No video

ସୁନାଙ୍କୁ ଦେଖି କାନ୍ଦି ପକାଇଲେ ରୂପା / Rupa Pin2 Khushi

  Рет қаралды 1,532,400

Rupa,pin2,khushi express

Rupa,pin2,khushi express

Күн бұрын

Пікірлер: 3 400
@subhadra_123
@subhadra_123 Жыл бұрын
ସତରେ ପିଣ୍ଟୁ ଭାଇ ଓ ସୁନା ଦିଦିଙ୍କୁ ଏକା ସହିତ ଦେଖିକି ବହୁତ ଖୁସି ଲାଗିଲା😊ଏଇ ଦିନଟିକୁ ତ ଆମେ ଅପେକ୍ଷା କରିଥିଲୁ କେବେଠୁ❤ଆଉ କେଉଁମାନେ ମୋ କଥାରେ ସହମତ ଜଣାନ୍ତୁ👍ଜୟ ଜଗନ୍ନାଥ🙏
@niru_pama_seth_9591
@niru_pama_seth_9591 Жыл бұрын
Thik Katha Bhai❤️❤️❤️❤️❤️
@adityabehera9333
@adityabehera9333 Жыл бұрын
Correct
@srikantbarik4498
@srikantbarik4498 Жыл бұрын
❤❤❤❤❤❤hmm
@biswabarnitasahoochiku6515
@biswabarnitasahoochiku6515 Жыл бұрын
Sata pura
@aradhyaentertainment3511
@aradhyaentertainment3511 Жыл бұрын
Correct
@sharmistharaut4473
@sharmistharaut4473 Жыл бұрын
ଆଃ କି ଅପୂର୍ବ ମିଳନ ଭାଇ ଓ ଭଉଣୀ ମଧ୍ୟରେ ଭାଉଜ ଆଉ ନଣନ୍ଦ ମଧ୍ୟ ରେ ❤ ଦେଖି ବହୁତ ଆନନ୍ଦ ଅନୁଭବ କଲି।
@smilychumki4959
@smilychumki4959 Жыл бұрын
ବହୁତ ଖୁସି ଲାଗିଲା, ପିଣ୍ଟୁ ଭାଇ ଓ ସୁନା ଦିଦିଙ୍କର ସବୁ କିଛି ଠିକ୍ ହେଇଗଲା ❤ କିଏ କିଏ ଖୁସି ଅଛ 👍👍👍
@cutydibyanshi123
@cutydibyanshi123 Жыл бұрын
ଭାଇ ଭଉଣୀ ସମ୍ପର୍କ ଦୁନିଆ ର ସବୁ ଠୁ ଭଲ ସମ୍ପର୍କ ସବୁ ଦିନ ଝଗଡ଼ା କରିବେ ରାଗିକି ରହିବେ ହେଲେ ଜଣେ ଜଣଙ୍କ ବିନା ରହି ପାରିବେନି..... ତୁମ ଏ ଭିଡିଓ ଦେଖିଲା ପରେ ସତରେ ଆଖି ରେ ଲୁହ ପଳେଇ ଆସିଲା.... ଝଗଡ଼ା କରିବା ଦ୍ଵାରା ସବୁ ସମ୍ପର୍କ ଭାଙ୍ଗି ଯାଏ ହେଲେ ଭାଇ ଭଉଣୀ ଗୋଟେ ସଂପର୍କ ଯାହା କି ଝଗଡ଼ା କରିବା ଦ୍ୱାରା ଭଲ ପାଇବା ବଢ଼ି ଥାଏ.........😍😍😍😍😍❤️❤️❤️❤️❤️❤️
@banditarout6683
@banditarout6683 Жыл бұрын
ଭାଇ ବହୁତ ଖୁସି ଲାଗିଲା ତମ ମାନଙ୍କୁ ଏକାଠି ଦେଖିକି ଭଗବାନ ତମକୁ ଖୁସିରେ ରଖନ୍ତୁ ଭିଡିଓ ଦେଖିକି ମୋ ଆଖି ରୁ ଲୁହ ଆସି ଗଲା ❤❤❤
@d_mmayurbhanjtoka7656
@d_mmayurbhanjtoka7656 Жыл бұрын
କୋଉ କୋଉ ଭାଇ ଭଉଣୀ ମାନେ anil ଭାଇ ଆଉ sanjai ଭାଇ ଙ୍କୁ miss କରୁଛ ଆଉ ଦେଖିବା ପାଇଁ ଚାହୁଁଛ ଗୋଟେ ଗୋଟେ like କର
@BA-LaxmipriyaNaik
@BA-LaxmipriyaNaik Жыл бұрын
ସତରେ ଭାଇ ଭଉଣୀ କୁ ଦେଖି ବହୁତ ଖୁସି ଲାଗିଲା. ଖୁସି ରେ କାନ୍ଦ ବି ଲାଗିଲା ❤️😊
@Chikisfamilylifestyle
@Chikisfamilylifestyle Жыл бұрын
ବହୁତ ଖୁସି ଲାଗିଲା ସମସ୍ତ ଙ୍କୁ ଦେଖିକି ❤
@Sahoo29625
@Sahoo29625 Жыл бұрын
