No video

Sindura Kini Nela Re Jhia Ku Mora | Jhia Jiba Sashughara | Mohammad Aziz | Sun Music Odia

  Рет қаралды 23,143,189

Sun Music Odia

Sun Music Odia

Күн бұрын

Sun Music Odia ପ୍ରସ୍ତୁତ କରୁଛି ଏକ ସୁନ୍ଦର ଓଡ଼ିଆ ଗୀତ "ସିନ୍ଦୁର କିଣି ନେଲାରେ ଝିଅକୁ ମୋର" । ଏହି ଗୀତଟିକୁ ଗାଇଛନ୍ତି ସୁପ୍ରସିଦ୍ଧ କଣ୍ଠଶିଳ୍ପୀ ମହମ୍ମଦ ଅଜିଜ, ଗୀତ ରଚନା କରିଛନ୍ତି ଶ୍ରୀକାନ୍ତ ଗୌତମ, ସଂଗୀତରେ ସଜେଇଛନ୍ତି ମଳୟ ମିଶ୍ର, ଗୀତଟିରେ ଅଭିନୟ କରିଛନ୍ତି ବିଜୟ ମହାନ୍ତି ଓ ମୋନାଲିସା, ଏହାର ନିର୍ଦ୍ଧେଶନା ଦେଇଛନ୍ତି ରବୀନ୍ଦ୍ର ପ୍ରଧାନ ଏବଂ ପ୍ରଯୋଜନା କରିଛନ୍ତି ଶ୍ରୀକାନ୍ତ ଗୌତମ ।
ଯଦି ଭିଡ଼ିଓଟି ଆପଣଙ୍କ ମନକୁ ଛୁଇଁଥାଏ ତେବେ ଭିଡ଼ିଓଟିକୁ ଲାଇକ ଓ ଶେୟାର କରନ୍ତୁ ଏବଂ କମେଣ୍ଟ କରି ଆପଣଙ୍କ ମତାମତ ଜଣାନ୍ତୁ । ଏହିପରି ସୁନ୍ଦର ସୁନ୍ଦର ଓଡ଼ିଆ ଆଧୁନିକ ଗୀତ ଶୁଣିବା ପାଇଁ ଆମ ୟୁ ଟ୍ୟୁବ ଚ୍ୟାନେଲ କୁ ସବସକ୍ରାଇବ କରନ୍ତୁ ।
► Please Like, Share, Comment & Don't Forget To Subscribe Our Channel Sun Music Odia.
► To Subscribe Our Channel Click On: / sunmusicodia
► Video Credits
♫ Album Name: Jhia Jiba Sashu Ghara
♫ Song Name: Sindura Kini Nela Re Jhia Ku Mora
♫ Singer: Mohammad Aziz
♫ Lyrics: Srikant Gautam
♫ Music Director: Malay Mishra
♫ Artists: Bijay Mohanty & Monalisa
♫ Producer: Srikant Gautam
♫ Director: Rabindra Pradhan
♫ Production House: Sun Music
Listen Sindura Kini Nelare Jhiaku Mora On -
► KZfaq Music - bit.ly/3SSLrNp
► Gaana - bit.ly/3LXM4mV
► Jio Saavn - bit.ly/3fqtWWm
► I Tunes - apple.co/3fuRM3f
► Amazon Music - amzn.to/3SRtpeM
► Spotify - spoti.fi/3y9tKl2
► Wynk Music - bit.ly/3C692Up
► Enjoy & stay connected with us!
♦ Facebook: / sunmusicodia
♦ Twitter: / sunmusicodia
♦ Website:
#SunMusicOdia #SinduraKiniNelareJhiaKuMora #MohammadAziz #SrikantGautam #MalayMishra #JhiaJibaSashuGhara #BijayMohanty #SrikantGautamHits #SunMusicModernHits #OdiaSong #OdiaModernSong #BijayMohantyAlbum #MarriageSongs #OdiaMarriageSongs
► Copyright Disclaimer
Copyright © of The Content Belong To Sun Music. Any Reproduction Or Illegal Distribution Of The Content In Any Form Will Result In Immediate Action Against The Person Concerned.

Пікірлер: 3 200
@sarthakswain1949
@sarthakswain1949 Ай бұрын
କୋଉ ମାନେ ଏହି ଗୀତ ୨୦୨୪ ରେ ଶୁଣିଲ !👍
@ItiPradhan
@ItiPradhan 2 күн бұрын
💔😭
@King_suman_expre
@King_suman_expre 22 сағат бұрын
Mu
@rajeshandchintu764
@rajeshandchintu764 Ай бұрын
ଏ ଗୀତ 2024 ରେ କିଏ କିଏ ଶୁନୁ ଛ
@Narendra-zc5ds
@Narendra-zc5ds 3 жыл бұрын
