‘ରତ୍ନଭଣ୍ଡାରକୁ ଯାଇଥିବା ଜଣେ ବ୍ୟକ୍ତି ଉଭାନ ହୋଇଯାଇଥିଲେ’ | Odisha Reporter

  Рет қаралды 95,992

Odisha Reporter

Odisha Reporter

Ай бұрын

ରତ୍ନଭଣ୍ଡାରର ରହସ୍ୟମୟୀ କାହାଣୀ କହିଲେ ଐତିହ୍ୟ ବିଷାରଦ ସୁରେନ୍ଦ୍ର କୁମାର ମିଶ୍ର । ଅନେକ ବର୍ଷ ପୂର୍ବେ ବେତାରେ ବସାଇ ଜଣେ ବ୍ୟକ୍ତିଙ୍କୁ ଦୁହୁଡ଼ି ସହ ତଳ ରତ୍ନଭଣ୍ଡାରକୁ ଛଡ଼ାଯାଇଥିଲା । କିନ୍ତୁ ତଳରତ୍ନଭଣ୍ଡାରକୁ ଛାଡ଼ିବା ପରେ କିଛି ସମୟ ପରେ ହାଲୁକା ଲାଗିବାରୁ ବେତାଟିକୁ ଉପରକୁ ଆଣି ଦେଖିଲା ବେଳକୁ ସେଥିରେ ସେ ଲୋକ ଜଣକ ନଥିଲେ । ଦୁଇ ତିନୋଟି ପାରା ସେଥିରେ ଲାଗିଥିଲେ । ଏହାପରେ ସମସ୍ତେ ଭୟଭୀତ ହୋଇଯାଇଥିଲେ, ଆଉ ଅଧାରୁ ରତ୍ନଭଣ୍ଡାର ଗଣତି ବନ୍ଦ କରିଦେଇଥିଲେ ।
Odisha Reporter is one of the best Odia news portal in Odisha. Get all the news updates in Odia.
ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ |
KZfaq: bit.ly/OdishaRe...
Web: odishareporter.in
Facebook: / odishareporter
Twitter: / odishareporter
Telegram: telegram.me/Od...
Instagram: / odishareporter_official
#OdishaReporter #Ratnabhandar #mystery #puri #Srimandir #JayJagannath

