No video

ରାଜୀବ, ବାଙ୍କୀ ,କଟକ | Suna Sujane Season- 2 EP 92 | Rajiba ,Banki, Cuttack | Part-1 |Prarthana

  Рет қаралды 142,520

Prarthana TV

Prarthana TV

Күн бұрын

ଶୁଣ ସୁଜନେ ''ରାଜୀବ, ବାଙ୍କୀ ,କଟକ''ରେ ଶରଣ ନନା ଓ ଚରଣ ନନା ।
* ଶୁଣ ସୁଜନେ ଏକ ଲୋକ ସମ୍ପର୍କ ଧର୍ମୀ କାର୍ଯ୍ୟକ୍ରମ. ଗାଁ ଗହଳି ରେ ଲୁଚିରହିଥିବା ବିଭିନ୍ନ ପ୍ରତିଭା ଙ୍କୁ ଅନୁସନ୍ଧାନ କରି ସେମାନଙ୍କୁ ଲୋକଲୋଚନ କୁ ଆଣିବା ଏହି କାର୍ଯ୍ୟକ୍ରମ ର ମୂଳ ଲକ୍ଷ୍ୟ , ସାଧାରଣ ଗ୍ରାମୀଣ ଲୋକଙ୍କ ସହିତ ମିଶିବା ଏବଂ ସେମାନଙ୍କ ସହ ସମୟ କଟାଇବା ଏହି କାର୍ଯ୍ୟକ୍ରମ ର ଏକ ମହତ ଉଦ୍ୟେଶ,
ଓଡ଼ିଆ ଭାଷା, ସଂସ୍କୃତି, ଓ ପରମ୍ପରା ବିଷୟରେ ଅଧିକ ଜାଣିବା ଓ ଜଣାଇବା କାର୍ଯ୍ୟକ୍ରମ ର ଆଉ ଏକ ଲକ୍ଷ୍ୟ,
ଏକ ଭିନ୍ନ ଶୈଳୀ ରେ ଚକୁଳିଆ ପଣ୍ଡା ବେଶ ଧାରଣ ପୂର୍ବକ ଏହି କାର୍ଯ୍ୟକ୍ରମ କୁ ଉପସ୍ଥାପନା କରିଛନ୍ତି ଓଡିଶା ର ସୁନାମଧନ୍ୟ ଭାଷ୍ୟକାର ଶରଣାରବିନ୍ଦ ଓଝା ଏବଂ କଣ୍ଠ ଶିଳ୍ପୀ ଶ୍ରୀ ଚରଣ ମହାନ୍ତି ।
Prarthana TV is the number one Devotional TV channel in Odisha.
SUBSCRIBE to Prarthana channel for more Odia Devotional content and Song
/ prarthanatv
Like us on Facebook
/ prarthanatv
Circle on G+
plus.google.co...
Visit our website for further details: www.prarthanatv.in

