ଋଷିଆ ର ଦୁଇ ତାଲା ଟ୍ରେନ୍ ରେ ପ୍ରଥମ ଥର ଯାତ୍ରା କରିଲି || first time travelling in Russia train

  Рет қаралды 226,953

ମୁଁ TRAVELLER

ମୁଁ TRAVELLER

Ай бұрын

ଋଷିଆ ର ଦୁଇ ତାଲା ଟ୍ରେନ୍ ରେ ପ୍ରଥମ ଥର ଯାତ୍ରା କରିଲି || first time travelling in Russia train
#mutraveller #labahansda
Connect with me on:
1. Facebook: share/ZACaKa...
2. Instagram: laba_hansda...
3. LinkedIn: www.linkedin.com/in/laba-hans...
4. X: x.com/HansdaLaba71922?t=qb9re...
5. Facebook page: share/r1beha...
6.Email: labahansda97@gmail.com
Equipments used:
1. Dji osmo:- amzn.to/3V05rjY
2. Travel adapter:- amzn.to/3WWfs4b
3. Travel bag:- amzn.to/4bUD916
4. Power bank:- amzn.to/3wGD8z7
5. Iphone 14:- amzn.to/3V06pN8
6. Sony Alpha:- amzn.to/3Ki9u6g

Пікірлер: 689
@chintu0sarada
@chintu0sarada Ай бұрын
ଋଷିଆ ରେ ଓଡ଼ିଆ ଙ୍କୁ ଦେଖି ତଥା ତାଙ୍କର ସୁନ୍ଦର୍ ଆତିଥ୍ୟତା ଦେଖି ମନ ଖୁସି ହୋଇଗଲା । ସନ୍ତୋଷ ବାବୁଙ୍କୁ ମୋର ହୃଦୟରୁ ଆନ୍ତରିକ ଧନ୍ୟବାଦ୍....
@gajuhembram2826
@gajuhembram2826 Ай бұрын
Russia re bohut bhala odia families laba ଭାଇଙ୍କୁ help କରିଥିବାରୁ ବହୁତ୍ ବହୁତ୍ thanks
@pustambhatra4300
@pustambhatra4300 Ай бұрын
ଜଉ ମାନେ ଋଷିଆ ରେ ଲବ ଭାଈ ଙ୍କୁ ସପଟ୍ କରିଛନ୍ତି ତାଙ୍କ ପରିବାର ପ୍ରଭୂ ଜଗନ୍ନାଥ ତାଙ୍କୁ ଖୁସିରେ ରଖନ୍ତୁ ଜୟ ଜଗନ୍ନାଥ
@gopalmohan7685
@gopalmohan7685 Ай бұрын
🙏🙏🙏
@KrishnaPurty-zu2li
@KrishnaPurty-zu2li Ай бұрын
Jay jagannath 🙏🙏
@madhusmitaraut2263
@madhusmitaraut2263 Ай бұрын
Dhanyawad Bhai
@aksbs11
@aksbs11 Ай бұрын
Many many thanks to SANTOSH SIR. PANDA SIR AND PRINCIPAL SIR for their support to LABA HANSDA. Actually all of you touch the heart of all oriya people around ......