ହେ....ବିଜୟ ତୁମେ ଗଲା ପରେ ପରେ........ "ସହର ଜଳୁଛି" ତୁମରି ସ୍ମୃତି ରେ "ରାକ୍ଷୀ ଭିଜି ଯାଏ ଆଖି ଲୁହରେ", "ସହରୀ ବାଘ" ଟା ଶୋଇ ଗଲା ପରେ "ସୁନା ପଞ୍ଜୁରୀ" ଟା ଝୁରି ହୁଏ ରେ ।। "ଭାଗ୍ୟ ହାତେ ଡୋରି" "ଦଇବ ଦଉଡ଼ି" ଭିଡି ନେଲା ବେଳେ "କିଏ କାହାର", ଡେଇଁବା କୁ ହୁଏ "ଲକ୍ଷ୍ମଣ ରେଖା" କୁ ମୁର୍ଛ୍ଛବାକୁ ହୁଏ "ସ୍ବପ୍ନ ସାଗର" ।। "ସାବିତ୍ରୀ" ଝୁରିବ "ଜୀବନ ସାଥୀ" କୁ "ସାକ୍ଷୀ ରହିବ ଏ ସିଂହ ଦୁଆର" "ଲକ୍ଷ୍ମୀ ପ୍ରତିମା" ବି ବାହୁନି କାନ୍ଦିବ "ଛାତି ରେ ଲେଖିଛି ନାଁ ତୋହର" ।। "ତୋ' ପାଇଁ ନେବି ମୁଁ ଶହେ ଜନମ" ରେ "ମେଘ ସବାରୀ ରେ ଆସିବୁ ଫେରି", "ମିତ ବସିଲୁ ତୁ ଭୁତ ସାଥିରେ" ଭାବି ଦେଲେ ଛାତି ହଉଛି କୋରି ।। "ଭୀଷ୍ମ ପ୍ରତିଜ୍ଞା" ତୋ ମନେ ରଖିବୁ ରେ "ମୋ ମନ ଖାଲି ତୋ'ରି ପାଇଁ", "କିଏ ଭାଙ୍ଗି ଦେଲା ସୁନା ସଂସାର" କୁ "ଧର୍ମ ଦେବତା" କି ଦେଖିଲା ନାହିଁ ?? କିଏ "ଶାସ୍ତି" ଦେଲା "ଦଣ୍ଡା ବାଳୁଙ୍ଗା" କୁ ତା' କୁ ଖାଲି "ଧର୍ମ ସହିଲେ ହେଲା" "ଜଗା ହାତେ ପଘା" ଧରିଥିଲୁ ପରା କାହିଁକି ଅବେଳେ ପଘା ଛିଣ୍ଡିଲା ?? "ମାଣିକ" ବସିଚି ତୋ' ବାଟ ଅନେଇ ଜାଣିଚି ଜିତିବୁ "ମହା ସଂଗ୍ରାମେ", "ପ୍ରତିଶୋଧ ଯେଣୁ ଅପରାଧ ନୁହେଁ" ଫେରିଆ ପୁଣି ତୁ ଏ ଧରାଧାମେ ।। "କୁଳ ନନ୍ଦନ" ତୁ "ମୋ ଆଖିର ତାରା" "ମୋ କୋଳ ପରା ତୋ ଝୁଲଣା" "ତୋ ବାଟ କୁ ମୁଁ ରହିଛି ଚାହିଁ" ରେ "ତୋ ଆଖି ପରା ମୋ ଆଇନା" "ଜନ୍ମ ଦାତା" ଖୋଜେ " ମୋ ସୁନା ପୁଅ" କୁ "
@SunilKumar-rt5uw
@SunilKumar-rt5uw 3 жыл бұрын
❤❤❤❤❤
@sankarbehera3251
@sankarbehera3251 2 жыл бұрын
You are the number 1 fan of Bijay mohanty sir.
@parikud-toka-bapini4315
@parikud-toka-bapini4315 2 жыл бұрын
Wow wonderful 👌👌👌👌
@krishnanaik3974
@krishnanaik3974 2 жыл бұрын
@Golden Ganjam Creative ଛଚଚଚଚ
@sweetylisa3139
@sweetylisa3139 2 жыл бұрын
Aa
@kailash371
@kailash371 2 жыл бұрын
ଅତି ସୁନ୍ଦର ଅଭିନୟ ସାର. ଆପଣ ଙ୍କ ଭିଡ଼ିଓ ଯେତେ ଦେଖିଲେ ସେତେ ନୁଆ ଲାଗୁଛି. ଅମର ଆତ୍ମା ର ସଦ୍ଗତି ନିମତେ ପ୍ରଭୁ ଜଗନ୍ନାଥ ଙ୍କ ନିକଟରେ ମୋର ପ୍ରାଥନା🙏🙏ଜୟ ଜଗନ୍ନାଥ 🙏🙏
@laxmipriya6599
@laxmipriya6599 3 жыл бұрын
The father is best gift ever from God... 💞for a girl 😞
@rupaliswain8973
@rupaliswain8973 2 жыл бұрын
ଏହି ଗୀତ ଯେବେ ଶୁଣୁଚ କାନ୍ଦି ପକାଏ 😭 ସତରେ ଟୋପାଏ ସିନ୍ଦୂର ଆଉ ଶଙ୍ଖା ପର କରିଦିଏ😭
@saumyaranjan5314
@saumyaranjan5314 Жыл бұрын
ଠିକ୍ କହିଛ ଭଉଣୀ 😢😢❤❤
@aratidohari6723
@aratidohari6723 Жыл бұрын
Mu be 😭😭😭😭😭😭😢😢😢
@Sheerajblogs
@Sheerajblogs 4 ай бұрын
Sata re sister😢😢
@KalyaniMajhi-k4u
@KalyaniMajhi-k4u 10 күн бұрын
Mubi
@prakash7574
@prakash7574 3 ай бұрын
ପୁଅ ବି ଭାଗ୍ୟରେ ଥିଲେ ମିଳେ, କେତେ କଣ କରି କି ପରିବାର ଚଳାଏ କାହାକୁ ଜଣା ନାହିଁ, ନିଜେ ନ ଖାଇ କି ବାକି ଲୋକଙ୍କୁ ଦେଖିବ, ପରିବାର କୁ ଭଲ ରେ ରଖିବା ପାଇଁ ନିଆଁ ସହ ଖେଳି ଯିବ, ପକେଟ ରେ ତାର ପଇସା ଅଛି କି ନାହିଁ କେହି ଜାଣିବେ ନାହିଁ କିନ୍ତୁ ସେ ସବୁ ପୁରା କରିବ, ପ୍ରାପ୍ତ ବୟସ ହେଲା ମାତ୍ରେ ଦାୟିତ୍ୱ ଖାଲି ଝିଅ କାହିଁକି ପୁଅ ଝିଅ ଦିଟା ଯାକ ଭାଗ୍ୟ ରେ ଥିଲେ ମିଳେ, ପୁଅ ପିଲା ରା ଦୁଃଖ କେହି ଜାନି ନାହାନ୍ତି କି ଜାଣିବାକୁ ଚାହନ୍ତିନି କାହିଁକି ନା ତାକୁ ଯାହା ହେଲେ ବି କରିବାକୁ ପଡିବ ନହେଲେ ମାରିବ. ପୁଅ ପିଲା ହେଇ କି ଦେଖ ଜାଣିବ ଗୋଟେ ପୁରୁଷ ପୁଅ ବି ମହାନ
@fvj9837
@fvj9837 2 ай бұрын
..........
