No video

Special Story | Demolition At Market In Bhubaneswar Leaves Over 500 Families Bereft Of Livelihood

  Рет қаралды 1,422,402

OTV

OTV

Күн бұрын

Пікірлер: 2 300
@jirimiyamajhi9933
@jirimiyamajhi9933 2 жыл бұрын
କେବେ ଚେତିବ ଏ ଓଡିଶାର ଜନତା ,ଗୋଟିଏ ଦଳ ହିଁ ବର୍ଷ ବର୍ଷ ଧରି ଶାସନରେ ରହିଲେ ଏମିତି ହୁଏ,କାରଣ ଏଟି ଏକ ଛତ୍ରବାଦ ସାଶନ ଚାଲିଛି..
@Rajrocky
@Rajrocky 2 жыл бұрын
Jia b oppose kariba Sia 1000 case khaibo Bhai .. au kichi milibani .. Sala odisha ku bikiki khaidebe
@binapanipanda9368
@binapanipanda9368 2 жыл бұрын
ପୁରା ହିଟଲର ଶାସନ ଚାଲିଛି
@gdsexploitation1290
@gdsexploitation1290 2 жыл бұрын
BDA plot saadhaaran loka 25/26lacs deiki kiniba ie maaghie maaganaa re rahibe
@papalipapali5978
@papalipapali5978 2 жыл бұрын
Right bro bjd hatiba darkar
@nrusingha8212
@nrusingha8212 2 жыл бұрын
Aau Gujarat re kn chalichi bhai Rama rajya?
@binapanipanda9368
@binapanipanda9368 2 жыл бұрын
ଓଡ଼ିଶାରେ ଏବେ ବ୍ରିଟିଶ ଶାସନ ଚାଲିଛି ଏବଂ ଏଥିପାଇଁ ଆମେ ସମସ୍ତେ ହିଁ ଦାୟୀ ରହିବୁ। ମନ ଖୋଲି ବିଜେଡି କୁ ଭୋଟ୍ ଦେବା ର ପରିଣାମ ଆମକୁ ହିଁ ଭୋଗିବାକୁ ପଡ଼ିବ ନା ନାହିଁ ? ଜୟ ଜଗନ୍ନାଥ 🙏
@pratapkaran9990
@pratapkaran9990 2 жыл бұрын
Thik kahicha 😰😰yanka luha padiba
@sunamarandi2089
@sunamarandi2089 2 жыл бұрын
ମଦ ମାଂସ ଟଙ୍କା ର କରାମତି
@sarojjenacoolboy9429
@sarojjenacoolboy9429 2 жыл бұрын
😭😭😭😭😥😥😥😥😥😥🙏🙏🙏he pravu abatar nei e sala nabin ku maro
@ajaykumarpradhan6330
@ajaykumarpradhan6330 2 жыл бұрын
ଯେତେ କହିଲେ ଏ ଅଇଁଠା ଖିଆ କୁକୁର ମାନେ ସୁଧୁରିବେନି
@baktitsonnas6717
@baktitsonnas6717 2 жыл бұрын
Vote dio gandi marao
@tpmediaentertainment7608
@tpmediaentertainment7608 2 жыл бұрын
ଯୋଉ ସରକାର କ୍ଷମତା ଅହଙ୍କାର ପାଇଁ ଗରିବଙ୍କୁ ଶୋଷଣ କରି ନର୍କ କଷ୍ଟ ଦେଇ ଆସୁଛି ତାକୁ ଆଗାମୀ ନିର୍ବାଚନରେ ପ୍ରକୃତ ଜନଶକ୍ତି ଦେଖାଇ ଦିଆ ଯିବା ସମୟ ଆସି ଯାଇଛି...
@user-jy2jg8zv2i
@user-jy2jg8zv2i 2 ай бұрын
👍
@malayakumarparida6377
@malayakumarparida6377 2 жыл бұрын
ଖେତି ପୁରଣ ଦିଆ ଜାଉ....🙏🙏🙏🙏🙏🙏
@jitendas6522
@jitendas6522 2 жыл бұрын
ବିକାଶ ହେଲା , ଏବେ ଦଦାନ ବଢିବେ ! ନଂ ୧ ଦଦାନ ଚାଲାଣକାରୀ ରାଜ୍ଯଭାବେ ପୁରସ୍କାର ପାଇବ ଆମ ରାଜ୍ଯ !
@Yashyt144
@Yashyt144 2 жыл бұрын
Ebe sudhuri ja🙏🙏🙏
@odiavlogs7476
@odiavlogs7476 2 жыл бұрын
e ama nabina no 1 lajys nhi hie no 1 kruchi
@suprajdigal9870
@suprajdigal9870 2 жыл бұрын
Orm k6my
@ashuthemech
@ashuthemech 2 жыл бұрын
ଓଡିଶା, ଏବେ ବୁଝିଯାଓ ବିଜେଡି ବର୍ତ୍ତମାନ କେତେ dangerous. stop voting for BJD as they have turned full goonda.
@pklovecreation6513
@pklovecreation6513 2 жыл бұрын
Right.....
@rudrakhuntia5583
@rudrakhuntia5583 2 жыл бұрын
yes right and same for BJP in center
@ashuthemech
@ashuthemech 2 жыл бұрын
@@rudrakhuntia5583 You are right, but at least there are people in center with some brain unlike here in BJD, where brain is used only to practice corruption.
@internationalshmfriendsuni7490
@internationalshmfriendsuni7490 2 жыл бұрын
ମନମୁଖୀ ଶାସନ ।ଓଡ଼ିଶା ବାସୀ ଏକ ହୁଅ ।ବିରୋଧ କର ।
@mahakaal_k_bhakt752
@mahakaal_k_bhakt752 2 жыл бұрын
ମାଗିଆ ତମକୁ ଧର୍ମ ସାହିବ ନି ରେ😭😭😭
@user-rj3is8rr7f
@user-rj3is8rr7f 2 ай бұрын
Pandiyan raa wife karmi
@nilamadhabamuduli5306
@nilamadhabamuduli5306 9 күн бұрын
Kukura sala bjp
@prabirjena2147
@prabirjena2147 2 жыл бұрын
ଗରୀବ ଲୋକଙ୍କ ଲୁହ ପଡ଼ିଲେ କଣ ହେବ ଜାଣିଛ, ତମର ମଧ୍ଯ ପିଲା ଛୁଆ ଅଛନ୍ତି, ପୋକ ମାଛି ହୋଇ ମରିବ l
@VANSHAJ235
@VANSHAJ235 2 жыл бұрын
Bala ta heba kichi hebani😂😂BJD ku vote dela setebele patire bala pasi jaithila kii😂
@prithvirajnaik6100
@prithvirajnaik6100 2 жыл бұрын
ଭୋଟ ଦେଇନଥିଲେ ସେମାନେ ଭଲ କରିଥିଲେ। ଏବେ ଆମେ ବି ଦବୁନି। ଦେଖିବା ତମେ କେତେ ଦୋକାନ ଏମିତି ଭଙ୍ଗୁଚ।😡😡😡😡😡😡😡😡😡😡😡😡
@gdsexploitation1290
@gdsexploitation1290 2 жыл бұрын
Bulldozer🚜🚜🚜 baba jindaabaad
@gdsexploitation1290
@gdsexploitation1290 2 жыл бұрын
BDA plot saadhaaran loka 25/26lacs deiki kiniba ie maaghie maaganaa re rahibe
@Sipun187
@Sipun187 2 жыл бұрын
Se.. Mg.. Nku. Khali.. Mada.. Darkar..
