ରାତିରେ ଶୋଇବା ପାଇଁ ବିଲ 1 ଲକ୍ଷ 36 ହଜାର | Utkal Hospital Bhubaneswar's Sky Rocketing Charges

  Рет қаралды 447,420

Argus News

Argus News

3 жыл бұрын

ରାଜଧାନୀରେ ଉତ୍କଳ ହସ୍ପିଟାଲର ଦାଦାଗିରି । ଅପରେସନ ସକ୍ସେସ କିନ୍ତୁ ପେସେଣ୍ଟ ଡେଡ୍‌ । ଏଭଳି ଫଣ୍ଡା ପକାଇ ଗରିବଙ୍କ ରକ୍ତ ଶୋଷୁଥିବା ଅଭିଯୋଗ...
Watch latest news updates LIVE on Argus News. Your one-stop destination for news on politics, entertainment, sports, gadgets, business and more.
Argus News is Odisha’s most popular Odia Web News Channel. In a short time, it redefined the limits and has set new standards for journalism in Indian news television through its differentiated programming and philosophy of inclusive journalism the spirit of ‘Whatever It Takes'. As per its tagline "Satyara Sandhana", it continues to tell Odisha’s window to all over the world and world’s window into Odisha.
To stay updated on-the-go,
Visit Our Official Website: www.argusnews.in
iOS App: bit.ly/ArgusNewsiOSApp
Android App: bit.ly/ArgusNewsAndroidApp
Live TV: argusnews.in/live-tv/
Facebook: / argusnews.in
KZfaq: / theargusnewsodia
Twitter: / argusnews_in
Instagram: / argusnewsin
You can WhatsApp your News at - 8480612900
ଅର୍ଗସ୍ ଓଡ଼ିଶାର ସର୍ବଶ୍ରେଷ୍ଠ ୱେବ୍ ନ୍ୟୁଜ୍ ଚ୍ୟାନେଲ୍ ।
ଅର୍ଗସ୍ ୱେବ୍ ନ୍ୟୁଜ୍ ଚ୍ୟାନେଲ୍ ରାଜନୀତି, ମନୋରଞ୍ଜନ, ଜୀବନଚର୍ଯ୍ୟା, ପ୍ରଯୁକ୍ତିବିଦ୍ୟା, ବ୍ୟବସାୟ ଓ ସ୍ୱତନ୍ତ୍ର ଖବର ଅତିଶୀଘ୍ର ଆପଣଙ୍କ ପାଖରେ ପହଞ୍ଚାଏ ।
ଅର୍ଗସ୍ ସହ ଯୋଡି ହୋଇ ରୁହନ୍ତୁ |
#ArgusNews #OdiaNews

Пікірлер: 1 200
@takecare9335
@takecare9335 3 жыл бұрын
ମୁଁ ଗୋଟେ ଗରିବ ପରିବାରର ପିଲା କହୁଛି ସତକଥା ଭାଇ ଯଦି ଆମକୁ ଏକ ଲକ୍ଷ ଛତିଶ ହଜାର ମିଳିଗଲେ କେତେବର୍ଷ ବଞ୍ଚିବୁ ତାର ଠିକଣା ନାହିଁ । ଆମ ଭଳିଆଙ୍କୁ ଯଦି ସେତିକି ବିଲ ହେଉଛି ତା ହେଲେ ଶବ ସହିତ ନିଜର ଶବ ମଧ୍ଯ ବାହାରିବ
@krishnaji7769
@krishnaji7769 3 жыл бұрын
Thik kahichha bhai
@namitabehera2497
@namitabehera2497 3 жыл бұрын
Right bro
@prashantram8697
@prashantram8697 3 жыл бұрын
Right bra
@Ajay-pt4ds
@Ajay-pt4ds 3 жыл бұрын
ସାବାସ ଭାଇ ସତ କହିଲେ...👍
@sumitkhosla1303
@sumitkhosla1303 3 жыл бұрын
Thik katha
@sonumasti67
@sonumasti67 3 жыл бұрын
ନ୍ୟାୟ ନ ମିଳିବାରୁ ଲୋକ ମାଓବାଦୀ ହୋଇଯାଆନ୍ତି ସକ୍ଷପରେ କହୁଛି
@odiablogingvideo1267
@odiablogingvideo1267 3 жыл бұрын
Mor ta bahut e6a a6i maobadi habare
@odiablogingvideo1267
@odiablogingvideo1267 3 жыл бұрын
Kahnikina sabu bada loko nka a sabu kama khali ama bhali gariba loko nku Hairan kariba pain paisa khaiba pain
@guddukakitchen6666
@guddukakitchen6666 3 жыл бұрын
Bhai kichi kara maobadi heiki Sala Sabu chora hospital aau mc police marile maza asiba
@piratesomu7433
@piratesomu7433 3 жыл бұрын
Bhai mate bi dakiba ee duniate au maanabikata nahi Sabu dekhiki chi chi laguchi 😔
@razztech3946
@razztech3946 3 жыл бұрын
Right bro
@mohapatraliza3383
@mohapatraliza3383 2 жыл бұрын
