No video

Rath Yatra 2024 | Shree Jagannath Anubhuti | Pragyan | Alankar TV

  Рет қаралды 463,976

Alankar TV

Alankar TV

Күн бұрын

ଶ୍ରୀଜଗନ୍ନାଥ ଙ୍କ ଅନୁଭୂତି କହୁକହୁ ହସକୁରା ପ୍ରଜ୍ଞା କାନ୍ଦି କାନ୍ଦି ହେଲେ ବାଷ୍ପ ରୁଦ୍ଧ....
#alankartvfulljatra #jagannathanubhuti #comedypragyan #pragyan #jagannath #jagannathanubhuti #pragyanjagannathanubhuti #rathyatra2024 #shreejagannath #bahudayatra2024 #alankarTv #rathyatra #alankar #rathayatraspecial #puri #alankarrathyatra2024 #rathyatrajatralive #alankarrathajatralive #pragyanbycineartist #ollywoodstar
►SUBSCRIBE To #Alankar Channel For Entertainment Packed Shows, Latest Jatra, Latest Movies & Much More Entertaining Content
►Like us on Facebook
/ alankartv
►Follow us on Instagram
/ alankar_tv
►Tune your Favourite Show Anywhere Anytime only on TarangPlus
Download The App NOW► onelink.to/b7xcpw
Visit Our Website► bit.ly/TarangPl...

Пікірлер: 1 200
@MadhusmitaP-s4m
@MadhusmitaP-s4m Ай бұрын
ପ୍ରଜ୍ଞା ତମ କଥା ଶୁଣି ଆଖିରୁ ଲୁହ ଆସିଗଲା.. ହେ ପ୍ରଭୁ ଜଗନ୍ନାଥ ତୁମେ ହିଁ ସାହା ଭରସା 🙏🙏🙏
@arsamal
@arsamal Ай бұрын
ପ୍ରଜ୍ଞା ତମେ ବହୁତ ଭାଗ୍ୟବାନ 🙏 ପ୍ରଭୁ ତୁମ ଜୀବନରେ ଅନେକ ଆନନ୍ଦ ଆଣି ଦିଅନ୍ତୁ
@smaritanayak8528
@smaritanayak8528 Ай бұрын
ସତରେ ମୁଁ କାଳିଆ ର ଅନୁଭୂତି ପ୍ରଜ୍ଞା ଭାଇଙ୍କ ମୁହଁରୁ ସୁଣିକି ନିଜକୁ ଧନ୍ୟ ମନେ କଲି, jay Jagannath 🙏🙏🙏🙏
@pravaskandi6744
@pravaskandi6744 Ай бұрын
ମୋ ପ୍ରଭୁ ସେ ଜୀବନ୍ତ ଠାକୁର। ଧନ୍ୟ ପ୍ରଭୁ ତୁମେ ଜଗନ୍ନାଥ ❤🙏🙏🙏
@manojdalua1428
@manojdalua1428 Ай бұрын
ହେ ବଳିଆର ଭୂଜ କାଳିଆ ଠାକୁର, ଅନନ୍ତ ଅପୂର୍ବ ଲୀଳା ତୁମର। ଜୟ ଜଗନ୍ନାଥ ସ୍ୱାମୀ 🙏🙏🙏🙏🙏
@RAMAKANTAMOHARANA45
@RAMAKANTAMOHARANA45 Ай бұрын
କଳୀ ଯୁଗ ର ଜୀବନ୍ତ ଠାକୁର ଆମ ଜଗନ୍ନାଥ ଆମେ ଓଡ଼ିଆ ଆମ ଠାକୁର କାଳିଆ ଜୟ ଜଗନ୍ନାଥ
@rasmitabehera3293
@rasmitabehera3293 Ай бұрын
