ଯାତ୍ରା ଜଗତର ପପୁଲାର ଯୋଡି ଅଜୁ ଆପୁ ଅନେକ secret କଥା କହିଲେ // anchor Krishna Kumar jatra swarna mahal

  Рет қаралды 709,553

Anchor Krishna Kumar

Anchor Krishna Kumar

11 ай бұрын

ଯାତ୍ରା ଜଗତର ପପୁଲାର ଯୋଡି ଅଜୁ ଆପୁ ଅନେକ secret କଥା କହିଲେ
anchor Krishna Kuma
jatra swarna mahal

Пікірлер: 546
@rajatsahu5175
@rajatsahu5175 11 ай бұрын
ଦୁଇ ଜଣଙ୍କ ଜୋଡି ଅତି ସୁନ୍ଦର ଜୋଡି। ଦୁଇ ଜଣଙ୍କ କଳା ଅତି ଚମତ୍କାର। ଭଗବାନ ଆପଣଙ୍କ ପରିବାର କୁ କୁଶଳ ରେ ରଖିଥାନ୍ତୁ।
@maangovindbiswal2888
@maangovindbiswal2888 6 ай бұрын
❤❤❤
@skmalliknalco
@skmalliknalco 11 ай бұрын
ଅଜୁ ଭାଇ,ଆଉ ଅପା ମୋର ସବୁଠୁ ପସନ୍ଦ ଯୋଡି.ଜିବନ୍ତ ଅଭିନୟ .ଭଗବାନ ଉଭୟ କୁଂ ଭଲର ରଖନ୍ତୁ❤
@Si_pu310
@Si_pu310 11 ай бұрын
ନନା ,ଆଉ ନାରୀଙ୍କୁ ଅନେକ ଦିନପରେ ଏକାଠି ସାକ୍ଷାତ କାର ଦେଖିବା ପରେ ବହୁତ ଭଲ ଲାଗିଲା ଏହି ଯୋଡି ଦୀର୍ଘ ଦିନ ରହୁ ମୋର ଏହି କାମନା । ଜଶପଡା ରୁ ବିଜୟ କୁମାର ।
@lalitsha8889
@lalitsha8889 11 ай бұрын
ରାମ ବନବାସ କାହାଣୀ ଶେଷ ନାଟକ ଅଜୁ ବାବୁଙ୍କ ହିଟ ନାଟକ ଜୟ ଜଗ୍ରନ୍ନାଥ 🙏🙏🙏🙏🙏
@Swaggers-Of-Balasore
@Swaggers-Of-Balasore 11 ай бұрын
ଅଜୁ ଭାଇ ଆପୁ ଅପା ବହୁତ ସରଳ ନିଷ୍କପଟ ସ୍ନେହୀ
@sanjayabhoi247
@sanjayabhoi247 11 ай бұрын
ମୋର ପ୍ରିୟ ଯୋଡି ❤❤
@amarendraparida5599
@amarendraparida5599 11 ай бұрын
ରାମବନବାସ କାହାଣୀ ଶେଷ 🙏❤️❤️ ବହୁ ଚର୍ଚ୍ଚିତ ନାଟକ ବହୁତ ଭଲ ଲାଗେ. ଏବେ ବି ସେ ନାଟକ ବିଷୟ ରେ କହିଲେ ଲୋମ ଟାଙ୍କୁରୀ ଉଠେ ❤️🙏
@happyswain4070
@happyswain4070 24 күн бұрын
ଜାତ୍ରାଜଗତରେ ନାଇକାତ ଅନେକ ଦେଖିଛୁ କିନ୍ତୁ ଆପୁ ଦିଦିଙ୍କ ଅଭିନୟ ଅତି ନିଖୁଣ ଓ ହୃଦୟସ୍ପର୍ଶି....ପ୍ରଭୁ ଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା କରୁଛି ଆପଣଙ୍କୁ ପ୍ରଭୁ ଭଲରେ ରଖନ୍ତୁ
@meenaksheepanda1631
@meenaksheepanda1631 11 ай бұрын