ଏଡାଙ୍କୁ ଜିଅନ୍ତା ପେଟ୍ରୋଲ ଢ଼ାଳି ଜଳାଇଦିଆଯାଉ। ଯିଏ ଅନ୍ୟର ଜୀବନ ସହ ଖଳୁଛନ୍ତି ସେମାନେ ଆଉ କହାସହ ଖେଳିବା ପୂର୍ବରୁ।। ଗରିବ ବୋଲି ଠକିବା।।। ମରୁନ।।।।
@mixturemaja.starbapunu7250
@mixturemaja.starbapunu7250 3 жыл бұрын
😠😠😠ହସପିଟାଲକୁ ତୁରନ୍ତ ସିଲ କରାଯାଉ😡😡 ।ସବୁ ଚୋର ମାନେ ଏଠି ଅଛନ୍ତି ।ପ୍ରବଳ ମାତ୍ରାରେ ଶେୟାର କରନ୍ତୁ ଯେମିତିକି ଆଉ କେହି ହ୍ଇରାଣ ନହୁଅନ୍ତୁ ।🙏🙏🙏
@manojmallik1146
@manojmallik1146 3 жыл бұрын
Right
@bijaylaxmipanda6402
@bijaylaxmipanda6402 12 күн бұрын
Right 👍 👍
@sonumasti67
@sonumasti67 3 жыл бұрын
ଥରେ ଭାବିକି ଦେଖ ଗୋଟେ ପରିବାର େର ଗୋଟେ ଲୋକ ମରିଗଲେ କେତେ କଷ୍ଟ ହୁଏ ଆରେ ସେଥିପାଇଁ ଲୋକ ମାଓବାଦୀ ହୋଇଯାଆନ୍ତି
@manasamajhi8925
@manasamajhi8925 3 жыл бұрын
Right
@pppp418
@pppp418 3 жыл бұрын
Right kahilo bhaii a manank pain sabu vl pila aji maobadi re jauchanti,mu selut karuchhi maobadi bhai mananku, sabu garibo lok mananku sahajya karuchanti
@sureshpatnaik6537
@sureshpatnaik6537 3 жыл бұрын
ତୁରନ୍ତ ମେଡିକାଲକୁ ସିଜ୍‌ କର
@a2zelectronicproblemsolve893
@a2zelectronicproblemsolve893 3 жыл бұрын
Satakatha
@alokkumarjena1671
@alokkumarjena1671 3 жыл бұрын
Sala chor sabu
@ratikantapintu4198
@ratikantapintu4198 3 жыл бұрын
U r right
@tapanlifestyle9481
@tapanlifestyle9481 3 жыл бұрын
Sata katha kahila
@jasminpradhan922
@jasminpradhan922 3 жыл бұрын
Ys sure
@Public580
@Public580 5 ай бұрын
ମୋ ସହ ବି ଏମିତି ହୋଇଛି ଭୁବନେଶ୍ୱର କୀମସ ହସ୍ପିଟାଲ ରେ ସବୁ ଆଡେ ଦୁର୍ନୀତି ଚାଲିଛି ବିଜେଡି ନେତା ଓ ମେଡିକାଲ ଷ୍ଟାଫ ଏଥିରେ ସାମିଲ
@ramakantamallick3574
@ramakantamallick3574 3 жыл бұрын
ଦୟାକରି ଟଙ୍କା ଫେରସ୍ତ କରି ଦିଆଯାଉ। ମେଡିକାଲ ସିଜ୍ କରା ଯାଉ।
@asimabhasswain3833
@asimabhasswain3833 3 жыл бұрын
ବହୁତ ବଡ ବଡ ମୁଣ୍ଡି ଅଛନ୍ତି Partner.. ତାଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନିଆଯାଉ ।
@adityaprasadmohapatra6253
@adityaprasadmohapatra6253 3 жыл бұрын
Thik kahila bandhu...
@PSS-su1jw
@PSS-su1jw 3 жыл бұрын
ଠିକ୍ କହିଲେ
@ravijakaka7804
@ravijakaka7804 3 жыл бұрын
Magya mane lutuchanti
@manasdash2178
@manasdash2178 3 жыл бұрын
ଡାକ୍ତରଖାନାର ଲାଇସେନ୍ସ ରଦ୍‌ କରାଜାଉ
@bhagirathibisoyi1322
@bhagirathibisoyi1322 3 жыл бұрын
ଓଡିଶା ର ଡାକ୍ତର ମାନେ ଆଉ କେତେଦିନ ଗଲେ ମାଟି ପଥର ବି ଖାଇଯିବେ? କାରଣ ଆମ ରାଜ୍ୟର ସ୍ୱାସ୍ଥ୍ୟ ବବ୍ୟଷ୍ଟା ଠିକ ନାହିଁ
@smartcitybhubaneswar4269
@smartcitybhubaneswar4269 3 жыл бұрын
Are bhai se maagia gudanku badouna kahniki
@sasimsuman5277
@sasimsuman5277 3 жыл бұрын
Tu asunu doctor habu mg
@mohankumarbehera3706
@mohankumarbehera3706 3 жыл бұрын
Vai doctor mane nuhe ....owner mane hi sabu
@pramodmanna9854
@pramodmanna9854 3 жыл бұрын
ସରକାର ଜବାବ୍ ଦିଅ
@chinmayapradhan5907
@chinmayapradhan5907 3 жыл бұрын
ଆରେ ଭାଇ ବଡି ଚେକ୍ କର ।କିଛି ପାଟ୍ ଚୋରି ହେଇନି ତ
@God14366
@God14366 3 жыл бұрын
Sata kahila bhai
@biswajitsethi7008
@biswajitsethi7008 3 жыл бұрын
ଚିକିତ୍ସା ନାଁରେ କେବଳ ଲୁଟ ଚାଲିଛି... ସରକାର ଅନ୍ଧ
@AllinONE-gi1lm
@AllinONE-gi1lm 3 жыл бұрын
Hospital ku jali dea..
