ଶେଷ ଥର ପାଇଁ ଦେଖି ନିଅନ୍ତୁ ମୋ ପରିବାରକୁ / Rupa Pin2 Khushi

  Рет қаралды 942,915

Rupa,pin2,khushi express

Rupa,pin2,khushi express

Жыл бұрын

Пікірлер: 17 000
@shree_0012
@shree_0012 Жыл бұрын
ଯାହା କିଛି ବି ହେଇଚି ତାକୁ ଠିକ କର ଭାଇ ତୁମେ ସୁନା ଦିଦି ଘର କୁ ଯାଅ 🙏🏻🙏🏻 ଭାଇ ଓ ଭଉଣୀ ଙ୍କୁ ଆମେ ଏକାଠି ହସ ଖୁସି ରେ ଦେଖିବାକୁ ଚାହୁଁଚୁ ଏମିତି କିଏ କିଏ ଚାହୁଁଚ like କର 🥺☺️ଜୟ୍ ଜଗନ୍ନାଥ 🙏🏻❤️
@sibajhanka6737
@sibajhanka6737 Жыл бұрын
Tue besi heu6
@chumkidash9002
@chumkidash9002 Жыл бұрын
​​​​@@sibajhanka6737 hn basi houchi se aji se ta Maa nka muhanku tk dekhu ta pare janiba kasta ka ku kia daichi (pintu bhai ❤)
@bikashprusty1478
@bikashprusty1478 Жыл бұрын
😭😭😭😭😭😭😭😭😭😭😭😭😭😭😭😭😭
@runugiri3605
@runugiri3605 Жыл бұрын
7@@chumkidash9002
@runugiri3605
@runugiri3605 Жыл бұрын
5
@jyotsnaranisima253
@jyotsnaranisima253 Жыл бұрын
ତମର video ବହୁତ ଭଲ ଲାଗେ ପିଣ୍ଟୁ ଭାଇ ବନ୍ଦ କରନ୍ତୁ ନାହିଁ video ବନ୍ଦ କରିଦେଲେ ଆମେ ଖୁସି ମା କୁ କେମିତି ଦେଖିବୁ ଆଉ ଅପଙ୍କର ପରିବାର କୁ କେମିତି ଦେଖିବୁ please ଭାଇ ବନ୍ଦ କରନ୍ତୁ ନାହିଁ ମତେ ବହୁତ ଦୁଃଖ ଲାଗୁଛି😭😭😭 ସମସ୍ତଙ୍କୁ miss you
@khanunayak3051
@khanunayak3051 Жыл бұрын
❤❤❤❤❤❤❤❤❤
@Hika956
@Hika956 Жыл бұрын
ମୁଁ କିଛିଦିନହେଲାଦେଖୁଛି। ଭଲଲାଗୁଥିଲା। ।ଏହିଳିପରିବାର ଦେଖିବାକୁମିଳିବନି ବଦକରନି
@Hika956
@Hika956 Жыл бұрын
😭😭😢😢😢
@Hika956
@Hika956 Жыл бұрын
@@khanunayak3051 କୁଶିଲାଗିଲା କହିଲବଦକରିବିନି ତମେକର ଲୋକକଥାଛଢ ମୁଁଭାରୀଖୁଶି😚😚😚😁😁
@sudhirdikshit6861
@sudhirdikshit6861 Жыл бұрын
Suicide karidia
@shibanibarik7326
@shibanibarik7326 Жыл бұрын
ଯାହା କିଛି ବି ଦୁଃଖ କଷ୍ଟ ଆସିଛି ବର୍ତ୍ତମାନ ତାହାକୁ ସମାଧାନ କରିବାକୁ ଚେଷ୍ଟା କର ଆଉ ଏମିତି ଭିଡିଓ ଅପଡେଟ କରିଚାଲ ଭଗବାନ ଆପଣଙ୍କ ପରିବାର କୁ ଖୁସି ରେ ରଖିଥାନ୍ତୁ ଜୟ ଜଗନ୍ନାଥ
@sibasamal2269
@sibasamal2269 9 ай бұрын
ପିଣ୍ଟୁ ଭାଇ ତମ ବିଡିଓ ନଦେଲେ ମନ ଭଲ ଲାଗେନି ଆଉ ଖୁସି ମା କୁ ନ ଦେଖିଲେ ମନ ପଡିବ😢😢😢😢😭😭😭😭
@barshauditvlogs
@barshauditvlogs Жыл бұрын
କଣ ପାଇଁ ଭାଇ ଏମିତି କହୁଛ ସବୁ ଠିକି ହେଇଯିବ କିଏ କଣ କହିଲେ କଣ ତୁମେ ଭିଡ଼ିଓ ଛାଡି ଦେବ love you all family 💞
@sabitasahu712
@sabitasahu712 Жыл бұрын
ଆପଣଙ୍କ ପରିବାରକୁ ଆଉ ରୂପା ଭାଉଜ ଖୁସି ଆପଣଙ୍କୁ ଦେଖି ଆମେ ବହୁତ ଖୁସି ଭାଇ । ଦୟାକରି ଭିଡ଼ିଓ ବନ୍ଦ କରନ୍ତୁ ନାହିଁ।
@kanhu23
@kanhu23 Жыл бұрын
ଭାଇ ଦୁନିଆ ରେ ହଜାର ଲୋକଙ୍କ ହଜାରେ ମନ ଥାଏ କିଏ ଭଲ ଆଉ କିଏ ଖରାପ କୁହନ୍ତି କାହା କଥା ଶୁଣି କେବେ ପଛକୁ ଜୀବନି ନିଜେ ଠିକ୍ ଥିଲେ ସବୁ ଠିକ୍ 🙏🙏🙏ଜୟ ଜଗନ୍ନାଥ🙏🙏🙏
@mrsabya5938
@mrsabya5938 Жыл бұрын
Love you khusi maaa 🥰🥰🥰🥰 Miss you khusi maaa 😴😴😴😴
@manaromamishra5841
@manaromamishra5841 Жыл бұрын
