No video

Will Archana Nag’s case bring down the reign of BJD like Congress suffered for Anjana case?

  Рет қаралды 957,493

OTV

OTV

Жыл бұрын

Special Story | Will Archana Nag’s case bring down the reign of BJD like Congress suffered for Anjana case?
OdishaTV is Odisha's no 1 News Channel. OTV being the first private satellite TV channel in Odisha carries the onus of charting a course that behoves its pioneering efforts.
Accordingly its charter objectives are FREE, FAIR and UNBIASED. OTV delivers reliable information across all platforms: TV, Internet and Mobile.
Stay tuned for all the breaking news !
Visit Our Website odishatv.in/
News In Odia: otvkhabar.in/
Android App: bit.ly/OTVAndroidApp
iOS App: bit.ly/OTViOSApp
Watch Live: odishatv.in/live-tv
KZfaq: goo.gl/Ehz6OP
Watch our latest news in English: bit.ly/3wTgKxc
Facebook: / otvkhabar
OTV English Facebook : / otvnews
Telegram @otvtelegram @otvkhabar
Twitter: / otvnews
Instagram: / otvnews
#OdishaTV #OTV

Пікірлер: 761
@pmsahu2602
@pmsahu2602 Жыл бұрын
ଓଡ଼ିଶାରେ ରାଷ୍ଟ୍ରପତି ଶାସନ ଲାଗୁ କରାଯାଉ,
@ardhendusekharmishra3347
@ardhendusekharmishra3347 Жыл бұрын
Kan pain
@ardhendusekharmishra3347
@ardhendusekharmishra3347 Жыл бұрын
Rastrapati sasan kan pain lagu karajae padha then kahiba.....
@srb909
@srb909 Жыл бұрын
@@ardhendusekharmishra3347 murkha lokankara murkha chintadhara
@shivamkisku519
@shivamkisku519 Жыл бұрын
ଭାଙ୍ଗୁ ବିଜେଡି ସରକାର
@Annie_music343
@Annie_music343 Жыл бұрын
Yes
@somprakash2045
@somprakash2045 Жыл бұрын
Yes
@kanhugouda6890
@kanhugouda6890 Жыл бұрын
Ha bhai
@adityasanu0388
@adityasanu0388 Жыл бұрын
Kebe habani re pua
@somprakash2045
@somprakash2045 Жыл бұрын
@@adityasanu0388 😁😁😁 1 price 1 kg rice 😆😆😆
@Rudra-qo8dx
@Rudra-qo8dx Жыл бұрын
ଅଞ୍ଜନା ଗଣଦୁଷ୍କର୍ମ ଜାଣି ଶୁଣି ସେତେ ବେଳେ BjD ଲୋକ କରାଇଥିଲା।congress କୁ ହଟେଇବା ପାଇଁ। ସେଇଟା ତାଙ୍କର ଚାଲ୍ ଥିଲା। ଏହାର ତଦନ୍ତ ପୁରା ପୁରି ଲୁଚିଯିବ ଆଜ୍ଞା ଆମ ଜନତା ଠିକ୍ ନାହୁ। ଯଦି ଓଡ଼ିଶା ଜନତା ଜାଗ୍ରତ ଅଛନ୍ତି ତେବେ ଏବେ ହିଁ ସମୟ ଆସିଛି ଏକ ସ୍ଵରରେ କହିବା ଉଚିତ ଯେ "" BJD ହଟାଅ ଓଡ଼ିଶା ବଞ୍ଚା ଅ ""।
@reenasahu347
@reenasahu347 Жыл бұрын
👍
@durgaprasadsahu6737
@durgaprasadsahu6737 Жыл бұрын
