🔵 Unveiling The Truth With Spiritual Guru Kesab Maharaj || Kanak News

  Рет қаралды 1,779,740

Kanak News

Kanak News

9 ай бұрын

Kanak News is Odisha's leading 24x7 news and current affairs TV channel from Eastern Media Limited. Odisha's largest media house that also publishes daily 'Sambad'. Get latest updates on news, politics, sports, business, current affairs, entertainment, technology, health updates from Kanak News.
For the latest Odisha News Follow us:
Website :- kanaknews.com/
Instagram :- / kanaknewsofficial
LinkedIn :- / kanak-news
Facebook :- / kanaknews
App Kanak :- play.google.com/store/apps/de...
Twitter :- / kanak_news
Telegram :- t.me/kanaknewsofficial
#KanakNews #Odisha #spirituality

Пікірлер: 1 100
@Trending_lyrics_07
@Trending_lyrics_07 9 ай бұрын
ଜୀବନ ରେ ପ୍ରଥମ ଥର ପାଇଁ ମୁଁ kanak news କୁ ପୁରା ଦେଖିଲି। ଆଉ ମନ ରୁ ଧନ୍ୟବାଦ ଦେବାକୁ ଇଚ୍ଛା ହେଉଛି 😊। thank you
@itspabitracreation4130
@itspabitracreation4130 9 ай бұрын
ମାନସ ଭାଇ ଙ୍କ ଉପସ୍ଥାପନା ଶୈଳୀ ଅତି ସୁନ୍ଦର ꫰꫰ କୁନି ବାବା ଙ୍କ ବହୁତ ଜ୍ଞାନ ꫰
@sanjuktadalai
@sanjuktadalai 9 ай бұрын
ଧନ୍ୟ ତୁମେ କୁନି ସନ୍ଥ ! ଧନ୍ୟ ଆମ ଏଇ ଉତ୍କଳ ଜନନୀ ତୁମ ପରି ଧ୍ରୁବ , ପ୍ରହ୍ଲାଦ ସନ୍ତାନ କୁ ପାଇ । ଆସୁଛି ସତ୍ୟ ଯୁଗ , ଆସିବ ମାନବ ସମାଜର ବିରାଟ ପରିବର୍ତ୍ତନ ଏଇ ଭଳି ସନ୍ଥ ବୈଷ୍ଣବ ଙ୍କ ସାନିଧ୍ୟ ଲାଭ କରି । ମହାପ୍ରଭୁ ଜଗନ୍ନାଥଙ୍କ ସନାତନ ଧର୍ମ ସାରା ବିଶ୍ଵ କୁ ଆହ୍ଲାଦିତ କରିବ ସୁନିଶ୍ଚିତ ଏଥିରେ ସନ୍ଦେହ ନାହିଁ ।🙏🏻🙏🏻🙏🏻🙏🏻🙏🏻🌹🌹
@user-rh2uo4ww6k
@user-rh2uo4ww6k 8 ай бұрын
Kuni baba bada hele Vanda baba
@user-th2cc3gr1p
@user-th2cc3gr1p 8 ай бұрын
​@@user-rh2uo4ww6k 😂😂😂Tume bhari bhala tuma nam kan
@user-rh2uo4ww6k
@user-rh2uo4ww6k 8 ай бұрын
Vaba bahula na hei prakruti sta hua , di patha ghosiki kahi dela ,sabu vaba bahula hei Gala , sethi pai odisha sa re sarathi sura ka avaba nahi , nije nijara guru huha kouta vala kharap janina, ea kana bujheiba
@choudhurysnehapravadas9337
@choudhurysnehapravadas9337 8 ай бұрын
Good
@barsapanda2042
@barsapanda2042 8 ай бұрын
😂😂
@chandrikanaik6588
@chandrikanaik6588 9 ай бұрын
ଭଗବାନ ସହାୟ ହୁଅନ୍ତୁ.... ଜୟ ଜଗନ୍ନାଥ। ଭଜନ ଗୁଡିକ ଅତ୍ଯନ୍ତ ମାର୍ମିକ ଓ ହ୍ରୁଦୟ ସ୍ପର୍ଶୀ।
@ashokbaral1201
@ashokbaral1201 9 ай бұрын
ପ୍ରଭୂ ଜଗନ୍ନାଥଙ୍କ କୃପାରୁ କୁନିବାବା ଆଗକୁ ବଢ଼ିବାରେ sahayak ହୁଅନ୍ତୁ
@narayanasahoo4501
@narayanasahoo4501 9 ай бұрын
ଅତି ସୁନ୍ଦର ଆପଣ ଆଗାମୀ ଦିନରେ ସମାଜକୁ ପରିବର୍ତ୍ତନ କରିବାରେ ଚେଷ୍ଟା କରିବେ ବୋଲି ଆଶା
@SantoshchandraRath-md3mc
@SantoshchandraRath-md3mc 9 ай бұрын
ଜୟ ଜଗନ୍ନାଥ କୁନି ବାବା, ଆପଣତ ଜ୍ଞାନର ଗନ୍ତାଘର । ଆପଣଙ୍କ ମୁଖ ନିଃସୃତ ବାଣୀ ଶୁଣି ବହୁତ ଖୁସି ଲାଗିଲା ।ଆପଣଙ୍କ ବାଣୀ ଟିକିଏ ସନାତନୀ ବିରୋଧୀ ମାନେ ଶୁଣିଲେ ଅବଶ୍ୟ ସୁଧୁରିଯାଅନ୍ତେ ।।
@purnachandramohanta4639
@purnachandramohanta4639 6 ай бұрын
କୁନି ବାବା ତ କହିଲେ ସମସ୍ତେ ସନାତନୀ ହେଇ ଜନ୍ମ ହୋଇଛନ୍ତି ତେବେ ସନତାନୀ ବିରୋଧୀ ପୁଣି କିଏ?
