No video

Ratha Yatraରେ Naveen Patnaikଙ୍କୁୁ ମଞ୍ଚ ଉପରକୁ ଡାକି ନେଲେ କେନ୍ଦ୍ର ମନ୍ତ୍ରୀ Dharmendra Pradhan, ଦେଖନ୍ତୁ

  Рет қаралды 162,049

Mobile News 24x7

Mobile News 24x7

Ай бұрын

#rathyatra #naveenpatnaik #dharmendrapradhan #rathyatra #purirathyatra2024 #puri
Ratha Yatraରେ Naveen Patnaikଙ୍କୁୁ ମଞ୍ଚ ଉପରକୁ ଡାକି ନେଲେ କେନ୍ଦ୍ର ମନ୍ତ୍ରୀ Dharmendra Pradhan, ଦେଖନ୍ତୁ
Mobile News 24×7 is a News Portal based out of Bhubaneswar, Odisha. It publishes true and unbiased news without any fear and gives an insight into all recent events and updates. Our Bureau includes Writers, Reporters and Stringers from across the country. We write analytical and evidence based stories along with the news updates.
Join Our WhatsApp Group: chat.whatsapp....
For the latest Odisha News Follow us:
Visit US: odia.mobilenew...
KZfaq: / mobilenews24x7
Facebook: / mobilenews24x7odia
Twitter: / 24x7odia
Kooapp: www.kooapp.com...
Pinterest: / mobilenews24x7
#MobileNews24x7 #TrendingNews #MobileNews #LatestNews #BreakingNews #OdiaNews #Odia24x7

Пікірлер: 333
@ajaykumarajaykumar4799
@ajaykumarajaykumar4799 Ай бұрын
ଧର୍ମେନ୍ଦ୍ର ଜିଙ୍କୁ ହୃଦୟରୁ ବହୁତ ବହୁତ ଧନ୍ୟବାଦ 🙏🙏🙏🙏
@user-xv9uq1zp9z
@user-xv9uq1zp9z Ай бұрын
Ea hauchii loka dekhaniya Budha kahila bele tara Kan manabikata nathila kii
@fflife9409
@fflife9409 Ай бұрын
Dharmendar mo Banda mundi
@atalbiharisahoo7506
@atalbiharisahoo7506 Ай бұрын
tela maribaku padiba. Rajya sabhare support pai
@atalbiharisahoo7506
@atalbiharisahoo7506 Ай бұрын
Kintu Good Decission Dharmendra pradhan. Bhitare jaha hau Odianka bhaichara rahu.
@user-dm9mh6ho1l
@user-dm9mh6ho1l Ай бұрын
ଧର୍ମେନ୍ଦ୍ର ପ୍ରଧାନ ନବୀନ ପଟ୍ଟନାୟକ ଙ୍କୁ ବୁଢ଼ା କହିଥିଲେ election time re Abe କଣ ପାଇଁ ଡ୍ରାମା କରୀକୀ ଇଜ୍ଜତ ଦେଉଛନ୍ତି ନବୀନ ପଟ୍ଟନାୟକ ଙ୍କୁ
@pintusahoo-informative
@pintusahoo-informative Ай бұрын
ଧର୍ମେନ୍ଦ୍ର ସାର୍ ଶପଥ ପାଠ ଦିନ ବି ନବୀନ ସାର୍ କୁ ପାଛୋଟି ନେଇଥିଲେ ଆଉ ଆଜିବି,ହୁର୍ଦୟରୁ ଧନ୍ୟବାଦ୍
@sudamnayak3087
@sudamnayak3087 Ай бұрын
ଗୁରୁଜନଙ୍କୁ କିଭଳି ସମ୍ମାନ ଦିଆଯାଏ , ଆସନ୍ତୁ ଆମେ ସମସ୍ତେ ଧର୍ମେନ୍ଦ୍ର ସାରଙ୍କୁ ଅନୁସରଣ କରି ନିଶ୍ଚୟ କିଛି ଶିଖିବା
@susantaacharya1143
@susantaacharya1143 Ай бұрын
ନବୀନ ପଟ୍ଟନାୟକଙ୍କୁ ଜଗନ୍ନାଥ ଭଲରେ ରଖନ୍ତୁ ।
@ParabirPanda-to3rh
@ParabirPanda-to3rh Ай бұрын
Nil corruptions.Do you think?