ହୃଦୟ ରୁ ବୋହୁତ ସାରା ଧନ୍ୟବାଦ୍ ଭାଇ 🎉 ଯାହା ହେଉ ପ୍ରଭୁ ଜଗନ୍ନାଥଙ୍କ କୃପାରୁ ସମସ୍ତେ ମିଶିଗଲେ,ଦେଖିକି ଆଖିରୁ ଖୁସିରେ ଲୁହ ଆସିଗଲା ସତରେ ,,କାହାରି ନଜର ନ ଲାଗୁ ତୁମ ମାନକ ଖୁସିରେ ,,ଭଲରେ ରୁହନ୍ତୁ ସବୁ Jay Jagannath ,🙏🙏 ❤ ଆପଣ ମାନେ କାନ୍ଦିଲେ ଆଉ ଆମେ ବି କାନ୍ଦିଲୁ ତଥାପି ବୋହୁତ ଖୁସି ଆଜି ❤❤❤❤
@santoshpramanika5164
@santoshpramanika5164 Жыл бұрын
ସତରେ ଭାଇ ଭାଉଜ ନିଜ ଭଉଣୀ ଘରକୁ ନ ଆସିଲେ କେତେ ଯେ, କଷ୍ଟ କେବଳ ଗୋଟେ ଭଉଣୀ ହିଁ ଜାଣିପାରେ ମୋ ଆଖିରୁ ତ ଲୁହ ଆସିଗଲା 😢😢😢😢😢😢😢😢ଦେଖିକି ଯଦି ମଝିରେ ମଝିରେ ଏମିତି ଆସିଲେ ଟିକେ ବି ରାଗ କି ଲୁହ ଅସିନଥନ୍ତା ❤❤❤❤❤
@Smita2606
@Smita2606 Жыл бұрын
Pp
@manjarinaik1756
@manjarinaik1756 Жыл бұрын
Bahut khusi lagila bhai tame suna didi saha misiki soo happy❤❤❤ khusi maa miss u
@ChandanKumar-gf6dm
@ChandanKumar-gf6dm Жыл бұрын
ଆଜି ପର୍ଯ୍ୟନ୍ତ ଯେତିକି vdo କରିଛ ଭାଇ,, ଏଇଟା ମୋରୋ favourite heiki ରହିଗଲା,,, ଯାହା ହଉ ଆମ ଆଖିରୁ ଭି ଖୁସି ର ଲୁହ ଚାଲି ଆସିଲା,, ସୁନା ଭଉଣୀ ଟା ଆମର ସତରେ heart touching vdo❤ ମଝିରେ ମଝିରେ ଏମିତି tk ନହେଲେ ଭି ଭଲ ପାଇବା ବଢ଼େନି,,,❤
@rinkybehera8714
@rinkybehera8714 Жыл бұрын
ସତ ରେ ବହୁତ ଖୁସି ଲାଗିଲା ସମସ୍ତଙ୍କୁ ଏକାଠି ଦେଖିକି❤
@trilochanmohanty
@trilochanmohanty Жыл бұрын
ବହୁତ୍ ବହତ୍ ଧନ୍ୟବାଦ୍ ସମସ୍ତ ଙ୍କୁ ପାହିଲି ରଜର ଭେଟି 🎉 ଦେଖିକି ବହୁତ୍ ଖୁସି ଲାଗିଲା ପିଣ୍ଟୁ ଭାଇ ଓ ସୁନା ଦିଦୀ ଙ୍କୁ ଏକାଠି ଦେଖି 😊 ୟେ ହୁଇ ନା ବାତ୍ ❤
@SasmitaSahoo-xy3cd
@SasmitaSahoo-xy3cd Жыл бұрын
❤❤❤❤❤👌👌👌👌👌👌😀😀😀😀😀😀😀💖🌹🌹🌹🌹🌹🌹
@Dktodiastory
@Dktodiastory Жыл бұрын
ସୁନା ଦିଦି ର ଖୁସି ରେ ଲୁହ ଦେଖି ମୋ ଆଖିର ପାଣି ଆସିଗଲା very emotional moment 😭😭 ଭାଇ ଭଉଣୀ ଙ୍କ ଏ ଭଲ ପାଇବା ❤ ସବୁ ଅପେକ୍ଷା ର ଅନ୍ତ ଘଟିଲା କେଉଁ ମାନେ ଖୁସି ଅଛ like ଠୋକ 👍🥰😂ମୁ ବହୁତ ଖୁସି
@rashmiansh1579
@rashmiansh1579 Жыл бұрын
ବହୁତ ଖୁସି ଲାଗିଲା, ସମସ୍ତଙ୍କୁ ଏକାଠି ଦେଖି 😢🙏🙏
@Rishikbiswal
@Rishikbiswal Жыл бұрын
ଯାହଉ ଭାଇ ସୁନା ଦିଦି ଘରକୁ ଗଲେ ବହୁତ ଭଲ ଲାଗିଲା । ମୁଁ ବହୁତ ଖୁସି ଭଉଣୀ କୁ ଭାଇ ମିଲି ଗଲା Thank you bhai& bhauja🥰
@rupalimalana8561
@rupalimalana8561 Жыл бұрын
ସବୁ ବେଳେ ଏମିତି ଖୁସି ରୁହ ଭାଇ ଭଉଣୀ ଭାଉଜ ଭଗବାନ ସମସ୍ତ ମଙ୍ଗଳ କରନ୍ତୁ ♥♥♥
@krutibasbehera1413
@krutibasbehera1413 Жыл бұрын
Uu 25:27
@MrChandanExpress439
@MrChandanExpress439 Жыл бұрын
Ok 👍
@realherodeepakraaj
@realherodeepakraaj Жыл бұрын
ବୋହୁତ ସୁନ୍ଦର ❤️‍🩹 ଭଲ ଲାଗିଲା ଦେଖିକି ଭାଈ ଭଉଣୀ କୁ ଏକାଠି 🥰😍🥰 ସବୁ ବେଳେ ଏମିତି ହସ ଖୁସି ରେ ରୁହ 💞🦋🌸 କେତେ ଦିନ ହେବ ଆମେ ଅପେକ୍ଷା କରି ଥିଲୁ ❤️ love you all rupa.pintu.khusi. arunsuna
@rajeshjajpuria997
@rajeshjajpuria997 Жыл бұрын
Pintu Bhai mu ghara chadhi bhahare ache jathebale ghara katha Mane pradhe mu Tama video dakhidia au mana bhala Lage ❤❤ love you pintu Bhai
@biswajitdas720
@biswajitdas720 Жыл бұрын
କିଛି ଭୁଲ ତାଙ୍କର ଥିଲା କିଛି ଆପଣଙ୍କର ଥିଲା ଦୁଇ ଜଣ ମିଶି ଠିକ୍ କରିଦେଲ ଏବେ ଏମିତି ବୋହୁତ ଖୁସି ରେ ରୁହନ୍ତୁ 😊😊
@deepakpolai1279
@deepakpolai1279 Жыл бұрын
ଭାଇ ମୁ ଆଜି ତମ ବ୍ଲଗ୍ କୁ ଅପେକ୍ଷା କରିଥିଲି ଭିଡ଼ିଓ ଟି ଦେଖି ବହୁତ୍ ଖୁସି ଲାଗିଲା👍👍👍
@deeptiranimahapatra2493
@deeptiranimahapatra2493 Жыл бұрын
Suna nka kanda dakhi mora bi abkharu luha baharijauchi
@manjuraut395
@manjuraut395 Жыл бұрын
କେଉ ମାନେ ଖୁସି ଅଛ ପିଣ୍ଟୁ ଭାଇ ସୁନା ଘରକୁ ଯାଇ ଥିବାରୁ। ତାହେଲେ👍👍👍 ମଧ୍ୟମ ଜଣାନ୍ତୁ
@shrabanimeher4209
@shrabanimeher4209 Жыл бұрын
Mu aji sakalu apeksha karithili ketebele aasba ei video ta jaha Hau aasigala ...suna Didi au pin2 Bhai Rupa bhaja samaste misigale .... He Bhagawan sabubele khusi re rakhantu jay..... Jagannath 🙏...... Love you all family members....❤❤❤❤
@anupamapanda7456
@anupamapanda7456 Жыл бұрын
ଭାଇ ଆଜି ବହୁତ ଖୁସି ଲାଗିଲା ଆମେ ଏ ଦିନ ଟିକୁ ଅପେକ୍ଷା କରିଥିଲୁ ସୁନା ଦିଦି ଆଉ ପିଣ୍ଟୁ ଭାଇ ଙ୍କୁ ଏକା ସହିତ ଦେଖି ବହୁତ ଖୁସି ଲାଗିଲା ମୋ ଆଖି ରୁ ଲୁହ ଆସିଗଲା ଭାଇ ସବୁ ଦିନ ଏମିତି ଏକାଠି ରୁହ ଆଉ ଖୁସି ରେ ରୁହ ପ୍ରଭୁ ଜଗନ୍ନାଥଙ୍କ ନିକଟରେ ମୋର ଏତିକି କାମନା 🙏❤️❤️❤️❤️❤️❤️
@amitbarik4718
@amitbarik4718 Жыл бұрын
ରକ୍ତର ସମ୍ପର୍କ କେବେ ଅଲଗା ହୁଏନି ସେଟା ଆଜି ପିଣ୍ଟୁ ଭାଇ ପ୍ରମାଣ କରିଦେଲେ ଏଥର କିଏ କହିବ ଦେଖିବା ପିଣ୍ଟୁ ଭାଇଙ୍କର କେତେ ଗର୍ବ ହେଇଯାଇଛି love you pintu bhai ସବୁବେଳେ ଏମିତି ଖୁସିରେ ରୁହ❤❤
@jharanabahera176
@jharanabahera176 Жыл бұрын
ସତରେ ଵହୁତ ଖସି ଲଗିଲା ଆଉ କା‌ନ୍ଦ ବି ଲାଗିଲା ଭଗବାନ ଵହୁତ ଖସିରେ ରଖନ୍ତୁ ତୁମକୁ 🙏
@anamataria-iv1qz
@anamataria-iv1qz Жыл бұрын
ଆପଣ ଙ୍କୁ ଏକାଠି ଦେଖି ବହୁତ ଖୁସି ଲାଗିଲା ❤👌❤👌❤🙏🙏🙏ଜଏ ଜଗନ୍ନାଥ
@shaktiswarupi7156
@shaktiswarupi7156 Жыл бұрын
ଭାଇ ଆଉ ଭଉଣୀ ର ସମ୍ପର୍କ ଟା ଏମିତିକା, ଯେତେ ଶବ୍ଦ ହେଲେ ଵି କମ ପଡି ଯିବ. ସବୁ ଭାଇ ଆଉ ଭଉଣୀ ମାନ ଙ୍କର ସମ୍ପର୍କ ସବୁବେଳେ ଏମିତି ରହି ଥାଉ.ସବୁ ଭାଇ ମାନେ ଭଉଣି ମାନ ଙ୍କ ର ସାହସ.