ସୁନ୍ଦର ଯୋଡ଼ି । ଏହି ଦୁଇଜଣଙ୍କୁ ଜଗନ୍ନାଥ ଭଲରେ ରଖିଥାନ୍ତୁ।ଏହି ଯୋଡ଼ି ମୋର ବହୁତ୍ ପସନ୍ଦ।କ୍ରିଷ୍ଣା ଭାଇଙ୍କୁ ଅନେକ dhnyabad
@rasmiranjanbehera5175
@rasmiranjanbehera5175 11 ай бұрын
ବହୁତ୍ ଦିନରୁ ଅପେକ୍ଷା କରିଥିଲି,କେହି ବି ଏମିତି ସାକ୍ଷାତ କାର ଆଣିନଥିଲେ, କ୍ରିଷ୍ଣା ଭାଇ ଆପଣ ମୋ ଅପେକ୍ଷା ର ଅନ୍ତ ଘଟେଇଲେ। ଧନ୍ୟବାଦ।ମୋ ପ୍ରିୟ ଯୋଡ଼ି। ସମ୍ବଲପୁରୀ ନନି ର ଡେଭିଲ୍ସ ହିରୋଇନ୍ ଆପ୍ପୁ ଅପା।
@butuswain2716
@butuswain2716 11 ай бұрын
ଭାଇ ମୋ ମନ କଥା କହିଦେଲ
@Mukteswarjena-hb1lh
@Mukteswarjena-hb1lh 11 ай бұрын
​@bulusingh7840piku❤❤ ii III
@radhakrushnabhoi4046
@radhakrushnabhoi4046 11 ай бұрын
Kipppp7uippuuu
@satyabratadas3858
@satyabratadas3858 11 ай бұрын
Really very innocent and sweet Jodi.jaha hu man Khushi hegala Krishna
@pradeepkumardas2824
@pradeepkumardas2824 11 ай бұрын
E duijanankara abhinaya Mora bahut pasanda.
@keshabchandramohapatra3098
@keshabchandramohapatra3098 11 ай бұрын
କୈଳାଶ ଭାଇଙ୍କୁ ଏତେ ଭଲ ପାଇବା ତୁମ 2 ଜଣଙ୍କ ବହୁତ ଖୁସି ଲାଗିଲା
@taranisenpradhan865
@taranisenpradhan865 11 ай бұрын
Best jodi ❤️❤️❤️ବାଃ ବାଃ ରେ କ୍ୟାପିଟାଲ ରେ ଶେଷ seen ଯାଏ କାନ୍ଦିଚି ମୁ 🙏❤️❤️❤️ଜୟ ଜଗନ୍ନାଥ 🙏
@nisikanisa7894
@nisikanisa7894 8 ай бұрын
Same ❤ bro
@taranisenpradhan865
@taranisenpradhan865 8 ай бұрын
@@nisikanisa7894 🙏🙏🙏♥️
@chaitanyabariki810
@chaitanyabariki810 11 ай бұрын
ଶୁଭେଚ୍ଛା କୃଷ୍ଣ ବାବୁ 🙏🙏 ସୁନ୍ଦର କଳାକାର ସୁନ୍ଦର ଯୋଡ଼ି ଜଗତର କର୍ତ୍ତା ଙ୍କ ସୁନ୍ଦର ସୃଷ୍ଟି ଜୟଶ୍ରୀ ଜଗନ୍ନାଥ ସ୍ବାମୀ ବନ୍ଦେ ଉତ୍କଳଜନନୀ 🙏🙏
@pratapnayak1715
@pratapnayak1715 11 ай бұрын
Super Jodi ଶିବାନୀ ଗଣନାଟ୍ୟ 🎉🎉🎉🎉 ରାମ ବନ ବାସ କାହାଣୀ ଶେଷ 🙏🙏🙏 ରଜନୀ ସଜନୀ ରାତି ପାହିଲା
