@tapasswain3231
@tapasswain3231 22 күн бұрын
​@@deepakdilla6392Tapare sie bhul magithile ,but Pratap dev jou kahithila Nabin patnayak nku Jaganath sethipain sie bhul maginathila
@chandrasekhar6332
@chandrasekhar6332 22 күн бұрын
Bhai lo se Bhul re kahi deithile​@@deepakdilla6392
@Chiranjeeb_Choudhury
@Chiranjeeb_Choudhury 22 күн бұрын
​@@tapasswain3231 Khali se jane nuha bhai Odisha ra Jagannatha Naveen Patnaik boli bahut jana BJD karmi agaru kahichhanti. Kehi bhul maginahanti.
@tapasswain3231
@tapasswain3231 22 күн бұрын
@@Chiranjeeb_Choudhury Bujhi paruni loka kemiti kichi Question pacharu nahanti semanku jou mane ate thara jaganath nku Nabin patnayak boli kuhanti aau kebe kehi lokanku ta chada ,Swayam Jaganath nku bi khyma prathana kari nahanti.
@saradaprasadmohapatra7640
@saradaprasadmohapatra7640 22 күн бұрын
ପୂର୍ବରୁ ପାରଲିଆମେଣ୍ଟ ରେ ଏହି ପରି ବକ୍ତବ୍ଯ ରଖି ପାରୁ ଥିବା ଓଡ଼ିଆ ବୋଧହୁଏ କେହି ନ ଥିଲେ। ଅଧିକାଂଶ member କେବଳ ଉପସ୍ଥାନ ପକାଇ ଆସୁଥିଲେ। parliamentରେ ଏହିପରି ଉପସ୍ଥାପନ କରିପାରୁଥିବା ଲୋକ ମାନଙ୍କୁ ଆମେମାନେ ନିରବାଚିତ କରିବା ଉଚିତ୍।
@Subha09787
@Subha09787 22 күн бұрын
ଠିକ୍ କଥା କହିଛ ଭାଇ
@BhagirathaPrusty-yd4tj
@BhagirathaPrusty-yd4tj 22 күн бұрын
R8 bro,👌👌👌
@soubhagyabhanusahoo342
@soubhagyabhanusahoo342 21 күн бұрын
Same word bhai
@user-eq5un8yt3f
@user-eq5un8yt3f 19 күн бұрын
Modi ke bhakt jaganath ye banda ye na
@factsabout9688
@factsabout9688 19 күн бұрын
Right bro
@chitaranjanmohanty6485
@chitaranjanmohanty6485 22 күн бұрын
ସମ୍ବିତ ସାର୍ ମୁଁ ମୋର ଭୋଟ ଟି ଆପଣଙ୍କୁ ଦେଇଥିବାରୁ ମୁଁ ନିଜକୁ ଗର୍ବ ଅନୁଭବ କରୁଛି 🙏
@ganeswarpatra1556
@ganeswarpatra1556 22 күн бұрын
ଜୟ ଜଗନ୍ନାଥ ସ୍ଵାମୀ ନୟନ ପଥ ଗାମୀ ଭବତୁ ମେ ଜଗତର ମଙ୍ଗଳ ହେଉ ପ୍ରଭୂ।ସନାତନ ଧର୍ମକୁ ବିକୃତ କରି ପବିତ୍ର ସଦନରେ ମତ୍ତ ରଖିଥିବା ରାହୁଲ ଗାନ୍ଧୀ ଙ୍କ ପତ୍ତନ ନିଶ୍ଚିତ।
@gourangakar4729
@gourangakar4729 22 күн бұрын
ଯେଉଁ ଓଡ଼ିଆ ମାନେ ଅପରାଜିତା ଙ୍କୁ ବିରୋଧ କରୁଛନ୍ତି ହୁଏତ ଏହି ଭାଷଣ ଶୁଣି ନଥିବେ ବା ବୁଝି ପାରି ନ ଥିବେ।
@bikramroutaray935
@bikramroutaray935 22 күн бұрын
ହିନ୍ଦୁ ଭାଇ ମାନେ ଏକତା ରହୁ ଆଗକୁ ପଠାଣ ଙ୍କ ଉତ୍ପାତ ବଢିବ ଏବେଠୁ ତାଙ୍କୁ ସାବଡ଼ କରିବା.. ଜୟ rss ଜୟ ହିନ୍ଦୁ ଜୟ ବିଜେପି.
