No video

ସସ୍ମିତାଙ୍କ ଝୁମ୍ପୁଡି ଘରେ ପୁରା ପରିବାର ଏକାଠି ଦେଖିଲା ଝିଅର ପ୍ରଥମ ଗୀତ।sasmita family watched her Debutsong

  Рет қаралды 1,537,161

Pratidin TV

Pratidin TV

Күн бұрын

ସସ୍ମିତାଙ୍କ ଝୁମ୍ପୁଡି ଘରେ ପୁରା ପରିବାର ଏକାଠି ଦେଖିଲା ଝିଅର ପ୍ରଥମ ଗୀତ।sasmita family watched her Debutsong #PratidinTv #PratidinNews #OdishaNews #LatestNews #LatestUpdate #PratidinTvOdisha
Like Our Facebook Page
: / pratidinodisha
Subscribe To Our KZfaq Channel: / @pratidintvodisha
Subscribe To Our Hashtag Channel: / @hashtag6187

Пікірлер: 1 000
@CHANNEL-wo9bg
@CHANNEL-wo9bg Жыл бұрын
ଏତେ ଦିନ ପରେ ଭଲ ଖବର ଟିଏ ଦେଖାଇ ଲେ ରିପୋଟର ଭାଇ ........Thank you ଭାଇ ....ଜୟ ଜଗନ୍ନଥ
@suranjanpradhan1971
@suranjanpradhan1971 Жыл бұрын
ପ୍ରତିଦିନ ମିଡ଼ିଆ ଭାଇଙ୍କୁ ହୃଦୟରୁ ଆନ୍ତରିକ ଧନ୍ୟବାଦ୍। ଭାଇ ତୁମେ ଜଣେ ହୃଦୟବାନ ମଣିଷ .....
@saswatpanda2088
@saswatpanda2088 Жыл бұрын
😅😅😅😅😅😅😅😅😅😅❤
@maitrichhandasamal9378
@maitrichhandasamal9378 Жыл бұрын
ରାହୁଲ୍ ବହୁତ୍ ଭଲକାମ କରୁଛ😊ସସ୍ମିତା ବୋହୁତ୍ ଆଗକୁ ଯାଉ👍
@maminajana
@maminajana Жыл бұрын
😢😮
@ghenubhumia9266
@ghenubhumia9266 Жыл бұрын
ରିପୋର୍ଟର ଭାଇଙ୍କୁ ବହୁତ ବହୁତ ଦାନ୍ୟବାଦ 🙏🙏🙏
@nakulbhatra7051
@nakulbhatra7051 Жыл бұрын
ଏହି ମିଡିଆ ଯୋଗୁଁ ଆଜି ଭଉଣୀର କିଛି ତା ଜୀବନରେ ପରିବର୍ତ୍ତନ ଆଣିଦେଲେ🎉
@bubunasahu6739
@bubunasahu6739 Жыл бұрын
ସତରେ ରିପୋର୍ଟ ଭାଇଙ୍କୁ ଧନ୍ୟବାଦ
@soumyabhai2113
@soumyabhai2113 Жыл бұрын
Thank you pratidina tv 🙏🙏🙏💯💯❤️
@sankarsankar2217
@sankarsankar2217 Жыл бұрын
No no
@PrabhasiniSahu-qw2mb
@PrabhasiniSahu-qw2mb Жыл бұрын
​@@soumyabhai2113xnll1 bi buut@😢🎉😢😮😅🎉😮😊 16:05
@saivlog8760
@saivlog8760 Жыл бұрын
ଭାଇ ରେ ମତେ ଆଜି କନ୍ଦେଇ ଦେଲୁ 😭😭😭😭😭😭 ତୁ ଗୋଟେ ମଣିଷ ନୁହେଁ ରେ ମୋ ଭାଇ ତୁ ଗୋଟେ ଭଗବାନ୍ ରେ ମୋ ଭାଇ 😭😭😭😭😭🙏
@odiabijuvlogs8182
@odiabijuvlogs8182 Жыл бұрын
ସତରେ ରିପୋର୍ଟ ଭାଇ ତୁମେ ବଡ଼ ହୃଦୟବାନ୍ ଲୋକ ଆଜିର ଦୁନିଆରେ ଠିକ୍ ସମସ୍ତେ ତୁମ ପରି ହେବା ଦରକାର। ଜୟ ଜଗନ୍ନାଥ 🙏 ଭଉଣୀ ଙ୍କୁ ଆଉ ରିପୋର୍ଟର ଭାଇଙ୍କୁ ଜଗନ୍ନାଥ ଭଲରେ ରଖନ୍ତୁ
