ସମସ୍ତଙ୍କ ସାମ୍ନାରେ ଭିକେ ପାଣ୍ଡିଆନକୁ ଏମିତି ଧୋଇଲେ ମୋହନ ମାଝୀ | Mohan majhi VS VK Pandian | @A1ODIA

  Рет қаралды 187,741

A1 ODIA

A1 ODIA

6 күн бұрын

A1 ODIA | ODISHA NEWS | ODIA NEWS
ସମସ୍ତଙ୍କ ସାମ୍ନାରେ ଭିକେ ପାଣ୍ଡିଆନକୁ ଏମିତି ଧୋଇଲେ ମୋହନ ମାଝୀ | Mohan majhi VS VK Pandian | ‪@A1odia‬ #vkpandian #mohanmajhi #electionnews #trending
#A1Odia #Odianews #Odishanews #A1TVOdisha
___________________________________________________________________________________
✳️ A1 ODIA ସହିତ ଯୋଡ଼ି ହେବା ପାଇଁ ଆମ ୟୁଟ୍ୟୁବ ଚ୍ୟାନେଲ୍ କୁ SUBSCRIBE କରନ୍ତୁ, 🎥 ଭିଡିଓକୁ ଲାଇକ୍ କରିବା ସହିତ ନିଜ ପ୍ରିୟଜନଙ୍କ ସହ ସେୟାର କରନ୍ତୁ । ନୂଆ ନୂଆ ଭିଡ଼ିଓ ସଂପର୍କରେ ନୋଟିଫିକେସନ୍‌ ପାଇବା ପାଇଁ ବେଲ୍ 🔔ଆଇକନକୁ ଦବାଇବାକୁ ଭୁଲନ୍ତୁ ନାହିଁ ✳️
___________________________________________________________________________________
🔆MORE UDATE🔆
↪️Facebook: / a1tv-odisha-1102393747...
↪️Twitter: / ea1tvodisha
↪️KZfaq(A1 ODIA): / @a1odia
↪️KZfaq(A1 ODISHA) : / @a1odisha
▶️KZfaq Live
📱Jio TV live
📡On DTH: Tata sky -1186, AirTel - 349, Available on 🆓 DTH
___________________________________________________________________________________
📺A1 ODIA News Channel 📺: -
A1 ODIA ଚ୍ୟାନେଲ ଓଡିଶା ର ୪ କୋଟି ଜନତା ଙ୍କ ସମସ୍ୟା କୁ ଲୋକଲୋଚନ କୁ ଆଣିବା ସହ ନିରପେକ୍ଷ, ନିଛକ ସତ୍ୟ ଏବଂ ତଥ୍ୟ ଭିତ୍ତିକ ଖବର ପ୍ରକାଶ କରିଆସୁଛି। ଏହା ସହିତ ବିଭିନ୍ନ କାର୍ଯ୍ୟକ୍ରମ ଦ୍ବାରା ଗ୍ରାମାଞ୍ଚଳ ଏବଂ ସହରାଞ୍ଚଳ ରେ ସବୁଠାରୁ ଲୋକପ୍ରିୟ ହୋଇପାରିଛି।
A1 ODIA is Odisha State leading news channel, which is the most popular in rural and urban area’s for its simplicity and the variety of programmes telecast by the channel.
