Singer Anama Bhoi Sings Like Bhajan Samrat Bhikari Bala | Sankar Comedy | Nandighosha Diary

  Рет қаралды 394,976

Nandighosha TV

Nandighosha TV

Жыл бұрын

#bhikaribala #odiabhajan #anamacharanbhoi
Nandighosha Diary | Man Sings Like Bhajan Samrat Bhikari Bala | Singer Anama Bhoi | Sankar Comedy
Nandighosha TV is the fastest growing television channel in Odisha and delivers reliable information across all platforms including Television, Internet and Mobile.
Visit Our Website: nandighoshatv.com/
Watch Live: nandighoshatv.com/live/
KZfaq: / nandighoshatv
Facebook: / nandighoshatv
Twitter: / nandighoshatv
Instagram: / nandighoshatv
Nandighosha TV Is Available On Following DTH Channels
* DishTV Channel No: 1367
* Airtel Digital TV Channel No: 611
* TATASky Channel No: 1779
* hathw@y Channel No: 731
* Ortel Channel No: 707
* Videocon d2h Channel No: 840
* SITI Channel No: 17 & 458
* GTPL Channel No: 719
* SUN Direct Channel No: 667
* Asianet Channel No: 219
#prakrutimishra #babushanmohanty #babusan #aparajitamohanty #manmathmishra #babushanprakrutiTrupti

Пікірлер: 778
@collagelifestyleofficial8763
@collagelifestyleofficial8763 Жыл бұрын
ମୁଁ ଆଶ୍ଚର୍ଯ୍ୟ ଆପଣଙ୍କ କଣ୍ଠ ରୁ ଗୀତ ଶୁଣି... ଯେମିତି ଭିକାରି ସାର ଗାଇଥିଲେ ସେହିପରି ଅଳ୍ପ ନାହିଁ ପୁରା ସ୍ୱର ମିଶିଯାଉଛି... ଏମିତି ଗୀତକାର ମୁଁ ଏବଂ ଆମ ଓଡିଶା ବାସୀ ଚାଁହୁଛୁ 🌹🌹🌹🌹🌹...
@ranjeetkumarbehera7914
@ranjeetkumarbehera7914 Жыл бұрын
ବହୁତ ଖୁସି ଲାଗିଲା... ଏପରି ଜଣେ ବ୍ୟକ୍ତିତ୍ୱ ଙ୍କୁ ଶୁଣି। ଜୟ ଶ୍ରୀ ଜଗନ୍ନାଥ 🙏
@kssahu8863
@kssahu8863 Жыл бұрын
God bless you,
@regionalkhabar1345
@regionalkhabar1345 Жыл бұрын
ବିଶ୍ୱାସ ହେଉନି ଆଉ ଜଣେ ଭୀକାରୀ ବଳ ଆମ ଗହଣ ରେ ଅଛନ୍ତି। ସଂଗୀତ ନିର୍ଦ୍ଦେଶକ ଙ୍କୁ ଅନୁରୋଧ ଏହି ମହାଶୟ ଙ୍କୁ ସୁଯୋଗ ଦିଅନ୍ତୁ ,ବହୁ ସଂଖ୍ୟାରେ ଗୀତ ରେକର୍ଡ କରନ୍ତୁ ହୁଏତ ଆଙ୍କ ପରେ ଆଉ ଜଣେ ଭୀକାରୀ ବଳ ମିଳି ପାରିବେ ନ ପାରିବେ