@ranjitamallick1824
@ranjitamallick1824 Жыл бұрын
ବୋହୁତୁ ଭଲ ଲାଗିଲା ଭିଡିଓ ଦେଖିକି ସମତେ ଆଜି ଏକାଠି ଦେଖିକି happy raja 🥰🥰🥰 ସବୁ ବେଳେ ଖୁସିରେ ରୁହ
@jagnyaseninayak5765
@jagnyaseninayak5765 Жыл бұрын
ଭାଇ ଭଉଣୀ ଶୁଣ କାହାଣୀ God bless u all .jai jagannath 🎉,
@subhacreation.7552
@subhacreation.7552 Жыл бұрын
ମୋ ସୁନାଭାଇ ସାନଭାଇ n ସୁନାଭାଉଜ ବହୁତ ବହୁତ ଭଲ 💖💖lv u both💖💖ସବୁବେଳେ ସେମିତି ଖୁସି ରେ ମିଳିମିଶି ରୁହ 💖💖ଆଜିର blog ବହୁତ ଭଲ ଲାଗିଲା 💖💖
@sumitrapradhan4432
@sumitrapradhan4432 Жыл бұрын
ସତରେ ବହୁତ୍ ଖୁସି ଲାଗିଲା।ପିଟୁ ରୁପା ।ଲୋକମାନେ ଆଉ ଭୁଲ୍ ବୁଝି ବେନଇ।😢😢।❤❤❤❤❤❤
@dassukanti9251
@dassukanti9251 Жыл бұрын
Satare ame bahut khusi aka sathire bhai bhouni ku dekhiki ❤❤
@anusayagahan9510
@anusayagahan9510 Жыл бұрын
ସତରେ ଭାଇ ଆଜି ବହୁତ ଖୁସି ଲାଗିଲା ଏହି ଦିନକୁ ଅପେକ୍ଷା କରିଥିଲୁ ଭାଇ ଭଉଣୀର ମିଳନ ଆଉ ଭାଉଜଙ୍କୁ ଦେଖି ଆହୁରି ଖୁସି ଲାଗିଲା ଖୁସିରେ ଆଖିରୁ ଲୁହ ଆସିଗଲା😂😂😂ଏମିତି ସବୁବେଳେ ହସ ଖୁସିରେ ରୁହନ୍ତୁ ଜୟ ଜଗନ୍ନାଥ❤❤
@Twins_Lifestyle
@Twins_Lifestyle Жыл бұрын
ସମସ୍ତଙ୍କ ପରିବାରରେ ସୁବିଧା ଅସୁବିଧା ରହିଥାଏ କିନ୍ତୁ କିଛି ଲୋକ ଅଛନ୍ତି ଅନ୍ୟର ପରିବାର କେମିତି ଭାଙ୍ଗିବେ ସେମିତି ଚେଷ୍ଟା ରେ ଲାଗି ପଡ଼ନ୍ତି.... ଏବେ ସବୁ ଠିକ ହେଲା ଦେଖ ସମସ୍ତେ
@sankhalinaik3776
@sankhalinaik3776 Жыл бұрын
Right
@lovemyvillage8555
@lovemyvillage8555 Жыл бұрын
ମତେ ବହୁତ ଖୁସି ଲାଗିଲା ସୁନା ଦିଦି ଘର କୁ ଜାଇଛ ❤
@priti5878
@priti5878 Жыл бұрын
Tama paribara amiti khushira ruha sabu bela
@dreamgirlchulbul8584
@dreamgirlchulbul8584 Жыл бұрын
ପିନ୍ଟୁ ଭାଇ ଆଜି ଆପଣ ମାନଙ୍କୁ ଏକାଠି ଦେଖି ବହୁତ୍ ଖୁସି ଲାଗିଲା ସବୁ ବେଳେ ଏମିତି ସବୁ ଭଲ ରେ ରୁହ❤😊😍
@mathuramahakur5994
@mathuramahakur5994 Жыл бұрын
ସତରେ ପିଣ୍ଟୁ ଭାଇ ଖୁସି ରେ ମୋ ଆଖିରୁ ବି ଲୁହ ଆସିଗଲା ମୁଁ ଭଗବାନଠାରେ ପ୍ରାଥନା କରୁଛି ତୁମ ପରିବାରକୁ ଆଉ କାହାରୀ ନଜର ନ ଲାଗୁ gog bless you all family members love you ❤️❤️❤️❤️❤️❤️❤️❤️🥰🥰🥰🥰🥰🥰👌👌👌👌🙏
@mamatasahoo6104
@mamatasahoo6104 Жыл бұрын
Love you
@jhianipolai1896
@jhianipolai1896 Жыл бұрын
ଭାଇ ଓ ଅପା ଆଜି ବହୁତ୍ ବହୁତ୍ ବହୁତ୍ ବହୁତ୍ ଖୁସି ଆଜି ସବୁ ଆସା ପୁରଣ ହେଇଗଲା ତମର ଏତିକି ଭୁଲ୍ ଥିଲା କିନ୍ତୁ ଆଜି ଆଉ ସେ ରାଗ ନାହିଁ ବହୁତ୍ ଖୁସି ଏମିତି ହସାଅ ହସୁଥାଅ ଜୟ ଜଗନ୍ନାଥ 🙏🙏🙏
@sasmitapatrasai
@sasmitapatrasai Жыл бұрын
Aaji ghara ra samasta gurujana maane kete khusi hau thibe jebe sunithibe je suna nka pakha ku aapana maane jaithile boli...... Mausi mausa nka aakhiri sure khusira luha aasi jaithiba.... 😂😂😂ja hau aaji gote bht bada kama karichanti pintu babu n rupa mam..... With Runa sundari n mamuni sundari😘👌👌👌👍👍👍Thanks.