___________________________________________________________________________________
Copyright Disclaimer Under Section 107 of the Copyright Act 1976, allowance is made for "fair use" for purposes such as criticism, comment, news reporting, teaching, scholarship, and research. Fair use is a use permitted by copyright statute that might otherwise be infringing. Non-profit, educational or personal use tips the balance in favor of fair
🔆CONTACT US🔆
📧E-mail : a1tvodisha@gmail.com
☎️Phone No. : 0674-2744921
#A1ODIA #OdiaNewsChannel #Odisha #OdiaNews
© A Group Of Shree Mandir Media

Пікірлер: 173
@user-dg6pj4wf8u
@user-dg6pj4wf8u 2 күн бұрын
ମୋହନ ମାଝୀ ବେଶି ଦିନ ଶାସନ କରିବନି ଓଡ଼ିଶାକୁ ତାର ବବାପା ର ରାଜ୍ୟ ବୋଲି ଭାବୁଛନ୍ତି ପାଟି ରେ ଯାହା ଆସିଲା ତାହା କହି ଯାଉଛି
@user-wf8hm4gl3l
@user-wf8hm4gl3l 2 күн бұрын
Right 👍
@balabantasing613
@balabantasing613 Күн бұрын
Right
@sushilkumarmahakud2326
@sushilkumarmahakud2326 13 минут бұрын
To maa bia
@pkmohapatra1565
@pkmohapatra1565 4 күн бұрын
ଗର୍ବ ଓ ଅହଂକାର ବେଶୀଦିନ ରହେ ନାହିଁ ....... କଥା କହିବାର ଶାଳୀନତା ଥିବା ଦରକାର ...... ୟାଙ୍କର ଓଡ଼ିଶାର ମୁଖ୍ୟ ମନ୍ତ୍ରୀ ହେବାର ଯୋଗ୍ୟତା ନାହିଁ ....... ଛି ଛି
@susantatandia4539
@susantatandia4539 3 күн бұрын
Example BJD dal
@jaimanimahanta
@jaimanimahanta 3 күн бұрын
@susantatandia4539 Right 👍✅✅
@user-wf8hm4gl3l
@user-wf8hm4gl3l 2 күн бұрын
Right
@user-lt9tk3uh5d
@user-lt9tk3uh5d Күн бұрын
Right
@duryodhanmahanta7766
@duryodhanmahanta7766 3 күн бұрын
କଥା କମ୍ କାମ ବେଶୀ ହେବା ଉପରେ ଗୁରୁତ୍ବ ଦିଅନ୍ତୁ।
@ChakraPatel-bv5ho
@ChakraPatel-bv5ho 4 күн бұрын
କେତେଦିନ କେନେ ସୁଇଥିଲୁ
@kandeyangentertainment8958
@kandeyangentertainment8958 2 күн бұрын
ଦମ ଅଛି ଯଦି ପାଣ୍ଡିଆନ କୁ ଆରେଷ୍ଟ କରିକି ଦେଖାନ୍ତୁ cm sir ଆମେ ସାଲୁଟ କରିବୁ ଆପଣକୁ
@bijoykumardas4173
@bijoykumardas4173 Күн бұрын
କିଛି ଲଭ ନାହିଁ ଭାଇ। ଜିବ ବେଲ୍ ରେ ଆସିବ ଆଉ ତାପରେ ଜଦାତେଲ mendha ବାଳ ମିଶିଯିଵେ ।
@sunitapradhan3852
@sunitapradhan3852 11 сағат бұрын
ମିଛ ଯୋଜନା କରି ଆରେଷ୍ଟ କରିପାରିବେ, କାରଣ ଦେଶ ରେ BJP ରାଜ୍ୟ ରେ BJP, kanak news ଦେଖନ୍ତୁ ସ୍ଵମ୍ ଗଜପତି ମହାରାଜ କହିଛନ୍ତି ରତ୍ନ ଭଣ୍ଡାର ଚାବି କୁ ନେଇ ମିଛ ଅପପ୍ରଚର କରାଯାଇଛି ଚାବି ତାଙ୍କ ପାଖରେ, ଜିଲ୍ଲାପାଳ ପାଖରେ ଆଉ ପୁରୀ ପ୍ରଶାସନ ପାଖରେ ଅଛି , ଅଗଷ୍ଟ ମାସରୁ ଯୋଜନା ହୋଇସାରିଛି ଯେ ଏଇ ରଥଯାତ୍ରା ସମୟ ରେ ଖୋଲାଯିବ
@narayandas369
@narayandas369 3 күн бұрын
ଟିକେ ନରମ ହେଇ କହିଲେ ଭଲ ହୁଅନ୍ତା, ମାନ୍ୟବର ମୁଖ୍ୟମନ୍ତ୍ରୀ