@bijukhadia64
@bijukhadia64 2 жыл бұрын
Thik kahucha bhai
@papalipapali5978
@papalipapali5978 2 жыл бұрын
Mu bi dabini
@prasantanath4718
@prasantanath4718 16 күн бұрын
ଗରିବ ଲୋକମାନଙ୍କର ଲୁହ ନିଶ୍ଚୟ ପଡ଼ିବ ଏ ସରକାରଙ୍କ ଉପରେ। । ଗରିବ ଲୋକମାନଙ୍କୁ ଖୁସି ଦେବା ପରିବର୍ତ୍ତେ ଦୁଃଖ ଦେଉଛି ଏ ସରକାର ।
@papunitu6073
@papunitu6073 2 жыл бұрын
ଜୟ ଜଗନ୍ନାଥ. ଆମେ ପରା ଓଡ଼ିଆ ..............
@jitendracool256
@jitendracool256 2 жыл бұрын
ସେ କେବେ ଟଙ୍କାଟିଏ ର ମୂଲ୍ୟ ବୁଝି ନାହି ତେଣୁ ଏହିଭଳି କାମ କରିଛନ୍ତି....ସେ କନ ଗରୀବ ର ଦୁଃଖ ବୁଝିବ....ଛିଃ ଛିଃ ଛିଃ.... ଏଇ କନ ବିଜେଡ଼ି ର ଶାସନ....
@purtyentertainmentcomedy
@purtyentertainmentcomedy 2 жыл бұрын
Right bjd kama
@navinkandulna763
@navinkandulna763 2 жыл бұрын
@Bijayalaxmi Patra tame ta sabu janicha aau . hou bhala sapna dekhi chala
@durgaprasadsahu6737
@durgaprasadsahu6737 2 жыл бұрын
ଆଜି ଆମ ରାଜ୍ୟର ସାଢେ ଚାରି କୋଟି ଲୋକଙ୍କ ପାଇଁ କଳାପାହାଡ଼ ସାଜିଛି ବିଜେଡି ଦଳ ।
@VlogingSantos
@VlogingSantos 2 жыл бұрын
Yes
@aswinikumarnayak2587
@aswinikumarnayak2587 2 жыл бұрын
Bass ebe bujhile
@subratkumarsahoo4029
@subratkumarsahoo4029 2 жыл бұрын
Yea MG Sarkar Badaliba DarKar
@bombblast8973
@bombblast8973 2 жыл бұрын
Total bjd.. Odisha ku g mari safa karidia
@binapanipanda9368
@binapanipanda9368 2 жыл бұрын
ଓଡ଼ିଶାରେ ଏବେ ବ୍ରିଟିଶ ଶାସନ ଚାଲିଛି ପରା
@gudubaral2278
@gudubaral2278 2 жыл бұрын
ଏଥର common man କୁ gun ଧରିବାକୁ ପଡିବ ତେବେ ଯାଇ ଏ ମଘୀହାଁ ସରକାର ଓ ତାଙ୍କ ସରକାରୀ officer ମନେ ବାଟକୁ ଆସିବେ.
@anubhav0by0
@anubhav0by0 2 жыл бұрын
Very good initiative by BDA and government of Odisha. This will prevent Bhubaneswar from turning into a Slum city
@souravbehera5875
@souravbehera5875 2 жыл бұрын
Demolition on encroached govt. Land is not bad and illegal.... But overnight demolition without proper... advance notification... Is just ... Heinous....!!!
@anubhav0by0
@anubhav0by0 2 жыл бұрын
@@souravbehera5875 what is heinous? Claiming what is yours (the government's) is wrong. What about the income they have generated over years without paying taxes? They should have used that illegally generated income to buy a piece of land legally.
@chittaranjandash4178
@chittaranjandash4178 2 жыл бұрын
କେବେ ଚେତିବେ ଓଡିଆ ମେଣ୍ଢା ? ଭଲରେ ଚିହ୍ନ ଗେଣ୍ଡା ମାଘିଆଙ୍କୁ !ଆସ ଗେଣ୍ଡା ପତକା ଧରିବା ଆଉ ଓଡିଶାକୁ ଲୁଟିବା !
@manashmanash8378
@manashmanash8378 Ай бұрын
Abe kia lutuchi😂
@sushantakumarpradhan1719
@sushantakumarpradhan1719 2 жыл бұрын
ବିଜେଡି ନେତାଙ୍କ ଡ୍ରାମା ହେଲେ ତାଙ୍କର ଭୁଲୁ ନାହିଁ ଆମେ ଭୋଟ ଦେଲା ବେଳେ ଚିନ୍ତା କରି ଭୋଟ କାହାକୁ ଦବା ଚିନ୍ତା କରିନଥିଲେ, ଆଜିର କଳିଯୁଗର ରାବଣ, କଂସ, ମହିଷାସୁର ରୂପରେ ନେତା ମାନେ ଆବ୍ରିଭାବ ଓ କଳି ଯୁଗରେ ପାପର ଜୟ।
@buddheswarmallik2406
@buddheswarmallik2406 2 жыл бұрын
Thik kahicha bhai 👍
@amareshjena7886
@amareshjena7886 2 жыл бұрын
ଏ ନୀୟୁଜୁ ଦେଖିଲେ ଆଖିରୁ ଲୁହ ଆଶୀ ଜାଓଛୀ 🍁🙏🙏🙏
@VANSHAJ235
@VANSHAJ235 2 жыл бұрын
Luha kain asuchi 😂😂Paisa khaiki odisha ra murkha loko BJD ku vote debe...au asubidha asile kandile amaku dukha kain lagiba🤔
@kashyapayan8841
@kashyapayan8841 2 жыл бұрын
କିଛିଦିନ ପରେ ଏ ଦୁଃଖକୁ ସମସ୍ତେ ଭୁଲିଯିବେ, ରୁଲିଙ୍ଗ ପାଟି ସହିତ ସବୁ ରାଜନୈତିକ ଦଳ ଏହା ଜାଣିଛନ୍ତି, ତେଣୁ ସାମୟିକ ଚିତ୍କାରର କିଛି ମୂଲ୍ୟ ନାହିଁ।
@rsofficial3268
@rsofficial3268 2 жыл бұрын
କଳେ ବଳେ କୈଶଳ ଶାସନ ରହିବା ପାଇଁ ଚାହୁଁଛି ବିଜେଡି । ସେ ଶାସନ ରେ ରହିବା ପାଇଁ କିଛି ବି କରିପାରେ । ଏହା ତ ନିମିସ ମାତ୍ର ଆଗକୁ ଦେଖ କଣ ହଉଛି ।
@kishore6469
@kishore6469 Ай бұрын
What about governer son and bjp sleeping.
