Ratna Bhandar Politics In Odisha; Pramila Mallik Criticizes BJP Over Formation Of New Committee

  Рет қаралды 85,636

Kanak News

Kanak News

4 күн бұрын

Kanak News is Odisha's leading 24x7 news and current affairs TV channel from Eastern Media Limited. Odisha's largest media house that also publishes daily 'Sambad'. Get latest updates on news, politics, sports, business, current affairs, entertainment, technology, health updates from Kanak News.
Join us on WhatsApp to get latest updates : whatsapp.com/channel/0029Va9q...
For the latest Odisha News Follow us:
Website :- kanaknews.com/
Instagram :- / kanaknewsofficial
LinkedIn :- / kanak-news
Facebook :- / kanaknews
App Kanak :- play.google.com/store/apps/de...
Twitter :- / kanak_news
Telegram :- t.me/kanaknewsofficial
WhatsApp: whatsapp.com/channel/0029Va9q...
#KanakNews #OdishaNews #IndiaNews #RatnaBhandar #BJP #BJD

Пікірлер: 255
@pramodkumarsabat4074
@pramodkumarsabat4074 2 күн бұрын
ହଁ odisha ଲୋକ ନ ବୁଝିଁଥିଲେ ପୁରୁଣା ସରକାର ଓଡ଼ିଶାରୁ ବାହାର କରି ନ ଥାନ୍ତେ
@user-kt4sh2sm6s
@user-kt4sh2sm6s 2 күн бұрын
ଆରେ ଡାଲିଚୋରଣି ତୁମେ ୨୪ ବର୍ଷରେ କଣ କରଛ। ଏବେ କମିଟି ଭାଙ୍ଗିବା ନେଇ ତତେ କାହିଁକି ବାଧୁଛି। ଲାଜ ଲାଗୁନି।
@pramodkumarsabat4074
@pramodkumarsabat4074 2 күн бұрын
Madam ଡାଲି ପୁରୁଣା କମିଟି ଭାଙ୍ଗି ନୂଆ କମିଟି ହେଲେ କଣ ଅସୁଭିଦା
@santoshkumarsahoo8671
@santoshkumarsahoo8671 2 күн бұрын
😅😅😅
@prasantsahoo3088
@prasantsahoo3088 2 күн бұрын
@@pramodkumarsabat4074 tahele mohan majhi ku maichia kain Google re show karuthila commitee basajau😅
@Katak_Dk
@Katak_Dk 2 күн бұрын
ସରକାର ଉଚିତ୍ କରିଛନ୍ତି କମିଟି ଭାଙ୍ଗି । କାରଣ ପାଣ୍ଡିଆଁ ଦ୍ବାରା ଗଠିତ କମିଟି ଉପରେ କାହାର ଭରସା ନଥିଲା । ନୂତନ କମିଟିରେ ଯେଉଁମାନେ ଅଛନ୍ତି ସେମାନେ ଅତ୍ୟନ୍ତ ବିଶ୍ଵସ୍ତ ସେମାନେ ପ୍ରତିଷ୍ଠିତ ବ୍ୟକ୍ତି ।
@Katak_Dk
@Katak_Dk 2 күн бұрын
କମିଟି ଏଥିପାଇଁ ଭଙ୍ଗା ଗଲା କାରଣ ଏଥର ମଧ୍ୟ କିଛି ଡ୍ରାମା କରି ଫେରି ଆସି ଥାନ୍ତେ କିଛି ଡ୍ରାମା କଥା କହି ଥାନ୍ତେ ସରକାର ଙ୍କୁ ଅପଦସ୍ତ ହେବାକୁ ପଡ଼ିଥାନ୍ତା ତେଣୁ ସରକାର ବହୁତ୍ ବଢିଆ ନିଷ୍ପତି ନେଇଛନ୍ତି ନୂଆ କମିଟି କରି । କାରଣ ପୂର୍ବ କମିଟି ପାଣ୍ଡୁ ଦ୍ଵାରା ଗଠନ ହୋଇଥିଲା
