No video

ସୁଧାଂଶୁ@8: ଏହି ବାପପୁଅ ଏମିତି କରିଛନ୍ତି ! ଲକ୍ଷ୍ମଣାନନ୍ଦଙ୍କୁ... II SUDHANSU@8 II

  Рет қаралды 51,379

Focus Plus

Focus Plus

Күн бұрын

ସୁଧାଂଶୁ@8: ଲକ୍ଷ୍ମଣାନନ୍ଦଙ୍କୁ ମାରି ଦେଇଥିଲେ ଏ ବାପା ପୁଅ
@Focus Plus
"FOCUSPLUS" is Odisha’s one of the fastest growing Odia Digital News Channel in a short time periods, It redefined the limits and has set new standards for journalism in odia news television through its differentiated programming and philosophy of inclusive journalism. The spirit of ‘Whatever continues to tell Odisha’s window to all over the world and world’s window into Odisha.
facebook- / focusplusodisha1
Instagram- / _focus_plus_
Twitter- / thefocusplus1
Website-thefocusplus.com/
mail- plusfocus7@gmail.com

Пікірлер: 270
@harishmallck2
@harishmallck2 Ай бұрын
ସଶ୍ମିତ ପାତ୍ର ର ଯାହା ସଂସ୍କାର ସେ ସେଇୟା କରିବ! ଲୁଙ୍ଗି ପିନ୍ଧା ଆମ ସନାତନ ସଂସ୍କୃତି ନୁହେଁ!
@srikantpatnaik2849
@srikantpatnaik2849 Ай бұрын
ଭଗବାନ ଏବେ ବିଜେପି କୁ କ୍ଷମତା ଦେଲେ l ଦୋଷୀ ଙ୍କୁ ଦଣ୍ଡ ବିଜେପି ଦେଉ l
@padmanavsahoo8432
@padmanavsahoo8432 Ай бұрын
ମୋହନ ସରକାର ଯଦି ସସ୍ମିତ ପାତ୍ର ଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଏକ ଐତିହାସିକ ପଦକ୍ଷପ ସୃଷ୍ଟି ହେବା ଶହ ସ୍ୱମୀ ଲକ୍ଷ୍ମାଣାନନ୍ଦ ଙ୍କ ଆତ୍ମାକୁ ଶାନ୍ତି ପ୍ରଦାନ କରନ୍ତୁ ଏବଂ ତାଙ୍କ ଆଶୀର୍ବାଦ ରେ ଆଉ ଥରେ ମୁଖ୍ୟମନ୍ତ୍ରୀ ପଦ ଅଳଙ୍କୃତ କରନ୍ତୁ l
@goutamkumarchand9611
@goutamkumarchand9611 Ай бұрын
ପୁରା ସତ କଥା ଏହି ଚୋର ର ବାପା ଆମ ଧର୍ମଗୁରୁ କୁ ମାରିଥିଲା ଏବଂ ଏହି ସସ୍ମିତ ଜଡିତ ଥିଲା
@himansudas4395
@himansudas4395 Ай бұрын
ସୁଧାଂଶୁ ଭାଇ ଏହି ଭଳି ଆପଣ ନେତାଙ୍କ ଗୁମର ଖୋଲନ୍ତୁ. ଓଡିଶାର ଜନସାଧାରଣ ଆପଣଙ୍କ ସହିତ ଅଛନ୍ତି.
