No video

ରୁପା ରୁନାଙ୍କ ଜୀବନର ଲକ୍ଷ୍ୟ / Rupa Pin2 Khushi

  Рет қаралды 720,143

Rupa,pin2,khushi express

Rupa,pin2,khushi express

Күн бұрын

Пікірлер: 1 500
@smitapatra4827
@smitapatra4827 Жыл бұрын
ରୁନା ଙ୍କ reply 100% ଠିକ୍ । ଭିଡ଼ିଓ ଦେଖି actually ଅନ୍ୟ ମାନଙ୍କୁ inspiration ମିଳି ଥାଏ ସେମିତି କାମ ପାଇଁ । Good Runa
@pankajbiswal1238
@pankajbiswal1238 Жыл бұрын
ଯେଉଁମାନେ ନିଜର ବାପା ମାଆଙ୍କୁ ଭଲ ପାଆନ୍ତି ସେମାନେ ଗୋଟିଏ like କରନ୍ତୁ, କାରଣ ବାପା ମାଆଙ୍କୁ ଠାରୁ ଜୀବନରେ ଆଉ ବଡ କେହି ନାହାନ୍ତି।
@pankajbiswal1238
@pankajbiswal1238 Жыл бұрын
Jay jagannath
@pratimagouda4027
@pratimagouda4027 Жыл бұрын
Ma
@debasishvlogchannel6708
@debasishvlogchannel6708 Жыл бұрын
ଏମିତି ଲକ୍ଷ୍ୟ ରଖିକି ଆଗକୁ ଚାଲଥାନ୍ତୁ ଭଗବାନ ଙ୍କ ଆଶ୍ରିବାଦ ଆପଣଙ୍କ ସହ ରହୁଥିବ 🙏🙏🙏
@suravikavita
@suravikavita Жыл бұрын
ରୂପା ଜନ୍ମ ଦିନ ଏଥର କୌଣସି ବୃଦ୍ଧାଶ୍ରମ ରେ ପାଳନ କର ବହୁତ ଭଲ ଲାଗିବ
@pinkibhuyan2831
@pinkibhuyan2831 Жыл бұрын
ଭଗବାନ ସମସ୍ତ ଙ୍କ ଜୀବନର ଲକ୍ଷ୍ୟ ପୂରଣ କରନ୍ତୁ 🙏🙏🙏 ଏ ଧରା ପୃଷ୍ଠରେ ଯେତେ ଦିନ ପର୍ଯ୍ୟନ୍ତ ଆମେ ଅଛନ୍ତି ହସଖୁସିରେ ଚାଲିଥାଉ ହିଂସା ଅହଂକାର ଏସବୁ କେବେ କରିନି ମିଳିମିଶି ରହିବା 🥰🥰🥰🥰🥰🥰👌👍👍👌
@bhubaneswaribebarta9342
@bhubaneswaribebarta9342 Жыл бұрын
Pli
@soumya_star7588
@soumya_star7588 Жыл бұрын
Right 👍🏻🙏🏻
@ridhilovestatusofficial6001
@ridhilovestatusofficial6001 Жыл бұрын
kzfaq.info0O5ibxeVydo?feature=share
@sangitaharijan337
@sangitaharijan337 Жыл бұрын
ରୁନା ଦିଦି ଠିକ୍ କଥା କହିଛନ୍ତି I am proud of you di🙏🏻🥰😍
@Siva_736
@Siva_736 Жыл бұрын
Sabubele samastanku sahajya kara... Khushi re ruha....Apananku ku God sabubele khusire rakhithantu Bhai Didi....🙏🙏🙏
@ssashikantaparidapate8380
@ssashikantaparidapate8380 Жыл бұрын
ରୂପା ଭାଉଜଙ୍କ କଥା ଶୁଣି ବହୁତ ଖୁସି ଲାଗିଲା love you rupa,pin2,khushi express all members
@onlinenarendrabhai5477
@onlinenarendrabhai5477 Жыл бұрын
ଖୁସି ମାଙ୍କୁ କଉ ମାନେ ଭଲ ପାଉଛ ଲମ୍ଵା like କରନ୍ତୁ