ଠିକ୍ କଥା, ବିଜେଡ଼ିର ସୃଷ୍ଟି ଯେମିତି ଅନୈତିକ ଏହାର କାର୍ଯ୍ୟକଳାପ ମଧ୍ୟ ସେହିଭଳି ଅସାମ୍ବିଧାନିକ ତେଣୁ ଏହି ଦଳ କୁ କ୍ଷମତାରୁ ଯଥା ଶିଘ୍ର ବହିଷ୍କାର କରାଯିବାର ସମୟ ଉପନୀତ ।
@adityasanu0388
@adityasanu0388 Жыл бұрын
👎
@mamatasahoo1415
@mamatasahoo1415 Жыл бұрын
Bhai comment kale kichi labha nahni cala gathering haba Odisha basi chitkar kari e bjd ku hateiba nahele Odisha nadta heigalani ahuri besi heijina
@sandeeprout3324
@sandeeprout3324 Жыл бұрын
Samaste jagruta huantu jagannath desh paapa mukta hau gunda raaj mafia raj Ra anta hau Jay jagannath 🙏
@pradiptakishoremoharana4023
@pradiptakishoremoharana4023 Жыл бұрын
ନାରୀ ପାଇଁ ମହାଭାରତ।।ନାରୀ ପାଇଁ ରାମାୟଣ।।ସେହି ନାରୀ ପାଇଁ ଏବେ ସବୁ ହରଣ।।
@rupalinageswar3014
@rupalinageswar3014 Жыл бұрын
Right bro
@dilliprout916
@dilliprout916 Жыл бұрын
​@@rupalinageswar3014
@sandeepmohapatra8659
@sandeepmohapatra8659 Жыл бұрын
Right bro
@stuluachary
@stuluachary Жыл бұрын
କ୍ଷିର ଉତୁରିଲେ ଚୁଲିକୁ । ନେତା ମନ୍ତ୍ରୀ ମାନେ କୋଟି କୋଟି ଟଙ୍କା ଖାଇ । ବେଶ୍ୟା ଶାଳାରେ ଜାଉ🙋🙋🙋
@pramodnayak5020
@pramodnayak5020 Жыл бұрын
ସରକାର ତୁରନ୍ତ ଭାଙ୍ଗିବା ଦରକାର
@gojendramuduli8990
@gojendramuduli8990 Жыл бұрын
ବିଜେଡି ସରକାର ସମ୍ପୂର୍ଣ୍ଣ ବଙ୍ଗିଯିବା ଦରକାର
@somyaranjansahu168
@somyaranjansahu168 Жыл бұрын
ରାଜ୍ୟର ଉନ୍ନତି ଏଇଠି ହୋଇଛି
@prabhakarsenapati1721
@prabhakarsenapati1721 Жыл бұрын
ମନ୍ତ୍ରୀ ମାନଙ୍କ ପକେଟ ଖାଲି କରାଗଲା ଆମ ରାଜ୍ୟବାସୀଙ୍କ ରାଜା କୋଷରୁ।
@razzkumar1719
@razzkumar1719 Жыл бұрын
ବିଜେଡି ସରକାର ର ଅର୍ଦ୍ଧପତନ ଏବେ ଆସିସାରିଛି । ପାପ ର ଭାର ବହୁତ୍ ବଡ଼ି ଗଲାଣି ଏ ସରକାର ରେ । ଏବେ ଜାଗ୍ରତ ହୁଅ ଓଡ଼ିଶାବାସୀ , ବେଶୀ ଦୂର ନୁହେଁ ଆଉ ୨୦୨୪ ।
@bibekanandamishra331
@bibekanandamishra331 Жыл бұрын
ସରକାର ଯେଡେ ବେଗେ ଭାଙ୍ଗିବ ଲୋକମାନେ ସେତେ ଅଧିକ ଭଲରେ ରହିବେ
@nrusinhatripathy6930
@nrusinhatripathy6930 Жыл бұрын
ହଁ ମା ମୁଁ ତୁମ ର ହିଁ ପୁତ୍ର ହେବି। ଆଉ ଦୁନିଆ ଆଖିରେ ବଦନାମ ଯୋଗୁଁ ମୁଣ୍ଡ ପୋତି ବାଟ ଚାଲିବି ଆଉ ଏ ଲୋକମାନେ ଆମ ପଛରେ ବହୁତ୍ କିଛି କଥା ହେଉଥିବେ ଆଉ ମୁଁ ଅନ୍ୟାୟ କୁ ମୁଣ୍ଡ ପୋତି ସହୁଥିବି।ଆଉ ସେଇ ଯନ୍ତ୍ରଣା ଯୋଗୁଁ ଭଗବାନ ଙ୍କୁ ସବୁବେଳେ ଡାକୁଥି ବି।ଆଉ ଭଗବାନ ବଡ଼ ଦେଉଳ ଛାଡ଼ି ଲିମ୍ବ ଦାରୁରୁ ମୋ ଦେହକୁ ଚାଲି ଆସିବେ।ଆଉ ମୁଁ ସେହି ପାପୀ ଅପରାଧୀ ଅଧରମି ମାନଙ୍କୁ ଉଦ୍ଧାର କରିବି।ଆଉ ତୋ ମହୀ ର ଭାରା କୁ ଉଶ୍ୱାସ କରି ଧର୍ମ ସଂସ୍ଥାପନ କରିବି ମା ହଁ ମା ମାଳିକା ସତ ହେବ ମା ତୁମେ ମୋତେ ଅଶ୍ରିବାଦ ଦିଅ ମାଁ। ହର୍ ହର୍ ମହାଦେବ।
@deepofficialworlds2456
@deepofficialworlds2456 Жыл бұрын
