ସ୍କାନରରେ ବିଜେଡି ସରକାରଙ୍କ ପାଓ୍ବାରଫୁଲ OAS | Loka Seva Bhawan | Bhubaneswar | Odisha Reporter

  Рет қаралды 91,183

Odisha Reporter

Odisha Reporter

Ай бұрын

ଲୋକସେବା ଭବନରେ ଓଏଏସ୍ ରାଜ୍। ଗାଦି ମାଡ଼ି ବସିଛନ୍ତି ଗଣ୍ଡା ଗଣ୍ଡା ଓଏଏସ ବାବୁ। କିଏ ୮ ବର୍ଷ ତ କିଏ ୧୦ ବର୍ଷରୁ ଅଧିକ। ଅନ୍ୟ ସ୍ଥାନକୁ ବଦଳି କଥା ଛାଡନ୍ତୁ ଲୋକସେବା ଭବନରେ ସେମାନଙ୍କ ବିଭାଗ ବି ବଦଳୁନି। ବିଜେଡି ଶାସନ ସମୟରେ ଖାଲି ଅଣଓଡ଼ିଆ IAS ଅଧିକାରୀ ପାୱାରଫୁଲ୍ ନଥିଲେ କିଛି OAS ଅଫିସର ବି ଶାସକ ଦଳର ହାତବାରିସୀ ସାଜିଥିଲେ ବୋଲି ଚର୍ଚ୍ଚା ହେଉଛି।
Odisha Reporter is one of the best Odia news portal in Odisha. Get all the news updates in Odia.
ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ |
KZfaq: bit.ly/OdishaReporteronKZfaq
Web: odishareporter.in
Facebook: / odishareporter
Twitter: / odishareporter
Telegram: telegram.me/Odisha_Reporter_o...
Instagram: / odishareporter_official
#OdishaReporter#oas #bhubaneswar #odisha #OdishaReporter #odishaadminstration #oas #LokSevaBhawan

Пікірлер: 159
@aswinisahoo2268
@aswinisahoo2268 Ай бұрын
ଏଟା ଗୋଟେ ଭଲ ଖବର..... 👌 ଗ୍ର।ଉଣ୍ଡ ରେ ଥିବା ବିଜେଡି ଚମଚା ମାନେ ଜାଣିବା ଦରକାର...... ଆଖି ଖୋଲିବ ବୋଲି ଆଶା.....
@bhubanmohanty3853
@bhubanmohanty3853 Ай бұрын
ସେମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦରକାର
@manojbabu6690
@manojbabu6690 Ай бұрын
ED.CBI ଦରକାର👈
@SmashEnough
@SmashEnough Ай бұрын
ଏସବୁ oas ଅଧିକାରୀ ନୀଚ ହୀନ ପରିବାରର ନୀତି ହୀନ ଅମଣିଷ ପଣିଆରେ ଏକ ନମ୍ବର ମୁଖ୍ୟ ମନ୍ତ୍ରୀ ନବୀନ ଙ୍କ ଏକ ନମ୍ବର ପଶୁ ଠାରୁ ହୀନ ଲାଞ୍ଜ ଶୃଙ୍ଗ ବିହୀନ ପଶୁ
@Onlyvibrationdj
@Onlyvibrationdj Ай бұрын
ସବୁ OAS ଙ୍କୁ ହଟାଅ ଏବେ ବି ସେମାନେ ଗୋଟେ ସ୍ଥାନ ରେ । ବିଜେପି MCC ରେ ଗୁଡାଙ୍କୁ ହଟେଇଥିଲେ ଏବେ ବାଳ କରୁଛନ୍ତି ହଟାନ୍ତୁ ଜଲଦି ନହେଲେ ଆମେ ଜାଣିବୁ ଯେ ଏମାନେ ବି ବନ୍ଧା OAS 1 yr re transfer କର
@debendranarayandash9040
@debendranarayandash9040 Ай бұрын
ଓଡିଆ ସବୁ ଜାଣିଛନ୍ତି ବୋଲି ପରିବର୍ତ୍ତନ କଲେ କିନ୍ତୁ ବିଜେପି ସରକାର କଣ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛି ବିଜେପି ସରକାରକୁ ଆସିଛି ଦୁର୍ନୀତି ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ନାରା ଦେଇ ଦେଖିବା କଣ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛି
@suryamanisamal3793
@suryamanisamal3793 Ай бұрын
ଆଉ ଅଛନ୍ତି, ପାଣ୍ଡିଆନ ଙ୍କ ଲୋକ, BJP ସରକାର ଖୋଜୁ ...