@jchoudhury274
@jchoudhury274 Ай бұрын
ସସ୍ମିତ ପାତ୍ର କୁ BJD ଲୁଙ୍ଗି ପିନ୍ଧlଇଥିଲେ BJP Sarkar ଏ ଚୋର କୁ ଲଙ୍ଗଳା କରି ବା କ ଥା ଜୟ ଜଗନ୍ନାଥ
@PradeepKuDas-ls5xf
@PradeepKuDas-ls5xf Ай бұрын
ହତ୍ୟାକାରୀ ଯିଏ ବି ହେଉ ପ୍ରଭୁ ଶ୍ରୀ ଜଗନ୍ନାଥ ସେମାନଙ୍କୁ କେବେ ବି ଦେବେନି
@khirodhota1440
@khirodhota1440 Ай бұрын
ଏ ସଳା ସସ୍ମିତ ପାତ୍ର କୁ କିଏ doctorate ଉପାଧି ଦେଲା l
@user-hc5rd3pw7t
@user-hc5rd3pw7t Ай бұрын
Congress govt thila bele
@pkrism8279
@pkrism8279 Ай бұрын
Bharat Sarkar 😂😂😂 Sei same sarkar jie Yasin mallik ku b award deithila manmohan singh ghare
@soumyadas5304
@soumyadas5304 Ай бұрын
No, it's during BJD government......​@@user-hc5rd3pw7t
@robincreations1435
@robincreations1435 Ай бұрын
A mg ku doctorate ki a dela
@kartikpatra465
@kartikpatra465 Ай бұрын
ଯେହେତୁ ଖ୍ରୀଷ୍ଟିଆନ ର ଦଲାଲ ଥିଲା,ତେଣୁ ଖ୍ରୀଷ୍ଟିଆନ ପାଠଶାଳା ଉପାଧି ଦେଇଥିଲା, ଅଗାଣ୍ଡିଆ କୁକୁର କୁ
@tnanda1432
@tnanda1432 Ай бұрын
ମିସନାରୀ ସହିତ ସସ୍ମିତ୍ ପାତ୍ର ଧର୍ମ ମାଫିଆ, ଜମି ମାଫିଆ ଏକାଠି ହେଇ ମାରିଚନ୍ତି, ଖ୍ରୀଷ୍ଟିଆନ୍ ସଂଖ୍ଯା ବଢଉଚନ୍ତି।
@pabitrarout5835
@pabitrarout5835 Ай бұрын
ସେହି ସମୟ ରେ ବିଜେପି ଏବଂ ବିଜେଡି ର ମିଳିତ ସରକାର ଥିଲା, କଥା ନ କହି କାର୍ଯ୍ୟ ରେ ପରିଣତ କରି ଦୋଷୀ ଯେଉଁ ଦଳର ହେଉନା କାହିଙ୍କି ତାଙ୍କ ବିରୁଦ୍ଧରେ ଦୃଷ୍ଟାନ୍ତ ମୂଳକ କାର୍ଯ୍ୟାନୁଷ୍ଠାନ କରିପାରିଲେ ଓଡିଶା ବାସୀ ସରକାର ଙ୍କୁ ଧନ୍ୟବାଦ ଦେବେ
@GaneshJena-mr1hf
@GaneshJena-mr1hf Ай бұрын
ଏ ବାପ ପୁଅ ଲକ୍ଷ୍ମଣାନନ୍ଦ କୁ ମାରି ନିଜେ କିପରି MLA ,MP ହେଵେ ତେଣୁ ସେତେ ବେଳେ ମାରିବା ପାଇଁ ଏ ଦୁଇ ଜଣ Master Mind ଥିଲେ ।
@AbhimanyuPattayat
@AbhimanyuPattayat Ай бұрын
ଯେତେ କେଳେଙ୍କାରୀ ବିଜେଡି ଦଳର ଅଛନ୍ତି ସମସ୍ତଙ୍କ ପୋଲ ଖୋଲନ୍ତୁ ଭାଇଜୟ ହିନ୍ଦ 🙏,
@Manas_Bhoi
@Manas_Bhoi Ай бұрын
ବହୁତ ସୁନ୍ଦର ଭାଇ🎉🎉🎉
@sashikantasdey7850
@sashikantasdey7850 Ай бұрын
ଘୁଷୁରୀ ମୁହାଁ କୁ କିଏ ଡକ୍ଟର ଉପାଧି ଦେଲା, କିଟସ ମାଲିକ ଅଚୁତନନ୍ଦ କି
@purnashaw4213
@purnashaw4213 Ай бұрын
Many many thanks Sudhansu babu.God blessed you
