No video

🔴SUNABESA 2024 LIVE - ଶ୍ରୀଜିଉଙ୍କ ସୁନାବେଶ ପୁରୀରୁ ସିଧା ପ୍ରସାରଣ | BREAKFREE LIVE

  Рет қаралды 4,646

Lubun-Tubun Bhakti

Lubun-Tubun Bhakti

Күн бұрын

🔴SUNABESA 2024 LIVE - ଶ୍ରୀଜିଉଙ୍କ ସୁନାବେଶ ପୁରୀରୁ ସିଧା ପ୍ରସାରଣ | #sunabesha 2024
ସୁନାବେଶ (ବା ରାଜବେଶ ବା ବଡ଼ତଢାଉ ବେଶ) ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କର ଏକ ବିଶେଷ ବେଶ, ଯହିଁରେ ଦିଅଙ୍କୁ ସୁବର୍ଣ୍ଣ ଆଭୂଷଣରେ ସାଜ କରାଯାଏ । ପ୍ରତିବର୍ଷ ସୁନାବେଶ ପାଞ୍ଚଥର ଅନୁଷ୍ଠିତ ହୋଇଥାଏ ।ଏହା ସାଧାରଣତଃ ପୌଷ ପୂର୍ଣ୍ଣିମା (ପୁଷ୍ୟାଭିଷେକ), ଫାଲଗୁନ ପୂର୍ଣ୍ଣିମା (ଦୋଳ ପୂର୍ଣ୍ଣିମା), ହରିଶୟନ ଏକାଦଶୀ (ବାହୁଡ଼ା ଏକାଦଶୀ), କାର୍ତ୍ତିକ ପୂର୍ଣ୍ଣିମା (ରାଜରାଜେଶ୍ୱର ବେଶ) ଓ ବିଜୟାଦଶମୀ (ଦଶହରା), ଦିନ ଅନୁଷ୍ଠିତ ହୋଇଥାଏ ।
ଏଥିମଧ୍ୟରୁ ଶ୍ରୀମନ୍ଦିରସ୍ଥ ରତ୍ନସିଂହାସନ ଉପରେ ଶ୍ରୀଜୀଉମାନେ କାର୍ତ୍ତିକ ପୂର୍ଣ୍ଣିମା, ପୌଷ ପୂର୍ଣ୍ଣିମା, ଦୋଳ ପୂର୍ଣ୍ଣିମା ଓ ଦଶହରା ତିଥି ଗୁଡ଼ିକରେ ସୁନାବେଶରେ ସଜ୍ଜିତ ହୋଇଥାନ୍ତି ଓ କେବଳ ଥରେ ମାତ୍ର ସମସ୍ତବର୍ଗର ଜନତାଙ୍କ ପାଇଁ ଆଷାଢ଼ ଶୁକ୍ଲ ଏକାଦଶୀଦିନ ସିଂହଦ୍ୱାରଠାରେ ରଖାଯାଇଥିବା ତିନିରଥ ଉପରେ ସୁନାବେଶରେ ସଜ୍ଜିତ ହୋଇଥାନ୍ତି ।
ଶ୍ରୀଜୀଉମାନଙ୍କର ମଧ୍ୟାହ୍ନ ଧୂପ ଶେଷ ହେବା ପରେ, ପ୍ରାୟ ୨ଘଣ୍ଟା ସମୟ ବିନିମୟରେ ତିନିରଥ ଉପରେ ସୁନାବେଶ ଅନୁଷ୍ଠିତ ହୋଇଥାଏ । ଶ୍ରୀଜୀଉମାନେ ସୁନାବେଶରେ ପ୍ରାୟ ୬ଘଣ୍ଟା ପର୍ଯ୍ୟନ୍ତ ଭକ୍ତମାନଙ୍କୁ ଦର୍ଶନ ଦିଅନ୍ତି
Suna Besha is a special event of Jagannath rath yatra; when Lord Jagannath, his elder brother Balabhadra and sister Subhadra Devi are decorated with gold jewelry. It is also known as Rajadhiraja Bhesha or Raja Besha. It was observed on the day after the return of the Deities from Gundicha Temple. On the day of Bada Ekadasi, the 11th day of the bright fortnight in Asadha; the deities on their chariots themselves done the golden attire or the Suna Besha with hands, arms, and crown made of solid gold.
At Jagannath Rath Yatra, Suna Besha 2024 is observed on Wednesday, 17 July (Ashadha Shukla Ekadashi).
Watch the live streaming of Suna Besha of Lord Jagannath 2024 (Rath Yatra) of Lord Jagannath, Lord Balabhadra & Maa Subhadra live from Puri on " Lubun-Tubun Bhakti " Odia KZfaq channel in HD Quality.
" Lubun-Tubun Bhakti "
ଏହି Video କୁ Like କରନ୍ତୁ, Share କରନ୍ତୁ, Comment କରନ୍ତୁ, ଆମ ସହ ଯୋଡିହୋଇ ରହିବା ପାଇଁ ଏବଂ ନୂଆ ନୂଆ video ର Notification ପାଇବାକୁ " Lubun-Tubun Bhakti " KZfaq channel କୁ Subscribe କରନ୍ତୁ ଓ Bell ର Button ପ୍ରେସ୍ କରନ୍ତୁ I ଆପଣଙ୍କ ଆଶୀର୍ବାଦ ପ୍ରଦାନ କରିବେ, ଆମେ ଆଗକୁ ଆଗକୁ ନୂଆ ନୂଆ ଭାବପୂଣ୍ଣ ଭଜନ ଆପଣମାନଙ୍କୁ ଭେଟି ଦେବୁ I ଧନ୍ୟବାଦ୍ I
----------------------------------------------------------------
► Official Contact : 9776577525
► Whatsapp : 9776577525
► website : www.lubuntubun.com
---------------------------------------------------------------
#LubunTubunBhakti #jayjagannath #rathayatralive #odiabhaktisongs #LubunTubun #songs #odiabhakti #bhaktisong #LTProduction #odiadevotionalsong #odiabhajan #snanapurnima2024 #rathyatra #lordjagannath #SnanaPurnimaLive #rathayatralive2024 #carfestival #carfestival2024 #jagannath #rathajatra2024
suna besha, suna besa, jagannath suna besha, suna besha live, suna besha 2024, suna besa live, suna besa 2024, suna besha puri, jagannatha suna besha, puri suna besa, sunabesa jagannath, suna besha of jagannath live, sunabesa live, jagannath puri live, sunabesa jagannath live, puri jagannath live, rath yatra live, rath yatra live from puri, rath yatra 2024, rath yatra 2024 live, rath yatra 2024 live puri, jagannath puri, puri ratha yatra live, rath yatra live now, LubunTubun Bhakti

Пікірлер
what will you choose? #tiktok
00:14
Анастасия Тарасова
Рет қаралды 4,6 МЛН
Чёрная ДЫРА 🕳️ | WICSUR #shorts
00:49
Бискас
Рет қаралды 6 МЛН
а ты любишь париться?
00:41
KATYA KLON LIFE
Рет қаралды 3,6 МЛН
Rath Yatra 2024 | Shree Jagannath Anubhuti | Pragyan | Alankar TV
16:20
what will you choose? #tiktok
00:14
Анастасия Тарасова
Рет қаралды 4,6 МЛН