No video

ସୁଭଦ୍ରା ଯୋଜନା କେମିତି କରିବେ ଆବେଦନ?| Explained: How To Apply For Subhadra Yojana? | Kanak News Digital

  Рет қаралды 129,864

Kanak News Digital

Kanak News Digital

Күн бұрын

Kanak News is Odisha's leading 24x7 news and current affairs TV channel from Eastern Media Limited. Odisha's largest media house that also publishes daily 'Sambad'. Stay tuned to get 24/7 news updates from Kanak News Live.
For latest Odisha News Follow Kanak News:
Visit: kanaknews.com/
Watch Live: www.youtube.co...
KZfaq: / kanaknewsdigital
Twitter: / kanak_news
Facebook: / kanaknews
#KanakNewsDigital #SubhadraYojana #MohanCharanMajhi

Пікірлер: 181
@jaytrimayreview887
@jaytrimayreview887 2 ай бұрын
ରାସନ କାର୍ଡ ନଥିଲେ ଓ ଗୋଟିଏ ଘରେ 2ରୁ3ଟା ବିବାହିତ ମହିଳା ଅଛନ୍ତି ତେବେ ସେମାନେ କ'ଣ କରିବେ । ସମସ୍ତଙ୍କୁ ସୁଭଦ୍ରା ଯୋଜନା ଦିଆଯିବ କହିଲା। ଭୋଟ ପ୍ରଚାର ବେଳେ କହିଥାନ୍ତ ରାସନ କାର୍ଡଙ୍କୁ ହିଁ ମିଳିବ।
@sarabDehury-yd2yp
@sarabDehury-yd2yp 2 ай бұрын
Gote ghare 2 3 ta mahila achhanti janaku kemiti daba se gharu kn Jane vote deithila au kehi deinathileki?
@user-zt7tg6il9j
@user-zt7tg6il9j 2 ай бұрын
Right👍👍
@ranjitrouttv2984
@ranjitrouttv2984 2 ай бұрын
Rasan card alaga alaga apply kar
@jagannathnanda6820
@jagannathnanda6820 2 ай бұрын
BJP thaki dela
@shreelove
@shreelove 2 ай бұрын
Right
@manojkumardash9465
@manojkumardash9465 2 ай бұрын
ସମସ୍ତ ଙ୍କୁଦିଆଯାଉ, ସୁଭଦ୍ରା ଯୋଜନା,ନହେଲେ, ଲୋକ ପୁଣି,ବଦଳିଯିବେ
@bibhishanpradhan5241
@bibhishanpradhan5241 2 ай бұрын
100 %
@user-hj8ui3fi6p
@user-hj8ui3fi6p 2 ай бұрын