@bhagabanpanda7200
@bhagabanpanda7200 Ай бұрын
Tiger of Journalist,,❤❤
@bhagabanpanda7200
@bhagabanpanda7200 Ай бұрын
Thanks 🙏
@laxmidharsenapati3313
@laxmidharsenapati3313 Ай бұрын
ଏହା ଯଦି ସତ ତାହେଲେ ଏମାନଙ୍କୁ ତୁରନ୍ତ ମୋହନ ସରକାର ଜେଲ୍ ପଠାନ୍ତୁ ନଚେତ୍ ସାରା ରାଜ୍ୟ ରେ ଆନ୍ଦୋଳନ ଚାଲି ପାରେ।ଏମାନଙ୍କ କଳା କାରନାମା ରାଜ୍ୟ ବାସୀ ଜାଣନ୍ତି। ଏମାନଙ୍କୁ ସୁଧାଂଶୁ ଭାଇ ଟିକେ ବି ଛାଡ଼ନ୍ତୁ ନାହିଁ। ରାଜ୍ୟ ବାସୀ ସମସ୍ତେ ଆପଣ ଙ୍କ ସାଙ୍ଗରେ ଅଛନ୍ତି।
@Sanjukta-k9k
@Sanjukta-k9k Ай бұрын
Gandi re dam achhi ta
@geetaranisamal6638
@geetaranisamal6638 Ай бұрын
ସୁଧାଂଶୁ ବାବୁ, ଆପଣ ଙ୍କୁ ଶତ କୋଟି ଧନ୍ୟବାଦ ସମସ୍ତ ଗୁରୁତ୍ୱପୂର୍ଣ କଥା କୁ ଲୋକ ଲୋଚନ କୁ ଆଣୁ ଥିବାରୁ।
@laxmikantabahinipati881
@laxmikantabahinipati881 Ай бұрын
ଏ ବ୍ୟକ୍ତି କୁ ଉଚିତ୍ ଶିକ୍ଷା ମିଳିବା ଦରକାର୍
@SWAINSAMIRRANJAN
@SWAINSAMIRRANJAN Ай бұрын
@ସୁଧାଂଶୁ ସାର ଆପଣ ଯେଉଁ ସମସ୍ତ ଅନ୍ୟାୟ ଓ ଦୁର୍ନୀତି ସବୁ ବାହାର କରୁଛନ୍ତି ସତରେ କଣ BJP ସରକାର ସବୁ ଅନ୍ୟାୟ ଓ ଦୁର୍ନୀତି କୁ ଠିକ୍ ରେ ବିଚାର କରିବ ଆଉ ଲୋକଙ୍କୁ ନ୍ୟାୟ ଦେବା?
@biprapriya
@biprapriya Ай бұрын
State BJD ଏବଂ Center BJP ଭିତରେ ଭଲ ବୁଝାମଣା ଅଛି। ଆପଣ ଯେତେ କହିଲେ ମଧ୍ୟ ଏ BJP ସରକାର BJD ର ଦୋଷୀ ନେତା ମାନଙ୍କ ବିରୁଦ୍ଧ ରେ କୌଣସି କାର୍ଯ୍ୟାନୁଷ୍ଠାନ ନେବେ ନାହିଁ, ଏ କଥା ସମସ୍ତେ ଜାଣିଛନ୍ତି।
@maabudhabudhimani2652
@maabudhabudhimani2652 Ай бұрын
Congress asile size heba 😄
@santoshipatra7841
@santoshipatra7841 Ай бұрын
Setebele center re Congress thila kn upadidela Congress kichhi kariparibani se Khali vuki hauthiba​@@maabudhabudhimani2652
@pradoshranjanmohanty2986
@pradoshranjanmohanty2986 Ай бұрын
Right 👍👍
@alokaranjandash9853
@alokaranjandash9853 Ай бұрын
ଆପଣ ସାହସ ଦେଖେଇ ଶତୃ ଗୋଟାଉଛନ୍ତି ସିନା ଏମାନଙ୍କର ସାହସ ନାହିଁ କିଛି ପଦକ୍ଷେପ ନେବା ପାଇଁ ।
@BabuDas-s8s
@BabuDas-s8s Ай бұрын
ଧନ୍ୟବାଦ ଆଜ୍ଞା
@successfullife6722
@successfullife6722 Ай бұрын
ଧନ୍ୟବାଦ ସାର, ଉଚିତ ଉପସ୍ଥାପନା l ଜୟ ଶ୍ରୀରାମ l🙏
@santoshpradhan2509
@santoshpradhan2509 Ай бұрын