@nareshmaharana6786
@nareshmaharana6786 3 жыл бұрын
ଓଡ଼ିଶା ରେ ଯେତେ ପ୍ରାଇଭେଟ୍ ମେଡିକାଲ , ପ୍ରାଇଭେଟ୍ ସ୍କୁଲ କଲେଜ , ଯାତ୍ରା ପାଟି ଅଛି ସାବୁ ସରକାରଙ୍କ MLA, MP କର ,ଏଠି ସେମାନେ ଏ ସାବୁ କରି ଓଡିଶା ଲୋକଙ୍କୁ ଶୋଷଣ କରି ଚାଲିଛନ୍ତି
@babula2011
@babula2011 3 жыл бұрын
Vai Sarkar sabu jannichhanti,maal miluchhi naaa
@kartikbehera4226
@kartikbehera4226 3 жыл бұрын
Government miski a sabu karuchi
@jyotirmayeepatro6108
@jyotirmayeepatro6108 3 жыл бұрын
@@nareshmaharana6786 right bhi
@sonumasti67
@sonumasti67 3 жыл бұрын
ପୋଲିସ୍କୁ କିଛି ଲାଞ୍ଚ ଦେଇଦେବେ ଖେଳ ଖତମ ପୋଲିସ ମାନଙ୍କୁ ନୁହେ ମୋର ସମସ୍ତ ସରକାରି ଉପରେ ନିର୍ଭର କରି ଚଳୁ ଥିବା ଗରିବମାନଙ୍କୁ ସାହାୟ୍ଯ କରନ୍ତୁ
@pppp418
@pppp418 3 жыл бұрын
Odissa police fist no1 lanchuaa,sarakar aji nahi election bele sabu asibe,
@sujatapraharaj3892
@sujatapraharaj3892 3 жыл бұрын
ଶିକ୍ଷା ଓ ସ୍ୱାସ୍ଥ୍ୟ ବର୍ତ୍ତମାନ ସମୟରେ ସବୁଠାରୁ ବଡ ଓ ଲାଭଦାୟକ ବ୍ୟବସାୟ । ଜନତା ସଂପୂର୍ଣ୍ଣ ଅସହାୟ, ଆଉ ଏମାନେ ପୋଖତ ବେପାରୀ । ଧର୍ମ ନ ସହୁ ଏମାନଙ୍କୁ ।
@satyamshivam4203
@satyamshivam4203 3 жыл бұрын
ସ୍ବାସ୍ଥ୍ୟ ବିଭାଗ ତ କେବଳ ନାମକୁ ମାତ୍ର ଅଛି।
@chandrapanda7222
@chandrapanda7222 3 жыл бұрын
ବାଗଚି sir ଯେଉଁ ମେଡିକାଲ ଭୁବନେଶ୍ୱର ରେ ତିଆରି କରିବେ ଏହି ପରି ହେବ ନାହିଁ ତ?
@spandancreationodisha4533
@spandancreationodisha4533 3 жыл бұрын
କିଏ କହି ପାରିବ 🤔😇
@spandancreationodisha4533
@spandancreationodisha4533 3 жыл бұрын
Only 25 % BED reserve for ECONOMICALLY BACKWARD PEOPLE,🤔😇Lets see Wat happening
@paramanandabehera8403
@paramanandabehera8403 3 жыл бұрын
ଏହି ହସ୍ପିଟାଲ କୁ ଗବର (Gabbar)ଦରକାର
@maharana9573
@maharana9573 3 жыл бұрын
Yes
@odiaboydhirendra
@odiaboydhirendra 3 жыл бұрын
ହସ୍ପିଟାଲ ସିଲ ହଉ
@Manoranjan1900
@Manoranjan1900 3 жыл бұрын
ସରକାର ଏମିତି hospital କୁ ପ୍ରୋତ୍ସାହନ ଦିଅନ୍ତୁ ନାହିଁ । Inquiry କରି step ନିଅନ୍ତୁ
@gayatrijena370
@gayatrijena370 3 жыл бұрын
Hospital ku band kara au sabu doctor nku suspend kara , gote pala chaleichanti , nija ra hele janibe
@smitasahoo29
@smitasahoo29 3 жыл бұрын
Han se hospital band Kariba katha
@jitusahu5505
@jitusahu5505 3 жыл бұрын
Hospital re niaa lagaeiba darkaar
@jitusahu5505
@jitusahu5505 3 жыл бұрын
@@smitasahoo29 hospital re niaa lagajaau
@jitusahu5505
@jitusahu5505 3 жыл бұрын
Medical ku podidia
@sachidanandaswain2556
@sachidanandaswain2556 3 жыл бұрын
Govt medical thau thau emane private medical januchanti kanhiki...
