No video

ରାଷ୍ଟ୍ରପତି Droupadi Murmu ଙ୍କ ପାଦକୁ ସରିହେବନି Mukesh Ambani ଙ୍କ ପରି ଧନୀ ଲୋକ | ZEE7 ODIA

  Рет қаралды 1,346,706

ZEE7 ODIA

ZEE7 ODIA

Күн бұрын

ରାଷ୍ଟ୍ରପତି Droupadi Murmu ଙ୍କ ପାଦକୁ ସରିହେବନି Mukesh Ambani ଙ୍କ ପରି ଧନୀ ଲୋକ | ZEE7 ODIA
#Draupadimurmu #Draupadi #Odisha #Naveen #Naveenpatnaik #Narendramodi #Bjd #Bjp #Bjpnews #Politics #Political #Politicalnews #Politicsnews #Politic #Politicnews #Politic #President #Presidentofindia #India #Indian #Viral #Election #Odia #Latest #Breakingnews #Latestnews #Cuttack
#ZEE7ODIA is one of the Odisha's Leading 24/7 Information Channel Covering the latest news , affairs, Entertainment and Spiritual matters.
Please Subscribe our Channel and press the bell icon to get notification about our new updates.
Facebook - / zee7odia
Instagram - / zee7odia
Twitter - / odiazee7
KZfaq- / zee7odia
Website- www.zee7odia.com
________________________________________________
Copyright Disclaimer Under Section 107 of the Copyright Act 1976, allowance is made for "fair use" for purposes such as criticism, comment, news reporting, teaching, scholarship, and research. Fair use is a use permitted by copyright statute that might otherwise be infringing. Non-profit, educational or personal use tips the balance in favor of fair
🔹CONTACT US🔹
Email : zee7odia@gmail.com
Whatsapp No : 8984355505
#Odianews #OdishaNewsChannel #SpecialReport

Пікірлер: 144
@mahamadrafiqqq8373
@mahamadrafiqqq8373 Жыл бұрын
Dhanya Tama news wala ku
@khirodkumura
@khirodkumura Жыл бұрын
ଆମେ ସମସ୍ତେ ଚାହୁଁଚୁ କି ଆମ ରାଜ୍ୟ ରେ ନିଶା ବା ମଦ ପୁରାପୁରି ବନ୍ଦ କରା ଯାଉ. ମଦ ପାଇଁ ବହୁତ କିଛି ହରାୟୀ ବାକୁ ବସିଛୁ . ସୁତରାଂଙ୍ଗ, ମଦ ବନ୍ଦ ହେବା ଦରକାର. ମୁ........ ମାନ୍ୟବର ରାଷ୍ଟ୍ରପତି ଶ୍ରୀ.. ଦି. ମୁର୍ମୁ କୁ ମେମ ଙ୍କୁ ନିବେଦନ କରୁ ଛି କି ସାରା ରାଜ୍ୟ ମଦ ବେଣ୍ଡ କରା ଯାଉ.........