ଏ ବାପ ପୁଅ ବ୍ୟତୀତ ଲଖ୍ବଣାନନ୍ଦ ସରସ୍ବତୀ ଙ୍କ ହତ୍ୟା ପାଇଁ ଖୋଦ୍ ନବୀନ ପଟ୍ଟନାୟକ ଏବଂ ପ୍ୟାରୀମୋହନ ମହାପାତ୍ର ଜଡ଼ିତ।
@yeshsahoo6027
@yeshsahoo6027 Ай бұрын
ଆପଣକୁ ଅନେକ ଧନ୍ୟବାଦ୍ ସୁଧାଂଶୁ ଭାଇ
@kedarnathbadatya2060
@kedarnathbadatya2060 Ай бұрын
Great Sudhanshu Sir 🙏🏻😇❤️❤️
@saratbehera2455
@saratbehera2455 Ай бұрын
ସୁଦ୍ଧାଂସୁ ଭାଇ ଜିନ୍ଦାବାଦ
@dinabandhumishra7820
@dinabandhumishra7820 Ай бұрын
ଧନ୍ୟବାଦ୍ ସୁଧାଂଶୁ ଭାଇ
@AtulDash-o6r
@AtulDash-o6r Ай бұрын
ସେ ବାପା ପୁଅଙ୍କ ସାଥିରେ ରାଧା କାନ୍ତ ପାତ୍ର ଥିଲେ
@user-kl9vp2gy4w
@user-kl9vp2gy4w Ай бұрын
BJD ଚୁର ଓଡ଼ିଶା ବାସୀ ଚିହ୍ନ
@BailochnNayak
@BailochnNayak Ай бұрын
ଧନ୍ୟବାଦ ସୁଦାଂଶୁ ବାବୁ
@pratapchandramohapatra2118
@pratapchandramohapatra2118 Ай бұрын
ଓଡ଼ିଶା ଇତିହାସ ରେ ସବୁଠୁ ଅଧିକ ଦୁର୍ନୀତି bjd ସରକାର ସମୟ ରେ
@pranatidildilbecharasahoo6719
@pranatidildilbecharasahoo6719 Ай бұрын
Thank you Focus Plus.
@bijayasethy3972
@bijayasethy3972 Ай бұрын
ସୁଧାଂଶୁ ଭାଇ ବିଜୁ ଜନତା ଦଳ ସରକାର ସମୟରେ ହୋଇଥିବା ଦୁର୍ନୀତି ଉପରୁ ପରଦା ଉଠେଇ ସତ କଥା ସମସ୍ତଙ୍କୁ ଜଣେଇ ବାର ପ୍ରୟାସ ଜାରି ରଖି ଥିବାରୁ ବହୁତ୍ ବହୁତ୍ ଧନ୍ୟବାଦ୍ ଆପଣଙ୍କୁ।
@ganeshprasadnayakganesh3955
@ganeshprasadnayakganesh3955 Ай бұрын
Ek dum right 👍
@sewanayak945
@sewanayak945 Ай бұрын
Yes👍ଭାଇ
@MINIMOTIVATION6242
@MINIMOTIVATION6242 Ай бұрын
ଏ ଲୋକଟାକୁ ଦେଖିଲେ ଲାଗୁଛି, କୋଉ କୋଣ ରୁ ସିଏ ସିଷ୍ଟ ଆଉ ଭଦ୍ର ହେଇଥିବ। ସେ ପୁଣି ରାଜ୍ୟସଭା ସାଂସଦ ଧନ୍ୟ କ୍ରୀତଦାସ ଦଳ !!
@anantamallick176
@anantamallick176 Ай бұрын
ସୁଧାଂଶୁ ବାବୁ ଆପଣ ଲେନିନ ମହାନ୍ତି ଉପରେ ସବୁବେଳେ ନିୟୁଜ କରନ୍ତୁ, ଶଳା ଟା ପକ୍କା ହାରାମି ଅଛି
@krupasindhusa347
@krupasindhusa347 Ай бұрын
Great sudhanshu. Sir🙏🙏🙏
@Titlagarhnews
@Titlagarhnews Ай бұрын
Right news focus plus
@user-uq1fg1eu2m
@user-uq1fg1eu2m Ай бұрын
Thank you sir
@pranatidildilbecharasahoo6719
@pranatidildilbecharasahoo6719 Ай бұрын
You are absolutely right Sudhansu babu.