@suzikumar7509
@suzikumar7509 Ай бұрын
Thik bhaiii but jhia ra bapa hba. BHT kasta mu b gote jhia ra bapa mo jhia 2barsa r...ebethu ei katha bhabilee akhire luha asijauchiiii
@angashisofficial5985
@angashisofficial5985 Ай бұрын
Right 👍🏾
@the___ultimate___tiger
@the___ultimate___tiger 17 күн бұрын
Hats off bro❤
@mamashreedasdas7811
@mamashreedasdas7811 17 күн бұрын
Hm
@jasodamajhi6914
@jasodamajhi6914 3 жыл бұрын
ବହୁତ ହୃଦୟ ସ୍ପର୍ଶୀ ଗୀତ,❤️❤️ ମୋ ଦେହ ଶୀତେଇ ଯାଏ ଯେତେବେଳେ ମୁଁ ଏହି ଗୀତ କୁ ଶୁଣେ। wow!....…👍heart toching song ❤️
@amitanayak8176
@amitanayak8176 2 жыл бұрын
L
@subudhi_king
@subudhi_king 2 жыл бұрын
👍🏼👍🏼👍🏼👍🏼
@narayanmalik1639
@narayanmalik1639 3 жыл бұрын
ଅତି ସୁନ୍ଦର ଗୀତ ଟିଏ.. ଯେବେ ବି ଶୁଣିଛି ବାରମ୍ବାର ଶୁଣି ବା କୁ ଇଚ୍ଛା ହୁଏ 💝💝
@shaktisankarbardhan3027
@shaktisankarbardhan3027 Жыл бұрын
Satare thare sunile bar bar sunibaku icha hua
@TikeshwarPradhan
@TikeshwarPradhan 3 ай бұрын
Hn bhai realy
@stvodia073
@stvodia073 3 жыл бұрын
ମାନବ ସମାଜ ଏ ଗୀତ ଅତି ସୁଂଦର ଆଖିରୁ ଲୁହ ଝରିପଡୁଚି
@passionofelectronics2237
@passionofelectronics2237 Жыл бұрын
ସତରେ ଏ ଗୀତ ଶୁଣି ବହୁତ୍ କାନ୍ଦ ଲାଗେ, କିନ୍ତୁ ଦୁଃଖ ବେଶୀ ଲାଗୁଛି ଯେ ଆଜି କାଲିର ଝିଅ ବାହା ହେଇ ଯିବାବେଳେ ଜମା କାନ୍ଦୁନାହତି
@chuni_chunilifeevent
@chuni_chunilifeevent 6 ай бұрын
Bhai sata kathatie kahile ki ajikali ra jhia mane aau kandunahanti hele kahiba ki Bhai jete kandile bi se sata ku badalei dei haba ki ? Jete kandile bi sashu gharaku ta jibaku padiba na tenu kandiki khali bapa Maa manare kasta daba katha . Ta mane nuha ki jou jhia mane samastanka samnare kandantini semanankara mana kasta hueni ki semane mana dukha karantini baas semane nija luha aau kasta ku lucheiki rakhanti joutaki semananku Sara jivan karibaku padiba . Kebala gote jhia hi janichhi nija ghara chhadiki jai aau kaha ghare Rahi anya lokanku nijara Kariba kete kasta 😢😢
@passionofelectronics2237
@passionofelectronics2237 4 ай бұрын
ସତ କଥା କହିଲ ଭଉଣୀ😊
@bikramcreation3984
@bikramcreation3984 3 ай бұрын
Semane ta xx mood neiki bapa maa nku dhoka dianti 😂
@sumitramohanty8874
@sumitramohanty8874 2 ай бұрын
I​@@chuni_chunilifeevent
@sumitramohanty8874
@sumitramohanty8874 2 ай бұрын
​@@bikramcreation3984ka
@krishnaparida9983
@krishnaparida9983 2 жыл бұрын
Really bahut bahut sundar.. song jete sunile sundar laguchi
@fundamentalhub922
@fundamentalhub922 3 жыл бұрын
Actually that's song is the most beautiful song of the century.... that's lyrics that's word that's pronouns tions all r in perfect timing.... Very typical odia family song
@tigmangshubhusannayak1377
@tigmangshubhusannayak1377 4 жыл бұрын
Speechless I Love and affection In Oriya marriage We also miss my child hood 🙏🙏🙏
@punitkanakhara9751
@punitkanakhara9751 2 жыл бұрын
Yes
@minatirout7523
@minatirout7523 Жыл бұрын
ଯେଉଁ ବାପା ମା କୋଳରେ ଝିଅ ଜନ୍ମ ହୁଏ ସେ ବାପା ମା ହେଲେ ଭାଗ୍ୟ ବାନ ଲୋକ କାରଣ ସେ ଝିଅ ପାଇ ନ ଥାନ୍ତି ସେ ଲକ୍ଷ୍ମୀ ପାଇ ଥାନ୍ତି ❤❤❤🙏🙏🙏
@lipusathua7103
@lipusathua7103 2 жыл бұрын
ସତରେ କେତେ ସୁନ୍ଦର ଥିଲା ଆମ ଓଡ଼ିଆ ଗୀତ ❤️
@sibasankarsamantaray5941
@sibasankarsamantaray5941 2 жыл бұрын
ଭାଇ, ଆଜି ବି ସୁନ୍ଦର ଅଛି ଆମ ଓଡ଼ିଆ
@jalimajhi1717
@jalimajhi1717 2 жыл бұрын
@@sibasankarsamantaray5941 lllllllllllll llllllllllllllllllllllllllllllllllllllllllllllllllllllllllllllllllllllllllllllllllllll
@kanhadalei5571
@kanhadalei5571 2 жыл бұрын
A Gita Suni bhut Dukha 😩😭 lagu6i,au mahamad sir Ku b dhanya bat,e swara ta tamar bhal lagu6y,