@deepakkumarjena7942
@deepakkumarjena7942 Жыл бұрын
You replied such a kind word
@bhababhaktiraduniya
@bhababhaktiraduniya Жыл бұрын
Prabhu Jagannath tumara mangala karantu bhai....tuma bhali media pain aji jane jhia....tanka jibana re agaku jaiparile......Amiti sabu bhala bhala news cover karantu.....🙏🙏🙏🙏🙏
@bubunasahu6739
@bubunasahu6739 Жыл бұрын
ବହୁତ ସୁନ୍ଦର ଭାଇ
@maadesigncreator9283
@maadesigncreator9283 Жыл бұрын
Right
@manojmalik4590
@manojmalik4590 Жыл бұрын
Thank sir 🎉
@pareshdutiyachand3239
@pareshdutiyachand3239 Жыл бұрын
ରାହୁଲ ଭାଇ ତୁମକୁ ମୋର ହୃଦୟରୁ ସହେ ସଲାମ ❤❤❤ହୃଦୟରୁ କୋଟି ପ୍ରଣାମ ❤️❤️❤️🙏🙏🙏🙏
@bharatpradhan2462
@bharatpradhan2462 Жыл бұрын
ବାସ ଗୋଟିଏ କ୍ୱାଲିଟ ସତକୁ ସାନ୍ନାକରିବା ଆଉ ସତକହିବାକୁ ସାହାସ ଅଛି. love u sister ଗେଲି. ଧନ୍ଯବାଦ ନିୟୁଜ
@susilbiswal453
@susilbiswal453 Жыл бұрын
pratidina tv tamebi kichhi artha sahajya karantu
@ranjeetpanda5584
@ranjeetpanda5584 Жыл бұрын
ରାହୁଲ ଭାଇ ତୁମକୁ ମୁଁ ହୃଦୟରୁ ପ୍ରଣାମ କରୁଛି ଭଗବାନ ଆପଣଙ୍କୁ ଭଲରେ ରଖନ୍ତୁ
@namitaromio1980
@namitaromio1980 Жыл бұрын
ଆପଣଙ୍କର ହୃଦୟ ବହୁତ୍ ବଡ଼ 🎉😢 ଧନ୍ୟବାଦ୍ ଭାଇ ସେଇଥି ପାଇଁ, ଏବେ ତାଙ୍କ ସ୍ଵାମୀ ଦେଖିବେ ସେ କେତେ ଆଗକୁ ଯାଇଛନ୍ତି
@banamalinag196
@banamalinag196 Жыл бұрын
ସସ୍ମିତା ଙ୍କୁ କିଛି ସରକାରୀ ସହାୟତା ମିଳୁ
@himansuswain1903
@himansuswain1903 Жыл бұрын
ଗେହ୍ଲି , ହୃଦୟ ଜିତି ନେଲା !! 👏🏻👏🏻👏🏻 ମୋର ବି ଏତେ ଆତ୍ମବିଶ୍ୱାସ ନାହିଁ | ଭଗବାନ୍ ତମକୁ ସବୁ ଖୁସି ଦିଅନ୍ତୁ, ତମ ପରିବାର କୁ ସବୁ ଖୁସି ଦିଅନ୍ତୁ ଯାହା ତମକୁ ଦରକାର ସବୁ ମିଳୁ
@santoshBanjelika
@santoshBanjelika Жыл бұрын
ମିଡ଼ିଆ ଭାଇ ତୁମେ ❤ହିଁ ଭଗବାନ ଳକଳଚନାକୁ ଆଣିଥିବାରୁ
@GOD_995
@GOD_995 Жыл бұрын
ମାଉସୀ ସବୁ ମଣିଷ ଙ୍କର ଚିନ୍ତା ଧାରା ଆଉ ଭାଵନା ତୁମପରି ହେଵା ଦରକାର । ସେଥିପାଇଁ ତୁମକୁ ବହୁତ ବହୁତ ଧନ୍ୟବାଦ ମାଉସୀ ।
@PradeepKumar-mz1dz
@PradeepKumar-mz1dz Жыл бұрын