@KrishnaPurty-zu2li
@KrishnaPurty-zu2li Ай бұрын
Jay jagannath 🙏🙏
@gobardhanmunda9158
@gobardhanmunda9158 Ай бұрын
ସନ୍ତୋଷ Sir, ବିଗ୍ନେଶ୍ୱର Sir, ପଣ୍ଡା Sir ଆଉ special thanks to ସୀହୁ, ପୀହୁ ❤️ U all 🙏
@KrishnaPurty-zu2li
@KrishnaPurty-zu2li Ай бұрын
Jay jagannath 🙏🙏
@mangalsingermundari
@mangalsingermundari Ай бұрын
Sabu sir mananku hrudayaru pranam 🙏🙏🙏🏵️🌹🌺
@manumurmu4511
@manumurmu4511 Ай бұрын
ବହୁତ ଭଲ ଖାସ୍ କରି ସେଠାକାର TTI ର ବ୍ୟବହାର ମତେ ଭଲ ଲାଗିଲା
@theanimal3153
@theanimal3153 Ай бұрын
ଦୁଇ ତାଲା ବିଶିଷ୍ଟ ଟ୍ରେନ ପ୍ରଥମ ଥର ଶୁଣିଲି ଓ ଦେଖିଲି ମଧ୍ୟ ❤️❤️❤️❤️ଏତେ ଭଲ ଭିଡ଼ିଓ ଦେଖାଉଥିବାରୁ ଆପଣଂକୁ ଧନ୍ୟବାଦ ❤️❤️❤️🙏🙏🙏🙏🙏🙏🙏
@mukeshsuna9750
@mukeshsuna9750 Ай бұрын
Aama India re vi chale bhai dubble decor
@udaykumarbiswal2437
@udaykumarbiswal2437 Ай бұрын
Chennai re bi chaluchhi
@Soubhagya-Entertainment
@Soubhagya-Entertainment Ай бұрын
Odisha re acchi duei tala bisista train
@Madhukunulifestyle
@Madhukunulifestyle Ай бұрын
Surat re bi chaluchi
@hrudanandasankhua5824
@hrudanandasankhua5824 Ай бұрын
ଲବ ଭାଇ ଭିଡ଼ିଓ ବହୁତୁ ଭଲ ଲାଗିଲା ଲବ ଭାଇ ସବୁବେଳେ ଖୁସିରେ ରୁହ Love you Laba Bhai ❤️❤️❤️❤️❤❤️️️️️️️ଜୟ ଜଗନ୍ନାଥ 🙏 ଜୟ ଶ୍ରୀ ରାମ 🙏 Good bless you 👍
@dasarathimohapatra618
@dasarathimohapatra618 Ай бұрын
ଋଷିଆ ର ଟ୍ରେନ ବହୁତ ସୁନ୍ଦର ଲାଗିଲା, ଭିଡିଓ ଟି ବହୁତ ଭଲ ଲାଗିଲା,ଜୟ ଜଗନ୍ନାଥ,
@hemantabahera8047
@hemantabahera8047 Ай бұрын
ଶୁଭ ସକାଳ ଆଜି ଖାଲି ବହୁତ୍ ସୁନ୍ଦର ଟ୍ରେନ ଯାତ୍ରା,, ଧନ୍ୟବାଦ୍ ଜୟ ଜଗନ୍ନାଥ ଜୟ ପଞ୍ଚସଖା Happy Journey,❤❤❤❤❤❤❤❤❤❤❤
@jyotsnaranisingh5524
@jyotsnaranisingh5524 Ай бұрын
ଲୋବୋ ଭାଇ ଙ୍କ ଭିଡିଓ ରୁ ବହୁତ୍ ନୂଆ ଜିନିଷ ନୂଆ ଜାଗା ଦେଖିବାକୁ ମିଳୁଛି ବହୁତ୍ କିଛି ଆମେ ଭିଡିଓ ମାଧ୍ୟମ ରେ ଦେଖିପରୁଛୁ.... ଧନ୍ୟବାଦ୍ ଲୋଵ ଭାଇ...
@phudanmarndi7983
@phudanmarndi7983 Ай бұрын
Russia re laba Bhai nku help Kari thiba Odia family nku bht bht dhanyawad.... semananku laba bhaira viewer mananka through ru bhagawan mangala karantu au volore ruhontu..... Jai Jagannath ❤❤❤❤❤❤
@KrishnaPurty-zu2li
@KrishnaPurty-zu2li Ай бұрын
Jay jagannath
@user-vk3po4ec8r
@user-vk3po4ec8r Ай бұрын
Russia re bohut bhala odia family achhanti bass samastanka Mona epari heba darkar 😌 se jepari vabare tanka guest ku welcome kale ebang atithi satkara kale dekhiki bohut vla lagila 😊
@user-fk2jo8bf6z
@user-fk2jo8bf6z Ай бұрын
ଲବ ଭାଇ ରୁଷିଆ ର ଟଙ୍କା ଆଣିଦେବ।❤❤❤ ଜୟ ଜଗନ୍ନାଥ ସ୍ବାମୀ ନୟନ ପଥ ଗାମୀ ଭବ ତୁମେ ❤️❤️❤️🎉🎉🎉