@rakeshparidaparidrakeha8877
@rakeshparidaparidrakeha8877 Жыл бұрын
Right
@thirdeye9492
@thirdeye9492 Жыл бұрын
ସୁନ୍ଦର ପ୍ରସ୍ତାବ.. ଅନ୍ତତଃ ପ୍ରତିଭାକୁ ଉଚିତ ସମ୍ମାନ ମିଳୁ 👍👍
@thirdeye9492
@thirdeye9492 Жыл бұрын
ଅନାମ ଭାଇ ଜଣେ ସ୍ୱାଭିମାନୀ ସରଳ ପ୍ରତିଭାଧାରୀ ବ୍ୟକ୍ତିତ୍ବ 🙏💚❤
@dusmantabehera8814
@dusmantabehera8814 Жыл бұрын
Please give me more chances
@pravatkumarpanda9168
@pravatkumarpanda9168 Жыл бұрын
Right
@bhishmarathisamantaray1611
@bhishmarathisamantaray1611 Жыл бұрын
ଏ ମଉସାଙ୍କୁ ଗୋଟେ ସୁଜୋଗ ମିଳି ଯାଉ। ଜୟ ଜଗନ୍ନାଥ 🙏🙏🙏
@chittaranjanacharya4811
@chittaranjanacharya4811 Жыл бұрын
Jay Jagannath 🙏
@bikashnayak9808
@bikashnayak9808 Жыл бұрын
Already sujoga milichi
@ashiskumargochhayat7764
@ashiskumargochhayat7764 Жыл бұрын
Jay jagannath
@sarojdash2576
@sarojdash2576 Жыл бұрын
ହରେକୃଷ୍ଣ 🙏
@ajitkumarmohanty5829
@ajitkumarmohanty5829 Жыл бұрын
ଏମିତି ଜଣେ ପ୍ରତିଭାଙ୍କୁ ଲୋକଲୋଚନକୁ ଆଣିଥିବାରୁ ନନ୍ଦିଘୋଷ ଟିଭି କୁ ଧନ୍ୟବାଦ୍
@ssudam8372
@ssudam8372 Жыл бұрын
ଏମିତି ବଣମଲ୍ଲୀ କୁ ଖୋଜି ବାହାର କରିଥିବା ରୁ ଧନ୍ଯବାଦ।
@sujitkumarkanhar5499
@sujitkumarkanhar5499 Жыл бұрын
ଏମିତି କଳାକାର ଙ୍କୁ ଆମ ଓଡ଼ିଶାର ସଂଗୀତ ନିର୍ଦ୍ଦେଶକ ମାନେ ଦେଖି ପାରୁନାହାନ୍ତି । କିନ୍ତୁ ଫାଲତୁ ଲୋକ ଙ୍କୁ ନେଇ ଗୀତ ତିଆରି ବାରେ ବ୍ୟସ୍ତ । ଜୟ ଜଗନ୍ନାଥ 🙏🙏🙏
@rakeshparidaparidrakeha8877
@rakeshparidaparidrakeha8877 Жыл бұрын
Right
@sarojdash2576
@sarojdash2576 Жыл бұрын
ହରେକୃଷ୍ଣ 🙏
@pravatkumarpanda9168
@pravatkumarpanda9168 Жыл бұрын
Right
@sweetgirlpinkul2612
@sweetgirlpinkul2612 Жыл бұрын
ଶଙ୍କର ଭାଇ ଙ୍କୁ ଯେତେ ଧନ୍ୟବାଦ ଦେଲେ ମଧ୍ୟ କମ୍ ହେବ । ଆପଣଙ୍କର ଏ ନିଆରା ପ୍ରଚେଷ୍ଟା ପାଇଁ ଏତେ ସୁନ୍ଦର ଗୀତ ଶୁଣିବା କୁ ମିଳିଲା ବାପ ଝିଅ ଙ୍କ କଣ୍ଠସ୍ୱର ଅତ୍ୟନ୍ତ ମନୋମୁଗ୍ଧକର ।
@sankarsenapati7876
@sankarsenapati7876 10 ай бұрын
Sata re
@erjeetrajput8609
@erjeetrajput8609 11 ай бұрын