@sameersahu9191
@sameersahu9191 3 жыл бұрын
2020 December re kie ae gita sunuchhati.. Iike karantu... 👍👍
@jyotiprabhabisoyi7082
@jyotiprabhabisoyi7082 3 жыл бұрын
Muuuuu queen I love my song
@sushreepriyadarshanimahapa1766
@sushreepriyadarshanimahapa1766 3 жыл бұрын
Every farher... is..best hero of her.. daughter.. love you my superhero my love 💞💞💞
@rinkunkumar2806
@rinkunkumar2806 2 жыл бұрын
2001 ରେ ଏହା ମାର୍କେଟ କୁ ଆସିଥିଲା, ମୋର ମନେଅଛି,
@Ruchika_Nanda
@Ruchika_Nanda 4 жыл бұрын
ଆଜି ଭି ଏହି ଗୀତ ଶୁଣିଲେ ଆଖିରୁ ଲୁହ ବହାରିଆସୁଛି।ସତରେ ଝିଅ ଜୀବନ ବହୁତ କଷ୍ଟ।ନିଜ ବାପା ମା ଙ୍କୁ ଛାଡି ସବୁ ଦିନ ପାଇଁ ପର ହେଇଯାଏ।😭😭😭😭
@priyamoharana7987
@priyamoharana7987 3 жыл бұрын
Right 👌
@uttambhue4720
@uttambhue4720 3 жыл бұрын
Correct 😊
@miligomili1242
@miligomili1242 Жыл бұрын
Hmmm
@rabissa2490
@rabissa2490 Жыл бұрын
Right bhai
@user-lt6dr8gp4n
@user-lt6dr8gp4n Жыл бұрын
Right
@TutuSamantaray-hw7th
@TutuSamantaray-hw7th 4 ай бұрын
ଯେବେ ମୋ ବାପାଙ୍କର କଥା ମନେପଢେ ଏ ଗୀତଶୁଣେ❤❤
@sandhatoka3091
@sandhatoka3091 2 жыл бұрын
Wow...what a song it is...really heart touchingg
@ganeshnayak4934
@ganeshnayak4934 2 жыл бұрын
ମୁଁ ଭାବୁଛି ଭଗବାନ କେବଳ ବହୁତ୍ ଭାଗ୍ୟବାନ ଲୋକଙ୍କୁ ଝିଅ ଦିଅନ୍ତି. ମୋ ମା ମୋ ଜୀବନ..
@jyotirmayeemohapatra582
@jyotirmayeemohapatra582 2 жыл бұрын
R88
@souravpattanayak4107
@souravpattanayak4107 2 жыл бұрын
right😢😢😢
@sudampradhan8017
@sudampradhan8017 Жыл бұрын
7
@snehalatadas4638
@snehalatadas4638 Жыл бұрын
Ryt
@durgaofficial6811
@durgaofficial6811 Жыл бұрын
@@jyotirmayeemohapatra582 1q
@abdulnasimaktar4862
@abdulnasimaktar4862 4 жыл бұрын
2020 ରେ ବି ସେଇ 1999 ମସିହା କଥା ମନେ ପଡ଼ିଯାଏ,ଗାଁ ରେ ଯେତେବେଳେ କାହାର ବାହାଘର ହୁଏ ସେହି ସମୟରେ ୟେ ଗୀତ ବାଜେ,ଶୁଣିବା ପାଇଁ ବହୁତ ଭଲ ଲାଗୁଥାଏ,ଏବେ କାଇ ଆଉ ସେ ସମୟ,ବହୁତ ମନେ ପଡୁଛି ପିଲା ଦିନ କଥା ଆଉ ଏହିଭଳିଆ ସବୁ ମନମୋହିଲା ଭଳି ଗୀତ....
@umakantatripathy6563
@umakantatripathy6563 3 жыл бұрын
@sambitpradhan1108
@sambitpradhan1108 3 жыл бұрын
A
@jashmitanayak5258
@jashmitanayak5258 3 жыл бұрын
Sata re
@anitanaik234
@anitanaik234 3 жыл бұрын
Right....
@sidharthvanumurthy2745
@sidharthvanumurthy2745 3 жыл бұрын
Han., Apana thik kahichhanti.
@snbbariha251
@snbbariha251 2 жыл бұрын
ହୃଦୟକୁ ପୁରା ଛୁ ଇ ଲା ଗୀତଟିଏ ବହୁତ୍ ଭଲ ଭାବରେ ଗାଈ ଛନ୍ତି thanks to all
@sandhyasangram8673
@sandhyasangram8673 Жыл бұрын
ସେତିକି ପୁଣ୍ୟ କରିଥିଲେ ଭାଗ୍ୟ ରେ ଝିଅ ଥାଏ☺️♥️କିନ୍ତୁ ଝିଅ ଜନ୍ମ କେତେ କଷ୍ଟ ନା ବାପା ଘର ନିଜର ନା ଶାଶୁ ଘର😔ବାପା ଘରେ କହନ୍ତି ତୁ ପର ଧନ ଆଉ ଶାଶୁ ଘରେ କହନ୍ତି ତୁ ପରଘର ଝିଅ😥
@aratisamantaray8669
@aratisamantaray8669 Жыл бұрын
Right
@aratisamantaray8669
@aratisamantaray8669 Жыл бұрын
Se kahar bi nuhen khali dukha sahi jiban chalijae
@ananyabindhani5803
@ananyabindhani5803 5 ай бұрын
😢😢
@amarraut4662
@amarraut4662 4 ай бұрын
😢😢😢😢😢
@sanjaykata5465
@sanjaykata5465 4 ай бұрын
❤❤❤❤❤❤❤
@akashsubudhi3444
@akashsubudhi3444 2 жыл бұрын
Satare bapa thu bhala au kehi nahanti I miss you bapa
@ishanidebashishdashnanda6929
@ishanidebashishdashnanda6929 4 жыл бұрын
What a legendary actor u r sir, u r a complete acting 🏫 in ollywood industry n ur absence can't be fulfilled ever Sir,praying for ur sacred soul rest in heaven with god ♥💐🙏
@bijanbarik426
@bijanbarik426 3 жыл бұрын
2021 re A song kia sunicha bhai mane like kara bahut sundar song
@HemantaJena-my8lm
@HemantaJena-my8lm Ай бұрын
ମୁନା ଅଜିଜ୍ ବହୁତ ସୁନ୍ଦର ଗାଇଛନ୍ତି... ଧନ୍ଯ ସେ ସୁନାମଧନ୍ଯ ଗାୟକଙ୍କୁ.... ତାଙ୍କୁ କୋଟି ପ୍ରଣାମ..