@krishnachandratripathy5159
@krishnachandratripathy5159 Ай бұрын
ଆଉ ଜଣେ ଦଣ୍ଠା ବାବୁ ଙ୍କ ନାମ ଲେଖିଥିଲେ ବୋଧେ ଭଲ ହୋଇଥାନ୍ତା, (ଶ୍ରୀମାନ ଭବ ତାରଣ ସାହୁ ଓ. ଏ. ସ. ପୂର୍ବତନ ଉପ ଜିଲ୍ଲାପାଳ, ପୁରୀ ) ଯେକି ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଓ ଜମି ଅଧିଗ୍ରହଣ ରେ ମୁଖ୍ୟ ଭୂମିକା ନେଇଥିଲେ ଓ ଭଙ୍ଗା ଇଟା, ମାଟି ଓ ପଥର କିପରି ସ୍ଥାନା ସ୍ତରିତ ହେବ, ତାର ଦାୟିତ୍ୱ ନେଇଥିଲେ l
@RanjanKumar-mx1ki
@RanjanKumar-mx1ki Ай бұрын
ସବୁ OAS ଙ୍କୁ କାର୍ଯ୍ୟରୁ ଅବ୍ୟାହତି ଦିଆଯାଉ
@panchanangahan1702
@panchanangahan1702 Ай бұрын
I appeal to journalist friends to make a video on all OAS officers in Higher Education Department who are involved in tranfer posting of all college faculties and even still recommend their undeserved candidates to college principals for guest faculties where as hundreds of talented candidates are not getting the chance.Still college principals are working as BJD agents.
@sarthakrout5112
@sarthakrout5112 Ай бұрын
Tamaku bii karidia jiba Sachivalaya gote
@chandrapanda7222
@chandrapanda7222 Ай бұрын
ଏ ସମସ୍ତ ଙ୍କୁ ମାଲକାନଗିରି, କେନ୍ଦୁଝର, କଳାହାଣ୍ଡି ଅନୁନୟତ ଜିଲ୍ଲାକୁ 24 ଘଣ୍ଟା ଭିତରେ ବଦଳି କରାଯାଉ, ଓ ସରକାର ଙ୍କୁ ସେମାନେ ଙ୍କୁ Joining ରିପୋର୍ଟ ଦେବା ପାଇଁ ନିଁର୍ଧେଶ ଦିଆ ଯାଉ.
@user-pp7ko6dr2p
@user-pp7ko6dr2p Ай бұрын
ଏମାନଙ୍କୁ ମାଲକାନଗିରି ପଠାଯାଉ
@amareshamohanty69
@amareshamohanty69 Ай бұрын
ଆଉ କିଛି ଅଫିସରମାନଙ୍କ ବଦଳି କେବଳ କଟକ ଏବଂ ଭୁବନେଶ୍ଵର ମଧ୍ଯରେ ହୋଇଛି । ସେମାନେ କେବଳ ଗୋଟିଏ ବିଭାଗରୁ ଅନ୍ୟ ବିଭାଗ କୁ ବଦଳି ହୋଇଛନ୍ତି।
@Business-inodia
@Business-inodia Ай бұрын
We public of Odisha please please please immediately transfer to Koraput ,Kandhamala,&Bauda for any duty of the Government.SAVE ODISHA.
@user-ud1lp4oh5t
@user-ud1lp4oh5t Ай бұрын
ପ୍ରେଥମେ ଓଡିଶା ଲୋକଙ୍କୁ ଛାଡ଼ ଅଣ ଓଡିଆ ias au ips nku ଧର
@satyabehera9431
@satyabehera9431 Ай бұрын
ଏ ସବୁ ଅଫିସର କୁ ଜିଲ୍ଲା ବାହାରେ କୁ ଟାନସଫର କରାଯାଉ ।
@itsbikram24
@itsbikram24 Ай бұрын
କାହିଁକି ଗୋଟିଏ ସ୍ଥାନରେ ସବୁଦିନ ପାଇଁ ରହିଯାନ୍ତୁ। ଏଥି ପାଇଁ କାନୁନ୍ ଅଣାଯାଉ। ଓଡ଼ିଶାରେ କେଉଁ ଶାସନ ଚାଲିଥିଲା ଏଥିରୁ ସ୍ପଷ୍ଟ।
@skaifoundation8120
@skaifoundation8120 Ай бұрын
Prabhu kichhi karibe. I have faith 🙏.