@smitabehera8601
@smitabehera8601 9 ай бұрын
ଆପଣ ଙ୍କ ପରିଶ୍ରମ ବୃଥା ଜୀବନୀ ବାବା ମୋର ଭାଗଵନଙ୍କ ଠାରେ ପ୍ରାଥାନା🙏 ଜୟ ଜଗନ୍ନାଥ
@jugalsahu6671
@jugalsahu6671 9 ай бұрын
ସବୁ ରାମ କୃଷ୍ଣ ଭଗବାନ ର ଲୀଳା ତାଙ୍କ ଆଶୀର୍ବାଦ ଅଛି
@user-md7vt7io7x
@user-md7vt7io7x 4 ай бұрын
Tata gandi marila sala madhura Chu
@pramilabehera6886
@pramilabehera6886 9 ай бұрын
ଜୟ ଜଗନ୍ନାଥ 🙏 କୁନି କେଶବଦାସ ବାବା ଙ୍କୁ ମହାପ୍ରଭୁ ଭଲରେ ରଖନ୍ତୁ 🙏♥️♥️♥️🙏
@bageswaripradhan8970
@bageswaripradhan8970 9 ай бұрын
ayJaganath🙏
@user-rh2uo4ww6k
@user-rh2uo4ww6k 8 ай бұрын
Au tama ku kharap re rakhantu
@chaitansao7539
@chaitansao7539 8 ай бұрын
😊
@bapimallick1223
@bapimallick1223 8 ай бұрын
​@@bageswaripradhan8970😅😊😅😅😊😊😊😊😊😊😊😊😊😊😊😊😊😊😅😊😊😊😊😊😊😊😊😊😊😊😊😊😊😅😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😅😊😊😊😊😊😅😊😊😊😊😊😊😅😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😅😊😅😊😅😊😊😊😊😊😊😊😊😊😊😊😊😊😊😊😊😊😊😊😢cd
@raghunarhkarjee947
@raghunarhkarjee947 7 ай бұрын
@@user-rh2uo4ww6k ଜଣେ ଖଳ ପ୍ରକୃତି ର ସପକ୍ଷରେ 100%ରୁ 1%ଲୋକହିଁ ଠିଆ ହୁଅନ୍ତି !ଭଲ ସବୁବେଳେ ଭଲ, ଏତିକି ମନେ ରଖିଥାଅ !
@abiramgamango-nv6hf
@abiramgamango-nv6hf 9 ай бұрын
ଆଜ୍ଞା 🙏କୁନି ବାବା ସତ କହିଛନ୍ତି, ଯେ ଜ୍ଞାନ ଆଉ ବୁଦ୍ଧି ଏଥିରେ ଜ୍ଞାନ ଗୁରୁଜୀଙ୍କ ଆଉ ଧର୍ମତପ୍ଵ ଧର୍ମଗୁରୁ ମାନଙ୍କ ଠାରୁ ପାଇବେ କିନ୍ତୁ ବୁଦ୍ଧି ନିଜର ଅଭିଜ୍ଞତା ଓ ବୟସଅନୁକ୍ରମରେ ପାଇବେ, ବାପା ମାଆ ମୁଖ୍ୟ ଭୂମିକା ର . ...,... ଏହି ମଣିଷପାଖରେ ଅସମ୍ଭବ କିଛି ନାହି
@rajendraswainswain6878
@rajendraswainswain6878 9 ай бұрын
The Kunis baba is neglected by his parents to learn school education properly and ruined their own.child just in blind believes.