ସତର ମିଡ଼ିଆ ଭାଇ ମୋର ତରଫରୁ ହୁଉଦୟରୁ ବହୁତ ବହୁତ ଧନ୍ୟବାଦ ଆପଣ ବହୁତ ମୋହନ ଆପଣଙ୍କ,ଜୋଗୁ ଆଜି ସମାଜରେ ଗରିବ ଭଉଣୀ କୁ, ସମାଜରେ ପରିଚୟ, ହୋଇଛନ୍ତି ❤❤❤❤
@bijaydas7008
@bijaydas7008 Жыл бұрын
ପ୍ରଭୁ ଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା କରୁଛି ପରିବାର ର ଦୁଃଖ ଦୂର କରନ୍ତୁ 🙏ଜୟ ଜଗନ୍ନାଥ ସ୍ବାମୀ ନୟନ ପଥ ଗାମୀ ଭବ ତୁମେ
@gopabandhumahanta8069
@gopabandhumahanta8069 Жыл бұрын
ବହୁତ ସୁନ୍ଦର ରିପୋର୍ଟ ପ୍ରକାଶିତ କରିଥିବାରୁ ଧନ୍ୟବାଦ ଭାଇ ଜୟ ଜଗନ୍ନାଥ
@amyaranjanjena2750
@amyaranjanjena2750 Жыл бұрын
ଏହା ଏକ ଭଲ ସାକ୍ଷାତକାର ଯେ କୌଣସି ଅଭିନେତା ମାନଙ୍କ ଠାରୁ 🙏🙏🙏🙏🙏🙏
@PehuVlogss
@PehuVlogss Жыл бұрын
ରିପୋଟର ଭାଇ ଙ୍କୁ ଧନ୍ୟବାଦ 🎉🎉
@dwitisairamnayagarh3740
@dwitisairamnayagarh3740 Жыл бұрын
ମିଡ଼ିଆ ବାଲା ତୁମମାନଙ୍କୁ ଧନ୍ୟବାଦ ଭଉଣୀ ଆଗକୁ ବଢ଼ାଇବା ରୁ ଜୟ ଜଗନ୍ନାଥ
@village_girl_sony
@village_girl_sony Жыл бұрын
Media ଭାଇ ତୁମଙ୍କୁ ❤️ମୋ ତରଫରୁ ବହୁତ୍ ବହୁତ୍ ଧନ୍ୟବାଦ୍ 🙏
@jhasaketanraj8546
@jhasaketanraj8546 Жыл бұрын
ରାହୁଲ ଭାଇ ଆପଣ ଙ୍କୁ ବହୁତ ବହୁତ ଧନ୍ୟବାଦ ❤ ସସ୍ମିତା ଭଉଣୀ ଆପଣଂକୁ ଭଗବାନ ସାହା ହୁଅନ୍ତୁ. ଆପଣ ବହୁତ ଆଗକୁ ଯାଆନ୍ତୁ ♥️
@babubehera152
@babubehera152 Жыл бұрын
jkjkk
@odiashortstories3102
@odiashortstories3102 Жыл бұрын
ହାଏ! ରେ ବିଧାତା ଏ ସଂସାରରେ ଏମିତି ଲୋକ ଅଛନ୍ତି । ଦିନକୁ ମାତ୍ର ୩୦ ଟଙ୍କା ।
@suprabhanayak2538
@suprabhanayak2538 Жыл бұрын
ରିପଟର ଭାଇଙ୍କ ପାଇଁ ହୃଦୟ ରୁ ନମସ୍କାର 🙏🏻🙏🏻🙏🏻🙏🏻
@sritansws
@sritansws Жыл бұрын
ଓଟିଭି କନକ ନନ୍ଦିଘୋଷ ଚାନେଲ ଖାଲି ନେତା ମନ୍ତ୍ରୀ ଖାଲି ଚାଟୁକାର କରିବେ ବହୁତ ବହୁତ ଧନ୍ୟବାଦ ପ୍ରତିଦିନ ଟିଭି ❤
@akashnayak5778
@akashnayak5778 Жыл бұрын
OTV help 20 years ଆପଣ ଏକା ନୁହନ୍ତି ❤❤
@sarojrout1335
@sarojrout1335 Жыл бұрын
ଧନ୍ୟ ବାତ ଭାଇ ଆପଣ ମନେ କିଛି କିଛି ଶାହାଯ୍ୟ କର
@nanditanan1773
@nanditanan1773 Жыл бұрын
ଗେଲ୍ହି ର କଥା ବହୁତ୍ ଭଲ ଲାଗିଲା, Media bhai mane gelhi pain gate କାମ ଜଗାଡ କରିଦିଅନ୍ତୁ plz
@SUkantdasSukanta-fg9nv
@SUkantdasSukanta-fg9nv Жыл бұрын
Right
@Jagannath-tvo