Public Demand to CBI enquiry
@amitapriyadarsinisamantara9507
@amitapriyadarsinisamantara9507 Жыл бұрын
Standing ବିଧାୟକ ମାନଙ୍କୁ ଟିକେ camera frame ରେ ଆଣିବାକୁ ଅନୁରୋଧ 🤣🤣🤣🤣🤣🤣🤣🤣🤣 ଆଉ ସେ ମନ୍ତ୍ରୀ ଭି 🤣🤣🤣🤣🤣🤣
@c.rcreation1165
@c.rcreation1165 Жыл бұрын
ଠିକ୍
@SugyaniMuduli
@SugyaniMuduli Жыл бұрын
Mam ଜାଣି ସୁଣି ତାଙ୍କୁ ହାଜତ ରେ ରଖା ଯାଇଛି । କାହିଁ କି ନା ସେ ବାହାରି ପ୍ପଡ଼ିଲେ ସେ ସମସ୍ତଙ୍କ ନାମ କହି। ଦେବେ
@crazyboy19934
@crazyboy19934 Жыл бұрын
ଆଉ ୧କୀ ଆ ଚାଉଳ ଦରକରନାହିଁ । ୧କୀ ଆ ଚାଉଳ ଦେ ଇ ପଟି ମାରୀ ଲନି ବହୁତୁ,ଏବେ ଲୋକ ଜାଣି ଲେନି ଯେ କୀ ଏ ଠିକ କିଏ ଭୂଲ୍ jai jagannath 🕉️🕉️🕉️🕉️🚩🙏
@gyanendrasahoo253
@gyanendrasahoo253 Жыл бұрын
Tgughv
@update_world503
@update_world503 Жыл бұрын
Please 🙏 CBI enquiry
@sharkpoint765
@sharkpoint765 Жыл бұрын
ଯେଉଁ ବି ପାର୍ଟି ହଉ କିନ୍ତୁ ସବୁ ହେଉଛନ୍ତି ଗୋଟେ ଗୋଟେ ନାଳୁଆ ଯିଏ ବି ଆସୁ ତାଙ୍କର ଗଲୁ ହବ ଏଇଭଳି କେତେ ଅର୍ଚ୍ଚନା ଆସି ତାଙ୍କୁ ଆନନ୍ଦ କରିବେ । କିଛି ହବନି ସବୁ ଏଇଭଳି ଚାଲିବ
@azubizu2534
@azubizu2534 Жыл бұрын
ଜାଗ ଭୋଟର ଜାଗ 🇳🇪🇳🇪🇳🇪🇳🇪🇳🇪🇳🇪🇳🇪 ଆଇନ ଆମର ଶାସନ ଆମର 🇳🇪🇳🇪🇳🇪🇳🇪🇳🇪 ଜନତା ଆମର କେହିକିଛି କରିପାରିବେ ନାହିଁ ଆମେ ଭକୁଆ ଓଡ଼ିଆ ଭୁକିବା ଆମ କାମ 🇳🇪🇳🇪🇳🇪🇳🇪🇳🇪🇳🇪
@bijayalaxmipradhan
@bijayalaxmipradhan Жыл бұрын
Bhai India flag ku chinhicha ki nai 🤣🤣first India flag ku Jana ta pare gyana deba Bhai 🤣🤣
@ardhendusekharmishra3347
@ardhendusekharmishra3347 Жыл бұрын
Thik thik
@misspuja1096
@misspuja1096 Жыл бұрын
🇮🇳 ଇଣ୍ଡିଆନ flag
@niranjanmaity8227
@niranjanmaity8227 Жыл бұрын
ଆରମ୍ଭ ଅଞ୍ଜନା... ଶେଷ ଅର୍ଚ୍ଚନା...
@jitendrakumarpallei4377
@jitendrakumarpallei4377 Жыл бұрын
ବାଣ୍ଡ କଟା ଅଭିଯାନ କରାଯାଉ
@noonesd5
@noonesd5 Жыл бұрын
ସବୁ ହଳ ବୁଲିବାରେ ଲାଗିଥିଲେ । ଥରେ ଗୋଟେ ପଥର ବାହାରିଲା ଯେ ପୁରା ହଳ ଆଉ ହଳଧର ଯିଏ ଯୁଆଡେ ପାଇଲେ ଛତ୍ରଭଙ୍ଗ ଦେଲେ । ଆଉ ଜମି cease କରିଦେଲେ 👍👏👏
@Bkentertenment
@Bkentertenment Жыл бұрын
ଯାହା କିଛିବି ଖବର ଆସୁଛି ସବୁଥିରେ ରାଜନୀତି 👌
@chaturbhujarana5194
@chaturbhujarana5194 Жыл бұрын
Police ଖାଲି ବଡ ଲୋକଙ୍କ ପାଇଁ
@yashabantanaik9658
@yashabantanaik9658 Жыл бұрын
ଭାଇ ଠିକ୍ କହୁଛନ୍ତି..ବିଜେଡି ସରିଯିବ
@jaysairam2793
@jaysairam2793 Жыл бұрын
Bala naaa
@yashabantanaik9658
@yashabantanaik9658 Жыл бұрын
Joy Sri ram..Joy Sri ram
@akshayasahoo8251
@akshayasahoo8251 Жыл бұрын
ଭାଙ୍ଗିବା ଦରକାର 👍🏾👍🏾
@Krishna_Nayak_Official
@Krishna_Nayak_Official Жыл бұрын