@maheshdalai2401
@maheshdalai2401 2 жыл бұрын
ପ୍ରଥମେ ସେମାନଙ୍କ ଥଇଥାନ କରିବା କଥା । ତାପରେ ଯାହା କରିବା କଥା । ହେତେ ଲୋକ ଏବେ କଣ କରିବେ ? ସରକାର କୁ ଧିକ ।
@kartikmajhi9338
@kartikmajhi9338 2 жыл бұрын
Right
@niteshdurga3158
@niteshdurga3158 19 күн бұрын
ମୁଁ bjp କୁ ଭୋଟ ଦେଇ ବହୁତ୍ ବଡ଼ ଭୁଲ କଲି। ମତେ ମୋ ଭୁଲ ର ଶାସ୍ତି ମିଳି ଯାଇଛି । ଛି ଛି
@user-cy5py5fu1o
@user-cy5py5fu1o 2 ай бұрын
ଆଉ ବିଜେଡି ଜିତିଲେ ଶୟତାନ ପରି କାମ କରିବ
@dibakarsethi4802
@dibakarsethi4802 Ай бұрын
Saitan maghiya bjp hela fake news dakhiki tu pagolo pore kn hauchhu
@sagarpatra8957
@sagarpatra8957 2 жыл бұрын
ବିଜେଡି ବାଲା ଙ୍କୁ ଆହୁରି ଭୋଟ ଦିଅ ସବୁ ଠିକ୍ ହେଇଯିବ।
@tornado284
@tornado284 2 жыл бұрын
Ta kahaku dele sabu thk heijiba seita ta kahilani kichi 😜😜😜
@onlymusiclover929
@onlymusiclover929 2 жыл бұрын
ବାବୁ ରେ ତୁ କହ କାହାକୁ ଭୋଟ ଦେବା
@kishormuduli304
@kishormuduli304 2 жыл бұрын
Han han
@bhikaripradhan6203
@bhikaripradhan6203 2 ай бұрын
ନା ତମେ ଜାହକୁ ଭୋଟ ଦେଈଛ ସେ ରୋଜଗାର ଦବ କିଛି ଅସୁବିଧା ନାହିଁ
@dibakarmurmu629
@dibakarmurmu629 2 жыл бұрын
So pathetic 😢. ବିନା ନୋଟିସରେ କେମିତି ଭାଙ୍ଗିଦେଲେ ?
@tornado284
@tornado284 2 жыл бұрын
aji jaen samaste kuhanti notice milini bali
@dhanuramsoren4943
@dhanuramsoren4943 2 жыл бұрын
Bhala kala
@user-tl7hn5yc7k
@user-tl7hn5yc7k Ай бұрын
ଆରେ ଭାଇ ଏବେ ଯାହା ହେଉଛି ସବୁ ଠିକ ହେଉଛି ଟଙ୍କା, ଆଉ ମଦ ପାଇ ଆପଣ ମାନେ ନିଜର ମୁଣ୍ଡ କୁ ବିକିଦେଲେ, ଏବେ କାନ୍ଦିଲେ କିଛି ଲାଭନାହିଁ
@chandankumarranasingha9280
@chandankumarranasingha9280 2 жыл бұрын
ଏଇ ଭୋଲିଆ ଭ୍ରଷ୍ଟାଚାର ମନନକ ପାଇଁ ଓଡ଼ିଶା ସାରା ଭାରତ ରେ ଗୋରିବୋ ରାଜ୍ୟ ଥିଲା ଆଉ ଆଗୋକୁ ବି ରୋହିବୋ। JAY HIND✊
@sudhansusekharsahu9968
@sudhansusekharsahu9968 2 жыл бұрын
ଅତ୍ୟନ୍ତ ଦୁଃଖଦ ଘଟଣା.... ଏହା ଏକ ରାଜନୈତିକ ଆକ୍ରୋଶ.... ଏକଚାଟିଆ ଶାସନ ଚାଲଛି... ଏଥି ପାଇଁ ଦାୟୀ ଆମେମାନେ.... ଏବେ ସମୟ ଆସିଯାଇଛି ସ୍ବେଛାଚାରୀ ସରକାର ବିରୁଦ୍ଧରେ ସ୍ୱର ଉତ୍ତୋଳନ କରିବାର....
@gdsexploitation1290
@gdsexploitation1290 2 жыл бұрын
BDA plot saadhaaran loka 25/26lacs deiki kiniba ie maaghie maaganaa re rahibe
@Odiastatus656
@Odiastatus656 2 жыл бұрын
Au kn haba 5 barsa puni mareiba
@dillipbhoi758
@dillipbhoi758 2 жыл бұрын
ଆପଣ ମାନଙ୍କ ଅଭିଶାପ ନିଶ୍ଚିତ ଭାବରେ ‌ପଡିବ, ଅପେକ୍ଷା କର
@prafullatripathy7138
@prafullatripathy7138 9 күн бұрын
ଭଗବାନ ଏମାନଙ୍କୁ ଉଚିତ୍ ସାସ୍ତି ଦେବେ
@satyasingh3148
@satyasingh3148 Ай бұрын
ଦେଖିକି ବଡ ଦୟା ଲାଗୁଛି ଲୋକକୁ ଦେଖି , ଦୋକାନ ଭାଙ୍ଗିଗଲା ପଛେ ଯିଏ ଭାଙ୍ଗିଲା ତାକୁ ଅଟକେଇଲେ ନାହିଁ କି ମାରିଲେ ନାହିଁ । ଏତେ କ'ଣ ଡରୁଛ ଯେ ନିଜେ ବିରୋଧ ନକରି ତେଲ ଢାଳୁଛ ନିଜ ଉପରେ । suicide କରିଲେ ସମାଧାନ ହେବନି revenge ଦରକାର । ସରକାର କୁ କଣ ଡରୁଛ ?
@mahaveergurukul5138
@mahaveergurukul5138 2 жыл бұрын
ଏମିତି କରାଯାଏନି.... ନିଶ୍ଚିନ୍ତ ପ୍ରତିଶୋଧ....