@GuddyLaddy
@GuddyLaddy 3 жыл бұрын
ବହୁତ ସୁନ୍ଦର ଭାବରେ ମହମ୍ମଦ ଅଜିଜ୍ ସାର୍ ଏଇ ଗୀତଟିକୁ ଗାଇଛନ୍ତି 🙏🙏।
@balaramsvlog
@balaramsvlog 3 жыл бұрын
What about ଶ୍ରୀକାନ୍ତ ଗୌତମ ସର୍ he is the lyricist of this masterpiece song
@nabinnaik8909
@nabinnaik8909 3 жыл бұрын
@@balaramsvlog q1qq
@bansidharmanna2746
@bansidharmanna2746 2 жыл бұрын
@@balaramsvlog pppppoopopooppp ooo oppo o oppo o of oooo oppo on oppo poopppppppoppppppopo oppo oppo oppo op o oppo oppo oooo oppo ppopooo oppo oppo oppp o oppo oooooo oppo p oppo oo op ooo oppo ooooooppoo99 oppo oo oppo oo o oppo ooo oppo opoo oppo ooooooppoo99 at
@bhabanisankarmohanta4138
@bhabanisankarmohanta4138 2 жыл бұрын
@@balaramsvlog q
@baijayantimangaraj9176
@baijayantimangaraj9176 2 жыл бұрын
Sm
@leadingindia1417
@leadingindia1417 3 жыл бұрын
Golden age of Odia album industry.
@baidharsethy1004
@baidharsethy1004 3 жыл бұрын
Hii
@saraswatibehera123
@saraswatibehera123 Жыл бұрын
2023 ରେ କିଏ କିଏ ୟେ ଗୀତ ଶୁଣୁଛ ଲାଇକ୍ କର
@diariesofsusanta
@diariesofsusanta 3 жыл бұрын
ସବୁ ଝିଅ ନିଶ୍ଚିତ ଦେଖ ଏଇ ଗୀତ
@baijayantimangaraj9176
@baijayantimangaraj9176 2 жыл бұрын
Satare bahut sundar heichi a song ti jie gaichhanti mora tanku dhanyavad
@rashmikantapalai5083
@rashmikantapalai5083 4 жыл бұрын
Bijaya Mohanty is no more . But, no one can fill his acting in Odia industry. He has left lots of memorable for us. May Jagannath rest piece in his soul. We should proud always him. Not only he had done one character, but also every character was fantastic.We lost a legendary actor for always.
@manojdas6685
@manojdas6685 3 жыл бұрын
Fuui77tfrrewdc. Jgrewe222 23rd 335, sdeeee3eeebx. Vg7iu878 to get iu7uygqtkbjjktffftttt547iuu6788 cuacll
@pratap_official74
@pratap_official74 3 жыл бұрын
Absolutely right sir
@rowdyanna6819
@rowdyanna6819 3 жыл бұрын
@@manojdas6685 Dd
@ganeshnayak4934
@ganeshnayak4934 2 жыл бұрын
Bijay sir every Character is very amazing...
@chittaranjansutar6584
@chittaranjansutar6584 Жыл бұрын
Uttam, bijaya, mihir ,sidhanta legend Star after this carector Odia film industry get destroy
@user-jo5vo3jg2u
@user-jo5vo3jg2u 11 ай бұрын
ଶ୍ରୀକାନ୍ତ ବାବୁ ଯେତେ ଗୀତ ଲେଖିଛନ୍ତି ସବୁ ଗୀତ ହୃଦୟକୁ ଛୁଇଁଲା ଭଳିଆ ଗୀତ
@santoshparida6175
@santoshparida6175 2 жыл бұрын
I feel crying when this song is being sang by me.... It's the challengeble song for every father.... Amazing
@GenX99
@GenX99 5 ай бұрын
The acting of Bijaya Mohanty Sir, The voice of MD Aziz and Who wrote the lyrics will never unforgettable
@mahaprashadtv1120
@mahaprashadtv1120 4 жыл бұрын
Most important part of the life, I love you baba, Jagannath tume mo baba nku sabu bele khushi re rakhantu, mo bapa baba sabu bele hasantu, I love you baba,
@sunilswain5384
@sunilswain5384 3 жыл бұрын
I miss you bijya mohanty I miss you sir
@shaswatkumar5058
@shaswatkumar5058 3 жыл бұрын
❤️❤️❤️ up Ullah.
@karttiksahu7844
@karttiksahu7844 4 жыл бұрын
2020 Kia Kia sunuchha tahaku bahut bahut dhanyabad my best song
@kishoremaharana7733
@kishoremaharana7733 4 жыл бұрын
Heart touching song
@mita1819
@mita1819 4 жыл бұрын
Mu dekhuchi mu 3 thara dekhisarilini
@karttiksahu7844
@karttiksahu7844 4 жыл бұрын
@@mita1819 tq
@subhashishsethy9253
@subhashishsethy9253 3 жыл бұрын
Best wedding 💒 song Evergreen ❤️❤️❤️
@aratidohari6723
@aratidohari6723 Жыл бұрын
Thik kahicha 😢😢😢
@subhashishsethy9253
@subhashishsethy9253 9 ай бұрын
​@@aratidohari6723🙏
@rajputbablu7415
@rajputbablu7415 Жыл бұрын
Sun 🌞 Music All Songs 🎵 👌 Superhit...