@biswajitparida3370
@biswajitparida3370 Жыл бұрын
ବହୁତ ଖୁସି ଲାଗିଲା ସମସ୍ତେ ଜାଣି ଯାଆନ୍ତୁ pintu bhai heartly kele great ❤❤❤❤❤❤❤❤❤🎉🎉😂😂😂❤❤❤❤❤❤❤
@kunibadatya4418
@kunibadatya4418 Жыл бұрын
ଏ ଭାଇ ଭଉଣୀ ମିଳନ ଦେଖି ମୁଁ ବହୁତ ଖୁସି ଭାଇ ପ୍ରଭୁ ଜଗନ୍ନାଥ କରନ୍ତୁ ଏମିତି ସବୁ ବେଳେ ଖୁସି ରେ ରୁହ ଜୟ ଜଗନ୍ନାଥ 🙏🙏🙏🙏🙏
@papudjdas165
@papudjdas165 Жыл бұрын
,ପିଣ୍ଟୁ ଭାଇ ଆଜି ମୁଁ ବହୁତ୍ ଖୁସି ବହୁତ୍ ସୁନା ଦିଦି ଙ୍କ ଘରକୁ ଯାଇଛ ସବୁ ବେଳେ ଏମିତି ଖୁସି ରେ ରୁହ ଜଗନ୍ନାଥ ଙ୍କୁ ମୋର ଏତେ କି ପ୍ରାର୍ଥନା 🙏
@sanyasipradhan3693
@sanyasipradhan3693 Жыл бұрын
ଭଗବାନ ତୁମ ଭାଈ ଭଉଣି କୁ ଏମିତି ଖୁସିରେ ରଖନ୍ତୁ ଭାଇ ଜୟ ଜଗନ୍ନାଥ
@NandiniNandini-df5gh
@NandiniNandini-df5gh Жыл бұрын
ସୁନା ଦିଦି ଙ୍କୁ ଦେଖି ବହୁତ୍ ଜୋର୍ କାନ୍ଦ ଲାଗିଲା 😢😢😢😢😢😢😢😢 ମୋତେ
@shrabanidash2167
@shrabanidash2167 Жыл бұрын
ଆଜି ପିଣ୍ଟୁ ଭାଇ, ସୁନା ଦିଦି ଙ୍କୁ ଏକାଠି ଦେଖି ଭଉତ୍ ଖୁସି ଲାଗିଲା 🥰😊💓 ମାମୁନି ତୁମ କଥା 1ନମ୍ୱର୍👍👍👍 ଜୟ ଜଗନ୍ନାଥ 🙏🙏 ଜୟ ମା ତାରିଣୀ 🙏🙏🙏
@1x-abinash-07
@1x-abinash-07 Жыл бұрын
ଯାହା ହେଉ ଆଜି ଭାଇ ଭଉଣୀ ନଣଦ ଭାଉଜ ସମସ୍ତଙ୍କୁ ଏକାଠି ଦେଖି ବହୁତ ଖୁସି ଲାଗିଲା ❤ ଏମିତି ସବୁବେଳେ ଖୁସିରେ ରୁହନ୍ତୁ ❤❤
@lovemyvillage8555
@lovemyvillage8555 Жыл бұрын
ଆରେ ଭାଇ ମାନେ ଆଗକୁ ଆସୁଛି ଜଗା ସେଥି ପାଇଁ ଜଗା ସମସ୍ତ କୁ ଏକାଠି କରିବ ମୁଁ ବହୁତ ଖୁସି
@nareshdas3461
@nareshdas3461 2 ай бұрын
Bhauni ra dhukha jaldi bhai bhujhi parila tebe tatharu bhala Katha duniare nahi.Nice vlog pintu bhai.Make this relationship forever.jay jagannath. God bless you all ❤❤🎉🎉
@balarampradhan8777
@balarampradhan8777 Жыл бұрын
ଭାଇ ଆଜି ମତେ ବହୁତ ଖୁସି ଲାଗିଲା 😊😊😊🤗🤗🤗🤗🤗😘😘😘😘 ଭଗବାନ ସବୁ ବେଳେ ଏମିତି ଖୁସି ରେ ହିଁ ରଖନ୍ତୁ ଆପଣ ପରିବାର କୁ ଭଗବାନ କ ଆଶୀର୍ବାଦ ସବୁ ବେଳେ ଏମିତି ରହିଛି ଆଉ ରହିଥିବ 😭😭😭😭😭 miss you all family members 😔😔😔 miss you Khushi maa
@mamta9112
@mamta9112 Жыл бұрын
ସତରେ ପିଣ୍ଟୁ ଭାଇ ରୂପା ଭାଉଜ ସୁନା ଦେଇ ଘରକୁ ଗଲ କେତେ ଖୁସି ଲାଗିଲା
@BijayaBehera-zx9mx
@BijayaBehera-zx9mx Жыл бұрын
ସତରେ ବହୁତ ଭଲ ଲାଗିଲା❤❤ ଭାଇ ଭଉଣୀ ମିଶି ଗଲେ
@aswiniray4048
@aswiniray4048 Жыл бұрын
ଭାଇ ମାନ ଏ ଶାଳ ମାନ ଙ୍କର ଏ ସବୁ ଗୋଟିଏ ଗୋଟିଏ ରୋଲ
@SusmitaExpress
@SusmitaExpress Жыл бұрын
😁
@rajamenduli3582
@rajamenduli3582 Жыл бұрын
ସତରେ ଆଜିର Blog ti bahut sundar lagila ❤️ ବହୁତ୍ ଦିନର ଅନ୍ତଘଟିଲା ପିଣ୍ଟୁ bro and Rupa dii ❤️ suna dii nka ଘରକୁ ଯାଇ ଥିଲେ ଏଣ୍ଡ ବହୁତ୍ enjoy Kale ମଧ୍ୟ lam so happy and happy Raja ହାର୍ଦିକ ଶୁଭେଛା ଓ ଶୁଭକାମନା love you all 😍
@sabitasethy8094
@sabitasethy8094 Жыл бұрын
Rupa nd pintu both are pure souls. True genuine hearts. Always stay blessed. ❤. From ctc.