@TheSibaSwain
@TheSibaSwain 3 жыл бұрын
ଉତ୍କଳ ନା ଟା କଣ ଲାଗି ବଦନାମ କରୁଛ। ତମ ନା ଲୁଟେରା ହସ୍ପିଟାଲ ଟା ଭଲ ହବ।
@arunpadhan6091
@arunpadhan6091 3 жыл бұрын
ସରକାର ଙ୍କ ତରଫରୁ ତଦନ୍ତ ପାଇଁ ଅନୁରୋଧ, check the scandal 🙏
@sagarbaskey143
@sagarbaskey143 3 жыл бұрын
ଚିକିତ୍ସା ନାଁ ରେ ଚାଲିବ ଲୁଟ୍ । ସାଧାରଣ ଜନତା ଉପରେ ଏମିତି ଅତ୍ୟାଚାର ଚାଲିବ ।ଆଉ ପ୍ରଶାସନ ଶୋଇ ରହିବ । ଏ ହେଲା ନବୀନ ସରକାର ର ଶାସନ ।
@prabhudattapadhan9696
@prabhudattapadhan9696 3 жыл бұрын
Hospital ku blasting karidiajau
@AjayKumar-rr2mv
@AjayKumar-rr2mv 3 жыл бұрын
ମାଳ ମାଳ ସ୍ୱାସ୍ଥ୍ୟ ଯୋଜନା କାହା ପାଇଁ?
@alwaysmotivatedhamesamotiv4012
@alwaysmotivatedhamesamotiv4012 3 жыл бұрын
Right bhai,,se yojana sabu prahasana,,,,,
@rajamahapatra7784
@rajamahapatra7784 3 жыл бұрын
Doctor nka pila Mane pain
@manojsahoo1105
@manojsahoo1105 3 жыл бұрын
ସ୍ବାସ୍ଥ୍ୟ ସେବା ପାଇଁଁ ଏକ ଜନ ଆନ୍ଦୋଳନ ଆବଶ୍ୟକ । ଏକ ଗଣତନ୍ତ୍ର ରାଷ୍ଟ୍ରରେ ପ୍ରତେକ ବ୍ୟକ୍ତିଙ୍କ ର ବଞ୍ଚିବା ର ଅଧିକାର ଆଛି । ଏଠି ଧନୀ ଗରିବ କିଛି ନାହିଁ ।ସ୍ବାସ୍ଥ୍ୟ ସେବା କୁ ଯଥେଷ୍ଟ ଗୁରୁତ୍ଵ ଦେବା ଉଚିତ୍ । କିନ୍ତୁ ବର୍ତ୍ତମାନ ସ୍ବାସ୍ଥ୍ୟ ସେବା ନ ରେ ହରିଲୁଟ୍ ଚାଲିଛି । ଗରିବ ଓ ମଧ୍ୟମ ବର୍ଗ ରେ ଲୋକ ସର୍ବସ୍ବାନ୍ତ ହେଲା ପରେ ଶବ ପାଇଁ ସଙ୍ଘର୍ଷ କରିବା କୁ ପଡୁଛି ।
@chandrakumar2377
@chandrakumar2377 3 жыл бұрын
ଡାକ୍ତରଖାନା ମାଲିକଙ୍କୁ ପୋଷାକରେ ନ ଛାଡି ସହରକୁ ଘୂର୍ଣ୍ଣନ କରନ୍ତୁ
@rajkumardharua3889
@rajkumardharua3889 3 жыл бұрын
Hospital Ku Pura luck Kara jau
@tapandeoll.m..4840
@tapandeoll.m..4840 3 жыл бұрын
Licence of this hospital must be cancelled and the hospital building be sealed immediately .
@KNOWLEDGELEARNING89
@KNOWLEDGELEARNING89 3 жыл бұрын
Ae gote hospital nuha,Bbsr ra prya sabu hospital re emati chalechi....😭😭
@santoshinigouda7870
@santoshinigouda7870 3 жыл бұрын
Ryt
@tapanlifestyle9481
@tapanlifestyle9481 3 жыл бұрын
Sosana karuchanti
@naturesparadise8859
@naturesparadise8859 3 жыл бұрын
ମୁଖ୍ୟମନ୍ତ୍ରୀ ମହାଶୟ ଙ୍କ ଚକ୍ଷୁ କୁ ଏ ସବୁ କଣ ଦୃଷ୍ଟିଗୋଚର ହେଉନାହିଁ ନ କଣ ନ ସବୁ ଜାଣି ଅଜଣା ହେବା ର ଅଭିନୟ କରାଯାଉଛି
@jambhu5312
@jambhu5312 3 жыл бұрын
ଭୁବନେଶ୍ବରରେ samaste ଲୁଟୁଛନ୍ତି
@jagannathgouda8585
@jagannathgouda8585 3 жыл бұрын
ଓଡ଼ିଶାରେ ନେତା ଟୂ Govt.. Pvt... ଲୋକଙ୍କୁ ଚଳୁ କରିବା ଜାଣନ୍ତି..... ଖାଇଯାଅ.... ଏବେ ଆପଣ ମାନେ ଖୁସିତ.... କହିବାକୁ ଲାଜ ଲାଗୁଛି... ହେଲେ ବାଧ୍ୟ ହେଈକହୁଛି.... କିଛି ଚୋର ମୁହାଁ ଙ୍କ ପାଇଁ... ଏସରକାର କୁ ଯିଏ ଟାଣୁଛି.... ଦେଖ.... ଅପେରସନ ପାଇଁ price ନାହିଁ.... ଯିଏ ଯେତେ ପାରିବ ଲୁଟିବ.... ଭୁଲ କାହାର... GUIDE LINE ମୋବାପl କରିବ... .....