@dmkbaral6797
@dmkbaral6797 7 ай бұрын
ଅଜୁ ଭାଇ, ଅପା ଙ୍କ ଯୋଡି ଏକ ସୁନ୍ଦର ଯୋଡି, ନାଟକ ମଧ୍ୟରେ ସମସ୍ତଙ୍କ ମନରେ ବସି ଯାଆନ୍ତି। ବହୁତ ଦିନରୁ ଏମିତିକା intervew ଦେଖିବାକୁ ଚାହୁଁ ଥିଲି ।ଦେଖିବାକୁ ପାଇଲି ଭଲ ଲାଗିଲା। ଧନ୍ୟବାଦ ଜୟ ଜଗନ୍ନାଥ।
@niranjanpatra84
@niranjanpatra84 11 ай бұрын
My favourite artist Aju bhai and Apu Apa❤❤
@hrusikeshdas9053
@hrusikeshdas9053 11 ай бұрын
ବହୁତ ସୁନ୍ଦର ଯୋଡି, ଆଉ ମାର୍ଜିତ ମଣିଷ ମଧ୍ୟ।
@sanjayabhoi247
@sanjayabhoi247 11 ай бұрын
ଅଜୁ ଭାଈ ଆପୁ ଅପା ଙ୍କ କିଛି ମନର କଥା ଜାଣି ପାରିଲୁ କେବଳ ଏ ସବୁ ସଫଳ ହୋଇଚି ଆପଣ ଙ୍କ ପାଇଁ ଶିବାନୀ ଗଣନାଟ୍ୟ ରେ ଅନେକ ହିଟ୍ ନାଟକ ଦେଇଛନ୍ତି କୋଉ ନାଟକ ନାମ କହିବି 🎉❤🎉
@binayamuduli
@binayamuduli 11 ай бұрын
ବହୁତ ବହୁତ ଧନ୍ୟବାଦ ଭାଇ ଆପଣଙ୍କୁ ଅଜୁ ଭାଇ ଆପୁ ଦିଦି ଙ୍କର ସାକ୍ଷାତକାର ଆଣିଲେ... ସେମାନେ ଜମା କ୍ୟାମେରା ସାମ୍ନାକୁ ଆସନ୍ତିନି... Rare vlog.... ଶିବାନୀର ପରିଚୟ....
@suryanarayanpanda6866
@suryanarayanpanda6866 26 күн бұрын
Atisundar jodi.Atisundar kalakar.I love both of you.Natural acting.Best of lock.
@user-bo4ps1ux6s
@user-bo4ps1ux6s 7 күн бұрын
ଅପା ଭାଇ ଆପଣ ଙ୍କ କଥା ଶୁଣି ବହୁତ ଖୁସି ଲାଗିଲା ଓ ବହୁତ ହସିଲି
@kamallaria3323
@kamallaria3323 11 ай бұрын
ଯେତେଦିନ ପର୍ଯ୍ୟନ୍ତ ଏ ଯାତ୍ରା ଅନୁଷ୍ଠାନ ଥିଵ ଅଜୁ ଭାଇ ଓ ଆପୁ ଅପାଙ୍କ ଯୋଡି ନିହାତି ମନେ ପଡୁଥିବ । ଆପଣଙ୍କ ଯାତ୍ରା ଜୀବନ ସୁଖମୟ ହେଉ । ଆଜିର ସାକ୍ଷାତକାର ବହୁତ୍ ଭଲ ଲାଗିଲା କ୍ରିଷ୍ଣା ଭାଇ ଆପଣଙ୍କ ପ୍ରୟାସ ଏମିତି ଜାରି ରହିଥାଉ । ଜୟ ଜଗନ୍ନାଥ 🙏🙏🙏
@laxmanbhai8760
@laxmanbhai8760 11 ай бұрын
ବହୁତ ସୁନ୍ଦର ଏମିତି ନୁଆ କଳାକାର ମାନଙ୍କୁ ଭେଟି କରିଥିବା ରୁ ଧନ୍ୟବାଦ
@saratmohanty4255
@saratmohanty4255 3 ай бұрын
ଶୀବାନୀ ରେ "ବଜାରୀ ବୁଢା " ନାକରେ ଦମ୍ପତ୍ତିଙ୍କ ଅଭିନୟ ଚମତ୍କାର ଥିଲା .....