@vlogsofvanikshetra
@vlogsofvanikshetra 2 жыл бұрын
ଏକଛତ୍ରବାଦ ଶାସନ ଚାଲିଛି ଏ ରାଜ୍ୟ ରେ
@skumar7960
@skumar7960 Ай бұрын
ଏମାନେ ଗରିବ ନୁହଁନ୍ତି, ପ୍ରକୃତରେ ଯେଉଁ ମାନେ ଗରିବ ସେମାନେ ସବୁଦିନ ଗରିବ ହୋଇ ରହିଛନ୍ତି,
@satyapradhan9616
@satyapradhan9616 2 ай бұрын
ଆଉ ଚାଲିବନି ତୁମର ମନମାନି ମାଟି ଖୋଲିକି ଚେର ସବୁ କାଢି ବାକୁ ପଡିବ ଗୋଟେ ଚେର ରହିଲେ ବି ସେ ଆଉ ଗୋଟେ ଜାଗାରେ ଗଛ ହାଇଯାଉଛି ଡଙ୍କାରୀ ଗଛ ପରୀ ଜାଗ ଗ୍ରାହକ ଜାଗ 🙏🙏🙏
@ganugamango6128
@ganugamango6128 2 жыл бұрын
ଆମ ରାଜ୍ୟ ବିଜେଡି ପାର୍ଟି କେବେ morder cash କେବେ ଲୋକମାନଙ୍କ ଉପରେ ହତ୍ୟା ଚାର ଏ କି ପ୍ରକାର ଶାସନ
@litubehera5097
@litubehera5097 2 жыл бұрын
Aay bjp sadhu
@litubehera5097
@litubehera5097 2 жыл бұрын
Chasi upare gadi chadhe marile Saita bhala
@user-yr1hq5ei7d
@user-yr1hq5ei7d 2 ай бұрын
Tumaghea. Kia. B. J. P. Kahibaku. Toghara. Ghea. To. Ghostira. Ghea. Bedha. Chua. ​@@litubehera5097
@bestcreations60
@bestcreations60 2 жыл бұрын
ନବିନ କୁ ଭୋଟ ଦିଅ।ହେବ ଜାଣିଲ BJDକୁ
@singerbadrinarayan304
@singerbadrinarayan304 26 күн бұрын
ବିଜେପି ଜିତିଲେ ଓଡ଼ିଶାରେ ଉର୍ନତି ହେଇଯିବ କାଇଁ କୋଉଠି??ମୁଁ କଣ ଦେଖୁଚି ଲୋକ କାନ୍ଦୁଛନ୍ତି?? ହେ ଜଗନ୍ନାଥ ତୁମେ ରକ୍ଷାକର !! 🙏🙏ଜୟ ଜଗନ୍ନାଥ 🙏🙏
@vlogforu3131
@vlogforu3131 2 жыл бұрын
Change in politics required in odisha other wise every district every village will face same problem in future
@prasantabehera5654
@prasantabehera5654 2 жыл бұрын
ଯେଉଁ ଶଳା ର ଆଦେଶରେ ଏହିଭଳି କାମ ହୋଇଛି I ସେହି ଶଳା କୁ ନିଲମ୍ବନ କରାଯାଉ
@Odiaranjan848
@Odiaranjan848 2 жыл бұрын
Nilamba taku prasand jagave vali darkar
@bhabanisankar1397
@bhabanisankar1397 2 жыл бұрын
ସେ ଷଳାର ଘରେ ନାଗସାପ ପଶିକି ତାକୁ ଚୋଟ ମାରିଦଉ
@sjcreation598
@sjcreation598 2 жыл бұрын
ଅଧିକ ଦିନ ଧରି ଯିଏ ବି କୌଣସି ସ୍ଥାନ ରେ ରହିବ ସିଏ ତାର ପ୍ରଭାବ ଦେଖେଇବା 😂😂😂😂ବେଶୀ ଦିନ ରହିଲାଣି ସରକାର ଏବେ ଯିବା ପାଇଁ ଅନୁମତି ମାଗୁଛି...!!
@rajnarayan1739
@rajnarayan1739 2 жыл бұрын
ଓଡ଼ିଶା ର ଲୋକ ମାନେ ୟେବେ ଚିନ୍ତା କରିବା ଦରକାର ଜେ ଜଣେ ଲୋକ ବହୁତ୍ ଦିନ ଗୋଟିଏ ପଦବୀ ରେ ରହିଲେ କଣ ଭୟାନକ ପରିସ୍ଥିତି ଆଗକୁ ହେବ।
@VANSHAJ235
@VANSHAJ235 2 жыл бұрын
Odisha loko bala ta chinta karibe...odia murkha boli world famous Paisa pai BJD ku vote deithile 😂
@xyz4848
@xyz4848 2 жыл бұрын
Odisha ବାସୀ ଆପଣ ମାନେ ଖୁସି ତ!!!! ଆଗକୁ 2024 ଆସୁଛି ସଚେତନ ହୁଅ ନହେଲେ ଗାଣ୍ଡି ମରାଅ
@krushnamohansahoo5633
@krushnamohansahoo5633 2 жыл бұрын
ମୁଁ ବହୁତ ଖୁସି, ବ୍ୟସ୍ତ ହୁଅନି ଆହୁରି ଅଛି 😡😡😡😡
@user-kp9so8vk5t
@user-kp9so8vk5t 16 күн бұрын
ଆରେ ଓଡି ଶା ବାସୀ ବୃନ୍ଦ,ସାହାସୀ ହୁଅ ନ୍ୟାୟର ଭିକାରୀ ହୁଅନି,ନ୍ୟାୟର ଅଧିକାରୀ ହୁଅ ,ସରକାରକୁ ଯୋତାରେ ପିଟ ସବୁ ସମାଧାନ ହେବ,ନିଜ ଅଧିକାର ନିଜେ ତିଆରି କର ଭୟ କରନି ,ଭଗବାନ ସର୍ବୋଦା ସାହସୀ ଓ ନ୍ୟାୟବାନ ସହ ରୁହନ୍ତି,ଦିନେ ଏ ସରକାର ଭାଙ୍ଗିଯିବ ଆପେ ଆପେ ,ସରକାରୀ ମାନଙ୍କୁ ଶେଷରେ ନରକ ଭୋଗ ଲେଖା ହେଉଛି,କାରଣ ପାଳି ସମସ୍ତଙ୍କର ଭାଇ ତେଣୁ ବୀର ହୁଅ ।ଭାଙ୍ଗ ସବୁ ଥାନାକୁ ଓ କୋର୍ଟକୁ,ମରିବ ତ ଦିନେ ନା ଦିନେ ମରିବା ,ହେଲେ ଭୟ କାହିଁକି ,ଯୂଦ୍ଧ କର ।
@charan6699
@charan6699 2 жыл бұрын
କୋଟିଆ ଭଳି ପରିସ୍ଥିତି ଆସିବା ଦରକାର ଆଦ୍ରସରକାରଙ୍କର କିଛି କରି ପାରୁନାହାନ୍ତି ଏକାମ କରିବା ଗୋଟିଏ ବାହାନା କୋଟିଆ ଓଡ଼ିଶାରୁ ଅଲଗା ହୋଇ ଆଦ୍ରରେ ଆଦ୍ରସରକାର ମିସେଇ ଦେଲେଣି ଏଇସବୁ କାରଣରୁ କୋଟିଆ ଲୋକଙ୍କ ଇଛା ନାହିଁ ଓଡ଼ିଶା ସହିତ ରହିବା ପାଇଁ ସବୁ ସୁବିଧା ନେତାଙ୍କ ପାଖରେ
@kshirodbhokta9678
@kshirodbhokta9678 2 жыл бұрын
ଭୁବନେଶ୍ୱର ଲୋକ ଖରାପ ଯଦି ଦମ୍ ଅଛି ଆଇନ୍ ଙ୍କୁ ହାତକୁ ନେଇ ସେ ମେୟର କୁ ଗୁଳି କରି ହତ୍ୟା କର ଖାଲିରେ ଦେହରେ ନିଆଁ ଲଗେଇ ଦେଇ କଣ ହବ
@user-rj3is8rr7f
@user-rj3is8rr7f 2 ай бұрын
Esbu pandiyan raa chal guli mara
@uttamnatwork3484
@uttamnatwork3484 2 жыл бұрын
ଏମାନଙ୍କ ଅଭିଶାପ ରେ ଜୀଏବି ଦୂଷି ଥିବେ ସଂପୂର୍ଣ ବିନାଶହୋଇଜେବେ!