@ajitkumarbarda7986
@ajitkumarbarda7986 4 күн бұрын
BJP 90% minister କେବେ ଭାଷା କେମିତି କୁହାଯାଏ ଜାଣି ନାହାଁନ୍ତି
@susantatandia4539
@susantatandia4539 3 күн бұрын
Thik kahuchhanti
@susantatandia4539
@susantatandia4539 3 күн бұрын
Bjd ଗେଣ୍ଡା dal ta pura murkha
@sridhar_vlogs07
@sridhar_vlogs07 3 күн бұрын
Right
@skrakibulazad3967
@skrakibulazad3967 2 күн бұрын
Fompa mathiaaro sabdho beshi ​@@susantatandia4539
@user-wf8hm4gl3l
@user-wf8hm4gl3l 2 күн бұрын
Right 👍
@physioratha7613
@physioratha7613 3 күн бұрын
ସରପଞ୍ଚ ସ୍ତରର ନେତା ମୁଖ୍ୟମନ୍ତ୍ରୀ ହେଲେ ଯାହା ହୁଏ।
@bijoykumardas4173
@bijoykumardas4173 Күн бұрын
😂😂
@84sridharpatra
@84sridharpatra 3 күн бұрын
ଓଡ଼ିଶାକୁ ନରେନ୍ଦ୍ର ମୋଦୀ ବିଜେପି ସରକାର ପାଞ୍ଚ ବର୍ଷ ରେ ଦୁଇ ତିନି ଥର ମୁଖ୍ୟ ମନ୍ତ୍ରୀ ବାଛିବେ । ମାନ୍ୟବର ମୁଖ୍ୟମନ୍ତ୍ରୀ ଓଡିଶା ରାଜ୍ୟ ର ବର୍ତମାନ ମାଲିକ ହୋଇ ସାରିଛନ୍ତି। ରାଜ୍ୟ ର ଆଇନ ଶୃଙ୍ଖଳା ପାଠ ପଢା କେମିତି ଚାଲିବ , ମଦୁଆ ମାଷ୍ଟର ମାନଙ୍କୁ ଚାକିରି ରୁ କେମିତି ଅବସର ନେବାର ସୁଯୋଗ ନିଅନ୍ତୁ। ମୁଖ୍ୟ ମନ୍ତ୍ରୀ ଏ କଥା ଚିନ୍ତା ନକରି ଖୋଲା ମଣ୍ଡପ ରେ ବଡ଼ ବଡ ଭାଷଣ ମାରୁଛନ୍ତି । ଦେଖିବାକୁ ପଡ଼ିବ ବିଜେଡି ନେତା ମନ୍ତ୍ରୀ ଗୋଟିଏ ବି ଜେଲ୍ ଯିବେ ନାହିଁ। ମୁଖ୍ୟ ମନ୍ତ୍ରୀ ଯେମିତି ଭାଷଣ ମାରୁଛନ୍ତି ଆଉଥରେ ଆମେ ଭୋଟ ଦେବୁ ନା କ'ଣ।
@sumitrakhuntiasumina5294
@sumitrakhuntiasumina5294 2 күн бұрын
ଠିକ୍ କଥା ସାର୍
@Papureaction490
@Papureaction490 3 күн бұрын
ଆମର ନବୀନ ପଟ୍ଟନାୟକ ଆଠୁ କେତେ ଭଲ ସେ କାହାରି ଙ୍କୁ ଟାଣ ପଦେ କହି ନାହାନ୍ତି ଆଉ ଇଏ କେତେଟା ଦିନ ହେଇନାହିଁ ଗର୍ବ ଅହଂକାର ହେଇଗଲାଣି ଏ ଛୋଟ ଲୋକ ମାନଙ୍କୁ ମୁଖ୍ୟମନ୍ତ୍ରୀ କଲେ ଏୟା ହବ
@sumitrakhuntiasumina5294
@sumitrakhuntiasumina5294 2 күн бұрын
ଠିକ୍ କଥା ସାର୍
@PankajKumar-ut9fs
@PankajKumar-ut9fs 2 күн бұрын
Odia ta theek se kahi sikhinahani navin babu kn kahibe
@satyanandabhoi7632
@satyanandabhoi7632 2 күн бұрын
Odia ne Jane kana kaheba tumar mutri
@Papureaction490
@Papureaction490 2 күн бұрын
@@PankajKumar-ut9fs ତମେ କଣ ସଂସ୍କାର ସିକିନ ବୋଲି ଏମିତି ସପୋର୍ଟ କରୁଛ ଆଉ ସବୁ ପିଲା ଏବେ ଇଂଗିଲିଶ midium ରେ ପଢୁଛନ୍ତି କଣ କରିବ ଭଗବାନ ତମ ମୁଣ୍ଡରେ ବୁଦ୍ଧି ଦେଇଛନ୍ତି ଏମିତି ମୂର୍ଖ ଭଳିଆ କଥା କହୁଛ ସେ ମୋହନ ମାଝୀ ତ କଥା କହି ଶିଖିନାହାନ୍ତି
@susantatandia4539
@susantatandia4539 Күн бұрын
Satru chor Dakayat mankar kana puja kariba ke
@biswamitrasahu6608
@biswamitrasahu6608 3 күн бұрын
Mohan maajhi ku ଭାଷା କେମିତି କୁହାଯାଏ ଜଣା ନାହିଁ bjp ra ଗର୍ବ ଅନୁଭବ କରି ସେ
@sridhar_vlogs07
@sridhar_vlogs07 3 күн бұрын
Right