@bhajaharimohanta1305
@bhajaharimohanta1305 3 жыл бұрын
ହେ ଭଗବାନ
@byasadevrana1902
@byasadevrana1902 Жыл бұрын
ଅତିଶୀଘ୍ର ଏହି ହସପିଟାଲ କୁ ସିଲ କରାଯାଉ
@prananathpati9976
@prananathpati9976 3 жыл бұрын
ତୁମେ ସରକାରୀ ହସପିଟାଲକୁ ଗଲ ନାହିଁ କାହିକିଁ? ତୁମେ କଣ ଜାଣିନ ଏମାନେ ରକ୍ତ ଶୋଷକ ଯୋକ!
@RadhikaCreationRadheRadhe
@RadhikaCreationRadheRadhe 3 жыл бұрын
ଏଇ ହସ୍ପିଟାଲ୍ କୁ ସିଜ୍ କରା ଯାଉ
@pinkunayak8387
@pinkunayak8387 3 жыл бұрын
,, ଏମାନେ ଗୁଟେ ଧନ୍ଦା ଲଗେଇଛନ୍ତି ତୁରନ୍ତ ସିଲ କରାଯାଉ
@lipunoffical268
@lipunoffical268 4 ай бұрын
ସତ କଥା ଆଜ୍ଞା ଉତ୍କଳ ହସ୍ପିଟାଲ ରେ ବହୁତ ଠକାମି ହୁଏ
@tribhubandas7839
@tribhubandas7839 3 жыл бұрын
ଏ ଶଳା doctor କୁ କୁକୁର ଭଳି ପିଟିବା କଥା
@pradiptakubehera
@pradiptakubehera 3 жыл бұрын
Please inform the Health minister, 5T Secretary as well as to the Chief Minister of Odisha to check the reality of common people.
@creatorbabu708
@creatorbabu708 3 жыл бұрын
ଡାକ୍ତର ଙ୍କୁ ଆଉ ଭଗବାନ କହିବାକୁ ଲାଜ ଲାଗୁଚି ଆଜି ର ବଡ଼ ବଡ଼ ହସ୍ପିଟାଲ୍ ରେ । ଏସବୁ ଉପରେ ନଜର ପଡୁନି ଆଇନ୍ , କାନୁନ୍ ର । ଖାଲି ତ ସାଧାରଣ , ଗରିବ ଉପରେ ଲୁଟିବାକୁ ନଜର
@santoshkumarmishra2620
@santoshkumarmishra2620 Жыл бұрын
ରୋଗୀକୁ ଲୁଟୁଥିବା ଲୋକକୁ କେବଳ ମାଡ ମରାଯାଉ.
@trilochanabhola2493
@trilochanabhola2493 3 жыл бұрын
ମୁବି ମାଓବାଦୀହିବି ଆସ ଭାଇ ମାନେ ସମସ୍ତେ ଆମ ଓଡିଶା ଗାଣ୍ଡିମାର ମାନକୁ ମାରି ଦବା ok
@janakidash6833
@janakidash6833 3 жыл бұрын
ଅଙ୍ଗ ବିକ୍ରି କେଉଁଠି ହେଉଛି କି
@ashokbadajena8568
@ashokbadajena8568 4 ай бұрын
ଏମିତି ଲକ୍ଷ ଲକ୍ଷ କେଶ୍ ଦୀର୍ଘ ୨୦ ବର୍ଷ ହେଲା,,ମଦୁଆ ସରକାର୍ କୁ ଆହୁରି ଭୋଟ ଦେଇ ପୁଣି ପ୍ରେମ କର ,,,,,,,,, ହା ହା ହା,, ବା ବା ରେ ମୁର୍ଖ ଭୋଟର
@kalicharanmahapatra885
@kalicharanmahapatra885 4 ай бұрын
ଜୟ ଶ୍ରୀ ରାମ ,ଜୟ ହନୁମାନ ହେ ପ୍ରଭୁ ଏ ସୈତାନ୍ ମାନଙ୍କୁ ଉଚିତ୍ ଶାସ୍ତି ଦିଅ ପ୍ରଭୁ ,ସରକାରଙ୍କୁ କହିହାଉନି କାରଣ ଏ ଇ ସରକାର ସୈତାନ୍ ଠୁ ଆହୁରି ଭୟଙ୍କର
@bishnumirdha3904
@bishnumirdha3904 3 жыл бұрын
Thank you Argus news
@arunajena8529
@arunajena8529 3 жыл бұрын
ୟା ଉପରେ ନ୍ୟାୟିକ କାର୍ଯ୍ୟାନୁଷ୍ଠାନ ହେବ ବୋଲି ଆଶାବାଦୀ।😭
@prasantaguru596
@prasantaguru596 3 жыл бұрын
ଏହି ହସ୍ପିଟାଲ୍ କୁ ବନ୍ଦ୍ କରାଯାଉ
@batunudulgood3879
@batunudulgood3879 3 жыл бұрын
ତୁରନ୍ତ ବନ୍ଦ କରାଯାଉ
@pintukumar-qx9fi
@pintukumar-qx9fi 3 жыл бұрын
Sabu heath minister naba Das ro kamal
@gopalchandrapuhan2194
@gopalchandrapuhan2194 3 жыл бұрын
THE STRONG ACTION SHOULD BE TAKEN FOR TO THIS MATTER & ALSO AGAINST THE HOSPITAL.
