No video

ସୁଖ ଆଉ ଶାନ୍ତିର ଅନୁଭୂତି ମହାପ୍ରଭୁ କେମିତି ଦିଅନ୍ତି ? ବାବା ସତ୍ୟାନନ୍ଦ ଦାସ ମହାରାଜ | JAY JAGANNATH TV

  Рет қаралды 6,568

JAY JAGANNATH TV

JAY JAGANNATH TV

Күн бұрын

"ଜୟ ଜଗନ୍ନାଥ ଟିଭି ଚାନେଲ" ପ୍ରଭୁ ଶ୍ରୀ ଜଗନ୍ନାଥଙ୍କୁ ସମ୍ପୂର୍ଣ୍ଣ ସମର୍ପିତ ଓଡ଼ିଶାର ଏକମାତ୍ର ଆଧ୍ୟାତ୍ମିକ ସାଟେଲାଇଟ ଚାନେଲ I ଏହି ଚ୍ୟାନେଲରେ ଘରେ ବସି ପ୍ରତ୍ୟେକ ଦିନ ଜଗନ୍ନାଥ ଧାମ ପୁରୀ ରୁ LIVE ଦେଖନ୍ତୁ ଶ୍ରୀମନ୍ଦିର ଦ୍ୱାରଫିଟା ନୀତି,ଶ୍ରୀପତିତପାବନଙ୍କ ମଙ୍ଗଳ ଆଳତୀ, ପତାକାଲାଗି ଦର୍ଶନ,ସନ୍ଧ୍ୟା ଆଳତୀ ,ଶ୍ରୀମନ୍ଦିର ପହୁଡ଼ ନୀତି ଏବଂ ବର୍ଷ ତମାମ ଅନୁଷ୍ଠିତ ହେଉଥିବା ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କ ବିଭିନ୍ନ ଯାତ୍ରା ଓ ଉତ୍ସବର ର ସିଧା ପ୍ରସାରଣ I ଏହି ଚାନେଲ ରେ କୌଣସି ବିଜ୍ଞାପନ ଚାଲୁନାହିଁ, ତେଣୁ ଆପଣମାନେ ଶ୍ରୀଜୀଉଙ୍କ ଦର୍ଶନ ଏବଂ ସମସ୍ତ ଲୀଳାର ନିରବିଛିନ୍ନ ସିଧା ପ୍ରସାରଣ ଦେଖି ପାରିବେ I
"ଜୟ ଜଗନ୍ନାଥ ଟିଭି" ହେଉଛି ସିଦ୍ଧାର୍ଥ ଟେଲେଭିଜନ ନେଟୱର୍କ ର ଚତୁର୍ଥ ଚାନେଲ I ସୀତାରାମ ଅଗ୍ରୱାଲ ଓ ନମିତା ଅଗ୍ରୱାଲଙ୍କ ଶ୍ରୀଜଗନ୍ନାଥ ଙ୍କ ପ୍ରତି ଥିଵା ଅହେତୁକ ଭକ୍ତି ଭାବ ତଥା ଓଡ଼ିଶା ଏବଂ ଓଡିଶା ବାହାରେ ଥିବା ଜଗନ୍ନାଥ ପ୍ରେମୀ ଜନସାଧାରଣଙ୍କ ପାଇଁ ଏହି ଟେଲେଭିଜନ ଚାନେଲର ସୃଷ୍ଟି...ଆସନ୍ତୁ ଆମେ ସମସ୍ତେ ମିଶି ଜଗନ୍ନାଥ ଚେତନା କୁ ବିଶ୍ୱ ଦରବାର ରେ ପ୍ରତିଷ୍ଠିତ କରିବା I
ଜୟ ଜଗନ୍ନାଥ🙏🙏🙏
Watch "JAY JAGANNATH TV" on DTH:
TATA PLAY -1799, Dish TV -1397, Airtel -615, Sun Direct-490, Videocon D2H -1397
Also available on all cable networks.
For More Info please contact - 6372804618
Also, visit our other social media pages :
Facebook: bit.ly/3kxvE7A
Instagram: bit.ly/3KEpYDF
KZfaq: bit.ly/3KAQeyD
Twitter: bit.ly/38JpX3U
#jayjagannathtv #rathayatralive #namitaagrawal #sidharthtv #ଜୟଜଗନ୍ନାଥଟିଭି #sitaramagrawal #patitapaban_arati #patakalagidarshan #rathayatralive #purilive #JagannathPuriLIVE #rathayatra2022 #রথযাত্রা #পুরিজগন্নাথ #जगन्नाथ #पुरीजगन्नाथ #जगन्नाथधाम #रथयात्रा #उल्टारथ #జగన్నాథ్ #జగన్నాథపురి #ରଥଯାତ୍ରା #ଶ୍ରୀକ୍ଷେତ୍ରପୁରୀ #ପ୍ରଭୁଜଗନ୍ନାଥ #ଶ୍ରୀଜଗନ୍ନାଥ #যায়জগন্নাথ #জগন্নাথপুরি #जगन्नाथपुरी #जगन्नाथधाम #ஜேஜெகன்னாத் #jayjagannath #patitapaban_mangal_arati #rathajatra2023 #rathyatra2023 #rathayatralive #ghoshayathra #jayjagannthtv #rathyatra2024 #PuriLIVE #পুরিজগন্নাথ #पुरीजगन्नाथ #జగన్నాథ్ #జగన్నాథపురి #rathajatra2024
#carfestival #carfestivallive #rathayatra