24 years re one time change haba ta odisha ra
@attackffg6621
@attackffg6621 2 ай бұрын
Thik katha
@attackffg6621
@attackffg6621 2 ай бұрын
Àjikali kehi gariba nahanti Samastanku diajau
@Shorts-ox6ch
@Shorts-ox6ch 2 ай бұрын
Right karana bahut gariba nka ration card nahi au dhani nka achhi 😅
@BUNNYGAMER229
@BUNNYGAMER229 2 ай бұрын
କାନ ଖୋଲି ଶୁଣ ସରକାର ?ବିଜେଡି ବିଜେପି ବାଲାଙ୍କୁ ରାସନକାର୍ଡ କରାଇଦେଇନି। ଏଣୁ ରାସନକାର୍ଡ ବାଧକ ନ ସାଜୁ।
@nitishkumardandasena6424
@nitishkumardandasena6424 2 ай бұрын
Right
@jenakalyanicreation4886
@jenakalyanicreation4886 2 ай бұрын
right
@bishnusahoo9390
@bishnusahoo9390 2 ай бұрын
Right 👌
@sanjaybehera1291
@sanjaybehera1291 2 ай бұрын
Right Jay Sri ram
@SanjuktaMamun
@SanjuktaMamun 2 ай бұрын
Right
@SonuMaharana-lf8pt
@SonuMaharana-lf8pt 2 ай бұрын
Sir, ଆଧାର କାର୍ଡ ରେ ଅନେକ ଦୁର୍ନୀତି କରି ,ନିଜ ନାମରେ 2 ଟି ଆଧାର ,ଦୁଇଟି ନାମ ରେ କରିଛନ୍ତି।ସେମାନଙ୍କୁ ସରକାର କିପରି ଧରିବେ। ଜଣେ ଧନୀ ଘର ର ମହିଳା ,ଯାହାଙ୍କ ଶଶୁର ସରକାରୀ ଚାକିରୀ ଏବଂ ଶଶୁର ଙ୍କ ସକଳ ସମ୍ପତି ର ସେ ହେଉଛନ୍ତି ମାଲି କିଆଣି।ସେ ସ୍ତ୍ରୀ ର ସ୍ବାମୀ ଗୋଟିଏ ବେସରକାରୀ ବ୍ୟାଙ୍କ ରେ କାମ କରି ଅଫିସର ଅଛନ୍ତି ।ତାଙ୍କର ତିନୋଟି ଘର ଭଡ଼ା ଦେଇଛନ୍ତି ଓ ଅନେକ ଜାଗା ବାଡ଼ି ଚାରିପଟେ କିଣି ପକାଇଛନ୍ତି।ଜାଣିଛନ୍ତି ତାଙ୍କର ଜନ୍ମ ଗାଁ ରେ ଡାକ ନାମ ରେ କାର୍ଡ କରିଛନ୍ତି।ଏବଂ ସହରରେ ପୁଣି ଏକ ଘର କରି ,ସେଇଘରକୁ ଭଡ଼ା ଦେଇଛନ୍ତି ଏବଂ ନିଜେ ସେଇ ଘରର ତଳ ଘରେ ରହୁଛନ୍ତି।ଏହି ସହରରେ ନିଜର ସ୍କୁଲ୍ ରେ ଲେଖାଯାଇଥିବା ନାମ ରେ କରିଛନ୍ତି। ଗାଁ ରେ ଡାକ ନାମରେ 20 ବର୍ଷ ହେବ କରିଥିଲେ ଏବଂ ସହରରେ ଅସିକି ରହିଲା ପରେ ନୂତନ ଦଳ ରେ ଯେଉଁ ml ଜିତି ଥିଲେ , ତାଙ୍କ ଦଳର କିଛି କର୍ମୀ କୁ ଧରି ଲୁଚା ଛାପାରେ ପୁଣି ଏକ ରାସନ କାର୍ଡ ନିଜ ସାର୍ଟିଫିକେଟ ର ନାମ ଅନୁସାରେ କରିଛନ୍ତି।