@baradaprasannabhuyan4723
@baradaprasannabhuyan4723 11 ай бұрын
ଧନ୍ୟବାଦ୍ କ୍ରିଷ୍ଣା ଭାଈ, ଅପୁ ଅପା ଆଉ ଅଜୁ ଭାଈ ଙ୍କୁ ନେଇ କି ଆସିଥିବାରୁ ♥️
@basantipanda7986
@basantipanda7986 11 ай бұрын
ଅଜୁ ନନା ଆପୁ ଭାଉଜ ଦୁଇ ଜଣଙ୍କ ଙ୍କୁ ଶୁଭେଚ୍ଛା! ତୁମ ଦୁଇଜଣ କନର ତୁଳନା ନାହିଁ! ଭଲରେ ରୁହ 🎉❤🎉 👍
@jayaprakashpatel8994
@jayaprakashpatel8994 11 ай бұрын
ଜୟ ଜଗନ୍ନାଥ ଜୟ ମା ସମଲେଶ୍ବରୀ ବହୁତ ସୁନ୍ଦର ଯୋଡ଼ି ‌ ଼଼଼ ମୁଇ ସମ୍ବଲପୁରୀ ନନୀ ଼଼ ରଜନୀ ସଜନୀ ରାତି ପାହିଲା ବହୁତ ସୁନ୍ଦର ନାଟକ।
@niranjanpatra84
@niranjanpatra84 11 ай бұрын
Aju bhai ❤️ Apu Apa❤ beautiful jodi ❤❤. Rama banabasa kahani sesa full milage deithila Aju bhai nku❤❤
@sudhirkumargarnayak5064
@sudhirkumargarnayak5064 11 ай бұрын
Right bro
@pradipbarik7861
@pradipbarik7861 11 ай бұрын
Very exciting and emotional vlogs are making by you Mr Krishna Kumar.Thanks
@gopalchandra6416
@gopalchandra6416 10 ай бұрын
Both are very beautiful artist. Very much heart touching dilogue delivery. God blessed you
@gangadharkhuntia1824
@gangadharkhuntia1824 11 ай бұрын
ବହୁତ ଦିନ wait pare ଅପୁ ମାଡାମ ଙ୍କୁ ଦେଖିଲି, lots of love for apu madam, i m from jspur.. Gote thara meet karibi sure👍.. No words for u apu madam..
@durgaprasadhota
@durgaprasadhota 11 ай бұрын
ଅତି ସୁନ୍ଦର ଯୋଡ଼ି ଭାଇ ଭାଉଜ 🙏🙏 Jay Jagannath 🙏🙏
@Shubhankarsahoo8
@Shubhankarsahoo8 11 ай бұрын
ଆମ ଗାଁ କୁ ନଭେମ୍ବର ରେ ସ୍ୱର୍ଣ ମହଲ ଆସୁଚି ଅଜୁ ଭାଇ ଆପୁ ଅପା welcome our village
@nrupamanisethi2240
@nrupamanisethi2240 11 ай бұрын
Tumar Ken gan
@Shubhankarsahoo8
@Shubhankarsahoo8 10 ай бұрын
​@@nrupamanisethi2240keonjhar dirstic andapur block village padamapur
@thirdeye9492
@thirdeye9492 11 ай бұрын
Appu seems very civilized... Stay blessed beta ❤️💚👍
@dilipkumarjena6442
@dilipkumarjena6442 6 ай бұрын
ରାମ ବନ ବାସ ମୋତେ ଭଲ ଲାଗେ ମୁ 4 ଥର ଦେଖିଛି ଖାସ୍ କରି ଅଜୁ ଭାଇ ରୋଲ୍ ବୋହୂତ ଭଲ ଲାଗେ
@sabitarani6363
@sabitarani6363 10 ай бұрын
ଧନ୍ୟବାଦ କଳାକାର ଯୋଡିକୁ, ଆପଣ ଅଭିନୟ ବେଶ୍ ଭଲ। ଅନୁରୋଧ ଆପଣ ଅଭିନୟ ସହିତ ନିଜ ସଓଆସତୟ ର ଯତ୍ନବାନ ହେଲେ ଆହୁରି ଅନେକ ବାଟ ଚାଲି ପାରିବେ
@padarabindasahoo3454
@padarabindasahoo3454 11 ай бұрын
Rama bana basa kahani sesa..Bhai nkara super hit
@nitaspatra8330
@nitaspatra8330 11 ай бұрын
ଭାଇ ଏମିତି ଯୋଡ଼ି ଆଗକୁ ଦେଖେଇବା ପାଇଁ ଜାରିରହୁ 👌👌🙏🙏♥️
@niranjanpatra1945
@niranjanpatra1945 11 ай бұрын
Beautiful jodi Aju bhai and Apu apa❤❤
@jayasuryarath8563
@jayasuryarath8563 11 ай бұрын
ଅଜୁ ଆପୁ ଙ୍କର ପ୍ରେମ କାହାଣୀ .. ଏକ ସୁନ୍ଦର ନାଟକର ପରିକଳ୍ପନା ...ଦୁଇ ଜଣଙ୍କୁ ଅନେକ ଅନେକ ଶୁଭେଚ୍ଛା ...