@saraqueen0619
@saraqueen0619 2 жыл бұрын
Ae gita sunile sasu ghara chhadi bapa ghara paleibaku ichha hue, bapa maa kete kasta pai nija jibanaku anya hatare teki dianti, kintu sasu ghara loke 😭😭😭😭😭🙏 🙏🙏😭😭😭
@sangramkumarsahu7284
@sangramkumarsahu7284 2 жыл бұрын
Right Lyn
@tunabhai4786
@tunabhai4786 Жыл бұрын
Tate laj laguni ki
@saraqueen0619
@saraqueen0619 Жыл бұрын
@@tunabhai4786 what nonsense mind
@chandrasekharpradhan1451
@chandrasekharpradhan1451 2 жыл бұрын
One and only legendary actor in odia industries..Mr Bijay sir..
@leadingindia1417
@leadingindia1417 3 жыл бұрын
Mohammad Ajij nka voice re a gita kebala gote gita nahi gote bapa hrudayara koha...
@gulabo4043
@gulabo4043 3 жыл бұрын
Most critical song and very mind reaction, believe that
@srj19973
@srj19973 4 жыл бұрын
Evergreen song.. My father z no more.. Whenever I see this song i feel him very badly
@bijaykusamal1803
@bijaykusamal1803 4 жыл бұрын
No one can be like BIJAY MOHANTY in ollywood
@bhagabansahoo8331
@bhagabansahoo8331 2 жыл бұрын
🏝;kllll. Up
@chandanbarik7942
@chandanbarik7942 Жыл бұрын
ସତରେ ଏ ଝିଅ ମାନେ କେତେକସଟ ସହୁଛତି ମାନିବାକୁ ପଡ଼ିବ super song
@barsharanibiswal6132
@barsharanibiswal6132 2 жыл бұрын
Nice song bijaya bhai tume god thaku phakare rahi film kara se bi khusi jamiti ame khusi heuche
@manasmuduli1232
@manasmuduli1232 4 жыл бұрын
ମଳୟ ମିଶ୍ର ସଂଗିତ ସୁପର୍ ହିଟ୍
@reetapadhan2276
@reetapadhan2276 4 жыл бұрын
Old is Gold ....... this song is very emotional & heart toching ... & Miss u bapa
@saumyaranjan5314
@saumyaranjan5314 Жыл бұрын
ଠିକ୍ କହିଛ ଭଉଣୀ 😢😢😢❤❤❤
@LittleSmruti1618
@LittleSmruti1618 3 жыл бұрын
ଅତି ସୁନ୍ଦର ଗୀତ 👌👌👌Miss u my family member
@bijayapani9712
@bijayapani9712 2 жыл бұрын
😭
@ODISHA_KING-0.0
@ODISHA_KING-0.0 2 жыл бұрын
🤣🤣
@sasisekharbaralbaral4258
@sasisekharbaralbaral4258 Жыл бұрын
Speechless ❤❤
@prakashparidapin246
@prakashparidapin246 4 жыл бұрын
One and only Mohammed Aziz can hit every type of song..... great legend singer of all time
@badlander2597
@badlander2597 4 жыл бұрын
Tame thik kahicha
@binodrout8619
@binodrout8619 2 жыл бұрын
@@badlander2597 pooh by tu I ki Ñ
@binodrout8619
@binodrout8619 2 жыл бұрын
@@badlander2597 ikjnghhhhjmu
@rasmitatandi998
@rasmitatandi998 2 жыл бұрын
Very nice
@srikantmohanty7769
@srikantmohanty7769 Жыл бұрын
Absolutely you are right .
@chandannayak6302
@chandannayak6302 4 жыл бұрын
Proud of you sir Who written this song and who sing this song
@ajithkumarsahu5898
@ajithkumarsahu5898 4 жыл бұрын
Papa love
@prakashbastia7263
@prakashbastia7263 4 жыл бұрын
@@ajithkumarsahu5898k
@ashokpadhan4139
@ashokpadhan4139 3 жыл бұрын
Heart touching song for ever
@sarmisthasn
@sarmisthasn 2 жыл бұрын
kzfaq.info/get/bejne/mLKPetuZyZOocmw.html
@bhubanmohanswain1165
@bhubanmohanswain1165 Жыл бұрын
Mohammad Aziz
@subhadarshinikar9261
@subhadarshinikar9261 3 жыл бұрын
Kie se dislike karuchi ete bhala song ku jadi like na deba katha na dia hele dislike karantunahi 🙏
@krusnadas9583
@krusnadas9583 3 жыл бұрын
00p
@balrambehera5159
@balrambehera5159 2 жыл бұрын
ଗୀତ ର ଲେଖା ବହୁତ୍ ସୁନ୍ଦର ଆଉ voice ati sundar 👌👌
@sasmitarout4593
@sasmitarout4593 3 жыл бұрын
ବହୁତ ହୃୟସ୍ପର୍ଶୀ ଆଉ ଅବେଗଭରା ଗୀତ, really it was a very nice song
@adrshandadyashree1480
@adrshandadyashree1480 3 жыл бұрын
Da6vrhijge
@Ruchika_Nanda
@Ruchika_Nanda 4 жыл бұрын
ଆଜି ଭି ଏହି ଗୀତ ଶୁଣିଲେ ଆଖିରୁ ଲୁହ ବାହାରି ଆସୁଛି।ସତ ରେ ବହୁତ କଷ୍ଟ ଲାଗେ ଝିଅ ଜୀବନ। ଶାଶୁ ଘର କୁ ଯିବା ସମୟ ରେ ତା ହୃଦୟ ଫାଟିଯାଉଥାଏ।ତା ବାପା ମା ଙ୍କୁ ପର କରି ସବୁ ଦିନ ପାଇଁ ଚାଲିଯାଏ।
@bspriya2327
@bspriya2327 4 жыл бұрын
Right 😭😭
@madhusmita678
@madhusmita678 4 жыл бұрын
Beautiful song
@madhusmita678
@madhusmita678 4 жыл бұрын
😭😭😭😢😢
@SureshSuresh-ux9nz
@SureshSuresh-ux9nz 3 жыл бұрын
Rights
@narotampadhy304
@narotampadhy304 3 жыл бұрын
Satare
@gajanannaik6096
@gajanannaik6096 2 жыл бұрын
Old is gold but this song is very emotional and heart touching.i miss you bijaya mahanti.bahut sundar heiche.Aau eamiti song asunhi.Dhanyabad.