Пікірлер: 24
@bishnupriya1391
@bishnupriya1391 Ай бұрын
Prabhu bada thakura 🙏 maa 🙏 Kalia 🙏🙏🙏🙏🙏🙏🙏
@DeepakParida-sj7eo
@DeepakParida-sj7eo Ай бұрын
Jay Jagannath Swami 🙏🙏🙏🙏🙏🌹❤️❤️❤️
@AkashKumarbhoi-ri1kw
@AkashKumarbhoi-ri1kw Ай бұрын
ଜୟ ଶ୍ରୀ ଜଗନ୍ନାଥ ବଳଭଦ୍ର ସୁଭଦ୍ରା
@sanju7678
@sanju7678 Ай бұрын
Prabhu Jai jagannath
@sipramohanty1814
@sipramohanty1814 Ай бұрын
Omm jay prabhu 🙏💐🙏
@rabindrapatro3569
@rabindrapatro3569 Ай бұрын
ହେ ଚତୁର୍ଦ୍ଧା ମୂର୍ତ୍ତି ରଥରେ ମୋର ପ୍ରଣାମ ଦଣ୍ଡବତ ଗ୍ରହଣ କରିବା ହେଉ ହେ ମଣିମା 🙏 ବଞ୍ଚିଥିଲେ ପୁଣି ବର୍ଷ ପରେ ସୁଯୋଗ ପାଇବି,ସକଳ କାର୍ଯ୍ୟ ମୋର ସମ୍ପୂର୍ଣ୍ଣ କରି ଦିଅ ମଣିମା 🙏
@jayasafui7516
@jayasafui7516 Ай бұрын
" জয় শ্রী জগন্নাথ মহাপ্রভু জয় "
@susmitasahoo2350
@susmitasahoo2350 Ай бұрын
Jay jagannath prabhu
@biswanathchoudhury5362
@biswanathchoudhury5362 Ай бұрын
Jay jagannath
@prasantkumar6861
@prasantkumar6861 Ай бұрын
ଜୟ ଜୟ ଶ୍ରୀ ଜଗନ୍ନାଥ 🙏🏻🙏🏻🙏🏻
@nandinibarik5376
@nandinibarik5376 Ай бұрын
Hari bol Jay shree jagannath 🙏
@GitaraniPradhan-eu5rk
@GitaraniPradhan-eu5rk Ай бұрын
Jay shree Jagannath 🙏🙏🙏
@Hammond-mm8lb
@Hammond-mm8lb Ай бұрын
Jay Jagannath
@SubashChNaik-sc2kg
@SubashChNaik-sc2kg Ай бұрын
❤❤❤❤❤😢😢 Jay jagannath Swami Nayana patha game bhabo tume 😢😢❤❤❤❤❤
@ritubehera5103
@ritubehera5103 Ай бұрын
Jay Prabhu bada saante balavadra 🙏 Kalia saante 🙏 maa yogamaya 🙏
@dharmendraagasti8745
@dharmendraagasti8745 Ай бұрын
Jay jagannath Swami nanyan patha gami babha tume ♥️♥️♥️♥️🚩
@laxmikumarinahak2756