@chittaranjandas5018
@chittaranjandas5018 Ай бұрын
ସୁଧାଂଶୁ ଭାଇ ଆପଣ ଙ୍କ news chhanel no 1
@swapnanandarath2244
@swapnanandarath2244 Ай бұрын
ମାଳ ମାଳ ମାୟାଙ୍କ ଭିତରେ ଆପଣ ଏକା ସତ କହିବାର ସାହାସ ରଖିଛନ୍ତି l ଭଗବାନ ଆପଣଙ୍କୁ ଆହୁରି ଆହୁରି ଶକ୍ତି ଦିଅନ୍ତୁ ରାକ୍ଷସମାନଙ୍କ ଅସଲ ଚେହେରା ପଦାରେ ପକାଇଦେବାକୁ l
@ranjankumarbarik591
@ranjankumarbarik591 Ай бұрын
ଲକ୍ଷ୍ମଣାନନ୍ଦ ସରସ୍ବତୀଙ୍କ ହତ୍ୟା ମକଦ୍ଦମା ପୁନହଃ ତଦନ୍ତ କରିବାକୁ ସରକାରଙ୍କୁ ଅନୁରୋଧ।
@bhoibiswanath4
@bhoibiswanath4 Ай бұрын
Right👏
@RameshSahoo-xl4co
@RameshSahoo-xl4co Ай бұрын
Jay Jagannath
@sukumarrana9091
@sukumarrana9091 Ай бұрын
A lot of thanks to Sudhanshu Babu.
@himanshupattnaik9266
@himanshupattnaik9266 Ай бұрын
CBI INQUARY କରି ଭର୍ତ୍ତି କର
@iswarbehera9985
@iswarbehera9985 Ай бұрын
Sir, please tell about matter of our Governor son's matter.
@pritampolei7087
@pritampolei7087 Ай бұрын
Sabu mutual final kari dele ASO,tanka wife au governor.they were happy 😊😊😊
@user-ts7tu7mo3y
@user-ts7tu7mo3y Ай бұрын
ବଢିଆ ପ୍ରଶ୍ନ କଲେ। ସାମ୍ବାଦିକ ବନ୍ଧୁ ଏବେ ନିଜ ସ୍ତର କୁ ବଢେଇ ସତ୍ ସାହସୀ ର ପରିଚୟ ଦେଖନ୍ତୁ। କଥା ତ ମାଇଚିଆ ବି ସୁନ୍ଦର କହିପାରେ।
@ashwinisahu6584
@ashwinisahu6584 Ай бұрын
SATYA RA JAY HEU🎉🎉🎉
@rohitpradhan-fi7ln
@rohitpradhan-fi7ln Ай бұрын
Correct bhai
@BirendraDeep-jm5ef
@BirendraDeep-jm5ef Ай бұрын
Right
@samireshmishra9832
@samireshmishra9832 Ай бұрын
❤❤❤very dangerous that janmashtami night
@subashshrambutika5030
@subashshrambutika5030 Ай бұрын
ଭଲ ହେଲା ଲାକ୍ସମାନନନ୍ଦ ମରିଗଲା, christian ମାନଙ୍କୁ ଅତ୍ୟାଚାର କରୁଥିଲେ........
@gspallrounder3298
@gspallrounder3298 Ай бұрын
କେମିତି ଅତ୍ୟାଚାର କରୁଥିଲା?