@snigdhasamantaray5389
@snigdhasamantaray5389 2 күн бұрын
Jaha haba pandu ku agaru khabara jiba
@brinnovative6835
@brinnovative6835 2 күн бұрын
ପ୍ରମିଳା ନାନୀ ତୁମ ଦଳ 25 ବର୍ଷ ଶାସନ କରି ରତ୍ନଭଣ୍ଡାର ଖୁଲିପାରିଲା ନାହିଁ l ଆଉ ବିଜେପି 25 ଦିନ ହେଇନି ପ୍ରମିଳା ନାନୀ ତୁମେ ବ୍ୟସ୍ତ ହୋଇପଡୁଛ l
@santoshkumarsahoo8671
@santoshkumarsahoo8671 2 күн бұрын
ନାନୀ ଙ୍କର ଶିକ୍ଷାଗତ ଯୋଗ୍ୟତା କେତେ
@psp_odia_education7790
@psp_odia_education7790 2 күн бұрын
Matric fale😂😂😂😂
@miracleodisha
@miracleodisha 2 күн бұрын
25 barsa nuhne 24 Barsha Sethire bjp ra 9 Barsha bhagidari thila Bhuli jantuni
@Sahoo983
@Sahoo983 2 күн бұрын
ଡାଲି ଚୋରୁଣି କଣ ବକ ବକ ହଉଛି ତାକୁ cbi ଲଗେଇ ଘାଣ୍ଟି ଦେଲେ ସେ ଶାସନ ହେଇଯିବ
@user-pu1iy4lb8e
@user-pu1iy4lb8e 2 күн бұрын
Sabu chora bjp re sabu bhala
@Sahoo983
@Sahoo983 2 күн бұрын
@@user-pu1iy4lb8e କମିଟି ଭାଙ୍ଗି ଗଲା ତାର କଣ ଅସୁବିଧା ହେଲା, ଏଥିରେ ତାର ଲାଭ କଣ ଥିଲା, ତୁଛାରେ ଭୋକୁଛି,
@prasantsahoo3088
@prasantsahoo3088 2 күн бұрын
Bhangigala knpain😅
@laxminarayanpadhy6820
@laxminarayanpadhy6820 2 күн бұрын
Bjp ra kehi gotae bapar chua achhi ghantiki dekhao
@Shivap644
@Shivap644 2 күн бұрын
ସବୁ ଠୁ ବଡ ମା ଘିଆ ତୁ​@@user-pu1iy4lb8e
@jyotiranjan6269
@jyotiranjan6269 2 күн бұрын
ବେଧ ଡାଲୀ ଚୋରନି
@user-le8qn3vg8u
@user-le8qn3vg8u 2 күн бұрын
ହେଟା ଘୋଡ଼ା ଗେ xxx ଲୋ ଭାଇ, ସଲା ଯାହା କଲେ ବି ଏ ପ୍ରମିଳା ବାରୁଛି....... ଏତେ ବର୍ଷ ହେଲାଣି କଣ xxxxx କରିଥିଲେ 😅😅
@nabakishoresahoo5712
@nabakishoresahoo5712 2 күн бұрын
ପ୍ରମିଳା ମାଲିକ ଓ ବିଜେଡିର ସମସ୍ତ ମନ୍ତ୍ରୀ ଓ ନେତାଙ୍କୁ ED ଓ CBI RAID କରାଯାଉ I
@ranajitkumarmohanty9740
@ranajitkumarmohanty9740 2 күн бұрын
ଏମିତିବି ସେମାନେ ସବୁ ବିଜେପି ବାଲାଙ୍କର ବାପା ll
@Jagannath-oc9ht
@Jagannath-oc9ht 2 күн бұрын