@Asim-xz2hp
@Asim-xz2hp 7 ай бұрын
Ek dam thik 👍👍👍
@crpfgamer098
@crpfgamer098 6 ай бұрын
😂😂😂
@prasantapattanaik862
@prasantapattanaik862 Жыл бұрын
ସେଥିପାଇଁ ସମସ୍ତେ ଗାନ୍ଧୀ ସୁବାସ ଗୋପବନ୍ଧୁ ଭଳି ଦେଶ ସେବା ନ କରି ରାଜନୀତିରେ ଯୋଗଦେବା ପାଇଁ ଶତ ପ୍ରତିଶତ ଆଗ୍ରହୀ ଦେଖ ମିଶୁ ଏ ଜନତା ଏ ଦେଶ ମାଟିରେ ରାଜନେତା ଚାଲି ଯାଆନ୍ତୁ ପିଠିରେ
@khirodkumura
@khirodkumura Жыл бұрын
ଆମ ରାଜ୍ୟରେ କହିବାକୁ ଗଲେ ରାଷ୍ଟ୍ରପତି ଙ୍କ ଶାସନ ଚାଲିବା କଥା କଣ କହୁଛ ଭାଇ......ଯଦି ତାଙ୍କ ଶାସନ ଚାଲେ ଗରିବଙ୍କ ପାଇଁ କେବଳ ଆମ ସମସ୍ତଙ୍କ ପାଇଁ ବହୁତ ଭଲ ହଇପାରିବ
@biswanath1603
@biswanath1603 Жыл бұрын
ଏହି ସବୁ ଗାଣ୍ଡିମରା ରିପୋଟର ଜାତ ଜନ୍ମ ହେଲା ବେଳେ ଆଗ ପଟରୁ ନା ପଛ ପଟରୁ ବାହାରିଲେ ।
@KPJJK
@KPJJK 5 ай бұрын
5 ବର୍ଷ ମିଳିଛି କିଛି ଗୋଟେ ଏମିତି କାମ କର ଆମ ଓଡ଼ିଶା ପାଇଁ ଯେ ଲୋକେ ଚିରକାଳ ମନେ ପକାଇବେ ନହେଲେ valuless, we can't proud of her Do something valuable to our Odisha
@patitakumarchoudhury9855
@patitakumarchoudhury9855 Жыл бұрын
ଯେମିତି ଭାରତରେ ଆଗରୁ ରାଷ୍ଟ୍ରପତି କେହି ନ ଥିଲେ, ମହାମହିମ ରାଷ୍ଟ୍ରପତି ଙ୍କ ଗୋଟିଏ ସ୍ୱତନ୍ତ୍ରତା ଅଛି , ମୁକେଶ ଅମ୍ବାନୀଙ୍କ ଗୋଟିଏ ସ୍ୱତନ୍ତ୍ରତା ଅଛି, ମୁକେଶ ଦରମା ଦିଅନ୍ତି, ରାଷ୍ଟ୍ରପତି ଦରମା ନିୟନ୍ତି,ମୁକେଶ ଅମ୍ବାନୀ ଙ୍କୁ ଖାଇବାକୁ ନାହିଁ ଯେ ରାଷ୍ଟ୍ରପତି ଙ୍କ ଗୋଡ଼ ଧରିଥିଲେ,?? ଫାଲତୁ ନ୍ୟୁଜ ପ୍ରସାରଣ କରନି ,ଶିଳ୍ପପତି 2ମାସ ବ୍ୟବସାୟ ବନ୍ଦ କରିଦେଲେ ଦେଶ ଭିକ ମାଗିବ, ନାଁ ସମ୍ବିଧାନ ଥିବ, ନାଁ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ, ମୁଖ୍ୟମନ୍ତ୍ରୀ ପଦ ଥିବ. ରାଷ୍ଟ୍ରପତି ଯଦି ଧନି ବ୍ୟକ୍ତିଗତ ଙ୍କ କେତୋଟି ଶିଳ୍ପ ଅଛି? କେତେ ଲକ୍ଷ୍ୟ ଲୋକଙ୍କୁ ନିଯୁକ୍ତି ଦେଇଛନ୍ତି , ମାସକୁ କେତେସହ କୋଟି ଷ୍ଟାଫ ଦରମା ଦେଉଛନ୍ତି ? ଡିଟେଲ କହିଲେ ଭଲ ହୁଅନ୍ତା, ନେତାଙ୍କ ପୈତୃକ ସମ୍ପତିରେ ଦେଶ ଚାଲେନି, ଲୋକଙ୍କ ଟ୍ୟାକ୍ସ ଟଙ୍କାରେ ଦେଶ ଚାଲେ,
@dishomkumblu2453
@dishomkumblu2453 Жыл бұрын
Tome gote berajgar. Bodhe. Surat dadan khata
@chitrangadapanigrahi5822
@chitrangadapanigrahi5822 Жыл бұрын
Right brother....dalita 🤢
@barunmajhi5337
@barunmajhi5337 Жыл бұрын
Adibasi upore ate ghuruna kahinki bhai
@pradeeptadash6501
@pradeeptadash6501 11 ай бұрын
ଠିକ କହିଛନ୍ତି..... 💯
@pradeeptadash6501
@pradeeptadash6501 11 ай бұрын
ମୁକେଶ ଅମ୍ବାନୀ ଙ୍କ ସହ ପୃଥିବି ର ଜଣେ ଦୁଇଜଣ compare କରି ହେବ.... ଆଦିବାସୀ ବୋଲି ସେତକ ପଦବି ପାଇଲେ.... ସାଧାରଣ ବର୍ଗ ର ହେଇଥିଲେ ସରପଞ୍ଚ ଖଣ୍ଡେ ହେଇ ପାରିନଥାନ୍ତ.... ମୁକେଶ ଅମ୍ବାନୀ ସହ ତୁଳନା ବାହୁଲ୍ୟ....