ମୋର ବୟସ ଛପନ ବର୍ଷ, ମୁଁ ବୋଧେ ତମ ମାଆ ବୟସର । ତମ ପରିବାରକୁ ମୁଁ ଦେଖି ବହୁତ ଖୁସି ପାଏ। ବହୁତ ମାନସିକ ଶାନ୍ତି ପାଇଥାଏ। ଯାହା କରୁଛ ଏବଂ କିଛି ପରିଚୟ ପାଇଛ,ତାକୁ କେବେ ବନ୍ଦ କରନି। ସବୁ କଥାରେ କିଛି ନା କିଛି କଥା ଉଠିଥାଏ। ତା ମାନେ ତମ ବ୍ଲଗ୍ କାହିଁକି ବନ୍ଦ କରିବ। ତମ ପାଇଁ ବହୁତ ଲୋକ ମାନସିକ ଶାନ୍ତି ପାଉଛନ୍ତି। ତମେ ଏବଂ ତମ ପରିବାର ଅନ୍ୟର ଏବଂ ଅନ୍ୟ ପରିବାରର ଆଦର୍ଶ। ଜଗନ୍ନାଥ ଙ୍କ ରାଣ ବ୍ଲଗ୍ ବନ୍ଦ କରନି।
@swapnasahoo7167
@swapnasahoo7167 Жыл бұрын
ଠିକ୍ କହିଛନ୍ତି ମାଉସୀ
@pritilagnasutar6910
@pritilagnasutar6910 Жыл бұрын
Thik kahile maa
@praladdas3954
@praladdas3954 Жыл бұрын
Na vai
@rakhi390
@rakhi390 Жыл бұрын
ଲୋକ ତ ବହୁତ୍ କଥା କହିବେ ତାଙ୍କ କଥା ଶୁଣନି ତୁମେ vdo କର ସବୁ vlogger ମାନଙ୍କୁ ଠୁ ତୁମ vlog ସବୁଠୁ ଭଲ ❤️
@biranchinarayan2371
@biranchinarayan2371 Жыл бұрын
I miss you pin2 bhai rupa Bhauja khusi maa 😭♥️😭😭
@r.screationsodisha9256
@r.screationsodisha9256 Жыл бұрын
ସବୁ ଠିକ୍ ଅଛି କିନ୍ତୁ ମନରେ ଗର୍ବ ଆସିଲେ ଏସବୁ ଜିନିଷକୁ ସାମ୍ନା କରିବାକୁ ପଡ଼ିବ ଆୟୁ ରହିଲା ତୁମେ ଭିଡିଓ କରିବନି କହୁଚ କିନ୍ତୁ ତୁମେ କରିବ ଏକଥା ଭଲ ଭାବରେ ଜଣା ସମସ୍ତଙ୍କୁ
@sarangdharsingh3218
@sarangdharsingh3218 Жыл бұрын
Natak karucha
@prakashkumarjena1669
@prakashkumarjena1669 Жыл бұрын
Bhai tu band kar to blog
@Monuuuu
@Monuuuu Жыл бұрын
ଆପଣଙ୍କୁ କିଏ କଣ କହୁଛନ୍ତି ସୁଣନ୍ତୁନି ଆପଣ ଆଗକୁ ବଢ଼ି ଚାଲ 💖 ଜୟ ଜଗନ୍ନାଥ 🙏✨💖
@pitabasadash8854
@pitabasadash8854 Жыл бұрын
ଜୟ ଜଗନ୍ନାଥ ଭାଇ ଭାଉଜ ନା ତୁମେ ମନ ଦୁଃଖ କରନି କିଏ କଣ କହୁଚି କହୁ କିଏ କହିଲା ତମେ ଗରୀବ କୁ ବହୁତ ଭଲପାଓ ଗରୀବ ଦୁଃଖ ସହି ପରନି ତମେ ବିଡିଓ ବଅଦକରନି ଖୁସି ମା କୁ ନ ଦେଖି ଲେ ଭଲ ଲାଗେନି ଖୁସି ମା ବହୁତ ମନ ପଡିବ
@pankajroutaray3063
@pankajroutaray3063 Жыл бұрын
Sabudina asiki khusimaaku dekhikijauna
@odiaMsVlogs
@odiaMsVlogs Жыл бұрын
Please Bhai chhadani
@rasmitabiswal118
@rasmitabiswal118 Жыл бұрын
Jay jagarnath🙏🙏❤️❤️
@rasmitabiswal118
@rasmitabiswal118 Жыл бұрын
Jay jagarnath🙏🙏❤️❤️
@puspameher4081
@puspameher4081 Жыл бұрын
ନାଇ ଭାଇ ଭିଡ଼ିଓ ବନ୍ଦ କରନି ଖୁସି ମା କୁ ନ ଦେଖିଲେ ରହୀପରିବିନି please 🥺 ଭାଇ ବନ୍ଦ କରନି😭😭
@jssh-my6yr
@jssh-my6yr Жыл бұрын
Puri Raj Mishra
@commontalent.6200
@commontalent.6200 Жыл бұрын
ଭାଇ ଲୋକମାନେ କଣ କହିଲେ ବୋଲି ନିଜ କ୍ୟାରିଅରକୁ ବଳିଦାନ ଦେବାଟା ଠିକ୍ ନୁହେଁ ଆମେ ସପୋର୍ଟ କରିବୁ କାହା କଥା ସୁଣନହିଁ.
@Lipukumar1818
@Lipukumar1818 Жыл бұрын
ଭାଇ 10 ଜଣ ଲୋକ ରୁ ଜଣେ ଖରାପ ଥିବ ସେଇ ଜଣ କଣ ପାଇଁ କଣ ଭିଡ଼ିଓ ବନ୍ଦ କରି ଦେବ କି... ଭାଇ ଆମେ ପୁଣି 9ଜଣ ତୁମୋ କୁ ହିଁ ଭଲ ପାଉ.... Love u pintu bhai
@Mr_Debuofficial_06
@Mr_Debuofficial_06 Жыл бұрын
Pin2 Bhai tumo ପରିବାର ର ଖୁସି ଦେଖିକିଛି ଲୋକମାନେ ଶୋଇପାରୁନାହାନ୍ତିall the best Bhai..