@Saisona143odiavlogs
@Saisona143odiavlogs Жыл бұрын
👍👍👍👍👍👍👍👍👍👍👍👍👍
@sanjibrkofficial
@sanjibrkofficial Жыл бұрын
👍👍👍👍👍👍👍👍👍👍👍👍👍👍👍👍👍👍👍👍👍👍👍👍👍👍👍👍👍👍👍👍👍👍👍👍
@cutemanju
@cutemanju Жыл бұрын
ଯିଏ ଖୁସିରେ ରହିବା ଶିଖିଛି ସିଏ ହିଁ ଜୀବନ ର ଅସଲି ମୂଲ୍ୟ ବୁଝି ପାରିଛି ❤️❤️ ତେଣୁ ସବୁବେଳେ ହସ ଖୁସିରେ ରହିବା ଶିଖ 😍😍 ଜୟ ଜଗନ୍ନାଥ🙏🙏
@mahendraswarnakhushi
@mahendraswarnakhushi Жыл бұрын
ନିଶ୍ଚିତ
@Bapun.anita.1.4.3
@Bapun.anita.1.4.3 Жыл бұрын
Nice
@dusmantalenka9101
@dusmantalenka9101 Жыл бұрын
Bhai Nic
@sairam3230
@sairam3230 Жыл бұрын
ଭଗବାନ ଆପଣଙ୍କୁ ଏମିତି ହସ ଖୁସିରେ ରଖନ୍ତୁ ଆଉ ଭଗବାନ ଙ୍କ ଆଶୀର୍ବାଦ ସବୁ ବେଳେ ଆପଣଙ୍କୁ ମଇଳଉଥଆଉ God bless you
@deepakswain5953
@deepakswain5953 Жыл бұрын
ଭାଇ ଆପଣଙ୍କ ଚିନ୍ତା ଧାରା ବହୁତ ଭଲ ଲାଗିଲା ଆପଣ ସବୁବେଳେ ଏମିତି ଅନ୍ୟ ମାନଙ୍କୁ ସାହାଯ୍ୟ କରନ୍ତୁ ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା କରୁଛୁ ଆପଣ ସବୁବେଳେ ଖୁସିରେ ରୁହନ୍ତୁ ❤❤❤❤
@mamitanag8344
@mamitanag8344 Жыл бұрын
ଆଜିର ଏ ଭିଡିଓ ରେ ରୁନା ଯାହା କହିଛନ୍ତି ତାଙ୍କ କଥା ରେ କିଏ କିଏ ଏକମତ ପ୍ଲିଜ୍ କୁହନ୍ତୁ 🙏🙏🙏 ଏମିତି ଅସୁବିଧାରେ ଥିବା ଲୋକଙ୍କୁ କିଏ କିଏ ସାହାଯ୍ୟ କରିବା ପାଇଁ ଚାହୁଁଛନ୍ତି।
@chandinipintusahu6652
@chandinipintusahu6652 Жыл бұрын
ମାଡ଼ି ଚାଲ ରୁଣା ଦୀଦୀ। ଖାଇବା ବି ଗୋଟେ talent 👍। ସବୁବେଳେ ଆପଣ ମାନ ଙ୍କ video ଦେଖିକି କିଛି ଶିଖିବା କୁ ମିଳେ। Jay jagannath 🙏। ତମେ କୁ ଭାଇ hudaya ରୁ 🙏🙏🙏🙏।
@mathuramahakur5994
@mathuramahakur5994 Жыл бұрын
Hn ପିଣ୍ଠୁ ଭାଇ ଗୁଡ ସାଙ୍ଗେ ପିଠା ବହୁତ ବଢିଆ ଲାଗେ ସତରେ ପିଣ୍ଠୂ ଭାଇ ଆପଣ ଠିକ୍ କହିଲେ ଦୁଃଖି ର ଦୁଃଖ ଚିହ୍ନଲେ ଆମକୁ ଭଗବାନ ଚିହ୍ନଵେ ❤️❤️❤️❤️
@hrudanandasankhua5824
@hrudanandasankhua5824 Жыл бұрын
ପିଣ୍ଟୁ ଭାଇ ସତରେ ରୂପା ଭାଉଜ ଙ୍କ କଥା ଶୁଣି ମନ ପୁରା ଖୁସି ହେଇଗଲା ମୋ ଗେଲି ରୂପା ଭାଉଜ ଲକ୍ଷ୍ୟ ପୂରଣ ହଉ ଜଗନ୍ନାଥ ମହାପ୍ରଭୁ ଙ୍କ ପାଖରେ ପ୍ରାର୍ଥନା କରୁଛି ମୋ ପିଣ୍ଟୁ ଭାଇ ରୂପା ଭାଉଜ ଖୁସିମା ରୁନା ଦିଦି ପରିବାର ସମସ୍ତ ଙ୍କର ଜୀବନର ଲକ୍ଷ୍ୟ ପୂରଣ ହଉ‌ ମୋ ପିଣ୍ଟୁ ଭାଇ ରୂପା ଭାଉଜ ପରି କିଏ ହେବ ମୋ ଭାଇ ଭାଉଜ ବହୁତୁ ଭଲ ପିଣ୍ଟୁ ଭାଇ ସତରେ ଗେହ୍ଲେଇ ଖୁସିମା ର ଗୀତ ଶୁଣି ବହୁତୁ ସୁନ୍ଦର ଲାଗିଲା ଆମ ଗେହ୍ଲେଇ ଖୁସିମା ର କଥା ଶୁଣି ବହୁତୁ ବଢ଼ିଆ ଲାଗେ ଆମ ଗେହ୍ଲେଇ ଖୁସିମା ପରି କିଏ ହେବ ଟିପୁ ଗୋଡ଼ ଶିଘ୍ର ଭଲହେଇଯାଉ ଟିପୁ ଆମର ବହୁତୁ ଭଲ ଟିପୁ ଆମର ସବୁ କଥା ମାନେ ମୋ ପିଣ୍ଟୁ ଭାଇ ରୂପା ଭାଉଜ ଖୁସିମା ମାତାଜୀ ମା ରୁନା ଦିଦି ମାମୁନି ବାପୁନି ପରିବାର ସମସ୍ତ ଙ୍କ ହସ ରେ ମୁଁ ସବୁବେଳେ ବହୁତୁ ଖୁସି So Cute Khusimaa 😘 Love you Bhai Bhauja Khusimaa Runa Didee Mamuni Bapun and all Family members 💞❤️❤️❤️❤️❤️❤️❤️❤️❤️❤️❤️❤️ ଜୟ ଜଗନ୍ନାଥ 🙏 ଜୟ ମା ଲକ୍ଷ୍ମୀ 🙏 Good bless you 👍 all
@pagiligouda7912
@pagiligouda7912 Жыл бұрын
Aji amiti Katha suniki bhuti Khushi lagila Bhai I love you all members bhagaban Bhai ka family ku Sabu bele bhala re rakhatu ♥️♥️♥️♥️
@sanjurani2827
@sanjurani2827 Жыл бұрын
ଭଗବାନଙ୍କ ପାଖରେ ଏତିକି ପ୍ରାଥନା ଯେ ଆପଣ ମାନଙ୍କ ସମସ୍ତଙ୍କ ର ଜୀବନ ର ଇଛା ପୂରଣ ହେଉ ଜୟ ଜଗନ୍ନାଥ 🙏💞💞
@prabiramajhi1583
@prabiramajhi1583 Жыл бұрын
ଯିଏ ଖୁସିରେ ରହିବା ଶିଖିଛି ସିଏ ହିଁ ଜୀବନ ର ଅସଲି ମୂଲ୍ୟ ବୁଝି ପାରିଛି ତେଣୁ ସବୁବେଳେ ହସ ଖୁସିରେ ରହିବେ ଶିଖ ❤️❤️ଜୟ ଜଗନ୍ନାଥ 😘😘😘😘😘❤️
@mb_1633
@mb_1633 Жыл бұрын
ସତରେ ଆଜି ସମସ୍ତଙ୍କ ମନକଥା ଜାଣିକି ବହୁତ ଭଲ ଲାଗିଲା । ଆଜି ସମସ୍ତଙ୍କ ସ୍ୱର (voice) ବି ପୁରା ହୃଦୟରୁ ବାହାରିବାପରି ଲାଗିଲା। ଏମିତି ସବୁବେଳେ ଥାଅ ପୁରା ପରିବାର।
@nikitasahu9674
@nikitasahu9674 Жыл бұрын
Bhauja nka katha suni ki bahut khusi lagila , love you bhauja ❤️❤️
@Sandip_kumaar583
@Sandip_kumaar583 Жыл бұрын
ଖୁସି ମାଆ ସବୁବେଳେ ଖୁସିରେ ରହୁ ଏବଂ ଆପଣଙ ପରିବାରର ସମସ୍ତ ସଦସ୍ଯ ମଧ୍ଯ ଭଲରେ ଥାଆନ୍ତୁ ଏତିକି ଜଗନ୍ନାଥଙ୍କ ପାଖରେ ଗୁହାରି 🥰🥰🥰🥰🥰👍👍🙏🙏.
@seemamanimajhi3670
@seemamanimajhi3670 Жыл бұрын
ସତରେ ବହୁତ ଭଲ ଲାଗିଲା ସବୁ କଥା ଶୁଣିକି ଜୟ ଜଗନ୍ନାଥ🙏
@ayeshaalwayskhushi6762
@ayeshaalwayskhushi6762 Жыл бұрын
Pintu Bro, Rupa Di & All family members are great super hero ❤️❤️ love you so much ❤️❤️❤️
@sangitaharijan337
@sangitaharijan337 Жыл бұрын
ଖୁସି ମା ଭଲ ଗୀତ ବୋଲୁଛନ୍ତି 💙🥰😍😊god bless you beta🙏🏻☺️
@mralokvlogs.