@prafullamohanty5557
@prafullamohanty5557 Ай бұрын
ଶସ୍ମିତ୍ ପାତ୍ର ବିରୁଦ୍ଧ ରେ CBI enquiry କରାଯାଉ।
@hariharasahu3566
@hariharasahu3566 Ай бұрын
ବିଜେଡି ବିଧାୟକ ମୁହଁ ରେ ଲଜ୍ଯ। ଥିଲେ ମ ମିତା ମେହେର, ପରୀ ହତ୍ୟା, କୁ ପୁଣି ସିବିଆଇ ତଦନ୍ତ ହେଉ
@dolagobindsahooyes9348
@dolagobindsahooyes9348 Ай бұрын
ଭାଇ ରାଜ୍ୟପାଳ ପୁଅଙ୍କ କଥାଚ କହୁନ ଆଉ ଏତେ କଥା ଗପୁଚ
@user-qy3ux9fq9v
@user-qy3ux9fq9v Ай бұрын
Sudhansu sir se hetu badi pratap ratha ku tike dhoi diantu
@sidd5547
@sidd5547 Ай бұрын
ଯେଉଁ ମାନେ ହିନ୍ଦୁ ଧର୍ମଗୁରୁ ଙ୍କୁ ହାଣନ୍ତି, ଜଗନ୍ନାଥ ତାଙ୍କୁ ହିଁ ୨୪ ବର୍ଷ ଅଖଣ୍ଡ ରାଜତ୍ଵ ପ୍ରଦାନ କରନ୍ତି। ଯା ହେଉ, ଜଗନ୍ନାଥଙ୍କ ଭଲ ବିଚାର ଆଉ ।
@saratpanigrahi866
@saratpanigrahi866 Ай бұрын
Right News.
@user-ug3hz6fm7k
@user-ug3hz6fm7k Ай бұрын
Right 100😢😢
@user-tm1kk4sd3q
@user-tm1kk4sd3q Ай бұрын
ଆପଣ‌ବହୁତ ବର୍ଷ ପରେ ସତ କଥା କହିଲେ । ବିଜେଡ଼ି ନେତା ଏବଂ କର୍ମୀ ମାନେ ଏକଥା ଜାଣି ପାରୁଛନ୍ତି ନା ନାହିଁ ।
@bikramroutaray935
@bikramroutaray935 Ай бұрын
ରାଜ୍ୟପାଳ ଙ୍କ ପୁଅ ଓଡ଼ିଆ ଅଫିସର ଙ୍କୁ ପିଟିବା ଖବର ତମ କାନରେ ପଡିଛି ନା ନାଇଁ.
@dibakardibakar8993
@dibakardibakar8993 Ай бұрын
Mr Sudhansu, ACF SOUMYA MOHAPATRA (BURN/MURDER) CASE କୁ RE OPEN କରି ତାଙ୍କ ବାପାଙ୍କୁ ଶାନ୍ତି କରିବାକୁ ଚେଷ୍ଟା କରନ୍ତୁ
@hariharbehera
@hariharbehera Ай бұрын
ବିଜେପି ସରକାର ଆସିଲା ପରେ କିଛି ଅନ୍ଧ ଭକ୍ତ ଜଣେ ଜଣେ ବଡ ୟୁଟ୍ୟୁବର ହୋଇଗଲେଣି।
@Manoranjansahoo34680
@Manoranjansahoo34680 Ай бұрын
ତମର କଣ ଅସୁବିଧା ହେଲା? ତମେ ବି ହେଇଯାଅ କିଏ ମନାକଲା? କିଛି କରିବନି କେବଳ ବିଜେଡିରେ ଚାଟୁକାର ହୋଇ ଅନ୍ୟମାନଙ୍କୁ ସମାଲୋଚନା କରିବ, ଏପରି ଯିଏ କହେ ତାକୁ" ପିଣ୍ଢାବସା "କୁହାଯାଏ
@jnanaranjanbarik5178
@jnanaranjanbarik5178 Ай бұрын
ମହା କେଳେଙ୍କାରୀ କରିଛି ସସ୍ମିତ ପାତ୍ର ୟାକୁ ଓଡ଼ିଶା ସରକାର ଜେଲ୍ ନିଅନ୍ତୁ
@user-kt2nr4xf1s
@user-kt2nr4xf1s Ай бұрын
The journalist should be brave & fearless in respect of to trace out the real truth.Thank you a lot sudhanshu Babu.