ଆହୁରି ,ସେଇ 2 ଟି ଆଧାର କୁ ନେଇ ତାଙ୍କର ଟଙ୍କା ରଖିବା ବ୍ୟାଙ୍କ ଏ କାଉଣ୍ଟ କରିଛନ୍ତି। ଉଭୟ ସ୍ବାମୀ ଓ ସ୍ତ୍ରୀ ଏପରି କରିଛନ୍ତି।ସେ ତ 2 ଟି ରାସନ କାର୍ଡ ରେ ଦୁଇଟି ଗାଁ ରେ ସୁଭଦ୍ରା ଯୋଜନା ଆବେଦନ କରିବାରିବା ପାଇଁ ପ୍ରସ୍ତୁତି ଆରମ୍ଭ କରି ସାରିଲାଣି।ଏଇ ଗରିବ ଶ୍ରେଣୀର ପରିଚୟ ଦେଇ ସରକାରଙ୍କଠୁ ମିଳୁଥିବା ପିଲା ମାନଙ୍କୁ କ୍ୟାଲାରସିପ ଟଙ୍କା ପାଉଛନ୍ତି।ତାହା ପୁଣି ଗୋଟିଏ ଆଧାର ଦେଇ କରିଥିବା ଇଁଙ୍କମ୍ ସାଟିଫିକେଟ 60 ହଜାର ର ରୁ କମ୍ କରି ଆବେଦନ କରାଯାଇଥିଲା। ଏହା କରିବା ଠିକ୍ ନୁହେଁ ,ଜାଣି ମଧ୍ୟ ଏମାନେ ସରକାରଙ୍କ ଠୁ ମିଳୁଥିବା ପଶ୍ରାୟରାସି ସରକାରଙ୍କ ଠୁ ଲୁତୁଛନ୍ତି।ଏମାନଙ୍କୁ କିପରି ଧରିବେ । ଯିଏ କିଛି ଦୁର୍ନୀତି ଗସ୍ତ କର୍ମୀ ଙ୍କୁ ଧରି ଏପରି 2 ଟି ଲେଖାଇ କାର୍ଡ କରିଛନ୍ତି ସେମାନଙ୍କୁ କିପରି ରୋକାଯାଇ ପାରିବ । କାରଣ ଅନେକ ଗରିବଙ୍କୁ ରାସନ କାର୍ଡ ମିଳି ନାହିଁ ।ଯୋଗ୍ୟ ଥାଇ ମିଳୁନାହିଁ।କିନ୍ତୁ ଅଯୋଗ୍ୟ ମାନଙ୍କୁ 2 ଟି ଲେଖାଏ ମିଳିବା ଠିକ୍ ନୁହେଁ । ଏହି ପ୍ରସଙ୍ଗରେ ଟିକିଏ ଲୋକ ଏବଂ ସରକାରଙ୍କୁ ଅବଗତ କରାନ୍ତୁ । ଏମିତି ଅନେକ ଧନୀ ଏବଂ ଚାକିରିଆ ମାନେ ନିଜ ପରିବାର ର ନାମରେ ଏହି ପରି ଦୁଇଟି ଗ୍ରାମରେ ଦୁଇଟି ଲେଖାଏ ରାସନ କାର୍ଡ କରୁଛନ୍ତି ଏହାକୁ ବନ୍ଦ କରିବା ପାଇଁ କଣ କରାଯିବ ସେଇ ସରକାରଙ୍କୁ ଜଣା।
@JitendraKumarRout-oi5rm
@JitendraKumarRout-oi5rm 2 ай бұрын
ବୟସ ସିମା ବୃଦ୍ଧି କରାଯାଉ
@kunujanikunujani8347
@kunujanikunujani8347 2 ай бұрын
କଂଗ୍ରେସ ହୋଇ ମଧ୍ୟ ମାନିଲି,ଗରିବ ଉନ୍ନତି ହେଅନ୍ତୁ,।
@abhinandansutar197
@abhinandansutar197 2 ай бұрын
ଫାଲତୁ ଯୋଜନା.. ଇଲେକ୍ସନ ପୂର୍ବରୁ ଗୋଟେ କଥା ପରେ ଆଉ ଗୋଟେ କଥା
@niharmishra3612
@niharmishra3612 2 ай бұрын
ଭୋଟ ଆ ଗରୁ କହୁଥିଲେ ସମସ୍ତେ ପାଇବେ, ବର୍ତ୍ତମାନ ରାସନ କାର୍ଡ ନହେଲେ ହେବନି, ଆଗେ ରାସନ କାର୍ଡ ଦିଆଯାଉ
@user-hy5po8ps3o
@user-hy5po8ps3o 2 ай бұрын
ବୟସ ସୀମା 23ରୁ 59ଅନ୍ୟ ମାନେ କଣ କରିବେ, ସମସ୍ତେ ଉପକୃତ ହେବେ ନାହିଁ ତେଣୁକରି ପ୍ରଥମେ ଭଲଭାବେ ବିଚାର କରାଯାଉ