@developer4613
@developer4613 3 жыл бұрын
Old song lyrics have actual feeling of Father and Daughter.❤️❤️❤️
@nirupamapanda5831
@nirupamapanda5831 4 жыл бұрын
A father is very special in a girl's life.
@nilakanthagouda3546
@nilakanthagouda3546 4 жыл бұрын
Boo
@narotampadhy304
@narotampadhy304 3 жыл бұрын
Mother father dona hii special
@tarakantpradhan5261
@tarakantpradhan5261 3 жыл бұрын
@@nilakanthagouda3546 llllllll
@jugeswarmeher2638
@jugeswarmeher2638 4 жыл бұрын
ବିଜୟ ମହାନ୍ତି ତାଙ୍କର ଅଭିନୟ ରେ ବହୁତ ଲୋକପ୍ରିୟ ହୋଇଛି ବହୁତ ସୁନ୍ଦର ଏ ସବୁ ଇତିହାସ ରେ ଉଲ୍ଲେଖ ହୋଇ ରହିଯିବ
@satyabratadas8486
@satyabratadas8486 2 жыл бұрын
Hnn right
@munubhue1288
@munubhue1288 2 жыл бұрын
@@satyabratadas8486 aaa
@Rivalsonic
@Rivalsonic 2 жыл бұрын
🙏🙏🙏
@Sudratkumar2235
@Sudratkumar2235 2 жыл бұрын
Hii
@oraaasaho9040
@oraaasaho9040 2 жыл бұрын
G y
@sabitabehera9084
@sabitabehera9084 2 жыл бұрын
In this video the acting and location is so realistic
@susantaparamanik8185
@susantaparamanik8185 2 жыл бұрын
Really this song my childhood song and that song so nice that time this song always my heart end over my life.
@niharranjanpradhan5253
@niharranjanpradhan5253 3 жыл бұрын
The lyrics The composition The direction And finally the wonderful acting Awesome Now days this type of song like a day dream
@debasispanigrahi4712
@debasispanigrahi4712 2 жыл бұрын
Bhai Voice ku Chadi dele j munna Aziz Song ❣️🙏
@jashminpatra5718
@jashminpatra5718 Жыл бұрын
And the singing
@niharranjanpradhan5253
@niharranjanpradhan5253 Жыл бұрын
@@jashminpatra5718 u r right
@anilkusahoo33539
@anilkusahoo33539 3 жыл бұрын
Best songs every time thank you so much 👍👍👍👍👍👍👍
@user-nd9oc2px2f
@user-nd9oc2px2f 6 ай бұрын
ସାରା ଜୀବନ ମନେ ରହିବ ଏଇ ଗୀତ ବାପା ଝିଅ ର ସମ୍ପର୍କ
@HITIK_GAMER_444
@HITIK_GAMER_444 3 жыл бұрын
Very heart touching song for a girl and his father 😭😭😭😔😔😭😭😭
@bijayapani9712
@bijayapani9712 2 жыл бұрын
😭😭😭
@niharikaniharikaniharikapa7159
@niharikaniharikaniharikapa7159 4 жыл бұрын
Jhia jamna kete je kasta bahut dukha nija maa baba nku chhadi Au kahaku nijara karibaku huye 😢😭😢😭😢😭 I miss u so much Mummy bapa Hey bhagwan mo mummy papa nku bhala re rakha
@pintubikasha3035
@pintubikasha3035 3 жыл бұрын
Hmm
@millibiswal5972
@millibiswal5972 3 жыл бұрын
Painful moment in every girls...😭😭😭😭
@lopitabarik7681
@lopitabarik7681 3 жыл бұрын
Right
@sameersekhar1539
@sameersekhar1539 Жыл бұрын
Not a song... Millions of life in some lines❤️❤️
@ergyanaranjanpintu1573
@ergyanaranjanpintu1573 3 жыл бұрын
great mohmad Ajij Bijay Sir.