Deha stita kanta maruchi vhieee apanaka katha sunibaru jay jaganntha
@bijayakumarmaharana8330
@bijayakumarmaharana8330 Ай бұрын
ସତରେ ପ୍ରଜ୍ଞାଭାଇ ଆପଣଙ୍କ କଥାକୁ ଶୁଣି ଆଖିରେ ଲୁହ ଆସିଗଲା । ସେ ହଟକୁଟିଆର ସବୁଲିଳା ଆମେ ନିମିତ୍ତ ମାତ୍ର । ଜୟ ଜଗନ୍ନାଥ 🙏🙏🙏🙏
@rojalinsantoshmoharana3308
@rojalinsantoshmoharana3308 Ай бұрын
ସତରେ ପ୍ରଜ୍ଞା ବହୁତ୍ ସୁନ୍ଦର ଅନୁଭୂତି,ଅତି ଉଚ୍ଚ କୋଟିର,ହୃଦୟକୁ ଛୁଇଁ ଗଲା
@BabasBhojan
@BabasBhojan Ай бұрын
ପ୍ରଜ୍ଞା ବାବୁ ଆଜି ତୁମର ଭକ୍ତି ଆଉ ଅନୁଭୂତି ମୋତେ କନ୍ଦେଇ ଦେଲା, ଜୟ ଜଗନ୍ନାଥ
@prabhatnalinipattnaik245
@prabhatnalinipattnaik245 Ай бұрын
Jaya jagnnath
@ChandanRoul-bh3bm
@ChandanRoul-bh3bm Ай бұрын
ସତରେ ପ୍ରଜ୍ଞା ଭାଇ ତୁମେ ଜଣେ ସରଳ ହୃଦୟ ଲୋକ,ଜଗନ୍ନାଥ ହେଉଛନ୍ତି ଭାବର ଠାକୁର,
@malayaranidash9599
@malayaranidash9599 Ай бұрын
🎉
@DollyBehera-uy9ki
@DollyBehera-uy9ki Ай бұрын
ପ୍ରଜ୍ଞା ଭାଈ ପରି ଭଲ ମଣିଷ ଟେ ମିଳିବା ବହୁତ୍ କଷ୍ଟ
@pabitranayak9893
@pabitranayak9893 Ай бұрын
ସବୁବେଳେ ସମସ୍ତଙ୍କୁ ହସେଇ ହସେଇ ବେଦମ୍ କରୁଥିବା ଲୋକଟି ଆଜି ନବଧା ଭାବ ଭକ୍ତି ଆଧ୍ୟାତ୍ମିକ ପ୍ରିତି ଅଭିମାନ ରେ କନ୍ଦାଇଦେଲେ। ଜୟ ଜଗନ୍ନାଥ। ସତରେ ପ୍ରଜ୍ଞା ଭାଇ ବହୁତ ଭଲ ମଣିଷ ଟିଏ।
@mabhayakumar
@mabhayakumar Ай бұрын
ଭାଇ ମୋ ପ୍ରଭୁ ଜଗନ୍ନାଥ ସେ ଭକ୍ତ ଭାବରେ ବନ୍ଧା।ଯିଏ ଯେମିତି ତାଙ୍କୁ ଡାକିଛି ତାକୁ ସେ ସେମିତି ଦେଖା ଦେଇଛନ୍ତି।ତମ କଥା ହୃଦୟକୁ ଛୁଇଁ ଗଲା।।ଜୟ ଜଗନ୍ନାଥ 🙏
@chandankumarthatoi7584
@chandankumarthatoi7584 Ай бұрын
ସେ ସବୁ ଜଗନ୍ନାଥଙ୍କ ଇଚ୍ଛା, ପ୍ରଜ୍ଞା ଭାଈ ସବୁ ଭକ୍ତ ବୃନ୍ଦ ଙ୍କୁ କନ୍ଦେଇ ଦେଲ 🙏🏽🙏🏽🙏🏽 ଜୟ ଜଗନ୍ନାଥ 🙏🏽🙏🏽🙏🏽
@purnachandrapanda5044
@purnachandrapanda5044 Ай бұрын
Sata kahile😢... mahaprabhunka kathha suniba bi aneka bhagya ra kathha😢😢😢
@chandankumarthatoi7584
@chandankumarthatoi7584 Ай бұрын
@@purnachandrapanda5044 ଜୟ ଜଗନ୍ନାଥ
@user-xw7sq1bg1y
@user-xw7sq1bg1y Ай бұрын
Hi
@chandankumarthatoi7584
@chandankumarthatoi7584 Ай бұрын
@@user-xw7sq1bg1y ଜୟ ଜଗନ୍ନାଥ