@khagasethy4002
@khagasethy4002 22 күн бұрын
Right
@ZERO_TOHERO
@ZERO_TOHERO 22 күн бұрын
No
@Sudhansu_Sekhar6371
@Sudhansu_Sekhar6371 22 күн бұрын
Aagaku na pacha ku
@trus-ant07
@trus-ant07 22 күн бұрын
Balasore re danga start b helani .... Be ready boys
@LovelyScenery-vr9pv
@LovelyScenery-vr9pv 22 күн бұрын
Bou bia re dam achi magia
@suryanarayan9714
@suryanarayan9714 19 күн бұрын
Sir, we are odisha peoples and we are proud for you!
@bibhutisahu4204
@bibhutisahu4204 22 күн бұрын
ହିଂସା ତ କଂଗ୍ରେସ କରେ, ହିନ୍ଦୁମାନେ କେବେ ହିଂସା କରନ୍ତିନି, କେବଳ ସହନ୍ତି, କାଶ୍ମୀର ରେ ମୁସଲମାନ ମାନେ ଆତଙ୍କବାଦ କରନ୍ତି, ହିନ୍ଦୁ ମାନଙ୍କୁ ପିଟି ମାରି ତଡି ଦେଲେ, ହଜାର ହଜାର ହିନ୍ଦୁ ଙ୍କୁ ହାଣି ଦେଲେ, ସେତେବେଳେ କଂଗ୍ରେସ ପଠାଣ ମାନଙ୍କ ପାଇଁ କିଛି ପଦକ୍ଷେପ ନେଇ ନ ଥିଲେ
@manoranjanjena6161
@manoranjanjena6161 22 күн бұрын
ଯଦି ସଚୋଟ ହିନ୍ଦୁ ହୋଇଥିବେ ତାହେଲେ ନିଜ ଜୀବନ ଚାଲିଯାଉ ପଛେ କେବେବି କଂଗ୍ରେସ କୁ ଭୋଟ ଦିଅନ୍ତୁ ନାହିଁ ବିଶେଷ ଭାବେ ରାହୁଲ ପଠାଣ ଯେଉଁଭଳି କହିଲା ଯେ ଯିଏ ହିନ୍ଦୁ ହୋଇଥିବ ସେ ଗୋଟିଏ ହିଁଶୃକ ଯାହା ହିନ୍ଦୁଧର୍ମକୁ କୁଠାର ଘାତ ସହ ସମାନ ଯଦି ଏତେ ପ୍ରବଚନ ଦେଉଛି ଗୋଟିଏ ଥର ଶୁଣିଛନ୍ତି ମୁସଲମାନ ବିରୋଧରେ କହିବା କ'ଣ ସେମାନେ ସତୀ ସାବିତ୍ରୀ ଆଉ ହିନ୍ଦୁମାନେ ବେଧ ଯେଉଁ ଧର୍ମ ଅଶୁର ସହ ସମାନ ଖାଲି ଯେତେବେଳେ ଦେଖ ନୃଶଂସ ଭାବେ ଆକୁ ତାକୁ ହତ୍ୟା କରିବା ଆଉ ବିଶେଷ ଭାବେ ନାସିର୍ଉଦନ୍ ଓଏସି ଯେଉଁଭଳି ଭାବରେ ଶପଥ ଗ୍ରହଣ ସମୟରେ ଭାରତ ବିରୋଧି ମନ୍ତବ୍ୟ ଦେଇଥିଲେ କୋଉଠି ଥିଲା ରାହୁଲ ପଠାଣ କଣ ଶୋଇ ପଡ଼ିଥିଲା ସେ ବିଷୟରେ ପଦେ କହିଲାନି ତେଣୁ ସମସ୍ତ ହିନ୍ଦୁ ମାନଙ୍କୁ ଅନୁରୋଧ କରୁଛି ରାଜନିତୀ କର କିନ୍ତୁ ପ୍ରଥମେ ନିଜ ଧର୍ମ କୁ ଦେଖା
@khagasethy4002
@khagasethy4002 22 күн бұрын
Right
@jaykumarjhara
@jaykumarjhara 22 күн бұрын
Jay .. BJP
@bhabanishankarpati466
@bhabanishankarpati466 21 күн бұрын
Joy shree Ram 🙏🙏🙏
@samaratomicclasses8639
@samaratomicclasses8639 20 күн бұрын
Tame BJP ra chamcha 😂
@subratkumarsahoo246
@subratkumarsahoo246 18 күн бұрын
Rahul is mixture that's why he don't like hindu
@sukantasahoo3973
@sukantasahoo3973 22 күн бұрын
ଯେଉଁ ରାଜନେତା ମାନେ ହିନ୍ଦୁ ଙ୍କୁ ବିରୋଧୀ ସେମାନଙ୍କୁ ଆମ ହିନ୍ଦୁ ସମର୍ଥନ କରିଛନ୍ତି।। ଏତେ ସାହସ କରିବ । ଜାଗ୍ରତ ହୁଅ ହିନ୍ଦୁ।।
@chetakicineproduction1642
@chetakicineproduction1642 22 күн бұрын
Balo hebe ....... advance ago tume pochore rahibo
@JhanTadingi
@JhanTadingi 22 күн бұрын
Don't you have sence to say politics leader's are not against of Hindu
@BankiaBachhar
@BankiaBachhar 22 күн бұрын
Mo balo 😂loka se
@ashirbadsahoo9237
@ashirbadsahoo9237 21 күн бұрын
Rahul ji ka pura bhasan suno koun kya kaha pata chal jayega.