ଓଡିଶା ଲୋକ ସବୁ ଜାଣନ୍ତି ଗତ ସରକାର ରେ କିଛି ପ୍ରକାର ଚୋର ମାନେ ଥିଲେ , ବର୍ତ୍ତମାନ ସରକାର କଣ କରିବାକୁ ଯାଉଛନ୍ତି ଏବଂ ଭବିଷ୍ୟତ ରେ କଣ ହୋଇପାରେ ଏସବୁ ଅନୁମାନ କରୁଛନ୍ତି । ନାନି,ନନା,ଭାଇ, ଭାଇନା ମାନେ ବିବ୍ରତ ହେବା ଦରକାର ନାହିଁ ।ଜଗତର ନାଥ ଜଗନ୍ନଥା ସବୁ ଦେଖୁଛନ୍ତି । ଠିକଣା ସମୟରେ ଠିକ୍ କାମ କରନ୍ତି । ଟିକିଏ ଅସୁବିଧା ଆମ ଗରିବତା ଏବଂ ଅଶିକ୍ଷିତତା ସେଥିରେ ପୁଣି ପ୍ରକୃତରେ ମୋଭଳି ପଖାଳ ଖିଆ ଓଡିଆ ର ଢୁଙ୍କୁରା, ଆଳଶ୍ୟ ପଣ। ସୁଷମ ଖାଦ୍ୟ ପାଉନି ଭିଟାମିନ୍ ଅଭାବରେ ଦୁର୍ବଳତା, ନୋହିଲେ ଗତ ଚୋରମାନେ ଏତେଦିନ ତିଷ୍ଠି ନଥାନ୍ତେ।
@santoshkumarsahoo8671
@santoshkumarsahoo8671 2 күн бұрын
ଏ ନିର୍ଲଜ ମାନେ କହୁଛନ୍ତି କେମିତି,ତୁମ ସରକାର 25 ବର୍ଷ ହେଲା କିଛି କରିପାରୁନଥିଲେ ଯଦି ନୂଆ କମିଟି ହେଲା ତମର ଫାଟୁଛି କାହିଁକି
@JagabandhuMalik-ck5fj
@JagabandhuMalik-ck5fj Күн бұрын
ଆରେ ଵୋକାଚୋଦା ସେମାନେ ଭୁଲ କଲେ ବୋଲି, ବିଜେପି ସେଭଳି ଭୁଲ କରି ଖସିଯିଵନା କ'ଣ? ଯଦି ୨୪ ବର୍ଷର ସରକାର ନବୀନ ପଟ୍ଟନାୟକ ଙ୍କୁ ପରିଵର୍ତନ କରାଯାଇ ପାରିଲା।ଏମାନେ କୋଉ ମୁଣ୍ଡି କି?।
@srikantarath3580
@srikantarath3580 2 күн бұрын
ପ୍ରମିଳା ମଲ୍ଲିକ କଥା ବୃଥା
@chandanswain6556
@chandanswain6556 2 күн бұрын
ପ୍ରମିଳା ର ପୋଡିବା ଆରମ୍ଭ ହୋଇଗଲାଣି
@dhirenburma8143
@dhirenburma8143 2 күн бұрын
Bjp ra kn kunda Banda ho e gala...4th Jun pare
@jitendtabehera7211
@jitendtabehera7211 2 күн бұрын
Right .
@jitendtabehera7211
@jitendtabehera7211 2 күн бұрын
​@@dhirenburma8143tu kan ta janecho.
@PabitraNayak611
@PabitraNayak611 2 күн бұрын
ପ୍ରମିଳା ଏବେ ଗାଣ୍ଡି ମରେଇ ହବୁ ତୁ ଏବେ ସମସ୍ତେ ଙ୍କୁ ଗାଣ୍ଡି ଦେଖେଇବୁ ହେଲା
@deepakjena8926
@deepakjena8926 2 күн бұрын
@ Law minister Please Reopen dali durniti file
@jenadiptiranjan9910
@jenadiptiranjan9910 2 күн бұрын
ଭାଇ ମାନେ ରତ୍ନ ଭଣ୍ଡାର ଖୋଲିଲେ ଆମ ସାଧାରଣ ଲୋକଙ୍କ କଣ ଲାଭ ଆମେ ଖାଲି tv ରେ ଦେଖି କି ରହିବା, ସରକାର ଜୋଉ ଇସ୍ତାହାର ରେ ଯାହା ଯୋଜନା କହିଥିଲେ ସେ ସବୁ କେବେ କାର୍ଯକାରୀ ହେବ ,ଆମକୁ ଖାଲି ଭୂତେଇବା କଥା।
@user-sq9no6jz7d
@user-sq9no6jz7d 2 күн бұрын
ପ୍ରମିଳା ମଲ୍ଲିକ ଦୁର୍ନୀତି କରିଥିଲା
@Dillipsahoo1974
@Dillipsahoo1974 2 күн бұрын
ଅପେକ୍ଷା କର......ED ଆଉ CBI
@prasantsahoo3088
@prasantsahoo3088 2 күн бұрын
@@Dillipsahoo1974 misusing powers
@bijoyapriyadarsinidash922
@bijoyapriyadarsinidash922 2 күн бұрын
ପ୍ରମିଳା ର ପୋଡ଼ୁଛି
@pradiptakumarnayak5249