@SarojiniJinu-rh9gq
@SarojiniJinu-rh9gq 9 ай бұрын
ଜୟ ଜଗନ୍ନାଥ ମହାପ୍ରଭୁ 🙏 ଆପଣ ଙ୍କୁ ଜଗନ୍ନାଥ ମହାପ୍ରଭୁ 🌑❗🌑 ଭଲରେ ରଖିଥାନ୍ତୁ ❤❤❤
@panigrahisbiology2204
@panigrahisbiology2204 9 ай бұрын
ଜୟ ଜଗନ୍ନାଥ... କୁନି ବାବାଙ୍କର ଜୟ ହେଉ
@brsongsbhajan2330
@brsongsbhajan2330 9 ай бұрын
କେଶବ ଦାସ ଦ୍ଵିତୀକୃଷ୍ଣଙ୍କ ପ୍ରବଚନ ଅତ୍ୟନ୍ତ ମର୍ମସ୍ପର୍ଶୀ । ଜୟ ଜଗନ୍ନାଥ🙏
@goodartitude.9917
@goodartitude.9917 9 ай бұрын
ଆଜି ଭଳି ଦୁନିଆଁ ରେ ଏତେ କମ ବୟସ ରୁ ଏତେ ଜ୍ଞାନୀ ସଂସ୍କୃତ ରେ ପ୍ରାରଙ୍ଗମ ଧନ୍ୟ ଧନ୍ୟ ତୁମେ କେଶବ. 🙏ମୁଁ ଭାବୁଛି ଚରଣ ରାମ ଦାସ ଆଉ ଥରେ ଏ ଓଡ଼ିଶା ଧରାପୃଷ୍ଟ କୁ ଆପଣଙ୍କ ଆତ୍ମାରେ ଆସିଛନ୍ତି. 🙏ମୁଁ ଭାବୁଛି ତୁମ ଭଳି ଅନେକ ପିଲା ଏମିତି ବାହାରିଲେ ଏ କଳିଯୁଗ ଆହୁରି କିଛି ବର୍ଷ ଲମ୍ବିଯିବ.. 🙏ଜୟ ଜଗନ୍ନାଥ 🙏⚫️❗️⚫️🙏
@sarojvlogs2913
@sarojvlogs2913 9 ай бұрын
ଅତି ସୁନ୍ଦର ଭାବରେ ପ୍ରବଚନ ଶ୍ରବଣ କଲେ ବାବା 🙏
@alekhchandrabeja5578
@alekhchandrabeja5578 9 ай бұрын
କୁନି ବାବା ଆପଣ ମାନବ ସମାଜର ପ୍ରେରଣା,ଗର୍ବ,ଗୌରବ ।ଧନ୍ୟ ଆପଣଙ୍କ ପିତା ମାତା ।
@manumajhi5469
@manumajhi5469 9 ай бұрын
ଧନ୍ୟ ଆପଣ କୁନି ବାବା, ଯଦି ସମସ୍ତଙ୍କ ମାତା ପିତା ନିଜ ପିଲାଙ୍କୁ ଏ ଭଳି ସଂସ୍କାର ଦିଅନ୍ତେ, ଭାଗବତ ପାଠ କରିବା ଶିଖାନ୍ତି ତେବେ ଏ ଭଳି ଜ୍ଞାନ ଅର୍ଜନ କରନ୍ତେ....
@ChailBihariPandey-yt8yn
@ChailBihariPandey-yt8yn 9 ай бұрын
Jay Shree Krishna
@punimadas2945
@punimadas2945 5 ай бұрын
⁹99⁰​@@ChailBihariPandey-yt8yn
@dandapanipattnayak4424
@dandapanipattnayak4424 5 ай бұрын
😊😊
@bhagabatbarik2521
@bhagabatbarik2521 9 ай бұрын
ବହୁତୀ ଖୁସି ଲାଗିଲା ଆଙ୍କର କଥା ଶୁଣି ବହୁତ ଭଲ ପ୍ରଶ୍ନ କରୁଛନ୍ତି
@saikalaniketan6677
@saikalaniketan6677 9 ай бұрын
ଜୟ ଜଗନ୍ନାଥ ।ପ୍ରଭୁ ତମକୁ ଭଲରେ ରଖନ୍ତୁ। ତମ ପିତାମାତାଙ୍କୁ ପ୍ରଣାମ
@rajendraswainswain6878
@rajendraswainswain6878 9 ай бұрын
Lord Jagatnath ,even Jesus,Allah has not any power but citizens have every power SO BETTER TO EDUCATE EVERY CHILD ,Giving occupation training yo every child with occupation loan yo get a dedicated leader from.such child.Kuni baba can not create leaders but flatter religious politicians.