@senasanta2226
@senasanta2226 21 күн бұрын
Ame jati nithi dekuna bai
@user-xr4uu8lf9h
@user-xr4uu8lf9h 19 күн бұрын
Heart touching speech sir❤🫀🫀joy jagannath 🙏🙏🙏🙏
@santalientertainment7653
@santalientertainment7653 20 күн бұрын
ଧନ୍ୟବାଦ ସମ୍ବିତ ପାତ୍ର ଆମ ଓଡ଼ିଶା, ଆମ ଶ୍ରୀ ଜଗନ୍ନାଥଙ୍କ ବିଷୟରେ ଦେଶ ବାସୀଙ୍କ ଆଗରେ କହିଥିବାରୁ
@Pinkyswain9862
@Pinkyswain9862 23 күн бұрын
Excellent speech
@BantiJena415
@BantiJena415 22 күн бұрын
ମୁଁ ପ୍ରଭୁ ଜଗନ୍ନାଥଙ୍କ ମାଟିରେ ହିନ୍ଦୁ ଭାବରେ ଜନ୍ମ ନେଇଥିବାରୁ ମୁଁ ନିଜେ ଗର୍ବ ଅନୁଭବ କରୁଛି ଜୟ ଜଗନ୍ନାଥ 🙏🚩⚔️ ଜୟ କଳିଙ୍ଗ ⚔️
@bijayapradhan2
@bijayapradhan2 21 күн бұрын
ବହୁତ ଗର୍ବିତ ସ୍ୱାଧୀନତା ପରେ ଜଣେ ଖାଣ୍ଟି ଓଡ଼ିଆ ପୁଅ, ପ୍ରଭୁ ଜଗନ୍ନାଥ ଙ୍କ ବିଷୟରେ ଏତେ ସୁନ୍ଦର କଥା ଉପସ୍ଥାପନା ଭାରତୀୟ ସାଂସଦ ରେ କରିଥିବାରୁ, ବହୁତ ବହୁତ ଧନ୍ୟବାଦ,
@ashwininayak1773
@ashwininayak1773 22 күн бұрын
ଜୟ ଜଗନ୍ନାଥ 🙏🏽 ହିନ୍ଦୁ ଏବଂ ସନାତନ ପାଇଁ ମୁଁ ଗର୍ବିତ ଆଉ ମୋ ସ୍ୱାଭିମାନ l ଧନ୍ୟବାଦ ସମ୍ବିତ ମହାପାତ୍ର sir l
@santoshkrishna9913
@santoshkrishna9913 22 күн бұрын
ପାତ୍ର ସାର ଆପଣ ଙ୍କୁ ଅଶେଷ ଅଶେଷ ଧନ୍ୟବାଦ ଏ ଭଳି ବକ୍ତବ୍ୟ ରଖିଥିବା ରୁ..... ସନାତନ ସଂସ୍କୃତି ଆଉ ପ୍ରଭୁ ଜଗନ୍ନାଥ ଙ୍କ ବିଷୟରେ.... ଜିବେ ଦୟା ହେଉଛି ସନାତନ ସଂସ୍କୃତି ପ୍ରତୀକ.... ଜୟ ଜଗନ୍ନାଥ... 🚩🚩🚩
@jagannathojha9448
@jagannathojha9448 22 күн бұрын
ସମ୍ବିଦି ଜୀ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ
@Studyeverything122
@Studyeverything122 17 күн бұрын
Au dadan jainu bodhe
@user-fq5gb9ep9e
@user-fq5gb9ep9e 20 күн бұрын
ପୁରୀର ପ୍ରତିଟି ଲୋକ ପ୍ରଭୁଙ୍କ ଅବତାର ସେମାନଙ୍କୁ ମୁ କୋଟୀ କୋଟୀ ଦଣ୍ଡବତ ଜଣାଉଛି ,ଆଃହା ।ସମ୍ବିତ୍ ପାତ୍ର ଙ୍କୁ ଲୋକସଭାକୁ ପଠାଇ ଥିବାରୁ ,ଆମ ପ୍ରଭୁ ଜଗନ୍ନାଥ ମହାପ୍ରଭୁଙ୍କ ପାଈଁ କଣ ନ କହିଲେ ?