@pradiptakumarnayak5249 2 күн бұрын
କଣ ପୋଡ଼ିଲା 😄
@mr.__paartthhh__
@mr.__paartthhh__ 2 күн бұрын
​@@pradiptakumarnayak5249Jungle bhitara gadhiaa
@PabitraNayak611
@PabitraNayak611 2 күн бұрын
ଏବେ ତା ଗାଣ୍ଡିକୁ ବାଇଗଣ ପୁରେଇବେ ସମସ୍ତେ ଭଲ କରି ଆଗ ପଟୁ... ସେମିତି କରିବେ
@SureshPusti
@SureshPusti 2 күн бұрын
ବିଜେଡି ନେତା, ନେତ୍ରୀ କଂ ମୁହଁକୁ ଲଜ୍ଜା, ସରମ୍ ବୋଲିଟିକିଏନାହିଁ, ବି ସେସ୍ କରି ଏ ଡାଲି ଚୋରୀ ମୁ ହଁ ରେ ଲଜ୍ଜା ବୋଲି ଶବ୍ଦ ହିଁ ନାହିଁ,
@santoshpal1595
@santoshpal1595 2 күн бұрын
Pramila madam tumar kana asubidha heuchi.
@jogendraraika5214
@jogendraraika5214 2 күн бұрын
Pramila mallick chorani no -1
@rajiblochanparida2546
@rajiblochanparida2546 2 күн бұрын
ଡାଲି ଦୁର୍ନିତି ର ତଦନ୍ତ ଆରମ୍ଭ ହେଉ ।ଚୋର ଚୋରଣୀ ଙ୍କୁ ଝାରପଡା ଜେଲ ପଠାଯାଉ ।
@sarojbehera6410
@sarojbehera6410 2 күн бұрын
ଏବେ ଓଡିଶା ଲୋକ ଙ୍କ ଦୁଃଖ ଦୂର ହୋଇଗଲା. ଗରିବ ଲୋକେ ଦରଦାମ ବୃଦ୍ଧି ନେଇ ଚିନ୍ତିତ ଥିବା ବେଳେ ବିଜେପି ରତ୍ନ ଭଣ୍ଡାର ଖୋଲି ଓଡିଶା ଲୋକ ଙ୍କ ଦୂର କରି ଦେଲା ପାରି ଭାବୁଛି. ଅର୍ଜିତ pasayat ଙ୍କ ଭଳି ବିଚାର ପତିଙ୍କ ଉ ବାଦ ଦେବା ଠିକ ନୁହେଁ
@AsitBallavRoy
@AsitBallavRoy 2 күн бұрын
Nani mundare kala ranga Mari bahut bada bada katha kahuchi. Committee bhangile tankar kanhiki bindhuchi.
@debendratripathy7602
@debendratripathy7602 2 күн бұрын
Nua commit gathana hele asubidha keuthi rahila
@user-yc8ef2ph4r
@user-yc8ef2ph4r 2 күн бұрын
Malik odisha Ku kete Lootichha enquiry heu
@thirdeye9492
@thirdeye9492 2 күн бұрын
ଡାଲି ଚୋରଣୀର ବାର୍ତ୍ତା ମୁଖେ ନାହିଁ ଟିକେ ଲଜ୍ଜା ପଚିଶ ବର୍ଷର ପାପ 😢 ଖାଏ ହୋଇ କାଳସର୍ପ
@surendrakumarnayak4342
@surendrakumarnayak4342 2 күн бұрын
Choramane kan kahibe
@user-vu7pu8or3q
@user-vu7pu8or3q 2 күн бұрын
Dalikhai,,bedha,besihaluchi
@santoshnanda7811
@santoshnanda7811 2 күн бұрын
24 ବର୍ଷ ରତ୍ନ ଭଣ୍ଡାର ଖୋଲିଲେ ନାହିଁ. ବେହିଆ ମୁହଁରେ ସମାଲୋଚନା କରୁଛନ୍ତି!
@SurasenPanda
@SurasenPanda 2 күн бұрын
Old committee wasn't able to open the Ratnavander,so it should dissolve &new committee formation is justified.