@ashispradhan5357
@ashispradhan5357 3 жыл бұрын
ପଇସା ଲୁଟ୍ ହେବା ପାଇଁ ,ମେଡିକାଲ ଖୋଲା ହେଇଛି??docter kan God??
@sasanksekharaswain9208
@sasanksekharaswain9208 14 сағат бұрын
ଏଇ ଭଳି ଲୁଟୁଛନ୍ତି , ଭଗବାନ ସହିବେନି , ସୁଧୁରୀ ଯାଅ
@bikrambabu2481
@bikrambabu2481 3 жыл бұрын
Nabina 1month vitare marigale mu gariba loka nku khiba ku debi ..
@dharmarajpatsani3395
@dharmarajpatsani3395 3 жыл бұрын
Bhai mun ama padisa gariba lokonka paein bhoji rakhibi😁
@mangalsingh3630
@mangalsingh3630 3 жыл бұрын
Hi Dr
@Abhijitdas-bf9ky
@Abhijitdas-bf9ky 3 жыл бұрын
@@dharmarajpatsani3395 mu chenapoda bantibi
@pppp418
@pppp418 3 жыл бұрын
Bhaii mu ta bhauchhi kebethu a buda kebe moribo,Amara a odissa ku gote odia santi milibo
@trilochanpal8429
@trilochanpal8429 3 жыл бұрын
Well done argus media 👏
@santoshkumarmohapatra78
@santoshkumarmohapatra78 19 күн бұрын
ସବୁ ତକ Pvt hospital ଅବସ୍ଥା ଏଇଭଳି, ରୋଗୀକୁ ମାରି ଏମାନେ ପଇସା ନିଅନ୍ତି , ଡକ୍ଟର ନ ଥାଆନ୍ତି , ନର୍ସଙ୍କ ଦ୍ଵାରା ଏଙ୍କ ଡାକ୍ତର ଖନ ଚାଲେ ,ଏବେ ନୂଆ ସରକାର ଯଦି ଦୃଷ୍ଟି ଦେବେ ,କିଛି ହେବ
@bhabanishankarpati466
@bhabanishankarpati466 3 ай бұрын
Immediately taken strictly action against that Utkal Hospital..
@biswaranjansahoo1713
@biswaranjansahoo1713 3 жыл бұрын
good work by team Argus
@jimalmurmu915
@jimalmurmu915 3 жыл бұрын
Akshay Kumar film style. Tanka pain world lop binasha heijiba. Jay Jagannath.
@bhaktimarga853
@bhaktimarga853 Ай бұрын
ଯେଉଁ ବ୍ୟକ୍ତି ଏହିପରି ହସ୍ପିଟାଲ କରିଛନ୍ତି ସେ ଦୀର୍ଘଦିନ ଜନସେବା କରି ଏହିପରି ହସ୍ପିଟାଲ କରିଛନ୍ତି. ତାଙ୍କର ଜନସେବାରେ ଅଭିଜ୍ଞାତା ଅଛି. ତେଣୁ ସେ ଜନସେବା କରି ଟଙ୍କା ନେବେ. ରୋଗୀ ମାରୁ ଅବା ବଞ୍ଚୁ.
@Simanchal-ek5de
@Simanchal-ek5de 16 күн бұрын
ଲୋକ ଠାରୁ ଏମିତି pvt ହସ୍ପିଟାଲ ଶୋଷଣ କରିବା ସ୍ବାଗତ ଯୋଗ୍ୟ । ଲୋକ ମାନେ ସରକାରୀ ହସ୍ପିଟାଲ କୁ ଭରସା କରୁନଥିବାରୁ ଏମିତି ହେଉଛି
@bharatapradhan6742
@bharatapradhan6742 3 жыл бұрын
GOVERNMENT SHOULD COME FORWARD TO TAKE STRINGENT ACTION AGAINST UTKAL HOSPITAL..
@srikantamohanty4214
@srikantamohanty4214 Жыл бұрын
Why?
@supydash
@supydash 3 жыл бұрын
Rajadhani ra sabu hospital condition seia bhai..