@Free_opinionated
@Free_opinionated 2 ай бұрын
60 BARSA mahila ... kan bussiness start karibe .. 60 hele senior citizen heijibe.
@subashgond6932
@subashgond6932 2 ай бұрын
Sgg
@Ashutosh-ov9bg
@Ashutosh-ov9bg 2 ай бұрын
Bhai 59 nahi 49 ହେଇଥିବା ଦରକାର
@padminibehera1997
@padminibehera1997 2 ай бұрын
60year pare jou mane thibe semane ta pension pauthibe au kn business karibe darakara thik karichhanti
@promod8515
@promod8515 2 ай бұрын
Jau bhata paisa paucha
@NiranjanMohanty-sx7uj
@NiranjanMohanty-sx7uj 2 ай бұрын
Jay Jagannath
@BKMUSICBHAJAN_MANCHA
@BKMUSICBHAJAN_MANCHA 2 ай бұрын
ସରକାର ନିୟମ ଠିକ୍ ଠାକ୍ ଲାଗୁନି , ବହୁତ୍ ସାରା ତ୍ରୁଟି ରହୁଛି, ଏଇ ଯୋଜନା ରେ
@user-wb4ys6wz6o
@user-wb4ys6wz6o 2 ай бұрын
ଅତିସୁନ୍ଦର ମେସେଜ୍ ଧନ୍ଯବାଦ
@Bhagilpcreater
@Bhagilpcreater 2 ай бұрын
Jay Jagannath Swami Nayana Pathagami Namah
@ashokjena397
@ashokjena397 2 ай бұрын
Ration card ସମସ୍ତଙ୍କ ନାହିଁ
@jenakalyanicreation4886
@jenakalyanicreation4886 2 ай бұрын
middle walla ଙ୍କ ପାଇଁ କିଛି ନାହିଁ।
@natabardas2944
@natabardas2944 2 ай бұрын
Jay Jagannath 🙏🙏🙏👍👍👍👍👍👍👍👍
@sarathimajhi4354
@sarathimajhi4354 2 ай бұрын
Incom certificate କାହାର ଦରକାର ମହିଳା ର ନା ପୁରୁଷ (ସ୍ୱାମୀ )ର.
@balaramjhankar9002
@balaramjhankar9002 2 ай бұрын
Bahut woman nkara ration card nai semananka katha tk chinta karantu sarkar...🙏🙏🙏
@princerajesh475
@princerajesh475 2 ай бұрын
Election bele kahile pratyaka mahila but Abe kete kn condition 😂
@nimaincharanbehera2168
@nimaincharanbehera2168 2 ай бұрын
Rasan card nahin jadi Odisha ru bahar karidiantu pl. Rasan card jahar achhi, semane jadi sabu subidha paibe, jahar nahin semananku vote adhhikar bi namilu.
@GunaBariha-gm2yh
@GunaBariha-gm2yh 2 ай бұрын
Right bro
@MUNABHAIJAANBLOG
@MUNABHAIJAANBLOG 2 ай бұрын
ଚାକିରି ଆ ଙ୍କୁ ମିଳିବନି ଚାକିରିଆଙ୍କୁ କଣ ଡାକି କି ଚାକିରି ଦେଇଥିଲେ କି ଦୟାରେ ଦେଇଥିଲେ
@lipsadash9116
@lipsadash9116 2 ай бұрын
Electric bill katha kan hela madi ji 😂
@ganeshsahu4917
@ganeshsahu4917 2 ай бұрын
Thanks again
@ganeshsahu4917
@ganeshsahu4917 2 ай бұрын
Fane no Dia again
@user-fo1fl9ub9e
@user-fo1fl9ub9e 2 ай бұрын
ସୁଭଦ୍ରା ଯୋଜନା ରେ ସାମିଲ ହେବା 50000 ଟଙ୍କା ଦେବେ କିନ୍ତୁ ସେହି ଟଙ୍କା ଫେରେଇ ବାକୁ ପଡିବ ନା ମାଗଣା ଦେଉ ଛନ୍ତି ସେହି କଥା କୁହନ୍ତୁ ।
@user-yd2je3vc9b
@user-yd2je3vc9b 2 ай бұрын
Income certificate kahara darkar heba.... Swami nakara na stri nakara ...😮😮😮
@subhashreejena4064
@subhashreejena4064 2 ай бұрын
ଆଛା ଇୟେ ଆୟ ପ୍ରମାଣ ପତ୍ର କାହାର ଦରକାର, ସ୍ବାମୀ ଙ୍କ ର ନା ନିଜ ର ପ୍ଲିଜ୍ କେହି ଜାଣିଚ ଯଦି କହିବ
@scienceacademydhruti8382
@scienceacademydhruti8382 2 ай бұрын
Stree
@Prem-bz3tr
@Prem-bz3tr 2 ай бұрын
ଗରିବ ଲୋକଙ୍କ ରାସନ କାର୍ଡ ନାହିଁ କେବେହେବ ଦୟାକରି ଟିକେ କୁହନ୍ତୁ
@abhimanyudash8360
@abhimanyudash8360 Ай бұрын
କାହା ନାମରେ ଆୟ ପ୍ରମାଣ ପତ୍ର କରିବାକୁ ପଡ଼ିବ ? ସଠିକ ସୁଚନା ନାହିଁ... .ଆଉ କେତେ ଦିନ ଲାଗିବ ସଠିକ ସୁଚନା ପାଇଁ...