@santoshkumarmishra2620
@santoshkumarmishra2620 2 күн бұрын
ସମସ୍ତ ବିଭାଗ ରେ ଏପରି change ହେଉ😊
@madhusmitaswain715
@madhusmitaswain715 2 күн бұрын
ମାସେ ହେଇନି ।ଟିକେ ସମୟ କୁ ଅପେକ୍ଷା କରନ୍ତୁ।
@santoshkumarmishra2620
@santoshkumarmishra2620 2 күн бұрын
ସବୁ କ୍ଷେତ୍ର ରେ ପରିବର୍ତ୍ତନ ର ଆବଶ୍ଯକତା ଅଛି
@user-bo8ui2nh4t
@user-bo8ui2nh4t 2 күн бұрын
ପ୍ରମିଳା କୁ ପାଡିଆନ ସାର ଆଉ ନଵୀନ ସାର ଦୁଇଜଣ ପେଲୁଥିଲେ, ସେ ଦୁଇଜଣ ହାଲିଆ ହୋଇ ଯାଇଛନ୍ତି। ତେଣୁ ପ୍ରମିଳାକୁ କହିଲେ ତୁ ଏବେ ସବୁ କଥା ବୁଝ।
@PabitraNayak611
@PabitraNayak611 2 күн бұрын
ଏବେ ସମସ୍ତେ ଗେହିବେ ତାକୁ
@dhirenburma8143
@dhirenburma8143 2 күн бұрын
300 unit bijuli free,3100/- paddy rate per quintal,Stop dadan,3000/- vata....Mr Harichand...u declared...then why not open soon...u have changed lakximi bus colour to Modi bus with in 13 days...then why not open... triple engine sarkar
@user-go9hq3jv2k
@user-go9hq3jv2k 2 күн бұрын
300 unit kau karmi kahithile video ta chhada ....Kain michha katha phutani maruchha bjd kahithila 100 unit free deba...se kahithile solar light diajiba....25 yearsasan re ebe se kahithile emane kan heichhi kan nahi janiba pain au tarjma kari kete fund kauthi use heba janiba pain 6 month lagijiba........
@lalpatimohanta571
@lalpatimohanta571 2 күн бұрын
ଡାଲି କଥା ମନେ ଅଛି? ଚର ମୁହଁ ଟାଣ Bjd ର କି ଯାଏ, ତମ ସରକାର ତ ଅପାରଗ। ତୁମ ଦେହ ସହୁନି । ହିଂସାରେ ଜଳି ପୋଡ଼ି ପାଉଁଶ ହେଇଯିବ।ଲଜ୍ଜ୍ୟା ତୁମର ଟିକିଏବି ନାହିଁ।
@SalkhanHembram-yp5us
@SalkhanHembram-yp5us 2 күн бұрын
ପ୍ର୍ରମିଳା ମଲିକ ପାଲୁଣି ପାଟି ଟିଣ ତାଟିଆ
@rohitpradhan-fi7ln
@rohitpradhan-fi7ln 2 күн бұрын
Dalinani kan janiba
@MisGita-fg1oj
@MisGita-fg1oj 2 күн бұрын
Jai mohan sir Jai jagannath 🙏❤❤❤🎉🎉🎉
@Odiaclasic
@Odiaclasic 2 күн бұрын
Good initiate
@saratnayak1567
@saratnayak1567 2 күн бұрын
Decision is welcome..
@Si_pu310
@Si_pu310 2 күн бұрын
ମାଆଙ୍କୁ ଡାଲି ବେପାର ଵିଷୟରେ ଵହୁତ ଆଗ୍ରହ ।ଶ୍ରୀମନ୍ଦିର ରତ୍ନଭଣ୍ଡାର ଵିଷୟରେ ତାଙ୍କୁୁ ଵିଷ ।ଏକଥା ଓଡ଼ିଶାର ଜନସାଧାରଣ ଭଲ ଭାବରେ ଜାଣିଛନ୍ତି। ମାଆ ଙ୍କ ଭାଷଣ ଦାଣ୍ଡର ଧୁଳି ସହିତ ସମାନ ।
@debabratasahoo9877
@debabratasahoo9877 2 күн бұрын
Tike lajya rakha .... Manifesto re deithile ame asile sabu Kari dekhei dabu .... Tame samalochana kale thik au jia kale bhul.... Khali samalochana kari Kari ki ta Sasan gadi asicha..