@bishwajitsamal5428
@bishwajitsamal5428 Жыл бұрын
Bhai bhouni bohut khusire ruho god bless you
@bharatipagal5935
@bharatipagal5935 Жыл бұрын
Bhai vauni misiki rahile kete khusi Lage mu bahut khusi dekhiki ye video mast sabu bele emiti khusire ruha vai vauni
@DeepakNayak-qq3cs
@DeepakNayak-qq3cs Жыл бұрын
ଯଉ ମାନେ କହୁଥିଲ pintu ଭାଇ ଙ୍କ ଗର୍ବ ହେଇଛି ସେମାନେ ଆଖି ପୁରେଇ କି ଏହି video କୁ ଦେଖ। ଅନ୍ୟ କୁ କିଛି କହିବ ଆଗରୁ ଟିକେ ଭାବିକି କୁହ। Pintu ଭାଇ ସୁନା ଦିଦି ସବୁବେଳେ khusi ରେ ରୁହ ।କାହାରି ନଜର ତୁମକୁ ନ ଲାଗୁ।ପ୍ରଭୁ ଜଗନାଥ ତୁମକୁ ଭଲ ରେ ରଖନ୍ତୁ।🙏🙏🙏 God always bless you
@tapanjenaliku9412
@tapanjenaliku9412 Жыл бұрын
Really❤
@manaswanirout1702
@manaswanirout1702 Жыл бұрын
Right 👍
@manibarik3496
@manibarik3496 Жыл бұрын
Right kahicha
@Kalpana11-y4d
@Kalpana11-y4d Жыл бұрын
Amene lokonko comments podhi..dekheiba pain ete sabu Natak karuchhonti
@SridharSahoo-od6rg
@SridharSahoo-od6rg 4 ай бұрын
Na agura dekhajibani tank akhi fhuti jaichi abe
@Banti-xz1de
@Banti-xz1de Жыл бұрын
ପିଣ୍ଟୁ ଭାଇ ମୁଁ ଜଗନ୍ନାଥଙ୍କ ପାଖରେ ପର୍ଥାନ କରୁଚି ଆପଣଙ୍କ ପରିବାର ସବୁବେଳେ ଖୁସିରେ ଥାନ୍ତୁ love you ଖୁସୀମା ❤❤❤❤
@village_girl_mama
@village_girl_mama Жыл бұрын
Amithi sabu bele Khushi re ruha love you all ❤️ jay jagannath 🙏
@ajuartentertainment
@ajuartentertainment Жыл бұрын
Bhai satarea samastanku eka sangre dekhile bahutu khushi laguchi ❤🙏pravhu jagannath tuma family ku sabu bele khushi re rakhantu ❤ love you khushi maa bhai bhauja suna didi arun Bhai runa didi mamuni ❤❤❤🙏🙏jay jagannath swami ❤ ♥ 🙏
@munadas4847
@munadas4847 Жыл бұрын
ମୁଁ ତ ପୁରା ପୁରୀ କାଦିପକେଇଲଲି ସତରେ ଭାଇ ଏ ଭାଇ ଭଉଣୀ କାହାଣୀ ଟା ନିୟାରା
@gyanchand8026
@gyanchand8026 Жыл бұрын
Jay shree Krishna ❤❤❤❤bahut bahut khusi laguchhi aji❤❤❤suna nka ghar ku jibaru ❤❤❤❤❤
@Kajaldebashishexpress4440
@Kajaldebashishexpress4440 Жыл бұрын
ସବୁ ବେଳେ ଏମିତି ଖୁସି ରୁହ ଭାଇ ଭଉଣୀ ଭାଉଜ ଭଗବାନ ସମସ୍ତ ମଙ୍ଗଳ କରନ୍ତୁ 💕💕💕💕💕💕
@subha7764
@subha7764 Жыл бұрын
Brother sister love ❤
@lizabisoyi5608
@lizabisoyi5608 Жыл бұрын
ଭାଇ ଆଜି ମୁଁ ବହୁତ ଖୁସି ତମେ ସୁନା ଦିଦି ଘରକୁ ଜାଇଛନ୍ତି ଭାଇ😊😊😊
@kumargauravmohapatra7694
@kumargauravmohapatra7694 Жыл бұрын
Tuma suna GHAR ku gala sa besi khusi heba
@sonalisahoo8810
@sonalisahoo8810 Жыл бұрын
ଏଇ ଦିନକୁ ଆମେ ବହୁତ୍ ଦିନରୁ ଅପେକ୍ଷା କରିଥିଲୁ ଏମିତି ଦେଖିକି ବହୁତ୍ ଖୁସି ଲାଗିଲା
@rebatidandapat
@rebatidandapat Жыл бұрын
Aji ra vlog bhut khusi lagila.... Bhai bhauni bhala paiba ❤kebe saribani.... Akhi ru luha asigala ❤ god bless you...