@rameshthatoi1201
@rameshthatoi1201 Ай бұрын
Jay jagannat
@hiteshmeher
@hiteshmeher Ай бұрын
ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ
@mathurakanhar9754
@mathurakanhar9754 Ай бұрын
ସତରେ ପ୍ରଜ୍ଞା ଭାଇ ତୁମ ଅନୁଭୁତି ସତରେ ରୋମାଞ୍ଚକ ଭାବ ବି ନଦିଆ ଠାକୁର କାହାକୁ କେତେବେଳେ କିଭଳି ସାହାଯ୍ୟ କରିଥାନ୍ତି ତାହା ତ ତାଙ୍କୁ ହିଁ ଜଣା ଆଉ ଆଜି ଆପଣଙ୍କ ଏହି ଭିଡ଼ିଓ ଦେଖି ସତରେ ମୋତେ ବି ବହୁତ ଇମସ୍ନାଲ୍ ଲାଗିଲା | ଜୟ ଜଗନ୍ନାଥ ସ୍ବାମୀ ନୟନ ପଥ ଗାମୀ ଭବ ତୁମେ । ମୁଁ କନ୍ଧମାଳ ରୁ ଏ ବାର୍ତ୍ତା ଲେଖିଛି । ଭାଇ
@misramallick3350
@misramallick3350 Ай бұрын
ଜୟ ଜଗନ୍ନାଥ 🙏🙏🙏 ମନୁଆ ଠାକୁର ପ୍ରଭୁ ଜଗନ୍ନାଥ 🙏🙏🙏ହେ ମହାବାହୁ 🙏🙏🙏🙏🙏🙏🙏
@PravasChandraRout
@PravasChandraRout Ай бұрын
ବାଃ ବାଃ ରେ କାଳିଆ ଭକ୍ତ ଶହେ ସଲାମ ଆପଣଙ୍କୁ Jai jagannath 🙏🙏🙏❤️❤️🙏
@lipakbehera1453
@lipakbehera1453 Ай бұрын
ପ୍ରଥମ ଥର ପ୍ରଜ୍ଞା ଭାଇ ର କଥା ରେ କାନ୍ଦ ଲାଗିଲା ଜଗନ୍ନାଥ ତୁମକୁ ସବୁବେଳେ ଏମିତି ଖୁସି ରେ ରଖିଥାନ୍ତୁ ତୁମେ ଏମିତି ଲୋକ ମାନଙ୍କୁ ହସାଉ ଥାଅ ଜୟ ଜଗନ୍ନାଥ
@ashokkumarsahoo4501
@ashokkumarsahoo4501 Ай бұрын
ଜୟ ଜଗନ୍ନାଥ
@prativamamun_minivlog
@prativamamun_minivlog Ай бұрын
ମଣିମା ସବୁ ଆପଣଙ୍କ କୃପା। ସତରେ ପ୍ରଜ୍ଞା ଭାଇ ଆପଣଙ୍କୁ ମୁହଁରୁ ମହାପ୍ରଭୁଙ୍କର ଏତେ ସୁନ୍ଦର ଅନୁଭୂତି ଶୁଣି ଏତେ ଆନନ୍ଦ ଲାଗୁଚି। ଜୟ ଜଗନ୍ନାଥ 🙏🙌
@radhadas7701
@radhadas7701 Ай бұрын
👏🏼ଜୟ ହୋ ମହାପ୍ରଭୁ ସତରେ କେତେବେଳେ କାହାକୁ କେମିତି କୃପା କର ଏଇ ଅନୁଭୂତି ରୁ ସ୍ପଷ୍ଟ
@soudaminimallick2064
@soudaminimallick2064 Ай бұрын
🙏🙏🙏Jay Jagannath🙏🙏🙏🙏🙏🙏🙏🙏🙏🙏🙏🙏🙏🙏 Thanks alot both of you🙏🙏🙏🙏🙏Dhanya tume pragyan bhai 🙏🙏🙏🙏🙏🙏🙏🙏🙏🙏Koti Koti pranam amit bhakta nku🙏🙏🙏🙏🙏
@akashmallik9838
@akashmallik9838 Ай бұрын
ବୋହୁତ ଭଲ ତୁମ ଜୀବନୀ କଥା ଆଉ ଆମକୁ କୁ କନ୍ଦାଇ ଦେଲ , ହେଲେ ବୋହୁତ ଆନନ୍ଦ..... ଜୟ ଜଗନ୍ନାଥ 🙏🙏🙏
@bibhudattatripathy3400
@bibhudattatripathy3400 Ай бұрын
Thank you PRANGYAN BABU.,....I hope Lord Jagannath & Gananath BlessTo U&All.....