@basudebbiswal2594
@basudebbiswal2594 11 ай бұрын
ଭାଇ ତମେ ଭଦ୍ରକ ଜିଲ୍ଲା ପିଲା ଟି ନା ଭାଇ ଆଗକୁ ଜାଆନୁ ତାଙ୍କ ମାନଙ୍କ ପାଇଁ ତମ କମ ଦାରିଦ୍ର୍ୟ
@subratmandal3698
@subratmandal3698 Жыл бұрын
ପିଣ୍ଟୁ ଭାଇ ଓ ରୁପା ଭାଉଜ ତମ ମାନଙ୍କୁ ଓ ତମ ପରିବାରକୁ ଭଲରେ ରଖନ୍ତୁ😭😭
@JRS0505
@JRS0505 Жыл бұрын
🤣🤣🤣
@Sahoo29625
@Sahoo29625 Жыл бұрын
ଆଖିରେ ଏତେ ଲୁହ ଭାଇ 😭😭 ଯାହା ସ୍ପଷ୍ଟ ଦେଖା ଯାଉଛି,,ହୃଦୟ ର ଅଭିମାନ ଲୁହ ରେ ପରିଣତ ହୋଇସାରିଲାଣି ଭାଇ ତଥାପି ଆପଣ ନିଜକୁ Control କରୁ ଛନ୍ତି ଏଇଟା ଆପଣକଂ Great ହୃଦୟ ର ପରିଚୟ,, ମୁଁ ଭଉଣୀ ଟିଏ ହିସାବରେ କହୁଛି Plz ଭାଇ Struggle କରିକି ଏଯାଏ ଆସିଛନ୍ତି ଆଉ ଆଗକୁ ବି ଯାଆନ୍ତୁ ,ପ୍ରଭୁ ଜଗନ୍ନାଥ ଅଛନ୍ତି ,ଆପଣକଂ ର ସବୁ ସମ୍ପର୍କ ସମୟ ହିସାବରେ ଫେରିଆସିବ Sure,,,,New vlog ପାଇଁ ସ୍ବାଗତ 🌹Jay Jagannath 🙏💞🙏
@rajudhal9207
@rajudhal9207 Жыл бұрын
Tuma garba au God sahi Leni sabu sei jagannath ichha bahut better heba au vedio na kariba 😂😂😂😂😂
@rajudhal9207
@rajudhal9207 Жыл бұрын
Tumar view payn aei Vedio karicha kebe stop kariba payn nuha
@rameshchnayak1697
@rameshchnayak1697 Жыл бұрын
Right
@nitupradhan3899
@nitupradhan3899 Жыл бұрын
Right
@lipsaranisahoo7811
@lipsaranisahoo7811 Жыл бұрын
Bhai ଲୋକ ଉପରକୁ ଗଲେ ଏଠି ବହୁତ୍ ଲୋକ ଥାନ୍ତି ଗୋଡ଼ ଟାଣିବାକୁ ତେଣୁ କାହା କଥା ଶୁଣନ୍ତୁନି
@Hello_Aswin
@Hello_Aswin Жыл бұрын
ଭାଇ ଙ୍କ ପରିବାରରେ ଯାହାବି ହେଉ, ଭିଡିଓ ତ ଦେଖିବାପାଇଁ ଭଲ ଲାଗୁଛି, ଭାଇ ଭିଡିଓ ବନ୍ଦ କରନି ♥️
@mamabegum2950
@mamabegum2950 Жыл бұрын
Bhai please band karanti 😭😭😭😭😭😭😭😭😭😭😭😭😭😭😭😭😭😭😭😭😭😭😭😭😭😭😭😭😭😭😭😭😭😭😭😭😭😭😭😭😭😭😭bhari mana dukha hauci
@sikhamalik8243
@sikhamalik8243 Жыл бұрын
I miss so much khusi maa and your family
@milimartha756
@milimartha756 Жыл бұрын
Love you to all family 💕 quite lagucha 👌 all family best vlog
@ranisahu552
@ranisahu552 Жыл бұрын
ଖୁସି ମା କଥା ବହୁତ୍ ମନେ ପଡିବ ଭାଈ ତାଙ୍କର ଯତ୍ନ ନେବ। ଭଗବାନ ଆପଣଙ୍କୁ ଖୁସି ରେ ରଖନ୍ତୁ 🙏🙏😭😭
@ranjitapal9481
@ranjitapal9481 Жыл бұрын
Na bhai band Karatnu nahni jia bi jaha kahunti palz🙏🙏🙏bhai
@kanhucharn5292
@kanhucharn5292 Жыл бұрын
Vala
@kanhucharn5292
@kanhucharn5292 Жыл бұрын
Video kar bhai
@gitashreedixit1332
@gitashreedixit1332 Жыл бұрын
Naa Naa pls pls bandh karantuni
@Pgvlogs8160
@Pgvlogs8160 Жыл бұрын
Pintu tume video karichala ghra katha ghare rahibaku dia
@blogerboyhimanshu
@blogerboyhimanshu Жыл бұрын
Thanks Bhai ଆଗକୁ ମାଡ଼ି ଚାଲୋ love you Khushi maa ❤️ ପ୍ରଭୁଙ୍କ ପାଖରେ ଏତିକି ପ୍ରଥାନା ପିଣ୍ଟୁ ଭାଇ ଓ ସୁନ ଦିଦି ର ଜଲଦି ବୁଝାମଣା ହୋଇ ମିଶିଯାନ୍ତୁ କାରଣ ଭାଇ ହେଉଚି ଭଉଣୀ ର ସୁରକ୍ଷା କବଜ । ଆପଣଙ୍କ ପରିବାର ସମସ୍ତଙ୍କର ମଙ୍ଗଳ ହେଉ ଜୟ ଜଗନ୍ନାଥ 🙏🙏🙏❤️❤️❤️
@Atu211
@Atu211 Жыл бұрын
Au pintu bhalia bhai jahat thibe Sethi se bhumi nije nije ra protect karipariba se jhia sabu karipare darakar padile pintu ku bi KZfaq ru katibi daba pintu khali kn aka paisa kamriba suna didi knkharap tanka paribar ku chalebaku se video karuchanti Sethi kharap kn ..sidha katha pintu sahi paruni suna didi nku kale tanka ra bhala paisa heijba au suna didi nka ra fan's badhibe .Sethi pai happy bhai , Anil bhai samaste au tanka ghara ku jau nahanti, mote agaru bhala laguthila ai video kintu Pintu ra asli Rupa aji Jana gala thare jai ki suna didi ra reply video dekha pintu ku chhi katidaba sabu...se chahuchi ta pada tale ta bhai bhauni ruhantu jadi se ate chinta karuchi suna didi pai bhala Ghar kari bhala gadi khande dei paranta ni nije di di ta gadi dhati buluchi..badmass
@manjushabarik7999
@manjushabarik7999 Жыл бұрын
God bless you do not worry do your duties
@dibyansukumar2017
@dibyansukumar2017 Жыл бұрын
Jaha heichi jahara b bhul thau se sabu ku bhuli jai bhai bhauni misi jao ... Emt kale sabu viewers khusi hebe ... Bhai bhauni ra sundar bandhan kebe b kalankita hebaku diani ...
@soumyacreation.7077
@soumyacreation.7077 Жыл бұрын
ଭାଇ ଆପଣମାନେ ସବୁବେଳେ ଖୁସି ରେ ରୁହନ୍ତୁ ଏତିକି ମୋର ଜଗନ୍ନାଥ ଙ୍କ ପାଖରେ ପ୍ରଥାନା ❤😊🎉
@sujitsamal7323
@sujitsamal7323 Жыл бұрын
kzfaq.info/get/bejne/atypnK-dv7ayl3k.html
@lijalinnanda504
@lijalinnanda504 Жыл бұрын
ଭାଇ ଭଉଣୀ ଭୀତରେ ଝଗଡ଼ା ହୁଏ କଥା ଦୁଇଜଣଙ୍କ ସମାଧାନ କରିଦିଅ
@lijalinnanda504
@lijalinnanda504 Жыл бұрын
କାଇ ଏମିତି ହଉଛ
@prangyapbiswal913
@prangyapbiswal913 Жыл бұрын
7777
@aalakamama3058
@aalakamama3058 Жыл бұрын
Bhai Tama video dekhi mu mo dukha bhuli jauchi au tame video na kale mu au kana haba bhabiparuthiba
@Priyadarshinidairies
@Priyadarshinidairies Жыл бұрын
ଭାଇ ଆପଣ ଆଗକୁ ବଢ଼ି ଚାଲନ୍ତୁ। ଭଗବାନ ଶ୍ରୀକୃଷ୍ଣ ଆପଣ ଙ୍କ ସାଙ୍ଗରେ ଅଛନ୍ତି। ଯାହାକୁ ରଖିବେ ଅନନ୍ତ କି କରି ପାରେ ବଳବନ୍ତ ❤️❤️❤️
@sudambehera987
@sudambehera987 Жыл бұрын
Please.pintu.bhai.ameti.kichi.nuhe..volg.karantu.