@krushnapradhan5479
@krushnapradhan5479 2 жыл бұрын
ମୁଁ ସବୁବେଳେ ସକାଳୁ ଠାକୁରଙ୍କୁ ଡାକୁଚି ଏ ଠାକୁର ଏ ନବୀନ ପଟ୍ଟନାୟକ କୁ ମାରିଦିଅ
@niranjanmaity8227
@niranjanmaity8227 2 жыл бұрын
ଏ କେସ ରେ କୌଣସି.. ପୋଲିସ.. କ୍ରାଇମବ୍ରାଞ୍ଚ.. CBI..ହସ୍ତ କ୍ଷେପ ନକରି... ସିଧାସଳଖ ଭାବେ.. ମାନ୍ୟବର ପ୍ରଧାନମନ୍ତ୍ରୀ ହସ୍ତକ୍ଷେପ କରନ୍ତୁ... ଏହା ଶାସନ ନୁହେଁ.. ବ୍ରିଟିଶ ଶାସନ ଠୁ ହୀନ ହୋଇଗଲା...
@susilbehera3854
@susilbehera3854 2 жыл бұрын
BJD ର ଶାସନ ଓଡ଼ିଶାରେ ଏତେ ଅତିଷ୍ଟ ହୋଇ ଗଲାଣି । ଗରିବ ଲୋକଙ୍କ ଲୁହ ଏମାନଙ୍କୁ ଦେଖା ଯାଉନି । ଏମାନଙ୍କ ମୂଳ କାଟି ଦେବା ଦରକାର
@technicalrajeeb1372
@technicalrajeeb1372 2 жыл бұрын
ଏଥର ନବୀନ ବାବୁଙ୍କର ଟେକିକି ଧର ମୁଁ ଗର୍ବିତ ମୋ ଓଡ଼ିଆ ସବୁଠୁ ପଛରେ ମନ୍ତ୍ରୀ ଯିବେ ଆଗେଇ ଓଡ଼ିଶା ଯିବ ପଛେଇ
@subhamrupamajhi4731
@subhamrupamajhi4731 28 күн бұрын
BJP କୁ ଭୋଟ ଦେଇଛ ବହୁତ ଭଲ ହେଇଛି ନାମ ନିଅ ସଳେ ଆଉ କିଛି ସମୟ ଅପେକ୍ଷା କର ସବୁ
@user-hq4ue6du7u
@user-hq4ue6du7u 2 ай бұрын
ଏହି ହେଉଛି BJD ନେତାମାନଙ୍କର ଅସଲ ରୂପ, ଏମାନେ ଏଵଂ ଅଧିକାଂଶ ପୋଲିସ୍ ବାବୁମାନେ ଜନସାଧାରଣ ଙ୍କ ଉପରେ ଦାଦାଗିରି କରିବା ପାଇଁ କେବେ ପଛାନ୍ତି ନାହିଁ । ସାଧାରଣ ଲୋକମାନେ ଗୁଣ୍ଡାମନଙ୍କ ଅପେକ୍ଷା ଏମାନଙ୍କୁ ଅଧିକ ଡରୁଛନ୍ତି ।
@aloknayak9917
@aloknayak9917 2 жыл бұрын
ଦାଦନ ଯୋଜନା ର ଶୁଭାରମ୍ଭ କରିଛନ୍ତି india no 1 cm ନବୀନ ପଟ୍ଟନାୟକ l
@Naturallife602BO
@Naturallife602BO 2 ай бұрын
Right
@khirodmahanta2149
@khirodmahanta2149 10 ай бұрын
ବିଜେଡି ର ଦାଦା ଗିରି ରାଜନୀତି କିନ୍ତୁ ଘର ଅଧର୍ମ ଅନ୍ୟ। ୟ ଧର୍ମ ସହିବ ନାହିଁ ଜୟ ଜଗନ୍ନାଥ
@susantarana587
@susantarana587 2 жыл бұрын
God tanku tik sikhya debe bhai mane au Bjd ku vhot diyani God bless you all❤🙏❤🙏❤🙏 har har mahadeb omm nomho sibaya ❤🙏❤🙏❤🙏
@lokanathnayak7844
@lokanathnayak7844 2 жыл бұрын
ଫୁଲ ଫୁଟିବ ଓଡ଼ିଶାରେ
@timepasswithguruji3636
@timepasswithguruji3636 2 жыл бұрын
ଯୋଉ ଲୋକ ଏନ୍ତୀ ସରକାର କୁ ଭୋଟ ଦେଇ ଶାସନ gadire ବସେଇ ଚନ୍ତି ସେ ଏବେ ବହୁତ ଖୁସି ତ ଯେଉଁମାନେ ସେ ହାଟରୁ ସଉଦା ଅନୁ ଥିଲେ ସେ ବୋଧ ହୁଏ କେବଳ ବିଜେପି ଲୋକ ଥିଲେ ବିଜେଡି ଲୋକ jauna ଥିଲେ ସେ ହlଟକୁ
@gangadhardalei7734
@gangadhardalei7734 2 жыл бұрын
ବହୁତ ସୁନ୍ଦର
@kailashchsutar1195
@kailashchsutar1195 2 жыл бұрын
ନାଇଁ ସେମାନେ ବି ଆସୁଥିଲେ ! ପଇସା ନ ଦେଇ ଖାଇଯାଉଥିଲେ । ସେହି ପଇସା ମାଗିବା ଘଟଣାରୁ ,ପରା ଏତେ ବଡ କାଣ୍ଡ !