@papumohanty8621
@papumohanty8621 Ай бұрын
ବିଜେପି ଆଉ ବିଜେଡି ଫରକ କିଛି ନାହିଁ ଖାଲି ଯାହା ପଠାନ ପ୍ରେମୀ କଂଗ୍ରେସ...
@bijoykumardas4173
@bijoykumardas4173 Ай бұрын
BJP BJD bhai bhai. Samaya asiba DP NP ek hebe
@surendranathrath504
@surendranathrath504 Ай бұрын
ସୁନ୍ଦର ପରମ୍ପରା ସଂସ୍କୃତି କୁ ସମ୍ମାନ ଦେବା ଶିଖିଲେ, ରାଜ୍ୟ ର ଅନେକ ମଙ୍ଗଳ ସାଧିତ ହୋଇପାରିବ। ଧର୍ମେନ୍ଦ୍ର ପ୍ରଧାନଙ୍କ ବ୍ଯବହାର ଭଲଲାଗିଲା। ନବୀନ ପଟ୍ଟନାୟକ ମହୋଦୟ ନିଜ ବ୍ଯବହାର ପାଇଁ ସମସ୍ତଙ୍କ ପାଇଁ ଶ୍ରଦ୍ଧା ସମ୍ମାନ ର ଯୋଗ୍ୟ।
@user-kg1sw4vs5z
@user-kg1sw4vs5z Ай бұрын
ନବୀନ ସାର୍ ଆଜି ଭି ଲୋକ ଙ୍କ ହୃଦୟ ରେ ମୁଖ୍ୟମନ୍ତ୍ରୀ
@ajaykumarajaykumar4799
@ajaykumarajaykumar4799 Ай бұрын
ଧର୍ମେନ୍ଦ୍ର ସାରଙ୍କର ମହାନତାକୁ ଦେଖି ଆଖିରେ ଲୁହଆସିଗଲା, ବହୁତ ବହୁତ ଧନ୍ୟବାଦସାର ଆପଣଙ୍କୁ ଭଗବାନ ଭଲରେ ରଖିଥାନ୍ତୁ 🙏🙏🙏🙏
@rabindradash6381
@rabindradash6381 Ай бұрын
କୁଜିନେତା ମାନେ ଏଥିରେ କିଛି ଶିକ୍ଷା ହାସଲ କରିବେ ବୋଲି ଆଶାକରୁଛି।❤
@DEEPAKNAYAK-qo3ng
@DEEPAKNAYAK-qo3ng Ай бұрын
ନବୀନ ସାରଙ୍କ୍ ସରଳତା ଦେଖିଲେ ଦୁଃଖ ଲାଗୁଛି, କାହିଁକି ନା ସେ ଅତି ନମ୍ରଭାବରେ ତଳୁ ହିଁ ସମସ୍ତଙ୍କୁ ତାଙ୍କ ପ୍ରଣାମ ଜଣାଇଥିଲେ ।
@manojbarik99
@manojbarik99 Ай бұрын
ବଡ଼ ମାନଙ୍କୁ ସମ୍ମାନ ଦେବା ,ଏହା ଆମ ଜଗନ୍ନାଥ ସଂସ୍କୃତି ର ଶିକ୍ଷା।
@subaldas9613
@subaldas9613 Ай бұрын
ବିଜେପି କୁ ବହୁତ ଧନ୍ୟବାଦ ନବୀନ ସରଙ୍କୁ ପଛତିନେଲେ
@Godeepak
@Godeepak Ай бұрын
ଧର୍ମେନ୍ଦ୍ରଙ୍କ ଙ୍କ ହୃଦୟ ବହୁତ ବଡ଼
@UpendraHati-gn5ym
@UpendraHati-gn5ym Ай бұрын
ରାଜନୀତି ତା ଜାଗାରେ ଥାଉ ଧନ୍ୟବାଦ ଧର୍ମେନ୍ଦ୍ର ପ୍ରଧାନ ଆମ ଓଡ଼ିଆ ସଂସ୍କୃତି ଓ ପରମ୍ପରା କୁ ଆଖି ଆଗରେ ରଖି ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ କୁ ସ୍ୱାଗତ କରିଥିବାରୁ ଜୟ ଜଗନ୍ନାଥ 🙏 ଜୟ ଶ୍ରୀରାମ 🙏
@user-wi8je1li9t
@user-wi8je1li9t Ай бұрын
Nabin babu jane bahut saral au vala manisha
@hemantabiswal2493