@ashokbehera1264
@ashokbehera1264 3 ай бұрын
ଧନ୍ୟବାଦ ଭାଇ❤
@jayakrushnabehera8564
@jayakrushnabehera8564 3 ай бұрын
@real_reeton4239
@real_reeton4239 9 ай бұрын
Best Interview Manash Bhai❤
@spsunilpradhan
@spsunilpradhan 9 ай бұрын
ସେ ଯାକୁ ହୁଅନ୍ତି ସଦୟ,ଜ୍ଞାନ ତା ହୃଦରୁ ଉଦୟ. 🙏🙏🙏🙏🙏🙏
@manojpuri100k
@manojpuri100k 8 ай бұрын
Amiti gote episode dekhiki bhari khusi lagila kanak news ku bohut bohut dhanyawad Jay Jagannath ⭕❗⭕🙏
@ChhabilaMunda
@ChhabilaMunda 8 ай бұрын
ଜୟ ଜଗନ୍ନାଥ 🙏 ଏ କୁନି ଗୁରୁଜୀ ହେଉଛନ୍ତି, ପ୍ରଭୁ ଶ୍ରୀ କୃଷ୍ଣଙ୍କ ଅଂଶ
@khatitime6793
@khatitime6793 7 ай бұрын
ଭଗବାନ୍ ଏହି କୁନି ପ୍ରବଚକ ଙ୍କୁ ବହୁତ୍ ଆଗକୁ ନେଇଯାନ୍ତୁ।। ଜୟ ଶ୍ରୀ ଜଗନ୍ନାଥ 🙏🏻🙏🏻 ⭕❗⭕🙏🏻🙏🏻....
@leerammallik2424
@leerammallik2424 9 ай бұрын
କୁନି ବାବାଙ୍କ ସନାତନ ବାର୍ତ୍ତା ବହୁତ ସୁନ୍ଦର ଲାଗିଲା ଆଗାମୀ ଦିନରେ ବି ଏମିତି ସନାତନ ଧର୍ମର ରକ୍ଷା କରନ୍ତୁ ଜୟ ଜଗନ୍ନାଥ।
@user-rh2uo4ww6k
@user-rh2uo4ww6k 8 ай бұрын
Kuni baba bada hele Vanda baba
@Ashoksabar-ny1fl
@Ashoksabar-ny1fl 8 ай бұрын
³ ki CT CT CT CT CT//
@raghunarhkarjee947
@raghunarhkarjee947 7 ай бұрын
@@user-rh2uo4ww6k ତୁମ ଘରେ ପଶିଯିବ କବାଟ ବନ୍ଦ କରିଦିଅ
@annadadas6227
@annadadas6227 Ай бұрын
Ch
@biranjanaditya731
@biranjanaditya731 8 ай бұрын
ଧନ୍ୟ ତମର ଜୀବନ କୁନି ବାବା ଆପଣଙ୍କ ପରି ଆମେ ସମସ୍ତେ ହେବ ଦରକାର
@prangya411
@prangya411 8 ай бұрын
ବହୁତ୍ ସୁନ୍ଦର ଲାଗିଲା ବାବା ଙ୍କ କଥା ଶ୍ରବଣ କରିକି ଜୟ ଜଗନ୍ନାଥ 🙏🙏🙏
@anilkusahoo33539
@anilkusahoo33539 9 ай бұрын
ଜୟ ଜଗନ୍ନାଥ ସ୍ବାମୀ ନୟନ ପଥ ଗାମୀ ଭବ ତୁମେ ⭕‼️⭕
@saihimanshubarik
@saihimanshubarik 9 ай бұрын
ବହୁତ ସୁନ୍ଦର ଉପସ୍ଥାପନା 🙏 ଜୟ ସନାତନୀ
@oldschoolhr2225
@oldschoolhr2225 7 ай бұрын
ବାଃ ବାଃ ବାଃ, କେତେ ସୁନ୍ଦର ଜ୍ଞାନ ଏ ଛୋଟ କୁନି ବାଳକ ଙ୍କର ❤❤❤ just listen his Odia language depth 👏👏👏
@raghunarhkarjee947
@raghunarhkarjee947 9 ай бұрын
ସତ୍ୟ ସନାନ୍ତନ ହିନ୍ଦୁ ଧର୍ମ ର ଜୟ ହେଉ !ଜୟ ଜଗନ୍ନାଥ 🕉️🕉️🕉️🕉️🕉️🕉️🕉️🚩🚩🚩🚩🚩🚩🚩🚩🚩🚩🙏🙏🙏🙏🙏🙏🙏🙏🙏
@SuperNoName310
@SuperNoName310 7 ай бұрын