@SnehalataPradhan-gw1lc
@SnehalataPradhan-gw1lc 20 күн бұрын
ଧନ୍ୟବାଦ ପୁରୀର ସାମନ୍ତ ଭାଇ ଭଉଣୀ ମାନଙ୍କୁ ଏମିତି ସାଂସଦ ବାଛିଥିବାରୁ 🙏🙏🙏🙏
@kcdaspresents9811
@kcdaspresents9811 22 күн бұрын
Very good line speech by mr, sambit patra."mein Hindu hun parantu hinsak nahin hun". Jay Jagannath ❤❤❤
@babulusahu9826
@babulusahu9826 22 күн бұрын
Best reply to pappu and her😂😂team
@surjyakantabehera3057
@surjyakantabehera3057 22 күн бұрын
Bhai odia re kahi nia on pain se bideshi bhasa ra ma bhauni karuchu
@jitenkumarrout3303
@jitenkumarrout3303 20 күн бұрын
​@@surjyakantabehera3057Don't you understand the sarcasm ?
@harapriyabijuli9239
@harapriyabijuli9239 20 күн бұрын
ଧନ୍ୟ ଧନ୍ୟ କଳିଙ୍ଗ ପୁତ୍ର ସମ୍ବିତ୍ ଭାଇ ଜୟ ଜଗନ୍ନାଥ ସ୍ଵାମୀ ନୟନ ପଥଗାମୀ ଭବ ତୁମେ 🙏🙏🙏🙏🙏🚩🚩🚩🚩🚩🚩🚩
@gudunayak3501
@gudunayak3501 20 күн бұрын
ଜୟ ଜଗନ୍ନାଥ ଏକା ଓଡ଼ିଆ ଟୋକା ସାରା ପାଗଳ କଂଗ୍ରେସ ଉପରେ ଭାରି 😅
@arabindapandab746
@arabindapandab746 22 күн бұрын
Excellent, Proud of Odisha
@Preetilifestyle143
@Preetilifestyle143 22 күн бұрын
I am proud of you 🥰ame sabu odisha basi apanka sahita achu 😢😢😢
@bikashkumarnayak2557
@bikashkumarnayak2557 19 күн бұрын
ବହୁତ ଖୁସିର ବିଷୟ ଏବେ ସଂସଦରେ ଓଡିଆ ତଥା ଜଗନ୍ନାଥ ଧାମ ଓଡ଼ିଶାର ସ୍ବର ଶୁଭୁଛି। ଧନ୍ୟବାଦ ଓଡିଶାବାସୀ ଏଭଳି ଯୋଗ୍ୟ ପ୍ରାର୍ଥୀଙ୍କୁ ସଂସଦ କୁ ପଠେଇଥିବାରୁ। ଗର୍ବରେ କହେ ମୁଁ ହିନ୍ଦୁ ମୋ ଧର୍ମ ମୋତେ ହିଂସା ଶିଖେଇନି। ଏ ରାହୁଲ ପପୁ ଆଉ ସୁଧୁରିବନି ପାଗଳା ଭଳିଆ ହଉଛି ଏ ସଦନରେ। ଓଡିଆରେ ମତାମତ ରଖିଥିବା ସମସ୍ତ ବ୍ୟକ୍ତିବିଶେଷଙ୍କୁ ଧନ୍ୟବାଦ୍🙏
@pradeeppattnayak.1894
@pradeeppattnayak.1894 19 күн бұрын
ବହୁତ ବଢିଆ କଥା କହିଲେ,ଜଗନ୍ନାଥ ସଂସ୍କୃତି, ସନାତନ ସଂସ୍କୃତିର ମହତ୍ତ୍ବକୁ ସଂସଦରେ ଉପସ୍ଥାପନ କରି ବିରୋଧୀଙ୍କ ପାଟି ଚୁପ୍ କରିଥିବା ଯୋଗୁଁ ଆପଣ ଧନ୍ଯବାଦର ପାତ୍ର ଅଟନ୍ତି।ଜୟ ଜଗନ୍ନାଥ ।
@rockingstar2074
@rockingstar2074 18 күн бұрын
ପ୍ରକୃତ ରେ devopement ଦେଖ ଭାଇ
@rockingstar2074
@rockingstar2074 18 күн бұрын
ସନାତନୀ ସନାତନୀ କଣ ଲୀଳା ଚଳେଇଚ।
@lijapintu1438
@lijapintu1438 22 күн бұрын
Odisha ka tiger🐯 ❤ Hindu he ham 🙏🚩🚩
@sanjayabehera5625
@sanjayabehera5625 22 күн бұрын
Salute Sambit Bhai, we need this type of leader from Odisha. Jai Jagannath 🙏
@user-fq5gb9ep9e
@user-fq5gb9ep9e 20 күн бұрын