@hemantabiswal2493 Ай бұрын
ଧନ୍ୟବାଦ ପ୍ରଧାନ ସାର୍ ସବୁ କିଛି ପ୍ରଭୁ ଜଗନ୍ନାଥଙ୍କ ଲିଲା
@murmuthakur7573
@murmuthakur7573 Ай бұрын
ଜୟ ଜଗନ୍ନାଥ 🌷🙏🌷 ନବୀନ ପଟ୍ଟନାୟକ ସାର୍🙏
@japanisamal3937
@japanisamal3937 Ай бұрын
Au CM nka thhu
@srikantamajhi7626
@srikantamajhi7626 Ай бұрын
ରାଜନୀତି ଭାଡ଼ ମେ ଯାଉ ଆମ ପ୍ରଭୁ ପାଇଁ ଆମେ ଏକ 🙏🙏 ଜୟ ଜଗନ୍ନାଥ 🙏🙏
@silpibrajendrarout5921
@silpibrajendrarout5921 Ай бұрын
ଅଶୁରେ ଭରି ଯାଉଛି। ଦୁଇ ନେତାଙ୍କୁ ମୋ ପ୍ରଣାମ । ଜୟ ଜଗନ୍ନାଥ
@amiyapriyabhoi7651
@amiyapriyabhoi7651 Ай бұрын
Dharmendra Pradha sir bahutt dhanyawad 🙏🏻 respect x cm nku
@friend9449
@friend9449 Ай бұрын
ମୋହନ ସରକାର ର ଗର୍ବ ବଢ଼ିଯାଇଛି। ଧର୍ମେନ୍ଦ୍ର ପ୍ରଧାନଙ୍କ ଠାରେ ଟିକେ ବି ଗର୍ବ ନାହିଁ।ହୃଦୟରୁ ବହୁତ ଧନ୍ୟବାଦ।
@sisirswain5707
@sisirswain5707 Ай бұрын
Bahut bhai, magia ku gadiru hateiba ku padiba
@sanghamitradas371
@sanghamitradas371 Ай бұрын
Au kichina sabu ego bjd pakhare
@Jayanti566
@Jayanti566 Ай бұрын
Mohan sir nka pakhare garba kn pain asiba .dukhi gariba samastanku sanman karuchanti
@friend9449
@friend9449 Ай бұрын
@@Jayanti566ଦେଖିବୁ ଆଉ କିଛି ଦିନ୍ ଯାଉ
@thunderstorm5362
@thunderstorm5362 Ай бұрын
😂😂😂
@kirttimeghabisoi7404
@kirttimeghabisoi7404 Ай бұрын
Dharmendra Pradhan ku dhanyavad Nije asi Nabiin Pattnaik nku uparaku nele Bhahut bhala
@deepakpallai9307
@deepakpallai9307 Ай бұрын
Naveen always Naveen ❤️
@bijanmeher-tf5oo
@bijanmeher-tf5oo Ай бұрын
ଏଇଟା ଧର୍ମେନ୍ଦ୍ର ବାବୁ ଙ୍କ ବଡ଼ ପଣିଆ ଧନ୍ୟବାଦ ଧର୍ମେନ୍ଦ୍ର ବାବୁ
@arunkumarpradhan6553
@arunkumarpradhan6553 Ай бұрын
Thanks Dharmendra babu,respect to Nabin is respect to all Odia Bhai. Thanks for your courtesy.
