Рет қаралды 43,003
#ମୁଖ୍ୟମନ୍ତ୍ରୀଙ୍କ_ପୂର୍ବରୁ_ସଚିବ_ଖୋଲିଦେଲେ
ରାଜ୍ୟରେ ସଚିବ ମାନେ ହିଁ ରାଜ କରୁଛନ୍ତି। ନବୀନଙ୍କ ସରକାର ବେଳେ ଯାହା କରୁଥିଲେ ତ ତାହା ସମସ୍ତଙ୍କୁ ଜଣା। ଏବେ ମୋହନ ସରକାରର ବି ତାମସା ଚଳାଇଛନ୍ତି। ମୋହନ ସରକାର ଆସିଲେ ଅଫିସରୀ ତାଉ କମିବ ବୋଲି କୁହାଯାଉଥିଲା। ଲୋକଙ୍କ ସରକାର ଭାବେ ମନ୍ତ୍ରୀମାନେ ହିଁ ହେବେ ପୁରୁଖା। ମାତ୍ର ମୋହନଙ୍କ ସରକାରରେ ଆରମ୍ଭରୁ ଅଫିସରୀ କବଜା ଦେଖା ଦେଇଛି। ମୁଖ୍ୟମନ୍ତ୍ରୀଙ୍କ ଗାରିମା ହାନୀ କରିବା ଭଳି କାମ କରୁଛନ୍ତି ସଚିବ।
#odisha #burocrats #odisha_officers #bjp_govt #letter #govtletter #roule_regulation #satyabrat_bhoi #ias
THE Quiver News is the leading digital news platform in Odisha brings the latest update and insights in politics, business, health, education, technology, sports etc... in Odisha, India and around the World. Stay ahead with the breaking updates with THE Quiver News!
Get Touch With Us!
--------------------------
Subscribe "THEQuiverNews" in KZfaq! / @thequivernews
Like us in Facebook: / thequiverofficial
Follow us in Instagram: / thequivernews
Follow us in Twitter: / thequivernews
Visit our website: thequiver.in/
Follow us in LinkedIn: / thequivernews