@lilianaik5756
@lilianaik5756 29 күн бұрын
ଏମିତି ବିଜେପି କରିପାରିବେ ବିଜେଡି କରିବନି
@dkswainvlogs
@dkswainvlogs 2 жыл бұрын
ନବୀନା ଏବେ ବ୍ରିଟିସ ଶାସନ କରୁଛି ମାଗିଆ ଲୋକ ମାନେ ତ ଠିକ ନୁହଁ କାହାକୁ କହିବ ନବୀନା ନବୀନା ପାଣି ପିଉନା ତମକୁ ସିଏ ମାରିବନି ଆଉ କିଏ ମାରିବ
@sambithota7950
@sambithota7950 2 жыл бұрын
Should file in human right commission against all the responsible.
@kailashchandrarout2551
@kailashchandrarout2551 Ай бұрын
ଭୋଟ ପାଇଁ ପଟା ଦେଇ ।ଓ ଜବରଦଖଲ କରିବା ପାଇଁ ଜନତା ଙ୍କୁ ଉସୁକାଇ ଥିଲା ।ଭୋଟ ନ ପାଇବାରୁ ଏ ପଦକ୍ଷେପ।
@amitbabuli8498
@amitbabuli8498 25 күн бұрын
ଠିକ କରିଛନ୍ତି ସରକାରୀ ଜାଗାକୁ ମାଡି ବସି ଥିଲେ ଏମାନଙ୍କର ଗାଁ ରେ ଘର ଅଛି
@prasantapattanaik862
@prasantapattanaik862 2 жыл бұрын
In Congress time we had seen that poor people who had occupied Gochar or Govt land were fined after a Misc Case by Revenue Deptt n d land was being recorded in d name of d occupant But now a days poor people having no shelter are finding no place to sit where as rich n powerful persons are having acres of valueable lands What a foolish thought
@sushamabhatta6715
@sushamabhatta6715 2 жыл бұрын
You are 💯% right
@Ic_Sangramsahoo
@Ic_Sangramsahoo 2 жыл бұрын
🤣🤣🤣🤣🤣🤣🤣🤣🤣🤣🤣
@sreejoynayak5167
@sreejoynayak5167 2 жыл бұрын
This is very sad to see the 500 families pain
@anubhav0by0
@anubhav0by0 2 жыл бұрын
So you mean illegal encroachment should be allowed… ? This is a great initiative by government
@frostdeity9881
@frostdeity9881 2 жыл бұрын
@@anubhav0by0 so government should come up with a plan before demolition
@anubhav0by0
@anubhav0by0 2 жыл бұрын
@@frostdeity9881 encroachment on government land should be made equivalent to playing with fire. Fire never comes with a warning, so should the demolition plan.
@frostdeity9881
@frostdeity9881 2 жыл бұрын
@@anubhav0by0 What? If Government is fire then what are the people? Servants? Those were business establishments, people were earning and spending which is good for our state but if you're okay with 500 shop owners and family starts begging in capitals street then it's fine by me.
@anubhav0by0
@anubhav0by0 2 жыл бұрын
@@frostdeity9881 Are these business good for the state? NO. They do not pay any taxes so no money from them goes to the government. The need of people could have been satisfied by another bonafide shop legally constructed and paying taxes. Do you think they would be paying the electricity department for the lights and fan ? NO. I would say that all slums and encroachment be completely eradicated from Bhubaneswar without notice. I do not pity these people. They are like leeches, sucking our blood. Getting subsidies out of the income tax we pay.
@urmilaraika9036
@urmilaraika9036 2 ай бұрын
ଯିଏ ଭାଙ୍ଗୁଛି badhe ତାର ହୃଦୟ ହିଁ ନାହିଁ
@nalinikantagochhayatbapi600
@nalinikantagochhayatbapi600 2 ай бұрын
କେହି IAS ହେଲେ ଖୁସି ହୁଅ ଏବେ ଦେଖିଲ IAS power ସେମାନେ ବୋଧେ ମାର୍କେଟ ରୁ କିଛି କିଣି ଖାଉନାହାନ୍ତି
@Sometimes_123
@Sometimes_123 2 жыл бұрын
Se ଡ଼୍ରାଇଭର ଟା ମଣିଷ ନା ରାକ୍ଷସ 😭😭😭😭 ବିଜେଡି ଯେତେ ଦିନ ଥିବ ଏମିତି ହିଁହେବ
@birajabiraja2431
@birajabiraja2431 2 жыл бұрын
Ration band kale jai BJD hatiba
@srimantamunarout1094
@srimantamunarout1094 2 жыл бұрын
ଆଉ କେତେ ଦିନ ଏଭଳି ଅନ୍ୟାୟ ,ଅତ୍ୟାଚାର , ଶୋଷଣ ଶାସନ ଚାଲିବ । ଏ ଭଳି ସରକାର ଙ୍କୁ ପେଟ୍ରୋଲ ଜାଳି ନି ଆଁ ଲଗେଇ ଦେବା ଦରକାର ।
@manojkumarbarik5592
@manojkumarbarik5592 2 жыл бұрын