@mralokvlogs. Жыл бұрын
❣️❣️
@susantapradhan8129
@susantapradhan8129 Жыл бұрын
ଭଗବାନ୍ କରନ୍ତୁ ତୁମ ପରିବାର ର ସମସ୍ତଙ୍କ ଲକ୍ଷ୍ୟ ପ୍ରଭୁ ଜଗନ୍ନାଥ ଙ୍କ ଆଶୀର୍ବାଦ ରୁ ପୂରଣ ହେଉ, ଏତିକି ପ୍ରଭୁ ଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା। ଜୟ ଜଗନ୍ନାଥ,ଜୟ ଓଡ଼ିଶା।
@rpcreation8604
@rpcreation8604 Жыл бұрын
ରୂପା ଦିଦି ବହୁତ୍ ଭଲ କଥା କହିଲେ ମୋର ବି ଛୋଟ ବେଳୁ ହି ଆପଣଙ୍କ ପରିକା ସେମ୍ ସ୍ବପ୍ନ । ଆପଣଙ୍କ କଥା ଶୁଣିକି ବହୁତ୍ ହି ଭଲ ଲାଗିଲା ଦିଦି କାରଣ ଗୋଟେ ମଣିଷ ର ଦୁଃଖ ସମସ୍ତେ ଜାଣିପାରନ୍ତି ନାହିଁ ।
@bapungelhiexpress1879
@bapungelhiexpress1879 Жыл бұрын
ଆପଣଙ୍କ ସବୁ ଆଶା ପୂରଣ ହେଉ ଏମିତି ସବୁ ବେଳେ ହସ ଖୁସି ରେ ରୁହନ୍ତୁ ଆପଣଙ୍କ ପରିବାର ସବୁ ଠାରୁ ଭଲ ପରିବାର। ମତେ ଆପଣଙ୍କ ପରିବାର ବହୁତ ଭଲ ଲାଗେ, ଯେଉଁ ମାନେ ଏ ପରିବାର ଭଲ ପାଆନ୍ତି ଗୋଟିଏ ଗୋଟିଏ ଆଶୀର୍ବାଦ ପୂର୍ବକ ଲାଇକ୍👍👍👍 ଦିଅନ୍ତୁ
@giridharipanda7432
@giridharipanda7432 Жыл бұрын
ଭାଇ, ମତେବି,ଗୁରପିଠା,ଭଲନାଗେ
@1x-abinash-07
@1x-abinash-07 Жыл бұрын
ଭାଇ ଆପଣ ମାନେ କବେ ଅନାଥ ଆଶ୍ରମ ଯାଆନ୍ତୁ ଆଉ ଗରିବ ପିଲାଙ୍କୁ କିଛି ସାହାଯ୍ୟ କରନ୍ତୁ
@gitanjalientertainment1919
@gitanjalientertainment1919 Жыл бұрын
Satare Rupa bhaujo bahut volo se samastanka ra dukha ku bujhi paranti.ame bahut khusi Rupa vaujo nka ra ei jibana re lakhya ti ku suni 😃😃😃.sata re amo Rupa vaujo katie re gatie ❤️❤️ love u khusi maa 💕
@pankajbiswal1238
@pankajbiswal1238 Жыл бұрын
କାହାକୁ କିଛି ଦାନ କରିବା ଦ୍ବାରା ଭଗବାନଙ୍କ ଆଶୀର୍ବାଦ ଆମ ଉପରେ ନଥାଏ, ଭଗବାନଙ୍କ ଆଶୀର୍ବାଦ ଆମକୁ ସେତେବେଳେ ଥାଏ ଯେତେବେଳେ ଆମେ କିଛି ଦାନ କରିବା ସହିତ ତାକୁ ଭଲ ବାଟକୁ ଆଣି ଥାଉ।
@chandinipintusahu6652
@chandinipintusahu6652 Жыл бұрын
Super 👍👌❤️। Jay jagannath 🙏 ଖୁସି ମା କଥା ବହୁତ୍ ସୁନ୍ଦର୍। ମୁଁ କଥା ଶୁଣି କି ବହୁତ୍ 😂😂 ଲି। Ilove you Khushi maa❤️❤️
@mpujadswain9662
@mpujadswain9662 Жыл бұрын
ରୁପା ଦିଦି କ୍କ ଜିବନର ଲକ୍ଷ୍ଯ ବହୁତ ସୁଦ୍ଦର। ତାଙ୍କ ଚିନ୍ତାଧାରା ବି ବହୁତ ଭଲ ଲାଗିଲା। ବୋଉ କ୍କର ପଢିବା ପାଇଁ ଇଚ୍ଛା । ସେ ସମୟ ରେ ଅଧାରୁ ଅଧିକ ପାଠ ପଢିବା କଣ ଜାଣି ନଥିବେ। ବୋଉ ଜାହା ବି ପଢିଛନ୍ତି ବହୁତ ଭଲ। ତାଙ୍କ ପାଇଁ ପିଣ୍ଟୁ ଭାଇ ଏଜାଗାରେ ଅଛନ୍ତି। ରୁନା ଦିଦି ଖାଇବା କଥା କହିଚନ୍ତି। ସେମିତି କିଛି ନାହିଁ ସେ ବି ଭାବୁଛନ୍ତି ରୁପା ଦିଦି, ପିଣ୍ଟୁ ଭାଇ ସବୁବେଳେ ସମସ୍ତ କ୍କୁ ସାହାଯ୍ୟ କରନ୍ତୁ। ମାମୁନି ର ଲକ୍ଷ୍ଯ ଜାହାବି ଅଛି ସେ ବହୁତ ଭଲ ପାଠ ପଢିବେ । ପିଣ୍ଟୁ ଭାଇ ଆପଣଙ୍କ ସବୁ ଈଛା ଜଗନ୍ନାଥ ମହାପ୍ରଭୁ ପୁରଣ କରିବେ। ସବୁବେଳେ ଏମିତି ହସ, ଖୁସି ରେ ରୁହ🥰🥰🥰🥰 ଜୟ ଜଗନ୍ନାଥ🙏🙏🙏🙏 ଖୁସି ମା ବି ବହୁତ ପାଠ ପଢିବେ ତାପରେ ଶାଷୁ ଘରକୁ ଯିବେ। ବୋଉ ଦେଖିବେ। 🥰🥰🥰🥰🥰🥰love you all family members😍😍😍
@chinmayaparida7174
@chinmayaparida7174 Жыл бұрын
Best best odisha ra no 1 family and best video God khusira rakhinthantu samastanku
@Duzzulsworld
@Duzzulsworld Жыл бұрын
I think Rupa nkara bahut kichi dream already full filled aau jaha achi kichi year re heijiba ❤
@jhunudashjhunudash4776
@jhunudashjhunudash4776 Жыл бұрын
Rupa bhauja ra bhabanaku koti koti pranam... Love you bhauja.. ❤❤
@tinanayak8986
@tinanayak8986 Жыл бұрын
So beautiful khusi maa sweet voice 👌👌👌👌❤️❤️❤️❤️❤️