@goutamjena9327
@goutamjena9327 Жыл бұрын
କି ବାଳ channel ..... ଜୋତା ରେ ପିଟିଲେ ବି ମନ ବୁଝିବ ନାହିଁ l
@rnk6817
@rnk6817 Жыл бұрын
ଅମ୍ବାନୀ କଣ ଏ କଥା ଜାଣନ୍ତି ?? ଯେ ସେ ମୁର୍ମୁଙ୍କ ପାଦ କୁ ବି ସରି ନୁହନ୍ତି . ଠିକ ଅଛି ଆମେ ତାଙ୍କୁ ଜଣେଇବା ଯେ ତମ ଚ୍ୟାନେଲ ଏଭଳି କହୁଛି .. କିନ୍ତୁ ଅମ୍ବାନୀ ଙ୍କ ପୁଅ ବାହା ଘର ରେ ବଡ ବଡ ଅଭିନେତା ଖାଦ୍ୟ ପରସୁ ଥିବାର ଆମେ ମେଡିଆ ରେ ଦେଖି ଚୁ ... ଏମିତି ଆଉ ଭିଡ଼ିଓ କରି କିଏ କା ପାଦ କୁ ସରି ନୁହଁ ଜଣାଅ ..ଏ ଭଳି ତୁଳନା କରି ପୋଷ୍ଟ କରିବା ଠିକ ନୁହେଁ
@melisha4236
@melisha4236 Жыл бұрын
Kou bada bada abhineta ... Sei abhineta mane kn president tharu adhik powerful?
@nityanandasahoo9549
@nityanandasahoo9549 Жыл бұрын
ମୁକେଶ ଅମ୍ବାନୀ ଦ୍ରୌପଦୀ ମୁର୍ମୁ ଗୋଡ଼ ତଳେ ପଡ଼ିବା ମେଡିଆବଲା ଦେଖିଥିଲେ । ପାଟି ରେ ସାଣ ଦିଆଯାଇଛି
@hariharojha1958
@hariharojha1958 Жыл бұрын
phaltu news band kara. disgusting .
@munathewriter1234
@munathewriter1234 5 ай бұрын
ଏଇଟା ଗୋଟେ ଅପଦାର୍ଥ ରାଷ୍ଟ୍ରପତି ହେବାପାଇଁ ଯୋଗ୍ୟ ନୁହେଁ ଭାଗ୍ୟ ଟାଣ ଥିଲା ବୋଲି ରାଷ୍ଟ୍ରପତି ହେଇଛି କଣ ନ୍ୟାୟ ଦେଇଛି ଦେଶ କୁ ବରଂ ବାରମ୍ବାର ଓଡ଼ିଶା ଆସି ଅନେକ money ନଷ୍ଟ କରୁଛି
@sukrapradhani8778
@sukrapradhani8778 5 ай бұрын
🎉Tu goda muha mggg😅😅
@rajatkumarmeher5275
@rajatkumarmeher5275 3 ай бұрын
ଯିଏ ଯାହାଠୁ ଯେତେ ଧନୀ ହେଲେବି ଆମର କୋଉ ପେଲ ଗଲା 😂😅
@baidharsahu1011
@baidharsahu1011 Жыл бұрын
ଅତ୍ୟନ୍ତ ଦୁଃଖର ସହ ଲେଖୁଛି ।ଅମ୍ଵାନୀ ଜଣେ ଶିଳ୍ପ ପତି ।ଦେଶକୁ କେତେ ଅଵଦାନ ,ତାର ହିସାଵ ନାହିଁ ।ଆଉ କଣ କହିଵା ଅନ୍ୟ କଥା ,ଅନୁଭଵ କରୁଥିଵେ ।
@nunaramsoren9355
@nunaramsoren9355 Жыл бұрын
ତମ ବାଳ news ସବୁ ପ୍ରଚାର କରୁଛ
@abhimanyudash8360
@abhimanyudash8360 8 ай бұрын
ସବୁଠାରୁ ମହାନ ହେଉଛି ଜନତା.. ନେତାମାନେ ରାଷ୍ଟ୍ରପତି ଙ୍କୁ ନିର୍ବାଚନ କରନ୍ତି, ନେତା ମାନଙ୍କୁ ଜନତା ନିର୍ବାଚିତ କରିଥାନ୍ତି, ତେଣୁ ଜନତା ସବଠୁ ମହାନ ଅଟନ୍ତି..ଏମାନେ ସମସ୍ତେ ଜନତା ର ସେବକ..ମାଲିକ ନୁହଁନ୍ତି.. ଗର୍ବ କଲେ 5ବର୍ଷ ପରେ ଊଭାନ ହେବେ.. କେହି ପଚାରିବେନି ... ଜନତା ପାଇଁ.. ଜନତା ଙ୍କୁ ନେଇ.. ଜନତା ଦ୍ବାରା.. ସବୁବେଳେ ମନେ ରଖିବା ଆବଶ୍ୟକ...