@MNDIGITALSARAKANA
@MNDIGITALSARAKANA Ай бұрын
ଜୟ ଜଗନ୍ନାଥ ସ୍ୱାମୀ ନୟନପଥଗାମୀ ଭବ ତୁମେ ଭକ୍ତି ର ଠାକୁର ସିଏ 🙏🙏🙏
@AdvNiharika
@AdvNiharika Ай бұрын
Jai shree Jagannath 🙏😢 Ki sundor leela.🙏
@niranjanswain3328
@niranjanswain3328 Ай бұрын
ଭାଇ ପ୍ରକୁତରେ ତମ କଥା ଶୁଣି କାନ୍ଦ ଲାଗିଲା 🙏🏽🙏🏽🙏🏽ଜୟ ଜଗନ୍ନାଥ
@rudra_editz_2.0U
@rudra_editz_2.0U Ай бұрын
16:20 second ra video kintu bahut kichi feel Hela au bahut kichi sikhibaku milila Jay jaganath ❤️ 🥹
@riyanshi9666
@riyanshi9666 Ай бұрын
Bahut badiya jay Jagannath
@smaritanayak8528
@smaritanayak8528 Ай бұрын
କନ୍ଦେଇ ଦେଲା ତମେ ପ୍ରଜ୍ଞା ଭାଇ😭😭😭😭
@queenjashmeenlifestyle1215
@queenjashmeenlifestyle1215 Ай бұрын
ପ୍ରଜ୍ଞା ଭାଇ ମୁଁ ଆପଣଙ୍କ ଭିଡିଓ ଛୋଟରୁ ଦେଖୁଛି ସବୁବେଳେ ହସାନ୍ତି କିନ୍ତୁ ଆଜି କନ୍ଦେଇ ଦେଲେ 😢 ଆପଣଙ୍କ ମୁଖରୁ ପ୍ରଭୁ ଶ୍ରୀଜଗନ୍ନାଥଙ୍କ କଥା ଶୁଣି ଶୁଣି ଭିଡିଓ ଟା କେତେବେଳେ ସରିଗଲା ମୁଁ ଜାଣି ପାରିଲିନି 😢😢 😢😢😢😢ଜୟ ଶ୍ରୀ ଜଗନ୍ନାଥ ସ୍ବାମୀ ନୟନ ପଥ ଗାମୀ ଭବ ତୁମେ ⭕‼️⭕🙏🏻🙏🏻🙏🏻
@Terunodiavlogs
@Terunodiavlogs Ай бұрын
ବହୁତ ବହୁତ ଭଲ ଲାଗିଲା ଆପଣଙ୍କର ଏହି ଭିଡିଓ ଟି ବହୁତ ହୃଦୟସ୍ପର୍ଶି ହୋଇଛି !! ଜୟ ଜଗନ୍ନାଥ ⭕‼️⭕
@classeswithgolekha9766
@classeswithgolekha9766 Ай бұрын
ଧନ୍ୟ ଭକ୍ତ ଧନ୍ୟ ଜଗନ୍ନାଥ ❤
@lakuluckyvlogs
@lakuluckyvlogs Ай бұрын
Jai jagannath Swami Nayan path gami bhaba tume 🙏😥
@Shripatitapabana
@Shripatitapabana Ай бұрын
ଆମ ମହାପ୍ରଭୁ ପରି କିଏ ହେବ, ଜୟ ଜଗନ୍ନାଥ ସ୍ଵାମୀ ନୟନ ପଥଗାମୀ ଭବତୁମେ 🥺🥺🙏🙏🙏
@bipinamallik2803
@bipinamallik2803 Ай бұрын
Jaya Sree Jagannatha Jaya Ajira Ehi Pupi Bhai, Prangya Babunka Sakhyatkara Bahuta Khusi, Bahuta Bhala Lagila, Hari Hara Prabhunka Dui Bhakta
@maminasahoo943
@maminasahoo943 17 күн бұрын