@linofamily
@linofamily Жыл бұрын
😆😆😆
@dipapradhan8313
@dipapradhan8313 Жыл бұрын
Miss u pintu Bhai Rupa bhauja 😢😢khusi maa plz bhai puni thara video karo
@kalicharanmurmu2949
@kalicharanmurmu2949 Жыл бұрын
I miss you khushi maa🥺
@debendradashofficial805
@debendradashofficial805 Жыл бұрын
ଭାଇ କାହା କଥା ରେ କଣ ମିଳୁଚି। ନିଜେ ଠିକ୍ ଅଛ ଦୁନିଆ ଠିକ୍,ତୁମ ପରିଶ୍ରମ ଫଳ କେବେ ବୃଥା ଯିବନି ପ୍ରଭୁ ଜଗନ୍ନାଥଙ୍କ ଆଶୀର୍ବାଦ ତୁମ ପାଇଁ ସବୁବେଳେ ଅଛି।ବାକି ରହିଲା ଲୋକ ଙ୍କ କଥା ଲୋକ ତ କହିବେ ଏଠି କହିଲା ବାଲା ବହୁତ୍ ସହୁବା ବାଲା ତୁମେ ସହି ଯାଇ ଆଗକୁ ବଢ଼ି ଚାଲ।ଜୟ ଜଗନ୍ନାଥ
@djbasis7113
@djbasis7113 Жыл бұрын
ଭାଇ ବୋଉ ଙ୍କ ଦୁଃଖ ଜଣାପଡ଼ୁଛି ସେ ବହୁତ୍ ଦୁଃଖ ରେ ଅଛନ୍ତି ଆଉ ଥରେ ସମସ୍ତେ ମିଶିଯା ଦୟାକରି ଆପଣ ଚାହିଁଲେ ସବୁ ହେଇ ପାରିବ ଭାଇ pls misi ja
@gyanaranjankhuntia3748
@gyanaranjankhuntia3748 Жыл бұрын
Pintu bhai loka nk katha sunile manisa banchi paribani a duniare
@user-hu8yw8st7x
@user-hu8yw8st7x 8 ай бұрын
Prakash ❤❤
@ossscgk
@ossscgk Жыл бұрын
ଆପଣଙ୍କ ର ତ ମାସକୁ 15 ଲକ୍ଷ ଆସୁଛି କଣ ପାଇଁ ମିଛ କହୁଛନ୍ତି ମିଛ କହିକି ଭଲପାଇବା ନେବେ ମତେ ଗୃଣା ଲାଗୁଚି ଛି ଛି
@krishnasethi1896
@krishnasethi1896 Жыл бұрын
ନା ଭାଇ ବ୍ଲକ ବନ୍ଦ କରନି ତୁମ କଥା ଆମର ବହୁତ ମନେପଡ଼ିବ mis you oll 😭😭😭😭😭😭😭
@soumyacreation.7077
@soumyacreation.7077 Жыл бұрын
ଭାଇ ଆପଣଙ୍କୁ ଆମେ ଚିହ୍ନିଚୁ ଆପଣ ବହୁତ୍ ଭଲ ଆଉ ଆପଣ ଙ୍କ family'members ସହିତ ଖୁସି ରେ ରୁହନ୍ତୁ
@lachhmannayak2170
@lachhmannayak2170 Жыл бұрын
Miss you my sweet Khusi mama ❤❤
@dushuvlogsofficial4243
@dushuvlogsofficial4243 Жыл бұрын
Bhai plz vlog band karanti nahi , jana nka pai tme vlog band Kara nahi , plz bhai ..... Miss u Rupa pintu khusi 🥰
@mahendragoudo6910
@mahendragoudo6910 Жыл бұрын
So beautiful family members ❤️ love you all family i'miss you khushi maa ❤️👌👍🥰🥰🥰god bless you all 🙏😭😭😭
@chandansahoo8102
@chandansahoo8102 Жыл бұрын
ପିଣ୍ଟୁ ଭାଇ 🙏 ନମସ୍କାର ମୁଁ କେନ୍ଦୁଝର ଆନନ୍ଦପୁର ନଦୁଆଁ ଗ୍ରାମ ରୁ କୋହୁଚି। ଭାଇ ମୁଁ ଆପଣଙ୍କ ର ଗୋଟେ ଛୋଟ ଭାଇ ହିସାବରେ ଆପଣଙ୍କୁ ଗୋଟେ ଛୋଟ କଥା କହିବି ଭାଇ ଏଇ ଜୀବନର ଚଲାପଥରେ କେତେ ଖାଲ ଢିପ ପଡ଼େ ଆଉ ପ୍ରତିବନ୍ଧକ ସୃଷ୍ଟି ହୁଏ କଣ ତାବୋଲି କଣ ଆମେ ଚାଲିବା ଛାଡି ଦେବା ସେହିପରି ଆଜି ଦୁଃଖ ଅଛି କାଲି ସୁଖ ଆଜି ରାସ୍ତା ଉଠାଣୀ ତ କାଲି ଖସାଣୀ ପିଣ୍ଟୁ ଭାଇ ଆପଣଙ୍କୁ ଯଦି କୁହାଯାଏ ଆପଣଙ୍କ ବାପା ମା ଖରାପ ଆପଣ କ'ଣ ଆପଣଙ୍କ ବାପା ମା ଙ୍କୁ ସବୁଦିନ ପାଇଁ ଛାଡ଼ିଦେବ। ସେହିପରି ଆମର ଦୈନଦିନ କାର୍ଯ୍ୟ କେବେ ଛାଡି ପାରିବା ନାହିଁ ସବୁ ବେଳେ ଆଉ ସବୁ ସମୟରେ ଆମକୁ ଆମ ଲକ୍ଷ୍ୟ ସ୍ଥଳରେ ପହଁଚି ବାର ଅଛି। ଆପଣଙ୍କ ସହିତ ଦେଖା କରିବାକୁ ବହୁତ ଇଚ୍ଛା କିନ୍ତୁ ଦେଖା କରି ହଉ ନାହିଁ ମା ତାରିଣୀ ଙ୍କ ଇଛା କେଉ ଦିନ ଦେଖା ହେବ। ଯଦି ମୋ ଲେଖା ଆପଣଙ୍କୁ କି ଆପଣଙ୍କ ପରିବାର କୁ କିଛି କଷ୍ଟ ଦେଇ ଥାଏ ତାହେଲେ ଆପଣ ମୋତେ ଛୋଟ ଭାଇ ଭାବି କ୍ଷମା କରିବେ। ‌ ରହୁଚି ଜୟ ମା ତାରିଣୀ, 🙏💐
@babulidad585
@babulidad585 Жыл бұрын