@SKsalayePurty2024
@SKsalayePurty2024 2 күн бұрын
‌ ମୁଖ୍ୟ ମନ୍ତ୍ରୀ ଯାହା କରିଛନ୍ତି ଲୋକମାନଙ୍କୁ ସାହାଯ୍ୟ କରିବାପାଇଁ ସରକାର ହୋଇଥିଲେ ବୋଲି ସବୁଠି ତାଙ୍କରି ନାମ ଥିଲା 2024❤ ଏବେ ଦେଖିବା ବିଜେପି ‌ /ମୋହୋନ ସାର୍ ଏମିତି କହିବାଟା ଉଚିତ୍ ନୁହେଁ ଜୟ ଜଗନ୍ନାଥ 🚩🚩🚩🪔🪔🪔🙏🙏🙏
@sumitrakhuntiasumina5294
@sumitrakhuntiasumina5294 2 күн бұрын
ସାର୍ ଏତେ ଦିନ କୁଆଡେ ଯାଇଥିଲେ ଗଣ ପରିଷଦ କୁ ଆଣିଲେ ଆପଣ କଣ bjd କୁ ଡରୁ ଥିଲେ
@user-lt2hg9hj3p
@user-lt2hg9hj3p 2 күн бұрын
Cm post ra ijjat rakhantu
@Princebhai2020
@Princebhai2020 3 күн бұрын
ଏ cm କି ଆଉ କଣ
@rakeshkumarswain8852
@rakeshkumarswain8852 5 күн бұрын
Majhi aga mantri pada hatiba
@user-xp6sw8jj9f
@user-xp6sw8jj9f 4 күн бұрын
Thiki kahica
@user-jf7nn6bq8l
@user-jf7nn6bq8l 2 күн бұрын
Pandian pain apan and b j p 0disha re govt. Karila
@jbjmotivetion123
@jbjmotivetion123 2 күн бұрын
ତୋ ବାଳ ଧରୁଥିଲେନା 😮
@vijaysahoo3346
@vijaysahoo3346 3 күн бұрын
Pagala heiga Leni aama cm
@susantatandia4539
@susantatandia4539 3 күн бұрын
Never
@abhijitabhi7357
@abhijitabhi7357 4 күн бұрын
Pagal ta cm kemiti heba derkar taku jana nahi aree ama odisha bahut swabhimani auu sanskri aji sina cm hoicha tike dekh amara maha mahima dropadi murmu kemiti sailet auu kete vadra auu bhatru hari mahatab kete namra auu nabin sir kete santa auu sarala tu kan tike semanka pakharu sikhi parinu auu agaku kan karibu pagal hoiki bulibu kichhi kariki ta dekha kebala abhadrami auu kichhi nahi
@prafuldas4568
@prafuldas4568 3 күн бұрын
Bahut garba and ahankar heigalani CM saheb
@user-ni9ps3lz9p
@user-ni9ps3lz9p 3 күн бұрын
ବେଶୀ ରାଗ ଜମା ଭଲ ନୁହେଁ
@sanjayachandrasahoo169
@sanjayachandrasahoo169 3 күн бұрын
Pandiannk padaku mohan maji sari hebani
@radhamadhav230
@radhamadhav230 3 күн бұрын
Right
@prafuldas4568
@prafuldas4568 3 күн бұрын
CM salinata rakhya karibaku anurodh
@balaramdj7826
@balaramdj7826 4 күн бұрын
2029 agaku achi dekhi ki
@sumitrakhuntiasumina5294
@sumitrakhuntiasumina5294 2 күн бұрын
1ବର୍ଷ ରହିବେଟି
@PRASADSAHU-rc6sq
@PRASADSAHU-rc6sq 2 күн бұрын
ହାଏ ରାମ୍ ଏ କେମିତିକା ମନ୍ତ୍ରୀ ହୋ ୟାର ଏତେ ଗର୍ବ
@srikantarauta8200
@srikantarauta8200 3 сағат бұрын
ଆଗରୁ ଏକଥାଟା କହି ଥିଲେ ମୂଲ୍ୟ ରହିଥାନ୍ତା ଏବେ କିଛି ଲାଭ ନାହିଁ
@biswajitbehera4132
@biswajitbehera4132 4 күн бұрын
Navin patnayak sir no1 CM. Naveen sir nka ku thiki sarihebu.