@LaxmiNayak-rj3qu
@LaxmiNayak-rj3qu 2 ай бұрын
Omg
@banty500_talent
@banty500_talent 2 ай бұрын
Asha didi mane kn sarkari chakiria???
@akashbhatrabhatra5168
@akashbhatrabhatra5168 2 ай бұрын
Asha karminka katha bhuligale ki sarkar
@Majhi9078
@Majhi9078 2 ай бұрын
ଛାତ୍ର ଛାତ୍ରୀ କ ପାଇଁ ନବୀନ ସରକାର ଯେଉଁ ସବୁ ସୁବିଧା କରିଥିଲେ ଏବେ ଏଇ ସବୁ ସୁବିଧା ମିଳିବ କି ନାହିଁ ଆଉ 😅
@Alit_Naik
@Alit_Naik Ай бұрын
Income 📝 Resident📝 Certificate ପାଇଁ ଯୋଗାଯୋଗ କରନ୍ତୁ ମାତ୍ର 100 💵ଟଙ୍କାରେ 2 ଟି Certificate 🎉🎉🎉
@kunabarik5029
@kunabarik5029 2 ай бұрын
Asha. Didi. Mane kuadegale
@JyoshnaRaniDakua
@JyoshnaRaniDakua 2 ай бұрын
Sir 🙏, please kuhantu puni amaku pherasta karibaku padiba ki.
@akashbhatrabhatra5168
@akashbhatrabhatra5168 2 ай бұрын
Khali anganbadi didi mane hni vote deithile ki asha karmi mane vote deinithile
@TheLifeVibes
@TheLifeVibes 2 ай бұрын
ଯିଏ ବାହା ହେଇ ନାହିଁ ବୟସ 50 ହେଇ ସାରିଲାଣି ତାକୁ କଣ ମିଳିବ ବାଳ
@user-vp1rc8wb5d
@user-vp1rc8wb5d 2 ай бұрын
Mu 2021 ru rasan card apply karichi mo form eligible hoi achhi hele a parjyanta milila nahi sethi prati drusti diajau
@saisaburi4004
@saisaburi4004 2 ай бұрын
ଭୋଟ ବେଳେ କହିଲନି ରାସନ୍ କାର୍ଡ ବାଲା ଙ୍କୁ ମିଳିବ। ମହିଳା ଙ୍କୁ ଭୁଆଁ ବୁଲାଉଛ
@ayashreerout6287
@ayashreerout6287 2 ай бұрын
Please The age limit should be increased
@M.rSirsirsirsirsir
@M.rSirsirsirsirsir 2 ай бұрын
ସବୁ ବେଳେ ଟଙ୍କା ଟଙ୍କା ହେଉଛ ସେ ଯୋଜନା ଏ ଯୋଜନା କିନ୍ତୁ ଓଡ଼ିଶାରେ କେତେ crime rape murder ହେଉଛି ସେ ବିଷୟରେ ତ, କୈାଣସି ଲୋକ ବି ପ୍ରଶ୍ନ କରନ୍ତି ନାହିଁ 😢😢 ହେମିତି ବହୁତ ଲୋକ ଅଛନ୍ତି ଆଜି ପର୍ଯ୍ୟନ୍ତ ନ୍ୟାୟ ପାଇନାହାନ୍ତି what is your opinion please comments Jay shree ram jai bhim
@SasmitaPradhan-um5pl
@SasmitaPradhan-um5pl 2 ай бұрын
ସୁଭଦ୍ରା ଯୋଜନା ସବୁ S H E ଗ୍ରୁପ କୁ ଦିଆଯାଉ ।
@JitendraKumarRout-oi5rm
@JitendraKumarRout-oi5rm 2 ай бұрын
ପ୍ରତି ପରିବାରକୁ ଦିଆଯାଉ
@puspanjalimoharana7010
@puspanjalimoharana7010 2 ай бұрын
Income certificate mahila nkara ki husband nkara hoithiba darakr
@ashoktarei5963
@ashoktarei5963 2 ай бұрын
New ration card ebe jae deiparunahanti jojona pare jojona kara,je gariba loka achhanti semiti hi gariba rahibe auu khaiba ku paibeni