ଏ ସବୁ କଥା ମିଛ କହୁଚୁ video ରୁ ଲକ୍ଷ ଲକ୍ଷ ଟଙ୍କା ପାଉଛୁ ଗାଡ଼ି ଘର ସାବୁ କଲୁ ଠିକ୍ ଅଛି ଗର୍ବ ଯେଏ କରିବ ଭଗବାନ ସହିବେନୀ
@odiapuavlogs46
@odiapuavlogs46 Жыл бұрын
ସତରେ ଭାଇ video ଦେଖିକି ଆଖିରୁ ଲୁହ ଆସିଗଲା 😭😭😭 ଜଗନ୍ନାଥ ତୁମପରିବାରକୁ ସବୁବେଳେ ଖୁସୀରେ ରଖନ୍ତୁ 🙏🙏🙏🙏
@creativeshubhransu5223
@creativeshubhransu5223 Жыл бұрын
Happy family ❤️
@anitadas8459
@anitadas8459 Жыл бұрын
Bhai plz semiti kuhani
@itsme-sm5vu
@itsme-sm5vu Жыл бұрын
ଦିନ ଥିଲେ ରାତି ଅଛି ରାତି ଥିଲେ ଦିନ ଏଇତ ଜୀବନ। ତମ ଭିଡିଓ ରେ ବୋହୁତ କିଛି ଶିଖିବାକୁ ମିଳେ ଯଦି କିଛି ଭୁଲ ହେଇଛି ତାହେଲେ ତାର ସମାଧାନ ଅଛି ସତ୍ୟ ର ସବୁ ବେଳେ ଜୟ ହୁଏ ଧର୍ୟ ର ସହ ସବୁ କର ଠିକ୍ ହେଇଯିବ ଜୟ ଜଗନ୍ନାଥ 🙏🙏🙏🙏
@brajasundaramohapatra7023
@brajasundaramohapatra7023 Жыл бұрын
Happy holi Didi and Bhai khusi maa
@kuntalapradhan6475
@kuntalapradhan6475 Жыл бұрын
Love you all family members miss you
@chikunsahoo3780
@chikunsahoo3780 Жыл бұрын
So beautiful family Bhai ❤️❤️
@lilymarandi4982
@lilymarandi4982 Жыл бұрын
Thanku for not ending ur vlog....tuma video ru bahut positivity mile...🥰🥰🥰
@saudaminibehera2379
@saudaminibehera2379 Жыл бұрын
miss you khushi maa
@ananditzone7577
@ananditzone7577 Жыл бұрын
Brother, keep it up, people's work is like this, to put your feet in other things.
@khantirayagadia8365
@khantirayagadia8365 Жыл бұрын
Bhae blsk karantu nahi
@geetanjalipanda1603
@geetanjalipanda1603 Жыл бұрын
ପିଣ୍ଟୁ ଭାଇ ମୁଁ ସମ୍ବଲପୁର ରୁ ଗୀତା ଦିଦି... Fast ରୁ ଭିଡ଼ିଓ ଦେଖି ବହୁତ ଦୁଃଖ ଲାଗୁଥିଲା ଯେ ଆଉ ତୁମ family କୁ ଦେଖି ହେବନି ବୋଲି.. ହେଲେ last ଯାଏ ଭିଡ଼ିଓ ଦେଖି ଖୁସି ଲାଗିଲା... ଭାଇ ତୁମ ପରିବାର ବହୁତ ସୁନ୍ଦର... ଥରେ ତୁମ ଘରକୁ ଯିବାକୁ ଭାରି ଇଚ୍ଛା ମୋର... ଭାଇ ଆଗକୁ ବଢିବାକୁ ହେଲେ ବହୁତ କଣ୍ଟା ଝଣ୍ଟା ଡେଇଁ କି ଯିବାକୁ ପଡେ... ସବୁ ଭୁଲି ଯାଇ ଆଗକୁ ବଢ଼... ଆଉ ଗୋଟିଏ କଥା ଭିଡ଼ିଓ ଯେମିତି କରୁଥିଲ ସେମିତି ଖୁସିରେ କର ଆଉ ସେଇ ପୁରୁଣା କଥା କୁ ଘାଣ୍ଟ ନାହିଁ... ଯିଏ ଯାହା ବି କହିଲେ ତାର ଉତ୍ତର ରଖନି... ଆଗ ଭଳି ଭିଡ଼ିଓ କର... ଜୟ ମା ସମଲେଶ୍ୱରୀ 🙏
@nirjharini_senapati9818
@nirjharini_senapati9818 Жыл бұрын
ପିଣ୍ଟୁ ଭାଇ ତମେ ଯଦି ସତରେ ଜଗନ୍ନାଥ ଙ୍କୁ ଭଲ ପାଉଥିବ କାଲି 4 ଟା ବେଳକୁ ଆମେ ସମସ୍ତେ ଯେମିତି vlog ଦେଖିବାକୁ ପାଇବୁ। ଭାଇ ଦୟା କରି ଏମିତି କରନା vlog channel ବନ୍ଦ କରନ୍ତୁ ନାହିଁ। 🥺 ଭାଇ ଆମୁକୁ ସତରେ କନ୍ଦେଇ ଦେଲ 😭 ଭାଇ ତୁମେ କାହା କଥା ଶୁଣ ନାହିଁ ।
@sumitrapradhansumi7448
@sumitrapradhansumi7448 Жыл бұрын
​@kanha creations Tu ta besi janichhu harami
@jayashreeboity1234
@jayashreeboity1234 Жыл бұрын
Don't worry se blog baneiba
@susantabehera8990
@susantabehera8990 Жыл бұрын
Bhai tame mana dukha karani mutama video mote bhaut bhala lage Tama paribara sabu loka bhala lage tame video
@ashokkumarbehera2509
@ashokkumarbehera2509 Жыл бұрын
@milannayak5779
@milannayak5779 Жыл бұрын
Mu b wait karibii..