@Jagannath-tvo Жыл бұрын
ରିପୋର୍ଟର ଭାଇ ଙ୍କୁ ବହୁତ ବହୁତ ଧନ୍ୟବାଦ ପ୍ରଭୁ ଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା କରୁଛି ଏମିତି ଲୋକ ମାନେ ଆଗକୁ ଯାଆନ୍ତୁ ଭଲରେ ରୁହନ୍ତୁ | 🙏🙏🙏ଜୟ ଜଗନ୍ନାଥ 🙏🙏🙏
@saratranjanbehera6661
@saratranjanbehera6661 Жыл бұрын
ଯେଉଁ ହୃଦୟ ବାନ ମଣିଷ ମାନେ ଏହି ସସ୍ମିତା କୁ ଆଗକୁ ଆଣିବାକୁ ହୃଦୟ ର ସହ ଯତ୍ନ କରିଛନ୍ତି ସେ ମାନଙ୍କୁ ଭଗବାନ ସହାୟ ହୁଅନ୍ତୁ..... 🙏
@RahulRana-sr9qo
@RahulRana-sr9qo Жыл бұрын
Thank yau brothrs
@pradeep7554
@pradeep7554 Жыл бұрын
ପଙ୍କ ରୁ ପଦ୍ମ ଫୁଟାଇ ଥିବାରୁ ଧନ୍ୟବାଦ 🙏🙏
@bhagabanpradhan7500
@bhagabanpradhan7500 Жыл бұрын
ଡେଲି ଭଉଣୀ ଏତେ ସୁନ୍ଦର କଥାବାର୍ତ୍ତା କୌଣସି ଉଚ୍ଚ ଶିଖିତ ଲୋକକଥାରୁ କମ୍ ନୁହଁ
@abhiramhembram1994
@abhiramhembram1994 Жыл бұрын
ଭାଇ ଆପଣଙ୍କୁ ମୋ ତରଫରୁ ବହୁତ ବହୁତ ଧନ୍ୟବାଦ। ଜଣଙ୍କୁ ବଞ୍ଚିବାର ରାସ୍ତା ଦେଖାଇଛନ୍ତି । ଆପଣଙ୍କୁ ଭଗବାନ ସର୍ବଦା ଆଶୀର୍ବାଦ କରିଥାନ୍ତୁ । ଜୟ ଜଗନ୍ନାଥ ❤❤❤❤
@DearStudent272
@DearStudent272 Жыл бұрын
ମଣିଷ ଜାତିଟା ସେମିତି ❤❤କାହାର ଉନ୍ନତି ଦେଖି ସହି ପାରନ୍ତି ନି ❤❤
@sujitkumarnaik1104
@sujitkumarnaik1104 Жыл бұрын
Thik...
@DearStudent272
@DearStudent272 Жыл бұрын
@@sujitkumarnaik1104 thanks
@binapanichoudhury4964
@binapanichoudhury4964 Жыл бұрын
ମିଡ଼ିଆ ଭାଇଙ୍କୁ ଆନ୍ତରିକ ଧନ୍ୟବାଦ ସହିତ ଶୁଭେଚ୍ଛା ଜଣାଉଛି। ଏପରି ଅପହଞ୍ଚ ରେ ପହଞ୍ଚି ଲୋକଲୋଚନକୁ ଆଣିବା ... ... ଏକ ସୁନ୍ଦର ପ୍ରୟାସ। ଗେହ୍ଲୀ ର ସ୍ପଷ୍ଟ ଉଚ୍ଚାରଣ ମର୍ମସ୍ପର୍ଶୀ ହୋଇଛି। ଭଗବାନ ସେ ପରିବାର କୁ ଆଶୀର୍ବାଦ କରନ୍ତୁ ଏହା ହିଁ ମୋର ପ୍ରାର୍ଥନା,🙏
@umakantbag4800
@umakantbag4800 Жыл бұрын
ହୃଦୟରୁ ପ୍ରଣାମ ଓ ଧନ୍ୟବାଦ୍ reporter ଭାଇ 🙏🙏
@kaushalbhoi3180
@kaushalbhoi3180 Жыл бұрын
ଏହି ମିଡ଼ିଆ କୁ ଧନ୍ୟବାଦ
@sonalidalai8580
@sonalidalai8580 Жыл бұрын
ଧନ୍ୟବାଦ୍ ରିପୋର୍ଟର ଭାଇ
@achyutanandadas1670
@achyutanandadas1670 Жыл бұрын
ଅତି ସୁନ୍ଦର ସମ୍ବାଦ ❤
@pratimadhal4839
@pratimadhal4839 Жыл бұрын
Rahul bhai god blees u & ❤u....👍👍👍🙏🙏u are god gift.....#jai jaganath#....