@user-ez4dr7vf7x
@user-ez4dr7vf7x 11 ай бұрын
Jay jagannath
@rajputranial274
@rajputranial274 Жыл бұрын
Namaskar Madam U R Proud Of Odisha & Proud Of Odia .
@ashokkumartakri8908
@ashokkumartakri8908 Жыл бұрын
କହିବା ପୂର୍ବରୁ ଥରେ ବିବେଚନା କରିବା ଆବଶ୍ୟକ
@user-cc3wm8hj1p
@user-cc3wm8hj1p Жыл бұрын
ଫାଲତୁ କଥା, ଆମ ରାଷ୍ଟ୍ରପତି ଭଲ। ଦଲାଲ chennel ଫାଲତୁ କଥା କହୁଛ
@jaysrirambulurakhal
@jaysrirambulurakhal Жыл бұрын
ଜୟ ଶ୍ରୀ ରାମ ରାମ ରାମ ରାମ ରାମ ରାମ ଜୟ 🙏💞🌹🌷🥀🎉🇮🇳🚩
@user-xc6yp9ui8l
@user-xc6yp9ui8l 6 ай бұрын
ଓଡ଼ିଶା କ'ଣ ପାଇଲା। ଓଡ଼ିଶା ର କଣ ଉନ୍ନତି ହେଲା । ଓଡ଼ିଆ ମାନେ କ'ଣ ଦେଖି ‌ଖୁ‌ସି ହେବେ।
@manashnayak2794
@manashnayak2794 5 ай бұрын
ଲାଗୁଚି ଏରିପଟର ଜଣକୁ ତା ଵଉ ଗାଡିରୁ ଜନ୍ମ ହେଇଚି 😂😂😂
@earningsfy
@earningsfy Ай бұрын
Mukesh Ambani par day income= Rs 163 crore Elon Musk par day income= 1L crore Rastara Pati Manthly income= 5L😅😅😅😅😅 5 year pani
@prasantapattanaik862
@prasantapattanaik862 3 ай бұрын
ବେକାର କଥା କହ ନାଇଁ।ସେ ତ ଦେଶବାସୀଙ୍କୁ ସେବା କରନ୍ତି।
@sukantimallick1372
@sukantimallick1372 7 ай бұрын
ରାଷ୍ଟ୍ରପତି କହିଥିଲେ ଗୋଟେ କଥା,,,ଜେଲ୍ ଘର କଣ ପାଇ ହଉଛି,,ଆମେ ସେ ବିସୟରେ,,କଥା ହବା କଣ ହେଲା,,
@sriseshkumarkar3499
@sriseshkumarkar3499 10 ай бұрын
ରାଷ୍ଟ୍ରପତିଙ୍କୁ ସାଧାରଣ ନାଗରିକଙ୍କ ସହିତ ତୁଳନା କରିବା କେତେଦୂର ସଙ୍ଗତ? ଅମ୍ବାନୀ ଜଣେ ସାଧାରଣ ନାଗରିକ ।
@biswabhusanmallik5440
@biswabhusanmallik5440 8 ай бұрын
ଏଇ ଛୋଡ଼ିଆ କଥା ପାଇଁ ତମ ମାନଙ୍କ ଚାନେଲ ଦେଖିବାକୁ ଇଚ୍ଛା ହଉନି
@gautamswain5107
@gautamswain5107 Жыл бұрын
Jay Maa Durga 🙏🙏🙏🙏🙏
@rajatkumarrath5367
@rajatkumarrath5367 9 ай бұрын
କିଏସେ ଦୌପଦୀ ମୁର୍ମୁ ଙ୍କୁ ଅନିଲ ଅମ୍ବାନୀ ସହିତ ତୁଳନା କରିଛି । ସିଏ ହେଲେ ରାଷ୍ଟ୍ରପତି, ଅନିଲ ଅମ୍ବାନୀ ପୁରା ବେପାରୀ, ତେଣୁ ଜଣେ ରାଷ୍ଟ୍ରପତିଙ୍କୁ ଜଣେ ବେପାରୀ ସହିତ ତୁଳନା କରିବାର କିଛି ଆବଶ୍ୟକ ଅଛି କି ?