@tapasbandana143
@tapasbandana143 3 ай бұрын
Miss you bhai and bhauja
@nileshjena7876
@nileshjena7876 Жыл бұрын
Tame bhala tama paribara bhala 👌👌👌👌semane chantini tama bhala tama echa tame vidio kara tamara kia Kana kariba mu tama sahita aka mata
@Barshabeautifulworld5213
@Barshabeautifulworld5213 Жыл бұрын
ପ୍ଲିଜ୍ ଭାଇ ଆପଣ ବ୍ଲଗ୍ ବନ୍ଦ କରନ୍ତୁ ନାହିଁ ଆମେ ଆପଣ ଙ୍କୁ ଭାରି ମିସ୍ କରିବୁ ଓ ଖୁସି ମା ଙ୍କୁ ମଧ୍ୟ ମିସ୍ କରିବୁ କେତେ ଜଣ ଙ୍କ କଥାରେ ଆପଣ କାହିଁକି ନିଜର ବ୍ଲଗ୍ ବନ୍ଦ କରିବେ ଆମେ ଆପଣ ଙ୍କ ସହିତ ଅଛୁ ପ୍ଲିଜ୍ ଭାଇ ଆପଣ ବ୍ଲଗ୍ ବନ୍ଦ କରନ୍ତୁ ନାହିଁ ଆମେ ଆପଣ ଙ୍କ ପରିବାର କୁ ବୋହୁତ ମିସ୍ କରିବୁ
@labitabag1676
@labitabag1676 Жыл бұрын
Bhai bolk bond karntu nai
@swatismitapanda7617
@swatismitapanda7617 Жыл бұрын
Please blog karantu
@smileycutie99
@smileycutie99 Жыл бұрын
Bilkul bandh karibani I can guarantee that..Bilkul tension neyatuni apana mane..Sabu drama..Yeh sabu bhi views payin drama karuchi..
@krishnapriyamohapatra6817
@krishnapriyamohapatra6817 Жыл бұрын
Jie vlog ru incom karuchi se band kahniki kariba. Tame sabu pagala pintu ku support karucha
@anuanishka4369
@anuanishka4369 Жыл бұрын
ଭାଇ ପ୍ଲିଜ କାହା କଥା ରେ ବ୍ଲଗ୍ ବନ୍ଦ କରନ୍ତୁ ନାହିଁ। ବ୍ଲଗ୍ ଶେଷରେ ବନ୍ଦ କରିବିନି କହିଲେ ବହୁତ୍ ଖୁସି ଲାଗିଲା। Love u bhai,bhauja, khushi maa & all femily members. Love u so much.
@sweett8103
@sweett8103 Жыл бұрын
Be strong brother...
@user-vo8ti6gz5q
@user-vo8ti6gz5q 3 ай бұрын
Love you khusi maa ❤❤❤
@ankitapatilifestyle....9868
@ankitapatilifestyle....9868 Жыл бұрын
ଭାଇ ଆଜି ଖୁସି ମା କଥା ଶୁଣି ମୁଁ କାନ୍ଦି ପକେଇଲି 😭କାରଣ ମୁଁ ତୁମକୁ ବହୁତ love କରେ 😭କଲି vlog କୁ wait କରିବି 😭miss you khusi maa🤗😭
@kuberarana8406
@kuberarana8406 Жыл бұрын
Satara dii 😭😭😭
@monalibehera7798
@monalibehera7798 Жыл бұрын
Pintu ra rakhita heiki rahuna au dukha lagiboni
@lizasahoo9900
@lizasahoo9900 Жыл бұрын
Bhai Suna aeta tumara bhulu tume vlog close kale kan sabu solve heijiba ki
@Barihajeet
@Barihajeet Жыл бұрын
5 years old my favourite rupa bhauja pintu bhai I really miss you so much. ...😢😢😢😢 ....... Miss you pintu bhai aur family
@chandanbarik4757
@chandanbarik4757 Жыл бұрын
😭😭 miss bhai and bhauja khushi ku ame bahutu Miss karibu bhai
@umakantanayak1111
@umakantanayak1111 Жыл бұрын
I love you khusi maa 🥰 🥰😭😭😭
@santosinibinjhal474subscribe
@santosinibinjhal474subscribe Жыл бұрын
,😭😭😭😭😭😭😭 Miss you Pintu bhai.rupa vhauja khusi maa pura femli ku love you samastanku bhagwan khusi re rakhan tu Jay jagannath,,😭😭😭😭😭🙏🙏🙏🙏
@laxmibehera9403
@laxmibehera9403 Жыл бұрын
Love you khushi maa❤❤please continue ur vlog ❤bhai bhauja❤ all family members ❤❤God bless you ama khushi maa❤❤
@vishaka1450
@vishaka1450 Жыл бұрын
Vdo band korantu ni please Bhai and all family miss you khushi maa
@rasmitabhuyan5401
@rasmitabhuyan5401 3 ай бұрын
Love you khusi maa
@jhianipolai1896
@jhianipolai1896 Жыл бұрын
ଭାଇ ଓ ଅପା ଏଣ୍ଡେ ଖୁସି ମା ଏମିତି କରନି ମୋର ଆନୁ ରୋଧ ରହିଲା ଭାଇ ଚାଳ ଘର ଟିଏ କରିବା କିଛି ଦିନ ଗଲେ ଟିକିଏ ଗଳିଲେ କଣ ଆମେ ସେ ଘରକୁ ଭାଗି ଦବା ନା ନଢା ଦେଇ ଛେଇ ଦବା ସେମିତି କିଛି ଲୋକ ମାନଙ୍କ ପାଇଁ ତମେ ସେମିତି କରନି ଭାଇ ଭଲ ଲାଗିବନି ଭିଢିଓ କର ତମ ଦୁହିଁଙ୍କୁ ତମ ସାନ ଭଉଣିର ରାଣ
@biswojitexpress143
@biswojitexpress143 Жыл бұрын
ଭାଇ khusi entertainment କଣ ପାଇଁ ୫ ତାରିଖ ବ୍ଲଗ୍ ଛାଡ଼ିଲେଣି। ଅମୁକୁ କଣ ଭୁଲିଗଲ ,ଆମେ କଣ ତମକୁ ଭଲ ପାଉନୁ। I miss you khusi maa😭😭😭😭
@parsurambehera1239
@parsurambehera1239 Жыл бұрын
Imiss,you,khusi,maa
@chandanvlog943
@chandanvlog943 6 ай бұрын
ତମ ପରି ବାର ର ଏକ ସୁନ୍ଦର ପରିବେଶ ମୁଁ ଫାଷ୍ଟ କମୋଟ🎉🎉 କରୁଛି ମୁଁ ପୁରା ଡରି ଗଲି ତାପରେ ମୋତେ ବହୁତ ଭଲ ଲାଗିଲା ମାଡିଚାଲ😅😅🙏🙏🙏
@matichatar
@matichatar Жыл бұрын
Mu feel kari paruchi, tumo katha ku, u are right✔ bhai
@indrajitmallick773
@indrajitmallick773 Жыл бұрын
ନା ପିଣ୍ଟୁ ଭାଇ ତମେ ତମର କାମ କରିଚାଲ ତମେ ତମର ଭିଡିଓ ପୋଷ୍ଟ କରିବା ବନ୍ଦ କରନ୍ତୁ ନାହିଁ ତମର ଭିଡିଓ ମତେ ବହୁତ ଭଲ ଲାଗେ
@anjaliprusty1765