@theanimal3153
@theanimal3153 Ай бұрын
ଜୟ ଜଗନ୍ନାଥ 🙏🙏🙏🙏🙏
@SorenGanaCreation
@SorenGanaCreation Ай бұрын
ଋଷିଆର Architech ଏବଂ Technology ବହୁତ୍ ବହୁତ୍ advance, developed ; ବହୁତ୍ ଭଲ ଲାଗିଲା ଋଷିଆ ର ସହର ପୁରା ସଫା ସୁତରା ❤❤❤
@rajeshsahoo5601
@rajeshsahoo5601 Ай бұрын
Bhai Amar ta pila,bada loka gutuka pan khai ki chhepa pakeiki sabu nasta karuchhanti 😢😢😢
@saubhagyakumarswain8060
@saubhagyakumarswain8060 Ай бұрын
ଜୀବନରେ ଋଷିଆ ତ ଯିବା ସମ୍ଭବ ନୁହେ। ଯାହାହେଉ କେତେ କଷ୍ଟ କରି ମସ୍ତ୍ mast ଜାଗା ଓ ଜିନିଷ ଦେଖାଉଛନ୍ତି
@nalinimajhi5348
@nalinimajhi5348 Ай бұрын
ଋଷିଆ ରେ ରହୁଥିବା sir ଙ୍କ ପାଇଁ ଗୋଟିଏ ପ୍ରଣାମ ସେ ଓଡ଼ିଆ ଭାଷା କୁ ଭୁଲି ନାହାନ୍ତି, ଆମ ମୁଖ୍ୟମନ୍ତ୍ରୀ ଙ୍କ କଥା ତ ଛାଡ଼ନ୍ତୁ 😢😢😢
@sureshsahoo2983
@sureshsahoo2983 27 күн бұрын
Se odia re kahiki pelile val lagiba tate hmmm. Mukhya mantri naa kahuchu.. mukhya mantri saha saman karuchu..
@NandakiswarMallick
@NandakiswarMallick Ай бұрын
ଜୟ ଶ୍ରୀ ଜଗନ୍ନାଥ ବହୁତଭଲ ଲାଗିଲା ଲବ ବେଟା ଧନ୍ଯବାଦ କନ୍ଧମାଳ ରୁ
@bibhu.Offical
@bibhu.Offical Ай бұрын
ମୁଁ ବି ଫୁଲବାଣୀ ଜିଲ୍ଲା ରୁ
@SonaliPattnayk46
@SonaliPattnayk46 Ай бұрын
ଲବ ଭାଇ ଆପଣ ଏତେ ସବୁ ବିଷୟ ରେ ଆମକୁ ଜଣାଉଛ ଆଉ ଆମେ ଏତେ ଜିନିସ କଥା ଜାଣିପାରିଛୁ ଯେ ଅମକୁ ଯଦି ବାହାର ଦେଶ କୁ ବୁଲିବା କୁ ଇଚ୍ଛା ହବ ତାହେଲେ ଆମକୁ ଆଉ ଡର ନାହିଁ କାରଣ ଆପଣ ସବୁ information ଆମକୁ ଦଉଛନ୍ତି । ସମସ୍ତଙ୍କର ଗୋଟେ ଇଚ୍ଛା ଥାଏ କି ଆମେ ବି ଟିକେ ବାହାର ଦେଶ କି ନୁଆ ଜାଗା ବୁଲିବୁ ହେଲେ ମନରେ ଭୟ ଥାଏ କି ଆମେ ତ କିଛି ଜାଣିନି ସେଥିକା କଥା କାଳେ ଆମେ ହଇରାଣ ହେଇଯିବୁ ହେଲେ ଲବ ଭାଇଙ୍କ ପାଇଁ ସେ ଡର ଆଉ ମନରେ ନାହିଁ କାହିଁକି ନା ଭାଇ ସବୁ information ଆମକୁ ଦେଉଛନ୍ତି କୋଉଟା ଭଲ ।। ଜଗନ୍ନାଥ ମହା ପ୍ରଭୁ ଆପଣଙ୍କୁ ସବୁ ବେଳେ ସାହା ହୁଅନ୍ତୁ ଆଉ ସବୁ ସମୟ ରେ ସେ ଆପଣଙ୍କ ପାଖ ପଖରେ ରୁହନ୍ତୁ ଆମର ଏତିକି ତାଙ୍କ ପାଖରେ ବିନତି 🙏🙏। ⭕‼️⭕ଜୟ ଜଗନ୍ନାଥ 🙏🙏। ❤❤🥰🥰
@bdillipk
@bdillipk Ай бұрын
ବହୁତ ସୁନ୍ଦର ଯାଗା। ମନ ଖୁସି ହୋଇଗଲା। ଧନ୍ୟବାଦ
@rameshjyotish9393
@rameshjyotish9393 Ай бұрын
Aamara odisha ra loka mananku madhya bahut bahut dhanyabad o namaskar Russia ru Laba bhai ku sahajog karithibaru
@jyotsnaranisingh5524
@jyotsnaranisingh5524 Ай бұрын
ଏଇଟା ଟ୍ରେନ ନା ଘର ...ବହୁତ୍ ସୁନ୍ଦର୍ ଲାଗୁଚି
@phudanmarndi7983
@phudanmarndi7983 Ай бұрын
Russia is very rich and development country.... bht volo jinisha sabu dekhaucha laba Daa. ..❤❤❤❤❤❤❤
@Paaat2-fu2cz
@Paaat2-fu2cz Ай бұрын
Thank you so much sontash sir and panda sir and sir madam Laba bhainku help karithibaru ❤❤❤❤❤❤ jay Jagannath.......