@dhirenburma8143
@dhirenburma8143 2 күн бұрын
Bjp declare to open Ratna vandar during election campaign...to odisha people...then why not open bjp
@binayamohanty9426
@binayamohanty9426 2 күн бұрын
ହ। ବୋପା ଆଇନ ମନ୍ତ୍ରୀ ଥିଲେ ଯାହା କରିପାରିନଥିଲେ ଅଯୋଗ୍ୟ ବାପର ଗୋଜ୍ୟ ପୁଅ 25 ବରଷ ର ସରକାର ରେ ତୁମ ବୋପା ଥିଲେ ଆଇନ ମନ୍ତ୍ରୀ କହିବା ଆଗରୁ ବୋପାକୁ ପଚାରିଲେ ଉତ୍ତର ମିଳିବ।
@DurbalMajhi-j6g
@DurbalMajhi-j6g Күн бұрын
Good
@mragrncy9144
@mragrncy9144 2 күн бұрын
Where is key ???Did you bring it from Tamilnadu.
@user-te7hp6ig2w
@user-te7hp6ig2w 2 күн бұрын
Very good decision
@sunitadas9344
@sunitadas9344 2 күн бұрын
Jemiti NTA kariki NEET Scam hela...semiti nua committee re haba...
@user-et4hp2kd9j
@user-et4hp2kd9j 2 күн бұрын
Dali chorani
@AKSHAYDAS-ho9ri
@AKSHAYDAS-ho9ri 2 күн бұрын
Bhai.odissaloke.b.j.p.ku.vote.deichhanti.rasana.bhata ki.abadapainuhe.jahakebala.ratnabhandara.kholibaku.
@akshayakurout4136
@akshayakurout4136 2 күн бұрын
Ratna rahasya aur BJP sarkar ko kuha debe
@gouraharidash5452
@gouraharidash5452 2 күн бұрын
, Pramila Mallick knos very well why the previous commitee haben dosolvef & new commitee form
@Harekrishna....947
@Harekrishna....947 2 күн бұрын
Haribol Haribol Haribol Haribol Haribol Haribol Haribol Haribol Haribol Haribol Haribol Haribol Haribol
@user-jf7nn6bq8l
@user-jf7nn6bq8l 2 күн бұрын
Pruthiraj babu puri jagana
@rajanikantachoudhury2343
@rajanikantachoudhury2343 2 күн бұрын
ଡା ଲି ଚୋର କହୁଛି ଏହା କିପ୍ରକାର କଥା ତୁମ ସମୟରେ ତୋ କରିପାରଲାନାହିଁ ତୁମ ଡେସ କାହିଁକି ଫାଟୁଛି. ତୁମକୁ ପଚାରି ଥାନ୍ତେ କଣ.
@yudhisthir123
@yudhisthir123 Күн бұрын
Ratna vandhar kholahele sansad dhonsa hoijib bipada madi asiba A BJP bala sabu. Sesakaridebe
@ranajitkumarmohanty9740
@ranajitkumarmohanty9740 2 күн бұрын
ବାପା ରଖିଥିଲା ପୁଅ ଆଣି ଦେଲା ll
@pujaandbhasanistation4546
@pujaandbhasanistation4546 2 күн бұрын
ଓଡ଼ିଶାବାସୀ ଏବେ ଖୁସି ତ। ଗୁଜରାଟୀ ଶାସନ ଚାଲିଲା। ଏଠି ଗଜପତି ରାଜା, ଆଦିଗୁରୁ ଶଙ୍କରାଚାର୍ଯ୍ୟଙ୍କ ମୂଲ୍ୟ ବି କିଛି ରହିଲାନି। ଓଡ଼ିଆ ଅସ୍ମିତା ଏବେ ସମସ୍ତେ ଭରି ଭରି କି ଦେଖୁଥିବେ। ଭଗବାନ ଏଇ ଶାସନ ବ୍ୟବସ୍ଥାକୁ ଓଡ଼ିଶା ରୁ ଉଠେଇଦିଅ। ପ୍ରଭୁ କେଦାରନାଥଙ୍କ ମନ୍ଦିରର ସୁନା ଯଦି ପିତଳ ହେଇଗଲା ଆମ ରତ୍ନ ଭଣ୍ଡାର ସୁରକ୍ଷିତ ରହିପାରିବ ତ। ପ୍ରଭୁ ଜଗନ୍ନାଥ ତୁମେ ହିଁ ତୁମ ସମ୍ପତ୍ତିର ରକ୍ଷା କର ପ୍ରଭୁ। ସବୁ ଓଡ଼ିଶାବାସୀ ସିସିଟିଭି କ୍ୟାମେରା ରେ ଦେଖିବା ଦରକାର ଏଇ ଗଣତି ଆଉ ମଣତି କାମ।
@user-kn4zs7ni4k
@user-kn4zs7ni4k 2 күн бұрын