@akshayakumar5981
@akshayakumar5981 Жыл бұрын
Pintu Bhai Au Suna Didi Ku Dekhi ki Bahuta Khushi Lagila Pintu Bhai Tama Ye Vlog Dekhi ki Bahuta Bhala Lagila Nice Vlog
@dipunmama9616
@dipunmama9616 Жыл бұрын
ମୁଁ ମାଆଙ୍କ ପାଖରେ ପାର୍ଥନା କରୁଚି 🙏🙏🙏କି ସବୁବେଳେ ଏମିତି ଖୁସିରେ ରୁହ ❤💕💞🌹
@laxmiranibehera8173
@laxmiranibehera8173 Жыл бұрын
ନଣନ୍ଦ ଭାଉଜ nka ଭଲପାଇବା ଦେଖି ମୋ ଆଖିରୁ ଲୁହ ଆସିଗଲା 🥺🥺 କିନ୍ତୁ ବହୁତ ଖୁସି ଲାଗୁଚି ଯେ ଶେଷରେ ଭାଇ ଭଉଣୀ ଏକାଠି ହେଲେ ❤️❤️❤️
@MinatiShaw-rc8lt
@MinatiShaw-rc8lt Жыл бұрын
Saree ta mast hei6i ..au dress b bahut bhlo ...Runa di tume pindhile dress ti badhia lagiba ..mamuni ra ta jabardast
@rashmetarath
@rashmetarath Жыл бұрын
Darun lagche tomar sobai ke ak songe dekhe
@MuktaRajOfficial
@MuktaRajOfficial Жыл бұрын
ଦିନେ ନା ଦିନେ ରକ୍ତ ସମ୍ପର୍କ ଯୋଡି ହେଇ ଯାଏ। ରାଗ ଋଷା ସବୁଠି ହୁଏ କିନ୍ତୁ ଯୋଉ ମନେ ରୂପା ପିଣ୍ଟୁ ସୁନା ଙ୍କର ଝଗଡ଼ା ରେ ଭିଡିଓ କରୁଥିଲା ଆଜି ଠାରୁ ତୁମର ଧନ୍ଦା ବନ୍ଧ ହେଲା। ପିଣ୍ଟୁ ତା ସବୁ ଭଉଣୀ କୁ ବହୁତ୍ ଭଲ ପାଏ ଆଉ ଆଦର କରେ। Moral of the story- କେବେ ବି ଭାଇ ଭଉଣୀ ଝଗଡ଼ା ରେ ପସନି। କେବେ ନା କେବେ ସେମାନେ ମିଶି ଯିବେ । ମିଶିବା ପରେ ତୁମେ ହିଁ ଦୋଷୀ ହେବ।
@anime_lover12905
@anime_lover12905 Жыл бұрын
Right
@chandinipintusahu6652
@chandinipintusahu6652 Жыл бұрын
ଭାଇ ଭଉଣୀ ଙ୍କ ମିଳନ ଦେଖିକି ମତେ ବି କାନ୍ଦ ଲାଗିଲା ସତରେ ବହୁତ୍ ଖୁସି ଲାଗୁଛି ଆଜି। ସବୁ ବେଳେ ଏମିତି ଖୁସି ରେ ରୁହ 🥰🥰। ଜଗନ୍ନାଥ ସବୁ ବେଳେ ତମେ ଙ୍କୁ ଖୁସି ରେ ରଖନ୍ତୁ।
@pintusahoo-informative
@pintusahoo-informative Жыл бұрын
Mu b tk imosnal heigali
@meghanadbehera5653
@meghanadbehera5653 Жыл бұрын
ଜାହା ହଉଭାଇ ଏତେ ଦିନ ପରେ ଭଉଣୀ ଘରକୁ ଗଲ ବହୁତ ଖୁସି ଲାଗୁଛି
@barshapriyadarshinipatra7313
@barshapriyadarshinipatra7313 Жыл бұрын
Really khusi laguchi dekhiki au setiki dukha bi laguchi semanka kanda dekhiki
@lipukumar9491
@lipukumar9491 Жыл бұрын
ସତରେ ମୁ ଆଜି ବହୁତ୍ ବହୁତ୍ ଖୁସି ଅଛି ❤ ସୁନା ଦିଦି ପିନ୍ଟୁ ଭାଇ ଏକ ସାଙ୍ଗରେ ❤କେଉଁ ମାନଙ୍କୁ ଆଜିର ଭିଡ଼ିଓ ବହୁତ ଭଲ ଲାଗିଲା ଗୋଟେ ଲାଇକ କରନ୍ତୁ 👍
@reetapayal8497
@reetapayal8497 Жыл бұрын
ସତରେ ଭାଇ ଭଉଣୀ ସମ୍ପ୍ରକ ସତରେ ନିଆରା କେହି ବି ଅଲଗା କରି ପାରିବିନି ଭାଇ i am so happy ଆଖିରେ ଲୁହ ଆଶିଗଲା
@sunil2du....1996
@sunil2du....1996 Жыл бұрын
Apananka vlog t gote mega serial bhalia laguchi all type of carector have in there and story is aswam Love you all ....Sunil from jajpur
@Duzzulsworld
@Duzzulsworld Жыл бұрын
Suna nkara ghara ku jiba katha re jou smile ta ❤
@chintukumargouda5006
@chintukumargouda5006 Жыл бұрын
🙏Ameti sabu bele khusi re ruha bhi bhagaban nka pakha re atiki prathe a karuchhi ❤❤ jay jagannath 🙏👑
@Bhaibhauniexpress697
@Bhaibhauniexpress697 Жыл бұрын
ଆଜି volg ଟି ଦେଖି ଆଖି ରୁ ଲୁହ ଆସିଗଲା ଭାଇ,,, ସବୁବେଳେ ଖୁସି ରେ ରୁହ
@runitabal5678
@runitabal5678 Жыл бұрын
Satare bhai aaji mate bohut khusi lagila au mu bi khusire Kandi pakeili
@djbapunuexclusive7557