@Kamalkumar-uq7hj
@Kamalkumar-uq7hj Жыл бұрын
ରାହୁଲ ଭାଇ ଏମିତି ରିପୋର୍ଟ ସବୁବେଳେ ଲୋକଙ୍କ ସାମ୍ନା କୁ ଆଣନ୍ତୁ ବହୁତ ବହୁତ ଧନ୍ୟବାଦ ଭାଇ 👌👌👌
@rajkishormohanta634
@rajkishormohanta634 Жыл бұрын
ଏତେ ଦୁଃଖରେ ଥାଇବି ଭଉଣୀ ସବୁବେଳେ ହସିକି କଥା ହୁଅନ୍ତି ଭଉଣୀଙ୍କଠୁ କିଛି ଶିଖିବାକୁ ପଡ଼ିବ
@user-tj1zf2oh3r
@user-tj1zf2oh3r Жыл бұрын
suna
@mohakudbc6967
@mohakudbc6967 Жыл бұрын
ଭାଇ ଆପଣଙ୍କ ପରି ହୃଦୟବାନ ବ୍ୟକ୍ତିଙ୍କୁ ପ୍ରଭୁଜଗନ୍ନାଥ ସତପରମାୟୁ ଦିଅନ୍ତୁ ।
@umajena5812
@umajena5812 Жыл бұрын
ଭଗବାନ ପରିବାରକୁ ଭଲରେ ରଖନୁ। ରିପୋର୍ଟର ଭାଇକୁ ବହୁତ ବହୁତ ଧନ୍ୟବାଦ।🙏💐❤️
@srutihantal5445
@srutihantal5445 Жыл бұрын
ଗେଲି ତୁ ହେଉଛୁ ମହାନ ଦିନ ଆସିବ କାଳିଆ ନିଶ୍ଚୟ ତମ ଦୁଃଖ ଶୁଣିଵ ❤❤❤ ସତରେ ଆଜିର ଏହି ସ୍ବର୍ଥପର ଦୁନିଆରେ ଧନୀକ ଆଉରି ଧନୀ ହେଉଛି ଏବଂ ଗରୀବ ଗରୀବ ରେ ରହିଯାଉଛି ଭଗବାନ ଏମାନଙ୍କୁ ସାହାଯ୍ୟ କର
@prakash.donk.p7215
@prakash.donk.p7215 Жыл бұрын
Many many thanks PRATIDIN ❤❤❤
@mithunnanda3673
@mithunnanda3673 Жыл бұрын
ହୃଦୟ ରୁ ନମସ୍କାର ଏଇ ପ୍ରତିଦିନ ଟିଭି ଚେନେଲ ଭାଇଙ୍କୁ ଏମିତି ବାର୍ତା ଦେଇଥିବାରୁ ଧନ୍ୟବାଦ
@uttameducation7466
@uttameducation7466 Жыл бұрын
Gelhi ଗୋଟେ ଖୋଲା ହୃଦୟର ଝିଅଟେ ।❤
@gopalkrishnaofficial54
@gopalkrishnaofficial54 Жыл бұрын
ମୋ ରାହୁଲ୍ ଭାଇ ରିପୋର୍ଟର ଙ୍କୁ ବହୁତ୍ ବହୁତ୍ ଧନ୍ୟବାଦ୍ 🙏🏻 ଭାଇ ସତରେ ଏଇ ଭଳି କାମ କଲ ମୁଁ ବହୁତ୍ ଗର୍ବ ଅନୁଭବ କରୁଚି 🙏🏻 ଏଇ ଭଳି ମାନବିକତା ଏବଂ ମହାନ୍ କାର୍ଯ୍ୟ କରି ଚାଲ 🙏🏻
@balmikimahapatra7552
@balmikimahapatra7552 Жыл бұрын
ପ୍ରତିଦିନ ମିଡିଆ ଭାଇ ମାନଙ୍କୁ ଅନ୍ତରରୁ ହାର୍ଦ୍ଦିକ ଅଭିନନ୍ଦନ
@laxmipriyabehera846
@laxmipriyabehera846 Жыл бұрын
Gelhi katha. ଅତି ସୁନ୍ଦର 🎉🎉🎉❤❤❤
@puspalataraul4687
@puspalataraul4687 Жыл бұрын
ଭାଇ ଙ୍କୁ ଯେତେ ଧନ୍ୟବାଦ ଦେଲେ କମ୍ ହେବ।
@chandrabisoi2118
@chandrabisoi2118 Жыл бұрын
ଲୋଭୟୁ ଭୋଉଣି ଯେଯାହାକହୁ ପଛେ ଆଘକୁ ମାଡିଚାଲ ଏତିକି ମାଁ ତାରିଣୀ ଙ୍କ ପ୍ରାର୍ଥନା କରୁଛି ତୁମର ଚଲାପଥ ରେ କିଛି ବାଧାବିଘ୍ନ ନୋଆସୁ ଜୋଇ ମା ତାରିଣୀ
@G.sushamareddysushama
@G.sushamareddysushama Жыл бұрын
😭😭😭😭ଆମେ ବି ତୁମପରି ଯାହା ହୋଉଚି ଯାହା ଆଗକୁ ହେବ ସବୁ ଭଗବାନଙ୍କ ଇଛା ଭଗବାନ ଚାହିଲେ ସବୁକିଛି ଅସମ୍ବବକୁ ବି ସମ୍ବବ କରିପାରିବେ ମଣିଷକୁ ବିଶ୍ବାସ କରନି ଦିଦି ଭଗବାନଙ୍କୁ ବିଶ୍ବାସ ଭରସା କର ଜୟ ଜଗନ୍ନାଥ 🙏🙏🙏🙏😭😭😭😭
@purusottamsasa8513
@purusottamsasa8513 Жыл бұрын
Heart touching Bhai good bless u Sasmita jena family.....
@nirjharinimohanty2599
@nirjharinimohanty2599 Жыл бұрын
ପ୍ରକୃତ ରିପୋର୍ଟର,ବହୁତ ବହୁତ ଧନ୍ୟବାଦ ଆପଣଙ୍କୁ.