ଏଭଳି ଏକ ସୁନ୍ଦର ପ୍ରତିଭାବାନ ବ୍ୟକ୍ତି ବିଶେଷ ମାନଙ୍କୁ ସାକ୍ଷାତ କରି ଲୋକଲୋଚନକୁ ଆଣି ଥିବାରୁ ଆପଣଙ୍କୁ ଧନ୍ୟବାଦ୍ ❤
@sksantoshvlogs2797
@sksantoshvlogs2797 Жыл бұрын
ଅତି ସୁନ୍ଦର ଟ୍ୟାଲେଣ୍ଟ ଅଛି ମଉସାଙ୍କର ଆଉ ଝିଅର ଆଙ୍କୁ ସୁଯଗ ଦିଆଯାଉ (ଟୁଗୁରୁ ଭୋଳ ବର୍ଷା ଭୋଳଙ୍କୁ ଦାରିଆଣିକୁ ସୁଯଗ ଦିଆଯାଉଛି dirctarଙ୍କୁ ଆଉ ଲୋକ ମିଳୁ ନାହାନ୍ତି )
@nishikantabirabar1385
@nishikantabirabar1385 Жыл бұрын
ଶଙ୍କର ଭାଇଙ୍କୁ ବହୁତ୍ ବହୁତ ଧନ୍ୟବାଦ୍,ଗାଁ ଭିତରୁ ବଣ ମଲ୍ଲି ଖୋଜି ବାହାର କରିଛନ୍ତି ।ଏଇ ଗୁଡ଼ା ମିଡ଼ିଆ ଭାଇମାନେ ଦେଖିବା କଥା ।ଯେଉଁମାନେ ସେଲିବ୍ରେଟି ହେଇଛନ୍ତି ସେଗୁଡା ଖାଲି ଦେଖେଇବେ,କେତେବେଳେ କିଏ ଖାଇଲା,କେତେବେଳେ ହଗିଲା,କେତେବେଳେ ଚଢ଼ିଲା,ଯାବତୀୟ ବେକାରିଆ କଥା ଦେଖେଇବେ ।
@ajitdutta3219
@ajitdutta3219 Жыл бұрын
ହେ ପ୍ରଭୁ ଜଗନ୍ନାଥ ଏ ଭାଇ ଉପରେ ତମ ଆଶ୍ରୀଵାଦ ଥାଉ। ଷ୍ଟୁଡିଓ ରେ ଗାଇବା ପାଇଁ ସୁଯୋଗ ମିଳୁ। ଜୟ ଜଗନାଥ 🙏🙏🙏🙏🙏
@Ashok_Creations
@Ashok_Creations Жыл бұрын
ଅତି ସୁନ୍ଦର voice 👌 chance ମିଳିବା ଦରକାର
@santoshpattnayak2589
@santoshpattnayak2589 Жыл бұрын
ବହୁତ ବଢିଆ ପ୍ରତିଭା 👌
@alekhchandrabeja5578
@alekhchandrabeja5578 Жыл бұрын
ଭାଇ ଶତ ଶତ ପ୍ରଣାମ । କି ସୁନ୍ଦର୍ ସ୍ୱର । ଆପଣ ଶ୍ମଶାନ ତୁଳସୀ ପାଲଟି ଯାଇଛନ୍ତି ।
@dulahansda1070
@dulahansda1070 11 ай бұрын
ମୋତେ ଲାଗିଲା ଆଉଜଣେ ଭିକାରୀ ବଳ ଧନ୍ୟବାଦ୍ ଅନାମ ଭାଇ
@chandank.usamal5729
@chandank.usamal5729 Жыл бұрын
ଅତି ସୁନ୍ଦର କଣ୍ଠ,ଏମିତି ପ୍ରତିଭା ଆଗକୁ ଆସିବା ଦରକାର।ମୁଁ ଆପଣଙ୍କ କଣ୍ଠ ରେ ଭଜନ ସମ୍ରାଟ ଭିକାରି ବଳଙ୍କୁ ପାଇଲି, ଜୟ ଜଗନ୍ନାଥ 🙏
@tulsanaik8801
@tulsanaik8801 Жыл бұрын
ବହୁତ ସୁନ୍ଦର ଲାଗୁଛି
@bhagabanpradhan7500
@bhagabanpradhan7500 Жыл бұрын
ଏଭଳି କଳାକାର ଯୋଗୁଁ ଗାଁ ଆଜି ଧନ୍ୟ ଶକର ଭାଇଙ୍କ ପ୍ରଚେଷ୍ଟା କୁ ଧନ୍ୟବାଦ
@kunjabiharipradhan9159
@kunjabiharipradhan9159 Жыл бұрын
ଏମିତି ପ୍ରତିଭା ମାନଙ୍କୁ ଲୋକଲୋଚନକୁ ଆଣିବା ନନ୍ଦିଘୋଷ ଟିଭି ଓ ଆମ ଓଡ଼ିଆ ମାନଙ୍କ ପାଇଁ ଏକ ଗର୍ବ ର କଥା l ଏହି ପ୍ରୟାସ ଜାରି ରହୁ l ଜୟ ଜଗନ୍ନାଥ...💐💐💐🙏🙏🙏
@iitphd
@iitphd Жыл бұрын
ଶ୍ୟାମ ହେ ଭାବବିନୋଦିଆ ଘନଶ୍ୟାମ ହେ - wah bahut badhia.
