Рет қаралды 9,582
ଦେଖନ୍ତୁ , ଓଡିଶାର ଲୋକପ୍ରିୟ ସଂଗୀତ ନିର୍ଦ୍ଦେଶକ ''ପରମାନନ୍ଦ ସାହୁ'' ଓ ଗୀତିକାର ''ବଦ୍ରୀ ମିଶ୍ର''ଙ୍କୁ 'ସପ୍ତ ସ୍ଵର''ରେ ।
ଆମ ଓଡିଶାର ସୁପ୍ରତିଷ୍ଠିତ କଣ୍ଠଶିଳ୍ପୀ,ସଂଗୀତା ନିର୍ଦ୍ଦେଶକ, ଗୀତିକାର ଏବଂ ବାଦ୍ୟଯନ୍ତ୍ର ଶିଳ୍ପୀ ମାନଙ୍କ ସହ କିଛି ଅନ୍ତରଙ୍ଗ ଆଳାପ ଏବଂ ସେମାନଙ୍କ ଦ୍ଵାରା ସୃଷ୍ଟି ହେଇଥିବା ସଙ୍ଗୀତ ପଛର କିଛି ଅଜଣା କଥାକୁ ନେଇ ଏକ ସୁଚିନ୍ତିତ କାର୍ଯ୍ୟକ୍ରମ ''ସପ୍ତସ୍ଵର'' ।
ଉପସ୍ଥାପନା ଅର୍ପିତା ଚୌଧୁରୀ ।
Prarthana TV is the number one Devotional TV channel in Odisha.
SUBSCRIBE to Prarthana channel for more Odia Devotional content and Song
/ prarthanatv
Like us on Facebook
/ prarthanatv
Circle on G+
plus.google.co...
Visit our website for further details: www.prarthanatv.in