@DeepkamalSwain
@DeepkamalSwain Ай бұрын
ସାମ୍ବାଦିକ ଭାଇ ଟିକେ ଗଭର୍ଣ୍ଣର ଙ୍କ ପୁଅ କେସ ବିଷୟରେ ଟିକେ ଦେଖାନ୍ତୁ ଖାଲି ସବୁବେଳେ one sided news ଦେଖେଇଲେ ହେବ କି, ଗଭର୍ଣରଙ୍କ ପୁଅ ASO କୁ ପିଟିଲା ପୁଣି aso ra transfer ହେଲା ଏଇ କି ପ୍ରକାର ନ୍ୟାୟ,..
@crxhj479
@crxhj479 Ай бұрын
🤪🤪
@goodlypriticreations2110
@goodlypriticreations2110 Ай бұрын
Sabas bhai... 😂😂😂
@bikashkumarnayak6249
@bikashkumarnayak6249 Ай бұрын
Exlutly Right sir
@PrasantaMohapatra-yg8fo
@PrasantaMohapatra-yg8fo Ай бұрын
ଏବେ ଏ ସରକାର ନିଦାବିଷ୍ଣୁ କାହିଁକି?
@GaneshJena-mr1hf
@GaneshJena-mr1hf Ай бұрын
Thanks to Sudhansu Bhai for that.
@rameshchandramahapatra7934
@rameshchandramahapatra7934 Ай бұрын
Right news
@user-pt2yo7sr7v
@user-pt2yo7sr7v Ай бұрын
ସୁଧାଂଶୁ ଶେଖର ସାର୍ ସେ ବେଧବିଯା ମାନଙ୍କୁ ଭଲକରି ପେଲ ଦରକାର ପଡ଼ିଲେ ଗାଣ୍ଡିରେ ପୋରେଇଦିଅ ଆପଣଙ୍କ ସାଥିରେ ଓଡ଼ିଶା ବାସୀ ଅଛନ୍ତି ଜୟସିୟା ରାମ
@sanjuktamohanty7103
@sanjuktamohanty7103 Ай бұрын
Sudhanshu jane one of the bengal tiger ❤❤❤❤
@sanjaybehera363
@sanjaybehera363 Ай бұрын
🙏🏼🙏🏼🙏🏼👍🏼👍🏼👍🏼
@Tukunu7248
@Tukunu7248 Ай бұрын
Sasmit ku giraf karajau, sankaracharya nka hatyakari. Shame on BJD - how he is selected as Rajyasava MP . Sasmit ra pati Ispat, Sarkar kebe action nebe.
@subratray1653
@subratray1653 Ай бұрын
Sir 🙏 really really perfect 👌👌👍
@tuku8637
@tuku8637 Ай бұрын
❤❤❤
@user-lc1tf3up7x
@user-lc1tf3up7x Ай бұрын
ଏ ଶଳା ବାପ ପୁଅ ଦୁଇଟା କୁ ଲଙ୍ଗଳା କରି ବାନ୍ଧି କି ଜେଲ୍ ରେ ଭର୍ତ୍ତି କରାଯାଉ, ଏ ଶଳା ମାନେ ମଉକା ଦେଖି କି ନିରିହ ଆଦିବାସୀ ହରିଜନ ଲୋକ ମାନଙ୍କୁ ଖ୍ରୀଷ୍ଟିଆନ ରେ ପରିଣତ କରୁଥିଲେ, ଜାତି ଭେଦ ନାଁ ରେ ଏ ଶଳା ମାନେ ହିଁ ନିରିହ ଆଦିବାସୀ ହରିଜନ ଲୋକ ମାନଙ୍କୁ ଲଢଉ ଥିଲେ, ଓଡ଼ିଶା ର ଧ୍ରୁତରାଷ୍ଟ୍ର ହିଞ୍ଜଡ଼ା ସରକାର ନବୀନ ପଟ୍ଟନାୟକ ଥାଇ କି ଏ କାମ ହେଇଛି, ସ୍ବାମୀ ଲକ୍ଷ୍ମଣାନନ୍ଦଙ୍କୁ ହତ୍ୟା କରି ସେ ଲୋକ ମାନେ ଆରାମସେ ବାହାରି ଗଲେ କିନ୍ତୁ ଓଡ଼ିଶା ପୋଲିସ କିଛି କରି ପାରିଲେ ନାହିଁ
@bhagirathipradhan4590
@bhagirathipradhan4590 Ай бұрын
Right ✅
@rkbehera1241
@rkbehera1241 Ай бұрын
Good news Baha'i ❤
@SKYDREAMDP
@SKYDREAMDP Ай бұрын