@amiyakumarpradhan451
@amiyakumarpradhan451 Жыл бұрын
ବହୁତ ଭଲ ଲାଗୁଛି ଆଉଟିକେ ନ୍ୟୁ କରିଥିଲେ ଭଲ ହାଇଥଟା
@gajendrakumar7023
@gajendrakumar7023 Жыл бұрын
ବହୁତ ସୁନ୍ଦର ଲୋକ ଅନାମ ଭାଇ । କଣ୍ଠ ବି ମଧୁର, ଭଗବାନ ଆପଣଙ୍କ ମଙ୍ଗଳ କରନ୍ତୁ ।ଓଡିଁଶାର ଆଗଧାଡିର ସଙ୍ଗୀତ ନିର୍ଦ୍ଦେଶକ ଅନାମ ଭାଇଙ୍କୁ ଗୀତ ଗାଇବାର ସୁଯୋଗ ଦେବାକୁ ଅନୁରୋଧ ।ଯାହାକି ବିଗତ ଦିନର ସ୍ମୃତି ସବୁକୁ ଆମେ ମନେ ପକେଇ ପାରିବୁ । ଜୟ ଜଗନ୍ନାଥ ।
@rinaraniroutaray7596
@rinaraniroutaray7596 Жыл бұрын
ଏ ଭଗବାନ କ ଅମୂଲ୍ୟ ରତ୍ନ ଦାନ । ଏହାର ସର୍ବାଙ୍ଗ ସୁଯୋଗ ଉଠାନ୍ତୁ ଡାଇରେକ୍ଟର ଭାଇ ମାନେ
@tharlover1367
@tharlover1367 Жыл бұрын
ଓଃ କି ସୁନ୍ଦର ଖାଉଛନ୍ତି ଭିକାରୀ ବଳ ପାଟ କୁ 🙏🙏🙏🙏ଜୟ ଜଗନ୍ନାଥ
@subusubu4157
@subusubu4157 Жыл бұрын
Super 👌👌👌👌👌👌👌👌👌👌
@arajunmaharana6147
@arajunmaharana6147 Жыл бұрын
କାଳିଆ ସାଆନ୍ତ ଆମ କରୁଣା କଲେ ମିଳଇ ସୁନାମ.. ବିଶ୍ଵ ତମାମ ଗୋ, ଯେସନ ଖ୍ୟାତି ଲଭିଲେ ଭାଇ ଅନାମ ଗୋ।। କଣ୍ଠରେ ସଙ୍ଗୀତ ଯାଦୁ ଝରୁଛି ସତେକି ଭକ୍ତିର ମଧୁ.. ଅମୃତ ସିନ୍ଧୁ ଗୋ, ଶୁଣି ଶୀହରଣ ଜାଗେ ଅନ୍ତର ହୃଦୁ ଗୋ ।। ଏଡ଼େ ବଡ଼ ସେ ପ୍ରତିଭା ପ୍ରତିକୂଳ ପରିବେଶରେ ଉଭା... ପାଇଲେ ଶୋଭା ଗୋ.. ମହାପ୍ରଭୁଙ୍କ ଆଶିଷ କି ମନଲୋଭା ଗୋ ।। 🙏 ଜୟ ଜଗନ୍ନାଥ ସ୍ଵାମୀ 🙏
@radhaprasannamohapatra2338
@radhaprasannamohapatra2338 Жыл бұрын
Such an innocent, simple, sweet vocal person I have ever seen. May God bless you.
@achyutanandadas1670
@achyutanandadas1670 11 ай бұрын
ଅତି ସୁନ୍ଦର ଭାବରେ ଗାଉଛନ୍ତି
@satya2456
@satya2456 10 ай бұрын
ଖୁବ୍ ସୁନ୍ଦର୍ episode...ଏପରି ପ୍ରତିଭା ଲୁକାୟିତ ହୋଇ ରହିଛନ୍ତି ଦୁଃଖର କଥା। ଅକ୍ଷୟ ମହାନ୍ତି କି ପ୍ରଫୁଲ୍ଲ କରଙ୍କ ଭଲି ସଙ୍ଗୀତ ନିର୍ଦ୍ଦେଶକ ନାହାନ୍ତି..ଥିଲେ ଏମାନେ ନିଶ୍ଚୟ ସୁଯୋଗ ପାଇଥାନ୍ତେ...