@kunjabiharisahoo3945
@kunjabiharisahoo3945 Жыл бұрын
Jadi rastrapatjiku five lakh miliba aku adha ret modiji milu🙏🌷♥️
@nirodakumarsatapathy8168
@nirodakumarsatapathy8168 3 ай бұрын
JAY JAGANNATH. JAY JAGANNATH
@Reenabehera0
@Reenabehera0 Жыл бұрын
Jay jagannath Jay jagannath Jay jagannath 🙏🙏🙏🙏🙏
@obcsangramsamiti
@obcsangramsamiti 5 ай бұрын
ଧନ ସହ କଣ ତୁଳନା କରୁଛ ନ୍ୟାୟ କଥା ଆଉ ନାହିଁ କି
@prasantapattanaik862
@prasantapattanaik862 Жыл бұрын
ୟାକୁ କହନ୍ତି କହିବ କୋମଳ ବଚନ ଆଉ ବାକି ଅନ୍ୟ ଧାଡ଼ି ଆପଣ ଭଲ ଭାବେ ଜାଣିଥିବେ
@abanisahoo4948
@abanisahoo4948 Жыл бұрын
She is the no . I citizen of India any person comparing her with others is a foolish
@bharatasahoo699
@bharatasahoo699 5 ай бұрын
Good news. Correct.
@arjunpradhan5615
@arjunpradhan5615 9 ай бұрын
ଏତେ ଗୋଡ଼ା ଏ ଟଙ୍କା କଣ ସେ ଖର୍ଚ୍ଚ କରିପାରିବେ କି।
@ranjanbehera3374
@ranjanbehera3374 Жыл бұрын
Sabu faltu news
@nayakpratyush4379
@nayakpratyush4379 Жыл бұрын
Kahaku emiti insult karani
@AshokKumar-qw5kd
@AshokKumar-qw5kd 9 ай бұрын
No its wrong.. Mukesh ambanee. Is the richest of Asia.. not misses murmu
@rishikesh4340
@rishikesh4340 Жыл бұрын
ତୁମ ଚାନେଲ ମୂର୍ଖ ରାଷ୍ଟ୍ରପତି ମାନେ ରାଷ୍ଟ୍ରର ମୁଖ୍ୟ ତାଙ୍କ ସହ କିଏ ସରି ହୁଅନ୍ତା କି ।
@mamatakhillo6781
@mamatakhillo6781 Жыл бұрын
Very good job 👍👍👍👍👍❤❤❤❤❤❤
@Babulibarik-jq3tk
@Babulibarik-jq3tk 11 ай бұрын
🙏👑🎉❤💎babuli barik
@kunasahoosahoo
@kunasahoosahoo 10 ай бұрын
Proude odisha
@abhimanyudash8360
@abhimanyudash8360 8 ай бұрын
Absolutely right..