ଅନୁଭୋବ ମହାନ୍ତି କୁ ଆଗଜେଲ୍ ହଁ ଉ
@shaktidharroul8063
@shaktidharroul8063 Жыл бұрын
Right
@iswarnayak1383
@iswarnayak1383 Жыл бұрын
ବିଧାନସଭା ଘେରାଉ କରାଯାଉ
@subassahoo8426
@subassahoo8426 Жыл бұрын
କିଛି ଛୋଡିପାରିବନି ବିଜେଡି
@manojnanda1807
@manojnanda1807 Жыл бұрын
Aam Aadmi party ku lao Electric, education and medical free pao. BJP and BJD hatao
@bgmedits6694
@bgmedits6694 Жыл бұрын
Aare magikhiya aaila re 😂😂😂
@sudhirnayak5136
@sudhirnayak5136 Жыл бұрын
AAP lao desh ko bech dalo...sala fokat kahin ke
@dk411ful
@dk411ful Жыл бұрын
Full Support of youths to AAP for 2024
@uttambehera6563
@uttambehera6563 Жыл бұрын
ODIA media re Power nhi..ethi National media entry kariba darkar tahele sure Odisha politics halchal haba..Jay Jagannath 🙏
@prasantasabara6165
@prasantasabara6165 Жыл бұрын
Realy broo
@sandeeprout3324
@sandeeprout3324 Жыл бұрын
Apana gote Kama karantu Twitter re bada bada news channel aajtak indiatv zee news emanku tweet karantu appeal karantu mu bi karichi Jay jagannath 🙏
@madhusmitasabar4208
@madhusmitasabar4208 Жыл бұрын
Your absolutely right sir
@rakeshpradhan3914
@rakeshpradhan3914 Жыл бұрын
ଜୁଏଲ ଓରାମ କୁଆଡେ ଯାଇଥିଲେ ସାବୁନ ମାରିବାକୁ 😄
@dataexplorerofficial
@dataexplorerofficial Жыл бұрын
Kanak sighdeo b achhi
@likunofficial3319
@likunofficial3319 Жыл бұрын
@@dataexplorerofficial 😃😃😃😃
@jitendracreation203
@jitendracreation203 Жыл бұрын
Right 👍🏻
@sunakarbeja7409
@sunakarbeja7409 Жыл бұрын
Jago bhai mere jago Odisha banchao Apana time aagaya
@giridharihans6492
@giridharihans6492 Жыл бұрын
Thank you sir
@Bushan6654
@Bushan6654 Жыл бұрын
ଜଦି ମାତିବେ ଜୁବପିଢି ନେତା ପଳେଇବେ ଓଡ଼ିଶା ଛାଡ଼ି ଅ,,ରାଣ୍ଡି +ରାଣ୍ଡୁଆ, ନେତା ଓ ଅଫିସର ଜୟ ଜୟ ଜଗନ୍ନାଥ 🙏🙏🙏🙏🙏
@dk.1234
@dk.1234 Жыл бұрын
bada ଧରଣରେ strike heba କଥା for SIT investigation to know who are involved.
@pankajinipankajini2178
@pankajinipankajini2178 Жыл бұрын
ଓଧର୍ମୋ ବିତୋ ବ ଢେ ବୁହୁତ୍ ଗଲା ବେଳେ ଯାଏ ମୂଳ ସହିତ
@Samar-papun
@Samar-papun Жыл бұрын
OTV diba swopna dekhuchhi.kichi haba ni ba.
@abhayasahoo8794
@abhayasahoo8794 Жыл бұрын
କାଇଁ ହେଉଛି?????ଭଗବାନ କରନ୍ତେ କି!!!!!!!
@sandipswain3299
@sandipswain3299 Жыл бұрын
till Naveen himself is involved, it won't hv any problem...