Jay jagannath 🙏
@bijendramahapatra8395
@bijendramahapatra8395 Ай бұрын
Jay Jagannath ❤
@CrazzzyContents
@CrazzzyContents Ай бұрын
King of comedy pragyan bhai. May lord jagganath keep blessings you
@shashikant-tw3uk
@shashikant-tw3uk 24 күн бұрын
ପ୍ରଙ୍ଗ୍ୟା ବାବୁଙ୍କ ର ମହାପ୍ରଭୁ ଏମିତି ଭକ୍ତିଭାବ ଆଉ ମହାପ୍ରଭୁ ଙ୍କର ତାଙ୍କ ପ୍ରତି ଏମିତି ଭାବ ସୁଣିଲା ପରେ ସତରେ ମୋ ଆଖିରୁ ଲୁହ ଆସିଗଲା! ଜୟ ଜଗନ୍ନାଥ
@pabitraojha4397
@pabitraojha4397 Ай бұрын
Jay jay sri Jagannath Swami Nayan patha gami vava tume manimaanka jay hau mo mahaprabhu nka jay hau 🙏🙏🙏🙏🙏🙏
@Adityafoodandvlogs
@Adityafoodandvlogs Ай бұрын
Joy jagannath ❤❤❤❤he prabhu tamar ki lila ❤hrudaychhuan anubhuti
@santoshsahoo3158
@santoshsahoo3158 Ай бұрын
Jay jagannath Swami🙏❤️
@suryamanisahoo7944
@suryamanisahoo7944 Ай бұрын
Jay jagannath swami nayan patha gami vaba tume 🙏
@pradeepbaliyarsingh3323
@pradeepbaliyarsingh3323 Ай бұрын
Jai Jagannath 🙏 🙏 🙏 🙏 🙏 🙏 🙏 🙏 🙏 🙏 🙏 🙏 🙏 🙏 🙏 🙏 🙏 🙏
@rajkumaridevi7450
@rajkumaridevi7450 Ай бұрын
Prangya bhai.satare.a Anubhuti suniki mo akhire luha bharigala.jay jagannath.jay jagannath.jay jagannath.
@godabarimangaraj5027
@godabarimangaraj5027 Ай бұрын
🕉️🕉️🕉️🕉️🕉️🕉️🕉️🕉️🕉️ଜୟ ଜଗନ୍ନାଥ ସ୍ୱାମୀ ନୟନ ପଥଗାମୀ ଭବତୁ ମେ💐💐💐💐💐💐💐💐💐🙏🙏🙏⚫️🔻⚫️🙏🙏🙏🙏🛐🛐🛐🛐🛐🛐🛐🛐🛐
@santoshmuduli9498
@santoshmuduli9498 Ай бұрын
Jay Jagannath swami prabhu nayan patha gami bhaba tume
@bhabanibose380
@bhabanibose380 Ай бұрын
Joy Jagannath 🙇‍♀️🙇‍♀️🙇‍♀️🙇‍♀️
@devbinivlogs7030
@devbinivlogs7030 Ай бұрын
Jay jagannath Swami
@Prabir44
@Prabir44 Ай бұрын
Jay Jagannath 🙏🙏🙏🙏❤️
@ranjanswain9176