@SatyaMohapatra-jz2jh
@SatyaMohapatra-jz2jh Ай бұрын
ଧନ୍ୟବାଦ. 🌹
@dhoombarttadm5387
@dhoombarttadm5387 Ай бұрын
OSEPA department ରେ କିଏ ଅଛନ୍ତି sir JTS requirement , ଛୋଟ ଛୋଟ ପିଲାଙ୍କ ଫାଉଣ୍ଡେସନ କଥା କିଛି b ଚିନ୍ତା କରୁ ନାହାନ୍ତି ଯେ।
@kamalakantadas6050
@kamalakantadas6050 27 күн бұрын
ଲୋକ ସେବା ଭବନ ରୁ ବାହାର କରନ୍ତୁ ଦୁର୍ନୀତି ଗ୍ରସ୍ତ ଓ ଦଳୀୟ କାର୍ଯ୍ୟ କରୁ ଥିବା ବାବୁ ମାନଙ୍କୁ ।ଏହା ଭିତରେ ଜଣେ 2 ଜଣ ପୁଣି କାର୍ଯ୍ୟକାଳ ବଢେଇ ସାରିଲେଣି ।ଜୁନ 1 ତାରିଖ ରୁ, ନୂଆ ସରକାର୍ ସତର୍କ ରୁହନ୍ତୁ।
@rajanisahu4577
@rajanisahu4577 Ай бұрын
SIDAC, Gdndamunda under H.T& H dept. ତଥା ହସ୍ତଶିଳ୍ପ ନିର୍ଦ୍ଦେଶାଳୟ ର S.Ratha ମଧ୍ୟ ଚାକିରି ଆରମ୍ଭ ରୁ ଏହି Govt. Society ରେ ଦୀର୍ଘ କୋଡ଼ିଏ ବର୍ଷ ହେଲା ଖୁଣ୍ଟ ପୋତିକି ବସିଛି, ଆଉ ଜଣେ ସେମିତି ବୟନ ଶିଳ୍ପ ନିର୍ଦ୍ଦେଶାଳୟ, ସତ୍ୟନଗର ରେ ବି ଦଶ ବର୍ଷ ରୁ ଉର୍ଦ୍ଧ ହେଲା କୁଆଡ଼େ ବଦଳି ହେଇନି, ଏମାନଙ୍କୁ ମଧ୍ୟ ଟିକେ ଦୃଷ୍ଟି ଗୋଚରକୁ ଆଣିବାକୁ ଅନୁରୋଧ।
@sanjauakumar8999
@sanjauakumar8999 28 күн бұрын
ଲୋକଙ୍କ ସେବା କରିବାକୁ ଆଶି ନାହାନ୍ତି ଆସନ ଲୋଭି ସବୁ
@aswiniparida5480
@aswiniparida5480 Ай бұрын
Jay Jagannath 🚩
@avimanyupatri4365
@avimanyupatri4365 Ай бұрын
ନୂଆ ସରକାରଙ୍କ ଏଜେଣ୍ଟ ହେବେ. ନହେଲେ ପୁରୁଣା ବହିର୍ଭୁତ ଆୟରୁ କିଛି ଭାଗ ଦେବେ. ଭିଜିଲାସନ୍ସ ଧରିବା ସମସ୍ତେ ଜାଣନ୍ତି. କିନ୍ତୁ ବିଚାର, ଦଣ୍ଡ ଵା କ୍ଷମା କଣ ଆଦେଶ ହୁଏ କେହି କେବେ ଶୁଣି ନାହାନ୍ତି. ଅରାଜକତା ଓ ଅନିୟମିତତା ତାର ପ୍ରତିଫଳନ.