@prabhakarsenapati1721
@prabhakarsenapati1721 Жыл бұрын
No ministers are ସାଧୁ। ପଇସା କ୍ୟ ନ କରି କାମ
@nrusinhatripathy6930
@nrusinhatripathy6930 Жыл бұрын
ହଁ ମା ତୋର ବଦନାମ ଯୋଗୁଁ ହିଁ ଆମ ନା ପୁରାଣ ରେ ଲେଖା ହେବ ମା ତୁ ସବୁବେଳେ ଶିବ ଶଙ୍କର ଓ ଜଗନ୍ନାଥଙ୍କ ପ୍ରାର୍ଥନା କରେ ମା।
@narayansethy379
@narayansethy379 Жыл бұрын
ଦେଖାଯାଉ ନବୀନ ପଟ୍ଟନାୟକ କଣ କରୁଛନ୍ତି
@sitansusirodiasahitya8876
@sitansusirodiasahitya8876 Жыл бұрын
ODISHA POLICE A WOMEN STANDING POSITION
@Biswa-Ranjan04
@Biswa-Ranjan04 Жыл бұрын
ଭଲ ବ୍ୟବସାୟ ବିନା ବ୍ୟୟ ରେ ଭଲ ଆଦାୟ
@muodia2002
@muodia2002 Жыл бұрын
ଭାଗିଂବନି ନବିନ ପାଖରେ ଭଲ ଅଠା ଅଛି
@satyanandapradhan6998
@satyanandapradhan6998 Жыл бұрын
ସେ ସମୟ ଆଉ ଏ ସମୟ ଭିତରେ ବହୁତ ଫରକ୍
@abhayasahoo8794
@abhayasahoo8794 Жыл бұрын
ଓଡିଶ‍ାବାସୀ ଯଦି ଓଡିଶାର ମଙ୍ଗଳ ଚାହୁଁଛ,ସମୟ ଆସିଛି।
@rajeshswain3182
@rajeshswain3182 Жыл бұрын
Good News
@rajnayak5964
@rajnayak5964 Жыл бұрын
ଲୋକଙ୍କୁ ଚିତା କାଟି ଜୋଉ ଧନ ତକ ସବୁ ପ୍ରାଏ ଏ ନେଲା
@lightingseven5492
@lightingseven5492 Жыл бұрын
ଅଭଦ୍ର ଲୋକ ମାନେ ବିଜେଡି ରେ,
@lingarajgurujichennal5493
@lingarajgurujichennal5493 Жыл бұрын
କିଛି ହେବ ନାହିଁ
@adityasanu0388
@adityasanu0388 Жыл бұрын
Right bro
@MusicLivecolection
@MusicLivecolection Жыл бұрын
କିଛି ହବନି ଜୟ ବିଜେଡି
@babulimajhikjqqbabuli5800
@babulimajhikjqqbabuli5800 Жыл бұрын
ଆଞା ଏ୦ି ଗରିବ ମୁ୦ାଏ ଖାଇବାକୁ, ପିନ୍ଧିଥିବା କୁ,ପାଉ ନାହାନ୍ତି ଆଉ ନେତାମାନେ ଜନତାଙ୍କ ପଇସା ଲୁଟି ଦେହ ବ୍ୟବସାୟ ରେ ବ୍ୟବହାର କରୁଛନ୍ତି ଛି ତମରନେତାଗିରୀ ଛି ତମରମଣିଷପଣିଆଁ ଆ ଥୁ।
@bharatshrmarojagar5424
@bharatshrmarojagar5424 Жыл бұрын
ମୁଁ ବହୁତ ଖୁସି, କାରଣ ଦିନେ ଏମାନଙ୍କୁ ହାତ ପାତିଲେ ମଧ୍ୟ ଏମାନେ ଧକ୍କା ଦେଇଥିଲେ ମୋ ଜୀବିକା ପଥରେ କଣ୍ଟା ସାଜିଲେ ହେଲେ ଏବେ କେମିତି ଲାଗୁଛି ମୋ ଆଖିର ଲୁହ ତୁମମାନଙ୍କୁ ଜାଳି ପୋଡି ପାଉଁଶ କରି ଦେବ , ଏମିତିକି ପିଇବାକୁ ଟୋପାଏ ବି ପାଣି ମିଳିବ ନାହିଁ......
@sujata2086
@sujata2086 Жыл бұрын
Both are different case...
@prarthana878
@prarthana878 Жыл бұрын
BJD Hatao Odiaha Banchao
@dibyaduttaray480
@dibyaduttaray480 Жыл бұрын
ଆରେ ଭାଇ ଯେହେତୁ ସବୁ ଦଳ ମିଶିକି ମଜା ନେଇଛନ୍ତି.....ଗୋଟେ ନୂଆ ଦଳ ଗଢା ଯାଉ... ଏମାନଙ୍କ ଉପରେ ଭରଷା କରିହବନି...
@jkproductbaduram6373
@jkproductbaduram6373 Жыл бұрын
CBI inquiry
@tofan8406
@tofan8406 Жыл бұрын
ଡାଟା ସବୁ delete sarilani। କଂଗ୍ରେସ, ବିଜେଡି ବହୁତ ଫରକ। ଆଉ କାହାର କିଛି ହେବନି।
@arunaprasad341
@arunaprasad341 Жыл бұрын
ମୁଁ ଦିନରେ ଦେଖୁଚି ସପନ 😇😇😇😇
@prakashbehera1823
@prakashbehera1823 Жыл бұрын
💯👍
@maheswarhansdah7714
@maheswarhansdah7714 Жыл бұрын
Good news
@tanu2999
@tanu2999 Жыл бұрын
CBI enquiry kara jau.