@supriyagoodlife
@supriyagoodlife Жыл бұрын
Pintu Bhai 👌🥰 aji ra video bahuta bhala lagila Rupa bhauja 🥰🥰 satare tuma chinta bahuta Sunder lagila 😍🥰 khushi maa ka suniba ku bahuta Sunder laguchi khushi maa ka Tali ha 😃😉🥰🥰🥰🥰🥰🥰🥰🥰🥰🥰 Runa ☺️☺️☺️☺️☺️Guda au pitha garam garam jabardast khaiba 👌👌👌👌👌👌👌👌
@sunakarmallck1685
@sunakarmallck1685 Жыл бұрын
Satare bahutu vala laguchi rupa Bhauja pintu Bhai khusi ma kahar najra nalagu 😍😍😍😍
@lipukumar9491
@lipukumar9491 Жыл бұрын
So happy family members 💖 So cute ama gelhi khusi maa 😍 love you vai vauja ❤️😍❤️ Love you all 💓 jai jagannaatha 🙏🙏🙏❤️
@priyaranjansamantaray4059
@priyaranjansamantaray4059 Жыл бұрын
ଭାଇ ଆପଣ January 26 କୁ ଝିଲି shooting set କୁ ଆପଣ ଆସିବେ ବୋଲି କହୁଥିଲି ଖୁସି ମା ଆଉ ରୁପା ଭାଉଜଙ୍କୁ ଆଣିବେ ଆମେ ଆପଣଙ୍କ ଅପେକ୍ଷାରେ ରହିଲି 🥰
@snigdhamahakud8982
@snigdhamahakud8982 Жыл бұрын
Runa dii au bhauja nka katha bahut sundar lagila Bhai.❤️❤️love u all of you bro..🤗🤗❤️❤️😘😘❤️❤️
@pramitabhoi571
@pramitabhoi571 Жыл бұрын
Bahut sundar lagila samasta nka chinta dhara Bhai bhauja nka chinta dhara suni manare bahut khushi lagila God bless you 🙏🙏🙏🙏🙏 samasta nka manaskamana purana heu 🙏🙏🙏🙏🙏🙏💓💕💞🥰👌💯 khusi ma nka natkhati super bahut sundar lage love you Khushi ma 🙏🌹🌹🌹🌹🌹 agaku nichhaya bada manisa heba God bless you 🙏🙏🙏🙏🙏🙏🙏🌹🌹🌹🌹
@shrabanidash2167
@shrabanidash2167 Жыл бұрын
ଭାଇ ଆପଣମାନେ ଏମିତି ସବୁବେଳେ ଖୁସିରେ ରୁହନ୍ତୁ ❤️ ମୋତେ ପିଠା, ଗୁଡ଼ ଭଉତ୍ ପସନ୍ଦ 😁 ଜୟ ଜଗନ୍ନାଥ 🙌🏻🙏🙏 ଜୟ ମା ତାରିଣୀ 🙏🙏🙏
@bidusahu2206
@bidusahu2206 Жыл бұрын
Satare bhauja tame Kate bhala bhagwan tama family ku sabu bele khusi re rakhantu ❤️❤️❤️❤️❤️❤️💯💯💯💯💯💯💯👌👌👌👌👌👌👌👌
@ranjitajena2422
@ranjitajena2422 Жыл бұрын
Bahut khusi laguchi apananka video dekhi Jay jagannath 🙏🙏🙏sabu bele pura village khusire ruha🥰🥰🥰
@snehasethi4978
@snehasethi4978 Жыл бұрын
Bohut khusi lagila aji rupa bhauja nka katha suni bhagban sabubele amiti Khusi re rakhi thantu
@diptiranjansahoo9982
@diptiranjansahoo9982 Жыл бұрын
Khusimaa nk ki sundor gita ate chhoto belu kete sundar gita gauchhnti love ❤khusimaa God bless🙏 you jay gaganatha🙏
@babyjuli9606
@babyjuli9606 Жыл бұрын
God bless you🙏🙏❤❤ all family members ❤❤❤ rupa vhuja au runa didi bohut badiya katha kahilo maaa biiii samathsnkara asa puruno hauuu khusi maa so sweet
@kalpanapinky9154
@kalpanapinky9154 Жыл бұрын
Bhaii bohut badhiia ... love you all ...Jay Jagannath
@Sumi-rk1ih
@Sumi-rk1ih Жыл бұрын
Tq runa pintu and rupa bhagawan tumar mangal karantu amiti Sabubele khusire ruha ❤
@saratmahanta6014
@saratmahanta6014 Жыл бұрын
Bhai bhauja nkara swapna Katha suni bahut bhala lagila .bhauja thike hin kahile majamastire tanka Sariba apekhya gariba dukhihku dana kale khusi mile .bhagabana Tamara mangala karantu jay Jagannath 🙏❤️❤️