Пікірлер: 51
@raghumaninayak9593
@raghumaninayak9593 Ай бұрын
ନାନା ମୁନି ନାନା ମତ ଦିଅନ୍ତି,କିନ୍ତୁ ପ୍ରଭୁଙ୍କ ରତ୍ନ ଭଣ୍ଡାର ଗଣତି ସୁରୁଖୁରୁ ହେଉ ଜୟ ଜଗନ୍ନାଥ ⭕❗⭕🙏🕉️🚩🇮🇳
@Humanity299
@Humanity299 Ай бұрын
ପୂର୍ବତନ ଶ୍ରୀମନ୍ଦିର ପ୍ରଶାସକ ଓଏଏସ୍ ରବୀନ୍ଦ୍ର ନାରାୟଣ ମିଶ୍ର ବି କିଛି ଏମିତି କହୁଥିଲେ
@BasantaNayak-ki5wd
@BasantaNayak-ki5wd 29 күн бұрын
ଏଇଟା ତୁମ ପୁରୋହିତ ମାନଙ୍କର ଜଜମାନୀ କଥା ନୁହେଁ କିମ୍ବା ପାରମ୍ପରିକ କୁଟିଳ କୂଟନୈତିକ ବୟାନ ଦେଇ ଭଣ୍ଡୁର କରିବା ଆଉ ସମ୍ଭବ ନୁହଁ
@BasantaNayak-ki5wd
@BasantaNayak-ki5wd Ай бұрын
ପ୍ରଣାମ ଗୁରୁଜୀ ! ଓଡ଼ିଶାର ପ୍ରକୃତ ଇତିହାସ କୁ ଲୋକେ ଜାଣିଲେ ଲୋକ ମାନଙ୍କର ମଂଗଳ ,କଲ୍ୟାଣ ହେବ, ସେଥିପାଇଁ ଆଜି ସ୍ୱୟଂ ମହାପ୍ରଭୁ ଶ୍ରୀ ଜଗନ୍ନାଥ ଆପଣଙ୍କ ମୁଖରେ ଏ ସଵୁ କଥା ଶୁଣାଉଛନ୍ତୀ ! ଏଥର ସଠିକ୍ ଵଜ୍ରା ଆଘାତ ଓଡିଆ ଜାତିର ମେରୁଦଣ୍ଡ ର ପ୍ରାଣ ସ୍ୱରପ ଯୁବ ସମାଜ ର ଚିନ୍ତା ଚେତନା ଉପର ପଡ଼ିବ
@seemamishra4118
@seemamishra4118 29 күн бұрын
ଅତି ସୁନ୍ଦର୍ ଯା ଶରୀର ।ଇ ଷତହାସ୍ୟ ବିମ୍ବାଧର 🙏🏿 ସେ ସ୍ଥାନରେ ଓଁକାର ପୁରୁଷ ପରମ ପିତା ପରମେଶ୍ବର ଅଛନ୍ତି।
@routking8192
@routking8192 Ай бұрын
ତଳ ରତ୍ନଭଣ୍ଡାର ହୁଏତ ଟ୍ରକ ଭରାପରୀ ରତ୍ନ ଥାଇପାରେ 40 ଟା ରାଜାଙ୍କର ପ୍ରବଳ ସୁନା ଅଳଙ୍କାର ହେଇଥିବ ରବୋଟ ରେ ଖୋଜିଲେ ଜଣା ପଡିବ
@anubhapanda9761
@anubhapanda9761 Ай бұрын
Very good knowledge
@akshayakumarbhol4132
@akshayakumarbhol4132 Ай бұрын
ସାଥିରେ ରତ୍ନ ତାଲିକା ନେଇ ରତ୍ନ ଭଣ୍ଡାରରେ ତଦାରଖ କମିଟି ପ୍ରବେଶ କରିଛି ନା ଖାଲି ହାତରେ ଅନ୍ଧାର ଘରେ ସିନେମା ଦେଖିବାକୁ ଯାଇଛି , ଜାଣି ହେଉନି ।
@user-tu1vl9oh5t
@user-tu1vl9oh5t Ай бұрын
Jay jagannath swami
@GOPINATHBHOI-yn6ux
@GOPINATHBHOI-yn6ux Ай бұрын
Anek loka anek katha kahuchhanti lekin ratna bhandar sathik katha kahauku jana nahin jay jagannath
@itishreepriyadarsaninayak3341
@itishreepriyadarsaninayak3341 Ай бұрын
Right
@baishnabcharansahoo7420
@baishnabcharansahoo7420 Ай бұрын
Kedarnath mandir ru amane 228 k g gold gayab kari purimandr ku asichanti
@rabindranathmishra7809
@rabindranathmishra7809 Ай бұрын
Right sir.
@bijayaharichandan1592
@bijayaharichandan1592 Ай бұрын
ଗାଲୁଆଙ୍କ ର ବାରବାଟୀ ଚାଷ
@subasnayak1510
@subasnayak1510 Ай бұрын
ଗାଲୁ ଗପ
@debendrasa
@debendrasa Ай бұрын
ଏବେ 19 ତମ ଲୂଟ ର ପ୍ରୟାସ
@himansupatra9717
@himansupatra9717 Ай бұрын
ସବୁ ଅତିରଞ୍ଜିତ କଥା.
@purusottamnayak7939
@purusottamnayak7939 Ай бұрын
ଏଇ ଲୋକଟି ସ୍ବର୍ଗ ରୁ ଆସିଛି
@anil.amaresh
@anil.amaresh Ай бұрын
😂
@prafullakumarbehera7774
@prafullakumarbehera7774 Ай бұрын
ଲୋକ କଥା ପ୍ରକୃତ ତଥ୍ଯ ଏବେ committee ସଦସ୍ୟ ଜାଣି ପାରିବେ
@saratbiswal9258
@saratbiswal9258 Ай бұрын
Mahasaya apan ku beta re purei 3 ratna bhandar ku patha jau,Apan hisab kari kahibe,pakala hoigalani seithi nikhoj hele mukti paijiba.
@sushilray4557