@alivapriyadarshinimohapatr3162
@alivapriyadarshinimohapatr3162 2 ай бұрын
ଭଲ ନିଷ୍ପତ୍ତି ଗରିବ ଲୋକଙ୍କ ପାଇଁ
@creativskpictureshub
@creativskpictureshub 2 ай бұрын
କନକ ନିୟୁଜ ତମର heading ଚେଞ୍ଜ କର heading ରେ ଲେଖ ' ସୁଭଦ୍ରା ଯୋଜନା କେଉଁ ମାନେ ପାଇ ପାରିବେ ଆଉ କଣ ସବୁ ପ୍ରମାଣ ପତ୍ର ଦରକାର '
@user-hd7md6ep5f
@user-hd7md6ep5f 2 ай бұрын
କାଗଜ ପତ୍ର ରେ କର୍ଚ୍ଚ ହେବ ଟିକେ
@rozysabat7142
@rozysabat7142 2 ай бұрын
Ration card nathile kana heba
@saishree70196
@saishree70196 2 ай бұрын
ବିବାହିତ ଯିଏ ସେ ମହିଳା ଆଉ ଝିଅ ମାନେ କଣ, ବୟସ ବି କମ ଆଉ ସବୁ କଣ କରିବେ, ସମସ୍ତଙ୍କୁ ମିଳୁ
@umeshkumarsamal6512
@umeshkumarsamal6512 2 ай бұрын
With out ration card re Kara bhala haba pension and government employees not allowed and 23 to 59 ok age achi
@kumartapas6020
@kumartapas6020 2 ай бұрын
Kebethu apply heba
@vidwansi927
@vidwansi927 2 ай бұрын
Mahilanka bayasa saha kn salish kara jauchi.se kn voter nuhe ki
@SubasMohanta-tr5vz
@SubasMohanta-tr5vz 2 ай бұрын
Apply kohuthi hebo any website online or offline ?
@santoshsethy1237
@santoshsethy1237 2 ай бұрын
Subhadra yojana free miliba ki na return dhire dhire sujhibaku padiba kuhantu
@amitekka7872
@amitekka7872 2 ай бұрын
Income me alag address adhar me alag address hoga ke nahi
@kanhakumar4579
@kanhakumar4579 2 ай бұрын
Bidhaba mahila mane kemiti paibe kichhi kahileni sir🤔
@Shree-qq3dl
@Shree-qq3dl 2 ай бұрын
Kaha kaha ku post matric scholarship milini... Disbursement pending a6i .... Vote kara 👇
@allrounder4310
@allrounder4310 2 ай бұрын
Midil class manaku khana miliba
@pravasininayak1631
@pravasininayak1631 2 ай бұрын
Sir rasankard nathile hebani ki
@saathihembram2385
@saathihembram2385 2 ай бұрын
Balo jojona😊
@user-kw3dh8ei2n
@user-kw3dh8ei2n 2 ай бұрын
ଗାଣ୍ଡି ମାରିଦେଲା ବିଜେପି, ନବିନ ଓଡ଼ିଶାବାସୀଙ୍କ ପାଇଁ ଠିକ୍
@djhbbbsr..2735
@djhbbbsr..2735 2 ай бұрын
Naveen bala ta karichii
@muskanbegum1945
@muskanbegum1945 2 ай бұрын
Hamara to ration card Nahin Hai Kya ham subhadra yojana Mein Shamil Nahin ho payenge
@Dharanidharajena012
@Dharanidharajena012 2 ай бұрын
ଆୟ ପ୍ରମାଣ ପତ୍ର ମହିଳା କି ତାଙ୍କ ସ୍ୱାମୀଙ୍କର ?