@sushantasamal8469
@sushantasamal8469 Жыл бұрын
ଅର୍ଚନା ନାଗ ଘରକୁ ମୁଜିଅମ କରିଦେଲେ ସରକାରଙ୍କ ଭଲ ଟିକସ ମିଳିବ ଭାସ୍କର ଟିଭି guide କରିବ
@sangitasahoo5504
@sangitasahoo5504 Жыл бұрын
Au ବିଜେପି ଆସିଲେ ଦର୍ ଦାମ ରେ ଲୋକଙ୍କୁ ମାରେବ
@sarojmohanty85
@sarojmohanty85 Жыл бұрын
Micha
@anjalipradhan2556
@anjalipradhan2556 Жыл бұрын
👌👌👌👌
@Villagegirl-dailylifestyle
@Villagegirl-dailylifestyle Жыл бұрын
ଭଗବାନ ଯାହା କରନ୍ତି ପ୍ରାଣୀର ମଙ୍ଗଳ ପାଇଁ, ବହୁଦିନରୁ ମୁଁ ଅପେକ୍ଷା କରିଥିଲି କେବେ ଏ B.J.D ଧରା ପଡ଼ିବେ, ହେଲେ କିଏ ଜାଣିଲା ଏ ନିଉଜ ସମସ୍ତଙ୍କୁ ଧରା ପକେଇବ କି B.J.D ଠାରୁ ଟଙ୍କା ନେଇ ନିଉଜ କୁ ଦାବି ଦେବ
@abhayasahoo8794
@abhayasahoo8794 Жыл бұрын
ବିଜେଡି ଶାସନରେ ରହିଲେ ଓଡିଶାର ପତନ ସୁନିଶ୍ଚିତ ।
@sanjibsethi4568
@sanjibsethi4568 Жыл бұрын
Vai you are right salute you
@roshnimohapatra2797
@roshnimohapatra2797 Жыл бұрын
ଅସଭ୍ୟ ଅମଣିଷ ମାନଙ୍କ ପାଇଁ ବେଲନା କାଠି ଟି ଦିଅ ଧରେଇ ଧର୍ମପତ୍ନୀ ମାନେ ପାହର ଦେଲେ ରସିକ ନାଗର ବୁଝିବେ ଭଲେ। ଜୟ ଜଗନ୍ନାଥ 🙏 ଏ ନାରୀ ଟି କେତେ ଆଲାଜୁକି ସାମାନ୍ୟ ପଇସା ପାଇଁ ନିଜ ଇଜ୍ଜତ କୁ ବଳି ଦେଇ ଜେଲ୍ ଗଲେ ଆଉ ଲମ୍ପଟ ଅମଣିଷ ମାନଙ୍କ ପାଇଁ ସେମାନଙ୍କ ସ୍ତ୍ରୀ ପିଲାମାନଙ୍କୁ କେତେ ଅପଦସ୍ତ ହେବାକୁ ପଡୁଥିବ ତାହା କେବଳ ସେମାନଙ୍କୁ ଜଣା ଥିବ
@sesadevnath7376
@sesadevnath7376 Жыл бұрын
ଯେତେଜଲଦି ଭାଙ୍ଗିବ ସେତେ ଭଲ ହବ
@sipusahoo6611
@sipusahoo6611 Жыл бұрын
ତମେ ଯେତେ ଭୁକିଲେ ବି ନବୀନ ପଟ୍ଟନାୟକ ର ଗୋଟାଏ ବାଳ ବି ବଙ୍କା କରିପାରିବନି ବିଜେପି ବାଲା
@Biswa-Ranjan04
@Biswa-Ranjan04 Жыл бұрын
ଆଗ ଲୋକେ ସଚେତନ ଥିଲେ ଆଉ ଏବେ ସବୁ ମାଗଣା ଖିଆ, ବିଜେଡି ସରକାର ର କିଛି ହେବନି
@biswajitmohanty542
@biswajitmohanty542 Жыл бұрын
Eyty capacity Madam nkara 🙄🙄bopa loooo🥺🥺
@swadhinsamal519
@swadhinsamal519 Жыл бұрын
Thanks 🙏🙏🙏
@abhijitsahani944
@abhijitsahani944 Жыл бұрын
Ati sundar
@raghumaninayak9593
@raghumaninayak9593 Жыл бұрын
ବିଜେଡି ସରକାର ସମ୍ପୂର୍ଣ୍ଣ ଦାୟୀ
@babusamanta4733
@babusamanta4733 Жыл бұрын
You are right
@narasinghbadamundi1150
@narasinghbadamundi1150 Жыл бұрын