@gaurangacharanasahu6033
@gaurangacharanasahu6033 7 ай бұрын
Super news
@AshokKumar-qw5kd
@AshokKumar-qw5kd 8 ай бұрын
No never.. M A is the Richest
@dhaneswarmangaraj5751
@dhaneswarmangaraj5751 Жыл бұрын
Yes right
@pabitrakumardash6698
@pabitrakumardash6698 8 ай бұрын
Jay Hind Jay ho sada Bharat Mata ki
@phulamani59
@phulamani59 Жыл бұрын
Koti koti naman
@hansdahcreation4k849
@hansdahcreation4k849 Жыл бұрын
I proude of president🇮🇳❤ salute🇮🇳
@Story_Theater_774
@Story_Theater_774 Жыл бұрын
Odisha re company heiparuni ate high level ku jaiki ki66i faida nanhi
@user-ne1od4lj9k
@user-ne1od4lj9k 9 ай бұрын
Jay hind vharta maata ki jay 🙏
@debasishamishra244
@debasishamishra244 Жыл бұрын
Paisa thilay gyana peliba ku au sunibaku maja lagay😂
@prafullamaharajmaharaj7309
@prafullamaharajmaharaj7309 11 ай бұрын
Bhagya bhagaban ekathi hele epari hoithae. Don't compare with RASTRAPATI AND AMBANI.
@binodkumarmahanta3251
@binodkumarmahanta3251 Жыл бұрын
Rastrapati,Odisha re kahiki alcohol close heuni
@saratchsatapathy9115
@saratchsatapathy9115 Жыл бұрын
ତମର ହେଡ ଲାଇଁ ନ thik ନା nhi
@RanjanMohanta-jd2vg
@RanjanMohanta-jd2vg Жыл бұрын
Right
@debendranayak5009
@debendranayak5009 10 ай бұрын
ONLY SEVENTYFIVE RUPEES
@user-fm3no6br3y
@user-fm3no6br3y Жыл бұрын
Thank, you.
@srinibassethy4349
@srinibassethy4349 Жыл бұрын
Very good
@Onlyodiapresents
@Onlyodiapresents 9 ай бұрын
Se param magya🤬🤬😡👿👹
@jyotinanda9931
@jyotinanda9931 Жыл бұрын
Jay Bharat Mata Jay Modi ji Jay Draupadi Murmu Mam ji Bande Mataram Bande Utkal Janani Om Shanti
@panchabhue
@panchabhue Жыл бұрын
Jay maa drurpati murmu rastapati 🙏🙏🙏🙏🙏❤❤❤❤❤🇮🇳🇮🇳🇮🇳🇮🇳🇮🇳🚩🚩🚩🚩🚩🚩🚩
@sparida2005
@sparida2005 6 ай бұрын
Hello dear friend
@binodkumarmahanta3251
@binodkumarmahanta3251 Жыл бұрын
Odisha Highcourt r judgment baharunahi kahiki
@Sweety_official84
@Sweety_official84 Жыл бұрын
Good morning all 🙏 Jai jagannath 🙏🙏
@suryabiswal8882
@suryabiswal8882 6 ай бұрын
Bhai kaomane e news subscribe karichanti😂😂😂 unsubscribe karidia pls report Mari chala
@DataCenterForYou
@DataCenterForYou 5 ай бұрын
❤❤❤❤❤❤❤❤
@ChaitanyaBhuktaGamas
@ChaitanyaBhuktaGamas 11 ай бұрын
Nice information
@gyanaranjanbehera1400
@gyanaranjanbehera1400 10 ай бұрын
Are bhai Ama Country ra Adhika khyamata Sentral G.O.V pakhare achhi Ame janichhu 😂😂😅
@GunaiSaho
@GunaiSaho Жыл бұрын
Madam mu bahut gariba jhia pila mate apanak saport darkar plz madam
@kapilbarada7515
@kapilbarada7515 11 ай бұрын
Bharatara gariba loka foota pathare soi jibana katu chha nti adi basi jilare bijuli pani nahi teliphone ra kichhi subidha nahi kintu bhara ta mahana👌🙏
@manojkumarjeena1483
@manojkumarjeena1483 Жыл бұрын
Yes, why not? 😎
@sparida2005
@sparida2005 6 ай бұрын
Hello dear Nasha 0:30
@AshokPani-r5p
@AshokPani-r5p Ай бұрын
Channel bala thik knews deichhanti.Tame bhai rastapatinku chinhina ki janina. Se real Droupadi,pandav patni,e kaliyugre. Murka janiparuna,malika padha o sunile janiba,se kia?