ବହୁତ୍ power full ପିଲା, ଓଡ଼ିଶା ଧନ୍ୟ ନିଶ୍ଚିତ ଏମିତି ପିଲା ପାଇ ଏବଂ ଭଗବାନଙ୍କ ଠାରେ ସମସ୍ତେ ଚିରରୁଣୀ 🙏🙏🙏
@m-Bharat
@m-Bharat 9 ай бұрын
ବହୁତ ସୁନ୍ଦର...❤କୁନି ପ୍ରବଚକ..ଆପଣଙ୍କ ର ଜ୍ଞାନ ଆଗରେ ବିଜ୍ଞାନ ଫେଲ ମାରିବ... ଜୟ ଜଗନ୍ନାଥ 🙏🏻🙏🏻
@unkumar7627
@unkumar7627 8 ай бұрын
ଧନ୍ୟ ଧନ୍ୟ କେଶବଦାସ ଜୀ। ଧନ୍ୟ ଧନ୍ୟ ତାଙ୍କର ପିତା ମାତା ଯିଏ ଏଭଳି ପୁତ୍ରକୁ ଜନ୍ମ ଦେଇଛନ୍ତି।
@_Jyoti123
@_Jyoti123 8 ай бұрын
ବହୁତ ସୁନ୍ଦର ❤ ଜୟ ଜଗନ୍ନାଥ 🙏🌼
@user-eh4sc2zc3j
@user-eh4sc2zc3j 9 ай бұрын
ବାଃ. କି ବିଚାର. ଜୟ ହେଉ ପ୍ରଭୁ ପରଂବ୍ରହ୍ମ ଙ୍କର. କୁନି ଭକ୍ତଙ୍କର କଲ୍ୟାଣ କର ପ୍ରଭୁ 🙏
@brajeswarisingh909
@brajeswarisingh909 9 ай бұрын
କୁନିବାବା, ସବୁ ସେହି କାଳିଆର ଇଛା ଆପଣଙ୍କୁ ଅଶେଷ ଅଶେଷ ଧନ୍ୟବାଦ l ଆପଣଙ୍କ କଥା ଶୁଣିବାକୁ ବହୁତ ଭଲ ଲାଗେ
@kanistakonhar736
@kanistakonhar736 9 ай бұрын
ଭାଇ ଙ୍କ ବହୁତ ସ୍ମରଣ ଶକ୍ତି ଅଛି ତେଣୁ ବହୁତ ଧନ୍ୟବାଦ୍। କିନ୍ତୁ ସତ୍ୟ କଣ ସେ ଜାଣିବା ର ଆବଶ୍ୟକା ଅଛି ।ଦେଶ ପାଇଁ ଆବଶ୍ୟକତା କଣ ଅଛି ସେ ଜାଣିବା ଦରକାର । ସନାତନ ଧର୍ମ କଥା ଭାଇ କହୁ ଛନ୍ତି କିନ୍ତୁ ସତ୍ୟ ସନାତନ ଧର୍ମ କଥା ବୋଧେ ଜାଣି ନାହାଁନ୍ତି ତେଣୁ ସେ ବିଷୟ ରେ ଜାଣିଲେ ଆମ ଜଗତର ବହୁତ କଲ୍ୟାଣ ହୋଇ ପାରନ୍ତା ମୁଁ ଭାବୁଛି।
@user-Kartik9887
@user-Kartik9887 9 ай бұрын
ଭଗବାନ ଶ୍ରୀ କୃଷ୍ଣ ଙ୍କ ଲୀଳା ଅପୂର୍ବ ରାଧେ ରାଧେ
@Deba_Bhai_Official
@Deba_Bhai_Official 9 ай бұрын
ଜୟ ଜଗନ୍ନାଥ ଆଜ୍ଞା 🙏⭕‼️⭕🙏 କେଶବ ବାବା ❤ ବହୁତ ସୁନ୍ଦର
@psssaren90
@psssaren90 9 ай бұрын
Sobu thu ehi episode bholo lagila 😊😊😊 jay kanak news
@harekrushnapagal1405
@harekrushnapagal1405 8 ай бұрын
ଜୟ ଜଗନ୍ନାଥ ସ୍ଵାମୀ ନୟନ ପଥ ଗାମୀ ଭବ ତୁମେ ପ୍ରଭୁ ସବୁ ତୁମ ଇଛା ମହାବାହୁ କାଳିଆ ସାଆନ୍ତେ ସବୁ ତୁମ ଇଛା ମହାବାହୁ କାଳିଆ ସାଆନ୍ତେ ❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤
@jayakrishna865
@jayakrishna865 4 ай бұрын
ବାବାଙ୍କୁ ଜଗନ୍ନାଥ ଦୀର୍ଘାୟୁ କରନ୍ତୁ, ଆହୁରି ଜ୍ଞାନ ଆହରଣ କରନ୍ତୁ ଏବଂ ଜଗତବାସୀଙ୍କୁ ଉତ୍ତମ ଦିଗଦର୍ଶନ ଦିଅନ୍ତୁ। ଜୟ ଜଗନ୍ନାଥ।
@kshitishpradhan5049
@kshitishpradhan5049 8 ай бұрын
Odisha needs this type of person... I am glad this type of interview.