ନାରୀ ପାଇଁ ସ୍ବୟଂ ନାରାୟଣ ବି ବାଦ୍ ପଡ଼ିନଥିଲେ। ଆମେ ତ ସାଧାରଣ ମାନବ ,ନିଜେ ସ୍ବୟଂ ନାରାୟଣ କହିଛନ୍ତି ଭୂମି,ଧନ ଆଉ ନାରୀ ପାଇଁ ଯୁଗ ପରିବର୍ତ୍ତନ ହେବା। ସେମିତି ପାପ ଯଦି ବେଶି ହେବ ନିଶ୍ଚୟ କ୍ଷତି ହେବ। ଏଇଟା ସମୟ ହିଁ କହିବ।
@kronzxguy83
@kronzxguy83 Жыл бұрын
ଏସ୍ ଆଇଟି ଗଢାହେଲେ କଇଁଆ(ତେନ୍ତୁଳି) ଗପ ଲେଖାହେବ । ଏହା ଆଗରୁ ଜାମୁକୋଳି ଗପ କୁନିଝିଅ ପରିପାଇଁ ଲେଖାହୋଇଥିଲା । ଶିକ୍ଷୟତ୍ରୀ ମମିତା ମେହେର ପାଇଁ ଆଖୁ କିଆରି ଟେଲି ଫିଲ୍ମ ତିଆରି କରାଗଲା । ଏବେ ଅର୍ଚ୍ଚନା ପାଇଁ ଖଟା ଖଟା ଗପ , ଟେଲି ଫିଲ୍ମ ଗଢାହେବାପାଇଁ ଚାଲିଥିବା ଯୋଜନା ଭିତରେ ଅସ୍ଥାୟୀ କର୍ମଚାରୀଙ୍କୁ ସ୍ଥୟୀ କରାଇବା ପ୍ରଥମ ।
@shravankumarmishra5513
@shravankumarmishra5513 Жыл бұрын
ସବୁରି ମୂଳ କାରଣ ଏବେ ସେଇ ନାରୀ🙏🏻🙏🏻🙏🏻🙏🏻🙏🏻🤨🤨🤨🤨🤨🤨🤨🤨
@mrganulolodia1491
@mrganulolodia1491 Жыл бұрын
ମତେ ଲାଗୁଚି ଦେଶକୁ ପୁଣି ଇଂରେଜ ମାନେ ଶାସନ କରିବେ 😂🤣
@crazyboy19934
@crazyboy19934 Жыл бұрын
Musalman sasana kairbe jadhi amemane Jagrat na heba 🙏Jai jagannath 🕉️🕉️🚩🕉️🚩
@bhagabatkathapratapnanda6308
@bhagabatkathapratapnanda6308 Жыл бұрын
👌
@surendrasabjistore7898
@surendrasabjistore7898 Жыл бұрын
ଯିଏ ଯିଏ ବି ଏଇ ଅର୍ଚନା କେଶ ରେ ଅଛନ୍ତି ସେ ଯେଉଁ ଦଳର ହେଉ ନାହାନ୍ତି ନା କାହିଁକି ସମସ୍ତଙ୍କୁ ସମାଜରୁ ରଜାନତିକ ରୁ ବାସନ୍ଦ କରାଯାଉ
@aliyasamal7043
@aliyasamal7043 Жыл бұрын
Hoi pare,well known of god.🙏🏿🙏🏿🙏🏿
@dipunkumarpradhan7565
@dipunkumarpradhan7565 Жыл бұрын
K.V .Singdeo katha kahuna
@manmohanpadhi9778
@manmohanpadhi9778 Жыл бұрын
Fact.
@bulumalick
@bulumalick Жыл бұрын
ଏ ସରକାର ଭାରି କଦିୟ
@Sarada-vx2xu
@Sarada-vx2xu Жыл бұрын
ଯେଉଁ ନାରୀ ମାନେ ଶଙ୍କର ଓଁ ସରଣ ବିରୋଧରେ ଛିଡା ହେଉଥିଲେ ଆଜି ସେମାନେ ଗଲେ କୁଆଡେ
@prabhakarsenapati1721
@prabhakarsenapati1721 Жыл бұрын
ଅର୍ଚ୍ଚନା କାହାକୁ ଫସେଇଲା, କଣ୍ ଲାଭ କଲା, ସେଥିରେ ଜନତାର ଯାଏ ଆସେ କଣ୍। କାହିଁକି ଏଇ କଥା ଉପରେ ଚର୍ଚା ହେଉଚି। ଅଞ୍ଜନା ମିଶ୍ର ଙ୍କୁ ଶୋଷଣ କରାଗଲା। ଏଠି ଶୋଷିତ ହେଲା କିଏ। ଅର୍ଚ୍ଚନା ଙ୍କ ବାହୁରେ ପ୍ରେମ ଆଲିଙ୍ଗନ ପାଇ ଧନ କିଛି ଖୁସି ରେ ପ୍ରଦାନ କଲେ। ଏ ଦୁଇ ଘଟଣା ସମାନ ନୁହେଁ ଓ ଏହାକୁ ଯୋଡ଼ି ଅଯଥା ତରଙ୍ଗ ସୃଷ୍ଟି କରା ନ ଯାଉ। କଳା କାରନାମା ? ନେଇ ଆଣି ଥୋଇ ଜାଣିଲେ ସବୁ ବିଦ୍ୟା ଭଲ ଯେଉ ପର୍ଯ୍ୟନ୍ତ କାହାର କ୍ଷତି ହେଇନି। ସେବା ବଦଲେ ପଇସା ନେବା ଅପରାଧ ନୁହେଁ। ପ୍ରେମରେ ପଡି ଦୈହିକ ଉପଭୋଗ କରିବା ପାପ ନୁହେଁ ବା ପରକୀୟା ପ୍ରୀତିକୁ ମାନ୍ୟବର ସୁପ୍ରିମକୋର୍ଟ ଅପରାଧ ନୁହେଁ ବୋଲି ସ୍ପଷ୍ଟ କରିଚି। ଦେଖନ୍ତୁ କିଏ କେମିତି ଏହାକୁ ତର୍ଜମା କରୁଚି।