ଏ ଦୁନିଆଁର ସର୍ବ ଶ୍ରେଷ୍ଠ ସାଂସଦ ଭାବରେ ମୁ କୋଟୀ କୋଟୀ ଦଣ୍ଡବତ ଜଣାଉଛି ମୋ ପ୍ରିୟ ସାଂସଦଙ୍କୁ ।
@binayakumarsethi6114
@binayakumarsethi6114 20 күн бұрын
ଧନ୍ୟବାଦ ସମ୍ବିତ ଭାଇ ଆପଣଙ୍କ ପାଇଁ ଆମେ ଗର୍ବିତ ।
@NRana90
@NRana90 22 күн бұрын
We Odisha people proud of u sir
@bhagirathibarik9956
@bhagirathibarik9956 23 күн бұрын
Proud of you Sambit Bhai 👏👏
@vdvsatyanarayana6293
@vdvsatyanarayana6293 19 күн бұрын
ରାହୁଲ ର ବୟାନ୍ ରେ ଏଇଟା ସଂପୂର୍ଣ ରୂପେ ପ୍ରମାଣିତ ହେଉଛି ଯେ ରାହୁଲ୍ ହିନ୍ଦୁ ନାହାନ୍ତି।
@Studyeverything122
@Studyeverything122 17 күн бұрын
Tamara kou cast kii
@p5tiger785
@p5tiger785 20 күн бұрын
Bahut bhala katha sir nice
@AmitJena-ku4lr
@AmitJena-ku4lr 23 күн бұрын
Wow kya speech hai
@madhusmitasahoo8749
@madhusmitasahoo8749 22 күн бұрын
Excellent presentation
@pushpaminz2073
@pushpaminz2073 22 күн бұрын
Wao sambit jii nice
@tapankumar3812
@tapankumar3812 20 күн бұрын
Happy to have you aur MP...Jay Jagannath ❤
@RudraPrashad-1234
@RudraPrashad-1234 22 күн бұрын
Jay Jagannath
@manmathsahoo4213
@manmathsahoo4213 22 күн бұрын
Jay Jagannath 🙏🏻
@panabediapila5586
@panabediapila5586 22 күн бұрын
ଓଡିଶାର ସୁପର mp ❤
@rabindrabehuria9354
@rabindrabehuria9354 19 күн бұрын
Bala na
@PramodSingh-bk2gj
@PramodSingh-bk2gj 17 күн бұрын
Tora Kai kundei hauchi re 😂😂​@@rabindrabehuria9354
@manoj_authentic
@manoj_authentic 19 күн бұрын
Thanks to all the puri voters🙏🙏🙏
@SurendraKumar-on4ks
@SurendraKumar-on4ks 21 күн бұрын
Jay Jagannath... Sir apananku bahut bahut dhanyabad.. kan speech dele... Jay odisha... Jay Jagannath
@lokanathmoharana2345
@lokanathmoharana2345 22 күн бұрын
Excellent Debate
@user-wh5bg1yq7s
@user-wh5bg1yq7s 22 күн бұрын
Very good speech
@cuttackconnection5966
@cuttackconnection5966 20 күн бұрын
Thank you puri ❤️ from Cuttack
@ranjeetdas8954
@ranjeetdas8954 20 күн бұрын
Wonderful explanation about my state odisha ❤
@avayajena6254
@avayajena6254 22 күн бұрын
Jay shree Jagannath
@Sahoo983
@Sahoo983 22 күн бұрын
ବହୁତ ଗୁରୁତ୍ବପୁର୍ଣ କଥା ରାହୁଲ ଗାନ୍ଧୀ ଆଉ କେବେ ହିନ୍ଦୁ ଧର୍ମ ବିଷୟ ରେ କହିବେନି
@ashirbadsahoo9237
@ashirbadsahoo9237 21 күн бұрын
Karan BJP Bala natak karibare dhurandhar.