@manoranjanparida7874
@manoranjanparida7874 Ай бұрын
ରାଜକୋଷରୁ କେତେ ନେଇଛନ୍ତି,ବାହାରୁ,,, ଆଉ କେତେ ଅଛନ୍ତି ଅଫିସର ଭୁବନେଶ୍ୱର ରେ ବର୍ଷ ବର୍ଷ ଅଛନ୍ତି,, ବିଭିନ୍ନ ଜିଲ୍ଲାରେ ବସିଛନ୍ତି,,,
@debendrasatapathy8512
@debendrasatapathy8512 Ай бұрын
ସାରଦା ପଣ୍ଡା ଙ୍କୁ ଫୁଲ ସ୍କାନରରେ ରଖାଯିବା ଉଚିତ୍
@amjadsk.2469
@amjadsk.2469 Ай бұрын
Discuss kari kichhi labha nahi. All india service heu ba PSC, regular transfer ra rules achhi...seita govt follow karilaani. Gotiye jaaga re 3 barsa ru adhika rakhiba katha nuhe.
@manoranjansahoo3502
@manoranjansahoo3502 Ай бұрын
ଏମାନଙ୍କୁ kbk ଜିଲ୍ଲାର ଉପାନ୍ତ ଅଞ୍ଚଳକୁ ପଠାଯାଉ
@purnanandabarik1562
@purnanandabarik1562 Ай бұрын
ଅଫିସରଙ୍କ ବଦଳି ନାହିଁ ଅବସର ପରେ ବି ପଦବୀ ମାଡ଼ି ବସିଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ଓ ମନ୍ତ୍ରୀମାନେ କ'ଣ ଅଫିସରମାନଙ୍କର ବା--- ରେ ତେଲ ମାଲିଶ୍ କରୁଥିଲେ ? ପୃଥିବୀରେ ସବୁଠାରୁ ନିକମା ମୁଖ୍ୟ ମନ୍ତ୍ରୀ ନବୀନ ପଟନାୟକ।
@user-rh5zt3tz9u
@user-rh5zt3tz9u Ай бұрын
କିଛି କରିପାରିବେ ନାଁହି ହେଇ ହେଇ ବଦଳି ହେବ ଆଉ କଣ ରାମପିବେ ତାଙ୍କର, 5 ବଷ ପରେ ଫୁଣି ଗାଦିରେ ବସିବେ
@user-xk9um8zp1w
@user-xk9um8zp1w Ай бұрын
Akhaya babu best consent
@dksahu5541
@dksahu5541 Ай бұрын
Right
@saratnayak1567
@saratnayak1567 Ай бұрын
Verygood administration of NabinBaboo.Nabin Baboo should receive Noble prize for every stage .
@jagannathsahoo6022
@jagannathsahoo6022 Ай бұрын
ସବୁ ଓଏସ ଅଫିସ ଙ୍କୁ ବଦଳି କରାଯାଉ.
@prataprath3632
@prataprath3632 28 күн бұрын
ତାଲିବାନ ଶାସନ ଚାଲିଥିଲା
@ranjanmishra8597
@ranjanmishra8597 Ай бұрын
ଏ ମିତି ବାବୁ ମାନଙ୍କୁ ଚାକିରିରୁ ବହିଷ୍କୃତ କରିବା ଦରକାର
@padarbindasamal4365
@padarbindasamal4365 Ай бұрын
24 ବର୍ଷର ଶାସନ ରେ ସବୁକିଛି ଥିଲା ବିଶ୍ୱସ୍ତରୀୟ
@sneha6303
@sneha6303 Ай бұрын
Semananka property list, Bank account and call recording magaile bhala heba
@narasinghamishra2927
@narasinghamishra2927 Ай бұрын
ମାଓ ପ୍ରବଣ ଇଲାକା ପଠେଇଦିଅ ୟାଙ୍କର ରଙ୍ଗ ଛଡେଇଦେବେ ମାଓବାଦୀ
@user-ku8ud9jd1v
@user-ku8ud9jd1v 27 күн бұрын
ସଳା ନବୀନା କ'ଣ ବେଆଇନ ନ କରିଛି? ମନ ଇଚ୍ଛା ଅଫିସରଂକୁ ୧୦ ବର୍ଷ ୨୦ ବର୍ଷ ଧରି ବେଆଇନ ଭାବେ ରଖିଛି ଗୋଟିଏ ଗୋଟିଏ ବିଭାଗରେ। ସେହିମାନଙ୍କ ଜରିଆରେ ନବୀନର କଳା ସାମ୍ରାଜ୍ଯ ଚାଲିଥିଲା ୨୫ ବର୍ଷ ଧରି।
@kumarprabhat1943
@kumarprabhat1943 Ай бұрын
Kichhi houchi na Argus news kbl trp pain dekhouchu
@SGourav-pf6zf
@SGourav-pf6zf Ай бұрын
ଏଇ ଯେତେ ଅଫିସର ଙ୍କ ନାଁ କହିଲେ... ଏମାନେ ଏବେ ବିଜେପି ର ଗୁଣଗାନ କରିବେ... ଏମାନେ ଆଉ କାହିଁକି ବଦଳି ହେବେ....