@sabitamallik6547
@sabitamallik6547 Ай бұрын
Thank you Dharmendra sir ,Apana mancharu asi Naveen sir nku pachhoti nei gale.🙏
@surenkumarpal3585
@surenkumarpal3585 Ай бұрын
Salute to Dharmendra Ji
@gopinathpujahari1374
@gopinathpujahari1374 Ай бұрын
ଅତି ସୁନ୍ଦର ଦୃଶ୍ୟ।ଓଡ଼ିଆ ପରମ୍ପରା ର ନିଦର୍ଶନ।
@Ambassador_christ
@Ambassador_christ Ай бұрын
Long live Naveen Patnaik
@BalaramNath-fe8ws
@BalaramNath-fe8ws Ай бұрын
ଓଡ଼ିଶା ମୁଖ୍ୟମନ୍ତ୍ରୀ ଙ୍କୁ ଦେଖିଲେ ଦୟା ଲାଗୁଛି କୋଉ ମାନେ ବୁଝୀପାରୁଛ
@sp8200
@sp8200 Ай бұрын
He was chief minister for 24yrs still he has given respect to people’s mandate and has not gone to stage directly, giving respect to Mohan ji🙏
@AbhimanyuPattayat
@AbhimanyuPattayat Ай бұрын
ମହାପ୍ରଭୁଙ୍କ ଇଛା ବିନା କିଛି ହୋଇପାରେନା, ସବୁ ସେଇ ଜଗତର ନାଥ ଜଗନ୍ନାଥଙ୍କ ଲୀଳା, ଧର୍ମେନ୍ଦ୍ର ସାର ଙ୍କୁ ପ୍ରଭୁ ଖୁସିରେ ରଖନ୍ତୁ, ଜୟ ହିନ୍ଦ 🙏❤🙏
@amulyamohanty24
@amulyamohanty24 Ай бұрын
ଅତି ସୁନ୍ଦର ଆଚରଣ ଧନ୍ୟବାଦ ଧର୍ମେନ୍ଦ୍ର ବାବୁ
@kamallochanmohanta8870
@kamallochanmohanta8870 Ай бұрын
ଧର୍ମେନ୍ଦ୍ର ବାବୁ ଙ୍କ ଏହି ଉଦାର ମନୋଭାବ ପାଇଁ କୋଟି କୋଟି ଧନ୍ୟବାଦ 🙏🙏
@harprasadsenapati3945
@harprasadsenapati3945 Ай бұрын
Dharmendra Sir nka hrudaya au manabikata bahut sundar
@muodia2002
@muodia2002 Ай бұрын
ଧନ୍ୟବାଦ ପ୍ରଧାନ ସାର
@sunilkumarbehera3804
@sunilkumarbehera3804 Ай бұрын
ଏ ହେଉଛି ବିଜେପି ର ସଂସ୍କାର କିନ୍ତୁ bjd ରେ ଏମିତିଆ ଦେଖା ଯାଏ ନାହିଁ
@santoshpradhan4520
@santoshpradhan4520 Ай бұрын
କେବେ ନବୀନ ବାବୁ ଏମିତି ବିରୋଧୀ ଦଳ ନେତାଙ୍କୁ ସମ୍ମାନିତ କରିବା ଦେଖିଛନ୍ତି କି ??
