Рет қаралды 292,915
#ରାଜ୍ୟସଭାରେ_ଖସିଲା_ସଂଖ୍ୟା_ଖେଳ_ଦେଖାଇବ_କି_ବିଜେଡି ?
ରାଜ୍ୟସଭାରେ ସଦସ୍ୟ କମିବାକୁ ନେଇ ଚିନ୍ତାରେ ବିଜେପି, ସଂଖ୍ୟାଗରିଷ୍ଠତାରୁ ଦୂରରେ ରହିଛି ଭାରତୀୟ ଜନତା ପାର୍ଟି । ଗୁରୁତ୍ବପୂର୍ଣ୍ଣ ବିଲ୍ ପାସ ପାଇଁ ଅନ୍ୟର ସାହାଯ୍ୟ ନେବାକୁ ପଡ଼ିବ, ମନୋନୀତ 4 ସାଂସଦଙ୍କ କାର୍ଯ୍ୟକାଳ ସରିବା ପରେ ବଢ଼ିଲା ଅଡୁଆ । ବିଜେପିର ସଂଖ୍ୟା କମୁଥିବାବେଳେ ଖେଳିବ କି ବିଜେଡି?
Odisha Reporter is one of the best Odia news portal in Odisha. Get all the news updates in Odia.
ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ |
KZfaq: bit.ly/OdishaRe...
Web: odishareporter.in
Facebook: / odishareporter
Twitter: / odishareporter
Telegram: telegram.me/Od...
Instagram: / odishareporter_official
#Odisha #OdishaReporter #RajyasabhaMP #BJD #BJP #RakeshSinha #RamShakal #SonalMansingh #MaheshJethmalani #Narendramodi #rahulgandhi #nda