@user-qu1zs1ud6s
@user-qu1zs1ud6s 3 күн бұрын
Navin patnayak ku ta odia Jana nai
@gopalbhoi6795
@gopalbhoi6795 2 күн бұрын
5 thara cm hoithante ki
@gopalbhoi6795
@gopalbhoi6795 2 күн бұрын
English janichhan ho
@gopalbhoi6795
@gopalbhoi6795 2 күн бұрын
English graguet mane Jan san ho Odia ta sabe odissa Sara jansan
@ParabirPanda-to3rh
@ParabirPanda-to3rh 5 күн бұрын
Brave theCM he is...in Odisha,for the first time...
@ChitrasenPangiOfficial
@ChitrasenPangiOfficial 3 күн бұрын
ବହୁତ ବଡିଆ ଲାଗିଲା❤❤❤❤🎉🎉🎉🎉
@sanjayachandrasahoo169
@sanjayachandrasahoo169 3 күн бұрын
Bhasa sanjay kar tam mukhia
@SahebMajhi-wn5nc
@SahebMajhi-wn5nc 3 күн бұрын
Anya ra Guna gaile kn haba sir.
@sanusanuexpress3359
@sanusanuexpress3359 Күн бұрын
ବର୍ତ୍ତମାନ ର ମୁଖ୍ୟ ମନ୍ତ୍ରୀ କେବଳ ତାଙ୍କ ଜୀବନ ରେ କିଏ ଶତ୍ରୁ ଥିଲେ ତାଙ୍କୁ ମନେ ପକାଉ ଛନ୍ତି, ଏଵଂ ତାଙ୍କ ସହିତ ଶତ୍ରୁ ପରି ବ୍ୟବହାର କରୁଛନ୍ତି, ଆପଣ ଜଣେ ମୁଖ୍ୟ ମନ୍ତ୍ରୀ ସମସ୍ତଙ୍କୁ ସମାନ ଭାବିବା ଦରକାର୍,, କଣ୍ କଲେ ସମସ୍ତେ ଖୁସି ହେବେ ସେଇ ଚିନ୍ତା କରନ୍ତୁ,
@bijoykumardas4173
@bijoykumardas4173 Күн бұрын
ନିର୍ଵାଚନ ସଭା ଭାବି କହିଦେଲେ ।
@abhinandansutar197
@abhinandansutar197 5 сағат бұрын
ପିମ୍ପୁଡି ରୂଖା ଉପରକୁ ଗଲାପରେ ସ୍ୱର୍ଗରେ ପହଞ୍ଚିଗଲା ବୋଲି ଭାବେ... ଠିକ ସେମିତି ଆପଣ
@sarbeswordas797
@sarbeswordas797 3 күн бұрын
Low cost Lo dimag😄😄
@subratsekharmeher11
@subratsekharmeher11 3 күн бұрын
Good job cm sir
@Chandannayak939
@Chandannayak939 2 күн бұрын
ମାଝୀ sir ରେଜା ହୁଅନ୍ତୁନି
@pankajroutaray3063
@pankajroutaray3063 2 күн бұрын
Tume nua nua mantre hoi chha vk pandian jane 5t sachhi ba talented
@rubyswain5115
@rubyswain5115 3 күн бұрын
A mukhya mantree jogya nuhen aku kahin kara heichhi Katha Barta cm vali laguni gote adibasi adibasi
@SujitkumarSahoo-kx3gq
@SujitkumarSahoo-kx3gq 2 күн бұрын
Eita ward member
@amarendra29
@amarendra29 3 күн бұрын
PLEASE SHOW YOUR CM QUALITY
@bichitrabal5745
@bichitrabal5745 2 күн бұрын
Unmatured CM.