@manashmallick6505
@manashmallick6505 Жыл бұрын
This episode is epic. Thank you Nandighosh TV and Sankar Vai
@mamatadash7625
@mamatadash7625 Жыл бұрын
ଏତେ ସୁନ୍ଦର ଗୀତ ଗାଇପାରୁଛନ୍ତି ।ଏକା ଅନେକଙ୍କର ପ୍ରତିଭାକୁ ସାଉଁଟି ପାରିଛନ୍ତି ,ଶହେ ସଲାମ ଭାଇ । ଏପରି ବ୍ୟକ୍ତିତ୍ବକୁ ଲୋକଲୋଚନକୁ ଆଣିଥିବା ଶଙ୍କର ଭାଇଙ୍କୁ ଧନ୍ୟବାଦ ।
@kalingaranjan2074
@kalingaranjan2074 Жыл бұрын
ଜଣେ ନମ୍ର କୃଷକ, ସରଳ ଗ୍ରାମବାସୀ, ପ୍ରକୃତରେ ଜଣେ ପ୍ରାଣକୃଷ୍ଣ ଗାୟକ କଣ୍ଠଶିଳ୍ପୀ | ଓଡ଼ିଶାର ଅମର ସ୍ୱର
@banasmitadas6195
@banasmitadas6195 Жыл бұрын
ଏଭଳି ବ୍ୟକ୍ତିଙ୍କୁ ମୋର ପ୍ରଣାମ।।।🙏
@niranjansaw9263
@niranjansaw9263 Жыл бұрын
The real talent of odisha 🙏
@jagabandhusahu8485
@jagabandhusahu8485 Жыл бұрын
Yes
@banshidas4093
@banshidas4093 Жыл бұрын
Sir
@dibyaranjansingh9026
@dibyaranjansingh9026 Жыл бұрын
Sankar bhai.... 👍👍👍👍👍 କିଛି ସବଦ ପାଇ ପରୁନି କଣ ଲେଖିବି... ଗୋଟେ ଅନୁରୋଧ ଶଙ୍କ ଭାଇ ଙ୍କ ଉପରେ ଗୋଟେ Episode heithile
@haladharpurasharam5056
@haladharpurasharam5056 Жыл бұрын
ଏପରି ପ୍ରତିଭା ଖୁବ୍ ଶୀଘ୍ର ପ୍ରକାଶ ହେବା ଆବଶ୍ୟକ
@sidhantbalbantray3002
@sidhantbalbantray3002 Жыл бұрын
Ati Chamatkar kantha. Jagannatha karantu sabubele amiti Gita gauthantu. Koti koti pranam abhali bismaya kala bhali pratibha nka pain. Ae mo Odisha.
@amarendrabehera1302
@amarendrabehera1302 Жыл бұрын
ବହୁତ ସୁନ୍ଦର କଣ୍ଠସ୍ୱର
@itidas3204
@itidas3204 Жыл бұрын
Wah Anam bhoi wah 👏👏👏 superb 👍👍👍Thank u Nandighosh tv 👍👍👍
@BABUBHAIPRODUCTION
@BABUBHAIPRODUCTION Жыл бұрын
Wooow Badhia Voice Anama sir
@jharanapattanayak1506
@jharanapattanayak1506 Жыл бұрын
Thank you nandighosa tv and the entire team for showing us the hidden talents of odisha..Anama sir's singing is very heart touching.
@bhajamannaik7620
@bhajamannaik7620 Жыл бұрын
Exellent voice.....outstanding .....
@krishnaeducation163
@krishnaeducation163 Жыл бұрын
The real talent of odisha. God bless him always..❤❤❤
@parikshitsamal1025
@parikshitsamal1025 Жыл бұрын
ପ୍ରକୃତରେ ଆଶ୍ଚର୍ଯ୍ୟଜନକ ଧନ୍ୟବାଦ |
@lokanathjena1868
@lokanathjena1868 Жыл бұрын
ଅନାମ ଭାଇ ଶତାୟୁ ହୁଅ ଏହା ମୋର ଜଣାଣ
@kemitikaribeedit7733
@kemitikaribeedit7733 Жыл бұрын
Bahut bhala Mousha
@bhupatinayak5086
@bhupatinayak5086 Жыл бұрын
bohut Sundar kanthoswara , agoru gito gaiba re sujog miliba darkarthila .....❤️tothapi bohut bohut dhanyabad 🙏🙏🙏
@prasantakumar6793
@prasantakumar6793 Жыл бұрын
ବହୁତ ସୁନ୍ଦର ଭଏସ୍
@kunaprasad5058
@kunaprasad5058 Жыл бұрын
Nandighosh tv ku ases dhanyabad ehi bhali gaan ra pratibha mananku samnaku anithibaru.
@brahmanandakhatua7927
@brahmanandakhatua7927 Жыл бұрын
ବହୁତ ବଢିଆ.....