@akashmalik6970
@akashmalik6970 8 ай бұрын
Dgkm
@sibanisankar6328
@sibanisankar6328 9 ай бұрын
ଅତି ସୁନ୍ଦର ଜୟ ଜଗନ୍ନାଥ 🙏
@sanjoykumardas2902
@sanjoykumardas2902 18 күн бұрын
ମାନସ ରଂଜନ ଙ୍କୁ ବହୁତ ବହୁତ ଧନ୍ୟବାଦ ସହ ଠାକୁରଙ୍କ ଆଶିର୍ବାଦ । ଖୁବ୍ ଭଲ ଲାଗିଲା କେଶବ ଦାସ ବାବା ଙ୍କ ବାର୍ତ୍ତା ।
@BhubaneswarBehera-nr8ir
@BhubaneswarBehera-nr8ir 9 ай бұрын
ବହୁତସୁନ୍ଦେର 👍ଜୟ ଜଗନ୍ନାଥ 🙏
@PRADEEPBEHERA-gt7hg
@PRADEEPBEHERA-gt7hg 9 ай бұрын
🙏🥰🥰ସବୁବେଳେ ଭଲ ରେ ରୁହନ୍ତୁ 🥰🥰🙏
@nikunjabihariparida1038
@nikunjabihariparida1038 6 ай бұрын
ସତ୍ୟ ହିଁ ସନାତନ 🙏💐
@mamatadas8767
@mamatadas8767 4 ай бұрын
Jay gurudev. Jay Jagannath 🙏🙏🙏🌷🌷🌷🌷
@dkamalpriyaachary9938
@dkamalpriyaachary9938 8 ай бұрын
Bahuta khusi lagila suniki ..bahuta bahut dhanybad..
@sarojkumarpradhan1917
@sarojkumarpradhan1917 9 ай бұрын
Excellent curiosity excellent dialog excellent courage excellent topic excellent thanks
@bichitramayadunia3834
@bichitramayadunia3834 9 ай бұрын
Bahut sundar Jay jagannath 🙏
@user-uh1uq8vz4v
@user-uh1uq8vz4v 4 ай бұрын
ସୁନ୍ଦର ଉପସ୍ଥାପନା 🙏
@karunakarbiswal2969
@karunakarbiswal2969 8 ай бұрын
ଆପଣଙ୍କ ଜ୍ଞାନ ବହୁତ ମହାନ, ନିଶ୍ଚିତ ସମାଜକୁ ଦିଗଦର୍ଶନ ଦେବ.......
@guptaprasadsahu5458
@guptaprasadsahu5458 9 ай бұрын
A episode besi bholo lagila....ete kam age re ete mind kemiti achi... God gift ka
@sindhukhanduala3614
@sindhukhanduala3614 9 ай бұрын
ହୁଁ ନ କହିଲେ ଭୂତ ଶୁଣିଦବ।ମାନସ ଭାଇ ସେଇଟା ହିଁ କରୁଛନ୍ତି। ଜୟ ଜଗନ୍ନାଥ ❤
@SanjayaOjha-uw3ce
@SanjayaOjha-uw3ce 5 ай бұрын
Mane kn
@RaghunathSahooR7
@RaghunathSahooR7 9 ай бұрын
ବହୁତ ସୁନ୍ଦର। ପରିପକ୍ଵ ଉତ୍ତର ଦେଲେ।
@srmmohapatra3386
@srmmohapatra3386 4 ай бұрын
Incredible programme, carry on...
@kirankumar-el6sx
@kirankumar-el6sx 9 ай бұрын
ଅତି ସୁନ୍ଦର ଉପସ୍ଥାପନା 👌
@blbapi2025
@blbapi2025 9 ай бұрын
ବୋହୁତ ବୋହୁତ ଭଲ ଲାଗିଲା ❤❤❤❤🌹🌹🌹🌹🌹jay jagannath 🙏🙏🙏🙏
@Pruseth_10
@Pruseth_10 9 ай бұрын
ବହୁତ ଭଲ ଭଗବାନ ତୁମକୁ ଭଲ ରେ ରଖି ଥାନ୍ତୁ
@genuineformal3219
@genuineformal3219 9 ай бұрын
dhanya tumar mata pita ohh guru nku koti koti pranam.....