@gopinathnayak8608
@gopinathnayak8608 4 жыл бұрын
ଆଜି କା ଦିନରେ କିଏ ଏମିତି ଗୀତ ଶୁଣୁନାହାନ୍ତି ସିନା ଯିଏ ଶୁଣିବ ତା ଆଖିରୁ ଲୁହ ଝରିପଡିବ😭😭😭 ମୁ ବି ଆମ ଗାଁ ରାମାୟଣ ରେ ସୀତା ବାହାଘର ରେ ଶୁଣିଥିଲି ବହୁତ ଭଲ ଲାଗିଲା ଆମ ଗଞ୍ଜାମ ତ ଆମ ଗାଁ ରେ ବି ରାମାୟଣ ରେ ସୀତା ବାହା ହେଲା ବେଳେ ଏଇ ଗୀତ ହଉଛି ତ କିନ୍ତୁ ବହୁତ ଭଲ ଗୀତ
@lizabehera4714
@lizabehera4714 3 жыл бұрын
Right bhai
@bidyadharnayak5364
@bidyadharnayak5364 3 жыл бұрын
yes 👌😭💖
@padmininaik2973
@padmininaik2973 3 жыл бұрын
Sata kahila bhai
@rakeshpathre2851
@rakeshpathre2851 3 жыл бұрын
Yes bhai
@sujatasatanami8840
@sujatasatanami8840 3 жыл бұрын
So nice
@milisahu6083
@milisahu6083 8 ай бұрын
ଏ ଗୀତ ଶୁଣିଲେ ଆଖିରୁ ଲୁହ ଆସି ଯାଏ
@Laxmipriyasutar-n2z
@Laxmipriyasutar-n2z 17 күн бұрын
ସିଏ ଭାଗ୍ୟ ବାନ ଯାହା ଘରେ ଝିଅ ଅଛି❤❤❤love you bapa 🙏 love you maa ❤️
@padmabatimohanty888
@padmabatimohanty888 3 жыл бұрын
No one cant stop tear wd ds heart touching song
@pitambaraswain3856
@pitambaraswain3856 2 жыл бұрын
ବହୁତ୍ ବଢିଆ ଲାଗୁଛି ଓଡ଼ିଶାର ଶ୍ରୁତି 🙏🙏🙏❤️❤️❤️❤️
@9xm50
@9xm50 2 жыл бұрын
❤️Beautiful Song 📀🙏
@sarmisthasn
@sarmisthasn 2 жыл бұрын
kzfaq.info/get/bejne/mLKPetuZyZOocmw.html
@rajendrasahu4199
@rajendrasahu4199 9 ай бұрын
I love you bapa ❤❤❤❤❤
@sunilmishra3100
@sunilmishra3100 3 жыл бұрын
Really bijay Mohanty is excellent & good moral actor 🙏🙏🙏🙏I miss his past life.👍👍👍👍
@harari2346
@harari2346 2 жыл бұрын
This song just wow and Bijay sir has made this best of best .odisha is missing you veterian actor vijay sir
@kunukuni9847
@kunukuni9847 3 жыл бұрын
I love this song .......
@subhashreebhuyan3910
@subhashreebhuyan3910 Жыл бұрын
Old is gold.....it's very hard to explain..
@nabinguru700
@nabinguru700 6 ай бұрын
Wow kyaa voice aur singing style he aziz saheb ji ke....i love this song very much
@Install_toka
@Install_toka 3 жыл бұрын
One of the best song
@OdishaBoyManoj
@OdishaBoyManoj Жыл бұрын
Miss u bijay sir 😭
@saritasahu3407
@saritasahu3407 Жыл бұрын
😭😭
@OdishaBoyManoj
@OdishaBoyManoj Жыл бұрын
@@saritasahu3407 mane padanti film dekhile sei puruna piladina smruti
@sudhirpapu5687
@sudhirpapu5687 Жыл бұрын
ଆଜି ବି ଏ ଗୀତ ହିଟ୍
@pramodkumarmohanty9527
@pramodkumarmohanty9527 Ай бұрын
ଏତେ ସୁନ୍ଦର ଗୀତଟି ପୁରା ହୃଦୟକୁ ଛୁଇଁ ଯାଉଚି ❤
@beldihranginkirtanmandali904
@beldihranginkirtanmandali904 5 жыл бұрын
କି ସୁନ୍ଦର ଗୀତ ଆହା heart touching
@rabindranath8551
@rabindranath8551 5 жыл бұрын
Super songs
@pdfsljodhpur1264
@pdfsljodhpur1264 4 жыл бұрын
Nice song
@soumyaranjan4289
@soumyaranjan4289 4 жыл бұрын
🙋😭😭😭😭😭😭😭😭😭😭👍😭😭😭
@monalimonalisha03
@monalimonalisha03 2 жыл бұрын
I love this song all time... Nd miss my father nd my mother.. Love u so much...
@arravprusty2593
@arravprusty2593 3 жыл бұрын
Satare ae gita t bohot dukha lage suniki,mo piladinara smruti gudaka mane padijaye 😭😭🙏🏼🙏🏼🙏🏼🙏🏼🙏🏼🙏🏼👍🏼👍🏼👍🏼👍🏼👌👌👌
@mamalinayak277
@mamalinayak277 3 жыл бұрын
Mora ta bapa nahanti mora mrj kia karibe au mo pain kia kandibe bhagaban samastanku bapa maa diantu always miss u baba
@dhirendrabehera7996
@dhirendrabehera7996 3 жыл бұрын
I love you bapa😭😭😭
@jitendrakumarsahu3300
@jitendrakumarsahu3300 4 жыл бұрын
Bahut heart touch song te bhai Jete bele dekhle mui kandi pakasi
@pujapradhan9010
@pujapradhan9010 3 жыл бұрын
Jhia janmha bahut kasta....jete bhala kama kale sasu ghare apaman hin sunibaku paduchi...samasta nka mana dhariki chalibaku paduchi....bahut kasta...bapa ghara life bahut bhala...
@djbabunasailobadabildjbabu2056
@djbabunasailobadabildjbabu2056 3 жыл бұрын
ମୁ ଆସିଥିଲି vdo ଦେଖିବାକୁ but cmt ପଢ଼ିଦେଲି😀😀😀
@priyankapanda2203
@priyankapanda2203 2 жыл бұрын
Kete Sundara lekha se lekhaka nku salute.... Jane jhia au bapa hin bujhipariba kasta ta kn..... Sad reality 🥺🥺
How I Did The SELF BENDING Spoon 😱🥄 #shorts
00:19
Wian
Рет қаралды 36 МЛН
Doing This Instead Of Studying.. 😳
00:12
Jojo Sim
Рет қаралды 37 МЛН
Jalo Gelhei Jhia - Sambalpuri Emotional Song | Album - Bivha | Sidharth Music
7:25
MAA PARI KIE HABA | Title Song | Original Video
6:33
Reema Music Official
Рет қаралды 4,1 МЛН
How I Did The SELF BENDING Spoon 😱🥄 #shorts
00:19
Wian
Рет қаралды 36 МЛН