@pragyanbehera2756
@pragyanbehera2756 Жыл бұрын
So happy family💕💕💕❤❤❤ରୁନା ଦିଦି ବହୁତ ଭଲ 🥰🥰🥰💞💞💞💞💓💓💓💓❤❤❤
@rinulatajena484
@rinulatajena484 Жыл бұрын
ମୋ ଜୀବନରେ ମୁଁ ସେ ଦିନ କୁ ଅପେକ୍ଷା କରିଛି କି କେବେ ଭାଇ ଆଉ ଭାଉଜ ଙ୍କ ସହ ଦେଖା ହେବ❤❤❤❤🥰🥰🥰🥰🥰
@jagadishsingh9703
@jagadishsingh9703 Жыл бұрын
ମଜା ଆସିଗଲା ଭାଇ , ଭଗବାନଙ୍କର ଆର୍ଶୀବାଦ ସବୁ ଦିନ ତୁମ ଉପରେ ଥାଉ ।
@soumyadas5968
@soumyadas5968 Жыл бұрын
Rupanka answer re mu bahut Khushi a sabu vabana re banchuthiba pratyak manisara ra jivan Sarthak hoithae.love you Khushi maa.
@hariharsutar4590
@hariharsutar4590 Жыл бұрын
Vhai tame ଭାଉଜnku ate khusi re rakhi chha ଯେ କୌଣସି ଇଚ୍ଛା ସେ କହି ପାରୁ ନାହାନ୍ତି .bahuta khusi lagila aei Video dekhi Ki .i love you Bhai Vhauja😍😍😍😍
@sasmitapanda3688
@sasmitapanda3688 Жыл бұрын
Great feelings of Rupa..👌👍 be happy n blessed always
@tribikrampatel7021
@tribikrampatel7021 Жыл бұрын
Very nice Khushi maa ra song 👌👌👌🥰🥰🥰 beautiful all members 🙏🙏🙏
@jyotsnamayeemohanta4946
@jyotsnamayeemohanta4946 Жыл бұрын
Bohut sundar video bhai🥰🥰. Apananko family sabudino khusi re ruhantu❤️❤️ love you all family members 😘😘🎈 Runa didi👍👌🥰 superb
@soumya_star7588
@soumya_star7588 Жыл бұрын
So cute khusi mama cute cute voice sunile bahut badhiya lage god bless you khusi mama bahut badhiya lagila aaji ra vlog Bhai happy family 🥰🥰🥰
@subhadraodiavlog7124
@subhadraodiavlog7124 Жыл бұрын
ଖୁସୀ ଭଲ ଗିତ ।ଗାଉଛି ଭଲ ଲାଗୁଛି ଜୟ ଜଗନ୍ନାଥ🙏🙏🙏🙏🙏🙏 ଭଦ୍ରକ
@padmashrirout1384
@padmashrirout1384 Жыл бұрын
So cute khushi ma😍😍 love you all jay jagannath🙏🙏🙏
@madhumitamishra1648
@madhumitamishra1648 Жыл бұрын
Bahut bhala katha Rupa bhabhi bhagaban tumara sabubele saha hebe God bless you rupa bhauja
@ambikaswainsanu.9515
@ambikaswainsanu.9515 Жыл бұрын
ମତେ ରୂପା ଭାଉଜ କଥା ଟା ବେଷ୍ଟ୍ ଲାଗିଲା।। Gret bro 🙏
@sumitswain8436
@sumitswain8436 Жыл бұрын
Beautiful family 💞 mu bahuta thar ichha karithili adhare rahigala ❤️ god bless you Rupa didi Runa didi ❤️ love you khusi mama 💕 Jay Jagannath 🙏🙏🙏🙏🙏🙏🙏🙏🙏🙏
@nareshlaxmipriya2875
@nareshlaxmipriya2875 Жыл бұрын
🙏 all family ବହୁତ ଖୁସି ଲାଗିଲା ଆପଣ ମାନଙ୍କ video ଦେଖି ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଆଶୀର୍ବାଦରୁ ଆପଣ ମାନଙ୍କ ସବୁ ଲକ୍ଷ୍ୟ ପୁରଣ ହେଉ ଆଉ ସବୁବେଳେ ହସ ଖୁସିରେ ରୁହନ୍ତୁ 🙏 jay jagannath 👌👌👍👍
@Hika956
@Hika956 Жыл бұрын
ଲୋକ କଥାଛାଢ।।ଲୋକକହିବେ
@Hika956
@Hika956 Жыл бұрын
ଲୋକ କଥାଛାଢ।।ଲୋକକହିବେ
@pallabisethi807
@pallabisethi807 Жыл бұрын
Isss runa di❤️ Katha ta bahutu vala lagila sata re bhai bhauja bahutu vala 🥰
@biswajitdas720
@biswajitdas720 Жыл бұрын
Rupa bhauja is best ❤❤😊
@sudamrana753
@sudamrana753 Жыл бұрын
ତୁମ ପରିବାରର ସମସ୍ତ ସଦସ୍ଯଙ୍କର ଲକ୍ଷ୍ଯ ପୂରଣ ହେଉ ଜୟ ଜଗନ୍ନାଥ ଭାଇ
@dipunmama9616
@dipunmama9616 Жыл бұрын