@Onlyvibrationdj
@Onlyvibrationdj Күн бұрын
OAS salary 90000 ମୁଁ ଦେଖୁଛି ସେ କିଛି କାମ ତ କରୁନାହାନ୍ତି ସବୁ ତଳିଆ କର୍ମଚାରୀ କରୁଛନ୍ତି ତାହେଲେ OAS କୁ 90000 କାହିଁକି ଦଉଚ ତଳିଆ କର୍ମଚାରୀ 3 ଜଣ ସେଇ ଜାଗାରେ ରହିବେ ଆଉ ବେକାରୀ କମିଯିବ ଆରେ ତମେ ଅଫିସର ଚିଠି ନିଜେ କରୁନ ନିଜେ କମ୍ପୁଟର ରେ ଟାଇପ କରୁନ ସରକାର ବା ତମକୁ କମ୍ପ୍ୟୁଟର ଦେଇଛନ୍ତି ତମେ ବା ବହୁତ ପାଠ ପଢିକି କୁଆଡେ ଅଫିସର ହେଇଛ କରୁନ 90000 ନଉଛ ଏ ସରକାରଙ୍କୁ ଅନୁରୋଧ ସେ ସମସ୍ତ ବିଭାଗକୁ କିଏ କଣ କାମ କରିବ ଲିଷ୍ଟ ଦିଅନ୍ତୁ ଆଉ କାମ ଆଦାୟ କରନ୍ତୁ
@KaranjitBiswalofficialy
@KaranjitBiswalofficialy 37 минут бұрын
Mohan majhi ସବୁବେଳେ ମାଇଚିଆ ହୁଇ ରହିବ ଆଉ ରହିଥିଲା ଏବଂ ରହିଥିବ 🗿💯
@user-qn4os8vi4v
@user-qn4os8vi4v 3 күн бұрын
Alapa dina tora garba
@user-bn3ns7xs7r
@user-bn3ns7xs7r 2 күн бұрын
Odisha amar garba❤ Prabhu JAGANNATH nk pain🙏 Kahariku asanman karantu nahi😷 Please control language 😨 Mananiya CM 😑
@BuluNaik-zg1hg
@BuluNaik-zg1hg Күн бұрын
Mohan bhai thik khaichi pandian ku Arrest karajao
@suvendukumarsuvendukumar6445
@suvendukumarsuvendukumar6445 2 күн бұрын
Mr mahan Ji aapan odisha re mada Banda karantu Jay jaganath
@anandamohakuda4943
@anandamohakuda4943 2 күн бұрын
Heigola 😅😅
@Mr_ComedyX
@Mr_ComedyX 3 күн бұрын
Pagala pari katha kuha cm
@technicalom1243
@technicalom1243 2 күн бұрын
ଆମ ମୁଖ୍ୟମନ୍ତ୍ରୀ ଭଲ ତାଙ୍କୁ କେନ୍ଦୁଝର ବାସି ଭୋଟ ଦେଇଛନ୍ତି ଆପଣ ମାନେ କଣ ଏ ମୁଖ୍ୟମନ୍ତ୍ରୀ ହେବବୋଲି। ଭୋଟ ଦେଇଥିଲେ ଆମ ମୁଖ୍ୟମନ୍ତ୍ରୀ ତାଙ୍କୁ କିଛି କହିବାର ଅଧିକାର କାହାରି ନାହିଁ
@ASHOKKUMAR-ef7ot
@ASHOKKUMAR-ef7ot 3 күн бұрын
Good language mahan sarakar
@ShambaPalaka
@ShambaPalaka Күн бұрын
Mahan majhi ଟିକେ ଶାନ୍ତିରେ କଥା କହିବାକୁ ଶିଖ ନବୀନ ପଟ୍ଟନାୟକ 24ବର୍ଷ ଶାସନ କରିଥିଲା ସେ କାହାକୁ ଏମିତି କହୁନ ଥିଲା। Raayaga ଓଡ଼ିଶା
@hkswain3920
@hkswain3920 2 күн бұрын
Katha kam kari kamare dekha
@user-ue5qk2cw3s
@user-ue5qk2cw3s 3 күн бұрын
You are right ansar
@sanatansahu5805
@sanatansahu5805 2 күн бұрын
Han heithiba Mohanmajhitike tike bihari Panineuthaiparantinohile emiti hankiki jane saral loka kahibeni
@RasmitaRasmi-kk8ft
@RasmitaRasmi-kk8ft 4 күн бұрын
Adibasi loka muhanru sata katha bahari jae hele sata kahile kan heba apana to jani chanti cm sir