@Sahoo983
@Sahoo983 21 күн бұрын
@@ashirbadsahoo9237 ଆରେ ତୁମେ କଣ ମୁସଲିମ ସମ୍ପ୍ରଦାୟର
@incredibleworld2712
@incredibleworld2712 21 күн бұрын
Ya bapa Muslims 😂😂😂😂😂​@@ashirbadsahoo9237
@binayakumarsethi6114
@binayakumarsethi6114 20 күн бұрын
ପାକିସ୍ତାନ ପ୍ରେମ ପୁରା ଭରିକି ରହିଛି କ୍ରୀତଦାସ ମାନଙ୍କ ଠାରେ
@user-xu1dr9ou5o
@user-xu1dr9ou5o 6 күн бұрын
@@ashirbadsahoo9237pua congress ra history jaiki tike check kare sie kete bhul karichhi janiparibu bjp ra ta bhul achhi kintu congress jemiti bhul karichhi tara khyama e janma re bi nahin
@Funnysonu555
@Funnysonu555 20 күн бұрын
WoW ek number Sir...mast bujhhei chhanti❤❤❤❤
@suvashreedas294
@suvashreedas294 21 күн бұрын
Jai jagannath sir Heartly gratitude to you sir.... 🙏🏼🙏🏼 You represent our odisha and its culture in a best way.... So proud of you sir🙏🏼🙏🏼 Nice presentation sir
@harishchandrahimirika1883
@harishchandrahimirika1883 22 күн бұрын
ଦାନ୍ୟବାଦ ସାର ଆମ ଓଡି଼ଶା ର ବୀରପୁତ୍ର ସଂବିତ ସାର ଦାନ୍ୟ ଦାନ୍ୟ ଜୟ ହିନ୍ଦୁ
@sudhirabhoi1
@sudhirabhoi1 22 күн бұрын
ଧନ୍ୟବାଦ ସମ୍ବିତ୍ ସାର 🎉🎉🎉
@brajabandhumalik6009
@brajabandhumalik6009 19 күн бұрын
Thanks a lot Sir.Lokasabhare hrudayasparshi bhasan dei ebam Prabhu Jagannathnka katha upasthapan kari thibaru ame samaste Odisha basi garbita🙏
@jitendrasamal2344
@jitendrasamal2344 18 күн бұрын
Sir I am proud of you because I am from odisha.
@mitashreeblogs3268
@mitashreeblogs3268 23 күн бұрын
Best speech..
@satyanarayanjena9682
@satyanarayanjena9682 22 күн бұрын
Excellent and heart touching speech. We,the voters of Puri parliamentary constituency, are all proud of you Sambit Sir. Hope,you will continue your struggle relentlessly for Hindutva. Jay Jagannath
@user-my7ly3jo3y
@user-my7ly3jo3y 16 күн бұрын
Ye he hamara odisha ka Power 🔥🔥
@harishankarghosh4383
@harishankarghosh4383 16 күн бұрын
Wow jay Jagannath thankyou nsir🙏🙏
@TuluBehera-v3z
@TuluBehera-v3z 22 күн бұрын
I proud of you sir ....jai jagannath..jai odisa
@khirodkumarjena2139
@khirodkumarjena2139 22 күн бұрын
The most talented MP .... of our Nation....🙏🙏❤❤ From Odisha....