@balarambal7293
@balarambal7293 Жыл бұрын
cases are different between Anjana Mishra and Archana Nag Sir. namaste
@janardanpanda5378
@janardanpanda5378 Жыл бұрын
ଠିକ୍ କହୁଛନ୍ତି ସାର୍
@belalsensenapati1300
@belalsensenapati1300 Жыл бұрын
କଂଗ୍ରେସ ଓ ବିଜେପି କେତୋଟି କୋର୍ଟ ମାମଲା କଲେଣି ଓ ଦୁଇ ବିରୋଧୀ ଦଳ ତରଫରୁ କେତେ ଜୋରରେ ବିରୋଧ କରାଯାଉଛି? ଯଦି ଏହା ଅତି ଗୁରୁତର ଅପରାଧ ତେବେ ଉଭୟ ବିରୋଧୀ ଦଳ ନିଷ୍ଠା ଓ ଉଦ୍ୟମ ଜାରି କରି ଅତ୍ୟନ୍ତ ଦୃଢ଼ତାର ସହ ପଦକ୍ଷେପ ନିଅନ୍ତୁ। ଯେତେବେଳେ ଯାଏଁ ଏଭଳି ଉଦ୍ୟମ ଆନ୍ତରିକତାର ସହିତ ନିଆ ନ ଯାଇଛି ଆମେ ବୁଝୁଛୁ ଯେ ବିରୋଧୀ ଦଳର ଏହା କୁମ୍ଭୀର କାନ୍ଦଣା। ତେଣୁ ବିରୋଧ ଯେଭଳି ଫଳ ସେଭଳି ହେବ।
@pritiranjandas5875
@pritiranjandas5875 Жыл бұрын
ଭଗବାନ କରନ୍ତୁ ଏ ସରକାର ଶୀଘ୍ର ଭାଙ୍ଗିଯାଉ....
@sagarsingh7523
@sagarsingh7523 Жыл бұрын
She is PANCHALI of Modern Era...🤭😝😜
@sankargond1410
@sankargond1410 Жыл бұрын
ନାରୀ ପାଇଁ ମହାଭାରତ ନାରୀ ପାଇଁ ରାମାୟଣ ସେହି ନାରୀ ପାଇଁ ବସ୍ତ ହରଣ
@somanathsahoo8604
@somanathsahoo8604 Жыл бұрын
କାହା ସହ କାହାକୁ ତୁଳନା କରାଯାଉଛି। ଦୁଇଜଣ ସମ୍ପୂର୍ଣ୍ଣ ଭାବରେ ଭିନ୍ନ ଚରିତ୍ର।
@ganeshjena1121
@ganeshjena1121 Жыл бұрын
Khub Sundar, Bhangi.
@snayak7837
@snayak7837 Жыл бұрын
ଯେଉଁ କୋଟିପତି ମାନେ , ଅର୍ଚ୍ଚନା ର ଦେହ ଲାଳସା ପାଇଁ , ଲକ୍ଷ ଲକ୍ଷ,ଦେଇଛନ୍ତି,ସେମାନେ ,କେବେ ,ଅଭିଯୋଗ କରୁ ନାହିନ୍ତି ,ମିଡ଼ିଆ ବଲା ,କେବଳ ଗର୍ଜନ କରୁଛନ୍ତି,ଆଜିର ଦିନ ,ରେ କୋଉ ପୁରୁଷ ଓ ନାରୀ ସତୀ ବୋଲି କେମିତି ଜାଣିବା,ଶେଷ କୁ ଅର୍ଚ୍ଚନା ନିର୍ଦ୍ଦୋଷ ରେ ସେଇ ଘର କୁ ଫେରିବ👍🏾
@santoshkumarsahoo6740
@santoshkumarsahoo6740 Жыл бұрын
ଆଉ ବିଜେପି ଵାଲା ଯାଇନାହାନ୍ତି କି
MISS CIRCLE STUDENTS BULLY ME!
00:12
Andreas Eskander
Рет қаралды 21 МЛН
Пранк пошел не по плану…🥲
00:59
Саша Квашеная
Рет қаралды 7 МЛН
MISS CIRCLE STUDENTS BULLY ME!
00:12
Andreas Eskander
Рет қаралды 21 МЛН