@HUMTUM19841
@HUMTUM19841 Ай бұрын
Jemiti Manyabara kendra Mantri tala ku aasi Naveen Pattnaik sir nku pachhoti nele seithi paai Dharmendra Pradhananka prati mora sammana badhi gala .He is such a kind hearted Person
@lalitnayak9545
@lalitnayak9545 Ай бұрын
Dukha Maa tia apanku dekhile kandi pakauchhi kn pain Sir
@subashchandrasethi833
@subashchandrasethi833 Ай бұрын
Thank you Dharmendra sir
@KashinathSahoo-hz5xk
@KashinathSahoo-hz5xk Ай бұрын
ଧର୍ମେନ୍ଦ୍ରସାର୍ କଂ ମହାନତା ପ୍ରକୁର୍ତରେ ବହୁତ ଭଲ ଲାଗିଲା
@hiteswarnaik3128
@hiteswarnaik3128 Ай бұрын
Thanku Dharmendra sir❤❤❤
@scintillatingstar5479
@scintillatingstar5479 Ай бұрын
Bahut bhala parmpara. Dharmendra babu nku bahut dhanyabad . 🙏
@tapaswinikhutuli5227
@tapaswinikhutuli5227 Ай бұрын
ହେ ଭଗବାନ ଆମ ନବୀନ sir ଙ୍କୁ ଭଲରେ ରଖିଥାଅ ଆଉ ଧର୍ମେନ୍ଦ୍ର sir ଙ୍କୁ ଧନ୍ୟବାଦ
@durgaprasadjyotishray1984
@durgaprasadjyotishray1984 Ай бұрын
ଏଇଟା ହେଲା ବିଜେପି ର ସଂସ୍କାର
@tusharmoharana7857
@tusharmoharana7857 Ай бұрын
Great heart of dharmendra sir show the reality of odiatwa
@chintamanidash8365
@chintamanidash8365 Ай бұрын
ସ୍ଵାଗତମ୍ ନବୀନ ବାବୁ, ଧନ୍ୟବାଦ ଧର୍ମେନ୍ଦ୍ର ପ୍ରଧାନ ଜି। ବହୁତ ସୁନ୍ଦର ଦୃଶ୍ୟ ଦେଖିବାକୁ ମିଳିଲା ଯଦି ନବୀନ ବାବୁ ଙ୍କୁ ମଞ୍ଚ ଉପରକୁ ଡାକି ନଥାନ୍ତେ ତେବେ ଏଇଟା ଓଡ଼ିଶା ଆଉ ଓଡ଼ିଆ ସଂସ୍କୃତି ପ୍ରତି ଅପମାନ ହୋଇଥାନ୍ତା। ବଡ ଙ୍କୁ ସମ୍ମାନ ଆମ ଠାକୁର ବି ଦେବାକୁ ଶିଖାଇଛନ୍ତି ଆଉ ବର୍ତ୍ତମାନ ବି ପାଳନ କରନ୍ତି
@pradoshbehura3794
@pradoshbehura3794 Ай бұрын
ଜୟ ଜଗନ୍ନାଥ ସଂସ୍କୃତି, ଜୟ ଓଡ଼ିଆ ଅସ୍ମିତା। ବହୁତ୍ ଖୁସି ଲାଗିଲା ଧର୍ମେନ୍ଦ୍ର ବାବୁ ମଞ୍ଚ ତଳକୁ ଯାଇ ନବୀନ ବାବୁ ଙ୍କୁ ମଞ୍ଚ ଉପରକୁ ପାଛୋଟି ନେଲେ। ଏହାଦ୍ବାରା ନବୀନ ବାବୁ ଙ୍କ ସହ ଧର୍ମେନ୍ଦ୍ର ବାବୁ ଙ୍କ ସମ୍ମାନ ବଢ଼ିଲା।
@rameshchandradash4605
@rameshchandradash4605 Ай бұрын
Very good dharmendraji,
@rajendrakumarbastia1527
@rajendrakumarbastia1527 Ай бұрын
Dharmendra Pradhan sir thanku
@skpanigrahy5770
@skpanigrahy5770 Ай бұрын
Bahut vala kale Dharmendra Babu
@dibyalochanpatel7802
@dibyalochanpatel7802 Ай бұрын
Long live Nabin Sir❤Jay Jagannath ❤
@sanjayjena9566
@sanjayjena9566 Ай бұрын
Dharmendra. Sir. ❤❤❤👏👏👏💯💯💯👏👏👏
@dipudas7449
@dipudas7449 Ай бұрын
Navven sir always legend
@BibunaBibhuti
@BibunaBibhuti Ай бұрын
Thanks dhamendra good behaviour bjp govt.odisha
@khirodshasini5577
@khirodshasini5577 Ай бұрын
Bahut vala kaam . Education minister sir.