ଭାଇ ଆପଣ ବହୁତ ଭଲ ଆଉ ଆପଣଙ୍କ ପରିବାର ବହୁତ ସୁନ୍ଦର ଭାଇ ଆପଣଙ୍କ ମନ ବହୁତ ବଡ ସବୁବେଳେ ଏମିତି ହସ ଖୁସି ରେ ରଖନ୍ତୁ ଜୟ ଜଗନ୍ନାଥ ଭାଇ 🙏🙏🙏❤🌹💕💞
@kuhuali6377
@kuhuali6377 11 ай бұрын
Runa didi nka au ruapa didi nka katha bhautu bhala lagila kichhi bi sikhya milila❤❤🙏🙏
@saisouravparida3942
@saisouravparida3942 Жыл бұрын
Very nice comment of Rupa, Always God bless you
@seemapatra-f4v
@seemapatra-f4v Жыл бұрын
So cute khushi maa ❤️❤️❤️❤️❤️ jay jagannatha 🙏🙏🙏🙏🙏 happy family ❤️😘😘😘😘😘❤️❤️❤️
@village_girl_mama
@village_girl_mama Жыл бұрын
Happy family ❤️ sabu bele Khushi re ruha ❤️ love you Khushi maa 😘 jay jagannath 🙏
@lipimohanty3633
@lipimohanty3633 Жыл бұрын
So cute Khushi maa ❤️❤️
@deepikakumaribehera
@deepikakumaribehera Жыл бұрын
Rupa nka bahut bada au great dream 👏👏👏👏👏👌👌👍👍👍
@pinkubarik5854
@pinkubarik5854 Жыл бұрын
ମଙ୍ଗଳା ମନ୍ଦିର ଭୁଲିୟାକୁ ଆଶିବେ ରୁପା ଭାଉଜ ଖୁସି ମା ,ରୋନା ଦିଦି ମାମୁନି ଆଶିବେ ବୁଲିବାକୁ🙏🙏🙏🙏
@bibekkanu7377
@bibekkanu7377 Жыл бұрын
Bahut sundar gita gauchi khusi maa😍😍
@kunumunubal4230
@kunumunubal4230 Жыл бұрын
Happy family members 👌👌👌👌👌 so cute khusi maa bhagabana bhout khusi ra rakha ntu bhai bhauja nku
@subaschandrasahoo7106
@subaschandrasahoo7106 Жыл бұрын
All Time My Favourite Jodi Rupa Bhauja,Pintu Bhai and Khushi Maa❤️❤️❤️❤️.......
@shrabanikar5824
@shrabanikar5824 Жыл бұрын
So cute 🥰 family members 😍 God bless you all family 😍
@ajuartentertainment
@ajuartentertainment Жыл бұрын
Bhai video bahutu sunder lagila ❤ 🙏 pravhu jagannath tuma family ku sabu bele khushi re rakhantu ❤ 🙏❤❤ love you khushi maa jay jagannath swami 🙏 ❤ 😘 💖 💙 ♥
@rsdpandiyageming3037
@rsdpandiyageming3037 Жыл бұрын
Khusi maa Tipu friendship bhaut bhala
@sandhya6961
@sandhya6961 Жыл бұрын
Wow 😲bhauja wow tama ichha suniki mate bhari bhala lagila satare tama parti ahuri bhala paiba badhigala ❤love you bhai bhauja ❤
@deepataria1867
@deepataria1867 Жыл бұрын
So beautiful family👪 members🙏🙏🙏 love you khushi maa❤❤ love you all family
@diptimayee7597
@diptimayee7597 Жыл бұрын
ପୁଅ ଟିଏ ହଉ ଏହା ଆମର ଇଛା ଭାଇ ଭାଉଜ♥️♥️
@anupravamallick1302
@anupravamallick1302 Жыл бұрын
Jhia kn tanka ichha purna Kari paribini pua darkar ps amiti demotivate karantu nahi
@asmrshivani6976
@asmrshivani6976 Жыл бұрын
Kou duniya re achhanti madam.. Pua pua.. Apana nije jhia
@user-oq3we5zr5h
@user-oq3we5zr5h 7 ай бұрын
Kuadu sabu asucha be...tankara pua heba ki jhia sethire tumara ichha kn purana heba 😂😂😂kichhi bhi 😂😂
@anitasenapati9146
@anitasenapati9146 Жыл бұрын
Satare pintu bhai runa didi au rupa bhaujanka jibanara lakhiya jani bohut khusi lagila
@laxmipriya9349
@laxmipriya9349 Жыл бұрын
Bohot bhala lagila vlog love you Khushi mama ❤️❤️❤️❤️ so beautiful family ❤️❤️❤️