@subratkumaracharya8884
@subratkumaracharya8884 20 күн бұрын
Proud to be Odia, Hindu & Indian
@bishnupriyapatra302
@bishnupriyapatra302 21 күн бұрын
Super sir🙏🙏🙏🙏🙏we are proud to being a' odia' and we are proud of you sir.ଛାତି ଫୁଲି ଉଠୁଛି ଆପଣଙ୍କ କଥା ଶୁଣି ଗର୍ବରେ thankyou sir thanks a lot 🙏🙏🙏🙏🙏
@maheshkumarbag5464
@maheshkumarbag5464 22 күн бұрын
Jay Jagarnath 🙏🙏🙏 Jay Odia🙏🙏💛
@neeladrikumarswain145
@neeladrikumarswain145 22 күн бұрын
Super duper speech by Dr Sambit Patro in parliament. Many many thanks for your reply to Rahul Gandhi, Oawsis,D Raja& others 🎉🎉🎉🎉🎉.
@ashakantasethy4270
@ashakantasethy4270 19 күн бұрын
What a beautiful speech😊!
@Dashgp007
@Dashgp007 19 күн бұрын
Jay Jagannath 🙏🏻 proud to have you ❤
@harekrushnapradhan3453
@harekrushnapradhan3453 22 күн бұрын
Samit Bhai (Jai jagarnath)
@jyotiranajnswain5926
@jyotiranajnswain5926 22 күн бұрын
Good speech also please do effective efforts for progress for odisha and puri .
@nayakbibhuti4535
@nayakbibhuti4535 22 күн бұрын
Mo vote thik jaga re bajichi au love you ❤ sambit patra sir and JAY BJP
@user-uk9xo8uq7s
@user-uk9xo8uq7s 22 күн бұрын
ଜୟ ଜଗନ୍ନାଥ ଜୟ ଶ୍ରୀ ରାମ
@baburamjena983
@baburamjena983 19 күн бұрын
Wow kya dialogue mara Bhai ne dil khus kardia 👍🙏
@janmejaynayak4198
@janmejaynayak4198 10 күн бұрын
Excellent presentation sir. Thanks 👌 😊
@kalucharanpatra5767
@kalucharanpatra5767 22 күн бұрын
Bhai super👍👍👍
@TuluBehera-v3z
@TuluBehera-v3z 22 күн бұрын
I proud of you sir ....jai jagannath..jai odisa 4:07
@nirbikalpadash8792
@nirbikalpadash8792 19 күн бұрын
ଆପଣଙ୍କ ପାଇଁ ଆମେ ଗର୍ବିତ 🙏🙏🙏🙏🙏🙏🙏🙏
@BijayakumarPatra-ox4qb
@BijayakumarPatra-ox4qb 21 күн бұрын
Jay shree Ram jay Jagannath
@ManojSingh-wq7my
@ManojSingh-wq7my 22 күн бұрын
Jai ho odia pua jai jagannath I proud ima odia
@madhab0506
@madhab0506 22 күн бұрын
I feel so proud... Bcz u r our MP.. Wht a speech🙏🏾🙏🏾🙏🏾
@subodhkumarsahoo5349
@subodhkumarsahoo5349 19 күн бұрын
ଜୟ ଜଗନ୍ନାଥ 🙏🙏🚩
@user-zy6kr5ot8t
@user-zy6kr5ot8t 21 күн бұрын
Ek bande ki charcha sab jaga naam hai RAHUL ❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤
@mirasaraf486
@mirasaraf486 22 күн бұрын
Proud
@user-mn8km7sq4x
@user-mn8km7sq4x 22 күн бұрын
ଧନ୍ୟବାଦ ସମ୍ବବିତ ପାତ୍ର sir ଜୟ ଜଗନ୍ନାଥ ଜୟ ଶ୍ରୀ ରାମ
@anantadharua56
@anantadharua56 22 күн бұрын