@healthandmotivation4279
@healthandmotivation4279 Ай бұрын
Naveen sirnku dekha kemiti sir mancha tale Rahi nija salinata rakhi samastanku namaskar karuchanti
@sujitsrichandan9141
@sujitsrichandan9141 Ай бұрын
Dharmendra sir apannaka mahanata dekhi imotinal heigali.. Thank u sir apannaku bahut bahut prannam🙏🙏🙏
@chandankumarmatia4761
@chandankumarmatia4761 Ай бұрын
Dharmendra Pradhan good
@deeptijyoti4717
@deeptijyoti4717 Ай бұрын
ନିର୍ବ।ଚନ ପୂର୍ବରୁ ସମ୍ବଲପୁର ରେ ଶିକ୍ଷା ମନ୍ତ୍ରୀ ଯାହା comment କରିଥିଲେ ତାର ପ୍ରାୟଶ୍ଚିତ କରୁଛନ୍ତି ।ତଥାପି ଧନ୍ୟବାଦ୍
@amodnaik8163
@amodnaik8163 Ай бұрын
Thank you Dharmendra ji,it's real Odia Asmita
@tilucreations
@tilucreations Ай бұрын
Thank u dharmendra sir
@user-rm6ko4sw5t
@user-rm6ko4sw5t Ай бұрын
Dharmendra. Pradhanank. Mahaniyataku dhanyabad. Odisha. Basi
@dayanidhimishra2145
@dayanidhimishra2145 Ай бұрын
🙏 Jay Jagannath mahaprabhu🙏 🙏Long Live Nabin sir 🙏
@abhiramnewton4451
@abhiramnewton4451 Ай бұрын
Naveen Patnaik chanhi thile, 2009 /14 re cabinet minister hei pari thante, kintu se Odisha ra development karei ba pain , centre politics re munda purei le nahi, kintu Odisha basi tanku CM ru ha tei dele
@subhakantasahoo8004
@subhakantasahoo8004 Ай бұрын
ଇଏ ଆମ ପ୍ରିୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡ଼ିଆ ଅସ୍ମିତା ❤
@shasikantabaral5591
@shasikantabaral5591 Ай бұрын
Thanks dharmendra sir
@premkumarmohanty2444
@premkumarmohanty2444 Ай бұрын
Good gesture by Dharmendra Pradhan.
@niharranjanpadhi-lk4gq
@niharranjanpadhi-lk4gq Ай бұрын
Jay Jagannath ki jai ho,Today I fill 😂 very sad moments for our ex cm of odisha, really gentleman of odisha, dear Dharmendra sir you are great leader of odisha we never forget your company with Naveen sir, Jay odisha Jay india Jay biswo prasidha Rath yatra Puri,
@user-ok3wg8dg1o
@user-ok3wg8dg1o Ай бұрын
PERFECT GESTURE FROM PRADHAN FOR A GREAT STATESMAN .