@pkmohapatra1565
@pkmohapatra1565 4 күн бұрын
# Boycott majhi ........
@amarendra29
@amarendra29 3 күн бұрын
YOU ARE NOT COMPARABLE WITH NABIN
@prashantapradhan4593
@prashantapradhan4593 3 күн бұрын
Manibaku padiba ama cm ku katha kahibara salinata janinahanti apana heuchhanti jane cm amiti bhasana daba thik laguni
@harishchandrapradhan8637
@harishchandrapradhan8637 2 күн бұрын
Good CM
@sukantabarik1135
@sukantabarik1135 Күн бұрын
Chiefminister haba pain nijara quality thiba darkar ea kan gote chiefminister hebe ,janiba darkar pandian babu gote IAS officer
@RinkiMahakul-jp5zr
@RinkiMahakul-jp5zr 4 күн бұрын
Very good very good
@SubamKumar-it3on
@SubamKumar-it3on 2 күн бұрын
Ahi bholi cm Heba darkar
@user-zf8jo6ut4h
@user-zf8jo6ut4h 2 күн бұрын
ଆରେ ତୁ ମଘୀୟା ମୋହନ ମାଝୀ ମୂର୍ଖ ହିନ୍ଦୀ ବି କହିପାରିନୁ ତୁ ମଘୀୟା ପାଣ୍ଡିଆନ ଲାଟିନ ଟାଙ୍କି ସଫା କରିବାକୁ ଯୋଗ୍ୟ ନୁହଁ ତୁ ଭଉଣୀଘିଆ ବଳଦ ଭକୁଡା କଣ କହିବୁ ତୁ କନ୍ଧ ତୋର ବୁଦ୍ଧି କେତେ କିରେ ମଘୀୟା ରାଣ୍ଡି ପିଲା ତୋ ମୁହଁରେ ଧର୍ମେନ୍ଦ୍ର, ମୋଦୀ, ଆଉ ଅମିତି ସାହା ବାଣ୍ଡ ଘଷା ହେଇଛି ରେ ମଘୀୟା ତୋ ମୁହଁ ଦେଖିଲେ ଦାନା ମିଳିବନି ରେ ମଘୀୟା
@bibhuprasadsahu5205
@bibhuprasadsahu5205 Күн бұрын
ପାଣ୍ଡିଆନ ବିଜେଡି ର କି ନେତା ହୋ........
@SanjayDas-pd7qp
@SanjayDas-pd7qp 2 күн бұрын
Mohan. Tora. Time. Acila
@kedarnathbehera711
@kedarnathbehera711 2 күн бұрын
Action not 5 yers only 5 days mtrs majhi.
@user-nl8uu9bi4d
@user-nl8uu9bi4d Күн бұрын
Pandru ku arest kara ❤️🙏❤️
@brahmaachary3955
@brahmaachary3955 2 күн бұрын
Ok under observation please
@satyabhamabehera633
@satyabhamabehera633 4 күн бұрын
Bhala kahichhanti bjd ku sata suni badhuchhi kahniki
@aryan7799
@aryan7799 2 күн бұрын
Majhi babu dahara khali bada bada fopaduchanti au tanka chela mane suni khusi hei jauchanti
@dillipparida8938
@dillipparida8938 Күн бұрын
ପିପୁଡ଼ି ଠାରେପର ଲାଗିଲେ ଯାହାହୁଏ
@prakashnayak878
@prakashnayak878 Күн бұрын
Sir ate garaba karantuni
@DCODISHAHACKER
@DCODISHAHACKER 2 күн бұрын
👍👍👍👍👍👍
@rajeshbastia4391
@rajeshbastia4391 3 күн бұрын
Mukhyamantri habar yogyata nahin, BJP bala kahaku kuadu ani mukhyamantri asanare basei dauchhanti kichhi thikana nahin. A
@gopalkrishnapattnaik5313
@gopalkrishnapattnaik5313 Күн бұрын
MR VK PANDIAN FAILED IN EXAMINATION..HE IS NOT FIT FOR POLITICS..MR MOHAN MAJHI IS ONE HONEST MAN. HE WANTS TO DECENTRALISE POWER . THAT IS HIS GOOD QUALITY.