@ranjanswain9176 Ай бұрын
Waha...so super Jay Jagannath
@prasantakumarmahanta7082
@prasantakumarmahanta7082 Ай бұрын
Jay Jagannath 🙏 Prabhu karunamay thakura 🙏🙏🙏
@user-zw9qu7fp2m
@user-zw9qu7fp2m Ай бұрын
ପ୍ରଜ୍ଞା ଭାଇ ଧନ୍ୟ ତୁମେ ହୃଦୟ ବିଦାରକ କାହାଣୀ ଜୟ ଜଗନ୍ନାଥ
@biranchinarayanpradhan846
@biranchinarayanpradhan846 Ай бұрын
Bhai satare tama anubhuti sunu sunu akhire luha asijauchhi dhany tuma bhaba bhakti jay jagannath
@pranabtripathy4899
@pranabtripathy4899 Ай бұрын
He Prabhu tuma lila tume hi jana.... Jay Jagannath
@DebashishNayakofficial
@DebashishNayakofficial Ай бұрын
ହେ ମହାପ୍ରଭୁ ତୁମ ଲୀଳା ସତରେ ଅତୁଳ ନିୟ, ସତରେ ପ୍ରଭୁ ଏ କଥା ଶୁଣି ଆଖିରୁ ଲୁହ ସମ୍ଭାଳି ହଉନି, ଜୟ ଜଗନ୍ନାଥ 🙏🙏🙏🙏 ଆପଣଙ୍କ ପାଦ ପଦ୍ମରେ ସତବାର ପ୍ରଣାମ, ଜୟ ଜଗନ୍ନାଥ, ଜୟ ଜଗନ୍ନାଥ, ଜୟ ଜଗନ୍ନାଥ 🙏🙏🙏,
@surendrabarad5260
@surendrabarad5260 Ай бұрын
ଜୟଶ୍ରୀ ଜଗନ୍ନାଥ ଅପାର କରୁଣା ମିଳୁ ହାସ୍ୟ ରାଜ🙏🙏🛕💐💐
@SantoshMoharana-d4y
@SantoshMoharana-d4y Ай бұрын
Jay Jagannath
@BeheraPriyanshi-pc8fs
@BeheraPriyanshi-pc8fs Ай бұрын
Jay shree jagannath 🙏
@Dudulu-x9m
@Dudulu-x9m Ай бұрын
ଅଭିସ୍ମରଣୀୟ ପ୍ରଭୁ ତୁମ୍ଭ ଲୀଳା ଅପାର 🙏🙏 ଧନ୍ୟ ଭକ୍ତ ଧନ୍ୟ ଜଗନ୍ନାଥ 🙏
@ChirnjibSahoo
@ChirnjibSahoo Ай бұрын
କଣ ଯେ ପ୍ରଜ୍ଞା ଭାଇ ସବୁବେଳେ ତମକୁ ଦେଖି ହସୁଥିବା ଲୋକମାନଙ୍କୁ ଆଜି କନ୍ଦେଇଦେଲ।😢#ବହୁତ ସୁନ୍ଦର ଅନୁଭୂତି ସେ କାଳିଆ ସାଆନ୍ତ ଙ୍କ ସହ।
@Tukunu7248
@Tukunu7248 Ай бұрын
Pragyan bhai , you are true devote of Lord Jagannath, Mora vi akhi chala chala hoi jauchi. Jai Jagannath
@malayaranidash9599
@malayaranidash9599 Ай бұрын
🎉
@bijaykumarsahoo7918
@bijaykumarsahoo7918 Ай бұрын
Very Nice Presentation, Jay Sri Jagannath Bless you 🎉.