@manoranjansingh5209
@manoranjansingh5209 Ай бұрын
ସନ୍ତୋଷ sir ବହୁତ ଭଲ ♥️♥️♥️♥️
@purnasabar4446
@purnasabar4446 Ай бұрын
Laba Bhai ra sabu video mu balalaguchi ❤❤🎉🙏🙏🇮🇳
@judhisthiranaik2503
@judhisthiranaik2503 Ай бұрын
ଲବବାବୁ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ, ଆମ୍ଭମାନଙ୍କୁ ବହୁତ ସୁନ୍ଦର ସୁନ୍ଦର ଭିଡ଼ିଓ ଦେଖାଉଥିବାରୁ l ଜୟ ଜଗନ୍ନାଥ l
@SurekhamajhiRekha
@SurekhamajhiRekha Ай бұрын
Labo daa nice video love u from kalahandi th rampur ମୁଁ ଆପଣଙ୍କ ବହୁତ ବଡ଼ ଫେନ ସବୁବେଳେ ଜଗନାଥ୍ ଆପଣଙ୍କୁ ଭଲରେ ରଖନ୍ତୁ,, ଓଡିଶା ଲୋକଙ୍କୁ ଆଶୀର୍ବାଦ ତୁମୋ ଉପରେ ସୁଖ ମାୟେ ହେଉ
@sukhenhansdah8609
@sukhenhansdah8609 Ай бұрын
Bohut bholo thila train journey and your room......... very nice 👍👍👍👍
@gobindasoren5689
@gobindasoren5689 Ай бұрын
ବହୁତ୍ ବଢିଆ ❤❤❤❤❤
@tarotreaderkalpanaa219
@tarotreaderkalpanaa219 Ай бұрын
Amaku to pura movie dekhila bholia laguchi 😍😍 thank you so much ❤❤
@murmubabulal462
@murmubabulal462 Ай бұрын
Jay Jagannath 🙏
@MRANANGANAIKVLOGGER
@MRANANGANAIKVLOGGER Ай бұрын
ବହୁତ୍ ଭଲ ଲାଗିଲା ରୁଷିଆ ର ଟ୍ରେନ ❤❤❤❤❤❤
@gobindasoren5689
@gobindasoren5689 Ай бұрын
ବହୁତ୍ development ହେଇଛି
@gourisankarmohanty6761
@gourisankarmohanty6761 Ай бұрын
Superb journey . Mind blowing information. Day by day we get to know new things from there.