@NandanKumar-rg1kc
@NandanKumar-rg1kc 20 сағат бұрын
ବିଜେଡ଼ି ର ବଡ ନେତା ପାଣ୍ଡିଆନ ଆଉ ନବୀନ ପଟ୍ଟନାୟକଙ୍କ ପିଏ କିଏ ଥିଲା
@TapanaJena-qq5su
@TapanaJena-qq5su 3 күн бұрын
Good
@mitusahoo5641
@mitusahoo5641 2 күн бұрын
Rabar stamp kichi chodibunu tume bad chora
@trinathbehera520
@trinathbehera520 Күн бұрын
Chatiahgarh jemiti 5 barsa change kara hua semiti geba pratek 5 barsha re gute gute sarakar change nabin patanayak best cm no 1 Dekhabru agaku bjp kana kariparuchati aug 15 re
@laxminarayanpadhy6820
@laxminarayanpadhy6820 11 сағат бұрын
Eta Khali pabana karuchhi
@Madhuvlogs94
@Madhuvlogs94 18 сағат бұрын
Best cm odisha mohan majhi
@SanjayKumarKhatua-bt7ht
@SanjayKumarKhatua-bt7ht Күн бұрын
Anumana karajauthiba kathaku emiti kuhagal???
@samapikaray8381
@samapikaray8381 Күн бұрын
Chhii,what is this ,Mohan Majhi thik nuhnantu,CM pain.
@rameshchandranayak6674
@rameshchandranayak6674 8 сағат бұрын
MOHAN MAJHI BJP MODI NKA RECOMMENDED CHIEF MINISTER HEI PARANTI HELE MR PANDIAN NKA BHALI IAS A JANMA RE HEBA MUSKIL TENU JANE IAS OFFICER NKA SAHA NIJAKU COMPARE KARIBA KEBALA MURKHATA. YANKATHU AU ADHIKA KAN BA EXPECT KARA JAI PARE.
@rabinarayannayak7951
@rabinarayannayak7951 2 күн бұрын
Tora quality dekhi to pada kn aau kn dharideithibe
@timepasscreative6794
@timepasscreative6794 Күн бұрын
ମୋହନ ବାବୁ ଆପଣ ଏତେ ଗର୍ଜନ ନ କରି ପାଣ୍ଡୁ କୁ ଜେଲ ପଠାଇ ପାରିବେକି ତାହାଲେ ଆମେ ଜାଣିବୁ ଓଡ଼ିଆ ଅସ୍ମିତା
@phakirsenapati6723
@phakirsenapati6723 3 күн бұрын
🎉
@alokkumarrout2302
@alokkumarrout2302 2 күн бұрын
Ok
@user-vq5ku8cu9j
@user-vq5ku8cu9j 3 күн бұрын
Arrest to tamil babu
@akpradhan4707
@akpradhan4707 Күн бұрын
Bhasan besi, Kam Kam,Cm only rubber stamp,media Bandhu masala prachar
@ajayadash8309
@ajayadash8309 2 күн бұрын
Jane CM emitika kana vashana dauchanti vote hauchi ki.
@papun6732
@papun6732 Күн бұрын
Setebele Kai chup rahithile 🤣
@sushantadas9987
@sushantadas9987 2 күн бұрын
Adhika nahi only 5 years wait. bjd coming❤❤❤
@arjunchandrakhatua7101
@arjunchandrakhatua7101 3 күн бұрын
Pandiannki vitare pura
@swornamayeepradhan9172
@swornamayeepradhan9172 9 сағат бұрын
Tuta gayaaa
@raghunathjena3361
@raghunathjena3361 2 күн бұрын
He has not knowledge about political language
@satyabratadas3635
@satyabratadas3635 2 күн бұрын
Daha micha kahuchanti cm laza lagiba katha
@ommprakashpanda8973
@ommprakashpanda8973 2 күн бұрын
Ate garba vala nuhen.
FOOLED THE GUARD🤢
00:54
INO
Рет қаралды 62 МЛН
The child was abused by the clown#Short #Officer Rabbit #angel
00:55
兔子警官
Рет қаралды 14 МЛН
ବବିର କ’ଣ ପୈତୃକ ସମ୍ପତ୍ତି!
4:24
FOOLED THE GUARD🤢
00:54
INO
Рет қаралды 62 МЛН