@santoshbehera2627
@santoshbehera2627 Ай бұрын
❤❤❤Dhrmendra ji apana samastanka hurdyea jitigale❤❤
@simanchaldora1699
@simanchaldora1699 Ай бұрын
ଅଇଁଠା କୁକୁର ଯୋଉଁ bjd bjp ହୋଇ କଳି କରୁଛନ୍ତି, ଏଇଟା ହେଉଛି ସେଇ ମାଗଣାଖିଆ ମାନଙ୍କୁ ଶିକ୍ଷା ଦେବାର ଦୃଶ୍ୟ.. କିଛି ଶିକ୍ଷାଦାନ କର ଗ୍ରାମରେ ଥିବା କୁଜି ନେତା ଆଉ କଣ୍ଟ୍ରାକ୍ଟିଙ୍ଗ କରି ପେଟ ପୋଷୁଥିବା କୁକୁର ମାନେ.. ଜୀବନରେ ସବୁବେଳେ ମାନବିକତା କୁ ବଞ୍ଚାଇ ରଖ.. ପାର୍ଟି ପାଇଁ କଳି ନକରି ନିଜ ମାଟି ପାଇଁ ନିସ୍ଵାର୍ଥପର ଭାବେ ଲଢେଇ କର..
@tapansatapathy3050
@tapansatapathy3050 Ай бұрын
I like Naveen sir's simplicity ❤🙏👌🙏
@tapansatapathy3050
@tapansatapathy3050 Ай бұрын
Dil khuss Ho gayaa ....Sir👍🙏
@user-iy9cu9vx6p
@user-iy9cu9vx6p Ай бұрын
Jay Jagannatha 🙏🙏🙏
@ratikantajena08
@ratikantajena08 Ай бұрын
Naveen Pattnaik's grace & statesmanship is unparallel.
@surendrabehera6511
@surendrabehera6511 Ай бұрын
Aita ama odia nka sundar parampara bahut sundar
@subhransusekhardash8774
@subhransusekhardash8774 Ай бұрын
This is my odisha❤
@anusahu5442
@anusahu5442 Ай бұрын
Jagannath bless you sir 🙏💞
@njcreation4648
@njcreation4648 Ай бұрын
ବାବା ମାନେ ଭଲସେ ଦେଖେ ଆମ ମହା ମହିମା କହିବାରୁ ବାବୁ ଜଣ କ ତଳକୁ ଗଲେ ଜୟ ଜଗନ୍ନାଥ ⚫‼️⚫
@shishirranjanlenka.399
@shishirranjanlenka.399 Ай бұрын
Manavikatara Murti Darmendra Pradhan Sir. Heartily thanks Dharmendra Sir. JAY BJP.
@gulupapu7865
@gulupapu7865 Ай бұрын
Dharmendraji.thankyou
@niranjanpradhan8299
@niranjanpradhan8299 Ай бұрын
ଜୟ ନବିନୀ ଜୟ ଜଗନ୍ନାଥ
@debendrasamal1425
@debendrasamal1425 Ай бұрын
Thank you Dharmendra sir for respect our former Chief minister
@SatyanandaMallik-vc6us
@SatyanandaMallik-vc6us Ай бұрын
Naveen sir nku jagannatha bhalare rahantu
@srikantaharichandan1464
@srikantaharichandan1464 Ай бұрын
ନବୀନ ତ ଓଡ଼ିଶାର ମୂରବୀ।।କ୍ଷମତା ରେ ଥାଆନ୍ତୁ ବା ନଥନ୍ତୁ ସମସ୍ଥ ଙ୍କ ସମ୍ମାନ ରହିବ ତାଙ୍କ ପାଇଁ
@bishnucomedi1293
@bishnucomedi1293 Ай бұрын
Badanku sanman bujilu
@srikantaharichandan1464
@srikantaharichandan1464 Ай бұрын
@@bishnucomedi1293 hn ebe bujhili tu gote bedha pila jie ki any comments upare tu ta re lekhe
@user-cw9gp5ty9f
@user-cw9gp5ty9f Ай бұрын
ଜୟ ଜଗନ୍ନାଥ, ଜୟ ଜଗନ୍ନାଥ, ଜୟ ଜଗନ୍ନାଥ, ... ... ...