@laxmikumarinahak2756 Ай бұрын
Jai Jagannath swami naina pathagiami babha tume Jai Jagannath Jai Jagannath Radhe Radhe Radhe Radhe Radhe Radhe
@rohitbehera3595
@rohitbehera3595 Ай бұрын
ଜୟ ଜଗନ୍ନାଥ 🙏🙏🙏🙏🙏
@bibhuprasad955
@bibhuprasad955 Ай бұрын
Jay jagannath Swami Nayan Pathagami Bhaba tume 🙏
@subarna3139
@subarna3139 Ай бұрын
Jay Jagannatha Swami Nayan path Gami bhaba tume. Jay Jagannatha.
@ranudas9437
@ranudas9437 Ай бұрын
ଜୟ ଜଗନ୍ନାଥ 🙏🙏🙏🙏😭😭😭😭
@sahadevpanada9572
@sahadevpanada9572 Ай бұрын
Jay shree Jagannath Swami Nayan patha gami Bhaba Tume 🕉️🐚🙏💮🌼🌺🏵️🌸🌹🌷🪔🚩🍎🍊
@rabinayakrabinayak7037
@rabinayakrabinayak7037 Ай бұрын
ଓଁ ନମଃ ଭଗବତେ ବାସୁଦେବାୟ ଜୟ ଶ୍ରୀ ଜଗନ୍ନାଥ ସ୍ଵାମୀ ନୟନ ପଥଗାମୀ ଭବତୁ ଜୟ ଶ୍ରୀ ବଲଭଦ୍ର ଜୟ ଶ୍ରୀ ମା ସୁଭଦ୍ରା ଜୟ ଶ୍ରୀ ସୁଦ୍ରନ୍ ଜୟ ଶ୍ରୀ ମା ମହାଲକ୍ଷ୍ମୀ ଜୟ ଶ୍ରୀ ବଡ଼ ପଣ୍ଡା ଜୟ ଶ୍ରୀ ବଡ଼ ଦାଣ୍ଡ ଜଗତର କଲ୍ୟାଣ ହୋଉ 🙏🙏🙏⭕‼️⭕🙏🙏🙏🫂🫂🫂🫂🕉️🕉️🕉️🪔🪔🪔🪔🤲🤲🤲👏👏👏❤️❤️❤️🕉️❤️❤️🕉️🔱🔱🔱🚩🚩🚩🚩🚩
@sriganeswarcreationofficia3421
@sriganeswarcreationofficia3421 Ай бұрын
Jay jagannath
The Giant sleep in the town 👹🛏️🏡
00:24
Construction Site
Рет қаралды 20 МЛН
а ты любишь париться?
00:41
KATYA KLON LIFE
Рет қаралды 3,6 МЛН
Schoolboy Runaway в реальной жизни🤣@onLI_gAmeS
00:31
МишАня
Рет қаралды 3,9 МЛН
КАКУЮ ДВЕРЬ ВЫБРАТЬ? 😂 #Shorts
00:45
НУБАСТЕР
Рет қаралды 3,5 МЛН
Shah Unopposed as ICC Chair // Nuakhai 'Lagna' Finalised
18:19
OdiaTechBulletin
Рет қаралды 102 М.
The Giant sleep in the town 👹🛏️🏡
00:24
Construction Site
Рет қаралды 20 МЛН