@user-xw6im8wi7s
@user-xw6im8wi7s 9 ай бұрын
Beautiful episode❤
@Suresheditz074
@Suresheditz074 9 ай бұрын
Excellent topic
@vloggingwithhawa
@vloggingwithhawa 9 ай бұрын
ଆହା ବହୁତ୍ ସୁନ୍ଦର ବହୁତ୍ ସୁନ୍ଦର ❤ ପ୍ରବଚନ ଜୟ ଜଗନ୍ନାଥ ପ୍ରଭୁ
@user-th2cc3gr1p
@user-th2cc3gr1p 8 ай бұрын
...Jay shree guruswami saranam kunibaba
@sardareditz2027
@sardareditz2027 9 ай бұрын
Our next CM of Odisha 😇 jay jagannath 🙏
@educationaltips4299
@educationaltips4299 9 ай бұрын
😂
@likunsamal3296
@likunsamal3296 9 ай бұрын
ସତରେ କୁନିବାବା ଙ୍କ କଥା ରେ ବହୁତ ମିଠା ଅଛି ଯେତେ ଶୁଣିଲେ ବି ଆହୁରି ଶୁଣିବାକୁ ଇଛା ହେଉଛି 🙏🙏
@un.status3624
@un.status3624 9 ай бұрын
ଠିକ କହିଲେ ଭାଇ
@manaranjanmaharana5663
@manaranjanmaharana5663 8 ай бұрын
Right bro😊
@RamRam-ww5gj
@RamRam-ww5gj 5 ай бұрын
​@@un.status3624ggyg
@keshabasahu6260
@keshabasahu6260 8 ай бұрын
ପ୍ରଣାମ... ସ ତ ବୁ ଧି ଦା ତା.. ଜୟ ଜଗନ୍ନାଥ
@sipunnrutyasree9637
@sipunnrutyasree9637 9 ай бұрын
ଅତି ସୁନ୍ଦର ଲାଗିଲା ଆଜି 🙏🙏🙏
@sipunnrutyasree9637
@sipunnrutyasree9637 9 ай бұрын
Tq kanak tv🙏
@amareshchandrarout6997
@amareshchandrarout6997 9 ай бұрын
Thanks Kanak news present this episode..🙏
@basantikarmakar2909
@basantikarmakar2909 9 ай бұрын
Thank you Kanak TV
@nibeditapradhan-do2ey
@nibeditapradhan-do2ey 7 ай бұрын
Ati sundar katha upastapana...kuni prabacha ku Kati Kati pranam 🙏🙏🙏
@jagadishsingh1174
@jagadishsingh1174 9 ай бұрын
Many many thanks to Keshab ji and the Anchor.
@mantusahu8079
@mantusahu8079 9 ай бұрын
Jay Jagannath mahaprabhu Jay kuni keshav prabhu ❤🙏🙏🙏
@stylensmile5649
@stylensmile5649 9 ай бұрын
Dekhiki bohut khusi v lagila🙏🙏🙏🙏
@RudraPrasadSahoo-en5zq
@RudraPrasadSahoo-en5zq 8 ай бұрын
ଜୟ ଜଗନ୍ନାଥ 🙏🙏🙏🙏
@ramimarndi4263
@ramimarndi4263 9 ай бұрын
Oti sundaro 👌
@sagarmalik4892
@sagarmalik4892 9 ай бұрын
Very beautiful prabhuji
@srinibasbariha1096
@srinibasbariha1096 9 ай бұрын
Gurukrupahi kebalam.daiba pradatta pratibha re balajogi bidwan..se pastatya bidyare madhya se ballian.thank you for this presentation. Namaste
@user-fq5gb9ep9e
@user-fq5gb9ep9e 2 ай бұрын
ଧନ୍ୟବାଦ ପ୍ରଭୁ ,ମୋର ପ୍ରଣାମ ଜଣାଉଛି
@JeetKumar-km8uw
@JeetKumar-km8uw 9 ай бұрын
ଜୟ ବାବା କୁନିପ୍ରବଚକ 🙏🏻🙏🏻🙏🏻🙏🏻
@sanjuktabiswal1569
@sanjuktabiswal1569 9 ай бұрын
କୁନି ପୁଅ ତୋତେ ଭଗବାନ ଙ୍କ କୃପା ଅଛି ଓ ସରସ୍ୱତୀ କଣ୍ଠରେ ବିଜେ କରାଇଅଛନ୍ତି. ବୟସ ଅନୁସାରେ ବହୁତ ଜଣାଅଛି ବହୁତ ଆଗକୁ ଯିବୁରେ ପୁଅ ପ୍ରଭୁଙ୍କ ଆଶୀର୍ବାଦ ଅଛି
@rajendraswainswain6878
@rajendraswainswain6878 9 ай бұрын
No,the boy is neglected school education fir which unable analyze about God about memory power abd about discussion about religious value.