Purba sarkar ra kichhi bekar symbol rakhi heba nahi
@rajanikantabiswal2669
@rajanikantabiswal2669 2 күн бұрын
ମାଡାମ ମାନିଗଲେ ଣି କିଛି ଗଡବଡ ଅଛି
@ramkumarkalar7013
@ramkumarkalar7013 2 күн бұрын
ଲଜ୍ଜ୍ୟା ଲାଗୁନି ପର୍ମିଲା କୁ ଫାଲତୁ କଥା ନୋ କୋହି ସମର୍ଥନ ଦେବା କଥା
@Foodrecipes054
@Foodrecipes054 2 күн бұрын
Ame jaha ku jaha kahiba nija ayatare Rakhi kahiba kahiba thik kintu ame mane samaste sabu bele nija ayatre rahi jaha ku jaha kahiba Jay jagannath 🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻
@NarayanSend
@NarayanSend 2 күн бұрын
Sabu thik kintu ratna. Bhandar chabi nua sarkar paile kauthu Se nije kahi thile ratna banar chabi tamil chali jaichi jadi jaithila Anibaku kie jaithile
@miracleodisha
@miracleodisha 2 күн бұрын
Jane law minister kahuchhanti 24 barsa ra sarkar Nirlaja tuma bapa biswabhusana hari chandan 9 barsa law minister bjd bjp menta re thile ,bhuli jantuni prithibiraj harichndan
@miracleodisha
@miracleodisha 2 күн бұрын
Puni 24 barsa kahniki kahuchhanti media bhai mane 24- 9
@bijaymajhi7776
@bijaymajhi7776 2 күн бұрын
Kebe kalajibo
@shibajisahu4855
@shibajisahu4855 2 күн бұрын
Dali chorani Dali chorikariba sikhaile Bhala heba
@jogendrapardhan-ni3ss
@jogendrapardhan-ni3ss 2 күн бұрын
Jail patha.jau
@user-wc5db6oq5d
@user-wc5db6oq5d 2 күн бұрын
B. J. D. 24.sall.rahila.comitigadhila.kanhiki.khuliparila.nanhi
@arunkumarbehera9271
@arunkumarbehera9271 2 күн бұрын
Right. Horichondan. Sir. Promila. Olajuko. Netri
@snigdhasamantaray5389
@snigdhasamantaray5389 2 күн бұрын
Pramila madam aji kali besi gapuchanti.agaru soi thile.aku kiye vote dei jiteila muhan ku laja nahin.
@ajayakumarrout5854
@ajayakumarrout5854 2 күн бұрын
Dali chorani time ta kichi Kari parilanahi jagannath ku nai rajaniti karuchu Thakura tate khaibs
@AshisAshis-m1f
@AshisAshis-m1f 2 күн бұрын
Neet
@prahaladojha5628
@prahaladojha5628 2 күн бұрын
ଏମାନେ ଚୋରି କରିଛନ୍ତି କାଳେ ଧରା ପଡିଯିବେ ସେଥିପାଇଁ ବାଉଳି ହେଉଛନ୍ତି
@user-jj1ls6lr9p
@user-jj1ls6lr9p 2 күн бұрын
Birodhi birodha Kariba swabhabik tankara ta neti ethire sasak dal eprakar mantabya durbhagya janak
@waterlife2998
@waterlife2998 2 күн бұрын
କଥା କୁହା କପିଳା
@manoj6726
@manoj6726 Күн бұрын
Dali chorani jindabad
@arunroutray2217
@arunroutray2217 2 күн бұрын
Premila Mallik, Tamara udhesya kana thill?