@jagyasebgantayat2007
@jagyasebgantayat2007 26 күн бұрын
How runs administration must be adjudged n immediate action taken to regularise system
@udhabkar3472
@udhabkar3472 28 күн бұрын
Murali mallick କଣ କରୁଛନ୍ତି
@amardas3119
@amardas3119 Ай бұрын
Mohan babu kan janichanti je OAS IAS se kan change karibe. Tanku kichi jana nahin,Dharmendra Pradhan jadi kan karibe nahele yea kichi nuben.
@sanjauakumar8999
@sanjauakumar8999 28 күн бұрын
ଓଡ଼ିଆ ଲୋକ ହୋଇ କି TAMIL ଙ୍କ ଗୁଲାମ ହେଉଥିଲେ ଚାକିରୀ Watch ଧମକ ଦେଉ କାମ ଖଟାଉ ଛନ୍ତି
@FAKIRJENA-du2zs
@FAKIRJENA-du2zs Ай бұрын
ଏଗୁଡାକ ଉପରେ ଖୁବ ବାଜିବ
@somonathmartha326
@somonathmartha326 Ай бұрын
Nabin Babu a kana Raja sasan chaluthila
@dr.surendranathdash8861
@dr.surendranathdash8861 Ай бұрын
BJP Govt, please take immediate action and remove them to any tribal district. Stop extension
@Dasjyoti421
@Dasjyoti421 Ай бұрын
Disproportionate valuation and compulsory retirement will be Suitable
@pgayatrirout2326
@pgayatrirout2326 Ай бұрын
Samasta nkara change kara jau department
@sanjibdalbehera8932
@sanjibdalbehera8932 Ай бұрын
Sahara tanka ta deie deaa ho Modi sir aame gareba loka namaste 🙏
@successfullife6722
@successfullife6722 Ай бұрын
ଲଜ୍ୟା ସ୍ଥିତି l
@SushilKumarVlogs-bb6yx
@SushilKumarVlogs-bb6yx Ай бұрын
Request to govt kindly transfer these peoples to other state or KBK location .... And also investigate their corruption activities .....
@Lipunbabuofficial
@Lipunbabuofficial Ай бұрын
Sola sethipain post baharuni aou....sabu kamo ta extension re chalichi aou new ketebele paibo
@rajeshkumarpradhan4928
@rajeshkumarpradhan4928 Ай бұрын
ଭାଇ ଟିକିଏ engineer ମାନଙ୍କୁ ତଦାରଖ କରାଯାଉ plz
@jitendrakumarsahoo2483
@jitendrakumarsahoo2483 Ай бұрын
ସେମାନଙ୍କ ର କଣ ଅସୁବିଧା ହୋଇଯିବ ?
@akpanda833
@akpanda833 Ай бұрын
Why BJP has not taken action
@santanu-ferry-leo
@santanu-ferry-leo Ай бұрын
Seems like Odisha is governed by bureaucrats not by politicians. Bureaucratisation of politics.
@purnachandrapatnaik4499
@purnachandrapatnaik4499 Ай бұрын
New govt also allowing previous practice.why not taken any stand till now.
@golokbiharipradhan9175
@golokbiharipradhan9175 Ай бұрын
BjP government should see the news it will help the government
@subhalgiri6181
@subhalgiri6181 Ай бұрын
Amanku turanta suspension kora
@kamakshyaraul
@kamakshyaraul Ай бұрын
Emanaku demotion deidia...block level ku patheidia.. vigilance should investigate about their property..