@arjundas3417
@arjundas3417 3 ай бұрын
ଅଜୁ ଆପୁ ଦୁଇଜଣ ଶିବାନୀ ଗଣନାଟ୍ୟ ର ସୁନା। ଅଭିନୟ ଚମତ୍କାର। ଶିବାନୀ ଛାଡି ଚାଲିଯିବା ପରେ ଆଉ ନାଟକ ଦେଖିବାକୁ ଭଳଗୁନି।
@ajitirout6322
@ajitirout6322 11 ай бұрын
Both are having very good track record in Jatra jagat. One of my best jodi.
@ratnamanjarijena9081
@ratnamanjarijena9081 11 ай бұрын
Such a beautiful couple ❤we love you Bhai 🙏 apa❤God bless you always...
@rabindranath2244
@rabindranath2244 2 ай бұрын
In my opinion you both are the best JODI of yatra PARIBAR.
@basantipanda7986
@basantipanda7986 7 ай бұрын
ଅଜୁ ନନା ତୁମ ଦୁଇଜଣ ଙ୍କୁ ହୃଦୟ ରୁ ଶୁଭେଚ୍ଛା! ଦୁଇଜଣ ଙ୍କ ଯୋଡି ବିରଳ, ତୁଳନା ନାହିଁ! ଦିଇ ଜଣଙ୍କ ଅଭିନୟ ଚମତ୍କାର ଆପୁ ଭାଉଜ ଅପେକ୍ଷ୍ୟା ଅନୁ ନନା ଙ୍କ ବ୍ୟକ୍ତିତ୍ୱ ଅତ୍ୟନ୍ତ ଗମ୍ଭୀର୍ଯ୍ୟ ପୂର୍ଣ୍ଣ! ଉଭୟେ ଦୀର୍ଘଯିବି ହୁଅ, ତୁମ ର ଏକ ମାତ୍ର କୁଳ ନନ୍ଦନ ଜଣେ ଭଲ ମଣିଷ ହେଉ !🎉❤🎉 👍
@jatraloversibun
@jatraloversibun 11 ай бұрын
Jay Jagannath 🙏🙏🙏 Bahutu sundar video bahutu khushi lagila ajira vlogs 🥰🥰🥰🥰🥰 jatra jodi ajaya bhai &apu didinka vlogs bahutu khushi lagila 👌👌👌👌👍👍👍👍🙏🙏🙏🙏 bhai
@padmalochanBishi
@padmalochanBishi 28 күн бұрын
Best Actor Aju Sir, and Jayanty men .very nice,TQ.
@sanjayabhoi247
@sanjayabhoi247 11 ай бұрын
କ୍ରିଷ୍ଣା ଭାଈ ଆଜି ମୁଁ ଆପଣଙ୍କ ପାଖରେ ଚିର ରୁଣୀ ମୋର ପ୍ରିୟ ଯୋଡି ଓ ପିୟ ହିରୋ ଭିତରୁ ଜଣେ ଯେତେ ବି ଯାତ୍ରା yutuber channel ଅଜୁ ଭାଈ ଅପୁ ଅପା ଙ୍କୁ ୟୁଟ୍ୟୁବରେ ଅନି ନଥିଲେ ବିଗତ ଶିବାନୀ ଗଣନାଟ୍ୟ ର ସୁପର ହିଟ୍ ଯୋଡି 🎉❤🎉
@chaitanyaprasadbehera2928
@chaitanyaprasadbehera2928 11 ай бұрын
ଦୀର୍ଘବର୍ଷ ପରେ ମୁଁ ଅଜୁ ଓ ଆପୁ ଙ୍କର ଆପଣଙ୍କ ପାଇଁ ସିକ୍ଷାତ ହେଲା। ତାଙ୍କ ର ପ୍ରଥମ ପ୍ରବେଶ " ଅଷ୍ଟଶମ୍ଭୁ " ଅନୁଷ୍ଠାନରେ ମୋର ଗୀତ ରଚନା ଓ ଶାରଦା ପ୍ରସନ୍ନ ସାହୁ ଙ୍କ ସଂଗୀତ ନିର୍ଦ୍ଦଶନା ରେ " ଲୁହରେ ଜଳୁଛି ଚଉଠି ଦୀପ" ନାଟକ ରେ ଅଭିନୟ କରିବା ମୋର ଅଲିଭା ସ୍ମତି ହୋଇ ରହିଛି। ଭଗବାନ ତାଙ୍କର ଚଲାପଥ କୁସୁମିତ କରନ୍ତୁ ପ୍ରାର୍ଥନା କରୁଛି। କ୍ରୀଷ୍ଣା ବାବୁ ଆପଣଙ୍କୁ ବି ଧନ୍ୟ ବାଦ। ଚୈତନ୍ୟ ପ୍ରସାଦ ବେହେରା ଖୋର୍ଦ୍ଧ।
@keshabchandramohapatra3098
@keshabchandramohapatra3098 11 ай бұрын
ମୋର ଅନୁରୋଧ ତୁମେ 2 ଜଣ ଶିବାନୀ ଗଣନାଟ୍ୟ ଫେରି ଆସନ୍ତୁ
@ganeshmahakud1609
@ganeshmahakud1609 11 ай бұрын
ଭାଇ ଏମାନଙ୍କ ବିନା ଶିବାନୀ ଯାତ୍ରା ଅଧୁରା ଲାଗୁଛି ଅଜୁ ଭାଇ ଜଣେ ଭଲ ହିର
@Swaggers-Of-Balasore