@simaraninath8593
@simaraninath8593 2 ай бұрын
Income certificate kahara darkar , husband ya wife ra kain kahileni ta ?
@suryakantamahalik3462
@suryakantamahalik3462 2 ай бұрын
ଏଗୁଡାକ କଣ କହିବା ନିହାତି ଦରକାର....ତମେ କୁହ କୋଉଦିନ ମିଳିବ ଆଉ କେତେ ମିଳିବ ସେଇଗୁଡ଼ା କୁହ... ମୁଁ ଯେତିକି ଜାଣିଛି କିଛି ମିଳିବନି... ଯାହା ମିଳିବ ପୁଣି ସରକାରଙ୍କୁ ଦେବ...
@SomanathBehera-em8im
@SomanathBehera-em8im 2 ай бұрын
ଯାହାବି କରୁଛ ଠିକ୍ ସେ କର ବହୁତ ଅଳିଆ ହେବ
@manbodhgopal6372
@manbodhgopal6372 2 ай бұрын
Sir income certificate kahara wife ra husband ra lagiba
@DamayantiPadil
@DamayantiPadil 2 ай бұрын
Jahara Ration nahi se Kan karibe sarakar setebele kahi nathile jahara Ration card nahi se bhat dei paribe nahi
@animeshpatra9669
@animeshpatra9669 2 ай бұрын
Jahara rasan card nahin semane kana sabu govt.service balaki.amara rasan card nahin.amara salary matra 15000.semana nku miliba ki nahin???
@rajdalei3745
@rajdalei3745 2 ай бұрын
Sir bayasa sima
@tulashidebansi
@tulashidebansi 2 ай бұрын
Jahar Rasan card na thile bi tanku dia jau
@bishnusahoo9390
@bishnusahoo9390 2 ай бұрын
Rashan card na thile. A jojanare shamili hebe ki pari?
@user-eu7js1hh7g
@user-eu7js1hh7g 2 ай бұрын
Income certificate କାହା ନାରେ କରାଯିବ ସ୍ତ୍ରୀ ନାଁରେ ନା ସ୍ବାମୀ ନାର
@schiranjeevipatro4222
@schiranjeevipatro4222 2 ай бұрын
Wife
@akashbhatrabhatra5168
@akashbhatrabhatra5168 2 ай бұрын
Kou dhani loka asha karmi re achanti je sarakar asha didi nka katha bhuligale
@niladribiharipradhan2840
@niladribiharipradhan2840 2 ай бұрын
Anganwadi kauthu paibe ration card
@bkgjjhigh9633
@bkgjjhigh9633 2 ай бұрын
ଯେମିତି ଖାଇବ ସେମିତି ହଗିବ
@sachidanandadash9209
@sachidanandadash9209 2 ай бұрын
Widow aplly karibe ki nahi
@Dripgokuoppppppp
@Dripgokuoppppppp 2 ай бұрын
Au ration card nathile hebani ....jahar card nahin taku kichi bi miluni 😢😢
@user-mg9xb9tw4g
@user-mg9xb9tw4g 2 ай бұрын
Rasan card nathile kana kariba?
@pujalifestyle9192
@pujalifestyle9192 2 ай бұрын
SHG group mananku diajau rasan cad nathile semane kn karibe
@smilequeensonashree7012
@smilequeensonashree7012 2 ай бұрын
Gariba mananka ra pata nahi aya prmana kauthu anibu
@chhayakantaparida7979
@chhayakantaparida7979 2 ай бұрын
Jahara rasan card nahin sia upasare mariki vote daba nua rasan card kn pain kuru nahanti aapan nka gharu chaula dauchhanti ki
@kunumunukunu680
@kunumunukunu680 2 ай бұрын
Ration card na thile hei paribani?
@nimaincharanbehera2168
@nimaincharanbehera2168 2 ай бұрын
Rasan card jahanku milini, kahinki milini tar tarjama heu, tadanta heu. New government abasakya padakhhep neba jaruri, jeunmame banchit semane rajaniti ra sikar hoichanti.