@user-kq6vy5gt6o
@user-kq6vy5gt6o Ай бұрын
Jay shree jagannath
@manjulatasahu5082
@manjulatasahu5082 Ай бұрын
ଜୟ ଜଗନ୍ନାଥ 🙏🙏🙏🙏🌹🌹🌹
@teachervloggerjunoon5867
@teachervloggerjunoon5867 Ай бұрын
🙏🏻
@tapaswinidash6204
@tapaswinidash6204 Ай бұрын
ବହୁତ ସୁନ୍ଦର କଥା, ପ୍ରଜ୍ଞା ଭାଇ,ଆଖିରେ ଲୁହ ଆସିଗଲା 😭🙏
@kapileswarnaik7114
@kapileswarnaik7114 Ай бұрын
ହେ ପ୍ରଭୁ ଜଗନ୍ନାଥ 💐👏ମୋହlବାହୁ👏👏
@sudhiraswain5375
@sudhiraswain5375 Ай бұрын
🚩🌺🙏ଜୟ ଜଗନ୍ନାଥ ସ୍ଵାମୀ ନୟନ ପଥଗାମୀ ଭବ ତୁମେ 🙏🌺🚩
@ffgameadi9374
@ffgameadi9374 Ай бұрын
Jay jagannath
@jppgamingyt1715
@jppgamingyt1715 Ай бұрын
Jay Jagannath ⭕‼️⭕🚩🚩🚩🙏🙏🙏🙏
@sarmisthaswain2347
@sarmisthaswain2347 Ай бұрын
Jai jagannath ❤ prangya vi nmskar tume bhut aagku jja
@sagarikanayak7339
@sagarikanayak7339 Ай бұрын
Really a humble and devotion person. May God bless you with lots of happiness, prosperity, success and good health 🙏
@PradeepSethi-tk7xd
@PradeepSethi-tk7xd Ай бұрын
Jay Jagannath Swami nayan patha gami 🙏🙏🙏🙏 bhaba tume
@villagevlogsbikashnayak3077
@villagevlogsbikashnayak3077 Ай бұрын
ଜୟ ଜଗନ୍ନାଥ
@ashokrout1903
@ashokrout1903 Ай бұрын
Sabu sei Jagannath nk ichha.jay Jagannath
@SomnathParida-xc7gk
@SomnathParida-xc7gk Ай бұрын
Jai Jagannath ❤
@jaladharbehera5572
@jaladharbehera5572 Ай бұрын
Ananda.koti.pranam
@liladulalipradahan3002
@liladulalipradahan3002 Ай бұрын
Joy. Jagannath
@gopalmohanty6763
@gopalmohanty6763 Ай бұрын
Mote bahut khusi lagila aau kanda bi lagila.. tuma tharu bada bhagya aau kaha ra nathiba bhai prabhu kn krupa drusti tume paicha. Tanka aasirbad tuma pakhare achhi mane tume bahut bhagyaban. Tumaku sat sat naman 🙏🙏🙏
@swarnalatadas3572
@swarnalatadas3572 18 күн бұрын
Jay Jagannath.May Lord Jagannath bless you Pragyan.❤
@SibaShankarSahoo-ro5jz
@SibaShankarSahoo-ro5jz Ай бұрын
Jay jagnnath
@9xm50
@9xm50 Ай бұрын
❤Lot Of Love From PuriDham 🚩⭕❗⭕🚩🛕🔔🙇🙏
@girijanandanjena7993
@girijanandanjena7993 Күн бұрын
Jay jagannath maha bahu
@subhashreebaral8987
@subhashreebaral8987 Ай бұрын
Bahut badhia anuvuti ....akhire luha asigala
@user-nl2rr2ur9q
@user-nl2rr2ur9q Ай бұрын
Jay jaganatha
@bnmohanty2553
@bnmohanty2553 29 күн бұрын
ଜୟ ଜଗନ୍ନାଥ ସ୍ବାମୀ 🙏🙏🙏 ସବୁ ସେହି ପ୍ରଭୁଙ୍କ କୃପା ଜୟ ଜଗନ୍ନାଥ 🙏🙏🙏
@sambitrout6172
@sambitrout6172 22 күн бұрын
🙏Jay Shri Jagannatha🙌 🙏Satare bahuta niara anubhuti Prangya Bhai... Video tiku dekhiki akhiru luha asigola... Ama Mahaprabhu bahuta krupalu...