@balarammalik4185
@balarammalik4185 3 жыл бұрын
କୁଆଡେ ଗଲେ ଭଗବାନ ଏତେ କେମିତି ହେଉଛନ୍ତି ନିର୍ଦୟ Returned Gabar is back
@gaurapadhan8928
@gaurapadhan8928 3 жыл бұрын
ଏମିତି କିଛି ବଡ଼ ବଡ଼ ହସ୍ପିଟାଲ ପଇସା ଲୁଟିବା ପାଇଁ ସରକାର କୁ ଟିକସ ଦେଉଛନ୍ତି, ଆଉ ମଣିଷ ମାରି ପାରୁଛନ୍ତି, ତାଙ୍କୁ ସିବିଆଇ ଧରିବ ନହିଁ
@Chanelowner
@Chanelowner 3 жыл бұрын
Sobu hospital ro fees gudiko govt online re available milanta i think lutera kichhi komithanta Second kotha sobu hospital ro treatment fee same diesese pain same heba dorkar.Hle Jay lute komibo🙏🙏🙏🙏🙏
@devanshdas5127
@devanshdas5127 3 жыл бұрын
Hospital ku band karajau...band kale Jai Anya hospital au doctor nka cheta pasiba
@somanathpani7504
@somanathpani7504 3 жыл бұрын
ଓଡ଼ିଶାରେ ବହୁତ୍ ହସ୍ପିଟାଲ୍ ରେ ଏମିତି ହେଉଛି
@manoranjan34680
@manoranjan34680 3 ай бұрын
ଏ ବିଶ୍ୱସ୍ତରୀୟ ରାଜ୍ୟରେ ସବୁଠାରେ କେବଳ ହିଁ କେବଳ ଲୁଟ ଚାଲିଛି, କିଏ କାହାକୁ ପଚାରୁଛି, କେବଳ ଲୁଟ ଲୁଟ....
@soumyaranjan6709
@soumyaranjan6709 3 жыл бұрын
Gotia word re kuhajiba sosana
@satyamohanty590
@satyamohanty590 3 жыл бұрын
Sala Kanak channel au otv sikha khali bakwas jinisa dekhautha. Kebe ta gote amiti right news telecast kara.
@chittaranjanadek264
@chittaranjanadek264 3 жыл бұрын
ଏଇ କିଛି କାରଣ ପାଇଁ ଆଜି ଭାରତ ରେ ଏତେ ମାତ୍ରା ରେ ମହାବାଦୀ .... ସରକାର କିଛି ବୁଝିବେନି ଖାଲି ଭୋଟ ନେବେ.....
@Santos_de_carlos
@Santos_de_carlos 4 күн бұрын
ସବୁ ଘରୋଇ hospitalର ଅବସ୍ଥା ସମାନ। Appolo, Kalinga, Amri,Utkal hospital ର କାମ ହେଉଛି ହରିଲୁଟ କରିବା।
@chakrapanipradhan2643
@chakrapanipradhan2643 3 жыл бұрын
Mg sia tama wife pakhare soithila je Tathu neicha mg sale🔥🔥
@prasantkumarsahoo1054
@prasantkumarsahoo1054 3 жыл бұрын
Sabu adeye mala loka nku tanka adaya hauchi,arey chandala Bagchi sir nka Tharu shika,dakayat bhaliya kahiki haucha,tama bapa maa kn chora karibaku pdhaithiley
@routcreation6266
@routcreation6266 3 жыл бұрын
ଚିକିତ୍ସା ନାରେ କେବଳ ଠକେଇ... ଏମାନଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ହେବା ଦରକାର
@sriramartcraft5752
@sriramartcraft5752 3 жыл бұрын
ଛି ଏତେ କଦର୍ଯ୍ୟ ମଣିଷ ଦୁନିଆରେ ଜନ୍ମ ହେଇଛନ୍ତି କାହିଁକି ଏମାନଙ୍କ ପିଲାମାନେ କେବେବି ଭଲ ମଣିଷ ହେବେନି ଏଭଳି ଲୋକଙ୍କ ପାଇଁ ଡାକ୍ତର ଖାନାକୁ ଯିବାପାଇଁ ଭୟ ଲାଗୁଛି
@ppratappatra2890
@ppratappatra2890 3 жыл бұрын
Aare mageia hospital re tamar maa auo bhauni ku ani kari dhanda kara ta paisa Miliba
@explorewithmayadhar7055
@explorewithmayadhar7055 3 жыл бұрын
ତୁରନ୍ତ ମାନ୍ୟବର ମୁଖ୍ୟମନ୍ତ୍ରୀ ଉଚିତ ପଦକ୍ଷେପ ନିଅନ୍ତୁ,ନଚେତ ନିରୀହ ଲୋକମାନେ ଏଇପରି କରୋନ ସମୟରେ ବଳି ପଡିଯିବେ, ଏ ବିପଦରୁ ଉଦ୍ଧାର କରିବା ପାଇଁ ରାଜ୍ୟ ସରକାର ଙ୍କୁ ସମାଜର ମଙ୍ଗଳ ପାଇଁ ନିବେଦନ ।
@bhaktimarga853
@bhaktimarga853 Ай бұрын
ଦୟାକରି ଏହି 😮ହସ୍ପିଟାଲ କୁ କେହି ଯାଆନ୍ତୁନି. ଏଠି ଏମାନଙ୍କର ଉଦ୍ୟେଶ ପଇ ସା ଟାଣିବା.