@MOBHABANA
@MOBHABANA Жыл бұрын
ହୃଦୟ ସ୍ପର୍ଶ କରୁଛି ସବୁ ଗୀତ । ଆଉ ଗୋଟେ କଥା ଯେ ଏତେ ପୁରୁଣା ଗୀତକୁ ମନେରଖିଛନ୍ତୀ ସେଇଟା ହେଲା ବଡ଼ କଥା ଆଜି କାଲି ସଙ୍ଗୀତଜ୍ଞ ୮ରୁ ୧୦ଗୀତ ଗାଇକରି ତାଙ୍କୁ ମନେ ମନେରଖିବା କଷ୍ଟକର ହେଇଯାଉଛି । ପ୍ରଭୁ ଜଗନ୍ନାଥ ଭଲରେ ରଖନ୍ତୁ ଏମିତି ଆପଣ ହସୁଥାନ୍ତୁ ଭଲ ଭଲ ଗୀତ। ଗାଉଥାନ୍ତୁ
@prasantapattanaik862
@prasantapattanaik862 Жыл бұрын
ଖୁବ୍ ସୁନ୍ଦର୍ ସାକ୍ଷାତକାର
@jambaswerchhualsingh9470
@jambaswerchhualsingh9470 Жыл бұрын
ଆମ ଓଡ଼ିଆ ଭାରି ବଢିଆ, ଜୟ ଜଗନ୍ନାଥ
@gktoday296
@gktoday296 Жыл бұрын
No doubt he's a excellent singer his voice is so heart touching
@rameshchandrapatra9730
@rameshchandrapatra9730 Жыл бұрын
ପ୍ରକୃତରେ ଅନାମ ଭାଇ ମା ସାରଳା ଙ୍କ ବର ପୁତ୍ର। ତାଙ୍କୁ 🙏🙏🙏🌹🌹🌹 ଏଭଳି ପ୍ରତିଭା ଅବହେଳିତ ହୋଇ ରହିଛନ୍ତି, ମିଡ଼ିଆ ବାଲା କରୁଛନ୍ତି କ'ଣ ?
@basantasahoo425
@basantasahoo425 Жыл бұрын
ବହୁତ ଭଲ ଲୋକ ଅନାମ ଭାଇ
@prb760
@prb760 Жыл бұрын
Very nice 👍 voice very nice song heart 💜❤️❤️💜 touching ବଉତ୍ ବଢିଆ ଲାଗୁଛି
@akhayasahu4507
@akhayasahu4507 Жыл бұрын
ଅତିସୁନ୍ଦର 🙏🙏🙏🙏🙏
@binayakumara932
@binayakumara932 Жыл бұрын
ମୋର ଅନୁରୋଧ ଏଇ ଭାଇଙ୍କୁ ସୁଯୋଗ ମିଳୁ,ହେ ଜଗନ୍ନାଥ ପ୍ରଭୁ ,ୟାଙ୍କରି ପାଖେ ଅଛି ସେ ଟ୍ୟାଲେଣ୍ଟ
@hippian5826
@hippian5826 Жыл бұрын
Bahut bahut badhia anchoring and programs Thanku
@sooo8964
@sooo8964 Жыл бұрын
Bohut sunder voice👍👍🎰🎰🎰🎰🎰🎰🎰👍👍👍
@pramodinijena2870
@pramodinijena2870 Жыл бұрын
ଏମିତି ପ୍ରତିଭା ଙ୍କୁ କଣ ସାର୍ଥକ TV channel bala ସୁଯୋଗ ଦେଲେ କଣ କ୍ୟାସେଟ ବିକ୍ରି ହୋଇ ପାରନ୍ତା ସେ ନି ।କେତେ ସୁନ୍ଦର ପ୍ରତିଭା ।ସତରେ l କୋଟି ଜୁହାର ଏମିତି ପ୍ରତିଭାଙ୍କୁ ।
@bipinamallik2803
@bipinamallik2803 8 ай бұрын
Jaya Sree Jagannatha Swami Jaya Banamali Banare Fhuti Banare Jharipade Anam Bhai akalapratibha Thai Banare Rahigale Nandighosa TVKU Dhanyabad
@bichitramalik4162
@bichitramalik4162 Жыл бұрын
Anama mousanka jhia bohut bhala gita gauchhanti thank you so much
@bijuharpal8821
@bijuharpal8821 Жыл бұрын
The really telent sir Odisha God bless you
@bharatchandrasahoo2069
@bharatchandrasahoo2069 Жыл бұрын
Really nice and mind-blowing
@kedarnathmallik691
@kedarnathmallik691 Жыл бұрын
@@bharatchandrasahoo2069 qq
@chaitanyasahu6479
@chaitanyasahu6479 Жыл бұрын
@@bharatchandrasahoo2069 k
@AlokKumarNayak-gm4jw
@AlokKumarNayak-gm4jw Жыл бұрын
Very nice
@sweetgirlpinkul2612
@sweetgirlpinkul2612 Жыл бұрын