@anjaliprusty1765 Жыл бұрын
Hn bhai pl
@lipsarajsambalpurivlog5521
@lipsarajsambalpurivlog5521 Жыл бұрын
ହଁ ହଁ ଭାଇ mu ବି ଭିଡ଼ିଓ ଦେଖିବା କୁ ଅପେକ୍ଷା କରୁ ଛି
@souravkanungo5697
@souravkanungo5697 Жыл бұрын
@@Reyanshlifestyle30 kani tame dekhiki sahiparuna ki
@gugumohanty2755
@gugumohanty2755 Жыл бұрын
Hn pintu please
@Sporting752
@Sporting752 Жыл бұрын
Right bhai
@abhiramkhatua7135
@abhiramkhatua7135 Жыл бұрын
ପିଣ୍ଟୁ ଭାଇ ଓ ରୂପା ଭାଉଜ ଆପଣଙ୍କୁ ଓ ଆପଣଙ୍କ ପରିବାରର ସମସ୍ତଙ୍କୁ ଭଗବାନ ଭଲରେ ରଖନ୍ତୁ 🙏🙏♥️💕💞
@niloforchandini8892
@niloforchandini8892 Жыл бұрын
Bhai gote Katha kahuchi Mane rakhibe.apana ku jiabe questions Karu apana kahar answer rakha ntuni.maa nku aji dekhi . bahut kand lagila . apana nka pakhare Kia thau na thau . family achhi bhai sabu bele khushi re ruha 💞💞😀😀😀
@rojalinsahu5013
@rojalinsahu5013 Жыл бұрын
Nanhi bhai tame vedio band Kara nanhi ame bahut Miss Karibu🥰🥰🥰🥰🥰😔😔tame bahut bhala au total family bi bahut bhala
@meghanadbehera5653
@meghanadbehera5653 Жыл бұрын
ସୁନା ଦିଦି ଗୋଟିଏ ଥର ପାଇଁ ତମେ ତମ ଘରକୁ ଆସ ସବୁ ଠିକ୍ ହେଇଜିବ
@gitanjalibehera7069
@gitanjalibehera7069 Жыл бұрын
Suna tate Paisa deichi bodhe suna maru
@sanjitapradhan9537
@sanjitapradhan9537 Жыл бұрын
Happy family members ❤️ God bless you pintu bhai tume vlogs close karantuni l miss you Khushi maa and bhai bhauja ❤️❤️
@prasantasingh9150
@prasantasingh9150 Жыл бұрын
Happy family members God bless you pintu Bhai tume vlogs close karantuni l miss you Khushi maa and Bhai bhauja lm Rajan from baripada
@dalyodiavlog716
@dalyodiavlog716 Жыл бұрын
Pintu vai vlog banda karantuni apanka family duniara best family please apanaku vagaban nka Rana vlog banda karantuni 2
@dipuvlogs9250
@dipuvlogs9250 Жыл бұрын
Happy family
@tukunasahu1772
@tukunasahu1772 Жыл бұрын
Kahinki by not by only welcome, sir.. aapanaka jhia bahut cute.. aau ta hasa ta' tharu bhi cute...
@pintucreation9443
@pintucreation9443 Жыл бұрын
Bahut miss karibu family ku Jay Jaganath 🙏🙏 😭😭
@myqueen9465
@myqueen9465 Жыл бұрын
Miss u khusi maa 😘😘😘😘love u khusi baby
@sneha_fashion_and_lifestyle
@sneha_fashion_and_lifestyle Жыл бұрын
Bahut Miss karibi ame. Khusi maa ku dekhi paribini ame. Plz vlog band karani🙏😍❤️
@barshasahuexpress3539
@barshasahuexpress3539 Жыл бұрын
So sweet & beautiful family 🥰🥰 so cute khushi maa 🥰😍 love you Khushi maa 🥰😍😘❤️. God bless your family members with lots of happiness & success in life 🙏🙏 love you all your family members ❤❤
@akshyakumarmishra2043
@akshyakumarmishra2043 Жыл бұрын
Hn Bhai heli Sabu thek karibaku chesta kara
@reetanjalinahak6950
@reetanjalinahak6950 Жыл бұрын
Bhauni b bhala bhabantu
@SrikatnaSebastian
@SrikatnaSebastian Жыл бұрын
Beautiful family members8😍
@akshayakumar5981
@akshayakumar5981 Жыл бұрын
Plz Pintu Bhai Vlog Band karibani Bhai tama Vlog Bahuta Bhala Lage Pintu Bhai Au Bhauja Khusi ma Au All Family Ku mu Bahuta Bhala Pai I Miss You Pintu Bhai
@asmitatanti1681
@asmitatanti1681 Жыл бұрын
Rupa pintu khushi express never end because it's an emotion of odisha pepole ❤
@PK_tennis_cricket83
@PK_tennis_cricket83 Жыл бұрын
I miss you 💕💕
@pranatidas7458
@pranatidas7458 Жыл бұрын
Yes you are absolutely right 👉
@LipuBaliarsingh
@LipuBaliarsingh Жыл бұрын
Omg
@kanhasontsi-dy5cx
@kanhasontsi-dy5cx Жыл бұрын
Bhai tuma video kara Jia bikuchi bhoku ama kama sarki acila tuma video dakila Mota bahutu bhala laga please 🙏 bhai tuma video kara
@ssnayak5634
@ssnayak5634 Жыл бұрын
No doubt video is good But pintu is selfish person & lots of ego
@sweetutarini7591
@sweetutarini7591 Жыл бұрын