@KumarN860
@KumarN860 Жыл бұрын
ବହୁତ ସୁନ୍ଦର ପ୍ରୟାସ ❤❤
@steminarani5803
@steminarani5803 Жыл бұрын
ଭାଇ ବହୁତ ସୁନ୍ଦର କଥା କହୁଛନ୍ତି ରିପୋର୍ଟ ଭାଇ ତମେ ବହୁତ୍ ଭଲ ଇତିହାସ ରଚିଲେ ଆପଣ God bless you sir ❤❤❤🙏🏻🙏🏻🙏🏻🙏🏻💖💖💖🌹🌹🌹🌹🌹🌹🌹🌹
@Hansada_Helping_Short_video
@Hansada_Helping_Short_video Жыл бұрын
ମାଉସୀ କଂ କାନ୍ଦ ଦେଖି 🥺🥺😥😥😥😥😥😭😭😭ମତେ ବହୁତ ଦୁଃଖ ଲାଗିଲା
@amitcreation466
@amitcreation466 Жыл бұрын
ରାହୁଲ ଭାଇ ତମଙ୍କୁ ମୋ ହୃଦୟ ରୁ ତମଙ୍କୁ ସାଲମ ଜୟ ଜଗନ୍ନାଥ
@dyaramtandi2666
@dyaramtandi2666 Жыл бұрын
ଏମିତି ରିପୋର୍ଟ କୁ କୋଟି କୋଟି ଧନ୍ୟବାଦ 👌👌🙏🏾🙏🏾🙏🏾
@user-sp3lo4pe2f
@user-sp3lo4pe2f Жыл бұрын
ରିପୋର୍ଟ ର ଭାଇଙ୍କୁ ବହୁତ ବହୁତ ଧନ୍ୟବାଦ୍😂😂😂😂
@kshayamanidhisahu974
@kshayamanidhisahu974 Жыл бұрын
ରିପୋର୍ଟର ଭାଇ ଆପଣ ସତରେ ଜଣେ ବଡ଼ ହୃଦୟ ଥିବା ମଣିଷ ଟିଏ।ସସ୍ମିତା ଭଉଣୀଙ୍କ ପରିବାରର ଏହିଭଳି ଦୁଃଖଭରା ବାର୍ତ୍ତା ଟିକୁ ଲୋକଙ୍କ ପାଖରେ ପହଞ୍ଚେଇ ପାରିଛନ୍ତି।ଅନ୍ୟ ଗଣମାଧ୍ୟମ ପ୍ରତିନିଧି ମାନେ ଭାଇଙ୍କ ଠାରୁ କିଛି ଶିଖନ୍ତୁ।ଭଗବାନ ଆପଣଙ୍କ ପରିବାର ଓ ସସ୍ମିତା ଭଉଣୀଙ୍କ ପରିବାରକୁ ସବୁ ଦୁଃଖ ନେଇ ସୁଖ ପ୍ରଦାନ କରନ୍ତୁ।
@sivasavar7033
@sivasavar7033 Жыл бұрын
ପ୍ରତିଦିନ ମିଡ଼ିଆ ଭାଇଙ୍କୁ ହୃଦୟରୁ ଆନ୍ତରିକ ଧନ୍ୟବାଦ ଭାଇ ତୁମେ ଜଣେ ହୃଦୟବାନ ମଣିଷ
@pujapriyadarshinisahoo4624
@pujapriyadarshinisahoo4624 Жыл бұрын
ଭଗବାନ ଙ୍କ ଆଶୀର୍ବାଦ ଥିଲେ ସବୁ ଅସମ୍ଭବ ସମ୍ଭବ ହୋଇପାରେ ..... ଜୟ ଜଗନ୍ନାଥ...ଜୟ ବାବା ଲିଙ୍ଗରାଜ 🙏🙏🙏🙏
@dinabandhunaik7332
@dinabandhunaik7332 Жыл бұрын
ଏ ଭାଇ ତୁମକୁ ଧନ୍ୟବାଦ, ତୁମକୁ ଭଗବାନ ଭରସା
@smallfamily1844
@smallfamily1844 Жыл бұрын
ବହୁତ ସୁନ୍ଦର ସ୍ୱର, ବହୁତ ବଡ଼ିଆ ଝିଅ, ଭଗବାନ ତୁମକୁ ବହୁତ ଆଗକୁ ନେଇ ଯିବେ
@stylesrjsatya7667
@stylesrjsatya7667 Жыл бұрын
ସୁନ୍ଦର ହୃଦୟ ଟି ରେପୋଟର ଭାଇ ର ...