@harekrishnamahanta7592
@harekrishnamahanta7592 Ай бұрын
All officers ttransferafter 3years
@nareshpatro7986
@nareshpatro7986 Ай бұрын
Bahut durniti hoichi
@sanjibdalbehera8932
@sanjibdalbehera8932 Ай бұрын
Sahara tanka ta deie deaa ho Modi sir please aame gareba loka namaste 🙏
@rajkishordas1396
@rajkishordas1396 Ай бұрын
Retired officers should be curtailed from service and other officers should be transferred to distant places like kbk districts.
@tapantripathy7217
@tapantripathy7217 Ай бұрын
Govt kichi kariparibeni So we should not except any thing from this govt to take action against corrupted officer or politicians
@AshokKBarik
@AshokKBarik Ай бұрын
Reshuffle all for transparency.
@manoranjansethi8236
@manoranjansethi8236 Ай бұрын
Jaldi transfer karajau
@akpradhan6120
@akpradhan6120 Ай бұрын
Atpresent oAs and IAS not required for odisha as high qualified available
@Just_randomhuman
@Just_randomhuman 29 күн бұрын
Babu nka g mara
@amardas3119
@amardas3119 Ай бұрын
Agaru aei Report paunathila ki?
@user-cl6fr1yc5r
@user-cl6fr1yc5r Ай бұрын
Naveen Pattnaik 24 baras rehile, E mane oas rahile kan hela 😂
@Onlyvibrationdj
@Onlyvibrationdj Ай бұрын
OAS salary 90000 ମୁଁ ଦେଖୁଛି ସେ କିଛି କାମ ତ କରୁନାହାନ୍ତି ସବୁ ତଳିଆ କର୍ମଚାରୀ କରୁଛନ୍ତି ତାହେଲେ OAS କୁ 90000 କାହିଁକି ଦଉଚ ତଳିଆ କର୍ମଚାରୀ 3 ଜଣ ସେଇ ଜାଗାରେ ରହିବେ ଆଉ ବେକାରୀ କମିଯିବ ଆରେ ତମେ ଅଫିସର ଚିଠି ନିଜେ କରୁନ ନିଜେ କମ୍ପୁଟର ରେ ଟାଇପ କରୁନ ସରକାର ବା ତମକୁ କମ୍ପ୍ୟୁଟର ଦେଇଛନ୍ତି ତମେ ବା ବହୁତ ପାଠ ପଢିକି କୁଆଡେ ଅଫିସର ହେଇଛ କରୁନ 90000 ନଉଛ ଏ ସରକାରଙ୍କୁ ଅନୁରୋଧ ସେ ସମସ୍ତ ବିଭାଗକୁ କିଏ କଣ କାମ କରିବ ଲିଷ୍ଟ ଦିଅନ୍ତୁ ଆଉ କାମ ଆଦାୟ କରନ୍ତୁ
@Harekrish-es6qp
@Harekrish-es6qp Ай бұрын
Absolutely right 👍 I have been observing these things since long time. Actually they are main villain behind corruption. During my school/College days, I used to think that only politicians are corrupt and bad people.But after 9 years of my service and interacting with people (from all walks) ,also observing it myself, I have developed a strong dislikes for all Officers. These people are so corrupt and only want to do those works in which they get huge money, if there are no money then those works will be assigned to others. Only show off no real hardwork. The thing is that they know it better about the value of their signature. Their motto is to crack the exam, tell fabricated story about their childhood dream to serve people but actually to loot money and enjoy good corrupt lifestyle. Many of my friends are there , I'm observing their activities also 😄
@highereducationdepartment787
@highereducationdepartment787 Ай бұрын
List ahuri adhika achi
@user-vu3ru5ef5d
@user-vu3ru5ef5d Ай бұрын
Cbi ku janch pae adesh dia jau
@ajitdasdiku
@ajitdasdiku Ай бұрын
Subhananda Mohapatra ku hata jao
@omprakashbudula
@omprakashbudula Ай бұрын
Odisha re Rules follow heuni
@birendramahananda9451
@birendramahananda9451 Ай бұрын
ଇ ମା ନ ଙ୍କୁ ନ ହଟେଇ ପାରି ଲେ BJP ପାଇଁ କାଳ ହେବ ତୁ ରନ ହଟା ଅ
@dillipbhuyan6440
@dillipbhuyan6440 Ай бұрын
Lajyaa lagunahi kemiti
@ajaykumarmangaraj6338
@ajaykumarmangaraj6338 Ай бұрын
Chalu dekhiba agaku a media aou sarkar nka kete acction nauchanti Sabu khaegale odisha ru
@Skstarvlog3735
@Skstarvlog3735 Ай бұрын
Bahara karajau emanku new vacency dia
@NomadicJRS
@NomadicJRS Ай бұрын
Sangram ta bahut bajye loka.. Bhut garbi ahankari
@Dasjyoti421
@Dasjyoti421 27 күн бұрын
These are the root key men of all corruptions where conceived.