@user-di6vb5ut7r
@user-di6vb5ut7r Ай бұрын
Laba bhai ra sahas taa ku maniba ku padiba realy you are very strong boy and real hero bro I solute to you
@karmilotamurmu707
@karmilotamurmu707 Ай бұрын
Real hero loba bhai
@Madhaba_Dora
@Madhaba_Dora Ай бұрын
Full Support For lava Bhai .......✋🔥👍👍👍👍
@supaymunda7527
@supaymunda7527 Ай бұрын
Bahut badhiya lagila ,au nua nua jinisa dekhibaku milila sethipain bahut bahut dhanyawad Bhai,👍👍
@kalicharanmarndi3369
@kalicharanmarndi3369 Ай бұрын
ଵହୁତ ସୁନ୍ଦର ଭିଡିଓ ଥିଲା ଵହୁତ ଵହୁତ ଧନ୍ୟବାଦ ଅର୍ପଣ କରୁଛି ଆପଣ ଆମକୁ ବହୁତ ସୁନ୍ଦର ସୁନ୍ଦର ଜାଗା ଦେଖ ଉ ଥିବାରୁ
@Desiavlogger
@Desiavlogger Ай бұрын
ଲବ ଭାଇ ପାଇଁ like ହେଇଯାଉ |
@user-zq8re5rt5v
@user-zq8re5rt5v Ай бұрын
ବହୁତ ସୁନ୍ଦର ଟ୍ରେନ ଲବ ଭାଇ
@Sached299
@Sached299 Ай бұрын
ବଢିଆ 😊
@ajadpradhan2958
@ajadpradhan2958 Ай бұрын
One like for beautiful pelina😊
@manoranjandigal5467
@manoranjandigal5467 Ай бұрын
ବହୁତ ଭଲ ଲାଗିଲା rasaian
@jayaramjani5242
@jayaramjani5242 Ай бұрын
ଦୁଇ ତାଲା ଟ୍ରେନ ଆଜି ଦେକିଲି ୟୁଟୁବ ରେ video ରେ ଲବ ଭାଇ ଧନ୍ୟବାଦ ❤️❤️❤️
@dbvisual67
@dbvisual67 Ай бұрын
ବଢ଼ିଆ ଲାଗୁଛି ରୁଷିଆ ଦେଶ ଲବ ଭାଇ❤❤❤
@bajuramsamad9009
@bajuramsamad9009 Ай бұрын
ବହୁତ ବହୁତ ଭଲ ପାଇବା
@Hembram85
@Hembram85 Ай бұрын
India ରେ ବି ବହୁତ ଜାଗାରେ double decker train chaluchi. 😊
@mohanmarndi6807
@mohanmarndi6807 Ай бұрын
Michho
@bahadurtudu7530
@bahadurtudu7530 Ай бұрын
Ha from West Bengal.
@Hembram85
@Hembram85 Ай бұрын
@@mohanmarndi6807 micho kn, Goggle re b search kori dekhi parebo chaluchi ki nai india re. India's first double decker train from surat to mumbai
@user-ef7fy1nc7e
@user-ef7fy1nc7e Ай бұрын
Bohut sundr
@SonuMurmu-qq9lp
@SonuMurmu-qq9lp Ай бұрын
ସୁନା ଚଢ଼େଇ ମୋ ରୂପା ଚଢ଼େଇ ☃️☃️
@gajendraprasadsahu703
@gajendraprasadsahu703 Ай бұрын
Bahut badhiya video. Thank you laba ❤️❤️
@SumitraSurin-os1en
@SumitraSurin-os1en Ай бұрын
Bohut bhala,mana khushi hei gola
@jadunathtudu1973
@jadunathtudu1973 Ай бұрын
ବହୁତ ସୁନ୍ଦର କିନ୍ତୁ ତୁମେ ଭୁଲୁକ୍କୁଲ ଜାକେଟ ଭୁଲି ଗୋଲ❤🎉❤🎉
@ajitkumarmurmu3367
@ajitkumarmurmu3367 Ай бұрын
କିଏ କିଏ ଲଵ ହୁଦୟ ଭଲ ପାଅ ❤❤❤
@saathvik1342
@saathvik1342 Ай бұрын
Double decor train bohut bhalo heichi.. Red colour re Aauri jhakash heichi
@ChotaMoraGaonTi
@ChotaMoraGaonTi Ай бұрын
ବହୁତ୍ ଭଲ ଲାଗୁଛି ସବୁ ଭିଡ଼ିଓ
@mrrabindrakumar440
@mrrabindrakumar440 Ай бұрын
ଲବ ଭାଇ So nice train ❤❤
@prasannakumarmaharana3997
@prasannakumarmaharana3997 Ай бұрын
ବହୁତ ଭଲଲାଗିଲା
@narayantripathynarayantrip2865
@narayantripathynarayantrip2865 Ай бұрын
Beautiful train 🚆🚆🚂🚂 travel 🧳🧳 of Russia double happy journey God bless you
@sewaniguria7332
@sewaniguria7332 Ай бұрын
Glad to see the advance technology of Russia(train)❤❤❤❤
@subham1954
@subham1954 Ай бұрын
ବହୁତ୍ ଭଲ ଲାଗିଲା ❤❤❤
@gaurangacharanasahu6033
@gaurangacharanasahu6033 Ай бұрын
Jay jaganatha Jay odisha Jay Bharat super hero bhai 💖💖💪😎💯
@user-kh6ho7fd1v
@user-kh6ho7fd1v Ай бұрын
ଅତି ସୁନ୍ଦର train
@SRUTIRANI-gx2df
@SRUTIRANI-gx2df Ай бұрын
ଲବ ଭାଇ ତୁମୋ ସବୁ ଭିଡିଓ ଭଲ ଲାଗେ 👍👍👍👍
@GK_Odia_
@GK_Odia_ Ай бұрын
Thanks for 41 subscribe ❤
@theanimal3153
@theanimal3153 Ай бұрын
❤❤❤❤❤❤❤❤
@narayanraha4267
@narayanraha4267 Ай бұрын
ବହୁତ୍ ସୁନ୍ଦର୍ ଟ୍ରେନ ଥିଲା ତା ସହିତ ଶସ୍ତା ହୋଟେଲ ରୁମ୍ ଥିଲା .