@hemalatachandhansdah9391
@hemalatachandhansdah9391 Жыл бұрын
Rahul bhai Apan satare jane Real Hero
@santanudigal4942
@santanudigal4942 Жыл бұрын
ଭାଇ ଆପଣଙ୍କୁ କେମିତି ଧନ୍ୟବାଦ୍ ମୁଁ ଦେବୀ ଜାଣିପାରୁ ନାହି ଏତେ ଦୁଃଖ ଆଉ କଷ୍ଟ ଜୟ ଜଗନ୍ନାଥ ତମେ ଏକ ସାହାବରସା
@ramamarndi2900
@ramamarndi2900 Жыл бұрын
❤❤❤ ଭଗବାନ ଆପଣଙ୍କୁ ସାହା ହୁଅନ୍ତୁ , ଶ୍ରଦ୍ଧା ସବୁରି ଓମ୍ ସାଇ ରାମ୍ ❤❤❤
@girishchandradehurydehury6131
@girishchandradehurydehury6131 Жыл бұрын
ଗୋଟେ ଭଲ ଖବର ଦେଖିଲା ମଣିଷ । କିଏ କାହାକୁ ନେଲାନି , କିଏ କାହା ଘରେ ପସିଲାନି ଏ ସବୁ ଦେଖି ଦେଖି ବୋର୍ ଲାଗିଲାନି ।ମିଡ଼ିଆ ବନ୍ଧୁ ମାନକୁ ଅନୁରୋଧ ଭଲ news ଦେଖନ୍ତୁ ।
@sonugunu3853
@sonugunu3853 Жыл бұрын
Lots of love and deep respect ❤️ for our reporter Sir 🙏
@prafullapalai7664
@prafullapalai7664 Жыл бұрын
ଧନ୍ୟବାଦ ଏ ମଣିଷ ଧନ୍ୟବାଦ ଏ ସରକାର
@manojmanoj9952
@manojmanoj9952 Жыл бұрын
😢😢ସବୁ ଠିକ ହେଇଯିବ 🙏🏽🙏🏽🙏🏽ଭାଗବାନ ଙ୍କୁ ଭରସା ରଖ
@sumantanayak30
@sumantanayak30 Жыл бұрын
ସତରେ ଏଇତ ଜୀବନ ରାହୁଲ ଭାଇ ଆପଣ କିଛି କରନ୍ତୁ
@kartiknath-kd5uf
@kartiknath-kd5uf Жыл бұрын
ରିପୋର୍ଟ ଭାଇ ତମକୁ ବହୁତ ବହୁତ ଧନ୍ୟବାଦ j ଜଗନ୍ନାଥ
@bijaykumarben9402
@bijaykumarben9402 Жыл бұрын
Sashmita daughter you go ahead and will do well you have sung well ,my blessings are always with you my daughter God bless you all the time
@bhimapinguahatikucha4704
@bhimapinguahatikucha4704 Жыл бұрын
ସତରେ ରିପୋର୍ଟ୍ରର ଦନ୍ୟବାଧ। ମଁସସ୍ମମିତକୁ ବି❤❤❤
@user-er9lz7bx3k
@user-er9lz7bx3k 2 ай бұрын
Thank you Bhai
@chinmayasahoo5846
@chinmayasahoo5846 Жыл бұрын
ମିଡି଼ଆ ଭାଇ ତୁମକୁ ଧନ୍ୟବାଦ
@shibalallakra2760
@shibalallakra2760 Жыл бұрын
ଧନ୍ୟବାଦ ରିପୋର୍ଟର ବାବୁ
@ranjitatinu184
@ranjitatinu184 Жыл бұрын
Ete dukhare b hasi hasi katha kahu chhanti seita hin bada katha❤❤ love u dii
@user-if2lw2sn4h
@user-if2lw2sn4h Жыл бұрын
ଭଗବାନତୁମରଭଲକରନ
@RAHULFREEFIRE-is4nc
@RAHULFREEFIRE-is4nc Жыл бұрын
Kete sundar Katha kahuchati sasmita nka bhauni satare mu full video dekhuchi apana nkara 😭😭😭
@entertainment4you...974
@entertainment4you...974 Жыл бұрын
Very gentle and pure heart lady.....Lord Jagannath must be help you.....Dhanyabad....Odisha CM.....you have achieved No1 Garib award must.....