@pawanray4249
@pawanray4249 2 күн бұрын
Dali
@wildaudio9868
@wildaudio9868 2 күн бұрын
Dali chorini 24 barsa khaeila au kete khaeiba
@SanjulataRout-ll2rp
@SanjulataRout-ll2rp 2 күн бұрын
Eita viswa gmarei
@pramoddash603
@pramoddash603 2 күн бұрын
They are aim to recover the Dal.
@harishmallck2
@harishmallck2 2 күн бұрын
ଡାଲି ଚରାଣୀ ସିଏ କଣ ଜ୍ଞାନ ଦେବେ! ସିଏ ବା କୁଆଡେ ବିନା 10 % ରେ କାହାର ହେଲେ ବି କମ କରନ୍ତି ନାହିଁ
@ranjanjena7341
@ranjanjena7341 2 күн бұрын
Chabi to hagi thila, chabi kou too asila
@sudhansusekharpattanayak3246
@sudhansusekharpattanayak3246 2 күн бұрын
Just you see and watch. Political statement.
@user-du3xv1kl9s
@user-du3xv1kl9s Күн бұрын
ସବୁ ଚୋର ମାନଙ୍କୁ ବାହାର କରି ନୁଆ କମିଟି ହେଇଛି.... ଡ଼ାଲି ଚୋରଣି କୁ ବଧୁଛି
@arupsahooisabtsloveer5606
@arupsahooisabtsloveer5606 Күн бұрын
Kan.hab.sabu.neiki.abaniku.bikideba
@kadambinimohapatra4204
@kadambinimohapatra4204 2 күн бұрын
Choro ku jadi kahiba ama ghara jagutha ame tike asuchhun.ta hele emiti besaram lokonku kan kuha jiba?
@maheswarpradhan4247
@maheswarpradhan4247 2 күн бұрын
Dali chorani belajya hoigalani.
@alekhprasadnayak9408
@alekhprasadnayak9408 Күн бұрын
Alajuka sarakarara alajuki bhasana. Sarama nahi. Kete neicha dalinelabhali
@kaminikantasahu3865
@kaminikantasahu3865 2 күн бұрын
ବେଲଜ୍ୟା ଭୁଷଣ ହରିଚନ୍ଦନ।
@mr.__paartthhh__
@mr.__paartthhh__ 2 күн бұрын
Tu bhari lajya baan ta
@prafullamahapatra1197
@prafullamahapatra1197 2 күн бұрын
ଡାଲିଚୋରଣୀ କଣ କହିବେ?
@kalpatarugauntia2942
@kalpatarugauntia2942 2 күн бұрын
😂😂😂 ବିରୋଧ କଣ ପାଇଁ
@waterlife2998
@waterlife2998 2 күн бұрын
ତମ କଥା ବାର୍ତା ଠିକ ନାହିଁ
@amrjitbiswal7243
@amrjitbiswal7243 2 күн бұрын
ଡାଲି ଚରଣୀ କୁ କିଛି ଜଣା ନାହିଁ
@poojamallick1947
@poojamallick1947 2 күн бұрын
Kehi jene dt 8,re kholibaku prati sruti deithile
@kamalakantaaich
@kamalakantaaich Күн бұрын
ଇଲୋ ପ୍ରମିଳା ତୁ କଣ ସେ ରଙ୍ଗ କୋଠରୀକୁ ଆସୁକୀ
@ratiranjanmahapatra3945
@ratiranjanmahapatra3945 2 күн бұрын
Dali chorani ta sia Kan kahiba
He sees meat everywhere 😄🥩
00:11
AngLova
Рет қаралды 11 МЛН
DO YOU HAVE FRIENDS LIKE THIS?
00:17
dednahype
Рет қаралды 76 МЛН
Получилось у Вики?😂 #хабибка
00:14
ХАБИБ
Рет қаралды 7 МЛН
你们会选择哪一辆呢#short #angel #clown
00:20
Super Beauty team
Рет қаралды 14 МЛН
Nadendla Manohar Press Meet LIVE - TV9
2:57:03
TV9 Telugu Live
Рет қаралды 54 М.
He sees meat everywhere 😄🥩
00:11
AngLova
Рет қаралды 11 МЛН