Рет қаралды 26,076
#୧୨୦୦ବର୍ଷ_ତଳର_ରତ୍ନ_ଚିହ୍ନିବ_କିଏ ?
ମୋହନ ସରକାରଙ୍କ ମୁଣ୍ଡ ବିନ୍ଧାଇଲାଣି ବଣିଆ ଖୋଜା । କେଉଁ ବଣିଆଙ୍କୁ ଆଣିବେ ମହାପ୍ରଭୁଙ୍କ ରତ୍ନ ଚିହ୍ନଟ ଓ ଗଣତି ପାଇଁ ସେଥିପାଇଁ ପୂରା ସରକାର ଚିନ୍ତାରେ ପଡ଼ିଛନ୍ତି । କିଏ ଚିହ୍ନି ପାରିବ ଠାକୁରଙ୍କ ରତ୍ନ? କିଏ କହି ପାରିବ ତାହାର ସ୍ଥିତି? ରତ୍ନର ଅବକ୍ଷୟ କଥା କିଏ ଜଣାଇ ପାରିବ? କିଏ ଗଣନା କରିପାରିବ? କିଏ ଅତି ଗୁପ୍ତ ଭାବରେ ଏସବୁ କରିପାରିବ?
#odisha #puri #jagannath #ratnabhandar #old_ornaments #gajapati_maharaj #puri_colector #shreemandir #bjp_govt #mohan_majhi #pruthwiraj_harichandan
THE Quiver News is the leading digital news platform in Odisha brings the latest update and insights in politics, business, health, education, technology, sports etc... in Odisha, India and around the World. Stay ahead with the breaking updates with THE Quiver News!
Get Touch With Us!
--------------------------
Subscribe "THEQuiverNews" in KZfaq! / @thequivernews
Like us in Facebook: / thequiverofficial
Follow us in Instagram: / thequivernews
Follow us in Twitter: / thequivernews
Visit our website: thequiver.in/
Follow us in LinkedIn: / thequivernews