ଆମ ସମାଜ ଏମିତି ଯେ ଏଠାରେ ଭୋଇ ଜାତିର ମଣିଷ ଟି ଏ ଯେତେ ପ୍ରତିଭା ବାନ୍ ହୁଅନ୍ତୁ ନା କାହିଁକି ତା ପାଦ ରେ ଶିକୁଳି ଲଗାଇ ଟାଣି ଧରାଯାଏ । କୋଉଠି ମନ୍ଦିର ମନା ତ କୋଉଠି ମଣିଷ କୁ ଛୁଇଁବା ମନା । ଏମିତି କିଛି ଅସଭ୍ୟ କୂପମଣ୍ଡୁକ ମଣିଷ ଅଛନ୍ତି ଯେଉଁମାନଙ୍କ ପାଇଁ ଭୋଇ ଜାତି ଅସ୍ପୃଶ୍ୟ କାରଣ ସେମାନଙ୍କ ହୀନମନ୍ୟତା ତାଙ୍କୁ ଏପରି ମାନସିକତା ରେ ପହଞ୍ଚାଇଥାଏ । ଅନାମ ଭୋଇ ଙ୍କୁ ଭଗବାନ ଏତେ ଶ୍ରୁତି ମଧୁର କଣ୍ଠସ୍ୱର ଦେଇଛନ୍ତି । ପରିବାର ର ଦାୟିତ୍ଵ ପାଇଁ ସେ ନିଜ ସଙ୍ଗୀତ ଦୁନିଆଁ ଠୁ ଦୂରେଇ ଯାଇଥିଲେ ଏ ପ୍ରସାରଣ ଦ୍ୱାରା ଯଦି କିଛି ଗୀତ ଗାଇବାର ସୁଯୋଗ ମିଳେ ଏ ଜାତି ପ୍ରତି ଏକପ୍ରକାର ସମ୍ମାନ ହେବ ।
@ajayakumarbeherabehera1097
@ajayakumarbeherabehera1097 Жыл бұрын
Mu jaha vabuchi ae bhai jananka world ra no 1 singer
@shreenikashort1363
@shreenikashort1363 Жыл бұрын
Really bahut sundar lagila y episode 🙏🙏🙏
@umakantabarada6650
@umakantabarada6650 Жыл бұрын
Mu odishar samasta gitikar mananku anurodh karuchhi Anam mousa bhali pratibhaku sujogdei lokalochanku anantu. Jayajagannath
@amarendraswain2723
@amarendraswain2723 Жыл бұрын
Exceptional talented singer, should be given adequate opportunity..👏
@pritiranjandash5077
@pritiranjandash5077 11 ай бұрын
Bahut sundar voice ❤Jay Jagannath
@sudhansusekhernayak5682
@sudhansusekhernayak5682 Жыл бұрын
Mu thanku salutu marichi, really very tallent person for Odisha
@sujatapasayat5961
@sujatapasayat5961 Жыл бұрын
Ate sunder boluchanti satare manata bhai bhuligala sabu dukha..Anama bhai nka no tikia dele ama Samvedana program ku dakibu...bhainku Bhagaban sabu bele valare rakhantu..
@PradeepKumar_yt
@PradeepKumar_yt Жыл бұрын
ବହୁତ ସୁନ୍ଦର
@Leo35875
@Leo35875 Жыл бұрын
ବହୁତ୍ ସୁନ୍ଦର୍
@hemantasahoo1249
@hemantasahoo1249 Жыл бұрын
👍🙏 ଏହି ଭାଇଙ୍କୁ ଗୀତ ଗାଇବାକୁ ସୁଯୋଗ ଦେଲେ ବହୁତ ଖୁସି ଲାଗିବ। ଧନ୍ୟବାଦ
@diparanipanigrahi4141
@diparanipanigrahi4141 Жыл бұрын
Kan nagaile mausa koti koti pranam🙏🙏🙏 apananku emiti pratibha nku ama gahanare anithibaru bahut dhanyavaad nandighosha channel ku 👏👏
@babunamuduli7662
@babunamuduli7662 Жыл бұрын
Bhaut puruna Gita ebe supar hit ❤❤❤Dil pura gaden gaden
@ANANTDHALVLOGS
@ANANTDHALVLOGS Жыл бұрын
best talent ..au gaon loka bi bahut vala jay jagannath🙏
@MrBismaya
@MrBismaya Жыл бұрын
Hhhh maja aasigala aagya episode dekhi...ki gahali kio..😊by the way fantastic voice.