Good job Sudhanshu bhai 👍
@GaneshJena-mr1hf
@GaneshJena-mr1hf Ай бұрын
Right 100 %
@saratdas9022
@saratdas9022 Ай бұрын
ସସ୍କତି ପାତ୍ର କୁ ଜେଲ ରେ ଫାସିଦିଅ
@sujitpradhani8603
@sujitpradhani8603 Ай бұрын
ଏହି ଦୁର୍ବୃତ କୁ ସର୍ବ ସାଧାରଣରେ ତା ଲୁଙ୍ଗି ରେ ଫାଶୀ ଦେଇ ଦିଅ। ତାପରେ ତାଙ୍କ ମର ଶରୀରକୁ ଲେଟ୍ରିନ ରେ ଫିଙ୍ଗି ଦିଅ।
@user-ew4ij1sj6v
@user-ew4ij1sj6v Ай бұрын
You are right
@dolagobindsahooyes9348
@dolagobindsahooyes9348 Ай бұрын
ମୁଁ ହୋଇଥିଲେ ମାରି ମୁଁହ ଫଟେଇ ଦେଇଥାଆନ୍ତି
@gaganbiharisamantaray1122
@gaganbiharisamantaray1122 Ай бұрын
Focus news editor ଆଉ ଦୁର୍ଗଶିଷ ଆପଣ ଙ୍କୁ ଲାଜ଼ ନାଇଁ ବୋଧେ ହୁଏ ଓଡ଼ିଆ aso ku ଗୋଟେ ବିହାରୀ ବାଡେଇ enjured କରିଛି ତାକୁ ଦେଖାଉନ ଏଗୁରାକ ଦେଖାଓ ଲାଜ଼ ନାଇଁ ତୁମକୁ ଛି, ନନ୍ଦିଘୋଷ BJD ର ଆର୍ଗୁସ focus bjp ର ଅପାଙ୍କ ଏଈ 3 channel ku baan ହବା ଦରକାର ଆପଣ journalism ନା ରେ kalank
@bishnubehera6247
@bishnubehera6247 Ай бұрын
Don't politicise, you don't know that the governor has realised that case, what do you think
@haribolmusicgroup
@haribolmusicgroup Ай бұрын
ଆରେ ଭାଡୁଆ ରାଜ୍ୟପାଳ ପୁଅ କଥା କହ ।
@srustidhardey5817
@srustidhardey5817 Ай бұрын
ଏ ସଲା କୁ jhadpada ଜେଲ ଦଣ୍ଡ ଦିଅ ❤❤❤❤
@subhakantadas1763
@subhakantadas1763 Ай бұрын
Sudhanshu Babu, stop not go on till the guilty get punished.regards .
@sujatanayak6306
@sujatanayak6306 Ай бұрын
Sat sat naman apananku 🙏🙏🙏🙏🙏
@HappyGo-Kart-wg2ft
@HappyGo-Kart-wg2ft Ай бұрын
ସସ୍ମିତ ପାତ୍ର ତୁମକୁ ଟିକେ ଲାଜ ନାହିଁ
@mohanmallick6255
@mohanmallick6255 Ай бұрын
Right. 🎉😢
@saratpradhan1952
@saratpradhan1952 Ай бұрын
Swami Lakshmanananda case file kholajau
@user-df8mj8jk8t
@user-df8mj8jk8t Ай бұрын
100% Correct Sundhasu Bhai
@user-hg7vc2ux4l
@user-hg7vc2ux4l Ай бұрын
OMG !If it is true dangerous.
ଯା'ର କିରକିରି ହେଉଛି ହଉ| Odisha Reporter
16:36
Вы чего бл….🤣🤣🙏🏽🙏🏽🙏🏽
00:18
Can This Bubble Save My Life? 😱
00:55
Topper Guild
Рет қаралды 83 МЛН
Please Help Barry Choose His Real Son
00:23
Garri Creative
Рет қаралды 23 МЛН
Вы чего бл….🤣🤣🙏🏽🙏🏽🙏🏽
00:18