@Swaggers-Of-Balasore 8 ай бұрын
ଏହି ଯୋଡି ପ୍ରାୟତଃ ଯାତ୍ରା ଜଗତ ର ସବୁଠୁ down to earth ଯୋଡି 🤗
@KBehera-BSc-MBA-LLB
@KBehera-BSc-MBA-LLB 11 ай бұрын
Best ଯୋଡି.. ସବୁବେଳେ ସାଥୀ ହୋଇ ରୁହନ୍ତୁ.. god bless you both.. god gifted couple.
@alekhapradhan5750
@alekhapradhan5750 11 ай бұрын
ଜୟ ଜଗନ୍ନାଥ ଅପା
@subhaacharya3664
@subhaacharya3664 11 ай бұрын
Sundar artist APA bahut badhia actor. Bhai badhia.
@amareshsrichandan558
@amareshsrichandan558 11 ай бұрын
Love you aju bhai and aapu d, my fev, aju bhai tanka no dei chanti mu bahut khusi, tq aju bhai
@user-oh8do5iq7b
@user-oh8do5iq7b 7 ай бұрын
ରାମ ବନବାସ କାହାଣୀ ଶେଷ my favorite ନାଟକ
@mr.nayak625
@mr.nayak625 11 ай бұрын
rajani sajani rati pahila re.... Acting mast pura Apu didi nka❤
@rabindrakumarpalei5964
@rabindrakumarpalei5964 7 ай бұрын
ପୁରା ଦମଦାର ଡାଇଲଗ୍। ଏକଦମ୍ ବଢିଆ ଧନ୍ୟବାଦ।
@deepakpansingh2480
@deepakpansingh2480 4 ай бұрын
କୈଳାଶ ବେହେରା ଆଉ ଆପୁ ଦିଦି ଙ୍କର ଯୋଉ ଦାଦା ଝିଆରୀ ରୋଲ କାହାଣୀ ଲାଗୁଚି ନୂଆ ମୁଁ ପୁଣି ଥରେ ଦେଖିବା କୁ ଚାହିଁବି very good acting all time
@samalak8335
@samalak8335 11 ай бұрын
Aaju Appu nku mu hrudayara sahit Asribad karuchi bhagawan mangala karantu bahut khusi lagila mu para military forces re kintu sibanira bahut natak dekhichi bahuta tuma jodi sunder recently Mu leave re Achithili banarpal tuma paty padi thila natak dekhili kete dukha debu dere kalia bahut ucha kotir publick bhaa receive karibe Jai jagannath god bless you
@GyanaranjanSahu-tt4xf
@GyanaranjanSahu-tt4xf 11 ай бұрын
ବହୁତ ସୁନ୍ଦର ଯୋଡି ଆଉ ସୁନ୍ଦର ସାକ୍ଷତା କାର ମନକୁ chunhila ❤🙏
@bhagabanbiswal6017
@bhagabanbiswal6017 7 ай бұрын
First Night Bahi E Akhi kanduchhinTori pain superhit Natak
@bijaygoswami8397
@bijaygoswami8397 3 ай бұрын
Khub Sundar lage
@BabuDas-tw2zm
@BabuDas-tw2zm 6 ай бұрын
ମୋର ପ୍ରିୟ ଆକ୍ଟର ❤❤❤
@jibanjyotijena588
@jibanjyotijena588 11 ай бұрын
ରଙ୍ଗବତୀ ରୁଷିଛି ନାଟକ ଅଜୁ ଭାଇଙ୍କ ସୁପରହିଟ।
@gourangacharandas3212
@gourangacharandas3212 9 ай бұрын
Nice meet. Both are excellent actors. I know about the personal details of my loveliest actors.