@payaldas201
@payaldas201 Жыл бұрын
I am very proud for Anam bhoi and his talent.
@odiapuatitan6231
@odiapuatitan6231 Жыл бұрын
Thank you
@sanjaykumarbarik1331
@sanjaykumarbarik1331 Жыл бұрын
ଅତି ସୁନ୍ଦର କଣ୍ଠ ଅନାମ ବାବୁ ଈଶ୍ୱର ଙ୍କ ଦୟାରୁ ପାଇଛନ୍ତି
@iamnatlina
@iamnatlina Жыл бұрын
ଝୁଲ ରେ କଂହେଇ ଝୁଲ୍ ପରେ ଜଣେ ଜଣେ ଆସି ଯେମିତି ସବୁ ଠାକୁରଙ୍କୁ ଝୁଲାଇ ଚାଲିଲେ, ଭଲ ଲାଗିଲାନି ।। କିନ୍ତୁ ଏ ମଉସାଙ୍କ ସ୍ୱର ଉଚ୍ଚ କୋଟୀର
@ramakantamajhi3323
@ramakantamajhi3323 Жыл бұрын
ବହୁତ ଖୁସି ଲାଗିଲା
@rajendrakumarbhoi1560
@rajendrakumarbhoi1560 Жыл бұрын
Thanks nandighosa tv emiti prativa ku channel re anithibaru
@prasadbiswal3272
@prasadbiswal3272 Жыл бұрын
Excellent Anama Bhai
@skb4925
@skb4925 Жыл бұрын
ଅତି ଚମତ୍କାର କଣ୍ଠ।
@saratsenapati2530
@saratsenapati2530 11 ай бұрын
Ki sundara kantha bhaina apana nksra Joy jagannath🙏🙏
@kumarmanjitcreations64
@kumarmanjitcreations64 Жыл бұрын
ଅନାମ ଭାଇଙ୍କ ନୂଆ ଜଗନ୍ନାଥ ଭଜନ କେବେ ଆସିବ ଆମେ ଅପେକ୍ଷା କଲୁ......
@subhransukumarsahu7168
@subhransukumarsahu7168 Жыл бұрын
Shankar Sir... You are great🙏really a great son of Odisha💐💐💐
@ajayapradhan1920
@ajayapradhan1920 Жыл бұрын
Sankara Bhai apanuku dhanyabad
@gpnewlook
@gpnewlook Жыл бұрын
ବହୁତ ଭଲ
@sweetgirlpinkul2612
@sweetgirlpinkul2612 Жыл бұрын
ଅନାମ ଭୋଇ ଙ୍କ ର ଜୟ ହେଉ ।
@kalingatourism8551
@kalingatourism8551 Жыл бұрын
This is the really talent of singer .🙏 very good singing sir . really very nice ......
@kapileswarnaik7114
@kapileswarnaik7114 Жыл бұрын
ସତରେ ଅନାମ ଭାଇ ଆପଣଙ୍କର କଣ୍ଠରେ ଚମକ୍ ଅଛି 💐🙏
@santanukumarnayak8233
@santanukumarnayak8233 Жыл бұрын
Satare bahut sundar lagila mausha satare vala atti uttam
@banamalibehera8606
@banamalibehera8606 Жыл бұрын
Nandighosh tv sahita sankara bhai sabubele thahantu.. Jai jagannath..
@sukantakumar8117
@sukantakumar8117 Жыл бұрын
A e ta really telent Dil se salute 🙏🙏🙏 gan ra su madhura Gita⚫❗⚫👌👌👌
@gopalpadhi1048
@gopalpadhi1048 Жыл бұрын
A great talent, A great innovation of Nandighosh Diary .
@somethingnew3640
@somethingnew3640 Жыл бұрын
1st part was great this is our culture....proud to be odia
Дибала против вратаря Легенды
00:33
Mr. Oleynik
Рет қаралды 4,8 МЛН
Tom & Jerry !! 😂😂
00:59
Tibo InShape
Рет қаралды 65 МЛН
Мы никогда не были так напуганы!
00:15
Аришнев
Рет қаралды 6 МЛН
Chanda Collection For Puja: Loka Nakali Katha Asali | Kanak News
21:08
Khóa
0:47
Đào Nguyễn Ánh Official
Рет қаралды 10 МЛН
Chicken NUGGET Policeman Choose The Right Item To Help Max Who Has A Hurt Leg 👍️
0:20
Max Design Pro - Creative Animation Channel
Рет қаралды 4,1 МЛН