Пікірлер: 28
@asiskumarsahoo2323
@asiskumarsahoo2323 2 жыл бұрын
ନିର୍ଲଜ୍ଜ ସମାଜ, ଯିଏ ଖାଇବାକୁ ପାଉନି ତାକୁ ଦେବେନି କିନ୍ତୁ ଟିଭି ରେ ପ୍ରସାରଣ ପାଇଁ କି ଦାନ। ଲଜ୍ୟା ଲଜ୍ୟା
@papundandasena7901
@papundandasena7901 2 жыл бұрын
ସତ୍ୟ କଥା ଭାଇ
@subhakanta2165
@subhakanta2165 Жыл бұрын
You are right✔
@shyamsundarsahoo4941
@shyamsundarsahoo4941 Жыл бұрын
Hd
@anantakhamari913
@anantakhamari913 2 жыл бұрын
Suna sujene program bahut sundara bahuta bhal laage..
@collageattitudegirllipsa7109
@collageattitudegirllipsa7109 2 жыл бұрын
Ati sundar sir
@MantryMamali.AS6793
@MantryMamali.AS6793 2 жыл бұрын
Jay maa charchika 🙏
@kala_premi_krushna
@kala_premi_krushna 2 жыл бұрын
I m really proud to be a part of my Village..ମୋ ଗାଁ ମୋ ଜନ୍ମଭୂମି ସବୁଠୁ ଶ୍ରେଷ୍ଠ
@MANAS-SIR-24
@MANAS-SIR-24 2 жыл бұрын
ଜୟ ବାବା ସ୍ୱପ୍ନେଶ୍ୱର ମହାଦେବ
@rmenterprises5580
@rmenterprises5580 2 жыл бұрын
🙏🌹Jay Ho🌹🙏
@rmenterprises5580
@rmenterprises5580 2 жыл бұрын
🙏🌺🙏🌺
@sibasankarparichha9937
@sibasankarparichha9937 2 жыл бұрын
he prabhu
@anjalibhuyan5874
@anjalibhuyan5874 2 жыл бұрын
Rajibai👍🙏
@sangitamohapatra1173
@sangitamohapatra1173 2 жыл бұрын
❤️❤️❤️❤️❤️
@rashmiranjanbisoi4189
@rashmiranjanbisoi4189 2 жыл бұрын
Bahut sundar program...
@sjvlogs1950
@sjvlogs1950 2 жыл бұрын
CHARANA BHAI TUMA PUAA 🎬 ACTING KARUCHI
@user-wd3bv9hd4n
@user-wd3bv9hd4n 2 жыл бұрын
ଆମ ଗାଁର କେବେ ଫୋନ୍‌ରେ ଛଡାଯିବ ଗଡତରା, ଖୋର୍ଦ୍ଧା
@jkstutorial
@jkstutorial 2 жыл бұрын
ଆମ ଅଞ୍ଚଳ ର ସଂସ୍କୃତି ପରମ୍ପରା ଅତି ନିଆରା । ଜୟ ମାଆ ଭଗବତୀ ଜୟ ଭଗବାନ ସ୍ବପ୍ନେଶ୍ବର ମହାଦେବ।
@suniljena9773
@suniljena9773 2 жыл бұрын
Sir ganjam ade asantu kebe 🙏🙏🙏
@priyacharandas7352
@priyacharandas7352 2 жыл бұрын
जय श्री राधा कृष्ण भगवन्
@sunilkumarswain125
@sunilkumarswain125 2 жыл бұрын
ନବିନା କୁ କହ
@kumarhitesh7164
@kumarhitesh7164 2 жыл бұрын
ମୋ ଗାଁ ମୋ ଗର୍ଵ
@deepakkusahoo8928
@deepakkusahoo8928 2 жыл бұрын
😂😂😂😂😀😀😀❤️❤️❤️❤️🙏🏻🙏🏻🙏🏻💐💐
@CR-vj6du
@CR-vj6du 2 жыл бұрын
JAY MAA CHARCHIKA 🙏
@susantamahapatra517
@susantamahapatra517 2 жыл бұрын
Nana mantra re fantra kuadu asila
@sibasankarparichha9937
@sibasankarparichha9937 2 жыл бұрын
maaa
What will he say ? 😱 #smarthome #cleaning #homecleaning #gadgets
01:00
艾莎撒娇得到王子的原谅#艾莎
00:24
在逃的公主
Рет қаралды 54 МЛН
The Giant sleep in the town 👹🛏️🏡
00:24
Construction Site
Рет қаралды 21 МЛН
АЗАРТНИК 4 |СЕЗОН 1 Серия
40:47
Inter Production
Рет қаралды 585 М.
Natia Comedy Part 478 || Parallel Universe Part 3
25:10
utkal cartoonworld
Рет қаралды 678 М.
What will he say ? 😱 #smarthome #cleaning #homecleaning #gadgets
01:00