@prasantakumarsahoo7432
@prasantakumarsahoo7432 5 ай бұрын
Congratulations Bhai and bhauja🎉🎉🎉🎉🎉
@santoshnahaka2176
@santoshnahaka2176 11 ай бұрын
Krishna bhai apananku mor namaskar shivani jodi aju bhai supor her her aju bhai bhala manisha
@sibanimahapatra4117
@sibanimahapatra4117 11 ай бұрын
Bahut Nice roal tuma due jana nkar, god bless you
@stapanrout3393
@stapanrout3393 11 ай бұрын
Aju bhai apu apa nkara nataka swarnamahala ra suna bahu super act Semananku mora koti koti namaskar se nataka lockdown ra nataka ebe timere heithile super hit heithanta emitire apa allrounder.
@sarojsamal7479
@sarojsamal7479 11 ай бұрын
😅kailash behera only one action,But pratap Rout jatra No -1action with handsome hero,Aju Mishra choklet hero of jatra,Next Ditari panda,peeyush acharya best vilian in Jatra.
@basantasahu2990
@basantasahu2990 6 ай бұрын
My best actor, my fevorite nataka, Rajani sajani rati pahila.
@jayabratakumarbehera
@jayabratakumarbehera 8 ай бұрын
Bhai ଭାଉଜ 🙏 ଆଶା ଭଲ ରେ ଥିବେ ଗୋଡ bless you
@rameshchandraswain9092
@rameshchandraswain9092 11 ай бұрын
Ajubabu appumadam acting Super se uper👍👍
@sarojbishi1079
@sarojbishi1079 7 ай бұрын
Best jodi ❣️
@AsirWad-fb3vr
@AsirWad-fb3vr 11 ай бұрын
Actually Appu apa ebe bi main heroine Kari paribe.bhala fitness au beautiful ebe bi achhanti
@LikunParida-s8g
@LikunParida-s8g 5 күн бұрын
Aaju bhai Rana banabasa kahani sasa super hit nataka jaj pur baruneswar mala mainda
@mamarnilovelymama-rg5su
@mamarnilovelymama-rg5su 10 ай бұрын
Mara ati Priya jodi .....mara bahut bada asha rahichi j ahibhali abhineta mana nku veta heba pain.....kebe se asha purana heba Sethi pain mu sabubele apekhya re achi .,
@radhakantabarik5768
@radhakantabarik5768 21 күн бұрын
ସବୁ ନାଟକ ଭଲ ଲାଗେ
@prapeshkumarswainswain2939
@prapeshkumarswainswain2939 11 ай бұрын
Aju babu and apu apa I am big fan of both u.lord jagannath always bless you.
@ashutoshmalla6950
@ashutoshmalla6950 9 ай бұрын
Mun Aju bhai nka sabu jatra dekhichhi bahuta bhala lage bisesha kari budha sankhari rama banabasa kahani sesha ,Asati tulasi sati chaura .......
@pradoshapatra8900
@pradoshapatra8900 6 ай бұрын
Aji babunka acting bahut original lage
@sibaprasadjena7333
@sibaprasadjena7333 Ай бұрын
Aapu didi tama acting mote bahut bhala lage
@bhagabanpradhan2951
@bhagabanpradhan2951 11 ай бұрын
The great krishna bhai the great aju bhai and apu apa
@bhagabanrana4898
@bhagabanrana4898 11 ай бұрын
ଅପାର ନାଟକ କିଶୋରନଗରରେ ମୁଁ ବିଦେଶୀନି ବହିରେ ରୋଲ କରିବାର ଦେଖିଛି🙏🙏🙏
@rajashreemansingh6702
@rajashreemansingh6702 10 ай бұрын
Both are very good actor.apu appa nka acting bahut vala.vagaban karantu valare thao.