@user-lh9cd8nq4j
@user-lh9cd8nq4j 9 ай бұрын
​@@rajendraswainswain6878English ରେ କମେଣ୍ଟ ଲେଖୁଛୁ ଯଦି ସଠିକ୍ ଭାବରେ ଲେଖିବୁ, ଏତେ spelling mistake କ'ଣ ପାଇଁ ??
@pupunpranab7753
@pupunpranab7753 9 ай бұрын
​@@rajendraswainswain68781st Tu school jaa au english sikh thik se .... Se thik school jauchi au thik patha patha padhuchi
@rajendraswainswain6878
@rajendraswainswain6878 9 ай бұрын
@@user-lh9cd8nq4j Thanks.You.may correct spelling mistake and translate it inti Oriya if youlove secular India.If you.like only Hinduism nothing to say.Thsnk you for your commenting in stead of flattering.
@rajendraswainswain6878
@rajendraswainswain6878 9 ай бұрын
@@user-lh9cd8nq4j I WILL HAVE TO answer International,national regional news along with local phone ,domestic work. BEFORE COMPLETING A COMMENT NEW ONE IS COMING FOR WHICH NO TIME FOR CORRECTION , even to write in regional language.Hence I may be excused.
@amarchandrabhanja6062
@amarchandrabhanja6062 3 ай бұрын
🙏🙏ବହୁତ ସୁନ୍ଦର ପ୍ରବଚନ 🙏🙏
@reenapradhan5722
@reenapradhan5722 9 ай бұрын
Jay.jagannath.jay..Jagannath.Jay.Jagannath.Satakati.Pranam.Probhu🙏🙏🙏🙏🙏🙏🙏🙏
@samajikachetana
@samajikachetana 9 ай бұрын
What an excellent interview ! Jay Jagannath 🙏🙏
@satyajitbehera1235
@satyajitbehera1235 9 ай бұрын
Kuni babunku mora Pranama , mu jetebele apananka video dekhe bahut ananda lage .apananku Prabhu bhalare rakhantu .
@sushanjena6316
@sushanjena6316 9 ай бұрын
Jay Jagannath 🙏🙏🙏🙏 ଜୟ ଜଗନ୍ନାଥ 🙏🙏🙏🙏🙏🙏🙏
@HOTELVIPPREMIUMPURIODISHA
@HOTELVIPPREMIUMPURIODISHA Ай бұрын
Ki sundar Kantha ki Nirmalata au Sudhata .....Dhanya Tume Gyani Purusha....pranam Tumbhar barta lapa ku....
@dharmadhamaka4469
@dharmadhamaka4469 9 ай бұрын
This is the best episode Manas babu
@dambrudharnag330
@dambrudharnag330 9 ай бұрын
ଆପଣଙ୍କୁ କୋଟି କୋଟି ନମସ୍କାର ବାବାଙ୍କ ମୋବାଇଲ ନଂ ଦିଅନ୍ତୁ ପ୍ରବଚନ କରିବାର ଅଛି
@panchananbehera1217
@panchananbehera1217 9 ай бұрын
Jay Guru Bahut Sundar,God bless U.💐🙏💐🙏
@sarojransingh710
@sarojransingh710 9 ай бұрын
ଅତି ସୁନ୍ଦର ଜୟ ଜଗନ୍ନାଥ❤❤❤
@deepakkumarnayak7831
@deepakkumarnayak7831 9 ай бұрын
ବହୁତ ସୁନ୍ଦର
@guptaprasadsahu5458
@guptaprasadsahu5458 9 ай бұрын
Tanko maa bapa be great 👍
@RASHMITANAIK-zz3cr
@RASHMITANAIK-zz3cr 6 ай бұрын
ଭଗବାନ ରାମ କୃଷ୍ଣ ଆପଣଙ୍କୁ ବହୁତ୍ ଆଗକୁ ନିଅନ୍ତୁ
@dharitrirana5181
@dharitrirana5181 4 ай бұрын
ଅତି ସୁନ୍ଦର ଧନ୍ୟବାଦ କନକ ନ୍ୟୁଜ
Super gymnastics 😍🫣
00:15
Lexa_Merin
Рет қаралды 108 МЛН
Tom & Jerry !! 😂😂
00:59
Tibo InShape
Рет қаралды 56 МЛН
Just try to use a cool gadget 😍
00:33
123 GO! SHORTS
Рет қаралды 85 МЛН
Invitation To PM Modi: Loka Nakali Katha Asali | Kanak News
21:15