Right
@durbashasahani4154
@durbashasahani4154 27 күн бұрын
ପରିବର୍ତ୍ତନ ପରିବର୍ତ୍ତନ ବୋଲି ଉଚ୍ଛନ ହେଉଥିଲ ଭୁବନେଶ୍ୱର ତଥା ଓଡିଶା ବାସୀ,,ଏଥର ବୁଝିଲ ତ ପରିବର୍ତ୍ତନ କଣ,,
@DilipKumar-lu3sk
@DilipKumar-lu3sk 2 ай бұрын
ବିଜେଡି ସରକାର ଦୁର୍ନୀତି ଦେଖନ୍ତୁ କିପରି ଗରିବ ଲୋକଙ୍କ ମାନଙ୍କର ଦୋକାନ ବଜାର କିପରି ଭାଙ୍ଗିଲେ ଦେଖନ୍ତୁ କିପରି ଭାବରେ ଏକାମ କଲେ ଦେଖନ୍ତୁ ମାଁ ସ୍ନ ନମାନ ନାରା ଦେଉଥିବା ମୁଖ୍ୟ ମନ୍ତ୍ରୀ କିପରି ଭାବରେ ଦୁର୍ନୀତିର ଗନ୍ତାଘର ସାଜି ଛନ୍ତି ରହି ଲି ସମାଜସେବୀ ଜିନ୍ଦାବାଦ ରାୟଗଡ଼ା ଜିଲ୍ଲା ଜେଶିରାମ ମୋଦୀ ସରକାର ଆସିବା ଦରକାର
@user-rh6qw7lp1u
@user-rh6qw7lp1u 2 жыл бұрын
ନବୀନ ପଟ୍ଟନାୟକଙ୍କୁ ଧର୍ମ ଛାଡି ଗଲାଣି ।ଏ ଅହଙ୍କାର ଆଉକେତେ‌ ଦିନ ତାହା ଖାଲି ଦେଖିବାକୁ ବାକି ରହିଲା।
@righttofreelegalaid1781
@righttofreelegalaid1781 2 жыл бұрын
ଯିଏ କହିବ ତାକୁ ମିଛ କେସ ରେ ଫସେଇବା କୁ ପଛେଇ ବେ ନାହିଁ କୁକୁର ପୋଲିସ ଭି କମ ନୁହଁ ତାଙ୍କ ଝିଅ ଆଉ ସ୍ତ୍ରୀ ଙ୍କୁ ରେପ କରିବେ ସେଦିନ ହରାମି ପୋଲିସ ଦଳ ବୁଝିବେ ଓଡ଼ିଶାର ବାସିନ୍ଦା ଭି ବୁଝିବେ ମୋ ପାଖରେ ସେମିତି ପ୍ରମାଣ ଅଛି ବୋଲି ମୁଁ କହୁଛି
@suvammohanty9303
@suvammohanty9303 2 жыл бұрын
ଯେଦି ଚାଷ କରି ଶିଖିଛ ତାହେଲେ ନଷ୍ଟ କରି କରି ଥିଲେ କିଛି ଖରାପ ଲାଗିବାର ନଥିଲା କିନ୍ତୁ ଆଜି a ସରକାର ଗରିବ ଲୋକଙ୍କ ଆଉ ଚାଷୀ ମାନଙ୍କ କଥା ବୁଝୁନନାହିଁ କିନ୍ତୁ ଖାଇବା ସବୁ ନଷ୍ଟ କରି ଶିଖିଛି ଏବେ କଣ ଦେଖା ଯାଉନାହିଁ କି କେତେ ଖାଇବା ନଷ୍ଟ ହେଲା ସେଠି ଆଉ କେତେ ଲୋକ ତାଙ୍କ ଜୀବିକା ନଷ୍ଟ କରିଲେ a ହଉଛି ଏକ ହିଟଲୋର ଶାସନ jay jaganath
@studyofeducationandtravel2792
@studyofeducationandtravel2792 2 жыл бұрын
ଏକଛତ୍ରବାଦ ଶାସନ ଚାଲିଛି ଏଠି । ଆଉ କେବେ ସଚେତନ ହେବେ ରାଜ୍ୟବାସୀ ?
@sarojkumarsahu3805
@sarojkumarsahu3805 2 жыл бұрын
ଛି ଛି ପ୍ରଶାସନ ତୁମର ଶାସନ
@anandabudhia3943
@anandabudhia3943 2 жыл бұрын
ବହୁତ୍ ଦୁଃଖ ର ବିଷୟ ନବୀନ ବାବୁ ଯେ ବି ଦୋଷୀ ହୋଇଥିବ ଦଣ୍ଡ ଦିଆଯାଉ ଆପଣକୁ ଓଡ଼ିଶା ବାସୀ ପଶନ୍ଦ କରନ୍ତି ତା ମାନେ ଏଇଆ ନୁହଁ କି ଆପଣକଂ ଦଳ ଏ ସବୁ କାମ କରିବ
@kadambinitripathy3240
@kadambinitripathy3240 2 жыл бұрын
ଅଲଜ୍ୟା ସରକାର ଓ ଅମଲାତନ୍ତ୍ରର ବ୍ୟଭିଚାର ସହିହେଉନି ସରକାର ଙ୍କ ବିଭାଗିୟ ଅଫିସ ରେ ନିଆଁ 🔥🔥 ଲଗାଇ ଦିଅ ସମସ୍ତେ ମିଶି କି ଘରଭାଙ୍ଗିଵାକୁ ଅର୍ଡର ଦେଇଥିବା ଲୋକକୁ ବାଡ଼େଇ ବାଡ଼େଇ ଦରମରା କରିଦିଅ ।।।।।।।
@babusahoo307
@babusahoo307 2 жыл бұрын
ଆମ ଓଡ଼ିଶା ଲୋକେ ତ ମୁର୍ଖ ୧ ଚାଉଳ ଆଉ ଭୋଟ ବେଳେ ମଦ ସାଘକୁ ୫୦୦ ତ ପରିଣାମ ଭୋଗିବାକୁ ପଡ଼ିବ ଆଉ ତା ପରେ ଗାଁ ମାନଙ୍କରେ ଯୋଉ ବିଜେଡ଼ି ନେତା ଅଛନ୍ତି ସେମାନଙ୍କ ଭାଉ କମ୍ ନୁହେଁ ଯଦି ବିଜେଡ଼ି କୁ ଭୋଟ ନଦେବ ତ ତମକୁ goverment ର କୌଣସି ସୁବିଧା ଦିଆଯିବ ନାହିଁ ଆଉ ତମର ଯୋଉ ସବୁ ସୁବିଧା ପାଉଛ ତାକୁ କାଟିଦେବାକୁ ଧମକ ଦିଆଯାଉଛି ଆଉ ତାହାହିଁ ଘଟୁଛି ନବୀନ କୁ କେହି ଭୋଟ ନଦେବା ପାଇଁ ସମସ୍ତେ ଏକା ସାଘରେ ସୋରଉତଳନ କର
@Puhan_SIR
@Puhan_SIR 2 жыл бұрын
ଧର୍ମ ସହିବ ନି..... ଅତି କମ ରେ ସୂଚନା ତ ଦିଆ ଯାଇପାରିଥାନ୍ତା
@gaganbiharinaik5259
@gaganbiharinaik5259 2 жыл бұрын
I'm kindly request to everyone party and not only political party but also every people in the odisha protect them who r suffer this problem plz kindly and give justice ⚖️⚖️
@khabylame2633
@khabylame2633 2 жыл бұрын
Who told to illegally occupy land
@janardanpanda5378
@janardanpanda5378 2 жыл бұрын
ଠିକ୍ କହୁଛନ୍ତି ସାର୍ ଏମାନେ ସବୁ ଗଣତନ୍ତ୍ର କୁ ଦଳି ମକଚି ଲୋକକୁଂ ଭୂଆଁ ବୁଲେଇ ମିଛ କହି ଚାଲିଛନ୍ତି ଆଉ ଲୋକଙ୍କ ଉପରେ ଅତ୍ୟାଚାର କରୁଛନ୍ତି
@ajupani9977
@ajupani9977 2 жыл бұрын
ନବୀନ ବାବୁ ଦେଖିବା କଣ କରୁଛନ୍ତି ଏ ବିଷୟରେ 😭😭
@manasranjannayak946
@manasranjannayak946 2 жыл бұрын
ବିଜେଡି ସରକାର . ନିର୍ଦ୍ଦୟ ସରକାର
@binapanipanda9368
@binapanipanda9368 2 жыл бұрын
ଏ ସରକାରଙ୍କ ଆଗରେ ତାଲିବାନି ଶାସନ ବି ଫିକା ପଡିଯିବ। ଜୟ ଜଗନ୍ନାଥ 🙏
@ManojKumar-xk1jc
@ManojKumar-xk1jc 2 жыл бұрын
No you are criminals
@udayamarndi333
@udayamarndi333 2 жыл бұрын
ଭୋଟ ନ ଦେବାର ଫଳ ରାଜଧାନୀରେ ଯଦି ଏମିତି ତେବେ ଗାଁ ମାନଙ୍କରେ କେମିତି???