@rajatbhoi1878
@rajatbhoi1878 2 ай бұрын
Jou manankara ration card re name nahni se kana karibe
@satyabanjani7154
@satyabanjani7154 2 ай бұрын
Ration card nathile kn karajiba
@easylifescience237
@easylifescience237 2 ай бұрын
Sabu change heijiba after election .sabu mahila nku miliba boli prachar kale aau ebe rasan card jaha ra thiba se paiba😅
@mahendrasahu2574
@mahendrasahu2574 2 ай бұрын
Bhataa bisayare kain kehi kichhi kahu nahanti ta. Election purba ru kahi thile turanta dia jiba,kintu ebe kan mana badali gala ki ? sarkar ra mana badalile loka bi badli jibe.jay jagannath.
@ramashau8238
@ramashau8238 2 ай бұрын
ଆବେଦନ ନୁହେଁ ଆବେଦନ ହେବ।
@litubiswal9580
@litubiswal9580 2 ай бұрын
Jadi kichi news baneibara achhi ta,au jadi kichi katha Govt. Nka pakhare pahancheibar achhi ta kemiti odisha ru bekari samasya dura se bisayare janantu au a bekar yojana sabu band Kara.Bekari samasya dura haba ta Nija nija ghare au rajya re sabu samasya dura heijiba...
@bollumusic8875
@bollumusic8875 2 ай бұрын
Gharabari pata nathile apply Kari hebo na nahi karana income certificate bahar Kariba pain gharabari pata darkar
@LalatJuliVlog
@LalatJuliVlog 2 ай бұрын
23 ru 49 age gharu jane kehi paibeni
@deepakkumarnaik885
@deepakkumarnaik885 2 ай бұрын
Sobu jojonare samoshtonku samil kora jou .
@user-or2ng4sz7s
@user-or2ng4sz7s 2 ай бұрын
Mora ration card thila but mu Bjp boli mora ration card Kati dele ebe Kan karajiba.kindly information don't compulsory ration card
@BinaSamal-vv1jb
@BinaSamal-vv1jb 2 ай бұрын
New marriage Ration card name add nahi habata
@rosnidalabeherarosni7512
@rosnidalabeherarosni7512 2 ай бұрын
Ama samasthanka vote pai aji sabu neta mantri jadi next election re kebala ration card dhari manku hi vote magibe semanka vote re hi neta mantri hei dekheiba
@nitishkumardandasena6424
@nitishkumardandasena6424 2 ай бұрын
ରାସନ କାର୍ଡ ନଥିଲେ ହେବ ନାହିଁକି
@user-mf9pc8et5k
@user-mf9pc8et5k 2 ай бұрын
Prathame RATION Card diajau
@BiranchiMohanty-lq2pz
@BiranchiMohanty-lq2pz 2 ай бұрын
Saramra, ration card moraachi,,kentu,,mo wife ranahi,,a ration card, hoeparebake,nahi
@saratmaharana6315
@saratmaharana6315 2 ай бұрын
Income certificate kahara darkar aou biswakarma yojana keude gala
@user-bi9po9yd2w
@user-bi9po9yd2w 2 ай бұрын
Mura rasana card nahi mu 10 barasa hela apaei karuchhi mu ra hauni
@alakbalia-vg2zc
@alakbalia-vg2zc 2 ай бұрын
Anganawa kete government money khauchhanti chief minister jani nahanti bodhe..
SPILLED CHOCKY MILK PRANK ON BROTHER 😂 #shorts
00:12
Savage Vlogs
Рет қаралды 49 МЛН
Oh No! My Doll Fell In The Dirt🤧💩
00:17
ToolTastic
Рет қаралды 6 МЛН
Who Are Eligible To Receive PM-Kisan Money?
7:11
Kanak News
Рет қаралды 539 М.
Sindur Kaise lagayen ॥ Sindura Kipari lageibe ॥ @MuOdiaOriginal
15:13
ମୁଁ ଓଡିଆ
Рет қаралды 1,4 МЛН
SPILLED CHOCKY MILK PRANK ON BROTHER 😂 #shorts
00:12
Savage Vlogs
Рет қаралды 49 МЛН