@lalabiswajitray3387
@lalabiswajitray3387 11 ай бұрын
Jay Jagannath Krishna God bless you Krishna ❤❤❤❤❤❤❤❤ Dui jana Bhaut bhala actor
@satyabratadas3858
@satyabratadas3858 11 ай бұрын
Krishna babu ku bahut bahut dhanyabada.because tama blogs gote niara thae.
@adikandaupadhay3617
@adikandaupadhay3617 9 ай бұрын
ଆପୁ ଅପା ଙ୍କର କାହାଣୀ ଲାଗୁଛି ନୂଆ ଶିବାନୀ ଗଣ ନାଟ୍ୟ ର ଦୁଖଃ ଭରା ରୋଲ 🎉🎉🎉
@user-ui6yu5vj2e
@user-ui6yu5vj2e 7 ай бұрын
Aju bhai au apu apa my best actor ❤❤❤
@pramodsamal9572
@pramodsamal9572 11 ай бұрын
Bahut dina dhari wait karithili Krishna bhai 🙏🙏🙏 thanks bhai
@susantadas7770
@susantadas7770 11 ай бұрын
Bhai mu Jane jatra premi manisa mo hisabare aju bhai super au drinks pieba avinaya aju bhai vala karanti
@odiajatraupdate4373
@odiajatraupdate4373 7 ай бұрын
Aju bhai No 1 hero
@rabimishra8437
@rabimishra8437 11 ай бұрын
କ୍ରିଷ୍ଣା ଭାଇ ଗୋଟେ କଥା ଜାଣୀହେଲନି.. ଅଜୁ ଭାଇ କାହିଁକି ଶିବାନୀ ଛାଡିଲେ.... ଆଉଥରେ ସାକ୍ଷାତକାର କରନ୍ତୁ....
@rabimishra8437
@rabimishra8437 11 ай бұрын
Hello Krishna vai replay dio
@rajatsahu5175
@rajatsahu5175 11 ай бұрын
ଅପା ଆଉ ଭାଇନା ଦୁଇ ଜଣ ଙ୍କୁ ମୋର ପ୍ରେମ ଭରା ❤❤❤❤ ସାଦର ପ୍ରଣାମ।
@gourhariswain2438
@gourhariswain2438 7 ай бұрын
Mor priy jodi Aju bhai Apu apa vala manisha kehe bari parebeni
@amulyakusahoo7721
@amulyakusahoo7721 11 ай бұрын
ମୋ ପସନ୍ଦ ର ନାୟକ ନାୟିକା ବହୁତ୍ ନାଟକରେ ଭଲ ଅଭିନୟ ଅଭିନୟ କରିଛନ୍ତି mam ଙ୍କ ବା ବା ରେ କ୍ୟାପିଟାଲ ନିଆରା anti caracter ଆଜି ବି ମନେ ପଡ଼ିଯାଏ ଅଜୁ ଭାଈ ଙ୍କ ଅଭିନୟ ଯେତେ କହିଲେ କମ ପଡ଼ିବ ମୋର୍ friend request accept karanti nahin aju bhai dukha lage tike
@tukunabehera9874
@tukunabehera9874 8 ай бұрын
I really love your acting madam ❤
@srabanibunu
@srabanibunu 22 күн бұрын
Badua baho ❤
@prasantakumarsahoo2127
@prasantakumarsahoo2127 11 ай бұрын
କ୍ରିଷ୍ଣା ଭାଇ ଜୟ ଜଗନ୍ନାଥ 🙏🙏
@ranjitkumarsingh335
@ranjitkumarsingh335 6 ай бұрын
ରତି ଭାଇ ଓ ପ୍ରମିଳା ଭାଉଜଙ୍କ ସାକ୍ଷାତକାର ଭଲ ଲାଗନ୍ତା
Son ❤️ #shorts by Leisi Show
00:41
Leisi Show
Рет қаралды 10 МЛН
Вы чего бл….🤣🤣🙏🏽🙏🏽🙏🏽
00:18
Они так быстро убрались!
01:00
Аришнев
Рет қаралды 2,9 МЛН
Why Is He Unhappy…?
00:26
Alan Chikin Chow
Рет қаралды 98 МЛН
Son ❤️ #shorts by Leisi Show
00:41
Leisi Show
Рет қаралды 10 МЛН