@amulyanayaks1438
@amulyanayaks1438 Ай бұрын
ଆଖିରୁ ଲୁହ ଆସି ଯାଉଛି ନଵିନି sir ଙ୍କୁ ଦେଖି, Jay Jagannath
@hariharpradhan2037
@hariharpradhan2037 Ай бұрын
Great dharmender pradhan....really u r the hero sir.
@bmcreation4171
@bmcreation4171 Ай бұрын
ନବୀନ ପଟ୍ଟନାୟକ ଜିନ୍ଦାବାଦ
@i_amhbb
@i_amhbb Ай бұрын
Mo naveen babu😭😭❤❤
@Dsmeher
@Dsmeher Ай бұрын
ଭାଈ ମାନେ ଆମର 2 ଦିନ ର ଜୀବନ, କାହାର କେବେ କଣ ହେବ ଜଣା ନାହିଁ । ଦୟା କରି ସମସ୍ତେ ମିଳି ମିଶି ରହିବ ଦରକାର୍। ଜୟ ଜଗନ୍ନାଥ ⭕❗⭕ (Love from sambalpur)
@abinashmohanty546
@abinashmohanty546 Ай бұрын
Right kete bele kn haba kichhi kahihabani tenu raga,dwesa,hinsa,irsa nakari samastanka sahita milimishi rahiba uchit.
@prasantpradhan3925
@prasantpradhan3925 Ай бұрын
Best Moment 2024...Happy Ratha Yatra...
@mihirkumarbarik6867
@mihirkumarbarik6867 Ай бұрын
Jay jagannath nabin pattnaik is great person our country and. Proud of you
@jitenpradhan5619
@jitenpradhan5619 Ай бұрын
Very good gesture..
@Movieswood_yt
@Movieswood_yt Ай бұрын
Odisha people ❤
@user-uz1jj9qp6c
@user-uz1jj9qp6c Ай бұрын
Ai Dharmendra dine Nabin sir nku budha boli kahi thila aaji dekhei hauchi
@user-ul8wp2ji8f
@user-ul8wp2ji8f Ай бұрын
Jay Jagannath 🙏 Jay Nabin 🙏
@biswambarsatapathy9398
@biswambarsatapathy9398 Ай бұрын
Naveen Babu jindabad Jagannath apanku bhala rakhantu
@muodia2047
@muodia2047 Ай бұрын
Its a very high value tradition to greet Naveen babu. A very positive message spreading among the people.
@jitendranayak3569
@jitendranayak3569 Ай бұрын
Bahut dukha lagila sesare ama nabin babu tala stage re 😢😢😢😢
@Pankajbehera-tu4pi
@Pankajbehera-tu4pi Ай бұрын
Thanks u🎉🎉🎉our Honeble. Minister dharmendra ji work is God 🙏many many thanks🙏 sir🙏 our Ex CM nk panee apan nku ashesh🙏🙏🙏
@GaganabihariAcharya
@GaganabihariAcharya Ай бұрын
Dharmendra nku. Koti koti dhanya bad jagannath tannu bhakare rakhantu
Идеально повторил? Хотите вторую часть?
00:13
⚡️КАН АНДРЕЙ⚡️
Рет қаралды 17 МЛН
Harley Quinn's plan for revenge!!!#Harley Quinn #joker
00:49
Harley Quinn with the Joker
Рет қаралды 30 МЛН
ରଥ ପାଇଁ ଆୟୋଜନ / Rupa Pin2 Khushi
23:11
Rupa,pin2,khushi express
Рет қаралды 483 М.