@saktiprasadmohanty8761
@saktiprasadmohanty8761 Жыл бұрын
Bhai.. Please take Tipu to a veterinary doctor ... Find the actual cause for his pain.. And help him to recover 🙏🏻🙏🏻
@subhashreesethi2700
@subhashreesethi2700 Жыл бұрын
Rupa mam love you😘 I'm ur big fan i like ur evry post love you khushi maaa God bless you both ❤
@rasnahansa6152
@rasnahansa6152 Жыл бұрын
Runa di tme thik katha kahichha very nice video miss you love you Khushi maa ♥️ good bless you ♥️🙏🙏🙏 jay Jagannath 🙏
@sangramcreation8827
@sangramcreation8827 Жыл бұрын
ତମେ ସମସ୍ତେ ସମସ୍ତଙ୍କର ଇଚ୍ଛା ପୁର୍ଣ ହେଉ ଏହା ହିଁ ମୋର ପ୍ରଭୁ ଜଗନ୍ନାଥ🙏🙏🙏🙏🙏🙏 ଙ୍କପାଖରେ ପ୍ରାଥନା । ସମସ୍ତଙ୍କର ଇଚ୍ଛା ପୁରଣ ହେଉ,ତୁମର ଯୋଉ ଲୋକଙ୍କୁ ସାହାଯ୍ୟ କରିବା ର ମନୋବତୀ ଏମିତି ଆଗକୁ ଆଗକୁ ବଢ଼ି ଚାଲୁ।ତମେ ଯେଉ କଥା କହିଲ ଭାଇ ଠିକ କଥା, ତୁମେ ଯେତେ ଲୋକଙ୍କୁ ସାହାର୍ଯ୍ୟ କରିବା ଭଗବାନ ତମକୁ ସେତେ ଦେବେ।ତମକୁ ଭଗବାନ ସବୁବେଳେ ଖୁସିରେ ରଖନ୍ତୁ, ଭଲରେ ରଖନ୍ତୁ।🙏🙏🙏ଜୟ ଜଗନ୍ନାଥ
@himanshubehera6222
@himanshubehera6222 Жыл бұрын
So beautiful 💕 family cute 😻😻 Khushi maa loveyou
@sanjuktarath2249
@sanjuktarath2249 Жыл бұрын
Runa is perfect 👍 god bless you bhauni khushi re ruha
@tapanjenaliku9412
@tapanjenaliku9412 Жыл бұрын
Bhai bhauja nka ate bada chitadhara suniki bhauta khusi lagila aapan nka paribaraku kaha najara nalagu love you all jay Jagannath❤❤❤❤❤❤❤
@sangitalaxmivlogs9565
@sangitalaxmivlogs9565 Жыл бұрын
Jay Jagannath 🙏🙏 Happy family bhai prabhu jagannatha samastanka ichha pura karantu,god bless you khusimaa love you lo gunnu maa 🥰🥰
@purnami6879
@purnami6879 Жыл бұрын
Very nice khushi maa song😃😃
@villagestylevolg
@villagestylevolg Жыл бұрын
Supar bhai Tamo vedio dekhi akhiru luha asigala mora bee echa samostanku sahajya kariba psee
@durlabhabhatra8868
@durlabhabhatra8868 Жыл бұрын
Pin2 Bhaina bapankar kn ichha achhi tike pachar love you form Nabarngpur ❤️❤️❤️❤️❤️❤️❤️❤️❤️❤️❤️❤️❤️ kushima
ରୂପା କି କି ତେଲ ପିଅନ୍ତି?/ Rupa Pin2 Khushi
23:49
Rupa,pin2,khushi express
Рет қаралды 468 М.
Parenting hacks and gadgets against mosquitoes 🦟👶
00:21
Let's GLOW!
Рет қаралды 13 МЛН
طردت النملة من المنزل😡 ماذا فعل؟🥲
00:25
Cool Tool SHORTS Arabic
Рет қаралды 13 МЛН
Bony Just Wants To Take A Shower #animation
00:10
GREEN MAX
Рет қаралды 7 МЛН
الذرة أنقذت حياتي🌽😱
00:27
Cool Tool SHORTS Arabic
Рет қаралды 19 МЛН
ରୂପାଙ୍କ ପିଲାଦିନ / Rupa Pin2 Khushi
26:03
Rupa,pin2,khushi express
Рет қаралды 692 М.
କ'ଣ ପାଇଁ କାନ୍ଦିଲେ ଭାଇ...? / Rupa Pin2 Khushi
24:23
Rupa,pin2,khushi express
Рет қаралды 489 М.
ଯିଏ ଦେଖିବ ସିଏ ହସିବ / Rupa Pin2 Khushi
19:35
Rupa,pin2,khushi express
Рет қаралды 643 М.
Rajayoga | Full Ep 232 | 21st Aug 2024 | TarangTV | Tarang Plus
22:19
Parenting hacks and gadgets against mosquitoes 🦟👶
00:21
Let's GLOW!
Рет қаралды 13 МЛН