@riyabarsa6676
@riyabarsa6676 Ай бұрын
Remove/and transfer with inquiry that offers who more than 3year long working in same department
@parshuramnayak7650
@parshuramnayak7650 Ай бұрын
😭😭😭😭😭😭😭
@SadhabanandaPanda
@SadhabanandaPanda Ай бұрын
ମିଶନ ଶକ୍ତି ବିଭାଗର ସୁଜାତା ପାଣ୍ଡିଆନ୍ ବହୁତ ଅର୍ଥ ଲୁଟି ଛନ୍ତି ତାକୁ ,,CBI ରେ ଧରାଅ
@coolguruspiritual4660
@coolguruspiritual4660 Ай бұрын
System ku Clean karajaau, Factory Reset KaraJaau.... Sabu viruses clean karajaau... Joka mananku Luna Diaa Jaau.
@user-jz6tq7ff2j
@user-jz6tq7ff2j Ай бұрын
Bjp jindabad
@user-rx8dg6dt9b
@user-rx8dg6dt9b Ай бұрын
E.d
@shishirranjanlenka.399
@shishirranjanlenka.399 Ай бұрын
Turanta Bhubaneswar bahara ku badali karajau aau bahare barsa barsa dhari rahuthiba officer mananku Bhubaneswar re rahibaku sujog diajau
@sasankabiswasray
@sasankabiswasray Ай бұрын
IPS Abhya OSSC re achi , tari name ta kahileni ta?
@akpanda833
@akpanda833 Ай бұрын
Make money & money . WHERE IS BJP GOVT
@bagabhaipradhan18
@bagabhaipradhan18 Ай бұрын
Vosuli Gang re tthile Thana I/C,BDO, Tahsildar, Assistant Collector ttharu aarambha. Wholesale badali kari vigilance investigation(property matters) karantu. Nua Recruitment ru pada pura Kara jau. Bada bada Mafia Sabu ED o CBI najar re. Honeymoon sari , kebe drushtanta mulaka padakshepa nebe? MLA o MP panchayat stara ru aarambha kaleni.
@anantaramachandrarao4284
@anantaramachandrarao4284 Ай бұрын
samastanku out karantu
@ranjanksahu2079
@ranjanksahu2079 Ай бұрын
Ed lagiba katha
@gadadharsahoo7997
@gadadharsahoo7997 Ай бұрын
Service Ru hatijiba darakar
@chandrakalasahu5085
@chandrakalasahu5085 Ай бұрын
Ed CBI lagao,o samastanku chakiri ru bahara kara
@bibhutisahoo7344
@bibhutisahoo7344 Ай бұрын
Chakaranku khyamatasina kala kie
Little girl's dream of a giant teddy bear is about to come true #shorts
00:32
DEFINITELY NOT HAPPENING ON MY WATCH! 😒
00:12
Laro Benz
Рет қаралды 64 МЛН
39kgのガリガリが踊る絵文字ダンス/39kg boney emoji dance#dance #ダンス #にんげんっていいな
00:16
💀Skeleton Ninja🥷【にんげんっていいなチャンネル】
Рет қаралды 8 МЛН
MISS CIRCLE STUDENTS BULLY ME!
00:12
Andreas Eskander
Рет қаралды 18 МЛН
କାହିଁକି ସନ୍ଦେହ କଲେ ରୂପା / Rupa Pin2 Khushi
24:56
This SECRET Number will make you RICH | Numerology Explained in Hindi | EP-38
1:04:22
Supertalks by themovingship
Рет қаралды 361 М.
Little girl's dream of a giant teddy bear is about to come true #shorts
00:32