@user-lf2ti2vq8t
@user-lf2ti2vq8t Ай бұрын
ହେ କାଳିଆ ସାଆନ୍ତେ କୋଟି କୋଟି ପ୍ରଣାମ
@jaladharbehera5572
@jaladharbehera5572 Ай бұрын
Mo.jagannath.kn.nakaranti
@geetanjalimajhi1940
@geetanjalimajhi1940 Ай бұрын
Jai jagannath pragyan Bhai aapanka bhaba suni aakhiru luha asigala,aapananku dhanyavad deba pain sabda nahi.....lord Jagannath bless you 🙏🙏
@pratimabehera7150
@pratimabehera7150 27 күн бұрын
ବହୁତ ଭଲ ଲାଗିଲା। ତୁମ ଜୀବନ ଧନ୍ୟ ପ୍ରଜ୍ଞାନ୍।
@banditarout6078
@banditarout6078 Ай бұрын
Jay Jagannath Swami Nayana patha gami bhaba tume bhaba tume 🥰🥰🥰🥰🥰🥰🥰🥰🥰🙏🙏🙏🙏🙏🙏
@nbasudevofficial6520
@nbasudevofficial6520 Ай бұрын
❤❤❤🙏🙏🙏ଜୟ ଜଗନ୍ନାଥ🙏🙏🙏❤❤❤
@rabindranathpradhan4378
@rabindranathpradhan4378 18 күн бұрын
Jay sri jaganath swami Nayan path gami bhaba tume prabhu 🙏🙏🙏🙏🙏🙏🙏
@lokanathsahoo9934
@lokanathsahoo9934 Ай бұрын
ଜୟ ଜଗନ୍ନାଥ ମହାପ୍ରଭୁ ସବୁ ତୁମରି ଇଛା ତମ ପାଦ ପଦ୍ମ ତଳେ ସତ କୋଟି ପ୍ରଣାମ 🙏🙏🙏
@rameshswain798
@rameshswain798 18 күн бұрын
ଜୟ ଶ୍ରୀ ଶ୍ରୀ ଜଗନ୍ନାଥ ସ୍ବାମୀ ନୟନ ପଥଗାମୀ ଭବ ତୁମେ ପ୍ରଭୁ ବିଶ୍ଵ ବିହାରୀ ଜୟ ଜଗନ୍ନାଥ ସ୍ଵାମୀ କି ଜୟ
@saniamohapatra7426
@saniamohapatra7426 Ай бұрын
🙏🙏🙏 Jay shree jagannath 🙏🙏🙏
@saumyashreelenka1110
@saumyashreelenka1110 Ай бұрын
You are a beautiful soul prajna bhai.. After hearing this i got goosebumps n teary eyed.. I wish may lord Jagannath fulfill all your dreams❤
@BasantaKumarBehera-hb7zy
@BasantaKumarBehera-hb7zy Ай бұрын
So blessed you are. Jai Jagannath.
@minakshiparida1301
@minakshiparida1301 21 күн бұрын
ଭକ୍ତ ଓ ଭଗବାନ ଏକ ଓ ଅଭିନ୍ନ, ତେଣୁ ପ୍ରଜ୍ଞା ମୁଁ ତୁମକୁ ପ୍ରଣାମ କରୁଛି। ଭାବ ବିନୋଦିଆ ଠାକୁର ଭକ୍ତବତ୍ସଳ ହରି ସେ। ତୁମର ଆତ୍ମସମର୍ପଣ ନିକଟରେ ପ୍ରଭୁ ନିଜେ ନିଜକୁ ସାମିଲ କରିଛନ୍ତି। ତୁମ। ଅନୁଭୂତି ହୃଦୟରେ ଉଦ୍ୱେଳନ ଓ ଆଖିରେ ଲୁହ ଭରି ଦେଲା। ପ୍ରଭୁ ସବୁବେଳେ ତୁମ ହାତ ଧରି ଥାଆନ୍ତୁ। ଜଗନ୍ନାଥଙ୍କର ଜୟ ହେଉ
SPILLED CHOCKY MILK PRANK ON BROTHER 😂 #shorts
00:12
Savage Vlogs
Рет қаралды 48 МЛН
Before VS during the CONCERT 🔥 "Aliby" | Andra Gogan
00:13
Andra Gogan
Рет қаралды 5 МЛН
Ratha Jatra: Loka Nakali Katha Asali | Kanak news
20:56
Kanak News
Рет қаралды 94 М.
Shree Jagannath | Odia Devotional Series Ep 103 | Tarang TV
18:21
Tarang TV
Рет қаралды 1,1 МЛН