@sushilray4557 Ай бұрын
Very very good opinion
@chinmayasahoo4805
@chinmayasahoo4805 Ай бұрын
କଂଚା ମନଗଢା କଥା
@BasantaNayak-ki5wd
@BasantaNayak-ki5wd Ай бұрын
ଶତାବ୍ଦୀର ଏକ ମହାନ ଗଣତାନ୍ତ୍ରିକ ପ୍ରଶ୍ନ ଓଡ଼ିଆ ଅସ୍ମିତା ର ବିଜ୍ଞାନ ଓ ଇତିହାସ ଜ୍ଞାନ ର ଯୁବ ସ୍ବାଭିମାନ ତଥା ପରିଚୟ ପତ୍ର ହେବ ।
@BasantaNayak-ki5wd
@BasantaNayak-ki5wd Ай бұрын
ଆଜି ଭାରତଵାସୀ ,ଆର୍ଯ୍ୟଭୂମି ର ଅମୃତ ସନ୍ତାନଗଣ କଣ ପାଇଁ ଆଜି ଏତେ ପଛଘୁଞ୍ଚା,ଳ୍କିଵତା କଣ ପାଇଁ ପ୍ରଦର୍ଶନ କରୁଛନ୍ତି , ଇତିହାସ କୁ ରୋମନ୍ଥନ କରିବା କ୍ଷମତା ହରାଇ ବସିଛି
@gaganparida811
@gaganparida811 Ай бұрын
Galu katha kuhani
@rubiashokpanda3019
@rubiashokpanda3019 Ай бұрын
Jay Jagannath
@kanchanapathra3129
@kanchanapathra3129 Ай бұрын
❤❤❤omshanri 🙏💅🇲🇰🇮🇳🌹💅🇲🇰🇮🇳🙏❤👌❤🙏🇮🇳🇲🇰💅🇮🇳
@bishnumallick4372
@bishnumallick4372 Ай бұрын
Please wait.
@Loneco
@Loneco Ай бұрын
Ubhana heinathile tame mane dariki taku sudanga re chadi asithila au se sei bhitare mrutu barana karithile😢
@prasantachaudhury8250
@prasantachaudhury8250 Ай бұрын
Mausa story 😢
@s.k.sahoo2
@s.k.sahoo2 Ай бұрын
Fake
@pintukhuntiakattarhindurss3697
@pintukhuntiakattarhindurss3697 Ай бұрын
Chesta Kariba ....
@harekrushnapujari.7337
@harekrushnapujari.7337 Ай бұрын
କଳିଯୁଗେ ସବୁ ସମ୍ଭବ, କିନ୍ତୁ ନ ଡରିକି ଗଲେ
@kiranbehera8309
@kiranbehera8309 Ай бұрын
କୁଲା ଏବ ମାନେ ଏବ କିଛି ଏବନି
@rupalibehera3377
@rupalibehera3377 Ай бұрын
Sabu raja manankara mukuta nathiba
@gourangasahoo1216
@gourangasahoo1216 27 күн бұрын
Setebele cc tv nathila bodhe ......
@ramachandrapanigrahy8319
@ramachandrapanigrahy8319 Ай бұрын
Who was that man and was he traced or not ? These are may be just rumours !
@NITYANANDAMALLICK_111.
@NITYANANDAMALLICK_111. Ай бұрын
Galu gapa
@chitahem5495
@chitahem5495 Ай бұрын
ଗଲୁ ଦସ 😂😂😂😂
@gaganparida811
@gaganparida811 Ай бұрын
Kiye kahitile nabin babu aebe dekantu kn hela nibin na mohan
@adityamohapatravlogs09090
@adityamohapatravlogs09090 Ай бұрын
Ye mogal nka bela ra loka ate sathik spasta bhaba re pura mantabya ku sata boli kahichanty
@Soulful_Sidd
@Soulful_Sidd Ай бұрын
He is 525 yrs old😎
@Meenakaibartta
@Meenakaibartta Ай бұрын
Bania chori Ratna bhandar
@UkilPutel
@UkilPutel Ай бұрын
😅😅😅😅😅😅😂😂😂
Fast and Furious: New Zealand 🚗
00:29
How Ridiculous
Рет қаралды 48 МЛН
Little brothers couldn't stay calm when they noticed a bin lorry #shorts
00:32
Fabiosa Best Lifehacks
Рет қаралды 17 МЛН
Rath Yatra 2024 | Shree Jagannath Anubhuti | Pragyan | Alankar TV
16:20
Sri Jagannath and Kalapahad
7:08
Argus News
Рет қаралды 806 М.