@Newsdot-jr3pf
@Newsdot-jr3pf 2 ай бұрын
Bjp କୁ vote ଦେଇକି ଏବେ ନାମ ନିଆ ଶହର ବାସି ନୂଆ bjp ସରକାର କଣ ଦେଖୁଚି
@sunilkumarkhatua5642
@sunilkumarkhatua5642 2 ай бұрын
ହେ ପ୍ରଭୁ ଯଦି ସତରେ ତୁମେ ଥିବ ତାହାଲେ ଏମିତି ଗରିବ ମାନଙ୍କ କଥା ବୁଝିବ ଆଉ ଦୋଷୀ କୁ ଦଣ୍ଡ ଦେବ
@biswajitpanda8888
@biswajitpanda8888 Ай бұрын
I am very very happy thank to bjp government, , bhaut bhuat khushi,,, good job by government
@RRachita
@RRachita 2 жыл бұрын
Bjd ମାଗିଆ..Naveen ମାଗିଆ
@od19professional86
@od19professional86 2 жыл бұрын
param Magiha se only modi Jai Bjp
@GR-mz9ll
@GR-mz9ll 2 жыл бұрын
ସରକାର ନୁହେଁ ବରଂ ସୁଧୁରି ଯାଆନ୍ତୁ ଜନତା ଯଦି ଆଗକୁ କୁଶଳ ରେ ଜୀବନ ଜାପାନ କରିବାର ଅଛି ତ କାରଣ ବୁଝି ବିଚାରି କାମ କଲେ ବିପଦ ନ ଆସଇ ଭଲେ , ହୂ ଏ ତ ଆଜିର ଦିନ ଆସି ନ ଥାଆନ୍ତା , ପରିବର୍ତ୍ତନ ହିଁ ପ୍ରକୃତୀ ର ନୀୟମ ଭୁଲି ଯାଇଛନ୍ତି ପ୍ରୀ ୟ ଜନତା
@krushnamohanprusty2728
@krushnamohanprusty2728 2 ай бұрын
ବିଜେଡି ଦଳର ସରକାରଙ୍କ ସ୍ଥାନୀୟ ଭୋଟର ମାନଙ୍କ ଠାରୁ ଆଶା ଅନୁଯାୟୀ ଭୋଟ ନ ମିଳିଥିବା ଅନୁମାନ କରି ଅମାନବୀୟ ଆଚରଣ ପ୍ରଦର୍ଶନ ?😂
@ranjitojha9331
@ranjitojha9331 2 ай бұрын
ଜନସାଧାରଣ ତାଟିଲେ , କଣ କରିବ ବି.ଯେ.ଡି ସରକାର କେଇଟା କୁକୁରଙ୍କୁ ପାଳିଛ କେଇଦିନ ଦାଦାଗିରି କରିବ, ଆମେ ତାଟିଲେ ଦୁନିଆଁ ଜଳିବ।
@sudhirkumar-zr8cl
@sudhirkumar-zr8cl 2 жыл бұрын
ସବୁ ସ୍ଥାନ ରେ ସମାନ କାର୍ଯ୍ୟ, କଉଠୀ ପାଣି ପାଇପ ଲାଇନ ବନ୍ଦ୍ କରୁ ଛନ୍ତି ତ୍ କଉଠୀ ବିଦ୍ୟୁତ୍ ବ୍ୟାଘାତ ସୃଷ୍ଟି କରୁଛନ୍ତି ଅଙ୍ଗେ ନିଭେଇ ଥିବା କଥା ଏ।
@manojrout6732
@manojrout6732 2 жыл бұрын
ତୁମୋର ସମ୍ପଦ ଯୋଉ ମାନେ ଭଙ୍ଗିଛନ୍ତି ତୁମେ ମଧ୍ୟ ସେମାନଙ୍କ ପ୍ରତ୍ୟେକ ଜିନିଷ ଗୁଡାକ ଭାଙ୍ଗି ଦିଅନ୍ତୁ
@PrashantMajhi-ng9uu
@PrashantMajhi-ng9uu 24 күн бұрын
ବିଜେପି ସରକାର୍ ରାବଣର କାର୍ୟ୍ଯ କରୁଛି
@Tikehasakhushi
@Tikehasakhushi 2 ай бұрын
ମାଗିହାଁ ଯିଏ ବାହାରିବ ଗୋଡେଇ ଗୋଡେଇ ମାର ରୋଜଗାର ଦେବାକୁ ମୁଣ୍ଡ ନୁହେଁ ଶଳେ ପେଟରେ ଦାନ ମାରୁଛନ୍ତି
@dibyasinghparida4360
@dibyasinghparida4360 2 жыл бұрын
ଅତି ଅମାନୁଷିକ କାମ,
@singerrajeshofficial4065
@singerrajeshofficial4065 2 жыл бұрын
500 neiki vote dele emiti huye
@binapanipanda9368
@binapanipanda9368 2 жыл бұрын
ଠିକ୍ କଥା
@MM-fc5bx
@MM-fc5bx 2 жыл бұрын
👍
Harley Quinn lost the Joker forever!!!#Harley Quinn #joker
00:19
Harley Quinn with the Joker
Рет қаралды 24 МЛН
IQ Level: 10000
00:10
Younes Zarou
Рет қаралды 13 МЛН
Tribal Protest Against New BJP Government In Sundargarh | Reason
13:51
Drunk Man Creates Nuisance Outside Puri Srimandir
7:25
OTV
Рет қаралды 3,2 МЛН
'ଟଚ୍ କଣ କରୁଛୁ ବେ'
14:34
OTV
Рет қаралды 2,2 МЛН