@debendrakumarmalik4232
@debendrakumarmalik4232 Ай бұрын
ଜୟ ଜଗନ୍ନାଥ ଲଵ ଭାଇ ଏମିତି ଭଲ। ଭଲ vdo ବନାଉଥାଓ ସବୁଠାରୁ ସୁନ୍ଦର ଭିଡ଼ିଓ ଲାଗିଲା ଆଜିର ଏହି ଭିଡ଼ିଓ😊😊😆😆
@anupamanayak8568
@anupamanayak8568 Ай бұрын
ବହୁତ ସୁନ୍ଦର ଭଡିଓ ।ତୁମକୁ ଵହୁତ ବହୁତ ଧନ୍ୟବାଦ ।
@Madhaba_Dora
@Madhaba_Dora Ай бұрын
ଯେଉଁମାନେ ଲବ ଭାଇଙ୍କ Vlog ଭିଡିଓ ଦେଖିବାକୁ ପସନ୍ଦ କର .... Attendance here ✋
@SaraSarasuyti-sz9mz
@SaraSarasuyti-sz9mz Ай бұрын
ଜୟ ଜଗନ୍ନାଥ ଭିଡିଓ ବୋହୁତ ଭଲ ଲାଗିଲା
@PrafullaNanda-ue6rg
@PrafullaNanda-ue6rg Ай бұрын
ସେନ୍ସର ପିଟର ବର୍ଗ ଓ ଟ୍ରେନ ଜାତ୍ରା ବୋହୁତ ଭଲ ଲାଗି ଲା
@sureshmajhi4280
@sureshmajhi4280 Ай бұрын
ଲବ ଭାଇ ଋଷିଆ ଭାଉଜ କୁ ପସନ୍ଦ କରିଲ କି 😁 ରୁଷିଆ ଭାଉଜ ଚକା ଚକ୍ ଦେଖାଯାଉଥିଲା 👍
@MunaBhai-sj3pq
@MunaBhai-sj3pq Ай бұрын
ଫାଷ୍ଟ ଲାଇକ ଲବ ଦାଦା ଜୁହାର ❤❤❤❤
@abhimanyubehera4296
@abhimanyubehera4296 Ай бұрын
Bahut beautiful Ghar Hai bahut badhiya video hai Jisko ghar Pasand Aaya vah like karo
@RadhanathSingh-wc8rj
@RadhanathSingh-wc8rj Ай бұрын
Jai jagannath mayurbhanj badasahi dukura supar video
@SbabuBandia-by4gg
@SbabuBandia-by4gg Ай бұрын
Super place
@phinyalatabhuyan789
@phinyalatabhuyan789 Ай бұрын
ଆଜିର ବିଡିଓ ପୁଣି ଥରେ ଏକ ନୁଆ ଟ୍ରେନ ଯାତ୍ରା ପଥ ଦେଖିବାକୁ ମିଳିଲା ବହୁତ ବହୁତ ଧନ୍ୟବାଦ ଲବ ଭାଇ ❤❤❤
@souravsahoovlogs7688
@souravsahoovlogs7688 Ай бұрын
ଜୟ ଜଗନ୍ନାଥ ଭିଡିଓ ବହୁତ୍ ବଢିଆ ଲାଗୁଛି 🎉❤
@amarendrabeherabanti9548
@amarendrabeherabanti9548 Ай бұрын
Bhai tuma fan banigali ❤❤
@purnatiria237
@purnatiria237 Ай бұрын
Bahut bhala lage sabu video.