ନା ମା ତାରିଣୀ ଙ୍କ ଆଶିର୍ବାଦ ଥାଉ ତମେ ଭିଡିଓ ବନାଅ ❤️ ଯାହା ହେଉ ଧନ୍ୟବାଦ୍ ବ୍ଲଗ୍ କର, ମୁଁ ଖୁସି ଏବେ ବହୁତ୍, ମୁଁ ଖୁସି ମା ଟି କୁ ମିସ୍ କରିଥାନ୍ତି 😭 ମୁଁ ତାଙ୍କୁ ଦେଖା କରି ନି ନା ଯିବି ଗୋଟେ ଥର ଘର କୁ ନିଶ୍ଚୟ, ତମକୁ ଦେଖି ଦେଇଛି ମଲ୍ ରେ, ହାପି, ପ୍ରୟାସ, ଥିଲେ ସାଙ୍ଗରେ, ଆଉ ସଞ୍ଜୟ ଭାଇ, ଅନିଲ ଙ୍କୁ ଦେଖିଥିଲି ବାଗୁରାଇ ମେଳା ରେ, ରୂପା ଙ୍କୁ ଖୁସି ମା ଙ୍କୁ ଆଉ ପରିବାର ସମସ୍ତ ସଦସ୍ୟ ଙ୍କୁ ଭେଟିବାର ଅଛି ବହୁତ୍ ଭଲ ଲାଗେ ଦେଖିଲେ ନିଜ ପରିବାର ଭଳି, ଗାଁ ପରିବେଶ ଟି ମଧ୍ୟ ବହୁତ୍ ଭଲ ଲାଗେ, ଖୁସି ଲାଗେ ବହୁତ୍ ❤️❤️ ଲଭ୍ ୟୁ ଅଲ୍ ❤️❤️ ଲଭ୍ ୟୁ ଖୁସି ମାମା 😘😘❤️❤️ ମା ତାରିଣୀ ଘଣ୍ଟ ଘୋଡେଇ ରଖନ୍ତୁ 🙏🏻
@satyajitpradhan5781
@satyajitpradhan5781 5 ай бұрын
Bhai bankarani plzz miss karibe bhai 🙏🙏😭😭😭
@manashnayak2794
@manashnayak2794 Жыл бұрын
ବାଳ ନା
@odiagapasikhya
@odiagapasikhya Жыл бұрын
ଭାଇ ତମର ଚାନେଲ no-1 ଓଡ଼ିଶା ରେ ସେଥିପାଇଁ ସମସ୍ତେ ଚାହୁଁଛନ୍ତି ତମକୁ down କରିବା ପାଇଁ ତମେ କାହା କଥା ନଶୁଣି ଆଗକୁ vlog କରିଚାଲ 😭😭😭😭😭😭
@kalyanidas2977
@kalyanidas2977 Жыл бұрын
Please Banda karani vlog
@bhagirathikhanda
@bhagirathikhanda Жыл бұрын
Kehi chahunahanti sia nije chahuchi
@mrnathoffical3539
@mrnathoffical3539 Жыл бұрын
Right now
@bishnupriyamohantysima991
@bishnupriyamohantysima991 Жыл бұрын
Right
@bishnupriyamohantysima991
@bishnupriyamohantysima991 Жыл бұрын
@@bhagirathikhanda tu kiebe
@Kkstates
@Kkstates Жыл бұрын
Love u bhai ❤️place vlog ବନ୍ଦ କରୋନି. 😭😭😭ଆମେ ତୁମେ ସହ ଅଛୁ. ଜୟ ଜଗନାଥ
@haripadadeo6589
@haripadadeo6589 Жыл бұрын
Pintu Bhai nko hrudaya bohut volo ❤️
@rahitanaik46
@rahitanaik46 Жыл бұрын
Puni aga bhalia khusi re ruha bhai plz bhai video band karantu Nahin🙏🙏🙏
@subhasinidash528
@subhasinidash528 Жыл бұрын
Thank you so much 🥰 Bhai....last part pani bhai.... seriously heartly kahuchi...mu apana nka paribara nku bahut vala paee....big big fan...gote vlog be miss kareni....ama kendrapada Rajkanika....mu apana nkara nuhe....mu apanka paribara bahut bada fan.... Love you 💞 all .... please Bhai Vlog emit continue karibe... Jay Jagannath
@mamamantulifestyle
@mamamantulifestyle Жыл бұрын
ପିନ୍ଟୁ ସେମିତି କୁହନି ମିଶି ଜାଓ ମୁଁ ଭଗବାନ ଙ୍କୁ ଡାକୁଛି ସବୁ ଠିକ୍ କରି ଦିଅନ୍ତୁ 🙏 ❤️❤️
@jayasmininayak4903
@jayasmininayak4903 Жыл бұрын
Take care Bhai sabubele khusi re thiba satare kon dureijiba ki 🥺😥🙏ama too
@user-qx9zu4fi2c
@user-qx9zu4fi2c 5 ай бұрын
Khushi maa I miss you😂😂😂😂😂
@debakidas5408
@debakidas5408 Жыл бұрын
ଯିଏ ଭଲ କରେ ସିଏ ଶୁଣେ ଫଳ ଥିବା ଗଛକୁ ସମସ୍ତେ ଗେକା ପକାନ୍ତୁ ଭଲ କଲ ଶୁଣିବାକୁ ପଡେ। ସବୁ ଠିକ୍ ‌ ହେଇଯିବ
@foujiwifeaishwaryassambalp3697
@foujiwifeaishwaryassambalp3697 Жыл бұрын
Happy Family God bless you all lot's of love from Kalahandi dist ru Aishwarya Pradhan 😘🥰
@Hika956
@Hika956 Жыл бұрын
କଛିଚିତାକରନୀ ଲୋକ କହିବେ
@subhadranayak3357
@subhadranayak3357 Жыл бұрын
Tame gote dhandha lagichhi
@subhadranayak3357
@subhadranayak3357 Жыл бұрын
Tu gote kukura
@bikramnaik7910
@bikramnaik7910 4 ай бұрын
So beautiful family member ❤ love you all family I miss you Khushi maa😭😭😭😭
@MsRekha-ky9pm
@MsRekha-ky9pm Жыл бұрын
(Khusi maa) miss you
ଘରକୁ ଫେରିବେ ଜଗା ବଳିଆ / Rupa Pin2 Khushi
23:53
Rupa,pin2,khushi express
Рет қаралды 182 М.
Was ist im Eis versteckt? 🧊 Coole Winter-Gadgets von Amazon
00:37
SMOL German
Рет қаралды 39 МЛН
Can You Draw A PERFECTLY Dotted Line?
00:55
Stokes Twins
Рет қаралды 113 МЛН
ଆଜି ଭାଉଜଙ୍କ ବିଦାୟ / Rupa Pin2 Khushi
20:10
Rupa,pin2,khushi express
Рет қаралды 839 М.
ଘରକୁ ଆସିଲା ନୂଆ ଗାଡି / Rupa Pin2 Khushi
27:47
Rupa,pin2,khushi express
Рет қаралды 598 М.
Tu Mo Hasa Tu Mo Khusi | Official Full Video | Rupa ,Pintu ,Khushi| Ira Mohanty ,Swayam | Odia Song
6:29
GMJ - Global Music Junction - Odia
Рет қаралды 2,6 МЛН
ପହଂଚି ଗଲୁ ଏମିତି ଜାଗାରେ / Rupa Pin2 Khushi
21:30
Rupa,pin2,khushi express
Рет қаралды 632 М.
ମୋ ଦର୍ଶକ ମୋ ପାଇଁ ଭଗବାନ / Rupa Pin2 Khushi
24:29
Rupa,pin2,khushi express
Рет қаралды 569 М.
ପହଞ୍ଚିଗଲୁ ଦିଦିଙ୍କ ପାଖରେ / Rupa Pin2 Khushi
17:26
Was ist im Eis versteckt? 🧊 Coole Winter-Gadgets von Amazon
00:37
SMOL German
Рет қаралды 39 МЛН