@ronidalai4985
@ronidalai4985 3 жыл бұрын
ଏମିତି ମେଡିକାଲ୍ ଗୁଡ଼ିକ ସିଲ୍ କରାଯାଉ। ଏ ସବୁ କେମିତି ଅଣଦେଖା କରୁଛନ୍ତି ନବୀନ ବାବୁ।
@chandanbindashcp1873
@chandanbindashcp1873 3 жыл бұрын
ଖାଲି ମାଡ଼ ଦରକାର୍ 🙏🙏
@bijaykumarvideo686
@bijaykumarvideo686 3 жыл бұрын
ହଫିଟାଲ ବନ୍ଦ କରାଯାଉ
@sameerranjansahoo2506
@sameerranjansahoo2506 3 жыл бұрын
ରାଜ୍ୟ ସରକାର ସ୍ୱାନ ନିଦ୍ରାରେ ।
@dibyasinghparida4360
@dibyasinghparida4360 3 жыл бұрын
ହାରାମି ଗୁଡାକ,ମାଡ ଦରକାର,
@manasdash2178
@manasdash2178 3 жыл бұрын
ଡାକ୍ତରଖାନାର ଲାଇସେନ୍ସ ରଦ୍‌ କରାଜାଉ
@jagabandhubehera3094
@jagabandhubehera3094 3 жыл бұрын
ଏବେ ନ୍ୟାୟ ପାଇବା ପାଇଁ କଳମ ର ଦରକାର ନାହିଁ ।। ଅସ୍ତ୍ର ଉଠାଇବାର ସମୟ ଆସି ଯାଇଛି।।
@jchoudhury274
@jchoudhury274 4 ай бұрын
ଓଡ଼ିଶା ସରକାର ଏଥି ପାଇଁ ଦାୟୀ ସ୍ବାସ୍ଥ୍ୟ ମନ୍ତ୍ରୀ ସାମିଲ ଅଛନ୍ତି ଲୁଟି ବା ରେ
@sushantakumarpradhan1719
@sushantakumarpradhan1719 3 жыл бұрын
କ୍ରମିନାଲ ର ଗନ୍ତାଘର୍ ଭୁବନେଶ୍ୱର ହସ୍ପିଟାଲ ଓ ନେତା, ଡାକ୍ତର, ବିଜେଡ଼ି ନେତାଙ୍କ ରାଜୁତି।
@ramachandrasahoo8284
@ramachandrasahoo8284 3 ай бұрын
ସରକାର ଯଦି ନଜର ରଖତା ଭଲ ହୁଏତ ଲୋକ ବଚିବ
@pramodapradhan9257
@pramodapradhan9257 Жыл бұрын
କାହିଁକି ସରକାରୀ ମେଡିକାଲ ନଥିଲା ଆପଣ କାହିଁକି ପ୍ରାଇଭେଟ ମେଡିକାଲ ଯାଇଥିଲ ଏକ ନମ୍ବର ମୁଖ୍ୟମନ୍ତ୍ରୀ କଣ ମେଡିକାଲ କରି ନାହାନ୍ତି କି
@dambarudharbehera2815
@dambarudharbehera2815 3 жыл бұрын
ସେ ହସ୍ପିଟାଲ କୁ ଟଙ୍କାଟେ ଦିଅନି ପ୍ରହସନ କରୁଛି ହସ୍ପିଟାଲ
@gudigudigudigudi
@gudigudigudigudi 3 жыл бұрын
ସିଜ୍ କରାଜାଉ ଏଭଳି ହସ୍ପିଟାଲ୍
@prafullatripathy7138
@prafullatripathy7138 4 ай бұрын
ଏମିତି ହସପିଟାଲ କୁ ବନ୍ଦ କରି ଦେବା ଉଚିତ୍
@abhayarout3916
@abhayarout3916 3 ай бұрын
ଲୋକଙ୍କୁ ଶୋଷି ଶୋଷି, ଶାଳ ମାରିବେ।
@ranjanbehera5113
@ranjanbehera5113 3 жыл бұрын
ଏ କଳି କାଳ ରେ ଆଉ ମାନବିକତା ନାହିଁ , ଟଙ୍କା ଲୋଭ ରେ ଶବ କୁ ବି ଛାଡୁ ନି, ଧୀକ୍ ମଣିଷ ପଣିଆ ।
@satyabratananda4815
@satyabratananda4815 3 жыл бұрын
ଏପଟେ କୂଅ ସେପଟେ ଗାତ , ସରକାରୀ ହସ୍ପିଟାଲ ରେ ଜାଗା ନାହିଁ ଆଉ ପ୍ରାଇଭେଟ୍ ହସ୍ପିଟାଲ ଲୁଟୁ ଛନ୍ତି । ସରକାର ଶୋଇ ଛନ୍ତି
КАРМАНЧИК 2 СЕЗОН 7 СЕРИЯ ФИНАЛ
21:37
Inter Production
Рет қаралды 522 М.
DO YOU HAVE FRIENDS LIKE THIS?
00:17
dednahype
Рет қаралды 82 МЛН
Can You Draw A PERFECTLY Dotted Line?
00:55
Stokes Twins
Рет қаралды 101 МЛН
Вечный ДВИГАТЕЛЬ!⚙️ #shorts
00:27
Гараж 54
Рет қаралды 14 МЛН
КАРМАНЧИК 2 СЕЗОН 7 СЕРИЯ ФИНАЛ
21:37
Inter Production
Рет қаралды 522 М.