@ODIACOMEDYHOUSE-eo5uo
@ODIACOMEDYHOUSE-eo5uo Жыл бұрын
ଭଗବାନ ତାଙ୍କ ପରିବାର କୁ ଭଲ ରେ ରଖନ୍ତୁ
@Sunildas-zm6zh
@Sunildas-zm6zh Жыл бұрын
ରାହୁଲ ଭାଇ ତମ ସୋ କେବେ ବି ଗଟେ ଦେଖା ହେଲେ ପ୍ଲିଜ଼ ମୋନା କରିବନି ତମ ସୋ ଗଟେ pic ନେବି ତମେ ଆମ ଗରିବକ ପାଇଁ ଭଗବାନ i love you ବ୍ର
@FixedToka1998
@FixedToka1998 Жыл бұрын
🙏ରିପୋର୍ଟର ଭାଇଙ୍କୁ ବହୁତ 🙏ଧନ୍ୟବାଦ
@koraisrivenketnarashimagob9541
@koraisrivenketnarashimagob9541 Жыл бұрын
ଭାଇ ତୁମେ ମୋତେ ଆଜି ପୁରା ପୁରି ମତେ ପୁରା କାନ୍ଦେଇ ଦେଲ ତୁମକୁ bhagwan ମଙ୍ଗଳ କରନ୍ତୁ ଭାଈ
@LipunHansda
@LipunHansda Жыл бұрын
Report's bhai apananku bahut bahut dhanyawad..you are great love you bro...❤❤❤
@Strangerlife999
@Strangerlife999 Жыл бұрын
Love u sasmita n gelhi God blessed both of you❤
@anilswain9960
@anilswain9960 Жыл бұрын
Aakhire luha aasigala😢😢 Prabhu saha hua emananku..🙏🙏
@sachinhembramVlog1318
@sachinhembramVlog1318 Жыл бұрын
Rahul ଭାଇ ତୁମେ ମଣିଷ ନୁହଁ... ସତରେ ଆପଣ ଭଗବାନ..... କାରଣ ଆପଣଙ୍କ ପାଇଁ ଗୋଟେ ମାଆ ଆଜି ନିଜ ଛୁଆ ପାଇଁ କିଛି ସ୍ବପ୍ନ ଦେଖି ପାରୁଛନ୍ତି....
@sonalisahoo4020
@sonalisahoo4020 Жыл бұрын
Gali nka kata suni Mata bahutu khusi lagila Gali jaha Kahichanti ❤❤so You are right 👍🙏🙏 very good ❤❤❤ Lastare gali nka kata suni Mu kandi pakaeli Gali nku sabu bale vagabana Ghanta ghodae. Rakantu Mu vagabana nka pakare prathana karuchi 🙏🙏🙏🙏A pari bara upare kaha Najara Na Lagu
@sonalisahoo4020
@sonalisahoo4020 Жыл бұрын
Gali Reply me Gali mu tame. Sahita kata habaku chahuchi 🙏🙏🙏so plz Reply me
@alokarashmitripathy8589
@alokarashmitripathy8589 Жыл бұрын
Mu be koha rakhi pari nathili. semananku Govt.sahajya karu.
@SUkantdasSukanta-fg9nv
@SUkantdasSukanta-fg9nv Жыл бұрын
Right........right
@lpradhanlpradhan
@lpradhanlpradhan Жыл бұрын
Rahul bhai thank you so much ..,.your kindness love you so much Bhai ❤❤❤❤❤❤❤❤
@namitasahu1436
@namitasahu1436 Жыл бұрын
Hi Gelhee A big Salute to You Dear Hod Bless you ❤
@sritansws
@sritansws Жыл бұрын
କେତେ କଷ୍ଟ ରେ ଭଗବାନ ମୋ ଆଖିରୁ ଲୁହ ଆସିଗଲା 😭
@Dipakcreation8457
@Dipakcreation8457 Жыл бұрын
ଭଗବାନ୍ ତାଙ୍କୁ ଟିକେ ସାହା ଭରଷା ହୁଅନ୍ତୁ 🙏
@mariyambhuyan3665
@mariyambhuyan3665 Жыл бұрын
ଭାଇ ଆପଣ ଙ୍କ ହୃଦୟ ବହୁତ୍ ଭଲ । ଆପଣ ଜଣେ ମହାନ୍
@abinashpandaofficial4310
@abinashpandaofficial4310 Жыл бұрын
Sasmita ra Sana vauni bi bht talented
@amitanayak4495
@amitanayak4495 Жыл бұрын
ପିଲା ଟି ଛୋଟରୁ ବଡ଼ ହେଲାପରେ ସେ ଜାଣି ଥାଏ ଆମେ ଗରିବ ଆମକୁ ଖାଇବାକୁ ମିଳୁନି ସେତେବେଳେ ସେ ଭାଙ୍ଗି ପଡ଼ିଥାଏ 😭😭😭ଆମେ ଗରିବ ଆମ ପାଇଁ କିଏ ସାହା ଭରସା ନାହିଁ ନିଜେ କଷ୍ଟ ପଡ଼ିଲେ ,,,,,,,, ଜୀବନରେ ସୁଖ,ଶାନ୍ତି , ହସ , ଖୁସି ପରିବାର, ନ ମିଳିଲେ ଜୀବନର ରାସ୍ତା ବଦଳି ଯାଏ
@Mr.Ananda246
@Mr.Ananda246 Жыл бұрын
Right 😢😢
Please Help Barry Choose His Real Son
00:23
Garri Creative
Рет қаралды 23 МЛН
Running With Bigger And Bigger Feastables
00:17
MrBeast
Рет қаралды 165 МЛН
₹12500 Aid for Landless // New Ration Cards After e-KYC
20:39
OdiaTechBulletin
Рет қаралды 91 М.
Please Help Barry Choose His Real Son
00:23
Garri Creative
Рет қаралды 23 МЛН