@djbapunuexclusive7557 Жыл бұрын
Vlog ରେ ସବୁଠୁ ଅଧିକ Camedy ମାମୁନି ଦିଦି କରନ୍ତି
@sobharani0606
@sobharani0606 Жыл бұрын
Sabu apekhya ra anta ghatila... !! ❤❤ So Sweet Bhai... Strong Bonding ❤️❤️☺️😉
@purnachandrabehura2
@purnachandrabehura2 Жыл бұрын
ମୁଁ ଆଉ କଣ କହିବି ଯେ। ଖାଲି ଏତିକି କହିବି ଏବର୍ଷ ରଜ ତୁମ ଜିବନରେ ଓ ତୁମ ପରିବାରଙ୍କ ଯିବନରେ ଖୁସି ଆଣିଦେଉ ଓ ସାରା ଭାରତବାସୀଙ୍କ ଯିବନରେ ହସ ଆଉ ଖୁସି ଆଣି ଦେଉ ଏତି ପ୍ରଭୁ ଜଗନ୍ନାଥଙ୍କ ପାଖରେ ମୋର ପାର୍ଥନା🙏 love you all ❤❤❤ Happy raja ❤ Jay jagannath🙏
@exploreyourself346
@exploreyourself346 Жыл бұрын
ଯାହାହେଉ ଠାକୁର ଙ୍କ ଦୟା ରୁ ସମସ୍ତେ ଖୁସିରେ ରୁହ 🙏🙏
@rozeegarnaik9000
@rozeegarnaik9000 Жыл бұрын
Bahut khushi lagila tame mane sabu suna nka ghara ku gala. Sata kahila rakta ra sampark kb kate nai jete raga rusa thile be dine dine na akathi huanti.. Sabu bele amiti hasa khushi re ruha.. Love you khushi maa.. 😘😘😘
@pradeeppujajyoti
@pradeeppujajyoti Жыл бұрын
ଭାଇ ସୁନା ଦିଦି ର ଘର କୁ ଯାଇ ସୁନା ଦିଦି ର ଦୁଃଖ ଦୂର କରିଦେଲେ ❤❤❤❤
@mitalikahnugulu4723
@mitalikahnugulu4723 Жыл бұрын
Very nice 👌
@eparisanjukta8715
@eparisanjukta8715 Жыл бұрын
ମତେ ଭାରି ଖୁସି ଲାଗିଲା ସୁନା ଘର କୁ ଆସିଲ
@saritarout4231
@saritarout4231 Жыл бұрын
Bahut khusi laguchi 😊😊sister and brother nku dekhiki 😘😘 ahi dina ku apekhya thila
@sujatamohanty8187
@sujatamohanty8187 Жыл бұрын
Sata re Bhai mu au video dekhu na thili sata re aji mote bahut khusi lagila Abe thu mu dekhi b video so beautiful family amite khusi re ruha love all ❤️
@premnial4480
@premnial4480 Жыл бұрын
ସବୁ ଠାରୁ ସୁନ୍ଦର video ସତରେ ଆଜି ବହୁତ୍ ଖୁସି ଲାଗିଲା ଭଗବାନ ସବୁବେଳେ ଏମିତି ସମସ୍ତଙ୍କୁ ଖୁସିରେ ରଖନ୍ତୁ ଆଉ ମିସେଇକି ରଖନ୍ତୁ❤❤❤❤❤❤❤
@gayatrinayak2180
@gayatrinayak2180 Жыл бұрын
ସତରେ ବହୁତ ଖୁସି ଲାଗୁଚି ❤
@happy-sona
@happy-sona Жыл бұрын
Raga rusha bhuliki Bhai bhauja asichhanti dekhi ki bahut bhala laguchhi❤❤❤
@ramakantasahoo3944
@ramakantasahoo3944 3 ай бұрын
Jaha heu derire hele bi, bhai bhauni relation re renue hela... Bahut khusi
ସୁନା ଆସିଲେ ଭୁଲ କାହାର ? Rupa Pin2 Khushi
24:28
Rupa,pin2,khushi express
Рет қаралды 1,4 МЛН
لااا! هذه البرتقالة مزعجة جدًا #قصير
00:15
One More Arabic
Рет қаралды 52 МЛН
а ты любишь париться?
00:41
KATYA KLON LIFE
Рет қаралды 3,2 МЛН
If Barbie came to life! 💝
00:37
Meow-some! Reacts
Рет қаралды 72 МЛН
ମା ଲୋ କାମୁଡ଼ି ଦେଲା/Arun Suna Express
20:05
Arun Suna Express
Рет қаралды 350 М.
ଯାହା କହିବି ସତ କହିବି / Rupa Pin2 Khushi
22:20
Rupa,pin2,khushi express
Рет қаралды 619 М.
BJD holds press meet at Sankha Bhawan today || Kalinga TV
6:12
Kalinga TV
Рет қаралды 94 М.
ଶଳା ଆସିଗଲେ / Rupa Pin2 Khushi
23:43
Rupa,pin2,khushi express
Рет қаралды 1,8 МЛН
لااا! هذه البرتقالة مزعجة جدًا #قصير
00:15
One More Arabic
Рет қаралды 52 МЛН