@bhikari194
@bhikari194 Ай бұрын
Fake news
@govindbihari2615
@govindbihari2615 11 ай бұрын
କି ମୋ ନ ଜାଣି news fake chaduchaa
@dipakbagh5535
@dipakbagh5535 Жыл бұрын
❤❤
@biswanathpujari8802
@biswanathpujari8802 9 ай бұрын
🙏🙏🙏
@fagutudu5590
@fagutudu5590 5 ай бұрын
Kn news eita
@RabindraSwain-id8ol
@RabindraSwain-id8ol 7 ай бұрын
Dr Eric Clapton the
@ajitpradhan4977
@ajitpradhan4977 10 ай бұрын
Ama odisa jagarnath odesa bhe pata khali thi labi amia raja kalia pakhra achi mania
@simanchalapaik4248
@simanchalapaik4248 Жыл бұрын
Sir Raisina seals ya hills just confirm
@simanchalapaik4248
@simanchalapaik4248 Жыл бұрын
Whatbis the meaning of raisina seals
@agnihimirika8088
@agnihimirika8088 Жыл бұрын
Mukesh Ambani gada tale durpati murmu.......
@hdhddhdhdh8917
@hdhddhdhdh8917 Ай бұрын
ବାଳ news
@ManitaBhatra-wr6wo
@ManitaBhatra-wr6wo 10 ай бұрын
Subu char mane
@puspabatikilaka6753
@puspabatikilaka6753 Жыл бұрын
Tanka re dani nuha madam mano re b dani
@user-nr2np6nw9c
@user-nr2np6nw9c 9 ай бұрын
🇮🇳🙏🪜🎇🪔 Jai mata Di 🔱🥗 Happy
@ahalyanaik835
@ahalyanaik835 Жыл бұрын
Pranam mam
@sudhirlakraeatingblogs
@sudhirlakraeatingblogs Жыл бұрын
Jitna murmu mam ro salary monthly ochi seita too ambani ro jhda v nuhe tomo new's bekaria news nije pagal somotanku pagal kori debo
@user-ek1ek7nk7l
@user-ek1ek7nk7l Жыл бұрын
Murmu ku kichubhi nahi malul esilia onku tee bala ........
@Amit-cw5df
@Amit-cw5df 2 ай бұрын
Mg kouthu news paucha re
@ShaktiShakti-fz8cl
@ShaktiShakti-fz8cl 2 ай бұрын
Haire magia news reportor tama manaka pain a desha ra barbad hauchi
@kunjabiharisahoo3945
@kunjabiharisahoo3945 Жыл бұрын
Amaku mitro sehi ankhremitro miluji
@GunaiSaho
@GunaiSaho Жыл бұрын
Apanka mob no darkar madam plz.madam mate apanka no darkar
@alokbabu5869
@alokbabu5869 Жыл бұрын
❤ Rairangpur Mati ro chuaa
@Bhanupratap-gr8ry
@Bhanupratap-gr8ry Жыл бұрын
Tamara kana hauchhi tankara rahile?
@hiranmayadash
@hiranmayadash 2 ай бұрын
Kama kete
@bijayasatapathy1900
@bijayasatapathy1900 Жыл бұрын
Ate ranthi heba darkar nahi asabu sabu jananti bekar news,
managed to catch #tiktok
00:16
Анастасия Тарасова
Рет қаралды 48 МЛН
The Joker kisses Harley Quinn underwater!#Harley Quinn #joker
00:49
Harley Quinn with the Joker
Рет қаралды 22 МЛН
艾莎撒娇得到王子的原谅#艾莎
00:24
在逃的公主
Рет қаралды 54 МЛН
Odisha Holiday on Sept 9 // NEET PG 2024 Scores Out Today
21:46
OdiaTechBulletin
Рет қаралды 15 М.
Sri Jagannath and Kalapahad
7:08
Argus News
Рет қаралды 813 М.
managed to catch #tiktok
00:16
Анастасия Тарасова
Рет қаралды 48 МЛН