@ManojHembram-gp6ns
@ManojHembram-gp6ns Ай бұрын
Jai jagannath laba Bhai
@parsuramnayak4093
@parsuramnayak4093 Ай бұрын
Very beautiful .sir nku madhya bahut bahut dhanyabad .
@pankajnayak8772
@pankajnayak8772 Ай бұрын
Stay safe and make your tour memorable. Jay Jagannath
@saubhagyakumarswain8060
@saubhagyakumarswain8060 Ай бұрын
ଋଷିଆ ରେ ଓଡ଼ିଆ ମାନେ ଏତେ ବଡ଼ ବଡ଼ position ରେ ଅଛନ୍ତି। ତାଙ୍କ ସ୍ନେହ ଆଦର ତୁମ ପାଇଁ ଦେଖି ଖୁସି ଲାଗୁଛି।ହେଉ ଓଡ଼ିଆ ଙ୍କୁ ଭେଟିବେ, ସେମାନଙ୍କର ଘର ଓଡିଶା ରେ କୋଉଠି ନିଶ୍ଚୟ କହିବେ
@saradasshow387
@saradasshow387 Ай бұрын
Russia re ama odia loka dekhiki bahut khusi lagila
@RanjanKumar-vc6ie
@RanjanKumar-vc6ie Ай бұрын
Bahut bhala
@jugalamallick1362
@jugalamallick1362 Ай бұрын
Bhai 🎉😮ahuri bahuta vlaa jinisa dekhaa AA tikee varyy interest ing 🙏
@gajendraprasadsahu703
@gajendraprasadsahu703 Ай бұрын
Dubble daccer train looking so beautiful . video bhi bahut maza laguchhi.. thank you ❤️🙏🏿🚩
@user-bp1fw9sq9u
@user-bp1fw9sq9u Ай бұрын
ଜୟ ଜଗନ୍ନାଥ
@subashsoren3263
@subashsoren3263 Ай бұрын
Very nice video labo dada.
@F56980
@F56980 Ай бұрын
ଆମ ଓଡ଼ିଶାରେ ତ ଏହାଠାରୁ ଅଧିକ ଅଛି
@SushantPadhanOfficial
@SushantPadhanOfficial Ай бұрын
Bahut sundar vlog channel
@ranjitkumarkar413
@ranjitkumarkar413 Ай бұрын
BHAI GOOD AFTERNOON BEST BEAUTIFUL VIDEO HAPPY DAY
@nakuladehuri9718
@nakuladehuri9718 Ай бұрын
ଯାହା କୁହ ଭାଇ ରୁଷିଆ ଦେଶ ସବଠୁ ସୁଂଦର country ଆମର ଓଡିଆ ଲୋକ ଅଛନ୍ତି ଭାରି ଗର୍ବ ଲାଗୁଛି
@sundarmohanmarndi7979
@sundarmohanmarndi7979 Ай бұрын
ବହୁତ ସୁନ୍ଦର ଋଷିଆ ଟେନ୍🎉🎉🎉🎉
@MARKETEBEAMARA
@MARKETEBEAMARA Ай бұрын
Jay jagannath Bhai mu nayagarh pila jia bi dekhucha comments like kara❤❤❤ love you laba bhai❤❤
@harakumarrout5331
@harakumarrout5331 Ай бұрын
Bahut sunder nija practical experience thanks to you.
@bikashbasantadas6767
@bikashbasantadas6767 Ай бұрын
Nice to watch. Double decker was remarkable.
@thakurmurmu5399
@thakurmurmu5399 Ай бұрын
Nice journey
I wish I could change THIS fast! 🤣
00:33
America's Got Talent
Рет қаралды 106 МЛН
Каха ограбил банк
01:00
К-Media
Рет қаралды 11 МЛН
Sigma Girl Past #funny #sigma #viral
00:20
CRAZY GREAPA
Рет қаралды 32 МЛН
I wish I could change THIS fast! 🤣
00:33
America's Got Talent
Рет қаралды 106 МЛН