ଏମିତି ସାଂସଦ ହେବା ଦରକାର
@arnapurnabehera2166
@arnapurnabehera2166 22 күн бұрын
Excellent ....wah🎉
@bapibarik6328
@bapibarik6328 22 күн бұрын
Jay shree ram
@AnusuyaProductions
@AnusuyaProductions 21 күн бұрын
Beautiful ❤️❤️ ❤️ Speach !! 🙏🏻🙏🏻🙏🏻🙏🏻😌😌😌
@LalitaMahanta-mn8ht
@LalitaMahanta-mn8ht 22 күн бұрын
Proud of odisha joy jagarnath
@ChampaBhatra-j7l
@ChampaBhatra-j7l 21 күн бұрын
ମୁ ଭାରତ ଓଡିଶାର ହିନ୍ଦୁ ବିଜେପି ର ଗେଣ୍ଡା ହିନ୍ଦୁ ନୁହେଁ ଭାରତ ଏକ ଧର୍ମନିରପେକ୍ଷ ରାଷ୍ଟ୍ର ବିଜେପି ହିନ୍ଦୁ, ମୁସଲିମ christan ନାମରେ ଦଙ୍ଗା କରୁଛି ବାଲେଶ୍ୱର ରେ l
@jayadevsahoo6661
@jayadevsahoo6661 19 күн бұрын
Mu gote hindu .mu kounsi librendu ki secularism nuha.jiye asiba hindu dharama ku kahiba au chalijiba.sala hindu majority Thai ki bi jihadi sabu hindu festivals re utpat hauchanti setebele kouthi librendu sabu Mari jaucha
@sandeeppanda7050
@sandeeppanda7050 19 күн бұрын
Dharma nirapekhya ra fayda kie uthauchi tk lekhile huanta 😂 specific group
@BKGajendra
@BKGajendra 18 күн бұрын
ତିନି ଦିନ ପୂର୍ବେ ଏଈ account ଟା ଖୋଲା ହେଇଛି. ଜଣା ପଡୁଛି, କେତେ ମାତ୍ରା ରେ ହିନ୍ଦୁ ଧର୍ମ କୁ ତୁମେମାନେ ବିରୋଧ କରୁଛ
@BKGajendra
@BKGajendra 18 күн бұрын
​@@ChampaBhatra-j7lHindi boli kichhi religion nahin, amara religion heuchhi Hindu🙏 Tuma comments ru jana paduchhi, tume hindu ki nahin🙏 Hindu ku hindi boli lekhuchha
@ChampaBhatra-j7l
@ChampaBhatra-j7l 18 күн бұрын
@@BKGajendra ସାର ଆପଣଙ୍କର ଆଖି ଦସ ଅଛି ବଧେ, କି ଓଡ଼ିଆ ପଡ଼ିବା ଜଣା ନାହିଁ କି, ତମକୁ ଏକା ଜଣା l ମୁ ହିନ୍ଦୁ ଲେଖିଛି ଚଷମା ପିନ୍ଧିକି ଦେଖି, ହିନ୍ଦୀ ଲେଖିନି l ମୁ ଜଣେ ହିନ୍ଦୁ ଲୋକ l କାହାଠୁ certificate ଆବଶ୍ୟକ ନାହିଁ ମୋ ହୃଦୟରେ ପ୍ରଭୁ ରାମ ଅଛନ୍ତି ଏବଂ ରହିବେ l ଜୟ ଶ୍ରୀ ରାମ....
@kedarnathsahoo4514
@kedarnathsahoo4514 16 күн бұрын
ସମ୍ବିତ sir ଆପଣ ଏଭଳି ଅଧର୍ମୀ ଦେଶଦ୍ରୋହୀ ମାନଙ୍କୁ କଡା ଜବାବ ଦେଇ ଚାଲନ୍ତୁ ଆମେ ଜନସାଧାରଣ ଆପଣଙ୍କ ସାଥିରେ ଅଛୁ ।
@jayantakumardhaljayanta2533
@jayantakumardhaljayanta2533 17 күн бұрын
Jay jagannath sir
Pratap Chandra Sarangi Funny Speech in Lok Sabha | TV5 Kannada
6:45
TV5 Kannada
Рет қаралды 1,7 МЛН
Now THIS is entertainment! 🤣
00:59
America's Got Talent
Рет қаралды 39 МЛН
Who has won ?? 😀 #shortvideo #lizzyisaeva
00:24
Lizzy Isaeva
Рет қаралды 64 МЛН
تجربة أغرب توصيلة شحن ضد القطع تماما
00:56
صدام العزي
Рет қаралды 59 МЛН
Cat Corn?! 🙀 #cat #cute #catlover
00:54
Stocat
Рет қаралды 16 МЛН
Now THIS is entertainment! 🤣
00:59
America's Got Talent
Рет қаралды 39 МЛН